< John 4 >
1 Jesus, knowing that the Pharisees were informed that he made and immersed more disciples than John,
୧ଜଅନର୍ତେଇଅନି ଜିସୁକେ ଅଦିକ୍ ସିସ୍ ଅଇବାଟା ଆରି ଡୁବନ୍ ଦେବା କାତା ପାରୁସିମନ୍ ସୁନ୍ଲାଇ ।
2 (though it was not Jesus himself, but his disciples, who immersed, )
୨ଜିସୁ ସତଇସେ ନିଜେ କାକେ ମିସା ଡୁବନ୍ ନ ଦେଇତେ ରଇଲା, ମାତର୍ ତାର୍ ସିସ୍ମନ୍ ଡୁବନ୍ ଦେଇତେ ରଇଲାଇ ।
3 left Judea, and returned to Galilee.
୩ତାର୍ ବିସଇ ନେଇ ଲକ୍ମନ୍ ଏନ୍ତାରି କାତା ଅଇବାଟା ସୁନି, ଜିସୁ ଜିଉଦା ରାଇଜ୍ ଚାଡିକରି ଆରି ତରେକ୍ ଗାଲିଲି ଦେସେ ଉଟିଗାଲା ।
4 Being obliged to pass through Samaria,
୪ମାତର୍ ତାକେ ସମିରଣ୍ ଗଡ୍ ବାଟେ ଜିବାକେ ପଡ୍ଲା ।
5 he came to a Samaritan city, called Sychar, near the heritage which Jacob gave his son Joseph.
୫ଆରି ଜାକୁବ୍ ତାର୍ ନିଜର୍ ପିଲା ଜସେପ୍କେ ଜନ୍ ଜାଗା ଦାନ୍ ଦେଇରଇଲା, ସେ ଲଗେ ସମିରଣ୍ ଗଡର୍ ଗଟେକ୍ ସୁକାର୍ ନାଉଁର୍ ଜାଗାଇ ଜିସୁ ଆସି କେଟ୍ଲା ।
6 Now Jacob's well was there. And Jesus, wearied with the journey, sat down by the well, it being about the sixth hour.
୬ସେ ଜାଗାଇ ଜାକୁବର୍ ଗଟେକ୍ କୁଇସାଲ୍ ରଇଲା । ଜିସୁ ଇଣ୍ଡି ଇଣ୍ଡି ତାକି ଜାଇକରି କୁଇସାଲ୍ ଲଗେ ବସି ରଇଲା । ସେବେଲା ଟିଆମୁଇଦାନ୍ ଅଇରଇଲା ।
7 A woman of Samaria, having come to draw water, Jesus said to her, Give me some drink,
୭ଗଟେକ୍ ସମିରଣିୟ ମାଇଜି କୁଇସାଲେ ପାନି ନେବାକେ ଆଇଲା । ଆରି ଜିସୁ ସେ ମାଇଜିକେ କଇଲା, “ଏ ମା ମକେ ଗୁଡିକ୍ ପାନି କାଇବାକେ ଦେ ।”
8 (for his disciples were gone into the city to buy food; )
୮ସେଡ୍କିବେଲେ ତାର୍ ସିସ୍ମନ୍ କାଦି ଗେନ୍ବାକେ ଗଡ୍ ବିତ୍ରେ ଜାଇରଇଲାଇ ଆରି ଜିସୁ ଗଟେକ୍ ଲକ୍ ସେ ରଇଲା ।
9 the Samaritan woman answered, How is it, that you, who are a Jew, ask drink of me, who am a Samaritan? (For the Jews have no friendly intercourse with the Samaritans.)
୯ତେଇ ସମିରଣିୟ ମାଇଜି କାବାଅଇ ଜିସୁକେ କଇଲା, “ତୁଇ ଗଟେକ୍ ଜିଉଦି ଲକ୍ ଆରି ମୁଇ ଗଟେକ୍ ସମିରଣିୟ, ତୁଇ କେନ୍ତି ମର୍ ଆତର୍ ପାନି କାଇବାକେ ମାଙ୍ଗ୍ଲୁସ୍ନି?” କାଇକେ ବଇଲେ, ଜିଉଦି ଲକ୍ମନ୍ ସମିରଣିୟ ଲକ୍ମନର୍ କାଇବାତେଇ ନ କାଇତେ ରଇଲାଇ ।
10 Jesus replied, If you knew the bounty of God, and who it is that says to you, Give me some drink, you would have asked him, and he would have given you living water.
୧୦ଜିସୁ ତାକେ କଇଲା, “ପର୍ମେସର୍ ଦେବା ଦାନର୍ ବିସଇ, ତୁଇ ଅଲପ୍ ଆଲେ ଜାନି ରଇଲେ ଆରି ମୁଇ କେ ବଲି ଜାନ୍ତୁସ୍ ବଇଲେ ମକେ ମାଙ୍ଗ୍ତୁସ୍ । ଆରି ମୁଇ ତକେ ଜିବନ୍ ଦେବା ପାନି ଦେଇତି ।”
11 She answered, Sir, you have no bucket, and the well is deep: whence, then, have you the living water?
୧୧ମାଇଜି କଇଲା, “ଆଗିଆଁ, ତମର୍ ଲଗେତା ପାନି ଜିକ୍ବାକେ ବାଲ୍ଟିନାଇ, ଆରି ଏ କୁଇସାଲ୍ ବେସି ଡେଙ୍ଗ୍ ଆଚେ । କନ୍ତିଅନି ତମେ ଜିବନ୍ ଦେବା ପାନି ମିଲାଇସୁ?
12 Are you greater than our father Jacob, who gave us the well, and drank of it himself, and his sons, and his cattle?
୧୨ତୁଇ କାଇ ଆମର୍ ଆନିଦାଦି ଜାକୁବର୍ତେଇ ଅନି ବଡ୍ କି? ଜାକୁବ୍ ଆମ୍କେ ଏ କୁଇସାଲ୍ ଦେଇରଇଲା । ସେ ନିଜେ ମିସା ଏ କୁଇସାଲର୍ ପାନି କାଇତେରଇଲା । ତାର୍ ଗରର୍ ଲକ୍ମନ୍ ଆରି ସେ ପସିରଇଲା ଗରୁଗାଇମନ୍ ଇତିର୍ ପାନି କାଇଲାଇ” ବଲି କଇଲା ।
13 Jesus replied, Whosoever drinks of this water, will thirst again;
୧୩ଜିସୁ ତାକେ କଇଲା, “ଏ କୁଇସାଲର୍ ପାନି କାଇବା ସବୁ ଲକ୍ମନ୍କେ ଆରିସେ ସସ୍ ଲାଗ୍ସି ।
14 but whosoever will drink of the water which I shall give him, will never thirst more; but the water which I shall give him, will be in him a fountain, springing up to everlasting life. (aiōn , aiōnios )
୧୪ମାତର୍ ମୁଇ ଜନ୍ ପାନି ଦେବି, ସେ ପାନି ଜେ କାଇସି ବଇଲେ, ତାକେ କେବେ ମିସା ସସ୍ ନ ଲାଗେ । ମୁଇ ଜନ୍ ପାନି ଦେବି, ସେଟା ଜିବନ୍ ଦେବା ପାନି ପାରା ଉଚ୍ଲି ଜାଇତେରଇସି । ତେଇ ଅନି ଜେ କାଇଲେ, ସେ ନ ସାର୍ବା ଜିବନ୍ ପାଇସି ।” (aiōn , aiōnios )
15 The woman answered, Sir, give me this water, that I may never be thirsty, nor come hither to draw.
୧୫ସେ ମାଇଜି ଜିସୁକେ କଇଲା, “ଏ ଆଗିଆଁ ମକେ ସେ ପାନି ଦେ, ଜେନ୍ତିକି କେବେ ମିସା ମକେ ସସ୍ ନ ଲାଗ ଆରି ମୁଇ ଏତେକ୍ ଦୁର୍ ପାନି ନେବାକେ ନ ଆସି ।”
16 Jesus said to her, Go, call your husband, and come back.
୧୬ଜିସୁ ସେ ତାକେ କଇଲା, “ତୁଇ ଜାଇକରି ତର୍ ମୁନୁସ୍କେ ଇତି ଡାକିଆନ୍ ।”
17 She answered, I have no husband. Jesus replied, You say well, I have no husband;
୧୭ସେ ମାଇଜି “ମକେ ମୁନୁସ୍ ନାଇ” ବଲି କଇଲା । ଜିସୁ ତାକେ କଇଲା, “ମକେ ମୁନୁସ୍ ନାଇ ବଲି ସତ୍ କାତା କଇଆଚୁସ୍ ।
18 for you have have had five husbands; and he whom you now have, is not your husband. In this, you have spoken truth.
୧୮କାଇକେ ବଇଲେ ତର୍ ପାଁଚ୍ଟା ମୁନୁସ୍ ରଇଲାଇ ଆରି ଏବେ ତୁଇ ଜନ୍ ଲକର୍ ସଙ୍ଗ୍ ଆଚୁସ୍, ସେ ମିସା ତର୍ ମୁନୁସ୍ ନଏଁ । ଏଟା ସତ୍ କଇଆଚୁସ୍ ।”
19 The woman said, Sir, I perceive that you are a prophet.
୧୯ସେ ମାଇଜି କଇଲା, “ଏ ଆଗିଆଁ ତୁଇ ଗଟେକ୍ ବବିସତର୍ କାତା କଇବା ଲକ୍ ବଲି, ଏବେ ମୁଇ ଜାନିପାର୍ଲିନି ।
20 Our fathers worshiped on this mountain; and you say, that in Jerusalem is the place, where me ought to worship.
୨୦ଆମର୍ ସମିରଣିୟ ଆନିଦାଦିମନ୍ ପର୍ମେସର୍କେ ଏ ଡଙ୍ଗ୍ରେ ଉପାସନା କର୍ତେ ରଇଲାଇ । ମାତର୍ ତମେ ଜିଉଦି ଲକ୍ମନ୍ କଇଲାଇନି ଜିରୁସାଲମ୍ସେ ପର୍ମେସର୍କେ ଉପାସନା କର୍ବା ଟିକ୍ ଜାଗା ।”
21 Jesus answered, Woman, believe me, the time approaches when you shall neither come to this mountain, nor go to Jerusalem, to worship the Father.
୨୧ଜିସୁ ତାକେ କଇଲା, “ଏ ମାଆ ମର୍କାତା ବିସ୍ବାସ୍ କର୍ । ଏନ୍ତାରି ବେଲା ଆଇଲାନି ତମେ ପର୍ମେସର୍କେ ଏ ଡଙ୍ଗ୍ରେ କି ଜିରୁସାଲାମେ ମିସା ଉପାସନା ନ କରାସ୍ ।
22 You worship what you know not, we worship what we know: for salvation is from the Jews.
୨୨ତମେ ସମିରଣ୍ ଲକ୍ମନ୍ ଜାକେ ଉପାସନା କଲାସ୍ନି ତାକେ ସତଇସେ ନାଜାନାସ୍ । ମାତର୍ ଆମେ ଜିଉଦି ଲକ୍ମନ୍ ତାକେ ଜାନିକରି ଉପାସନା କଲୁନି । କାଇକେ ବଇଲେ ମୁକ୍ତି ଜିଉଦି ଲକ୍ମନର୍ ତେଇଅନି ଆଇସି ।
23 But the time comes, or, rather, is come, when the true worshipers shall worship the Father in spirit and truth: for such are the worshipers whom the Father requires.
୨୩ବେଲା ଆଇଲାନି ଆରି ସେ ବେଲା କେଟ୍ଲାବେ, ଜେଡେବେଲା କି ସୁକଲ୍ଆତ୍ମାର୍ ବପୁସଙ୍ଗ୍ ଲକ୍ମନ୍, ବାବା ପର୍ମେସର୍କେ ନିକସଙ୍ଗ୍ ଚିନ୍ବାଇ । ସେବେଲେ ସେମନ୍ ତାକର୍ ମନେ ସତ୍ସଙ୍ଗ୍ ଉପାସନା କର୍ବାଇ । ସେନ୍ତି ଉପାସନା କର୍ବା ଲକ୍ମନ୍କେ ବାବା ମନ୍ କଲାନି ।
24 God is Spirit, and they that worship him, must worship him in spirit and truth.
୨୪ପର୍ମେସର୍ ଅଇଲାନି ଆତ୍ମା । ଆରି ଜନ୍ଲକ୍ମନ୍ ତାକେ ଉପାସନା କଲାଇନି, ସେମନ୍ ସତ୍ସଙ୍ଗ୍ ଆତ୍ମାଇ ଉପାସନା କର୍ବାର୍ଆଚେ ।”
25 The woman replied, I know that the Messiah comes, (that is, Christ; ) when he is come, he will teach us all things.
୨୫ସେ ମାଇଜି କଇଲା, “ମୁଇ ଜାନି, ମସିଅ ଜାକେ କି କିରିସ୍ଟ ବଲ୍ବାଇ । ସେବେଲାଇ ଆସି ଆମ୍କେ ସବୁ ବିସଇ ବୁଜାଇ ଦେଇସି ।”
26 Jesus said to her, I who speak to you, am he.
୨୬ଜିସୁ ତାକେ କଇଲା, “ଏବେ ତର୍ ସଙ୍ଗ୍ ଜେ କାତା ଅଇଲାନି, ମୁଇ ସେ ।”
27 Upon this, his disciples came, and wondered that he talked with a woman; yet none of them said, What do you seek? or, Why do you talk with her?
୨୭ସେବେଲା ଜିସୁର୍ ସିସ୍ମନ୍ ଗଡେଅନି ବାଉଡି ଆଇଲାଇ । ଜିସୁ ଗଟେକ୍ ମାଇଜିସଙ୍ଗ୍ କାତା ଅଇବାଟା ଦେକି କାବାଅଇଗାଲାଇ । ମାତର୍ ତାକେ କେ ମିସା ତୁଇ କାଇକେ ତାର୍ ସଙ୍ଗ୍ କାତା ଅଇଲୁସ୍ନି, କି କାଇ ବିସଇ ତମେ କାତା ଅଇତେ ରଇଲାସ୍? ବଲି ପାଚାର୍ବାକେ ସାଆସ୍ କରତ୍ନାଇ ।
28 Then the woman left her pitcher, and having gone into the city, said to the people,
୨୮ତାର୍ ପଚେ ସେ ମାଇଜି ତାର୍ ଆଣ୍ଡିର୍ ପାନି, ତେଇ ଚାଡିକରି ସଅର୍ ବିତ୍ରେ ଉଟିଗାଲା ଆରି ଜାଇକରି ସବୁ ଲକ୍ମନ୍କେ କଇଲା,
29 Come, see a man who has told me all that I ever did. Is this not the Messiah?
୨୯“ଆସା ଗଟେକ୍ ଲକ୍କେ ଦେକ୍ସା । ଆଗେ ମୁଇ ଜାଇଜାଇଟା କରିରଇଲି, ସେ ସବୁ କାତା ସେ ମକେ କଇଦେଲା । ସେ ପର୍ମେସର୍ ବାଚି ପାଟାଇଲା ରାଜା ମସିଅ ଅଇଲେ ଅଇରଇସି କାଇକି ।”
30 They, accordingly, went out of the city, and came to him.
୩୦ସେଟାର୍ପାଇ ଲକ୍ମନ୍ ସଅରେ ଅନି ବାରଇକରି ଜିସୁକେ ଦେକ୍ବାକେ ଗାଲାଇ ।
31 Meanwhile, the disciples entreating him, said, Rabbi, eat.
୩୧ଏତ୍କି ବିତ୍ରେ ସିସ୍ମନ୍ ଜିସୁକେ “ଏ ଗୁରୁ କାଇଟା ଆଲେ ଅଲପ୍ କାଆ ।” ବଲି ବାବୁଜିଆ କଲାଇ ।
32 He answered, I have food to eat which you know not.
୩୨ମାତର୍ ଜିସୁ ସେମନ୍କେ କଇଲା, “ମର୍ ଲଗେ ଜନ୍ କାଦି ଆଚେ, ସେ କାଦିର୍ ବିସଇ ତମେ ନାଜାନାସ୍ ।”
33 Then said his disciples, one to another, Has any man brought him food?
୩୩ସେଟାର୍ ପାଇ ସିସ୍ମନ୍ ନିଜର୍ ନିଜର୍ ବିତ୍ରେ କୁଆବଲା ଅଇଲାଇ, “ତାର୍ପାଇ କେ କାଦି ଆନିଦେଲାଇ ଆଚତ୍ କି?”
34 Jesus answered, My food is to do the will of him who sent me, and to finish his work.
୩୪ଜିସୁ ସେମନ୍କେ କଇଲା, “ମକେ ପାଟାଇରଇବା ପର୍ମେସର୍ ମନ୍କଲାଟା ମାନିକରି ଆରି ସେ ଦେଇରଇବା କାମ୍ ପୁରାପୁରୁନ୍ କର୍ବାଟାସେ ମର୍ କାଦି ।
35 Do you not say, After four months comes harvest? But I say, Lift up your eyes, and survey the fields; for they are already white enough for harvest.
୩୫ଚାରି ମାସ୍ ଗାଲେ କାଟାବେଟା ଦିନ୍ ଆଇସି ବଲି ତମେ କଇତେରଇସା । ମାତର୍ ମୁଇ ତମ୍କେ କଇଲିନି କେତ୍ମନ୍କେ ନିକ କରି ଦେକିଦେକା । ଏବେ ତେଇର୍ ତାସ୍ ପାଚିଗାଲା ଆଚେ ଆରି କାଟ୍ବା ବେଲା ସମାନ୍ ଅଇଲା ଆଚେ ।
36 The reaper receives wages, and gathers the fruits of eternal life, that both the sower and the reaper may rejoice together. (aiōnios )
୩୬ଏବେ ମିସା ଜନ୍ ଲକ୍ ତାସ୍ କାଟ୍ଲାନି ତାକେ ବୁତି ଦିଆ ଅଇଲାନି, ସେ ନ ସାର୍ବା ଜିବନର୍ ପାଇ ତାସ୍ ଟୁଲିଆଇଲାନି । ସେଟାର୍ ପାଇ ବୁନ୍ଲା ଲକ୍ ଆରି କାଟ୍ବା ଦୁଇ ଲକ୍ଜାକ ମିସି ସାର୍ଦା କର୍ବାଇ । (aiōnios )
37 For in this, the proverb is verified, One sows, and another reaps.
୩୭କାଇକେବଇଲେ ଗଟେକ୍ ଲକ୍ ବିଅନ୍ ବୁନ୍ଲେ ସେଟା ବିନ୍ ଲକ୍ କାଟ୍ସି । ଏ କାତା ପୁରାପୁରୁନ୍ ସତ୍ ।
38 I sent you to reap that on which you have bestowed no labor: others labored, and you get possession of their labors.
୩୮ତମେ ଜନ୍ତି ବୁନି ନ ରଇଲାସ୍ ତେଇ କାଟ୍ବାକେ ପାଟାଇଆଚି । ବିନ୍ ଲକ୍ମନ୍ କାମ୍କଲାଇ ଆରି ତମେ ସେମନ୍ କଲା କାମେଅନି ଲାବ୍ ପାଇଲାସ୍ନି ।”
39 Now, many Samaritans of that city believed him, on the testimony of the woman, who said, He told me all that ever I did.
୩୯ସେ ସଅରର୍ କେତେକ୍ କେତେକ୍ ସମିରଣିୟମନ୍ ଜିସୁକେ ବିସ୍ବାସ୍ କଲାଇ । କାଇକେବଇଲେ, ସେ ମାଇଜି ସେମନ୍କେ କଇରଇଲା । ଆଗେ ମୁଇ ଜାଇଜାଇଟା କରିରଇଲି, ସେ ସବୁ କାତା ସେ ମକେ କଇଦେଲା ।
40 When, therefore, they came to him, they besought him to stay with them; and he staid there two days.
୪୦ଆରି ସମିରଣିୟ ଲକ୍ମନ୍ ଜିସୁର୍ ଲଗେ ଆସି ତାର୍ ସଙ୍ଗ୍ କେତେ ଦିନ୍ ରଇବାକେ ଗୁଆରି କଲାଇ, ସେଟାର୍ପାଇ ସେ ତେଇ ଦୁଇ ଦିନ୍ ରଇଲା ।
41 And many more believed, because of what they heard from himself;
୪୧ଜିସୁର୍ କାତା ସୁନି ତାକେ ବେସି ଲକ୍ମନ୍ ବିସ୍ବାସ୍ କଲାଇ ।
42 and they said to the woman, It is not, now, on account of what you have reported, that we believe; for we have heard him ourselves, and know that this is truly the Saviour of the world, the Messiah.
୪୨ଲକ୍ମନ୍ ସେ ମାଇଜିକେ କଇଲାଇ, “ତୁଇ କଇଲାକେ ଆମେ ବିସ୍ବାସ୍ କରୁନାଇ, ଆମେ ନିଜେ ତାର୍ କାତା ସୁନି କରି ଏ ଆକା ଦୁନିଆର୍ ରକିଆକରୁ ବଲି ବିସ୍ବାସ୍ କଲୁ ।”
43 After the two days, Jesus departed, and went to Galilee,
୪୩ଜିସୁ ତେଇ ଦୁଇ ଦିନ୍ ରଇଲା ପଚେ ଗାଲିଲି ରାଇଜେ ଗାଲା ।
44 for he had himself declared that a prophet is not regarded in his own country.
୪୪ଆରି ଗଟେକ୍ ବବିସତ୍ବକ୍ତା ନିଜର୍ ଦେସେ ସନ୍ମାନ୍ ନ ପାଏ ବଲି ଜିସୁ ଆଗ୍ତୁସେ ତାର୍ ସିସ୍ମନ୍କେ କଇରଇଲା ।
45 Being come into Galilee, he was well received by the Galileans, who had seen all that he did at Jerusalem, during the festival; for they likewise attended the festival.
୪୫ସେଟାର୍ପାଇ ସେ ଜେଡେବେଲା ଗାଲିଲି ଦେସେ କେଟ୍ଲା, ସେବେଲା ଲକ୍ମନ୍ ଆଲାଦ୍ ସଙ୍ଗ୍ ଡାକିନେଲାଇ । କାଇକେବଇଲେ ଆଗେ ଜିରୁସାଲାମେ ନିସ୍ତାର୍ ପରବ୍ଟାନେ ସେମନ୍ ସେ କରିରଇବା କାମ୍ ସବୁ ଦେକିରଇଲାଇ ।
46 Then Jesus returned to Cana, of Galilee, where he had made the water wine. And there was a certain officer of the court, whose son lay sick at Capernaum,
୪୬ଜିସୁ ଗାଲିଲିର୍ କାନା ନାଉଁର୍ ଗଡେ ଆରି ତରେକ୍ ଗାଲା । ସେ ଗଡେସେ ପାନି ଅଙ୍ଗୁର୍ ରସ୍ କରିରଇଲା । ତେଇ ରମିଅ ସାସନ୍କାରିଆର୍ ଗଟେକ୍ ମୁକିଅ ଲକର୍ ପଅ କପର୍ନାଉମେ ଜର୍ ଅଇରଇଲା ।
47 who having heard that Jesus was come from Judea into Galilee, went to him, and entreated him to come and cure his son, who was dying.
୪୭ଜିସୁ ଜିଉଦାଇ ଅନି ଗାଲିଲି ଆଇଲା ଆଚେ ବଲି ସୁନିକରି ଜର୍ ଅଇଲା ପିଲାର୍ ବାବା ତାର୍ ଲଗେ ଗାଲା । ମର୍ବା ସମାନ୍ ଅଇରଇବା ପିଲାକେ ନିମାନ୍ କର୍ବାକେ କପର୍ନାଉମେ ଜୁ ବଲି ଜିସୁକେ ଜୁଆର୍ ବିଆର୍ କଲା ।
48 Jesus said to him, Unless you see signs and prodigies, you will not believe.
୪୮ଜିସୁ ତାକେ କଇଲା, “ତମେ କାବା ଅଇଜିବାଟା ଆରି କେବେ ନ ଅଇଲା ପାରା କାମର୍ ଚିନ୍ମନ୍ ନ ଦେକ୍ଲେ କେବେ ମିସା ମକେ ବିସ୍ବାସ୍ ନ କରାସ୍ ।”
49 The officer answered, Come, Sir, before my child die.
୪୯ସେ ଲକ୍ ତାକେ କଇଲା, “ଏ ଗୁରୁ, ମର୍ ପିଲା ନ ମର୍ବା ଆଗ୍ତୁ ତମେ ମର୍ ସଙ୍ଗ୍ ଆସା ।”
50 Jesus replied, Go your way. Your son is well. And the man believed the word which Jesus had spoken, and went his way.
୫୦ଜିସୁ ତାକେ କଇଲା, “ଏବେ ତୁଇ ତର୍ ଗରେ ଜା, ତର୍ ପିଲା ଜିବନ୍ ଅଇଗାଲାବେ ।” ସେ ଲକ୍ ଜିସୁ କଇରଇବା କାତା ବିସ୍ବାସ୍ କରି ବାଉଡିଗାଲା ।
51 As he was returning, his servants met him, and informed him that his son was well.
୫୧ସେ ଗରେ ଗାଲାବେଲେ ତାର୍ କେତେଟା ଗତି ଦାଙ୍ଗ୍ଡାମନ୍ ତାକେ ବେଟ୍ପାଇକରି, “ତର୍ ପିଲା ନିମାନ୍ ଅଇଲାବେ” ବଲି କଇଲାଇ ।
52 He then inquired of them the hour when he began to get better. They answered, Yesterday, at the seventh hour, the fever left him.
୫୨ସେ ଲକ୍ ତାର୍ ଗତିଦାଙ୍ଗ୍ଡାମନ୍କେ ପାଚାର୍ଲା, “ପିଲା କେଡେବେଲେ ନିମାନ୍ ଅଇଲା?” ଗତିଦାଙ୍ଗ୍ଡାମନ୍, “କାଲି ଗଁଟେ ବେଲେ ନିମାନ୍ ଅଇଲା” ବଲି କଇଲାଇ ।
53 Then the father knew, that it was the same hour in which Jesus said to him, Your son is well; and he, and all his family, believed.
୫୩ଜିସୁ ଟିକ୍ ସେବେଲାସେ ତର୍ ପିଲା ନିମାନ୍ ଅଇଲାବେ ବଲି କଇରଇଲାଟା ସେ ମୁକିଅ ଲକ୍ ମନେପାକାଇଲା । ସେଟାର୍ପାଇ ସେ ଲକ୍ ଆରି ତାର୍ ଗରର୍ ସବୁ ଲକ୍ ଜିସୁକେ ବିସ୍ବାସ୍ କଲାଇ ।
54 This second miracle Jesus performed, after returning from Judea to Galilee.
୫୪ଜିସୁ ଜିଉଦାଇ ଅନି ଗାଲିଲି ଦେସେ ଆଇଲା ପଚେ ଏଟାସଙ୍ଗ୍ ଦୁଇପାଲି କାବାଅଇଜିବା କାମ୍ କରି ରଇଲାଟା ।