< 2 Peter 3 >

1 This is now, beloved, the second letter that I have written to you; and in both of them I stir up your sincere mind by reminding you;
ଏ ମର୍‌ ଆଲାଦର୍‌ ବାଇବଇନିମନ୍‌, ଏଟା ମୁଇ ତମର୍‌ ଲଗେ ଦୁଇପାଲି ଅଇଲା ଚିଟି ଲେକ୍‌ଲିନି । ଏ ଦୁଇଟାଜାକ ଚିଟିତେଇ ଏ ସବୁ ବିସୟ୍‌ ମନେ ଏତାଇ ତମର୍‌ ମନେ ସୁକଲ୍‌ କର୍‌ବାପାଇ ଚିନ୍ତା କଲିନି ।
2 that you should remember the words which were spoken before by the holy prophets, and the commandment of the Lord and Savior through your apostles:
ବେସି ଆଗେ ସୁକଲ୍‌ ବବିସତ୍‌ବକ୍‍ତାମନ୍‍ ଜନ୍‌ସବୁ କାତା ଜାନାଇ ରଇଲାଇ ଆରି ଉଦାର୍‌ କର୍‍ବା ମାପ୍‌ରୁ ଦେଇରଇବା ଆଦେସ୍‌ ତମ୍‌କେ ପେରିତ୍‌ ସିସ୍‌ମନ୍‌ ଦେଇଆଚତ୍‌, ସେଟା ତମର୍‌ ମନେ ଏତାଇ ଦେବାକେ ମନ୍‌କଲିନି ।
3 knowing this first, that in the last days scoffers will come, mocking and walking after their own lusts,
ପର୍‌ତମେ ଏଟା ଜାନା ଜେ, ସାର୍‌ଲା ଦିନ୍‌ମନ୍‌କେ ଲକ୍‍ମନ୍‍ ନିଜର୍‌ ନିଜର୍‌ କାରାପ୍‌ ମନ୍‍କଲା ଇସାବେ ଚଲାଚଲ୍‌ତି କର୍‌ବାଇ । ସାରାସାରି ଦିନେ ସେମନ୍‌ ସତ୍‌କେ ନିସାର୍‌ କରି ପାଚାର୍‌ବାଇ ।
4 and saying, "Where is the promise of his coming? For, from the day that the fathers fell asleep, all things continue as they were from the beginning of the creation."
ଆରି କିଜାଇକରି କଇବାଇ, “ଜିସୁ ଆଇବି ବଲି କାତା ଦେଇରଇଲାଟା, କେନେ ତେବେ?” କାଇକେବଇଲେ ପୁର୍‌ବେଅନି ଆମର୍‍ ଆନିଦାଦିମନ୍‌ ମଲାତେଇଅନି ଏବ୍‌କେ ଜାକ ସବୁ ବିସଇ ଜେନ୍ତି ରଇଲା, ଏବେ ମିସା ସେନ୍ତାର୍‍ସେ ଆଚେ ।
5 For this they willfully forget, that there were heavens from of old, and an earth formed out of water and amid water, by the word of God;
ସେମନ୍‌ ଜାନି ଜାନି ପାସ୍‌ରିଗାଲାଇନି ଜେ ଆଗର୍‌ ବେଲ୍‌ ଆରି ବାଦଲ୍‌ ସବୁ ମାପ୍‌ରୁର୍‌ ବାକିଅର୍‍ ଲାଗି ଗଟ୍‌ଲା ଆଚେ, ଦର୍‌ତନି ପାନି ବିତ୍‌ରେଅନି ବାରଇଲା ଆଚେ ଆରି ଦର୍‌ତନି ଚାରିବେଟ୍‌ତି ପାନି ରଇଲା ବଲି ।
6 by which means the world that then was, being deluged with water, was destroyed.
ତାର୍‌ଲାଗି ସେ ସେବେଲେ ପୁର୍‌ନା ଜଗତ୍‌ ପାନି ସଙ୍ଗ୍‌ ବୁଡି ନସିଗାଲା ।
7 But the heavens that now are, and the earth, by the same word have been stored up for fire, being reserved against the day of judgment and destruction of ungodly people.
ମାତର୍‌ ଏବେ ରଇବା ବାଦଲ୍‌ ଆରି ଦର୍‌ତନି ସେ ବାକିଅର୍‍ ଲାଗି, ଦରମ୍‌ ନଇଲା ଲକ୍‌ମନ୍‌କେ ବିଚାର୍‌ ଆରି ବିନାସର୍‌ ଦିନ୍‌ ଜାକ, ଜଇ ସଙ୍ଗ୍‌ ନସ୍‌ଟ ଅଇବାକେ ଜମାଇକରି ସଙ୍ଗଇଲା ଆଚେ ।
8 But do not forget this one thing, beloved, that one day is with the Lord as a thousand years, and a thousand years as one day.
ମାତର୍‌ ଏ ଆଲାଦର୍‌ ବାଇମନ୍‌, ମାପ୍‌ରୁ ଦେକ୍‍ବା ଇସାବେ, ଗଟେକ୍‌ ଦିନ୍‌ଜେ ଅଜାର୍‌ ବରସ୍‌ ପାରା, ଆରି ଅଜାର୍‌ ବରସ୍‌, ଗଟେକ୍‌ ଦିନ୍‌ ପାରା, ଏ ମୁଲିକା ରଇଲା ବିସଇ ତମେ ପାସ୍‌ରା ନାଇ ।
9 The Lord is not slow concerning his promise, as some count slowness; but is patient toward you, not wishing that any should perish, but that all should come to repentance.
ଅଲସମ୍‍ ଅଇସି ବଲି କେତେଲକ୍‌ ଏତାଇଲାଇନି, ମାତର୍‌ ମାପ୍‌ରୁ ନିଜେ କାତା ଦେଲା ବିସଇ ସେନ୍ତାର୍‌ ଅଲ୍‍ସମ୍‍ କରେନାଇ । ମାତର୍‌ କେମିସା ଜେନ୍ତିକି ବିନାସ୍‍ ନଅତ୍‌, ସେମନ୍‌ ସବୁ ମନ୍‌ ବାଦ୍‌ଲାଇବାଇ, ଏଟା ସେ ମନ୍‍କରି ତମର୍‌ ପାଇ ବଲି ଅଲ୍‍ସମ୍‍ ଅଇଲାନି ।
10 But the day of the Lord will come as a thief; in which the heavens will pass away with a great noise, and the elements will be dissolved with fervent heat, and the earth and the works on it will not be found.
୧୦ମାପ୍‌ରୁର୍‌ ଦିନ୍‌ ଚର୍‌ ଆଇଲା ରକାମ୍‌ କେଟିଜାଇସି । ସେ ଦିନେ ବାଦଲ୍‌ ସବୁ ବେସି ସବଦ୍‌ ସଙ୍ଗ୍‍ ନସ୍‌ଟ ଅଇଜାଇସି, ବାଦ୍‌ଲେ ଉଜଲ୍‌ ରଇବାଟାମନ୍‌ ସବୁ ସିଲିଜାଇସି, ପୁର୍‌ତିବି ଆରି ସିତି ରଇଲା ଲକ୍‌ମନ୍‌ ତିଆର୍‌ କଲା ଜେତେକ୍‌ ସବୁ ଜିନିସ୍‌ ପଡିଜିବାଇ ।
11 Therefore since all these things will be destroyed like this, what kind of people ought you to be in holy living and godliness,
୧୧ଏ ସବୁ ବିସଇ ଏ ରକାମ୍‌ ଆଜିଜାଇସି, ତେବର୍‍ ପାଇ ତମେମନ୍‌ ବେସି ସୁକଲ୍‌ ଆରି ଜାଗ୍‍ରତ୍‍ସଙ୍ଗ୍‌ ରଇବାର୍‍ ଆଚେ।
12 looking for and earnestly desiring the coming of the day of God, which will cause the burning heavens to be dissolved, and the elements will melt with fervent heat?
୧୨ମାପ୍‌ରୁ ଆଇବା ଦିନ୍‌କେ ଜାଗି କରି, ସେଟାଜେନ୍ତି ଦାପ୍‌ରେ ଆଇସି, ସବୁ ବେଲେ ଦରମ୍‌ ଚଲାଚଲ୍‍ତି କର୍‍ବାର୍‍ ଆଚେ ।
13 But, according to his promise, we look for new heavens and a new earth, in which righteousness dwells.
୧୩ଆମେ ସେ କାତା ଦେଲା ଇସାବେ ନୁଆଁ ବାଦଲ୍‌ ଆରି ନୁଆଁ ପୁର୍‌ତିବିକେ ଜାଗ୍‌ଲୁନି । ସେଟା ଦରମ୍‌ଲକର୍‌ ବାସା ଅଇବା ଜାଗା ଅଇସି ।
14 Therefore, beloved, seeing that you look for these things, be diligent to be found in peace, without blemish and blameless in his sight.
୧୪ସେଟାର୍‌ ପାଇ ଏ ଆଲାଦର୍‌ ବାଇମନ୍‌, ତମେ ସେ ଦିନ୍‍କେ ଜାଗ୍‍ତେରୁଆ । ପର୍‍ମେସର୍‍ ଦେକ୍‍ବା ଇସାବେ, କାଇ ଦସ୍‍ ନ ଅଇତେ, ସୁକଲ୍‍ ଲକ୍‍ମନର୍‍ ପାରା, ତାର୍‍ ସଙ୍ଗ୍‍ ସାନ୍ତିଅଇ ରଇବାକେ ଜାଗ୍‌ରତ୍‌ ଉଆ ।
15 Regard the patience of our Lord as salvation; even as our beloved brother Paul also, according to the wisdom given to him, wrote to you;
୧୫ଆରି, ଆମର୍‌ ମାପ୍‌ରୁ ବେସି ଦିନ୍‌ ଜାଗ୍‌ବାଟା ଆରି ରକିଆ କର୍‌ବାଟା ବଲି ଏତାଆ । ଆମର୍‌ ଆଲାଦର୍‌ ବାଇ ପାଉଲ୍‌କେ ମିସା ମାପ୍‌ରୁ ତାକେ ଦେଲା ବୁଦି ଇସାବେ ତମର୍‌ ଲଗେ ଏନ୍ତାର୍‌ ଲେକ୍‌ଲା ଆଚେ ।
16 as also in all of his letters, speaking in them of these things. In those, there are some things that are hard to understand, which the ignorant and unsettled twist, as they also do to the other Scriptures, to their own destruction.
୧୬ସେ ତାର୍‌ ସବୁ ଚିଟି ଲଗେ ମିସା ଏ ସମାନ୍‌ ବିସଇ ଲେକ୍‌ଲାଆଚେ । ମାତର୍‌ ତେଇଅନି କେତେଟା ବିସ‍ଇ ଲକ୍‌ମନ୍‌କେ ବୁଜ୍‌ବାକେ କସ୍‌ଟ ଆଚେ । ଜନ୍‌ ଲକ୍‌ମନ୍‌ ନିକ ସିକତ୍‌ନାଇ ଆରି ତାକର୍‌ ବିସ୍‌ବାସ୍‌ଟାନେ ଡାଟ୍‌ନାଇ, ଏ ସବୁ ବିସ‍ଇର୍‌ ଅରତ୍‌ ବୁଲ୍‌ଇସାବେ ବାତାଇଲାଇନି । ପର୍‌ମେସରର୍‌ ବାକିଅତେଇର‍ଇବା କେତେଟା ବିନ୍‌ ବିସ‍ଇମନ୍‌ ମିସା ଏନ୍ତାରି ବୁଲ୍‌କରି ବାତାଇଲାଇନି । ଏନ୍ତାରି କଲାର୍‌ପାଇ ପର୍‌ମେସର୍‌ ସେମନ୍‌କେ କୁରୁପ୍‌ନାସ୍‌ କର୍‌ସି ।
17 You therefore, beloved, knowing these things beforehand, beware, lest being carried away with the error of the wicked, you fall from your own steadfastness.
୧୭ଏ ଆଲାଦର୍‌ ବାଇମନ୍‌, ତମେ ଆଗେ ଅନି ଏ ସବୁ ବିସଇ ଜାନି ଜାଗର୍‌ତା ଅଇରୁଆ । କେଡେବଲ୍‌ ନିୟମ୍‌ ନ ମାନ୍‌ଲା ଲକର୍‌ ଆସାର୍‌ କାମର୍‌ ପାନ୍ଦ୍‌ଲଗେ ଅଦ୍‌ରି, ଡାଟ୍‌ସଙ୍ଗ୍‌ ରଇବା ବିସ୍‌ବାସେ ଅନି ଉନା ଉଆନାଇ ।
18 But grow in the grace and knowledge of our Lord and Savior Jesus (the) Messiah. To him be the glory both now and forever. Amen. (aiōn g165)
୧୮ମାତର୍‌ ଆମର୍‌ ମାପ୍‌ରୁ ଆରି ଉଦାର୍‌ କର୍‌ବା ଜିସୁକିରିସ୍‌ଟର୍‌ ଜିବନ୍‌ ଦୁକାଇଲାଟା ଆରି ଗିଆନ୍‌ ସଙ୍ଗ୍‌ ଅଦିକ୍‌ ଅଦିକ୍‌ ବଡା । ଏବେ ଆରି କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ଜାକ ସେ ଡାକ୍‌ପୁଟା ପାଅ । ଆମେନ୍‌ । (aiōn g165)

< 2 Peter 3 >

The Great Flood
The Great Flood