< Luke 13 >
1 Now there were some present at the same time who told him about the Galileans, whose blood Pilate had mixed with their sacrifices.
୧ଗାଲିଲିଅନି କେତେ ଲକ୍ ଆସି ପାର୍ତନା ଗରେ ବଲି ଦେଇତେରଇଲାବେଲେ ପିଲାତ୍ ତାର୍ ସଇନମନ୍କେ ପାଟାଇ ଗାଲିଲିଅ ମନ୍କେ ମରାଇଲା । ତେଇ ମଲାଲକର୍ ବନି ପୁଜ୍ଲା ପସୁର୍ ବନି ସଙ୍ଗ୍ ମିସ୍ଲା । ଏ ବିସଇ କେତେଲକ୍ ଆସି ଜିସୁକେ ଜାନାଇଲାଇ ।
2 And he answered and said to them, "Do you think that these Galileans were worse sinners than all the other Galileans, because they suffered these things?
୨ତେଇ ଜିସୁ ସେମନ୍କେ କଇଲା, “ଏ ସବୁ କସ୍ଟ ପାଇବାକେ, ଏ ଗାଲିଲିୟମନ୍ ବିନ୍ ସବୁ ଗାଲିଲିୟମନର୍ ଟାନେଅନି ଅଦିକ୍ ପାପ୍ କଲାଇ ଆଚତ୍ ବଲି ବାବ୍ଲାସ୍ନି କି?
3 I tell you, no, but unless you repent, you will all perish in the same way.
୩ମୁଇ ତମ୍କେ କଇଲିନି, ଜେଡେବେଲେ ଜାକ ପାପେଅନି ମନ୍ ନ ବାଦ୍ଲାଆସ୍, ତମେ ସବୁ ଲକ୍ ସେନ୍ତାରି କୁରୁପ୍ନାସ୍ ଅଇଜାଇସା ।
4 Or those eighteen, on whom the tower in Siloam fell, and killed them; do you think that they were worse offenders than all the others who dwell in Jerusalem?
୪ନଇଲେ ସିଲଅତେଇ ରଇଲା ଜନ୍ ଅଟ୍ର ଲକର୍ ଉପ୍ରେ ବଡ୍ ଗର୍ ଅଦ୍ରି ମରିଜାଇ ରଇଲା, ସେମନ୍ ତେବେ? ତମେ ସେମନ୍କେ ଜିରୁସାଲାମର୍ ବିନ୍ ଲକ୍ମନର୍ ଟାନେଅନି ଅଦିକ୍ ପାପ୍ କଲାଇ ଆଚତ୍ ବଲି ବାବ୍ଲାସ୍ନି କି?
5 I tell you, no, but, unless you repent, you will all perish in the same way."
୫ନାଇ, ମୁଇ ତମ୍କେ କଇଲିନି, ପାପେଅନି ମନ୍ ନ ବାଦ୍ଲାଇଲେ ତମେସବୁ ଲକ୍ ସେନ୍ତି କୁରୁପ୍ନାସ୍ ଅଇଜାଇସା ।”
6 He spoke this parable. "A certain man had a fig tree planted in his vineyard, and he came seeking fruit on it, and found none.
୬ଆରି ଜିସୁ ଏ କାତାନି କଇଲା, ଗଟେକ୍ ଲକର୍ ଅଙ୍ଗୁର୍ ବାଡେ ଗଟେକ୍ ଡୁମ୍ରି ଗଚ୍ ରପିରଇଲା । ସେ ସାଉକାର୍ ଆସି ତେଇ ପଲ୍ କଜ୍ଲା, ମାତର୍ ମିଲେନାଇ ।
7 He said to the vine dresser, 'Look, these three years I have come looking for fruit on this fig tree, and found none. Cut it down. Why does it waste the soil?'
୭ସେଟାର୍ପାଇ ସାଉକାର୍ ଅଙ୍ଗୁର୍ ବାଡର୍ ଜାଗୁଆଲ୍କେ କଇଲା, “ଦେକା, ଏଟା ତିନ୍ ବରସ୍ ଅଇଲା ମୁଇ ଆସି ଏ ଡୁମ୍ରି ଗଚେ ପଲ୍ କଜ୍ଲିନି ମାତର୍ ମିଲାଇ ନାଇ, ଏଟା କାଟି ପାକା । ଏଟା କାଇକେ ବେକାର୍ ମାଟିକେ ମିସା କାରାପ୍ କର୍ସି?”
8 He answered, 'Lord, leave it alone this year also, until I dig around it, and fertilize it.
୮ମାତର୍ ଜାଗୁଆଲ୍ ସାଉକାର୍କେ କଇଲା, “ସାଉକାର୍ ଏଟାକେ ବର୍ସେକ୍ ମିସା ଚାଡିଦେଉଁ, ମୁଇ ଏ ବିତ୍ରେ ଗଚର୍ ଚାରିବେଡ୍ତି କୁନିକରି କତ୍ ଦେବି,
9 And if it bears fruit next time, [fine]; but if not, you can cut it down.'"
୯ତାର୍ ପଚେ ଜଦି ପଲ୍ ଦାର୍ଲେତା ନିକ, ନଇଲେ ତାକେ କାଟି ପାକାଉଁ ।”
10 He was teaching in one of the synagogues on the Sabbath day.
୧୦ତରେକ୍ ଜିସୁ ବିସ୍ରାମ୍ବାରେ ଗଟେକ୍ ପାର୍ତନା ଗରେ ସିକିଆ ଦେଇତେରଇଲା ।
11 And look, a woman who had a spirit of infirmity eighteen years, and she was bent over, and could in no way straighten herself up.
୧୧ତେଇ ଗଟେକ୍ ମାଇଜି ରଇଲା । ତାକେ ଡୁମା ଦାରି ଅଟ୍ର ବରସ୍ ଜାକ କୁବ୍ଡି ଅଇରଇଲା । ସେ ବିଲ୍କୁଲ୍ ସିଦା ଅଇ ଇଣ୍ଡି ନାପାର୍ତେ ରଇଲା ।
12 When Jesus saw her, he called her, and said to her, "Woman, you are freed from your infirmity."
୧୨ଜିସୁ ତାକେ ଦେକି ଲଗେ ଡାକି କଇଲା, “ଏ ନିନି ତକେ ମୁଇ, ଏ କୁବ୍ଡି ରଗେଅନି ନିକ କଲିନି ।”
13 He laid his hands on her, and immediately she stood up straight, and glorified God.
୧୩ଜିସୁ ସେ ମାଇଜିର୍ ଉପ୍ରେ ଆତ୍ ସଙ୍ଗଇଲା । ସେ ମାଇଜି ସେ ଦାପ୍ରେସେ ସଲକ୍ ଅଇ ପର୍ମେସର୍କେ ମଇମା କର୍ବାର୍ ଲାଗ୍ଲା ।
14 The ruler of the synagogue, being indignant because Jesus had healed on the Sabbath, said to the crowd, "There are six days when work should be done Therefore come on those days and be healed, and not on the Sabbath day."
୧୪ଜିସୁ ବିସ୍ରାମ୍ଦିନେ ସେ ମାଇଜିକେ ନିକ କଲାଟା ଦେକି ଜିଉଦିମନର୍ ପାର୍ତନା ଗରର୍ ମୁକିଆ ବେସି ରିସା ଅଇଗାଲାଇ । କାଇକେ ବଇଲେ ଲକ୍ମନ୍କେ ନିକ କର୍ବାଟା ଗଟେକ୍ କାମ୍ ବଲି ଜିଉଦି ଲକ୍ମନ୍ ବାବ୍ତେ ରଇଲାଇ । ସେଟାର୍ ପାଇ ପାର୍ତନା ଗରର୍ ମୁକିଅ କଇଲା, “ଗଟେକ୍ ଆଟେ କାମ୍ କର୍ବାକେ ଚଅ ଦିନ୍ ଆଚେ, ସେ ଦିନ୍ ମନ୍କେ ତମେ ନିକ ଅଇବାକେ ଆସା । ମାତର୍ ବିସ୍ରାମ୍ବାରେ ନିକ ଅଇବାକେ କେବେ ମିସା ଆସାନାଇ ।”
15 Therefore the Lord answered him, "You hypocrites. Does not each one of you free his ox or his donkey from the stall on the Sabbath, and lead him away to water?
୧୫ମାତର୍ ଜିସୁ ତାକେ ଆରି ତେଇ ରଇଲା ଲକ୍ମନ୍କେ କଇଲା, “ଏ କୁଟିଆଲ୍ମନ୍! ତମେ ତମର୍ ଗରୁମନ୍କେ ମେଲି ପାନି କୁଆଇବାକେ ନିଆସ୍ ନାଇ କି? ସେଟା ମିସା ଗଟେକ୍ କାମ୍ସେ ।”
16 Ought not this woman, being a daughter of Abraham, whom Satan had bound, look, eighteen years, be freed from this bondage on the Sabbath day?"
୧୬“ମୁଇ ତାକେ ନିକ କଲି ଆଚି । ଏ ମାଇଜି ଅବ୍ରାଆମର୍ କୁଟୁମର୍ ଲକ୍ । ସଇତାନ୍ ତାକେ ଅଟ୍ର ବରସ୍ ଜାକ ଦାରି ରଇଲା । ସେ ମାଇଜି ବିସ୍ରାମ୍ ବାରେ ନିକ ଅଇବାଟା ଟିକ୍ ନଏଁ କି?”
17 As he said these things, all his adversaries were disappointed, and all the crowd rejoiced for all the glorious things that were done by him.
୧୭ଜିସୁ କଇଲା କାତା ସୁନି ତାର୍ ବିରଦି ଲକ୍ମନ୍ ଲାଜ୍ ଅଇଲାଇ । ମାତର୍ ବିନ୍ ଲକ୍ମନ୍ ସେ କର୍ବା ସବୁ କାବାଅଇଜିବା କାମ୍ ଦେକି ସାର୍ଦା ଅଇଗାଲାଇ ।
18 Then he said, "What is the Kingdom of God like? And to what can I compare it?
୧୮ତାର୍ ପଚେ ଜିସୁ କଇଲା, “ପର୍ମେସରର୍ ରାଇଜ୍ କେନ୍ତାଟା, ଆରି ମୁଇ କାଇଟା ସଙ୍ଗ୍ ସେଟା ସମାନ୍ କର୍ବି?
19 It is like a grain of mustard seed, which a man took, and put in his own garden. It grew, and became a tree, and the birds of the sky lodged in its branches."
୧୯ପର୍ମେସରର୍ ରାଇଜ୍ ଗଟେକ୍ ବଡ୍ ବର୍ ଗଚର୍ ସାନ୍ଟା ମୁଞ୍ଜି ପାରା । ଗଟେକ୍ ଲକ୍ ଗଟେକ୍ ସାନ୍ଟା ମୁଞ୍ଜି ରପିଦେଲା । ସେ ମୁଞ୍ଜି ତେଇ ଗାଜା ଅଇ ବଡ୍ ଗଚ୍ପାରା ଅଇଲା ଆରି ଚଡଇମନ୍ ଆସି ତାର୍ କେନ୍ଦାଇ ଗୁଡା ବାନ୍ଦ୍ଲାଇ ।”
20 And again he said, "To what can I compare the Kingdom of God?
୨୦ଜିସୁ ଆରି କଇଲା, “ପର୍ମେସରର୍ ରାଇଜ୍ କେନ୍ତିଟା ଆରି କାଇଟା ସଙ୍ଗ୍ ସମାନ୍ କରିଅଇସି?”
21 It is like yeast, which a woman took and hid in three measures of flour, until it was all leavened."
୨୧ସେଟା କମିର୍ ପାରା । ଜନ୍ଟା କି ଗଟେକ୍ ମାଇଜି ମାନେକ୍ ଗୁଣ୍ଡ୍ଟାନେ କଣ୍ଡେକ୍ କମିର୍ ପାକାଇ ଚକଟ୍ଲା ଆରି ସାରାସାରି ସେ କମିର୍, ଗୁଲାଇ ଗୁଣ୍ଡ୍ ଆମଟ୍ କରିଦେଲା ।
22 He went on his way through cities and villages, teaching, and traveling on to Jerusalem.
୨୨ତାର୍ ପଚେ ଜିସୁ ତାର୍ ସିସ୍ମନର୍ ସଙ୍ଗ୍ ଜିରୁସାଲମେ ଗାଲାବେଲେ ଗାଉଁମନ୍କେ ଆରି ଗଡ୍ମନ୍କେ ପର୍ମେସରର୍ ରାଇଜର୍ ବିସଇ ସିକାଇ ଦେଲା ।
23 One said to him, "Lord, are they few who are saved?" He said to them,
୨୩ସେବେଲେ ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ଜିସୁକେ କଇଲା, “ଏ ମାପ୍ରୁ, ଉନା ଲକ୍ମନ୍ସେ ପାପେ ଅନି ରକିଆ ପାଇବାଇ କି?” ଜିସୁ ସେମନ୍କେ କଇଲା,
24 "Strive to enter in by the narrow door, for many, I tell you, will seek to enter in, and will not be able.
୨୪“ଚିପୁଙ୍ଗି ଦୁଆର୍ ବାଟେ ପୁର୍ବାକେ ଚେସ୍ଟା କରା । କାଇକେ ବଇଲେ ବେସି ଲକ୍ମନ୍ ସେ ଚିପୁଙ୍ଗିବାଟ୍ଦେଇ ଜିବାକେ ଚେସ୍ଟା କର୍ବାଇ ମାତର୍ ଜାଇ ନାପାରତ୍ ।
25 When once the master of the house has risen up, and has shut the door, and you begin to stand outside, and to knock at the door, saying, 'Lord, open to us.' then he will answer and tell you, 'I do not know you or where you come from.'
୨୫ମୁଇ ଗଟେକ୍ ଗରର୍ ସାଉକାର୍ ପାରା । ଜେଡେବଲ୍ ସେ ସାଉକାର୍ କାପାଟ୍ ଡାବି ଦେଇସି । ସେଡ୍କି ବେଲେ ତମେ ଦୁଆରେ ଟିଆ ଅଇ ରଇସା ଆରି କାପାଟ୍ ଡକ୍ ଡକ୍ କରି ଏ ମାପ୍ରୁ ଆମର୍ ପାଇ କାପାଟ୍ ଉଗାଡା! ବଲି ଜୁଆର୍ ବିଆର୍ କର୍ସା । ମାତର୍ ସେ କାପାଟ୍ ନ ଉଗାଡି ସେମନ୍କେ କଇସି, ‘ତମେ କନ୍ତିଅନି?’ ମୁଇ ତମ୍କେ ମୁଲ୍କେ ନାଜାନି ।
26 Then you will begin to say, 'We ate and drank in your presence, and you taught in our streets.'
୨୬ମାତର୍ ତମେ କଇସା ‘ଏ ମାପ୍ରୁ ଆମେ ତମର୍ ସଙ୍ଗ୍ କାଇପିଇ ଅଇରଇଲୁ, ତୁଇ ଆମର୍ ଦୁଆର୍ ମନ୍କେ ସିକିଆ ଦେଇତେରଇଲୁସ୍ ବଲି କଇସା’
27 But he will reply, 'I do not know where you come from. Depart from me, all you workers of iniquity.'
୨୭ଆରି ସେ ତମ୍କେ କଇସି, ତମେ କନ୍ ଜାଗାର୍ ଲକ୍ମନ୍ ମୁଇ ତମ୍କେ ମୁଲ୍କେ ନାଜାନି, ଏ କରାପ୍ କାମ୍ କର୍ବା ଲକ୍ମନ୍, ‘ତମେ ସବୁ ମର୍ ମୁଆଟେ ଅନି ଉଟି ଜା ।’
28 There will be weeping and grinding of teeth, when you see Abraham, Isaac, Jacob, and all the prophets, in the Kingdom of God, and yourselves being thrown outside.
୨୮ଆରି ସେ ତମ୍କେ ପାଟାଇଦେବା ଜାଗାଇଅନି ଅବ୍ରାଆମ୍ ଇସାକ୍, ଜାକୁବ୍, ଆରି ପର୍ମେସରର୍ ଟାନେଅନି ଆସି ରଇଲା ବବିସତ୍ ବକ୍ତାମନ୍ ରଇବାଟା ଦେକ୍ସା । ମାତର୍ ପର୍ମେସର୍ ତାର୍ ରାଇଜେ ତମ୍କେ ଜାଗା ନ ଦେଏ । ଜେଡେବଲ୍ ଏଟା ଅଇସି, ସେ ବେଲା ସେଟା ଦେକି, ତମେ କାଇକାଇ କାରାପ୍ କାମ୍ମନ୍ କରି ରଇଲାସ୍ ସେଟା ସବୁ ଏତାଇ କରି ମାରିଚପିଅଇ କାନ୍ଦ୍ସା ଆରି ଦାତ୍ ମୁଣ୍ଡ୍ କାତ୍ରି ଅଇସା ।
29 They will come from the east, west, north, and south, and will sit down in the Kingdom of God.
୨୯ଆରି ଜିଉଦି ନଇଲା ଲକ୍ମନ୍ ଏ ଦୁନିଆର୍ ସବୁ କନ୍ଦିବିକନ୍ଦି ଅନି ଆସି ପର୍ମେସରର୍ ରାଇଜେ କାଇବାକେ ବସ୍ବାଇ ।
30 And look, there are some who are last who will be first, and there are some who are first who will be last."
୩୦ଆରି ଦେକା, ସାରାସାରି ରଇଲା ଲକ୍ ଆଗ୍ତୁ ଅଇବାଇ ଆରି ଆଗ୍ତୁ ରଇବା ଲକ୍ମନ୍ ପଚେ ଅଇଜିବାଇ ।”
31 In that same hour some Pharisees came, saying to him, "Get out of here, and go away, for Herod wants to kill you."
୩୧ସେଡ୍କିବେଲେ କେତେଟା ପାରୁସି ଲକ୍ମନ୍ ଜିସୁର୍ ଲଗେ ଆସି କଇଲାଇ, “ତମେ ଏ ଜାଗା ଚାଡି ଉଟି ଜା, କାଇକେ ବଇଲେ ଏରଦ୍ ତମ୍କେ ମରାଇବାକେ ମନ୍ କଲାନି ।”
32 And he said to them, "Go and tell that fox, 'Look, I cast out demons and perform cures today and tomorrow, and the third day I complete my mission.
୩୨ଜିସୁ ସେମନ୍କେ କଇଲା, “ତମେ ଜାଇ ସେ କଲିଆପାରା ଲକ୍କେ କୁଆ, ଦେକ୍ ଆଜି ଆରି କାଲି ମୁଇ ଡୁମା ଚାଡାଇଲିନି ଆରି ନିକ କଲିନି । ଆରି ପର୍ଦିନ୍କେ ମୁଇ ମର୍ କାବା ଅଇଜିବା କାମ୍କଲିନି । ପର୍ମେସରର୍ ଜଜ୍ନାଇ ରଇଲା ବେଲା କେଟ୍ବା ଆଗ୍ତୁ, ମୁଇ ଏନ୍ତି କାମ୍ କରି ସାରାଇବି ।
33 Nevertheless I must go on my way today and tomorrow and the next day, for it cannot be that a prophet perish outside of Jerusalem.'
୩୩କାଇଟା ମିସା ଅ, ମୁଇ ଆଜି, କାଲିକେ ଆରି ପର୍ଦିନ୍କେ ଜାଇତେ ରଇବାର୍ ଆଚେ, କାଇକେ ବଇଲେ ପର୍ମେସରର୍ ଟାନେଅନି ଆଇଲା ସବୁ ବବିସତ୍ବକ୍ତାମନ୍କେ ଜିରୁସାଲାମେସେ ମରାଇଆଚତ୍ ।”
34 "Jerusalem, Jerusalem, that kills the prophets, and stones those who are sent to her. How often I wanted to gather your children together, like a hen gathers her own brood under her wings, and you refused.
୩୪ଜିସୁ କଇଲା, “ଏ ଜିରୁସାଲମର୍ ଲକ୍ମନ୍! ପର୍ମେସର୍ ତମର୍ଟାନେ ଜେତ୍କି ପାଟାଇରଇଲା ବବିସତ୍ବକ୍ତାମନ୍କେ ମାରି ମରାଇଲାସ୍! ଆରି ପେରିତ୍ମନ୍କେ ତର୍କେ ତର୍ ପାକ୍ନା ମାରି ମରାଇଲାସ୍ । ତେବେ ତମର୍ପାଇ ମର୍ ଲଗେ ଗଟେକ୍ କାତା ଆଚେ । ମାଇ କୁକୁଡା ଜେନ୍ତି ତାର୍ ଟିଅଁମନ୍କେ ଡେନା ତଲେ ରୁଣ୍ଡାଇସି, ମୁଇ ସେନ୍ତି କେତେ ତର୍ ତମ୍କେ ରକିଆ କର୍ବାକେ ମନ୍ କଲି । ମାତର୍ ସେନ୍ତି କର୍ବାକେ ତମେ ନ ଦିଆସ୍ ।
35 Look, your house is abandoned to you. And I tell you, you will not see me until you say, 'Blessed is he who comes in the name of the Lord.'"
୩୫ଦେକା, ତମର୍ ମନ୍ଦିର୍ ଚାଡିଦେଇ ଆଚତ୍ । ସେଟାର୍ ପାଇ ପର୍ମେସର୍ ଏବେ ତମ୍କେ ‘ପାର୍ତନା ଗର୍ ଆରି ତମର୍ ଗଡ୍ ନିଜେ ରକିଆ କରା’ ବଲି ଚାଡି ଦେଲାଆଚେ । ମୁଇ ତମ୍କେ କଇଲିନି, ପର୍ମେସର୍ ଜନ୍ ଲକ୍କେ ଆସିର୍ବାଦ୍ କରି ଆମର୍ ଲଗେ ପାଟାଇଲାଆଚେ ବଲି ମର୍ ବିସଇ ନେଇ, ତମେ ନ କଇବାଜାକ ମକେ ଦେକିନାପାରାସ୍ ।”