< Matthew 18 >
1 At that hour his disciples came to Jesus and asked him, "Who is really greatest in the kingdom of heaven?"
୧ସେ ବେଲେ ସିସ୍ମନ୍ ଜିସୁକେ ପାଚାର୍ଲାଇ, “ସରଗ୍ ରାଇଜେ ସବୁର୍ଟାନେଅନି କେ ବଡ୍?”
2 When he had called a little child to him, Jesus set him among them, and answered.
୨ଜିସୁ ଗଟେକ୍ ସାନ୍ ପିଲାକେ ଡାକି ସେମନର୍ ଲଗେ ଟିଆକରାଇ କଇଲା,
3 "In solemn truth I tell you that unless you turn and become like little children, you will not even enter the kingdom of heaven.
୩“ମୁଇ ତମ୍କେ ସତ୍ କଇଲିନି, ତମର୍ ମନ୍ ବାଦ୍ଲାଇ ସାନ୍ ପିଲାମନର୍ ପାରା ନ ଅଇଲେ ସରଗ୍ ରାଇଜେ କେବେ ପୁରି ନାପାରାସ୍ ।
4 "Whoever therefore will humble himself like this little child, is greatest in the kingdom of heaven;
୪ଜେ ନିଜ୍କେ ସୁଆଲ୍ କରି ସାନ୍ ପିଲାପାରା ଅଇସି, ସେ ସରଗ୍ ରାଇଜେ ସବୁର୍ଟାନେଅନି ବଡ୍,
5 "and whoever receives one such child for my sake, receives me.
୫ଆରି, ଜେକି ମର୍ ନାଉଁ ଦାରି ଏ ସାନ୍ ପିଲାକେ ନାମ୍ସି, ସେ ମକେ ମିସା ନାମ୍ସି ।”
6 "But whoever shall cause one of these little ones who believe in me to stumble, it would be better for him if a great millstone were hung about his neck, and he were drowned in the depths of the sea.
୬“ମର୍ତେଇ ବିସ୍ବାସ୍ କର୍ତେ ରଇବା ଏ ସାନ୍ ପିଲାମନର୍ ବିତ୍ରେଅନି ଗଟେକ୍ ଲକ୍ କେ ଆଲେ ବିସ୍ବାସେ ବାଦା ଗଟାଇସି ବଇଲେ, ତାର୍ ଗାଲାଇ ଜତା ପାକ୍ନା ବାନ୍ଦିକରି ତାକେ ସମ୍ଦୁରେ ବୁଡାଇଦେବାଟା ନିକ ଅଇସି ।
7 "Woe unto the world because of such stumbling-blocks! They will surely come, but woe unto each man by whom they come!
୭ଲକ୍ମନର୍ ବିସ୍ବାସେ ବାଦା ଗଟାଇବାକେ ବେସି ବିସଇ ଆଚେ । ସେଟାର୍ ପାଇ ଏ ଜଗତର୍ ଦସା ବଡେ ଇନସ୍ତା । ସବୁ ବେଲେ ଏନ୍ତି ବାଦା ଆଇସି, ମାତର୍ ଜେ ବାଦା ଗଟାଇସି, ତାର୍ ଦସା କେଡେ ଇନସ୍ତା ଅଇସି!”
8 "If your hand or your foot causes you to stumble, cut it off and cast it from you. It is better for you to enter into life maimed or crippled, than to keep both hands or both feet and be cast into the everlasting burning. (aiōnios )
୮“ଜଦି ତମେ ତମର୍ ଆତ୍ ନଇଲେ ପାଦର୍ ଲାଗି ବିସ୍ବାସ୍ ଆରାଇଲାସ୍ନି, ତେବେ ସେଟା କାଟି ପିଙ୍ଗି ଦିଆସ୍ । ଜଡେକ୍ ପାଦ୍ ଆରି ଜଡେକ୍ ଆତ୍ ରଇ ସବୁବେଲେ ଲାଗି ରଇବା ଜଏ ପିଙ୍ଗାଇ ଅଇବା ବାଦୁଲେ ଗଟେକ୍ ପାଦ୍ ନଇଲେ ଗଟେକ୍ ଆତ୍ ନ ରଇ, ନ ସାର୍ବା ଜିବନେ ପୁର୍ବାଟା କେଡେ କରମର୍ କାତା । (aiōnios )
9 "If your eye keeps causing you to stumble, pluck it out and cast it from you. It is better for you to enter into life with only one eye, than to keep both eyes and be cast into the Gehenna of fire. (Geenna )
୯ଜଦି ତମର୍ ଆଁକିର୍ ଲାଗି ତମେ ବିସ୍ବାସ୍ ଆରାଇଲାସ୍ନି ବଇଲେ ତାକେ ବେଟି ପିଙ୍ଗି ଦିଆସ୍ । ଜଡେକ୍ ଆଁକି ରଇ ନର୍କେ ପିଙ୍ଗାଇଅଇବା ବାଦୁଲେ ଗଟେକ୍ ଆଁକି ରଇ ନ ସାର୍ବା ଜିବନେ ପୁର୍ବାଟା କେଡେ କରମର୍ କାତା ଅଇସି ।” (Geenna )
10 "See to it that you never despise one of these little ones, for I tell you that in heaven their angels do always behold the face of my Father in heaven.
୧୦ଏ ସାନ୍ ପିଲାମନର୍ ବିତ୍ରେ ଅନି ଗଟେକ୍କେ ମିସା ଇନ୍କରା ନାଇ । ମୁଇ ତମ୍କେ କଇଲିନି, ଏ ମନର୍ ଜତନ୍ ନେଇତେ ରଇବା ସରଗର୍ ଦୁତ୍ମନ୍ ସବୁ ବେଲା ମର୍ ବାବାର୍ ଲଗେ ଆଚତ୍ ।
11 "For the Son of man is come to seek and to save that which was lost.
୧୧କାଇକେ ବଇଲେ ବାଟ୍ ବାନା ଅଇଲା ଲକ୍ମନ୍କେ କଜି ରକିଆ କର୍ବାକେ ନର୍ପିଲା ମୁଇ ଆଇଲିଆଚି ।
12 "How does it seem to you, when a man has a hundred sheep and loses one of them? Will he not leave the ninety and nine on the hills, to go and search for the one that has strayed?
୧୨ତମେ କାଇଟା ବାବ୍ଲାସ୍ନି, ଜଦି ଗଟେକ୍ ଲକର୍ ସଏଟା ମେଣ୍ଡା ରଇସି ଆରି ସିତିଅନି ଗଟେକ୍ ଆଜି ଜାଇସି, ତେବେ ସେ କାଇଟା କର୍ସି? ନବେ ନଅଟା ମେଣ୍ଡାକେ ଡଙ୍ଗରେ ଚାର୍ବାକେ ଚାଡିଦେଇ ସେ ଆଜ୍ଲା ମେଣ୍ଡାକେ କଜ୍ବାର୍ ବାରଇସି ।
13 "And if he succeeds in finding it, I tell you solemnly that he rejoices over it more than over the ninety and nine that never strayed away.
୧୩ମୁଇ ତମ୍କେ ସତ୍ କଇଲିନି, ଜେଡେବଲ୍ ସେ ମେଣ୍ଡା ମିଲାଇସି, ଆଜି ନ ରଇଲା ନବେ ନଅଟା ମେଣ୍ଡାର୍ ପାଇ ତାର୍ ଜେତ୍କି ସାର୍ଦା, ଏ ଗଟେକ୍ ମେଣ୍ଡାର୍ ପାଇ ସେ ଅଦିକ୍ ସାର୍ଦା ଅଇସି ।
14 "Just so it is not the will of my Father in heaven that one of these little ones should perish.
୧୪ସମାନ୍ ସେନ୍ତି ସେ, ଏ ସାନ୍ ପିଲାମନର୍ ତେଇ ଅନି ଗଟେକ୍ ଲକ୍ ମିସା ବାଟ୍ ବାନା ଅଅତ୍, ଏଟା ତମର୍ ସରଗର୍ ବାବା ମନ୍ କରେ ନାଇ ।
15 "If your brother sins against you, go and show him, between yourself and him alone. If he listens, you have won your brother.
୧୫“ଜଦି ତମର୍ ବାଇ ତମର୍ ବିରୁଦେ ପାପ୍ କର୍ସି, ତାର୍ ଲଗେ ଜାଇ ତାର୍ ପାପ୍ ତାକେ ଦେକାଇ ଦିଆସ୍ । ମାତର୍ ତମେ ଦୁଇ ଲକ୍ ରଇଲା ବେଲେ ଏଟା ଲୁଚ୍ତେ କରା । ଜଦି ସେ ତମର୍ କାତା ସୁନ୍ସି, ତମର୍ ବାଇକେ ତମେ ଆରି ତରେକ୍ ପାଇସା ।
16 "But if he will not listen to you, take one or two others along, so that by the testimony of two or three witnesses every word may be established. If he will not listen to them, tell the church;
୧୬ଆରି ଜଦି ସେ ନ ସୁନ୍ଲେ, ଗଟେକ୍ ଲକ୍କେ ନଇଲେ ଦୁଇ ଲକ୍କେ ଡାକି ନେଇ ତାର୍ ଲଗେ ଜାଆ । ଆମର୍ ସାସ୍ତର୍ ନିୟମ୍ ଇସାବେ, ଦୁଇଟା ନଇଲେ ତିନ୍ଟା ସାକିର୍ ମୁଆଟେ ତମର୍ ଦାବି ସତ୍ ବଲି ଜାନା ପଡ୍ସି ।
17 "but if he will not heed the church, let him be to you as a Gentile or a tax-gatherer.
୧୭ଏଲେ ମିସା ଜଦି ସେ ତମର୍ କାତା ନ ସୁନେ, ମଣ୍ଡଲିତେଇ ଜାନାଇ ଦିଆସ୍ । ସାରାସାରି ଜଦି ମଣ୍ଡଲିର୍ କାତା ମିସା ନ ସୁନେ ବଇଲେ, ତାକେ ଗଟେକ୍ ସିସ୍ତୁମାଙ୍ଗୁ, ବିସ୍ବାସ୍ ନ କର୍ବା ଲକ୍ ବଲି ବାବିକରି, ତାର୍ ସଙ୍ଗ୍ ମିଲାମିସା କର୍ବାଟା ଚାଡି ଦିଆସ୍ ।
18 "I tell you all in solemn truth that whatever you forbid upon earth will be forbidden in heaven, and whatever you permit on earth will be permitted in heaven.
୧୮“ମୁଇ ତମ୍କେ ସତ୍ କଇଲିନି, ତମେ ଏ ଜଗତେ ଜାଇଟା ନାଇ ବଲ୍ସା, ସେଟା ସର୍ଗେ ମିସା ନାଇ ଅଇସି । ଆରି ଜନ୍ଟା ପାଇ ତମେ ଜଗତେ ଉଁ କଇସା, ସେଟା ସର୍ଗେ ମିସା ଉଁ ଅଇସି ।
19 "And again I tell you that if two of you on earth symphonize your praying concerning anything for which you have asked, it shall be done for you by my Father in heaven.
୧୯କାଲି ସେତ୍କି ନଏଁ, ମୁଇ ତମ୍କେ ସତ୍ କଇଲିନି, ଜେଡେବେଲେ ମିସା ଏ ଜଗତେ ତମେ ଦୁଇ ଲକ୍ ଜନ୍ ବିସଇ ନେଇକରି ଗଟେକ୍ ମନ୍ ଅଇକରି ପାର୍ତନା କଲେ, ମର୍ ସରଗର୍ ବାବା ତମେ ମାଙ୍ଗ୍ଲାଟା ପୁରୁନ୍ କର୍ସି ।
20 "For wherever there are two or three gathered together in my name, there am I among them."
୨୦କାଇକେ ବଇଲେ ଜନ୍ତି ଦୁଇ କି ତିନ୍ ଲକ୍ ରୁଣ୍ଡିକରି ମର୍ ନାଉଁ ଦାର୍ବାଇ, ତେଇ ମୁଇ ଆଚି ।”
21 Just then Peter came to him, and asked him, "Lord, how often shall my brother sin against me, and I forgive him? till seven times?"
୨୧ଦିନେକ୍ ପିତର୍ ଜିସୁର୍ ଲଗେ ଆସି ପାଚାର୍ଲା, “ମାପ୍ରୁ, ଗଟେକ୍ ବାଇ ମର୍ ବିରଦେ ତର୍କେ ତର୍ ଦସ୍ କର୍ତେ ରଇଲେ, ତାକେ ମୁଇ କେତେ ତର୍ କେମା କର୍ବି? କାଇ ସାତ୍ ତର୍ କି?”
22 "I do not tell you ‘till seven times,’"answered Jesus, "but till seventy times seven.
୨୨ଜିସୁ କଇଲା, “ନାଇ ସାତ୍ ତର୍ ନାଇ । ସାତ୍ ତରର୍ ସତୁରି ଗୁନ୍ ।
23 "Thus the kingdom of heaven may be compared to a king who wished to settle accounts with his slaves.
୨୩ସରଗ୍ ରାଇଜର୍ ଆରି ଗଟେକ୍ କାତା ସୁନ୍ । ଗଟେକ୍ ରାଜା ଦିନେକ୍ ତାର୍ଟାନେ କାମ୍କରୁମନ୍ ରୁନ୍ ନେଇରଇବାଟା ଇସାବ୍ କିତାବ୍ କର୍ବାକେ ମନ୍ କଲା ।
24 "But when he began to settle, one of them was brought before him who owed him fifteen million dollars.
୨୪ସେ ଇସାବ୍ କର୍ବାବେଲେ ତାର୍ଟାନେ ଗଟେକ୍ କାମ୍ କରୁ ଲାକ୍ ଲାକ୍ ଟାଙ୍ଗା ରୁନ୍ ନେଇରଇଲା ଲକ୍କେ ରାଜାର୍ ଲଗେ ଆନ୍ଲାଇ ।
25 "And since he was unable to pay, his master ordered him to be sold, and his wife and children and all that he had, toward the payment of the debt.
୨୫ରୁନ୍ ସୁଜ୍ବାକେ ସେ ଲକର୍ଟାନେ ସେତ୍କି ବପୁ ନ ରଇଲା । ତେବର୍ପାଇ ରୁନ୍ ବାନ୍ଦ୍ବାକେ ବଲି ତାର୍ଟାନେ ଜେତ୍କି ରଇଲାଟା ବିକିକରି ତାକେ, ତାର୍ ମାଇଜିକେ ଆରି ତାର୍ ପିଲାଟକିମନ୍କେ ଗତି ଇସାବେ ବିକିଦେବାକେ ରାଜା ଆଦେସ୍ ଦେଲା ।”
26 "Thereupon his slave threw himself on his knees before him, crying, "‘Have patience with me, and I will pay you all!’
୨୬କାମ୍ କରୁ ରାଜାର୍ ପାଦ୍ତଲେ ଅଦ୍ରି ଗୁଆରି କରି କଇଲା “ଆଗିଆଁ ଆରି କେତେଦିନ୍ ଜାଗା, ମୁଇ ତମର୍ ସବୁଜାକ ରୁନ୍ ସୁଜିଦେବି ।”
27 "So then the master pitied his slave, and let him go, and forgave him his debt.
୨୭ରାଜା ତାକେ ଦୟା କଲା । ତେବର୍ପାଇ ତାକେ କେମା କରି ରୁନ୍ ନ ବାନ୍ଦାଇ ଚାଡିଦେଲା ।
28 "But on his way out, that slave met a fellow slave who owed him fifty dollars. Seizing him by the throat, and nearly choking him, he exclaimed, "‘Pay me what you owe me!’
୨୮ମାତର୍ ସେ ଗତି ବାରଇ ଜାଇ ତାର୍ତେଇ ଅନି ପଚାସ୍ ଟାଙ୍ଗା ରୁନ୍ କରି ରଇବା ଗଟେକ୍ ମିସ୍ତେ ରଇବା ଗତିଦାଙ୍ଗ୍ଡାକେ ଦାରି ତାର୍ ଟଟ୍ରି ପିଚକ୍ବାର୍ ଦାର୍ଲା, “ମର୍ତେଇଅନି ନେଇ ରଇଲା ସବୁ ଡାବୁ ବାଉଡାଇ ଦେ ।”
29 "Then his fellow slave fell at his feet, and besought him, saying, "‘Be patient with me, and I will pay you.’
୨୯ସେ ଗତି ଦାଙ୍ଗ୍ଡା ତାର୍ ଗଡେଦାରି ବାବୁଜିଆ କରି କଇଲା, “ସାଆସ୍ ଦାରା, ତମର୍ ସବୁ ଡାବୁ ସୁଜି ଦେବି ।”
30 "But he would not; on the contrary he went and threw him into prison until he should pay the debt.
୩୦ମାତର୍ ପର୍ତୁମ୍ ଲକ୍, ସେ ଗୁଆରି କଲାଟା ସୁନେ ନାଇ, ରୁନ୍ ସୁଜ୍ବା ଜାକ ତାକେ ବନ୍ଦି ଗରେ ପୁରାଇ ସଙ୍ଗଇବାକେ ତିଆର୍ଲା ।
31 "When therefore his fellow slaves saw what had happened, they were very angry; and they went and explained to their master all that had happened.
୩୧ଏଟା ଅଇଲାଟା ଦେକି ବିନ୍ କାମ୍ କରୁମନ୍ ଦୁକ୍ କଲାଇ । ସେମନ୍ ରାଜାର୍ ଲଗେ ଜାଇ ଜନ୍ ଜନ୍ଟା ଅଇରଇଲା, ସବୁ ଜାନାଇଲାଇ ।
32 "Immediately his master summoned him and said. "‘You wicked slave! I forgave you all that debt because you implored me.
୩୨ରାଜା ପର୍ତୁମ୍ କାମ୍ କରୁକେ ଡାକାଇ କଇଲା, “ଅଇରେ ମୁର୍କ ଦାଙ୍ଗ୍ଡା, ତୁଇ ଗୁଆରି କଲୁସ୍ ଜେ ମୁଇ ତର୍ ସବୁ ରୁନ୍ ଚାଡି ଦେଲି ।
33 "‘Ought not you also to have had pity on your fellow slave, just as I had pity on you?’
୩୩ମୁଇ ଜେନ୍ତି ତକେ ଦୟା କଲି, ତୁଇ ମିସା ତର୍ ସଙ୍ଗର୍ କାମ୍ କରୁକେ ଦୟା କର୍ବାର୍ ରଇଲା ।”
34 "Then in hot anger his master handed him over to the torturers, until he should pay him all his debt.
୩୪ରାଜା ବେସି ରିସା ଅଇଗାଲା ଆରି ସବୁ ଜାକ ରୁନ୍ ନ ସୁଜ୍ବା ଜାକ ଡଣ୍ଡ୍ ପାଅ ବଲି ତାକେ ବନ୍ଦି ଗରେ ପାଟାଇ ଦେଲା ।
35 "So will my heavenly Father do to you also, unless from your heart each one of you forgive his brother."
୩୫ଜିସୁ ଏ କାତା କଇସାରାଇ କଇଲା, “ତମର୍ ବିରୁଦେ ଦସ୍ କରି ରଇବା ବାଇମନ୍କେ ମନ୍ ବିତ୍ରେଅନି ଜଦି କେମା ନ ଦିଆସ୍, ତେବେ ମର୍ ସରଗର୍ ବାବା ମିସା ତମ୍କେ ଏନ୍ତାରିସେ କର୍ସି ।”