< John 20 >
1 Now on the first day of the week, Maryam Magdelaitha went early, while it was still dark, to the tomb, and saw the stone taken away from the tomb.
ରୟ୍ବାର୍ ଦିନ୍ ବର୍ ସଃକାଳ୍ୟା ଅଃନ୍ଦାର୍ ରେଉଁ ରେଉଁ ମଗ୍ଦଲିନି ମରିୟମ୍ ମଃସୁଣ୍ ଲଃଗେ ଜାୟ୍ ସେଲଃଗେ ଡାହିରିଲା ଟେଳା ଗୁଚିରିଲାର୍ ଦଃକ୍ଲି ।
2 Therefore she ran and came to Shimon Kipha, and to the other disciple whom Yeshua loved, and said to them, "They have taken away the Lord out of the tomb, and we do not know where they have put him."
ତଃବେ ସେ ଦଃବ୍ଳି ଜାୟ୍ ସିମନ୍ ପିତର୍ ଆର୍ ଜିସୁ ଜାକେ ଲାଡ୍ କଃର୍ତିରିଲା, ସେ ବିନ୍ ଚେଲାର୍ ଲଃଗେ ଆୟ୍ଲି, ଆର୍ ସେମଃନ୍କେ କୟ୍ଲି, “ସେମଃନ୍ ମାପ୍ରୁକ୍ ମଃସୁଣ୍ କାଲେ ହୁଣି ନଃୟ୍ ଗଃଲାୟ୍ ଆଚ୍ତି, ଆରେକ୍ ତାକ୍ କୁୟ୍ ଟାଣେ ସଃଙ୍ଗାୟ୍ ଆଚ୍ତି, ସେରି ଅଃମିମଃନ୍ ନଃଜାଣୁ ।”
3 Therefore Kipha and the other disciple went out, and they went toward the tomb.
ସେତାକ୍ ପିତର୍ ଆର୍ ସେ ବିନ୍ ଚେଲା ମଃସୁଣ୍ ଲଃଗେ ଜଃଉଁକେ ବାରାୟ୍ଲାୟ୍ ।
4 They both ran together. The other disciple outran Kipha, and came to the tomb first.
ସେମଃନ୍ ଦୁୟ୍ଲକ୍ ଅଃକାବଃଳ୍ ଦଃବ୍ଳୁକ୍ ଦଃର୍ଲାୟ୍, ଆର୍ ସେ ବିନ୍ ଚେଲା ପିତର୍କେ ହଃଚେ ଚାଡି ଆଗ୍ତୁ ମଃସୁଣ୍ ଲଃଗେ ହଚ୍ଲା,
5 Stooping and looking in, he saw the linen cloths lying, yet he did not enter in.
ଆର୍ ଲଃହ୍ଟିକଃରି ବିତ୍ରେ ଦଃକି ଜିସୁକେ ଜୁୟ୍ ମଃସ୍ଣି ହଃଚ୍ୟା ଗୁଳ୍ୟାୟ୍ ରିଲାୟ୍ ସେରି ସଃବୁ ଅଦ୍ରି ରିଲାର୍ ଦଃକ୍ଲା, ମଃତର୍ ସେ ବିତ୍ରେ ନଃହୁର୍ଲା ।
6 Then Shimon Kipha came, following him, and entered into the tomb. He saw the linen cloths lying,
ହଃଚେ ସିମନ୍ ପିତର୍ ହେଁ ତାର୍ ହଃଚେ ହଃଚେ ଆସି ହଚ୍ଲା ଆର୍ ମଃସୁଣ୍ ବିତ୍ରେ ହୁରି ଦଃକ୍ଲା ଜେ, ସେ ମଃସ୍ଣି ହଃଚ୍ୟାମଃନ୍ ଅଦ୍ରିଆଚେ,
7 and the cloth that had been on his head, not lying with the linen cloths, but rolled up in a place by itself.
ଆରେକ୍ ତାର୍ ମୁଣ୍ଡେ ଜୁୟ୍ ତୁଆଲ୍ ବାନ୍ଦା ଅୟ୍ରିଲି, ସେରି ସେ ମଃସ୍ଣି ହଃଚ୍ୟା ସଃଙ୍ଗ୍ ନଃରେୟ୍ ବିନେ ଗଟେକ୍ ଜଃଗାୟ୍ ଗୁଳ୍ୟାୟ୍ ଅୟ୍ଆଚେ ।
8 So then the other disciple who came first to the tomb also entered in, and he saw and believed.
ସଃଡେବଃଳ୍ ଜୁୟ୍ ବିନ୍ ଚେଲା ଆଗ୍ତୁ ମଃସୁଣ୍ ଲଃଗେ ଆସିରିଲା, ସେ ହେଁ ବିତ୍ରେ ହୁରି ଦଃକ୍ଲା ଆର୍ ବିସ୍ୱାସ୍ କଃଲା;
9 For as yet they did not know the Scripture, that he must rise from the dead.
ମଃତର୍ ମଃଲା ଲକ୍ମଃନାର୍ ବିତ୍ରେହୁଣି ଜିସୁକେ ଜେ ଜିବନ୍ ହାୟ୍ ଉଟୁକ୍ ଅୟ୍ଦ୍, ଦଃର୍ମ୍ ସାସ୍ତର୍ ତଃୟ୍ର୍ ଇ ବଃଚନ୍ ସେମଃନ୍ ସଃଡେବଃଳ୍ ହଃତେକ୍ ବୁଜି ନଃରିଲାୟ୍ ।
10 So the disciples went away again to their own homes.
ତାର୍ହଃଚେ ଚେଲାମଃନ୍ ସେମଃନାର୍ ଗଃରେ ବାଉଳି ଗଃଳାୟ୍ ।
11 But Maryam was standing outside at the tomb weeping. So, as she wept, she stooped and looked into the tomb,
ମଃତର୍ ମରିୟମ୍ କାନ୍ଦି କାନ୍ଦି ହଃଦାୟ୍ ମଃସୁଣ୍ ଲଃଗେ ଟିଆ ଅୟ୍ରିଲି; ଆରେକ୍ କାନ୍ଦି କାନ୍ଦି ସେ ଲଃହ୍ଟିକଃରି ମଃସୁଣ୍ ବିତ୍ରେ ଦଃକ୍ଲି,
12 and she saw two angels in white sitting, one at the head, and one at the feet, where the body of Yeshua had lain.
ଆର୍ ଜିସୁର୍ ଗଃଗାଳ୍ ଜୁୟ୍ ଜଃଗାୟ୍ ସଃଙ୍ଗା ଅୟ୍ରିଲି, ସେତିର୍ ମୁଣ୍ଡ୍ ଲଃଗେ ଗଟ୍ଲକ୍ ଆର୍ ହାଦ୍ ଲଃଗେ ଆରେକ୍ ଗଟ୍ଲକ୍, ଇବାନ୍ୟା ଦୁୟ୍ ଲକ୍ ଦବ୍ ବଃସ୍ତର୍ ହିନ୍ଦିରିଲା ଦୁତ୍କେ ବଃସି ରିଲାର୍ ଦଃକ୍ଲି ।
13 They told her, "Woman, why are you weeping?" She said to them, "Because they have taken away my Lord, and I do not know where they have put him."
ସେମଃନ୍ ତାକ୍ କୟ୍ଲାୟ୍, “ଏ ଆୟା, କାୟ୍ତାକ୍ କାନ୍ଦୁଲିସ୍?” ସେ ସେମଃନ୍କେ କୟ୍ଲି, “କୁୟ୍ ଲକ୍ କି ମର୍ ମାପ୍ରୁକ୍ ନିଲାୟ୍ ଆଚ୍ତି, ଆର୍ ତାକ୍ କୁୟ୍ ଟାଣେ ସଃଙ୍ଗାୟ୍ ଆଚ୍ତି, ସେରି ମୁୟ୍ ନଃଜାଣି ।”
14 When she had said this, she turned around and saw Yeshua standing, and did not know that it was Yeshua.
ସେ ଇରି କୟ୍ ହଃଚ୍ବାଟ୍ୟା ଲେଉଟିକଃରି ଜିସୁକେ ଟିଆ ଅୟ୍ରିଲାର୍ ଦଃକ୍ଲି, ମଃତର୍ ସେ ଜେ ଜିସୁ ସେରି ଜାଣୁ ନାହାର୍ଲି ।
15 Yeshua said to her, "Woman, why are you weeping? Who are you looking for?" She, supposing him to be the gardener, said to him, "Sir, if you have carried him away, tell me where you have put him, and I will take him away."
ଜିସୁ ତାକ୍ କୟ୍ଲା, “ଏ ଆୟା, କାୟ୍ତାକ୍ କାନ୍ଦୁଲିସ୍? କାକେ ଲଳୁଲିସ୍?” ସେ ତାକ୍ ବାଳାର୍ ଜାଗୁଆଳି ବଃଲି ବାବି କୟ୍ଲି, “ମାପ୍ରୁ, ତୁୟ୍ ଜଦି ତାକ୍ ନଃୟ୍ ଆଚ୍ସି, ତଃବେ ତାକ୍ କୁୟ୍ ଟାଣେ ସଃଙ୍ଗାୟ୍ ଆଚ୍ସି, ମକ୍ କଃଉ, ଆର୍ ମୁୟ୍ ତାକ୍ ନଃୟ୍ନ୍ଦ୍ ।”
16 Yeshua said to her, "Maryam." She turned and said to him in Hebrew, "Rabbuli." which is to say, "Teacher."
ଜିସୁ ତାକ୍ କୟ୍ଲା, “ମରିୟମ୍ ।” ସେ ଲେଉଟିକଃରି ଏବ୍ରି ବାସାୟ୍ କୟ୍ଲି, “ରାବ୍ବୁନି!” ବଃଲେକ୍, “ଏ ଗୁରୁ ।”
17 Yeshua said to her, "Do not touch me, for I have not yet ascended to the Father; but go to my brothers, and tell them, 'I am ascending to my Father and your Father, to my God and your God.'"
ଜିସୁ ତାକ୍ କୟ୍ଲା, “ମକ୍ ଦଃରି ରିଆ ନାୟ୍, କାୟ୍ତାକ୍ବଃଲେକ୍ ମୁୟ୍ ଅଃବେ ହଃତେକ୍ ଉବାର୍ ଲଃଗେ ନଃଜାୟ୍ଁତା; ମଃତର୍ ମର୍ ବାୟ୍ମଃନାର୍ ଲଃଗେ ଜାୟ୍ ସେମଃନ୍କେ କଃଉ, ମୁୟ୍ ମର୍ ଉବା ଆର୍ ସେମଃନାର୍ ଉବାସି, ମର୍ ଇସ୍ୱର୍ ଆର୍ ସେମଃନାର୍ ଇସ୍ୱରାର୍ ଲଃଗେ ଜଃଉଁଲେ ।”
18 Maryam Magdelaitha came and told the disciples, "I have seen the lord," and that he had said these things to her.
ମଗ୍ଦଲିନି ମରିୟମ୍ ଜାୟ୍, ମୁୟ୍ ମାପ୍ରୁକ୍ ଦଃକି ଆଚି, ଆର୍ ସେ ମକ୍ ଇସଃବୁ କୟ୍ଆଚେ ବଃଲି ଚେଲାମଃନ୍କେ କୟ୍ଲି ।
19 When therefore it was evening, on that day, the first day of the week, and when the doors were locked where the disciples were, for fear of the Jewish leaders, Yeshua came and stood in the midst, and said to them, "Peace be to you."
ସେଦିନ୍, ବଃଲେକ୍, ରୟ୍ବାର୍ ଦିନ୍ ସଃଞ୍ଜ୍ବେଳ୍ୟା ଜଃଡେବଃଳ୍ ଚେଲାମଃନ୍ ଜୁୟ୍ ଗଃରେ ରିଲାୟ୍, ସେତିର୍ ଜିଉଦି ଅଃଦିକାରିମଃନ୍କେ ଡିରିକଃରି ଦୁଆର୍ ଡାହି ଅୟ୍ ରେତିରିଲାୟ୍, ସଃଡେବଃଳ୍ ଜିସୁ ଆସି ମଃଜି ଟାଣେ ଟିଆ ଅୟ୍ ସେମଃନ୍କେ କୟ୍ଲା, “ତୁମିମଃନାର୍ ସୁସ୍ତା ଅଃଉଅ ।”
20 When he had said this, he showed them his hands and his side. The disciples therefore were glad when they saw the Lord.
ଆରେକ୍, ଇରି କୟ୍ ସେ ସେମଃନ୍କେ ଅଃହ୍ଣାର୍ ଆତ୍ ଆର୍ କୁଚି ଦଃକାୟ୍ଲା । ସେତାକ୍ ଚେଲାମଃନ୍ ମାପ୍ରୁକ୍ ଦଃକି ସଃର୍ଦା ଅୟ୍ଲାୟ୍ ।
21 Yeshua therefore said to them again, "Peace be to you. As the Father has sent me, even so I send you."
ଜିସୁ ସେମଃନ୍କେ ଆରେକ୍ କୟ୍ଲା, “ତୁମିମଃନାର୍ ସୁସ୍ତା ଅଃଉଅ; ଉବା ଜଃନ୍କଃରି ମକ୍ ହଃଟାୟ୍ ଆଚେ, ମୁୟ୍ ହେଁ ସେବାନ୍ୟା ତୁମିମଃନ୍କେ ହଃଟାଉଁଲେ ।”
22 When he had said this, he breathed on them, and said to them, "Receive the Rukha d'Qudsha.
ସେ ଇରି କୟ୍ ସେମଃନାର୍ ଉହ୍ରେ ହୁଣ୍ଡାଣ୍ ଚାଡି ସେମଃନ୍କେ କୟ୍ଲା, “ପବିତ୍ର ଆତ୍ମାକେ ହାଉଆ ।
23 Whoever's sins you forgive, they are forgiven them. Whoever's sins you retain, they have been retained."
ତୁମିମଃନ୍ ଜଦି କାର୍ ହାହ୍ କେମା କଃରାସ୍, ତାର୍ ହାହ୍ କେମା ଅୟ୍ଦ୍; ଆରେକ୍, ଜଦି କାର୍ ହାହ୍ କେମା ନଃକେରାସ୍, ତାର୍ ହାହ୍ କେମା ନୟ୍ ।”
24 But Tama, one of the twelve, called the Twin, was not with them when Yeshua came.
ମଃତର୍ ଜିସୁ ଜଃଡେବଃଳ୍ ଆସିରିଲା, ସଃଡେବଃଳ୍ ବାର ଲକାର୍ ବିତ୍ରେ ତମା ନାଉଁଆର୍ ଗଟ୍ଲକ୍, ଜାକେ ଦିଦୁମ୍ ବଃଲି କଃଉତି, ସେ ସେମଃନାର୍ ସଃଙ୍ଗ୍ ନଃରିଲା ।
25 The other disciples therefore said to him, "We have seen the Lord." But he said to them, "Unless I see in his hands the mark of the nails, and put my finger into the mark of the nails, and put my hand into his side, I will not believe."
ତଃବେ ବିନ୍ ଚେଲାମଃନ୍ ତାକ୍ କୟ୍ଲାୟ୍, “ଅଃମିମଃନ୍ ମାପ୍ରୁକ୍ ଦଃକି ଆଚୁ ।” ମଃତର୍ ତମା ସେମଃନ୍କେ କୟ୍ଲା, “ତାର୍ ଆତେ କୁଟି ମାର୍ଲା ଚିନ୍ ସଃବୁ ନଃଦେକ୍ଲେକ୍, ଆର୍ ସେ ସଃବୁ ଜଃଗା ଲଃଗେ ମର୍ ଆଙ୍ଗଟି ସଃଙ୍ଗ୍ ନଃଚୁୟ୍ଲେକ୍ ଆର୍ ତାର୍ କୁଚାୟ୍ ମର୍ ଆତ୍ ନଃଚୁୟ୍ଲେକ୍ ମୁୟ୍ କଃବେ ହେଁ ବିସ୍ୱାସ୍ ନଃକେରି ।”
26 After eight days again his disciples were inside, and Tama was with them. Yeshua came, the doors being locked, and stood in the midst, and said, "Peace be to you."
ଆଟ୍ ବିନ୍ ହଃଚେ ଜିସୁର୍ ଚେଲାମଃନ୍ ଆରେକ୍ ଗଃର୍ ବିତ୍ରେ ରିଲାୟ୍ ଆର୍ ତମା ହେଁ ସେମଃନାର୍ ସଃଙ୍ଗ୍ ରିଲା । ଆର୍ ଦୁଆର୍ ସଃବୁ ଡାହି ଅୟ୍ରିଲାବଃଳ୍ ଜିସୁ ଆସି ମଃଜାୟ୍ ଟିଆ ଅୟ୍ କୟ୍ଲା, “ତୁମିମଃନାର୍ ସୁସ୍ତା ଅଃଉଅ ।”
27 Then he said to Tama, "Put your finger here, and observe my hands. Reach out your hand, and put it into my side; and do not be unbelieving, but believing."
ହଃଚେ ସେ ତମାକ୍ କୟ୍ଲା, “ଇହାକ୍ ତର୍ ଆଙ୍ଗଟି ଆଣି ମର୍ ଆତ୍ ଦଃକ୍ ଆର୍ ଆତ୍ ଲାମାୟ୍ ମର୍ କୁଚାୟ୍ ଚିଉ; ଅବିସ୍ୱାସି ନୟ୍କଃରି ସଃତ୍କଃର୍ ।”
28 Tama answered and said to him, "My Lord and my God."
ତମା ଜିସୁକେ କୟ୍ଲା, “ମର୍ ମାପ୍ରୁ, ମର୍ ଇସ୍ୱର୍ ।”
29 Yeshua said to him, "Because you have seen me, you have believed. Blessed are those who have not seen, and have believed."
ଜିସୁ ତାକ୍ କୟ୍ଲା, “ତୁୟ୍ କାୟ୍ ମକ୍ ଦଃକ୍ଲାକ୍ ବିସ୍ୱାସ୍ କଃଲିସ୍? ଜୁୟ୍ ଲକ୍ମଃନ୍ ନଃଦେକି ବିସ୍ୱାସ୍ କଃରି ଆଚ୍ତି, ସେମଃନାର୍ ବାୟ୍ଗ୍ ।”
30 Therefore Yeshua did many other signs in the presence of his disciples, which are not written in this book;
ଜିସୁ ଚେଲାମଃନାର୍ ମୁୟେ ଇବାନ୍ୟା ଗାଦେକ୍ ବିନ୍ ବିନ୍ ରଃକମାର୍ କାବା ଅଃଉତା ଚିନ୍ କଃଲା, ସେସଃବୁ ଇ ପୁସ୍ତକ୍ ଲଃଗେ ଲେକା ନୟ୍;
31 but these are written, that you may believe that Yeshua is the Meshikha, the Son of God, and that believing you may have life in his name.
ମଃତର୍ ତୁମିମଃନ୍ ଜଃନ୍କଃରି ବିସ୍ୱାସ୍ କଃରାସ୍ ଜେ, ଜିସୁ ଇସ୍ୱରାର୍ ହୟ୍ସି କ୍ରିସ୍ଟ, ଆରେକ୍ ବିସ୍ୱାସ୍ କଃରି ଜଃନ୍କଃରି ତୁମିମଃନ୍ ତାର୍ ନାଉଁଏ ଜିବନ୍ ହାଉଆସ୍, ଇତାର୍ ଗିନେ ଇ ସଃବୁ ଲେକା ଜାୟ୍ ଆଚେ ।