< Ephesians 3 >

1 For this cause I, Paul, am the prisoner of Messiah Yeshua on behalf of you the non-Jews,
ଏଟାର୍‌ଲାଗି ତମର୍‌ ପାରା ଜିଉଦି ନଇଲା ଲକର୍‌ ପାଇ, କିରିସ୍‌ଟ ଜିସୁର୍‌ ଲାଗି ବନ୍ଦି ଅଇରଇବା ପାଉଲ୍‌ ମୁଇ, ପର୍‌ମେସର୍‌କେ ପାର୍‌ତନା କଲିନି ।
2 if it is so that you have heard of the administration of that grace of God which was given me toward you;
ତମର୍‌ ନିକପାଇ ପର୍‌ମେସର୍‌ ତାର୍‌ ଜିବନ୍‌ ଦୁକାଇଲାର୍‍ ତେଇଅନି ମକେ ଏ କାମ୍‌ ଦେଇଆଚେ । ଏଟା ନିଜେ ସୁନିଆଚାସ୍‌ ।
3 how that by revelation the mystery was made known to me, as I wrote before in few words,
ପର୍‌ମେସର୍‌ ସେ ଜାନାଇ ନରଇଲା ବିସଇ ମକେ ଜାନାଇ ଆଚେ । ଏ ବିସଇ ମୁଇ ଆଗ୍‍ତୁ ତମ୍‍କେ ଅଲପ୍‍ ଲେକି ରଇଲି ।
4 by which, when you read, you can perceive my understanding in the mystery of Messiah;
ସେଟା ପଡ୍‌ଲେ, କିରିସ୍‌ଟର୍‌ ପାଇ ରଇବା ପର୍‌ମେସରର୍‌ ଟିକିନିକି ବିସଇ ମୁଇ ବୁଜ୍‌ଲିଆଚି ବଲି, ତମେ ଜାନି ପାର୍‌ସା ।
5 which in other generations was not made known to people, as it has now been revealed to his holy emissaries and prophets in the Ruach;
ଆଗର୍‍ ଲକ୍‍ମନ୍‍କେ ଏ ଟିକିନିକି ବିସଇ ନ କୁଆଅଇ ରଇଲା । ମାତର୍‌ ଏବେ ତାର୍‌ ଆତ୍‍ମା ଦେଇ, ସେ ବାଚି ରଇବା ତାର୍‍ ସୁକଲ୍‌ ପେରିତ୍‌ମନ୍‍କେ ଆରି ବବିସତ୍‌ବକ୍‌ତାମନ୍‍କେ ସେ ଜାନାଇଲା ଆଚେ ।
6 that the non-Jews are fellow heirs, and fellow members of the body, and fellow partakers of the promise in Messiah Yeshua through the Good News,
ଏ ଲୁଚି ରଇବା ବିସଇ ଅଇଲାନି, ସୁବ୍‍କବରର୍‍ ଲାଗି, ଜିଉଦି ବିସ୍‍ବାସିମନର୍‍ ସଙ୍ଗ୍‌, ଜିଉଦି ନଇଲା ବିସ୍‍ବାସିମନ୍‍ ମିସା ପର୍‍ମେସରର୍‌ ଆସିର୍‌ବାଦେ ମିସ୍‍ବାଇ । ସେମନ୍‌ ମିସିକରି, ଗଟେକ୍‌ ଗାଗଡ୍‍ ପାରା ଅଇଜିବାଇ । ମାପ୍‍ରୁ ଜିସୁ କିରିସ୍‌ଟର୍‍ ଲାଗି ପର୍‍ମେସର୍‌ ଦେଇ ରଇବା ସବୁ କାତାଇ ବାଗ୍‍ ଅଇସା ।
7 of which I was made a servant, according to the gift of that grace of God which was given me according to the working of his power.
ପର୍‌ମେସର୍‌ ତାର୍‌ ଜିବନ୍‍ ଦୁକାଇଲାର୍‍ ତେଇଅନି ମକେ ଜନ୍‌ ଦାନ୍‌ ଦେଇ ଆଚେ, ସେଟାର୍‌ ଲାଗି ମୁଇ ନିମାନ୍‌ କବର୍‌ ଜାନାଇବା ଲକ୍‌ ଅଇଲିଆଚି । ତାର୍‍ ବପୁ ମର୍‍ ବିତ୍‍ରେ କାମ୍‍ କଲାର୍‍ ଲାଗି ଏଟା ଅଇଲା ।
8 To me, the very least of all kadoshim, was this grace given, to proclaim to the non-Jews the unsearchable riches of Messiah,
ମୁଇ ପର୍‌ମେସରର୍‌ ଲକ୍‌ମନର୍‌ ସବୁର୍‌ଟାନେଅନି ସାନ୍‌ ଅଇଲେ ମିସା ଜିଉଦିନଇଲା ଲକ୍‌ମନ୍‍କେ କିରିସ୍‌ଟର୍‌ଟାନେ ରଇବା ନିକ ନିକ ବିସଇ ଜାନାଇବାକେ ମକେ ସେ ବାଚ୍‍ଲା ଆଚେ । ଏ ବିସଇ ଲକ୍‍ମନ୍‍ ବୁଜ୍‍ବାକେ ଆବଡ୍‍ ରଇବାଟା ।
9 and to bring to light for all what is the administration of the mystery which for ages has been hidden in God, who created all things; (aiōn g165)
ପର୍‌ମେସର୍‌ ତାର୍‌ ଲୁଚ୍‌ତେରଇବା ଜଜ୍‌ନା କେନ୍ତାର୍‌ ପୁରାପୁରୁନ୍‍ କର୍‌ସି, ସେଟା ସବୁ ଜାନାଇବାକେ ମିସା ମକେ ବାଚ୍‍ଲା ଆଚେ । ସବୁ ବିସଇ ତିଆର୍‌ କଲା ବେଲେଅନି, ଏବେ ଜାକ ସେ ତାର୍‌ ଟିକିନିକି ବିସଇ ଲୁଚାଇକରି ସଙ୍ଗଇରଇଲା, । (aiōn g165)
10 to the intent that now through the congregation the manifold wisdom of God might be made known to the rulers and the authorities in the heavenly places,
୧୦ଜେନ୍ତାର୍‌କି ମଣ୍ଡ୍‌ଲିର୍‍ ଟାନେଅନି ତାର୍‍ ବିନ୍‍ ବିନ୍‍ ରକାମର୍‍ ଗିଆନ୍‍ ସର୍‌ଗର୍‌ ସାସନ୍‍କାରିଆମନ୍‍କେ ଆରି ବପୁ ରଇବାଟାମନ୍‌କେ, ସେ ଜାନାଇସି ।
11 according to the purpose of the ages which he purposed in Messiah Yeshua our Lord; (aiōn g165)
୧୧ଜଗତ୍‍ ତିଆର୍‍ କର୍‍ବା ଆଗ୍‍ତୁ, ଏଟା ସେ ଜଜ୍‍ନା କରିରଇଲା । ଏଟା ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟର୍‌ ଲାଗି ସେ ପୁରାପୁରୁନ୍‍ କଲା ଆଚେ । (aiōn g165)
12 in whom we have boldness and access in confidence through our faith in him.
୧୨କିରିସ୍‌ଟର୍‍ ତେଇ ବିସ୍‍ବାସ୍‍ କଲାର୍‍ ପାଇ ଆରି ତାର୍‍ ସଙ୍ଗ୍‌ ମିସି ରଇଲାର୍‍ ପାଇ, ନ ଡର୍‍ତେ, ସାଆସ୍‍ ଅଇକରି, ପର୍‌ମେସରର୍‌ ମୁଆଟେ ଟିଆ ଅଇବୁ ।
13 Therefore I ask that you not be discouraged because of my sufferings for you, which is your glory.
୧୩ସେଟାର୍‌ ପାଇ ମୁଇ ତମ୍‍କେ ବାବୁଜିଆ କରି କଇଲିନି, “ତମର୍‌ ପାଇ ବଲି ଅଇବା ମର୍‌ ଦୁକ୍‌ କସ୍‌ଟର୍‌ ପାଇ ମନ୍‌ଦୁକ୍‍ କରାନାଇ, ଏ ସବୁ ତମର୍‌ ବଲ୍‌ ପାଇ ଅଇଆଚେ ।”
14 For this cause, I bow my knees before the Father,
୧୪ସେଟାର୍‌ପାଇ ବଲିକରି ମୁଇ ପର୍‌ମେସରର୍‌ ମୁଆଟେ ମାଣ୍ଡିକୁଟା ଦେଇ ପାର୍‌ତନା କଲିନି,
15 from whom every family in heaven and on earth is named,
୧୫ତାର୍‍ ଲାଗିସେ ସରଗର୍‌ ଆରି ପୁର୍‌ତିବିର୍‌ ସବୁ କୁଟୁମ୍‌ ଅଇଲା ଆଚେ,
16 that he would grant you, according to the riches of his glory, that you may be strengthened with power through his Ruach in the inner person;
୧୬ମୁଇ ପାର୍‌ତନା କଲିନି ଜେନ୍ତିକି ସେ ତାର୍‌ ନ ସାର୍‍ବା ମଇମାଇଅନି, ତାର୍‍ ଆତ୍‍ମା ତମ୍‍କେ ବପୁ ଦେଇସି, ଜେନ୍ତିକି ତମର୍‍ ମନ୍‍ ଡାଟ୍‍ ଅଇସି ।
17 that Messiah may dwell in your hearts through faith; to the end that you, being rooted and grounded in love,
୧୭ମୁଇ ପାର୍‌ତନା କଲିନି, ଜେନ୍ତିକି ତମର୍‌ ବିସ୍‌ବାସର୍‌ ଲାଗି, କିରିସ୍‌ଟ ତମର୍‌ ବିତ୍‍ରେ ବାସା ଅଇସି । ଆରି, ତମେ ପର୍‍ମେସର୍‍କେ ଆରି ବିନ୍‍ ଲକ୍‍କେ ଆଲାଦ୍‍ କଲାଟାନେଅନି, ବୁଏଁ ଜାଇତେରଇବା ଗଚର୍‍ ଚେର୍‍ପାରା ଆରି କୁନାଦି ଉପ୍‍ରେ ତିଆର୍‍ ଅଇଲା ଗର୍‍ ପାରା ଡାଟ୍‍ ଅଇସା ।
18 may be strengthened to comprehend with all the kadoshim what is the breadth and length and height and depth,
୧୮ମୁଇ ପାର୍‌ତନା କଲିନି ତମେ ପର୍‌ମେସରର୍‌ ଲକ୍‌ମନର୍‌ ସଙ୍ଗ୍‍ ମିସିକରି କିରିସ୍‍ଟର୍‍ ଆଲାଦ୍‍ ବୁଜ୍‌ବାକେ ବପୁ ପାଇସା । ତାର୍‍ ବଡ୍‍ ଆଲାଦ୍‍ ସଙ୍ଗ୍‍ ସେ ଆମ୍‍କେ ଆଲାଦ୍‍ କଲା ଆଚେ ।
19 and to know Messiah's love which surpasses knowledge, that you may be filled with all the fullness of God.
୧୯ଉଁ, ନର୍‍ଲକ୍‍ ବୁଜ୍‍ବା ତେଇଅନି ଅଦିକ୍‍ କିରିସ୍‍ଟ ଆମ୍‍କେ ଆଲାଦ୍‍ କଲା ଆଚେ, ସେ ଆଲାଦ୍‍ ତମେ ଜାନା ବଲି ମୁଇ ପାର୍‍ତନା କଲିନି । ଜେନ୍ତାରିକି ତମର୍‍ ଚାଲାଚାଲ୍‍ତି ପରମେସରର୍‍ ପାରା ଅଇ ଆଇସି ।
20 Now to him who is able to do exceedingly abundantly above all that we ask or think, according to the power that works in us,
୨୦ପର୍‍ମେସର୍‌ ଜେକି ଆମେ ତାକେ ମାଙ୍ଗ୍‍ବା ତେଇଅନି କି ଚିନ୍ତା କର୍‍ବା ତେଇଅନି ଅଦିକ୍‍ କରିପାର୍‍ସି, କାଇକେ ବଇଲେ ତାର୍‍ ବଡ୍‍ ବପୁ ସଙ୍ଗ୍‍ ସେ ଆମର୍‍ ବିତ୍‍ରେ କାମ୍‍ କରି ଆଇଲାନି ।
21 to him be the glory in the congregation and in Messiah Yeshua to all generations forever and ever. Amen. (aiōn g165)
୨୧ମଣ୍ଡଲିଟାନେ ଆରି କିରିସ୍‌ଟ ଜିସୁର୍‌ଟାନେଅନି ପର୍‌ମେସରର୍‌ ବଡ୍‍ ବପୁ ବିନ୍‍ ଲକ୍‍କେ ଡିସ୍‍ଲାନି, ତାର୍‍ ବଡ୍‍ ବପୁର୍‍ ଲାଗି ପର୍‌ମେସର୍‍କେ ଡାକ୍‍ପୁଟା କରୁ, କାଲ୍‍କାଲ୍‍ ଜୁଗ୍‍ଜୁଗ୍‍ ସେ ଡାକ୍‌ପୁଟା ପାଇତେରଅ । ଆମେନ୍‌! (aiōn g165)

< Ephesians 3 >