< Mark 15 >
1 Immediately in the morning the chief priests, with the elders and scribes, and the whole council, held a consultation, and bound Jesus, and carried him away, and delivered him to Pilate.
ସଃକାଳ୍ ଅୟ୍ଲା ଦାହ୍ରେ ବେରାଣ୍ମଃଣ୍ଡାର୍ ପାରାଚିନ୍ମଃନ୍, ଦଃର୍ମ୍ଗୁରୁ ଆର୍ ବଃଡ୍ ଜାଜକ୍ମଃନ୍ ବେରାଣ୍ କଃରି ଜିସୁକ୍ ବାନ୍ଦିନଃୟ୍ ପିଲାତର୍ ଆତେ ସଃହ୍ରି ଦିଲାୟ୍ ।
2 Pilate asked him, "Are you the King of the Jews?" He answered, "You say so."
ପିଲାତ ଜିସୁକେ ହଃଚାର୍ଲା, “ତୁୟ୍ କାୟ୍ ଜିଉଦିମଃନାର୍ ରଃଜା?” ଜିସୁ ତାକେ ଉତୁର୍ ଦିଲା, “ତୁୟ୍ ତ ନିଜେ କୟ୍ଲିସ୍ ।”
3 The chief priests accused him of many things.
ଆର୍ ବଃଡ୍ ଜାଜକ୍ମଃନ୍ ଜିସୁର୍ ବିରଦେ ଗାଦେକ୍ ଦଃସ୍ ଲାଦୁକ୍ ଦଃର୍ଲାୟ୍ ।
4 Pilate again asked him, "Have you no answer? See how many things they testify against you."
ପିଲାତ ଆରେକ୍ ଗଟ୍ତର୍ ହଃଚାର୍ଲା, “ତୁୟ୍ କାୟ୍ ଉତୁର୍ ହେଁ ନଃଦେଉଁଲିସ୍, ଦଃକ୍ ସେ ଲକ୍ମଃନ୍ ତର୍ ବିରଦେ କଃତେକ୍ ଦଃସାର୍ କଃତା କଃଉଁଲାୟ୍ ।”
5 But Jesus made no further answer, and Pilate was amazed.
ମଃତର୍ ଜିସୁ କାୟ୍ବଃଲିହେଁ ଉତୁର୍ ନଃଦିଲା ଲାଗି ପିଲାତ କାବା ଅୟ୍ଲା ।
6 Now at the feast he used to release to them one prisoner, whom they requested.
ମଃତର୍ ସଃବୁ ନିସ୍ତାର୍ ହଃର୍ବବଃଳ୍ ଲକ୍ମଃନ୍ ଜୁୟ୍ କଃୟ୍ଦିକେ ମାଗ୍ତି ରିଲାୟ୍ ସେ କଃୟ୍ଦିକେ ସେମଃନ୍କାର ଗିନେ ପିଲାତ ଚାଡି ଦେତିରିଲା ।
7 There was one called Barabbas, bound with those who had made insurrection, who in the insurrection had committed murder.
ସଃଡେବଃଳ୍ ଜୁୟ୍ ଲକ୍ମଃନ୍ ସଃର୍କାର୍ ବିରଦେ ଉଟି ଉରାଟୁ କଃରି ନଃର୍ ଅଃତ୍ୟା ହେଁ କଃର୍ତି ରିଲାୟ୍, ସେମଃନ୍କେ ଜଃଇଲେ ହୁରାଉତି ରିଲାୟ୍, ସେମଃନାର୍ ବିତ୍ରେ ବାରବା ନାଉଁଆର୍ ଗଟେକ୍ ରିଲା ।
8 And the crowd went up and began to ask him to do for them according to his custom.
ସେତାକ୍ ପିଲାତର୍ ଲଃଗେ ଲକ୍ମଃନ୍ ଜାୟ୍ କୟ୍ଲାୟ୍, “ଅଃମାର୍ ବିଦି ହଃର୍କାରେ କଃର୍ ।”
9 Pilate answered them, saying, "Do you want me to release to you the King of the Jews?"
ପିଲାତ ସେମଃନ୍କେ କୟ୍ଲା, “ଇ ଜିଉଦିମଃନାର୍ ରଃଜାକ୍ ତୁମାର୍ ଗିନେ ଚାଡିନ୍ଦ୍ ବଃଲି ତୁମି କାୟ୍ ମଃନ୍ କଃରୁଲାସ୍?”
10 For he perceived that for envy the chief priests had delivered him up.
କାୟ୍ତାକ୍ବଃଲେକ୍ ବଃଡ୍ ଜାଜକ୍ମଃନ୍ ଡାରା ଅୟ୍କଃରି ଜିସୁକେ ତାର୍ ଆତେ ସଃହ୍ରି ଦଃୟ୍ ଆଚ୍ତି ବଃଲି ପିଲାତ ଜାଣିରିଲା ।
11 But the chief priests stirred up the crowd, that he should release Barabbas to them instead.
ମଃତର୍ ପିଲାତ ଜଃନ୍କଃରି ସେମଃନାର୍ ଗିନେ ବାରବାକେ ଚାଡେଦ୍ ସେତାର୍ ଗିନେ ବଃଡ୍ ଜାଜକ୍ମଃନ୍ ଲକ୍ମଃନ୍କେ ସିକାଉତି ରିଲାୟ୍ ।
12 Pilate again asked them, "What then should I do to him whom you call the King of the Jews?"
ମଃତର୍ ପିଲାତ ଆରେକ୍ ଗଟ୍ତର୍ ଲକ୍ମଃନ୍ଦାକେ କୟ୍ଲା, “ତଃବେ ତୁମିମଃନ୍ ଜାକେ ଜିଉଦିମଃନାର୍ ରଃଜା ବଃଲି କଃଉଁଲାସ୍ ତାକ୍ ମୁଁୟ୍ କାୟ୍କଃରିନ୍ଦ୍?”
13 They shouted again, "Crucify him."
ଲକ୍ମଃନ୍ଦାମଃନ୍ ଉଲ୍ଗାଟ୍ ଅୟ୍ କୟ୍ଲାୟ୍, “ତାକ୍ କ୍ରୁସ୍ କାଟେ ଚଃଗାଉଆ ।”
14 Pilate said to them, "Why, what evil has he done?" But they shouted all the louder, "Crucify him."
ପିଲାତ ସେମଃନ୍କେ ହଃଚାର୍ଲା, “କାୟ୍ତାକ୍! ସେ କାୟ୍ ଦଃସ୍ କଃରିଆଚେ?” ମଃତର୍ ଲକ୍ମଃନ୍ ଅଃଦିକ୍ ଉଲ୍ଗାଟ୍ ଅୟ୍ କୟ୍ଲାୟ୍, “ତାକେ କ୍ରୁସ୍ କାଟେ ଚଃଗାଉଆ ।”
15 Pilate, wishing to please the crowd, released Barabbas to them, and handed over Jesus, when he had flogged him, to be crucified.
ତଃବାର୍ ଗିନେ ପିଲାତ ଲକ୍ମଃନ୍ଦାକେ ସଃର୍ଦା କଃରୁକେ ମଃନ୍କଃରି ତାକାର୍ ଗିନେ ବାରବାକେ ଚାଡି ଦିଲା; ଆର୍ ଜିସୁକେ କର୍ଡା ସଃଙ୍ଗ୍ ମାରାୟ୍କଃରି କ୍ରୁସ୍ କାଟେ ଚଃଗାଉଁକ୍ ସେମଃନାର୍ ଆତେ ସଃହ୍ରି ଦିଲା ।
16 The soldiers led him away within the court, which is the Praetorium; and they called together the whole cohort.
ସେତାକ୍ ସଃଇନ୍ମଃନ୍ ଜିସୁକେ ପିଲାତର୍ କୁଆଳ୍ ବିତ୍ରେ ନିଲାୟ୍ ଆର୍ ସଃବୁ ସଃଇନ୍ ଦଃଳ୍କେ କୁଦିକଃରି ରୁଣ୍ଡାୟ୍ଲାୟ୍ ।
17 They clothed him with purple, and weaving a crown of thorns, they put it on him.
ସେମଃନ୍ ଜିସୁକେ ବେଜା ରଃଙ୍ଗାର୍ ମଃସିଣ୍ ବଃସ୍ତର୍ ଆର୍ କାଟାର୍ ମୁକୁଟ୍ ତିଆର୍କଃରି ମୁଣ୍ଡେ ହିନ୍ଦାୟ୍ଲାୟ୍ ।
18 They began to salute him, "Greetings, King of the Jews."
ତାର୍ହଃଚେ ସେମଃନ୍ ଜିସୁକେ “ଜିଉଦିମଃନାର୍ ରଃଜା ଜୁଆର୍ ।” ଇବାନ୍ୟା ବଃଲି କୟ୍ଲାୟ୍ ଆର୍ ଟାହ୍ରା କଃରୁକେ ଦଃର୍ଲାୟ୍ ।
19 They struck his head with a reed, and spat on him, and bowing their knees, did homage to him.
ଆରେକ୍ ସେମଃନ୍ ଜିସୁର୍ ମୁଣ୍ଡେ ଡାଙ୍ଗ୍ ସଃଙ୍ଗ୍ ମାର୍ଲାୟ୍ ଆର୍ ତାର୍ ମୁଏଁ ତୁକ୍ତି ରିଲାୟ୍; ଆର୍ ମାଣ୍ଡିକୁଟା ଟେସି ଜୁଆର୍ କଃରୁକେ ଦଃର୍ଲାୟ୍ ।
20 When they had mocked him, they took the purple off of him, and put his own garments on him. They led him out to crucify him.
ସେମଃନ୍ ତାକ୍ ଇବାନ୍ୟା କଃରି କିଜ୍ୟାୟ୍ଲା ହଃଚେ ସେ ବେଜା ରଃଙ୍ଗାର୍ ବଃସ୍ତର୍ ଇଟାୟ୍କଃରି ତାର୍ ନିଜାର୍ ବଃସ୍ତର୍ ହିନ୍ଦାୟ୍ଲାୟ୍; ତାର୍ହଃଚେ ଜିସୁକେ କ୍ରୁସ୍ କାଟେ ଚଃଗାୟ୍ ମାରୁକ୍ ହଃଦାୟ୍ ବାର୍କଃରି ନିଲାୟ୍ ।
21 And they forced one passing by, Simon of Cyrene, coming from the country, the father of Alexander and Rufus, to go with them, that he might carry his cross.
ସଃଡେବଃଳ୍ ଆଲେକ୍ଜେଣ୍ଡାର୍ ଆର୍ ରୁପର୍ ଉବାସି ସିମନ୍ ନାଉଁଆର୍ ଗଟେକ୍ କୁରିଣିୟ ଲକ୍ ତାକାର୍ ଗାଉଁଏ ହୁଣି ଆୟ୍ଲା ଆର୍ ସେବାଟ୍ ହାକ୍ମାରି ଜାତିରିଲାବଃଳ୍ ତାକ୍ ଜିସୁର୍ କ୍ରୁସ୍ କାଟ୍ ବୟ୍ ନେଉଁକେ ବଃଳ୍ମତ୍ କଃଲାୟ୍ ।
22 And they brought him to the place called Golgotha, which is translated, "The place of a skull."
ସେମଃନ୍ ଜିସୁକେ “ଗଲ୍ଗତା,” ବଃଲେକ୍, “କଃହାଳ୍” ନାଉଁଆର୍ ଡଙ୍ଗ୍ରେ ଆଣ୍ଲାୟ୍ ।
23 They offered him wine mixed with myrrh to drink, but he did not take it.
ଆର୍ ସେମଃନ୍ ଗଃନ୍ଦ୍ ରଃସ୍ ମିସ୍ଲା ଅଙ୍ଗୁର୍ ରଃସ୍ ଜିସୁକେ କାଉଁକେ ଦିଲାୟ୍, ମଃତର୍ ଜିସୁ ସେରି କାଉଁକେ ନଃଚ୍ଲା ।
24 Crucifying him, they parted his garments among them, casting lots on them, what each should take.
ତାର୍ହଃଚେ ସେମଃନ୍ ଜିସୁକେ କ୍ରୁସ୍ କାଟେ ଚଃଗାୟ୍ଲାୟ୍; ଆର୍ ଜିସୁର୍ ବଃସ୍ତର୍ କେ କାୟ୍ରି ହାଉତି ବଃଲି କେଳି ବାଚିକଃରି ତାର୍ ବଃସ୍ତର୍ସଃବୁ ଅଃହ୍ଣା ଅଃହ୍ଣାର୍ ବିତ୍ରେ ବାଟାକଃରି ନିଲାୟ୍ ।
25 It was nine in the morning, and they crucified him.
ଜିସୁକେ ଦିନ୍ ନଅଗାଟା ବଃଳ୍ କ୍ରୁସ୍ କାଟେ ଚଃଗାୟ୍ଲାୟ୍ ।
26 The superscription of his accusation was written over him, "THE KING OF THE JEWS."
ଆର୍ ତାକାର୍ ଲିନ୍ଦା ହଃଟାୟ୍ “ଏ ଜିଉଦିମଃନାର୍ ରଃଜା” ବଃଲି ଜିସୁର୍ ମୁଣ୍ଡ୍ ଉହ୍ରାର୍ କାଟେ ମାର୍ଲାୟ୍ ।
27 With him they crucified two robbers; one on his right hand, and one on his left.
ଆରେକ୍ ଜିସୁର୍ ସଃଙ୍ଗ୍ କାତାବାଟ୍ୟା ଏକ୍ଲାକେ ଆର୍ ଡେବ୍ରିବାଟ୍ୟା ଏକ୍ଲାକେ ଇବାନ୍ୟା କଃରି ଜଳେକ୍ କଃଙ୍ଗାର୍କେ ଜିସୁର୍ ସଃଙ୍ଗ୍ କ୍ରୁସ୍ କାଟେ ଚଃଗାୟ୍ଲାୟ୍ ।
28 And the Scripture was fulfilled which says, "And he was numbered with transgressors."
ସେତାକ୍ ଦଃର୍ମ୍ ସାସ୍ତରେ ଲେକା ଅୟ୍ରିଲା ଇ କଃତା ସଃତ୍ ଅୟ୍ଲି, ସେତି ଲେକା ଆଚେ, ସେ ହାହିମଃନାର୍ ସଃଙ୍ଗ୍ ଗଃଣ୍ତି ଅୟ୍ଲା ।
29 Those who passed by blasphemed him, wagging their heads, and saying, "Ha. You who destroy the temple, and build it in three days,
ଆର୍ ସେବାଟ୍ ଦଃୟ୍ ଜାତା ଆସ୍ତା ଲକ୍ମଃନ୍ ନିଜାର୍ ମୁଣ୍ଡ୍ ଜଲାୟ୍ ଜଲାୟ୍ ଜିସୁର୍ ବିରଦେ ଲିନ୍ଦା କଃତା କଃଉତି ରିଲାୟ୍, “ଏ ହୁଣି ମନ୍ଦିର୍ ବଃସ୍ଳାୟ୍କଃରି ତିନିଦିନ୍ ବିତ୍ରେ ତିଆର୍ କଃରୁ ।
30 save yourself and come down from the cross."
ଅଃବେ କ୍ରୁସ୍ କାଟେହୁଣି ଉତ୍ରି ଆଉ ଆର୍ ନିଜ୍କେ ବଚାଉ ।”
31 Likewise, also the chief priests mocking among themselves with the scribes said, "He saved others. He cannot save himself.
ସେବାନ୍ୟା ବଃଡ୍ ଜାଜକ୍ମଃନ୍ ହେଁ ଦଃର୍ମ୍ ଗୁରୁମଃନାର୍ ସଃଙ୍ଗ୍ ମିସିକଃରି ଲିନ୍ଦା କଃରୁକେ ଦଃର୍ଲାୟ୍, “ସେ ବିନ୍ ଲକ୍ମଃନ୍କେ ବାଚାୟ୍ଲା, ମଃତର୍ ସେ ଅଃବେ ନିଜ୍କେ ବଚାଉଁ ନଃହାରୁଲା!
32 Let the Christ, the King of Israel, now come down from the cross, that we may see and believe him." Those who were crucified with him insulted him.
ତୁୟ୍ ଜଦି ସଃତ୍କଃରି ଇସ୍ରାଏଲ୍ ରଃଜା କ୍ରିସ୍ଟ, ଅଃବେ କ୍ରୁସ୍ କାଟେହୁଣି ଉତ୍ରି ଆଉ, ତଃବେ ଅଃମି ତକେ ସଃତ୍ କଃରୁନ୍ଦ୍ ।” ଆର୍ ଜିସୁର୍ ସଃଙ୍ଗ୍ କ୍ରୁସ୍ କାଟେ ଚଃଗାୟ୍ଲା ଦୁୟ୍ ଲକ୍ ହେଁ ସେବାନ୍ୟା କଃରି ଜିସୁକେ ଲିନ୍ଦା କଃରୁକେ ଦଃର୍ଲାୟ୍ ।
33 Now when it was noon, there was darkness over the whole land until three in the afternoon.
ସେଦିନ୍ ମଃୟ୍ଦାନ୍ ମୁଣ୍ଡେବଃଳ୍ହୁଣି ତିନି ଗଃଟାହଃତେକ୍ ଦେସ୍ଜାକ ଅଃନ୍ଦାର୍ ଅୟ୍ଲି ।
34 Then at three in the afternoon Jesus called out with a loud voice, saying, "Elohi, Elohi, lema shabachthani?" which is translated, "My God, my God, why have you forsaken me?"
ତିନି ଗଃଟା ବଃଳ୍ ଜିସୁ ଉଲ୍ଗାଟ୍ ଅୟ୍ କୟ୍ଲା “ଏଲହି, ଏଲହି, ଲାମା ସାବାକ୍ତାନି । ବଃଲେକ୍, ଏ ମର୍ ଇସ୍ୱର୍, ଏ ମର୍ ଇସ୍ୱର୍, ମକେ କାୟ୍ କଃରୁକେ ହାକ୍ରେହଃକାୟ୍ ଆଚ୍ସି?”
35 Some of those who stood by, when they heard it, said, "Look, he is calling for Elijah."
ତାର୍ ଇ କଃତା ସୁଣି କଃତିଲକ୍ କୟ୍ଲାୟ୍, “ସୁଣା ସେ ଏଲିୟକେ କୁଦୁଲା ।”
36 One ran, and filling a sponge full of vinegar, put it on a reed, and gave it to him to drink, saying, "Let him be. Let us see whether Elijah comes to take him down."
ସେମଃନାର୍ ବିତ୍ରେ ଏକ୍ଲା ଦଃବ୍ଳିଜାୟ୍ କଃଣ୍ଡେକ୍ ସ୍ପଞ୍ଜ୍କେ ହିତା ରସେ ବାଡାୟ୍ ଗଟେକ୍ ବେତ୍ ଡାଙ୍ଗ୍ ଟିହେ ବାନ୍ଦି ସେରି ଜିସୁର୍ ଅଟି ଲଗେ ଟେକି ଦଃୟ୍ କୟ୍ଲା, “ରିଆ ଦଃକୁଆଁ, ତାକେ କ୍ରୁସେହୁଣି ଉତ୍ରାୟ୍ ଆଣୁକେ ଏଲିୟ ଆସୁଲାକି ନାୟ୍?”
37 Jesus gave a loud cry, and gave up the spirit.
ଜିସୁ ସେଦାହ୍ରେ ଉଲ୍ଗାଟ୍ ଅୟ୍ ଜିବନ୍ ଚାଡ୍ଲା ।
38 The veil of the temple was torn in two from the top to the bottom.
ମନ୍ଦିର୍ ବିତ୍ରାର୍ ଜଲ୍ତିରିଲା ପର୍ଦା ଉହ୍ରେ ହୁଣି ତଃଳେ ହଃତେକ୍ ଦୁୟ୍କଃଣ୍ଡ୍ ଅୟ୍ ଚିରି ଅୟ୍ଲି ।
39 And when the centurion, who stood by opposite him, saw that he cried out like this and breathed his last, he said, "Truly this man was the Son of God."
ଗଟ୍ ଇଜାର୍ ମଃନାର୍ ମୁଳିକା ଜିସୁର୍ କ୍ରୁସ୍ ଚଃମେ ଟିଆ ଅୟ୍ ଜିସୁ କଃନ୍କଃରି ଜିବନ୍ ଚାଡ୍ଲା ସେରି ଦଃକ୍ତି ରିଲା । ସେ କୟ୍ଲା, “ଇ ମାନାୟ୍ ସଃତ୍କଃରି ଇସ୍ୱରାର୍ ହୟ୍ସି ରିଲା ।”
40 There were also women watching from afar, among whom were both Mary Magdalene, and Mary the mother of James the younger and of Josi, and Salome;
କଃତିଗଟ୍ ମାୟ୍ଜିମଃନ୍ ଦୁରି ଟିଆ ଅୟ୍ ଦଃକ୍ତି ରିଲାୟ୍ । ସେମଃନାର୍ ବିତ୍ରେ ରିଲି ମଗ୍ଦଲିନି ମରିୟମ୍, ସାନ୍ ଜାକୁବ ଆର୍ ଜସିର୍ ଆୟ୍ସି ମରିୟମ୍ ଆର୍ ସଲମି ରିଲାୟ୍ ।
41 who, when he was in Galilee, followed him, and served him; and many other women who came up with him to Jerusalem.
ଜିସୁ ଗାଲିଲିଏ ରେତା ବଃଳ୍ ସେମଃନ୍ ତାର୍ ସେବାକାରି ଅୟ୍ ଉହ୍କାର୍ କଃର୍ତି ରିଲାୟ୍ । ତାର୍ ସଃଙ୍ଗ୍ ଜିରୁସାଲମ୍କେ ଆସିରିଲା ଗାଦେକ୍ ମାୟ୍ଜି ଲକ୍ମଃନ୍ ହେଁ ସେତି ଗଃଲାୟ୍ ।
42 When evening had now come, because it was the Preparation Day, that is, the day before the Sabbath,
ବିସାଉଁଣି ଦିନ୍ ଆଗ୍ତୁ ଆରାମାତିଆର୍ ଜସେପ୍ ଆସି ହଚ୍ଲା । ସେ ବଃଡ୍ ପଞ୍ଚାୟ୍ତାର୍ ବଃଡେ ମାୟ୍ନାର୍ ଲକ୍ରିଲା ଆର୍ ଇସ୍ୱରାର୍ ରାଇଜ୍କେ ଜାଗ୍ତି ରିଲା ।
43 Joseph of Arimathea, a prominent council member who also himself was looking for the Kingdom of God, came. He boldly went in to Pilate, and asked for the body of Jesus.
ସେଦିନ୍ ସଃବୁ ଜଃଗ୍ରାତ୍ ଅଃଉତା ବିନ୍ ବଃଲେକ୍ ବିସାଉଁଣି ଦିନାର୍ ଆଗାର୍ ଦିନ୍ । ହାରାମାତିଆର୍ ଜସେପ୍ ନଃଡିରି କଃରି ପିଲାତ ହାକ୍ ଜାୟ୍ ଜିସୁର୍ ମଃଲା ଗଃଗାଳ୍ ନେଉଁକେ ମାଗ୍ଲା ଜେକି ସେ ନିଜେ ହେଁ ଇସ୍ୱରାର୍ ସଃର୍ଗ୍ ରାଇଜାର୍ ଆସା କଃରିରିଲା ।
44 Pilate was surprised that he was already dead; and summoning the centurion, he asked him whether he had been dead long.
ଜିସୁ ସଃଡେବଃଳ୍ ମଃରି ଗଃଲାର୍ ସୁଣିକଃରି ପିଲାତ କାବାଅୟ୍ଲା । ଦାୟ୍ତେ ରିଲା ନିଜାର୍ ମୁଳିକାକେ କୁଦି ଜିସୁ ମଃରି ବୁତ୍ ଗଃଳି ଅୟ୍ଲିବେକି ବଃଲି ହଃଚାର୍ଲା
45 When he found out from the centurion, he granted the body to Joseph.
ତାର୍ ତଃୟ୍ ହୁଣି ଇ କଃତା ନିଜ୍କଃରି ସୁଣି ପିଲାତ ଜିସୁର୍ ଗଃଗାଳକେ ନେଉଁକେ ଜସେପ୍ କେ କୟ୍ଲା ।
46 He bought a linen cloth, and taking him down, wound him in the linen cloth, and placed him in a tomb which had been cut out of a rock. He rolled a stone against the door of the tomb.
ଜସେପ୍ ଜିସୁର୍ ଗଃଗାଳ୍କେ କ୍ରୁସେହୁଣି ଉତ୍ରାୟ୍ କଃଣ୍ଡେକ୍ ହଃଚ୍ୟା ଆଣି ଜିସୁର୍ ଗଃଗାଳେ ଗୁଳ୍ୟାୟ୍ଲା ଆର୍ ଡଙ୍ଗୁରେ କଃଣିରିଲା ଗଟ୍ ମଃସୁଣ୍ କାଲେ ନଃୟ୍ ସଃଙ୍ଗାୟ୍ଲା ଆର୍ ମଃସୁଣ୍ ବାଟାର୍ ଦୁଆର୍ ବାଟେ ବଃଡ୍ ଚଃଚ୍ରା ଡାହି କାଲ୍ ବଃନ୍ଦ୍ କଃଲାୟ୍ ।
47 Mary Magdalene and Mary, the mother of Josi, saw where he was placed.
ମଗ୍ଦଲିନି ମରିୟମ୍ ଆର୍ ଜସିର୍ ଆୟ୍ସି ମରିୟମ୍ ସେତି ରଃୟ୍ ଜିସୁର୍ ଗଃଗାଳ୍ କେଣେ ସଃଙ୍ଗାୟ୍ଲାୟ୍ ବଃଲି ଦଃକ୍ତି ରିଲାୟ୍ ।