< Matthew 17 >
1 After six days, Jesus took with him Peter, James, and John his brother, and brought them up into a high mountain by themselves.
ଚଅ ଦିନାର୍ ହଃଚେ ଜିସୁ, ପିତର୍, ଜାକୁବକ୍ ଆର୍ ତାର୍ ବାୟ୍ସି ଜହନ୍କେ ସଃଙ୍ଗେ ଦଃରି ଅଃଲ୍ଗା ଅୟ୍ ଗଟେକ୍ ଉଚ୍ ଡଙ୍ଗୁର୍ ଉହ୍ରେ ନିଲା ।
2 He was transfigured before them. His face shone like the sun, and his garments became as white as the light.
ସେତି ସେମଃନାର୍ ମୁଏଁ ଜିସୁ ବିନ୍ ରୁହ୍ ଅୟ୍ଲା, ତାର୍ ମୁଁ ବେଳ୍ ହର୍ ଉଜାଳ୍ ଆର୍ ତାର୍ ବଃସ୍ତର୍ ବେଳ୍ ଉଜାଳ୍ ହର୍ ଚିଟ୍ ଦବ୍ ଅୟ୍ଲି ।
3 And look, Moses and Elijah appeared to them talking with him.
ଆରେକ୍ ମସା ଆର୍ ଏଲିୟ ଜିସୁର୍ ସଃଙ୍ଗ୍ କଃତାବାର୍ତା କଃଉତାର୍ ଚେଲାମଃନ୍କେ ଡିସ୍ଲି ।
4 Peter answered, and said to Jesus, "Lord, it is good for us to be here. If you want, let us make three tents here: one for you, one for Moses, and one for Elijah."
ସେତାକ୍ ପିତର୍ ଜିସୁକେ କୟ୍ଲା, “ଏ ମାପ୍ରୁ, ଅଃମିମଃନ୍ ଇଟାଣେ ଆଚୁ ଇରି ଅଃନାୟ୍ ନିକ, ତର୍ ମଃନ୍ ଅୟ୍ଲେକ୍ ମୁଁୟ୍ ଇତି ତିନିଗଟ୍ କୁଳିଆ କଃରିନ୍ଦ୍, ତର୍ ଗିନେ ଗଟେକ୍, ମସାର୍ ଗିନେ ଗଟେକ୍ ଆର୍ ଏଲିୟର୍ ଗିନେ ଗଟେକ୍ ।”
5 While he was still speaking, look, a bright cloud overshadowed them. And look, a voice came out of the cloud, saying, "This is my beloved Son, in whom I am well pleased. Listen to him."
ପିତର୍ ଇ କଃତା କଃଉ କଃଉ କଃଣ୍ଡେକ୍ ଉଜାଳ୍ ମେଗ୍ ସେମଃନ୍କେ ଡାହ୍ଲି, ଆର୍ ସେ ମେଗେ ହୁଣି ଇ କଃତା କଃଉଆ ଅୟ୍ଲି, “ଇରି ଅଃମାର୍ ଲାଡାର୍ ହଅ, ଆର୍ ଉହ୍ରେ ଅଃମାର୍ ବଃଡେ ସଃନ୍ମତ୍, ଆର୍ କଃତା ସୁଣା ।”
6 When the disciples heard it, they fell on their faces, and were very afraid.
ଇରି ସୁଣି ଚେଲାମଃନ୍ ବେସି ଡିର୍ଲାୟ୍ ଆର୍ ମୁଁ ତଃଳେ କଃରି ବୁୟେଁ ଡୁଳ୍ଲାୟ୍ ।
7 Jesus came and touched them and said, "Get up, and do not be afraid."
ତାର୍ହଃଚେ ଜିସୁ ଆସି ସେମଃନ୍କେ ଚୁୟ୍କଃରି କୟ୍ଲା, “ଉଟା, ଡିରି ଜାହାନାୟ୍ ।”
8 And when they lifted up their eyes, they saw no one except Jesus alone.
ଆର୍ ସେମଃନ୍ ଉହ୍ରେ ଦଃକି ଜିସୁକେ ଚାଡି ଆରେକ୍ କାକେ ହେଁ ନଃଦେକ୍ଲାୟ୍ ।
9 As they were coming down from the mountain, Jesus commanded them, saying, "Do not tell anyone what you saw, until the Son of Man has risen from the dead."
ସେମଃନ୍ ଡଙ୍ଗ୍ରେ ହୁଣି ଉତୁର୍ତା ବଃଳ୍ ଜିସୁ ସେମଃନ୍କେ ଆଦେସ୍ ଦଃୟ୍ କୟ୍ଲା, “ନଃରାର୍ ହୟ୍ସି ମଃର୍ନେ ହୁଣି ଉଟି ନଃକେର୍ତା ହଃତେକ୍, ତୁମି ଇ ଦଃକ୍ଲା କଃତା କାକେ ହେଁ କଃଉଆ ନାୟ୍ ।”
10 The disciples asked him, saying, "Then why do the scribes say that Elijah must come first?"
ଚେଲାମଃନ୍ ତାକ୍ ହଃଚାର୍ଲାୟ୍, “ତଃବେ ଦଃର୍ମ୍ଗୁରୁମଃନ୍ କାୟ୍ତାକ୍ କଃଉଁଲାୟ୍ ହଃର୍ତୁ ଏଲିୟ ଆସେଦ୍?”
11 And he answered and said, "Elijah indeed comes, and will restore all things,
ଜିସୁ କୟ୍ଲା, “ଏଲିୟ ଆସିକଃରି ସଃବୁ କଃତା ଆରେକ୍ ଟିକ୍ଟାକ୍ କଃରେଦ୍ ।
12 but I tell you that Elijah has come already, and they did not recognize him, but did to him whatever they wanted to. Even so the Son of Man will also suffer by them."
ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଏଲିୟ ଆସି ସଃର୍ଲାନି, ମଃତର୍ ଲକ୍ମଃନ୍ ତାକେ ନଃଚିନିକଃରି ଜାୟ୍ରି ମଃନ୍ ସେରି ତାକେ କଃରି ଆଚ୍ତି । ସେରଃକମ୍ ନଃରାର୍ ହୟ୍ସି ହେଁ ସେମଃନାର୍ ଆତେ ଦୁକ୍ ଡଃଣ୍ଡ୍ ହାଉଁକ୍ ଜଃଉଁଲା ।”
13 Then the disciples understood that he spoke to them of John the Baptist.
ଜିସୁ ବାପ୍ତିସମ୍ ଦେଉ ଜହନ୍ ବିସୟେ କୟ୍ଲା ବଃଲି ଜିସୁର୍ ଚେଲାମଃନ୍ ସଃଡେବଃଳ୍ ବୁଜ୍ଲାୟ୍ ।
14 And when they came to the crowd, a man came to him, knelt before him,
ହଃଚେ ଜିସୁ ଆର୍ ତାର୍ ଚେଲାମଃନ୍ ଲକ୍ମଃନାର୍ ଚଃମେ ଆୟ୍ଲାୟ୍, ସେତି ଗଟେକ୍ ଲକ୍ ଜିସୁର୍ ଲଃଗେ ଆସି ମାଣ୍ଡିକୁଟା ଟେସି କୟ୍ଲା,
15 and said, "Lord, have mercy on my son, for he is epileptic, and suffers severely; for he often falls into the fire, and often into the water.
“ଏ ମାପ୍ରୁ, ମର୍ ହଅକେ ଦଃୟା କଃର୍, କାୟ୍ତାକ୍ବଃଲେକ୍ ସେ କୁନ୍ଦେଲ୍ମଃରି ବଃଡେ କଃସ୍ଟ୍ ହାଉଁଲା, ସେ କଃବେ କଃବେ ଜୟେ, କଃବେ କଃବେ ହାଣାୟ୍ କୁନ୍ଦେଲ୍ ମଃରୁଲା ।
16 So I brought him to your disciples, and they could not cure him."
ମୁଁୟ୍ ତର୍ ଚେଲାମଃନାର୍ ଟାଣେ ଆଣି ରିଲେ, ମଃତର୍ ସେମଃନ୍ ତାକ୍ ଉଜ୍ କଃରୁକେ ନଃହାୟ୍ଲାୟ୍ ।”
17 Jesus answered, "Faithless and perverse generation. How long will I be with you? How long will I bear with you? Bring him here to me."
ଜିସୁ କୟ୍ଲା, “ଏରେ ଅବିସ୍ୱାସି ଆର୍ ବିନ୍ ବାଟେ ଜାତା ଲକ୍ମଃନ୍, କଃତି କାଳ୍ ହଃତେକ୍ ମୁଁୟ୍ ତୁମାର୍ ସଃଙ୍ଗ୍ ରଃୟ୍ନ୍ଦ୍? ଆର୍ କଃତେକ୍ କାଳ୍ ତୁମାର୍ ବେବାର୍ ସଃମ୍ବାଳିନ୍ଦ୍? ତାକ୍ ଇତି ମର୍ ଚଃମେ ଆଣା ।”
18 Jesus rebuked him, the demon went out of him, and the boy was cured from that hour.
ଜିସୁ ବୁତ୍କେ ଗଟ୍ ଦଃକା ଦିଲାକ୍, ବୁତ୍ ତାର୍ ତଃୟ୍ହୁଣି ବାରାୟ୍ଗଃଲି, ଆର୍ ସେ ହିଲା ସେଦାହ୍ରେ ଉଜ୍ ଅୟ୍ଲା ।
19 Then the disciples came to Jesus privately, and said, "Why weren't we able to cast it out?"
ଇତାର୍ହଃଚେ ଚେଲାମଃନ୍ ଜିସୁର୍ ଟାଣେ ଲୁକ୍ଣେ ଆସି ହଃଚାର୍ଲାୟ୍, “ଅଃମିମଃନ୍ କାୟ୍ତାକ୍ ସେ ବୁତ୍ ଚାଡାଉଁ ନଃହାର୍ଲୁ?”
20 So he said to them, "Because of your little faith. For truly I tell you, if you have faith as a grain of mustard seed, you will tell this mountain, 'Move from here to there,' and it will move; and nothing will be impossible for you."
ଜିସୁ ସେମଃନ୍କେ କୟ୍ଲା, “ତୁମାର୍ ଅଃଳକ୍ ବିସ୍ୱାସ୍ ଗିନେ, କାୟ୍ତାକ୍ବଃଲେକ୍ ମୁଁୟ୍ ତୁମିକେ ସଃତ୍ କଃଉଁଲେ, ଜଦି ଗଟେକ୍ ସଃର୍ସୁ ମୁଞ୍ଜି ହର୍ ତୁମାର୍ ବିସ୍ୱାସ୍ ରଃୟ୍ଦ୍, ତଃବେ ଇ ଡଙ୍ଗୁର୍କେ, ‘ଇତିହୁଣି ସେତି ଗୁଚି ଜାଆ,’ ବଃଲି କୟ୍ଲେକ୍, ଗୁଚି ଜାୟ୍ଦ୍; ଆର୍ ବିସ୍ୱାସାର୍ ବଃଳେ କାୟ୍ରି ହେଁ ନଃହାର୍ତାର୍ ନାୟ୍ ।
ମଃତର୍ ପାର୍ତ୍ନା ଆର୍ ଉହାସ୍ ଚାଡି ବିନ୍ କାୟ୍ ଉପାୟେ ଇ ରଃକମ୍ ବୁତ୍ ବାରାୟ୍ ନଃଜାୟ୍ଁ ।”
22 While they were gathering together in Galilee, Jesus said to them, "The Son of Man is about to be delivered up into the hands of men,
ତାର୍ହଃଚେ ଚେଲାମଃନ୍ ଗାଲିଲିୟେ ଗଟ୍ଟାଣେ ରୁଣ୍ଡ୍ଲାବଃଳ୍, ଜିସୁ ସେମଃନ୍କେ କୟ୍ଲା, “ନଃରାର୍ ହୟ୍ସି ନଃର୍ମଃନାର୍ ଆତେ ସଃହ୍ରି ଅଃଉଁକେ ଜଃଉଁଲା,
23 and they will kill him, and the third day he will be raised up." They were exceedingly sorry.
ସେମଃନ୍ ତାକେ ମଃର୍ନେ ମାର୍ତି, ଆର୍ ତିନିଦିନାର୍ ହଃଚେ ସେ ଆରେକ୍ ଉଟେଦ୍ ।” ଇତାକ୍ ଚେଲାମଃନ୍ ବଃଡେ ଦୁକ୍ ଅୟଃଲାୟ୍ ।
24 When they had come to Capernaum, those who collected the didrachma coins came to Peter, and said, "Does not your teacher pay the didrachma?"
ଜିସୁ ଆର୍ ତାର୍ ଚେଲାମଃନ୍ କପୁର୍ନାହୁମ୍ ଆୟ୍ଲା ହଃଚେ, ମନ୍ଦିର୍ ସିସ୍ଟୁ ନେତା ଲକ୍ ପିତର୍ ଚଃମେ ଆସି ହଃଚାର୍ଲା, “ତୁମାର୍ ଗୁରୁ କାୟ୍ ମନ୍ଦିରାର୍ ସିସ୍ଟୁ ନଃଦେୟ୍?”
25 He said, "Yes." When he came into the house, Jesus anticipated him, saying, "What do you think, Simon? From whom do the kings of the earth receive toll or tribute? From their children, or from strangers?"
ପିତର୍ କୟ୍ଲା, “ହେଁ, ଦଃୟ୍ଦ୍ ।” ପିତର୍ ଗଃରେ ଆୟ୍ଲା ହଃଚେ, ଜିସୁ ଆଗ୍ତୁ ତାକ୍ କୟ୍ଲା, “ସିମନ୍ ତୁୟ୍ କାୟ୍ରି ବାବୁଲିସ୍? ହୁର୍ତିବିର୍ ରଃଜାମଃନ୍ କାର୍ ତଃୟ୍ହୁଣି ସିସ୍ଟୁ କି ରଃଜାର୍ ବାଗ୍ ନେତି? ନିଜାର୍ ଦେସାର୍ ଲକ୍ମଃନାର୍ ତଃୟ୍ହୁଣି କି, ବିନ୍ ଦେସାର୍ ଲକ୍ ତଃୟ୍ହୁଣି?”
26 And when he said, "From strangers." Jesus said to him, "Therefore the children are exempt.
ପିତର୍ କୟ୍ଲା, “ବିନ୍ ଦେସାର୍ ଲକାର୍ ତଃୟ୍ହୁଣି ।” ତଃବେ ଜିସୁ ତାକ୍ କୟ୍ଲା, “ତଃବେ ତ ନିଜାର୍ ଦେସାର୍ ଲକ୍ମଃନ୍ ଚାଡ୍ ହାଉତି ।
27 But, lest we cause them to stumble, go to the sea, cast a hook, and take up the first fish that comes up. When you have opened its mouth, you will find a stater coin. Take that, and give it to them for me and you."
ମଃତର୍ ଅଃମିମଃନ୍ ସେମଃନାର୍ ବାଦା ନଃଦେଉଁଆ, ଇତାର୍ ଗିନେ ସଃମ୍ନ୍ଦେ ଜାଆ ଆର୍ ବଃଳ୍ସି ହଃକାଉ, ଆର୍ ହଃର୍ତୁ ଜୁୟ୍ ମାଚ୍ ଲାଗେଦ୍, ତାକେ ଦଃରି ତାର୍ ଟଣ୍ଡ୍ ମେଲା କଃଲେକ୍ ଗଟେକ୍ ରୁହା ଅଦ୍ଲି ହାଉସି, ସେରି ଆଣି ମର୍ ଗିନେ ଆର୍ ତୁମାର୍ ଗିନେ ସେମଃନ୍କେ ସିସ୍ଟୁ ଦେସ୍ ।”