< Matthew 12 >
1 At that time, Jesus went on the Sabbath day through the grain fields. His disciples were hungry and began to pluck heads of grain and to eat.
୧ତାର୍ କେତେ ଦିନ୍ ପଚେ ଜିସୁ ଗଟେକ୍ ବିସ୍ରାମ୍ବାରେ ତାସ୍ପଦାର୍ ବାଟେ ଜାଇତେରଇଲା । ଜିବାବେଲେ ତାର୍ ସିସ୍ମନ୍କେ ବୁକ୍ ଲାଗ୍ଲାଜେ କେଡ୍ ଚିଡାଇ କାଇବାର୍ ଦାର୍ଲାଇ ।
2 But the Pharisees, when they saw it, said to him, "Look, your disciples do what is not lawful to do on the Sabbath."
୨ସେଟା ଦେକି ପାରୁସିମନ୍ ଜିସୁକେ ପାଚାର୍ଲାଇ, “ଦେକ୍ ବିସ୍ରାମ୍ବାରେ ତର୍ ସିସ୍ମନ୍ କେନ୍ତାରି ସାସ୍ତରେ ରଇବା ରିତିନିତି ବିରଦର୍ କାମ୍ କଲାଇନି ।”
3 But he said to them, "Have you not read what David did, when he and his companions were hungry;
୩ଜିସୁ ସେମନ୍କେ କଇଲା, “ଦିନେକ୍ ଦାଉଦ୍ ଆରି ତାର୍ ସଙ୍ଗ୍ ରଇଲା ଲକ୍ମନ୍ ବୁକେ ରଇଲା ବେଲେ, ଦାଉଦ୍ କାଇଟା କରି ରଇଲା, ତମେ ସାସ୍ତରେ ପଡାସ୍ ନାଇ କି?
4 how he entered into the house of God, and they ate the show bread, which was not lawful for him to eat, neither for those who were with him, but only for the priests?
୪ସେଦିନେ ସେମନ୍ ମନ୍ଦିର୍ ବିତ୍ରେ ପୁରି, ମାପ୍ରୁର୍ପାଇ ସର୍ପି ଅଇରଇବା ରୁଟି କାଇଲାଇ । ନିୟମ୍ ଇସାବେ ପୁଜାରିକେ ଚାଡି, ସେ ରୁଟି କେ ମିସା କାଇବାର୍ ଅଦିକାର୍ ନ ରଇଲା ।
5 Or have you not read in the Law, that on the Sabbath day the priests in the temple profane the Sabbath and are blameless?
୫ତମେ କାଇ ପଡାସ୍ ନାଇ କି? ମସାର୍ ନିୟମ୍ ଇସାବେ ସବୁ ବିସ୍ରାମ୍ବାରେ ପୁଜାରିମନ୍ ନିୟମ୍ ନ ମାନ୍ଲେ ମିସା, ସେଟାର୍ ପାଇ, ସେମନ୍ ଦସି ବଲି ବିଚାର୍ନା ନ ଅଅତ୍ ।
6 But I tell you that something greater than the temple is here.
୬ମୁଇ ତମ୍କେ କଇଲିନି, ଆଜି ଏ ମନ୍ଦିର୍ଟାନେଅନି ମୁକିଅ ବିସଇ ଇତି ଆଚେ ।”
7 But if you had known what this means, 'I desire mercy, and not sacrifice,' you would not have condemned the innocent.
୭“ସାସ୍ତର୍ କଇଲାନି, ପସୁ ପୁଜ୍ବା ବିରୁ ନ କରି, ଲକ୍ମନ୍କେ ଦୟା କର୍ବାଟା, ମୁଇ ମନ୍ କଲିନି । ଏ କାତାର୍ ଅରତ୍ ଜଦି ସତ୍ ଇସାବେ ବୁଜିରଇତାସ୍ବଇଲେ, ଏ ଦସ୍ ନ କଲା ଲକ୍ମନ୍କେ ତମେ ଦସି ନ କର୍ତାସ୍ ।
8 For the Son of Man is Lord of the Sabbath."
୮ଜାନିରୁଆ, ନର୍ପିଲା ମୁଇ ନିଜେ ବିସ୍ରାମ୍ବାରର୍ ମାପ୍ରୁ ।”
9 And he departed from there and went into their synagogue.
୯ଜିସୁ ସେ ଜାଗାଇଅନି ବାରଇ ଜାଇ ପାର୍ତନା ଗରେ ପୁର୍ଲା ।
10 And look, there was a man with a withered hand. They asked him, "Is it lawful to heal on the Sabbath day?" that they might accuse him.
୧୦ତେଇ ଆତ୍ ସୁକିଜାଇରଇଲା ଗଟେକ୍ ଲକ୍ ରଇଲା । ଜିସୁର୍ ଦସ୍ ଦାର୍ବାକେ ପାରୁସିମନ୍ ଗଟେକ୍ ଦଲଅଇ ତେଇ ଜାଗି ରଇଲାଇ । ସେଟାର୍ପାଇ ସେମନ୍ ଜିସୁକେ ପାଚାର୍ଲାଇ, “ବିସ୍ରାମ୍ବାରେ ନିମାନ୍ କର୍ବାଟା ଆମର୍ ନିୟମର୍ ବିରଦ୍ ନଏଁ କି?”
11 And he said to them, "Which one of you who has one sheep, if it falls into a pit on the Sabbath, will not take hold of it and lift it out?
୧୧ଜିସୁ କଇଲା, “ଜଦି ବିସ୍ରାମ୍ବାରେ ତମର୍ ବିତ୍ରେ କାର୍ଆଲେ ମେଣ୍ଡା ଗଟେକ୍ ଡେଙ୍ଗ୍ କାଲେ ଅଦର୍ଲେ, ତମେ ତାକେ ଜିକି ନ ଆନାସ୍ କି?
12 Of how much more value then is a person than a sheep. Therefore it is lawful to do good on the Sabbath."
୧୨ମେଣ୍ଡାର୍ତେଇ ଅନି ଗଟେକ୍ ଲକର୍ ମୁଲିଅ କେତେକ୍ ଅଦିକ୍ । ସେଟାର୍ ପାଇ ଆମେ ବିସ୍ରାମ୍ବାରେ ବିନ୍ ଲକ୍କେ ସାଇଜ କର୍ବାଟା ସାସ୍ତରେ ରଇବା ରିତିନିତିର୍ ବିରଦ୍ ଅଇବା କାମ୍ ନଏଁ ।”
13 Then he told the man, "Stretch out your hand." And he stretched it out, and it was restored whole, just like the other.
୧୩ଏତ୍କି କଇକରି ସେ ଆତ୍ ସୁକିଜାଇରଇଲା ଲକ୍କେ କଇଲା, “ଆତ୍ ସଲକ୍ କର୍ ।” ସେ ଲକ୍ ଆତ୍ ସଲକ୍ କଲା ଦାପ୍ରେ, ସେ ଆତ୍ ନିକ ଲକର୍ ଆତ୍ ପାରା ଅଇଗାଲା ।
14 But the Pharisees went out, and conspired against him, how they might destroy him.
୧୪ତାର୍ପଚେ ପାରୁସିମନ୍ ସେ ଜାଗାଇଅନି ବାରଇ ଉଟିଜାଇ ଜିସୁକେ ମରାଇବାକେ ଜଜ୍ନା କଲାଇ ।
15 But Jesus, perceiving that, withdrew from there. Large crowds followed him, and he healed them all,
୧୫ତାର୍ ବିରୁଦେ ପାଁଚ୍ବାଟା ସୁନିକରି, ଜିସୁ ସେ ଜାଗା ଚାଡି ବିନେ ଉଟିଗାଲା । କେତେକ୍ କେତେକ୍ ଲକ୍ ତାର୍ ପଚେ ପଚେ ଗାଲାଇ । ଆରି ସେ ସବୁ ରଗି ଲକ୍ମନ୍କେ ନିକ କଲା ।
16 and commanded them that they should not make him known.
୧୬ତାର୍ ନିଜର୍ ବିସଇ ବିନ୍ ଲକ୍ମନ୍କେ କାଇ ବଲି ନ କୁଆ ବଲି ସେମନ୍କେ ଆଦେସ୍ ଦେଇତେରଇଲା ।
17 This was to fulfill what had been spoken through Isaiah the prophet, saying,
୧୭ଜିସାୟ ବବିସତ୍ବକ୍ତାର୍ ଟାନେଅନି ପର୍ମେସର୍ ଜନ୍ କାତା ସୁନାଇରଇଲା, ସେଟା ପୁରାପୁରୁନ୍ କର୍ବାକେ ଏଟା କଲା,
18 "Look, my servant whom I have chosen; my beloved in whom my soul delights. I will put my Spirit on him; and he will proclaim justice to the nations.
୧୮“ଏ ମର୍ ବାଚିରଇବା ସେବାକାରିଆ । ଆକେ ମୁଇ ଆଲାଦ୍ କଲିନି, ତାର୍ ଲଗେ ମର୍ ସାର୍ଦା । ମର୍ ଆତ୍ମା ତାର୍ ଉପ୍ରେ ଆସି ଡାବି ଅଇସି, ସେ ସବୁ ଜାତିର୍ ଲଗେ ଜାଇ ମର୍ ଟିକ୍ ବିଚାର୍ନା ଜାନାଇସି ।
19 He will not quarrel, nor shout; nor will anyone hear his voice in the streets.
୧୯ସେ କାକେ କିରଜାଟି ନ କରେ । ସେ ବେସି ଆଉଲି ନ ଅଏ । ସାଇର୍ ମଜାଇ ଟିଆ ନ ଅଏ ଆରି ଜବର୍ ଅଇତେ କାତା ନ କଏ ।
20 He won't break a bruised reed. And he won't put out a smoldering wick, until he leads justice to victory.
୨୦ଦୁର୍ବଲ୍ ଲକ୍ମନ୍କେ ସେ ଆଲାଦର୍ ଚଲାଚଲ୍ତି କର୍ସି, ଆରି ଆକା ସାକା ନଇଲା ଲକ୍ମନ୍କେ ଦୟା କର୍ସି । ସେମନ୍ ନିଆଇ ନ ପାଇବାଜାକ ସେ ତାର୍ କାମ୍ ବନ୍ଦ୍ ନ କରେ ।
21 And in his name the coastlands will hope."
୨୧ତାକେ ସବୁ ଦେସର୍ ଲକ୍ ଆସା କର୍ବାଇ ।”
22 Then one possessed by a demon, blind and mute, was brought to him and he healed him, so that the mute man spoke and saw.
୨୨ତାର୍ ପଚେ ଦିନେକ୍ ଲକ୍ମନ୍ ଗଟେକ୍ କାଣା ଅଇ ଗୁଲା ଅଇଜାଇରଇଲା ଲକ୍କେ ଜିସୁର୍ ଲଗେ ଆନ୍ଲାଇ । ତାକେ ଡୁମା ଦାରିରଇଲାଜେ କାତାଅଇ ନାପାର୍ତେ ରଇଲା । ଜିସୁ ତାକେ ନିମାନ୍ କଲା । ଏଦେ ଦେକା! ସେ ଦେକ୍ଲା ଆରି କାତା କଇପାର୍ଲା ।
23 And all the crowds were amazed, and said, "Can this be the son of David?"
୨୩ଜିସୁର୍ ଏ କାମ୍ ଦେକି ସବୁ ଲକ୍ କାବା ଅଇଜାଇ ପାଚାର୍ ଉଚାର୍ ଅଇଲାଇ, “ଏ କାଇ ସେ ଦାଉଦର୍ ପଅ କି?”
24 But when the Pharisees heard it, they said, "This man does not cast out demons, except by Beelzebul, the prince of the demons."
୨୪ଏଟା ସୁନି ପାରୁସିମନ୍ କଇଲାଇ, “ସେ ଡୁମାମନର୍ ମୁକିଅ ବାଲ୍ଜିବୁଲର୍ ଟାନେଅନି ବପୁ ପାଇ ଡୁମା ଚାଡାଇଲାନି ।”
25 And knowing their thoughts, he said to them, "Every kingdom divided against itself is brought to desolation, and every city or house divided against itself will not stand.
୨୫ଜିସୁ ତାକର୍ ମନର୍ କାତା ଜାନି ସେମନ୍କେ କଇଲା, ଗଟେକ୍ ରାଇଜର୍ ଲକ୍ ବିନ୍ବିନ୍ ଦଲେ ବାଗ୍ ଅଇ ନିଜର୍ ନିଜର୍ ବିତରେ ଲାଗାଲାଗି ଅଇଲେ, ସେ ଦେସ୍ ବେସି ଦିନ୍ ନ ରଏ । କନ୍ଆଲେ ସଅର୍ ନଇଲେ ଗର୍ ବିତ୍ରେ ବିନ୍ ବିନ୍ ଦଲ୍ ଗଡିକରି ଲାଗାଜଡା ଅଇଲେ ସେମନ୍ ଦାପ୍ରେସେ କୁରୁପ୍ନାସ୍ ଅଇଜିବାଇ ।
26 And if Satan casts out Satan, he is divided against himself. How then will his kingdom stand?
୨୬ସେନ୍ତାରିସେ, ସଇତାନର୍ ରାଇଜେ ଜଦି ଗଟେକ୍ ଦଲ୍ ବିନ୍ ଦଲ୍ ବିରୁଦେ ଲାଗ୍ଲାନି ବଇଲେ, ସେଟା କୁଟ୍କୁଟା ଅଇ ବିଲିଜାଇସି । ଏଟା ଜାନ୍ବାର୍ ଆଚେ ।
27 If I by Beelzebul cast out demons, by whom do your children cast them out? Therefore they will be your judges.
୨୭ମୁଇ ବାଲ୍ଜିବୁଲର୍ ବପୁ ପାଇ ଡୁମାମନ୍କେ ଚାଡାଇଲିନି ବଲି ତମେ କଇଲାସ୍ନି ତେବେ, ସେମନ୍କେ କେଦ୍ବାକେ ତମର୍ ସିସ୍ମନ୍କେ କେ ବପୁ ଦେଲାନି? ତମର୍ ସିସ୍ମନର୍ ଏ କାମର୍ ଲାଗି, ତମେ ଦାବି କଲାଟା ମିଚ୍ ବଲି ଜାନାପଡ୍ଲାନି ।
28 But if I by the Spirit of God cast out demons, then the Kingdom of God has come upon you.
୨୮ଡୁମା ଚାଡାଇବା ବପୁ ମୁଇ ବାଲ୍ଜିବୁଲର୍ ଟାନେଅନି ପାଇନାଇ । ସେଟା ମୁଇ ପର୍ମେସରର୍ ଆତ୍ମାର୍ଟାନେଅନି ପାଇଆଚି । ଏଟାର୍ ପାଇ ଆରି ଗଟେକ୍ ବିସଇ ଜାନାପଡି ଗାଲାନିଜେ ସରଗ୍ ରାଇଜ୍ ତମର୍ ଲଗେ ଆସି କେଟିଗାଲାବେ ।
29 Or how can one enter into the house of the strong man, and carry off his possessions, unless he first bind the strong man? And then he will plunder his house.
୨୯ଆଗେ ଗଟେକ୍ ବପୁର୍ ଲକ୍କେ ନ ବାନ୍ଦ୍ତେ କେ ମିସା ତାର୍ ଗରେ ପୁରିକରି ଗରେ ରଇଲାଟା ଚରାଇ ନେଇ ନାପାରତ୍ ।
30 "He who is not with me is against me, and he who does not gather with me, scatters.
୩୦ଜେ ମର୍ ବାଟେ ନ ରଏ, ବାଇଦରେ ସେ ମର୍ ବିରୁଦେ ଆଚେ । ଆରି ଜେ ମର୍ ସଙ୍ଗ୍ ମିସିକରି ନ ଟୁଲିଆଏ, ସେ ବିଚିଦେଲାନି ।
31 Therefore I tell you, every sin and blasphemy will be forgiven people, but the blasphemy against the Spirit will not be forgiven.
୩୧ସେଟାର୍ପାଇ ମୁଇ ତମ୍କେ କଇଲିନି, ଜଦି କେ ଆଲେ ପାପ୍ କଲେ କି ନିନ୍ଦା କାତା କଇଲେ ମିସା, ତାର୍ ଲାଗି ତାକେ କେମା ଦିଆଅଇସି । ମାତର୍ କେ ଜଦି ସୁକଲ୍ ଆତ୍ମାର୍ ବିରୁଦେ କାଇ ବଲି କଇସି ବଇଲେ, ତାକେ କେମା ନାଇ ।
32 And whoever speaks a word against the Son of Man, it will be forgiven him; but whoever speaks against the Holy Spirit, it will not be forgiven him, neither in this age, nor in that which is to come. (aiōn )
୩୨ଜଦି କେ ନର୍ପିଲା, ମର୍ ବିରଦେ ନିନ୍ଦା କାତା କଇଲେ, ତାକେ କେମା ମିଲ୍ସି, ମାତର୍ ଜେ ଜଦି ସୁକଲ୍ ଆତ୍ମାର୍ ବିରୁଦେ ନିନ୍ଦା କାତା କଇଲେ ତାକେ ଏବେ କି ପଚ୍କେ ମିସା କେମା ନ ମିଲେ । (aiōn )
33 "Either make the tree good, and its fruit good, or make the tree corrupt, and its fruit corrupt; for the tree is known by its fruit.
୩୩“ନିକ ପଲ୍ ଦାର୍ବାର୍ଆଲେ ଗଟେକ୍ ଗଚ୍ ନିକ ଅଇବାର୍ ଆଚେ । ବାନିଆ ଗଚେ ବାନିଆ ପଲ୍ ଅଇସି । ଗଚ୍ କେନ୍ତିଟା, ତାର୍ ପଲେ ଅନି ଜାନାପଡ୍ସି ।
34 You offspring of vipers, how can you, being evil, speak good things? For out of the abundance of the heart, the mouth speaks.
୩୪ଏ ସାଁପ୍ ପାରା କାରାପ୍ ଲକ୍ମନ୍! ତମେ କାରାପ୍ ଅଇ ନିମାନ୍ କାତା କଇପାରାସ୍ କି? ମନେ ଚିନ୍ତାକଲାଟା ଟଣ୍ଡ୍ବାଟେ ବାରଇସି ।
35 The good person out of his good treasure brings out good things, and the evil person out of his evil treasure brings out evil things.
୩୫ଗଟେକ୍ ନିମାନ୍ ଲକ୍ ତାର୍ ମନ୍ବିତ୍ରେ ଅନି ନିମାନ୍ କାତା ଆନ୍ସି । ଗଟେକ୍ କାରାପ୍ ଲକ୍ ତାର୍ ମନ୍ ବିତ୍ରେ ବର୍ତିଅଇ ରଇବା ବାଦ୍ଲାପାରା କାତା ବାର୍କରାଇ ଆନ୍ସି ।”
36 But I tell you that every careless word that people speak, they will give account of it in the day of judgment.
୩୬“ତମେ କଇରଇଲା କାଇ ଲଡାକେ ନଇବା ସବୁ କାତା, ବିଚାର୍ନା ଦିନେ ତମ୍କେ ଇସାବ୍ ଦେବାକେ ଅଇସି ।
37 For by your words you will be justified, and by your words you will be condemned."
୩୭ତମର୍ କାତାଇଅନି ତମେ ବିଚାର୍ କରାଇଅଇ, ଦସି ନଇଲେ ଦସ୍ ନ କଲା ଲକ୍ ବଲାଇଅଇସା ।”
38 Then certain of the scribes and Pharisees said to him, "Teacher, we want to see a sign from you."
୩୮ଗଟେକ୍ ଦିନେ ଜିଉଦି ମନର୍ ନିୟମ୍ ସିକାଇଦେବା ଲକ୍ମନ୍ ଆରି ପାରୁସି ଲକ୍ମନର୍ ବିତ୍ରେଅନି କେତେଲକ୍ ଜିସୁକେ କଇଲାଇ, “ଏ ଗୁରୁ, ତମର୍ ଗଟେକ୍ କାବାଅଇଜିବା ଚିନ୍ ଦେକ୍ବାକେ ଆମେ ମନ୍କଲୁନି ।”
39 But he answered and said to them, "An evil and adulterous generation seeks after a sign, but no sign will be given it but the sign of Jonah the prophet.
୩୯ଜିସୁ ସେମନ୍କେ କଇଲା, “ଏ ଜୁଗର୍ ବିସ୍ବାସ୍ ନ କରୁମନ୍ କେଡେ କାରାପ୍, ଆରି ପର୍ମେସର୍କେ ବିସ୍ବାସ୍ କରତ୍ନାଇ । ତମେ ମକେ ଗଟେକ୍ କାବାଅଇଜିବା କାମ୍ ଦେକାଇବାକେ କଇଲାସ୍ନି? ନାଇ, ଅବ୍କା ବାବବାଦି ଜୁନସର୍ ଜିବନେ ଗଟିରଇଲା କାବାଅଇଜିବାଟା ତମ୍କେ ଦେକାଇଦେଇ ଅଇସି ।”
40 For as Jonah was three days and three nights in the belly of the great fish, so will the Son of Man be three days and three nights in the heart of the earth.
୪୦“ଜୁନସ୍ ଜେନ୍ତି ମାଚ୍ ପେଟେ ତିନ୍ ଦିନ୍ ତିନ୍ ରାତି ରଇଲା, ସେନ୍ତି ନର୍ପିଲା ମୁଇ ମିସା ମାଟି ତଲେ ତିନ୍ ଦିନ୍ ତିନ୍ ରାତି କାଟାଇବି ।
41 The people of Nineveh will stand up in the judgment with this generation, and will condemn it, for they repented at the preaching of Jonah; and look, something greater than Jonah is here.
୪୧ଜନ୍ ଦିନେ ପର୍ମେସର୍ ଲକ୍ମନର୍ ବିଚାର୍ କର୍ସି, ସେ ଦିନେ ନିନିବିର୍ ଲକ୍ମନ୍ ତମର୍ ବିରୁଦେ ଦାବି କର୍ବାକେ ଟିଆ ଅଇବାଇ । କାଇକେ ବଇଲେ ସେମନ୍ ଜୁନସର୍ କାତା ସୁନି ପାପ୍ ବାଟେଅନି ବାଅଡ୍ଲାଇ । ମୁଇ ତମ୍କେ କଇଲିନି, ଜୁନସର୍ ଟାନେଅନି ବଡ୍ ଲକ୍ ଇତି ଆଚେ ।
42 The queen of the south will rise up in the judgment with this generation, and will condemn it, for she came from a distant land to hear the wisdom of Solomon; and look, someone greater than Solomon is here.
୪୨ବିଚାର୍ କର୍ବାବେଲେ ଦକିନ୍ ଦେସେ ରଇବା ସେବା ନାଉଁର୍ ଗଟେକ୍ ଜାଗାର୍ ରାନି, ତମର୍ ଦସ୍ ଦେକାଇବାକେ ଟିଆ ଅଇସି, କାଇକେ ବଇଲେ ସଲମନର୍ ଗିଆନର୍ କାତା ସୁନ୍ବାକେ ବେସି ଦୁର୍ ଦେସେଅନି ସେ ଆସି ରଇଲା । ମାତର୍ ମୁଇ ତମ୍କେ ସତ୍ କଇଲିନି, ସଲ୍ମନର୍ ଟାନେ ଅନି ଗଟେକ୍ ବେସି ବଡ୍ ଲକ୍ ଇତି ଆଚେ ।”
43 But the unclean spirit, when he is gone out of the person, passes through waterless places, seeking rest, and does not find it.
୪୩ଜିସୁ ଆରି କଇଲା, ଜେଡେବଲ୍ କାରାପ୍ ଆତ୍ମା ଗଟେକ୍ ଲକର୍ ଗାଗ୍ଡେଅନି ବାରଇ ଜାଇସି, ସେବେଲା, ସେ ରଇବାକେ ମରୁବାଲିବୁଏଁ ଜାଗା କଜି ବୁଲ୍ସି । ମାତର୍ ସେନ୍ତି ଜାଗା ତାକେ ନ ମିଲ୍ଲେ ।
44 Then he says, 'I will return into my house from which I came out,' and when he has come back, he finds it empty, swept, and put in order.
୪୪ସେ ବେଲା ସେ କଇସି, “ମୁଇ ଜନ୍ ଲକର୍ତେଇଅନି ବାରଇ ଆଇଲି ଆଚି, ତେଇସେ ଆରିତରେକ୍ ଜିବି” ବଲି ବାଉଡି ଉଟିଜାଇସି । ସେଡିକି ବେଲେ ସେ ଆସିକରି ବିତ୍ରେ ସପାସୁତର୍ ଅଇ ପରିଚଲ୍ ରଇବାଟା ଦେକ୍ଲେ, ସେ ଜାଇ ତାର୍ତେଇଅନି ଅଦିକ୍ କାରାପ୍ ରଇବା ସାତ୍ଟା ଆତ୍ମାମନ୍କେ ଡାକିଆନ୍ସି ।
45 Then he goes, and takes with himself seven other spirits more evil than he is, and they enter in and dwell there. The last state of that person becomes worse than the first. Even so will it be also to this evil generation."
୪୫ତାର୍ ପଚେ ସବୁ କାରାପ୍ ଆତ୍ମାମନ୍ ଜାଇକରି ସେ ଲକର୍ ବିତ୍ରେ ବାସାକରି ରଇବାଇ । ସେ ବେଲା ସେ ଲକ୍ ଆଗ୍ତୁର୍ତେଇଅନି ଅଦିକ୍ କରାପ୍ଅଇଜାଇସି । ଏନ୍ତିସେ ଆଜିକାଲି ଜିଇବା କାରାପ୍ ଲକ୍ମନ୍କେ ଅଇସି । ବଲି କଇଲା ।
46 While he was yet speaking to the crowds, look, his mother and his brothers stood outside, seeking to speak to him.
୪୬ଜିସୁ ଜେଡେବେଲା ତେଇ ରୁଣ୍ଡିରଇଲା ଲକ୍ମନ୍କେ କାତା ସୁନାଇତେ ରଇଲା, ତାର୍ ଆୟା ଆରି ବାଇମନ୍ ଆସି ଡାଣ୍ଡେ ଟିଆଅଇରଇଲାଇ । ସେମନ୍ ଜିସୁର୍ ସଙ୍ଗ୍ କାତାଅଇବାକେ ମନ୍ କର୍ତେ ରଇଲାଇ ।
47 Then one said to him, "Look, your mother and your brothers stand outside, seeking to speak to you."
୪୭ସେଡିକି ବେଲେ ଗଟେକ୍ ଲକ୍ ଜିସୁକେ କଇଲା, “ତର୍ ଆୟା ଆରି ବାଇମନ୍ ଡାଣ୍ଡେ ଜାଗ୍ଲାଇ ଆଚତ୍, ସେମନ୍ ତର୍ ସଙ୍ଗ୍ କାତା ଅଇବାକେ ମନ୍ କଲାଇନି ।”
48 But he answered him who spoke to him, "Who is my mother? Who are my brothers?"
୪୮ଜିସୁ ସେମନ୍କେ କଇଲା, “କାକେ ମର୍ ଆୟା ଆରି ବାଇମନ୍ ବଲି ବାବ୍ଲାସ୍ନି?”
49 And he stretched out his hand towards his disciples, and said, "Look, my mother and my brothers.
୪୯ତାର୍ ସିସ୍ମନର୍ ବାଟେ ଆତ୍ ଦେକାଇ କଇଲା, “ଏ ଲକ୍ମନ୍ସେ ମର୍ ଆୟା ଆରି ବାଇମନ୍ ଅଇବାଇ ।
50 For whoever does the will of my Father who is in heaven, he is my brother, and sister, and mother."
୫୦ଜେ ସର୍ଗେ ରଇବା ମର୍ ବାବାର୍ ମନ୍ କଲା ଇସାବେ କାମ୍ କର୍ସି, ସେମନ୍ ଆକା ମର୍ ବାଇ, ବଇନି ଆରି ଆୟା ଅଇବାଇ ।”