< 3 Yochanan 1 >
1 The elder to Gaius the beloved, whom I love in truth.
୧ଏ ମଣ୍ଡଲିର୍ ପାର୍ଚିନ୍ ଇସାବେ ମୁଇ ଜଅନ୍, ଏ ଚିଟି ଆଲାଦର୍ ଗାଇସ୍, ତକେ ଲେକ୍ଲିନି । ମୁଇ ତକେ ସତଇସେ ଆଲାଦ୍ କଲିନି ।
2 Beloved, I pray that you may prosper in all things and be in good health, even as your soul prospers.
୨ଏ ମର୍ ଆଲାଦର୍ ମଇତର୍, ତମେ ଗାଗଡ୍ ଇସାବେ ବପୁ ଉଆ ଆରି ତମର୍ ସବୁ କାମ୍ ନିକ ଅ ବଲି ମୁଇ ପାର୍ତନା କଲିନି । ଜେନ୍ତାରିକି ମୁଇ ଜାନି, ତମେ ଆତ୍ମାଇ ମିସା ନିକସେ ଆଚାସ୍ ।
3 For I rejoiced greatly, when brothers came and testified about your truth, even as you walk in truth.
୩ପର୍ମେସରର୍ ସତ୍ ବାଟ୍ ଇସାବେ ତମେ ଚଲାଚଲ୍ତି କଲାସ୍ନି ବଲି କେତେଟା ସଙ୍ଗର୍ ବିସ୍ବାସି ବାଇମନ୍ ଇତି ଆସିକରି ଆମ୍କେ କଇଲାଇ । ଆରି ତମେ ସେନ୍ତାରିସେ ଚଲାଚଲ୍ତି କଲାସ୍ନି ବଲି ମୁଇ ଜାନି ।
4 I have no greater joy than this, to hear about my children walking in truth.
୪ମର୍ ପିଲାମନ୍ ସତ୍ ଇସାବେ ଚଲାଚଲ୍ତି କଲାଇନି ବଲି ସୁନ୍ଲାତେଇଅନି ଆରି କାଇ ବିସଇ ମକେ ସାର୍ଦା ନ କରାଏ ।
5 Beloved, you do a faithful work in whatever you accomplish for those who are brothers and strangers.
୫ମର୍ ଆଲାଦର୍ ମଇତର୍, ତମର୍ ସଙ୍ଗ୍ ରଇବା ବିନ୍ ଦେସର୍ ବିସ୍ବାସି ବାଇମନର୍ପାଇ ତମେ କର୍ବା କାମ୍ କେବେ କେବେ ନାଜାନିରଇଲେ ମିସା ସତ୍ସଙ୍ଗ୍ କଲାସ୍ନି ।
6 They have testified about your love before the church. You will do well to send them forward on their journey in a manner worthy of God,
୬ତାକର୍ ବିତ୍ରେଅନି କେତେକ୍ ଲକ୍ ଇତିର୍ ମଣ୍ଡଲିର୍ ଲକ୍ମନ୍କେ ତମର୍ ଆଲାଦର୍ ବିସଇ କାତା ଅଇଲାଇଆଚତ୍ । ସେନ୍ତାରି ଲକ୍ମନ୍କେ, ଜେଡେବେଲେ ତମ୍କେ ଚାଡି ଅଲ୍ଗା ଜାଗାମନ୍କେ ଜିବାବେଲେ, ଆଗ୍କେ ପଚ୍କେ କାଇଟା ନ ବାବିକରି ସାଇଜ କରିଲାଗିରୁଆ ।
7 because for the sake of the Name they went out, taking nothing from the non-believers.
୭ଏ ଲକ୍ମନ୍ ଜିସୁକିରିସ୍ଟର୍ ସେବା କାମର୍ଲାଗି ଗୁଲାଇବାଟେ ବୁଲ୍ଲାଇନି । ଆରି କିରିସ୍ଟକେ ବିସ୍ବାସ୍ ନ କର୍ବା ଲକ୍ମନର୍ତେଇଅନି ସେମନ୍ କାଇ ସାଇଜ ନ ମାଙ୍ଗତ୍ ।
8 We therefore ought to receive such, that we may be fellow workers for the truth.
୮ତେବର୍ପାଇ ଆମେ ତାକର୍ ସଙ୍ଗର୍ ବିସ୍ବାସିମନ୍, ସେମନ୍କେ ଜାଇଟା ଲଡାଆଚେ ସେଟା ଦେଇତେରଉଁ । ଏନ୍ତାରି ଲକ୍ମନ୍କେ ସତ୍ ଜାନାଇବା କାମ୍ଟାନେ ଆମେ ମିସିକରି କରୁ ।
9 I wrote something to the church, but Diotrephes, who loves to be first among them, does not accept what we say.
୯ତମର୍ ନଅରେ ରଇବା ମଣ୍ଡଲିର୍ ଲକ୍ମନ୍କେ ମୁଇ ଆଗ୍ତୁ ଗଟେକ୍ ଚିଟି ଲେକିରଇଲି । ମାତର୍ ଡାୟଟେପିସ୍ ମର୍ କାତା ଦାରେନାଇ । କାଇକେବଇଲେ ସେ ନିଜେ ମଣ୍ଡଲିର୍ ନେତା ଅଇବି ବଲି ମନ୍କଲାନି ।
10 Therefore, if I come, I will call attention to his deeds which he does, unjustly accusing us with wicked words. Not content with this, neither does he himself receive the brothers, and those who would, he forbids and throws out of the church.
୧୦ତେବର୍ପାଇ ମୁଇ ଜେଡେବେଲେ ତମର୍ ନଅରେ ଆଇବାବେଲେ ଡାୟଟେପିସ୍ ଜାଇଟା କଲାନି, ସେଟାସବୁ ମଣ୍ଡଲିର୍ ଲକ୍ମନ୍କେ, କଇଦେବି ବଲି ମନ୍ କଲି । ସେ ମର୍ ବିରୁଦେ, ନ କର୍ଲାଟାମନ୍ କଇବୁଲ୍ଲାନି । ଆରି ତାର୍ତେଇଅନି ଅଦିକ୍ କାରାପ୍ଟା ମିସା ସେ କଲାନି । ଆମର୍ ସଙ୍ଗର୍ ବିସ୍ବାସିମନ୍, ଜେକି ସୁବ୍କବର୍ ଜାନାଇଲାଇନି, ସେ ସେମନ୍କେ ଡାକିନେବାକେ ନିଚ୍ଲାନି । ଜନ୍ ଲକ୍ମନ୍ ସେମନ୍କେ ଡାକିନେବାକେ ମନ୍ କଲାଇନି, ସେମନ୍କେ ତେବାଇଲାନି । ସେନ୍ତାରି ଲକ୍ମନ୍କେ ମଣ୍ଡଲିର୍ ସବାତେଇ ଆଇବାକେ ମନାକଲାନି ।
11 Beloved, do not imitate that which is evil, but that which is good. He who does good is of God. He who does evil hasn't seen God.
୧୧ଆଲାଦର୍ ମଇତର୍, କାରାପ୍ କାମ୍ କରି ଚଲାଚଲ୍ତି କର୍ବା ଲକ୍ମନର୍ ପାରା ଉଆନାଇ । ତାର୍ ବାଦୁଲେ ନିକ କାମ୍ କର୍ବା ଲକ୍ମନର୍ପାରା ଉଆ । ଜଦି କେ କାରାପ୍ କାମ୍ କଲେ, ତାର୍ କାମେଅନି ସେ ପର୍ମେସର୍କେ ନାଜାନେ ବଲି ଡିସ୍ଲାନି ।
12 Demetrius has the testimony of all, and of the truth itself; yes, we also testify, and you know that our testimony is true.
୧୨ଡିମିତିର୍ ଗଟେକ୍ ନିକ ଲକ୍ ବଲି ମଣ୍ଡଲିର୍ ସବୁଲକ୍ କଇଲାଇନି । ସେ ସତ୍ ବିସଇ ଇସାବେ ଚଲାଚଲ୍ତି କଲାନି । ତେବର୍ପାଇ ସେ ଗଟେକ୍ ନିକ ଲକ୍ ବଲି ଆମେ ଜାନିଆଚୁ । ସେ ଗଟେକ୍ ନିକ ଲକ୍ ବଲି ମୁଇ ମିସା ସାକିଦେଲିନି । ଆରି ତମେ ଜାନାସ୍ ଆମେ ଗଟେକ୍ ଲକର୍ କାଇଆଲେ ବିସଇ କଇଲେ, ସେଟା ସତ୍ ।
13 I had many things to write to you, but I am unwilling to write to you with ink and pen;
୧୩ତମ୍କେ ମୁଇ ବେସି ବିସଇ କଇବାକେ ମନ୍ କଲିନି, ମାତର୍ ଚିଟିଟାନେ ଲେକ୍ବାକେ ମନ୍ କରିନାଇ ।
14 but I hope to see you soon, and we will speak face to face. Peace be to you. The friends greet you. Greet the friends by name.
୧୪ମୁଇ ଦାପ୍ରେ ତମର୍ଟାନେ ଆସିକରି ତମର୍ ମୁଆଟେ ସବୁ କାତା କଇବି । ପର୍ମେସର୍ ତମ୍କେ ସାନ୍ତି ଦେଅ । ମଣ୍ଡଲିତେଇ ରଇବା ତମର୍ ସବୁ ମଇତର୍ମନ୍ ଜୁଆର୍ ଜାନାଇଲାଇନି । ତମର୍ ନଅରର୍ ମଣ୍ଡଲିତେଇ ରଇବା ମର୍ ସବୁ ମଇତର୍ମନ୍କେ ଗଟେକ୍ ଗଟେକ୍ ଲକ୍କେ, ଜୁଆର୍ ଜାନାଆ ।