< 2 Timothy 3 >
1 But know this, that in the last days terrible times will come.
ମଃତର୍ ଇରି ଜାଣିରିଆ ଜେ, ସେସ୍ କାଳେ ବୟଃଙ୍କାର୍ ବେଳା ଆସେଦ୍
2 For people will be lovers of self, lovers of money, boastful, arrogant, blasphemers, disobedient to parents, unthankful, unholy,
କାୟ୍ତାକ୍ବଃଲେକ୍ ଲକ୍ମଃନ୍ ନିଜ୍କେ ଲଃବଦ୍ କଃର୍ତି, ଦଃନ୍ଲଃବି, ଆହ୍ଣାକେ ଗଃର୍ବ, ଆକାରିଆ, ଲିନ୍ଦାକଃରୁ, ଆୟ୍ସି ଉବାସିର୍ ଅମାନ୍ୟା, ଉହ୍କାର୍ ହାସୁର୍ତାର୍, ବିଟାଳ୍
3 unloving, unforgiving, slanderers, without self-control, brutal, hateful of good,
ଦଃୟା ନଃକେର୍ତି, କାର୍ ସଃଙ୍ଗ୍ ନଃମିସ୍ତାର୍, ଲିନ୍ଦା କଃର୍ତାର୍, ନଃସେମ୍ୱାଳ୍ତାର୍, କଃର୍ନିଆ, ନିକରିକେ ଲାଡ୍ନଃକେର୍ତାର୍,
4 treacherous, reckless, conceited, lovers of pleasure rather than lovers of God;
ବିସ୍ୱାସେ ବିସ୍ ଦେତି, କଃରାବ୍ କାମ୍ କଃରୁକେ ବଃଡେସାସି, ବଃଡ୍ହାଣ୍ୟା ଅଃଉତି ଆର୍ ଲାଡ୍କାରି ଇସ୍ୱର୍କେ ଲାଡ୍ ନଃକେରି ସଃର୍ଦାକଃରୁକ୍ ବଃଲ୍ହାଉତି ।
5 holding a form of godliness, but having denied the power thereof. Turn away from these, also.
ସେମଃନ୍ ଦଃର୍ମାର୍ ହଃଦାବାଟାର୍ ବେସ୍ ଦଃର୍ତି, ମଃତର୍ ଇତାର୍ ସଃକ୍ତିକେ ଚାଡିଦେତି, ଅଃନ୍କା ଲକାର୍ ତଃୟ୍ହୁଣି ଦୁରିରିଆ ।
6 For among them are those who crawl into households and take captive weak-willed women weighed down with sins, led away by various passions and pleasures,
ବଃଲେକ୍ ଇମଃନାର୍ ବିତ୍ରେ ଅଃନ୍କା ଲକ୍ମଃନ୍ ଆଚ୍ତି, ଜୁୟ୍ମଃନ୍ ଗଃରେ ଗଃରେ ହୁରି ହାହାର୍ ବଜେ ଆର୍ ବିନ୍ବିନ୍ ରଃକମାର୍ କଃରୁକେ ଇଚାୟ୍ ଚାଲ୍ତା ବୁଦି ନୟ୍ଲା ମାୟଜିମଃନ୍କେ ନିଜାର୍ ଆୟ୍ତେ ରଃକ୍ତି ।
7 always learning, and never able to come to the knowledge of the truth.
ଇ ମାୟ୍ଜିମଃନ୍ ସଃବୁବଃଳ୍ ସିକ୍ତି ରିଲେକ୍ ହେଁ ସଃତ୍ ଜାଣୁକ୍ କଃବେ ହେଁ ନଃହାର୍ତି ।
8 Even as Jannes and Jambres opposed Moses, so do these also oppose the truth; people corrupted in mind, disapproved concerning the faith.
ଆର୍ ଜଃନ୍କଃରି ଜନିସ୍ ଆର୍ ଜମ୍ବ୍ରିସ୍ ମସାର୍ ବାଦା ଦେତି ରିଲାୟ୍, ସେନ୍କଃରି ଇ ଲକ୍ମଃନ୍ ହେଁ ସଃତାର୍ ବାଦା ଦେତି; ମୁଣ୍ଡ୍ବଃୟା ଅୟ୍ ବିସ୍ୱାସ୍ କଃତାୟ୍ ଟିକ୍ ଗ୍ୟାନେ ହୁର୍ନ୍ ନଃଉତି ।
9 But they will proceed no further. For their folly will be evident to all, as theirs also was.
ମଃତର୍ ସେମଃନ୍ ଆରେକ୍ ଅଃଦିକ୍ ଆଗ୍ତୁ ଜଃଉଁ ନଃହାର୍ତି, ବଃଲେକ୍ ସେ ଦୁୟ୍ ଲକାର୍ ଅବୁଜ୍ୟାହାଣ୍ ଜଃନ୍କଃରି ଜାଣାହ୍ଳିରିଲି, ସେର୍କଃମ୍ ଇ ଲକାର୍ ହେଁ ସଃବୁ ଲକାର୍ ତଃୟ୍ ନିକକଃରି ଜାଣାହ୍ଳେଦ୍ ।
10 But you did follow my teaching, conduct, purpose, faith, patience, love, steadfastness,
ମଃତର୍ ତୁମି ମର୍ ସିକ୍ୟା, ଚାଲାଚାଲ୍ତି, ଇଚା, ବିସ୍ୱାସ୍, ସଃମ୍ବାଳ୍ତାର୍, ଲାଡ୍, ସାସ୍
11 persecutions, and sufferings: those things that happened to me at Antioch, Iconium, and Lystra. I endured those persecutions. Out of them all the Lord delivered me.
ତାଳ୍ନା ଆର୍ ଦୁକ୍ ବୟ୍ଗ୍ କଃରିଆଚାସ୍, ଆନ୍ତିଅକିଆ, ଇକନିଆ, ଆର୍ ଲୁସ୍ତ୍ରାୟ୍ ମକ୍ ସେରଃକମ୍ ତାଳ୍ନା ଅୟ୍ରିଲି; ମୁୟ୍ଁ ସେରି ସଃମ୍ବାଳିରିଲେ, ଆର୍ ମାପ୍ରୁ ମକ୍ ସେ ସଃବୁ ତଃୟ୍ ହୁଣି ରଃକ୍ୟା କଃରି ରିଲା,
12 Yes, and all who desire to live godly in Messiah Jesus will suffer persecution.
ସଃତ୍ୟାକଃରି ଜୁୟ୍ମଃନ୍ କ୍ରିସ୍ଟ ଜିସୁର୍ ତଃୟ୍ ଦଃର୍ମ ଜିବନ୍ କାଟୁକ୍ ମଃନ୍କଃର୍ତି, ସେମଃନ୍ ତାଳନା ବୟ୍ଗ୍ କଃର୍ତି ।
13 But evil people and impostors will grow worse and worse, deceiving and being deceived.
ମଃତର୍ ଦୁସ୍ଟ୍ଲକ୍ ଆର୍ ମିଚୁଆମଃନାର୍ ବାଟ୍ ମଃର୍ନ୍ ହାକ୍ କାଡାୟ୍ ନଃୟ୍ଦ୍, ସେମଃନ୍ ବିନ୍ ଲକେ ବୁଲ୍କାୟ୍ କଃରି ହଃଚେ ନିଜ୍କେ ଜଃଟେଦ୍ ।
14 But you remain in the things which you have learned and have been assured of, knowing from whom you have learned them.
ମଃତର୍ ତୁୟ୍ ଜୁୟ୍ ଜୁୟ୍ରି ସିକ୍ୟା ହାୟଆଚ୍ସି, ଆର୍ ଜୁୟ୍ କଃତାମଃନ୍ ସଃତ୍ ବଃଲି ଜାଣିଆଚ୍ସି, ସେ ସଃବୁ ତଃୟ୍ ତିର୍ ଅୟ୍ରେ, ବଃଲେକ୍ ତୁୟ୍ ଜାଣୁଲିସ୍ କାର୍ ତଃୟହୁଣି ସେରିମଃନ୍ ସିକି ଆଚ୍ସି
15 From infancy, you have known the holy Scriptures which are able to make you wise for salvation through faith, which is in Messiah Jesus.
ଆରେକ୍ ଜୁୟ୍ ଦଃର୍ମସାସ୍ତର୍ ଜିସୁ କ୍ରିସ୍ଟର୍ ତଃୟ୍ ବିସ୍ୱାସ୍ କଃଲେକ୍ ତକ୍ ମୁକ୍ଳାଉତା ଗିଆନ୍ ଦେଉଁ ହାରେ, ସେରି ତୁୟ୍ ହିଲାବଃଳ୍ହୁଣି ଜାଣିଆଚ୍ସି ।
16 All Scripture is God-breathed and profitable for teaching, for reproof, for correction, and for training in righteousness,
ସଃବୁ ସାସ୍ତର୍ ଇସ୍ୱର୍ କୟ୍ଲାକ୍ ଲେକ୍ଲା ଆର୍ ସଃତ୍ ସିକ୍ୟା, ବୁଲ୍ କଃଲେକ୍ ଉଳ୍ତାର୍, ସୁଦାର୍ତାର୍, ଆର୍ ଦଃର୍ମି ଅଃଉତା ବିସୟେ ସାସନାର୍ ହାୟ୍ଁ ଉହ୍କାରି,
17 that the person of God may be complete, thoroughly equipped for every good work.
ଜଃନ୍କଃରି ଇସ୍ୱରାର୍ ଲକ୍ ହୁର୍ନ୍ ଅୟ୍ ସଃବୁ ରଃକମାର୍ ନିକ କାମାର୍ ଗିନେ ଜୟ୍ଗ୍ ଅୟ୍ଦ୍ ।