< Mark 13 >

1 As he went out of the temple, one of his disciples said to him, "Teacher, see what kind of stones and what kind of buildings."
ଜିସୁ, ଜିଉଦିମନର୍‌ ପାର୍‌ତନା ଗରେଅନି ବାରଇକରି ଜିବାବେଲେ ତାର୍‌ ଗଟେକ୍‌ ସିସ୍‌ ତାକେ କଇଲା, “ଏ ଗୁରୁ ଏଦେ ଦେକା! ବଡ୍‌ ବଡ୍‌ ପାକ୍‌ନାଇ ମନ୍ଦିର୍‌ କେତେକ୍‌ ସୁନ୍ଦର୍‌ ଅଇ ତିଆର୍‌ ଅଇଲାଆଚେ!”
2 And Jesus said to him, "Do you see these great buildings? There will not be left here one stone on another, which will not be thrown down."
ଜିସୁ ତାକେ କଇଲା, “ତୁଇ ଏ ବଡ୍‌ ବଡ୍‌ ପାକ୍‌ନାଇ ତିଆର୍‌ ଅଇଲା ପର୍‌ମେସରର୍‌ ଗର୍‌ ଦେକ୍‌ଲୁସ୍‌ନି? ଏ ସବୁ ଗର୍‌ ନସ୍‌ଟ ଅଇଜାଇସି । ସବୁ ପାକ୍‌ନାମନ୍‌ ଡୁଲିକରି ମାଟିତେଇ ଏନେତେନେ ଅଇଜାଇସି, ଗଟେକ୍‌ ପାକ୍‌ନା ଆରି ଗଟେକ୍‌ ପାକ୍‌ନାର୍‌ ଉପ୍‌ରେ ନ ରଏ ।”
3 As he sat on the Mount of Olives opposite the temple, Peter, James, John, and Andrew asked him privately,
ତାର୍‌ପଚେ ଜିସୁ ପର୍‌ମେସରର୍‌ ଗରର୍‌ ମୁଆଟେ ରଇଲା ଜିତ୍‌ ନାଉଁର୍‌ ଗଚ୍‌ମନ୍‌ ରଇବା ଡଙ୍ଗ୍‌ରେ ବସିରଇଲା । ସେବେଲା ପିତର୍‌, ଜାକୁବ୍‌, ଜଅନ୍‌ ଆରି ଆନ୍ଦ୍‌ରିୟ, କେ ନ ରଇଲାବେଲେ ତେଇ ଆସିକରି ତାକେ ପାଚାର୍‌ଲାଇ ।
4 "Tell us, when will these things be? What is the sign that these things are all about to be fulfilled?"
“ଏ ସବୁ ଗଟ୍‍ନା କେବେ ଅଇସି ଆରି ସବୁ ଅଇବା ଚିନ୍‌ମନ୍‌ କାଇଟା, ଆମ୍‌କେ କଇଦେ ।” ବଲି କଇଲାଇ ।
5 And Jesus began to say to them, "Be careful that no one leads you astray.
ଜିସୁ ସେମନ୍‌କେ କଇଲା, “ତମେ ଜାଗ୍‌ରତ୍‌ ଅଇକରି ରୁଆ, ତମ୍‌କେ କେ ମିସା ନ ନାଡାଅତ୍‌ ।
6 Many will come in my name, saying, 'I am he.' and will lead many astray.
କାଇକେବଇଲେ ବେସି ଲକ୍‌ମନ୍‌ ମର୍‌ ନାଉଁ ଦାରି, ସେମନ୍‌ କିରିସ୍‌ଟ ବଲି ବେସି ଲକ୍‌ମନ୍‌କେ ବୁଲ୍‌କାଇବାଇ ।
7 "When you hear of wars and rumors of wars, do not be troubled. Such things must happen, but the end is not yet.
ମାତର୍‌ ଜେଡେବେଲେ ତମେ ଜୁଇଦର୍‌ ବିସଇ ନଇଲେ ଜୁଇଦ୍‌ ଇତି ଅଇସି ନଇଲେ ସିତି ଅଇସି ବଲିକରି ଲକ୍‌ମନ୍‌ କଇବାଟା ସୁନ୍‌ଲେ, କିଲ୍‌ବିଲ୍‌ ନ ଉଆ । ଏ ସବୁ ଗଟ୍‍ନା ଅଇସି, ମାତର୍‌ ସେଦାପ୍‌ରେ ଆକା ଜୁଗ୍‌ ସେସ୍‌ ନଏଁ ।
8 For nation will rise against nation, and kingdom against kingdom. There will be earthquakes in various places. There will be famines. These things are the beginning of birth pains.
କାଇକେବଇଲେ, ଗଟେକ୍‌ ଦେସର୍‌ ଲକ୍‌ମନ୍‌ ଆରି ଗଟେକ୍‌ ଦେସର୍‌ ଲକ୍‌ମନର୍‍ ବିରଦେ ଜୁଇଦ୍‌ କର୍‌ବାଇ । ଗଟେକ୍‌ ରାଇଜ୍‌ ଆରିଗଟେକ୍‌ ରାଇଜର୍‌ ବିରଦେ ଉଟ୍‌ବାଇ । ବେସି ଜାଗାଇ ଦର୍‌ତନି ଚୁଲ୍‌ବୁଲ୍‌ସି, ଆରି ବେସି ଜାଗାଇ ମର୍‌ଡି ଅଇସି । ଏସବୁ ଗଟ୍‍ନା ଗଟେକ୍‌ ପିଲା ଜନମ୍‌ ଅଇବା ଆଗ୍‌ତୁ ଆଇବା ଦୁକାସୁକା ପାରା ଅଇସି ।”
9 But watch yourselves, for they will deliver you up to councils. You will be beaten in synagogues. You will stand before rulers and kings for my sake, as a testimony to them.
“ଏନ୍ତି ସବୁ ଅଇବା ବେଲା ତମେ ଜାଗ୍‌ରତ୍‌ ରୁଆ । ଲକ୍‌ମନ୍‌ ତମ୍‌କେ ବାନ୍ଦିକରି ବିଚାର୍‌ କର୍‌ବା ଲକ୍‌ମନ୍‍କେ ସର୍‌ପିଦେବାଇ । ସେମନ୍‌ ନିଆଇ କର୍‌ବା ଜାଗାଇ ତମ୍‌କେ ମାରିପାକାଇବାଇ । ତମେ ମର୍‌ ସିସ୍‌ ଅଇରଇବା ଲାଗି, ସାସନ୍‌ କର୍‌ବା ଲକ୍‌ମନର୍‌ଟାନେ ଆରି ରାଜାମନର୍‌ ମୁଆଟେ ଟିଆ କରାଇବାଇ । ତମେ ମର୍‌ଟାନେ ବିସ୍‌ବାସ୍‌ କଲା ବିସଇ ତେଇ ସାକି ଦେଇସା ।
10 The Good News must first be preached to all the nations.
୧୦ଏ ସବୁ ଗଟ୍‍ନା ଅଇଜିବା ଆଗ୍‌ତୁ, ସବୁ ଦେସର୍‌ ଲକ୍‌ମନର୍‌ ଲଗେ, ଏ ନିମାନ୍‌ କବର୍‌ କେଟ୍‌ବାର୍‌ ଆଚେ ।
11 When they lead you away and deliver you up, do not be anxious beforehand, or premeditate what you will say, but say whatever will be given you in that hour. For it is not you who speak, but the Holy Spirit.
୧୧ସେମନ୍‌ ତମ୍‌କେ ବନ୍ଦିକରି ବିଚାର୍‌ କର୍‌ବା ବେଲେ ତେଇ କାଇଟା କଇବୁ ବଲିକରି ଆଗ୍‌ତୁ ଚିନ୍ତା କରାନାଇ । ତମେ କାଇଟା କଇବାର୍‌ ଆଚେ, ସେ କାତା ପର୍‌ମେସର୍‌ ତମ୍‌କେ ସମାନ୍‌ ବେଲାଇ ଦେଇସି । କାଇକେବଇଲେ ସେ ବେଲାଇ ତମେ ନିଜେ ନ କୁଆସ୍‌ ମାତର୍‌ ସୁକଲ୍‌ଆତ୍‌ମା ତମର୍‌ଟାନେଅନି କାତା କଇସି ।
12 "Brother will deliver up brother to death, and the father his child. Children will rise up against parents, and cause them to be put to death.
୧୨ବାଇ ବାଇକେ ମରାଇବାତେଇ ସର୍‌ପିଦେବାଇ ଆରି ବାବା ପିଲାକେ ମରାଇବାତେଇ ସର୍‌ପି ଦେବାଇ ଆରି ପିଲାଟକିମନ୍‌ ତାକର୍‌ ମାଆ ବାବା ବିରୁଦେ ଉଟିକରି ସେମନ୍‌କେ ମରାଇବାକେ ସର୍‌ପିଦେବାଇ ।
13 And you will be hated by everyone because of my name, but the one who perseveres to the end will be saved.
୧୩ତମେ ମର ସିସ୍‌ ଅଇରଇଲାର୍‌ ଲାଗି ସବୁ ଲକ୍‌ମନ୍‌ ତମ୍‌କେ ଗିନ୍‌ କର୍‌ବାଇ । ମାତର୍‌ ଜେ ସାରାସାରି ଜାକ ମୁର୍‌ଚି କରି ରଇସି, ସେ ରକିଆପାଇସି ।”
14 But when you see the abomination of desolation, standing where it ought not (let the reader understand), then let those who are in Judea flee to the mountains,
୧୪“ମାତର୍‌ ତମେ ଜେଡେବେଲା କେ ମନ୍‍ ନ କର୍‌ବାଟା ଆରି ନାସ୍‌ ଅଇବା ଦିନ୍‌ସୁ ଜନ୍‌ଟାକି ସୁକଲ୍‌ ଜାଗାଇ ସଙ୍ଗଇବାର୍‌ ନଏଁ, ସେ ଜାଗାଇ ସଙ୍ଗଇବାଟା ଦେକ୍‌ଲେ, ତମେ ସେ ଜାଗାଇଅନି ପାଲାଇବାର୍‌ ଆଚେ । ଏ ବିସଇ ପଡ୍‌ବା ଲକ୍‌ମନ୍‌, ତମେ ଏ କାତା ବୁଜା । ସେବେଲେ ଜନ୍‌ ଲକ୍‌ମନ୍‌ ଜିଉଦା ରାଇଜେ ରଇବାଇ, ସେମନ୍‌ ଡଙ୍ଗ୍‌ରେ ପାଲାଅତ୍‌ ।
15 and let him who is on the housetop not go down, nor enter in, to take anything out of his house.
୧୫ଜଦି କେ ଗରର୍‌ ଚାଉନି ଉପ୍‌ରେ ରଇସିବଇଲେ, ସେ ଗର୍‌ ବିତ୍‌ରେ ତାର୍‌ କାଇମିସା ଦିନ୍‌ସୁ ଆନ୍‌ବି ବଲିକରି ନ ଜାଅ ।
16 Let him who is in the field not return back to take his coat.
୧୬ଜଦି କେ ଚାସ୍‌ ରଇବା ପଦାଇ ରଇସି, ସେ ତାର୍‌ ଚାଦର୍‌ ଆନ୍‌ବାକେ ଗରେ ବାଉଡି ନ ଜାଅ ।
17 But woe to those who are with child and to those who nurse babies in those days.
୧୭ଗାଗ୍‌ଡେ ରଇଲା ମାଇଜିମନର୍‌ପାଇ ଆରି ଦୁଦ୍‌ କୁଆଇବା ମାଇଜିମନର୍‌ ପାଇ ସେବେଲେ ପାଲାଇବାକେ ବେସି କସ୍‌ଟ ଅଇସି ।
18 And pray that it won't be in the winter.
୧୮ଏ ସବୁ ଗଟ୍‍ନା ସିତ୍‌ ଦିନେ ନ ଅଇବାକେ ପାର୍‌ତନା କରା ।
19 For in those days there will be oppression, such as there has not been the like from the beginning of the creation which God created until now, and never will be.
୧୯କାଇକେବଇଲେ ପର୍‌ମେସର୍‌ ଏ ଦୁନିଆ ତିଆର୍‌କଲା ଦିନେଅନି ଆଜିକେ ଜାକ ସେନ୍ତାରି ଦୁକ୍‌ କସ୍‌ଟ ଅଏନାଇ ଆରି ପଚେ କେବେମିସା ନ ଅଏ । ସେନ୍ତି ବେସି ଦୁକ୍‌ କସ୍‌ଟର୍‌ ଗଟ୍‍ନା ସେ ଦିନ୍‌ମନ୍‌କେ ଅଇସି ।
20 Unless the Lord had shortened the days, no flesh would have been saved; but for the sake of the chosen ones, whom he picked out, he shortened the days.
୨୦ଜଦି ପର୍‌ମେସର୍‌ ଅପର୍‌ବଲ୍‌ ଦୁକର୍‌ ଦିନ୍‌ମନ୍‌ ଉନା ନ କରି ରଇଲେ, ତେବେ ଦୁନିଆର୍‌ କେ ମିସା ରକିଆ ନ ପାଇକରି ମରି ଜିବାର୍‌ ଅଇତା । ମାତର୍‌ ସେ ଜନ୍‌ ଲକ୍‌ମନ୍‌କେ ବାଚିଆଚେ ସେ ଲକ୍‌ମନର୍‌ପାଇ ସେ ଦୁକର୍‌ ଦିନ୍‌ମନ୍‌ ଉନା କଲାଆଚେ ।”
21 Then if anyone tells you, 'Look, here is the Christ.' or, 'Look, there.' do not believe it.
୨୧ସେବେଲେ କେ ଜଦି ତମ୍‌କେ ଇତି କିରିସ୍‌ଟ ଆଚେ । ନଇଲେ ତେଇ ସେ ଆଚେ । ବଲି କଇସି, ତାକେ ବିସ୍‌ବାସ୍‌ କରା ନାଇ ।
22 For there will arise false messiahs and false prophets, and will show signs and wonders, that they may lead astray, if possible, the chosen ones.
୨୨ସେଦିନ୍‌ମନ୍‌କେ ମୁଇଆକା କିରିସ୍‌ଟ । ବଲିକରି ମିଚ୍‌ କଇବା ବବିସତ୍‌ କଇବାଲକ୍‌, ବିନ୍‌ ବିନ୍‌ ରକାମର୍‌ ଚିନ୍‌ ଆରି କାବା ଅଇଜିବା କାମ୍‌ମନ୍‌ ଦେକାଇବାଇ । ପର୍‌ମେସର୍‌ ବାଚ୍‌ଲା ଲକ୍‌ମନ୍‌ ତମ୍‌କେ ମିସା ନାଡାଇବାକେ ଚେସ୍‌ଟା କର୍‌ବାଇ ।
23 But you watch. "I have told you all things beforehand.
୨୩ସେଦିନ୍‌ମନ୍‌କେ କାଇ କାଇଟା ଅଇସି ସେ ବିସଇନେଇ ତମେ ଜାଗ୍‌ରତ୍‌ ଅଇ ରୁଆ । ସେଟାର୍‌ପାଇ, ଦେକା ସେ ବେଲା ନ ଆଇବା ଆଗ୍‌ତୁ ମୁଇ ତମ୍‌କେ ଜାନାଇଦେଲିନି ।
24 But in those days, after that oppression, the sun will be darkened, the moon will not give its light,
୨୪ସେଦିନ୍‌ମନ୍‌କେ, ସେ ଦୁକର୍‌ ଗଟ୍‍ନା ଅଇଲାପଚେ ବେଲ୍‌ ଉଜଲ୍‌ ନ ଦେଇକରି ଆନ୍ଦାର୍‌ ଅଇଜାଇସି ଆରି ଜନ୍‌ ମିସା ଉଜଲ୍‌ ନ ଦେଏ ।
25 the stars will be falling from heaven, and the powers that are in the heavens will be shaken.
୨୫ତାରାମନ୍‌ ବାଦ୍‌ଲେଅନି ଅଦର୍‌ବାଇ ଆରି ବାଦ୍‌ଲେ ଉଜଲ୍‌ ରଇବାଟାମନ୍‌କେ ପର୍‌ମେସର୍‌ ଆଲାଇଦେଇସି ।
26 Then they will see the Son of Man coming in clouds with great power and glory.
୨୬“ସେବେଲା ନର୍‌ପିଲା ମୁଇ, ବେସି ବପୁତେଇ ଆରି ଡାକ୍‌ପୁଟା ସଙ୍ଗ୍‌ ବାଦଲ୍‌ଟାନେ ଆଇବାଟା ଲକ୍‌ମନ୍‌ ଦେକ୍‌ବାଇ ।
27 Then he will send out his angels, and will gather together his chosen ones from the four winds, from the farthest part of the earth to the farthest part of the sky.
୨୭ସେବେଲା ମର୍‌ ଦୁତ୍‌ମନ୍‌କେ ପାଟାଇକରି ଦୁନିଆ ସାର୍‌ଲାଅନି ଆରି ସରଗ୍‌ ଚିଡ୍‌ଲା ତେଇଅନି ପର୍‌ମେସର୍‌ ବାଚ୍‌ଲା ଲକ୍‌ମନ୍‌କେ ଟୁଲିଆଇବି ।”
28 "Now from the fig tree, learn this parable. When the branch has now become tender, and puts forth its leaves, you know that the summer is near;
୨୮“ଏବେ ଡୁମ୍‌ରି ଗଚର୍‌ ଉଦାଅରନ୍‌ ଅନି ଏ ବିସଇ ସିକା । ଜେଡେବେଲେ ତାର୍‌ କେନ୍ଦିଅନି ପତର୍‌ ପାଲୁଆନି କରି, କାଁଚାପତ୍‌ରିଆ ଡିସ୍‌ଲେ, କାରାଦିନ୍‌ କେଟ୍‌ଲା ବଲିକରି ତମ୍‌କେ କେ ନ କଇଲେମିସା ଜାନାସ୍‌ ।
29 even so you also, when you see these things coming to pass, know that it is near, at the doors.
୨୯ସେନ୍ତିସେ ତମେ ଏ ସବୁ ଗଟ୍‍ନା ଦେକ୍‌ବାବେଲେ, ମୁଇ ଆଇବା ଦିନ୍‌ କେଟ୍‌ଲା, ବଲିକରି ଜାନ୍‌ସା ।
30 Truly I say to you, this generation will not pass away until all these things happen.
୩୦ମୁଇ ତମ୍‌କେ ସତ୍‌କାତା କଇଲିନି, ଏ ଗଟ୍‍ନା ନ ଅଇବାଜାକ, ଏବେ ରଇଲା ଲକ୍‌ମନ୍‌ ନ ମରତ୍‌ ।
31 Heaven and earth will pass away, but my words will not pass away.
୩୧ବାଦଲ୍‌ ଆରି ତେଇ ଉଜଲ୍‌ ଅଇ ରଇବାଟାମନ୍‌, ଦୁନିଆଇ ଆରି ତେଇରଇବା ସବୁ ଦିନ୍‌ସୁ ନାସ୍‌ ଅଇବା ସାରାସାରି ଦିନ୍‌ ଆଇସି, ମାତର୍‌ ମର୍‌ ବାକିଅ କେବେ ମିସା ନ ସାରେ ।”
32 But of that day or the hour no one knows, not even the angels in heaven, nor the Son, but only the Father.
୩୨“ମାତର୍‌ ସବୁ ଗଟ୍‍ନା କେବେ ଆରି ଜେଡେବେଲା ଅଇସି ବଲିକରି କେ ମିସା ନାଜାନତ୍‌ । ସରଗର୍‌ ଦୁତ୍‌ କି ସତ୍‌ ମାପ୍‌ରୁର୍‌ ପିଲା ମୁଇ ମିସା ନାଜାନି । ମର୍‌ ବାବା ପର୍‌ମେସର୍‌ ଗଟେକ୍‌ ଲକ୍‌ସେ ଜାନିଆଚେ ।
33 Watch, keep alert, and pray; for you do not know when the time is.
୩୩ସେ ଦିନ୍‌ କି ବେଲା କେବେ ଆଇସି, ସେଟା ତମେ କେ ନାଜାନାସ୍‌ । ସେଟାର୍‌ପାଇ ତମେ ଜାଗ୍‌ରତ୍‌ ଅଇ ତିଆର୍‌ଅଇ ରୁଆ ।
34 "It is like a man, traveling to another country, having left his house, and given authority to his servants, and to each one his work, and also commanded the doorkeeper to keep watch.
୩୪ମୁଇ ଆଇବା ଦିନ୍‌, ଏନ୍ତି ଗଟେକ୍‌ ଲକ୍‌ ତାର୍‍ ଗର୍‌ ଚାଡି ବିନ୍‌ ଦେସେ ଜିବା ବିସଇ ସମାନ୍‍ କରିଅଇସି । ସେ ନିଜର୍‌ ଗତିଦାଙ୍ଗ୍‌ଡାମନ୍‌କେ ଡାକିକରି ସେମନ୍‌ କାଇ କାଇ କାମ୍‌ କର୍‌ବାର୍‌ଆଚେ, ସେ ସବୁ ବିସଇ ସେମନ୍‌କେ କଇଲା । ବାଟ୍‌ ଡିଆଗଡି ଜାଗ୍‌ବା ଗତିଦାଙ୍ଗ୍‌ଡାକେ ଡାକିକରି ସେ ବାଉଡି ଆଇବା ଜାକ ଜାଗିକରି ରଇବାକେ କଇକରି ଗାଲା ।
35 Watch therefore, for you do not know when the lord of the house is coming —at evening, or at midnight, or when the rooster crows, or in the morning;
୩୫ତମେମିସା ଜାଗୁଆଲର୍‌ ପାରା ଜାଗ୍‌ରତ୍‌ ଅଇ ରୁଆ । କାଇକେବଇଲେ ସାଉକାର୍‌ ସଞ୍ଜ୍‌ବେଲା, କି ମଜାରାତି, କି କୁକ୍‌ଡାଡାକେ କି ସାକ୍‌ଲିଆ ଆଇସି ସେଟା ତମେ ନାଜାନାସ୍‌ ।
36 lest coming suddenly he might find you sleeping.
୩୬ଜଦି ସେ ଅଟାତ୍‌ ଆସିକରି ଦେକ୍‌ଲାବେଲେ, ତମେ ଇସ୍‌ରାଇଲର୍‌ ଲକ୍‌ମନର୍‌ ପାରା ରଇବାଟା ସେ ଦେକ୍‌ବାର୍‌ନାଇ ।
37 What I tell you, I tell all: Watch."
୩୭ମୁଇ ତମ୍‌କେ କାଇଟା କଇଲିନି, ସେ ବିସଇସେ ସବୁ ଲକ୍‌କେ କଇଲିନି । ମୁଇ ଆଇବା ଦିନ୍‌ପାଇ ତିଆର୍‌ ଅଇକରି ସବୁବେଲା ଜାଗ୍‌ରତ୍‌ ଅଇକରି ରୁଆ ।”

< Mark 13 >