< 2 Thessalonians 3 >

1 Finally, brethren, pray for us, that the word of the Lord may rapidly spread, and be glorified, even as among you.
ଏ ବାଇବଇନିମନ୍‌, ସାରାସାରି ଆମର୍‌ପାଇ ପାର୍‌ତନା କରା । ମାପ୍‌ରୁର୍‌ ବାକିଅ ତମର୍‌ ବିତ୍‌ରେ ଜେନ୍ତିକି ଦାପ୍‌ରେ ଡାବିଅଇ ଜାଇରଇଲା, ସେନ୍ତାରିସେ ଦାପ୍‌ରେ ଗୁଲାଇବାଟେ ବିଚିଅଇକରି ଡାକ୍‌ପୁଟା ଅ ।
2 And that we may be delivered from unreasonable and wicked men; for all men have not faith.
ଜେନ୍ତାରି କି ପର୍‌ମେସର୍‌ ଆମ୍‌କେ ପଟ୍‌କାର୍‌ ଆରି କୁଟିଆଲ୍‌ ଲକ୍‌ମନର୍‌ ଟାନେଅନି ରକିଆ କର । କାଇକେବଇଲେ, ସବୁଲକ୍‌ ମାପ୍‌ରୁର୍‌ ବାକିଅ ବିସ୍‌ବାସ୍‌ କରତ୍‌ ନାଇ । ଏଟାର୍‌ପାଇ ଆରିତରେକ୍‌ ପାର୍‌ତନା କରା ।
3 But the Lord is faithful, who will establish and keep you from the evil one.
ମାତର୍‌ ମାପ୍‌ରୁ, କାତା ରକିଆକାରି । ସେ ତମ୍‌କେ କାରାପ୍‌ଟାନେଅନି ରକିଆ କରି ତବିର୍‌ କରାଇସି ।
4 For we have confidence in the Lord concerning you, that you both do, and will do, the things which we command you.
ଆମେ ଜେତ୍‌କି ସବୁ ଆଦେସ୍‌ ଦେଲେ ମିସା ତମେ ସେଟା କଲାସ୍‌ନି, ଆରି କର୍‌ସା ମିସା । ଏଟା ମାପ୍‌ରୁର୍‌ ଟାନେ ତମର୍‌ ବିସଇ ନେଇ ଆମେ ଡାଟ୍‌ସଙ୍ଗର୍‍ ବିସ୍‌ବାସ୍‌ ।
5 And may the Lord direct your hearts into the love of God and into the patience of Christ.
ଆରି ମାପ୍‌ରୁ ତମର୍‌ ମନ୍‌କେ ପର୍‌ମେସରର୍‌ ଆଲାଦ୍‌ ଆରି କିରିସ୍‌ଟର୍‌ ସାଆସ୍‌ ବାଟେ ଜିବାକେ ସାଇଜ କର ।
6 Now, we command you, brethren, by the name of our Lord Jesus Christ, that you withdraw yourselves from every brother who walks disorderly, and not according to the tradition which he received from us.
ଏ ବାଇବଇନିମନ୍‌, ଆମେ ତମ୍‌କେ ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟର୍‌ ନାଉଁ ଦାରି ଆଦେସ୍‌ ଦେଲୁନି । କନ୍‌ ବାଇ ମିସା ଆମର୍‌ଟାନେଅନି ପାଇରଇବା ସିକିଆ ଇସାବେ ମାନିକରି ବାଡୁଅଇକରି ଚଲାଚଲ୍‌ତି କର୍‌ସି ବଇଲେ, ତାର୍‌ଟାନେଅନି ବେଗ୍‌ଲି ଦିଆସ୍‌ ।
7 For yourselves know how you ought to imitate us--that we did not walk disorderly among you;
କାଇକେବଇଲେ, ତମେ, ଆମେ କଲାପାରା କର୍‌ବା ଦର୍‌କାର୍‌ । ଆରି ସେଟା କେନ୍ତାରି କର୍‌ବାର୍‌ ନିଜେ ଜାନିଆଚାସ୍‌ । ସେଟାର୍‌ପାଇ ଆମେ ତମର୍‌ ଟାନେ ବାଡୁଅଇକରି ଚଲାଚଲ୍‌ତି କରୁନାଇ ।
8 but with labor and toil we wrought night and day, that we might not be burdensome to any of you.
କାର୍‌ ଗରେ ମିସା ଉଜେ ଉଜେ ମାଙ୍ଗି ନ କାଇତେରଇଲୁ । ତମର୍‌ ବିତ୍‌ରେ କାର୍‌ମିସା ବଜ୍‌ ପାରା ନ ଅଇ ରଇକରି କସ୍‌ଟ ପାଇ, ଆବଡ୍‌ ପାଇଟି କରି ଦିନ୍‌ରାତି କାମ୍‌ କର୍‌ତେରଇଲୁ ।
9 Not because we have not a right, but that we might give ourselves to you for a pattern, to imitate us.
ତମ୍‌କେ କାଇବାଟା ମାଙ୍ଗ୍‌ବାକେ ଆମର୍‌ ଅଦିକାର୍‌ ରଇଲା, ମାତର୍‌ ସେନ୍ତାରି କରୁନାଇ । କାଇକେବଇଲେ ତମର୍‌ପାଇ ଗଟେକ୍‌ ଉଦାଅରନ୍‌ ଦେକାଇବାକେ ସେନ୍ତାରି କଲୁ ।
10 And, therefore, when we were with you, this we commanded you, that if any one will not work, neither let him eat.
୧୦ତମର୍‌ ସଙ୍ଗ୍‍ ରଇଲାବେଲେ ଆମେ ତମ୍‌କେ କଇରଇଲୁ, ଜନ୍‌ ଲକ୍‌ ପାଇଟି କାବାଡ୍‌ ନ କରେ, ସେ ବାତ୍‌ପେଜ୍‌ ନ କାଅ ।
11 For we hear that there are some who still walk among you disorderly, not working at all, but prying into other people's affairs.
୧୧ଏବେ ଏ କାତା ଆରିତରେକ୍‌ କଇଲୁନି, କାଇକେବଇଲେ ଆମେ କବର୍‌ ପାଇଲୁ ଆଚୁଜେ, ତମର୍‌ ବିତ୍‌ରେ କେତେକ୍‌ ଲକ୍‌ମନ୍‌ ବାଡୁ ଅଇକରି ଜିଉନାକାଉନା କଲାଇନି । କାଇ ପାଇଟି ନକରି ବିନ୍‌ ଲକର୍‌ କାମେ ମଜାଇ ଅଇସି ଆରି କାଇଟାମିସା ନ କରତ୍‌ ।
12 Now, them who are such, we command and beseech by our Lord Jesus Christ, that with quietness they work, and eat their own bread.
୧୨ମାପ୍‌ରୁ ଜିସୁକିରିସ୍‌ଟର୍‌ ନାଉଁ ଦାରି ଆମେ ସେ ଲକ୍‌ମନ୍‌କେ ଜାଗ୍‌ରତ୍‌କରି ଆଦେସ୍‌ଦେଲୁନି, ସେମନ୍‌ ସେନ୍ତାରି କର୍‌ବାଟା ଚାଡିଦେସ୍‌ । ଜେନ୍ତାରିକି ନିଜର୍‌ ପେଟର୍‌ପାଇ କାଦି ପାଇବାକେ ପାଇଟି କରତ୍‌ ।
13 And you, brethren, be not weary in well doing.
୧୩ମାତର୍‌ ଏ ବାଇବଇନିମନ୍‌ ତମେ ସତ୍‌କାମ୍‌ କର୍‌ବାକେ ତାକିଜାଆ ନାଇ ।
14 Now, if one do not obey our command in this letter, point out that man, and keep no company with him, that he may be ashamed.
୧୪ଏ ଚିଟିଲଗେ ତମ୍‌କେ ଜନ୍‌ କବର୍‌ପାଟାଇଲୁ ଆଚୁ, କେନ୍ତି ଆଲେ ତମର୍‌ ବିତ୍‌ରେଅନି କେ ମିସା ସେଟା ମାନ୍‌ବାକେ ମନ୍‍ ନ କରେ, ସେନ୍ତାରି ଲକ୍‌କେ ଚିନିରୁଆ ଆରି ତାର୍‌ସଙ୍ଗ୍‍ ମିସିବିଡି ରଇବାଟା ଚାଡି ଦିଆସ୍‌ ।
15 Yet do not count him as an enemy, but admonish him as a brother.
୧୫ସେନ୍ତାର୍‍ କଲେ ସେ ଲାଜ୍‌ ଅଇଜାଇସି । ମାତର୍‌ ତାର୍‌ସଙ୍ଗ୍‍ ସତ୍‌ରୁର୍‌ ପାରା କାତାବାର୍‌ତା ନ ଅଇକରି, ନିଜର୍‌ ବିସ୍‌ବାସି ବାଇପାରା ତାକେ ଜାଗ୍‍ରତ୍‍ କରା ।
16 And may the Lord of peace himself give you peace always, in every event. The Lord be with you all.
୧୬ଜନ୍‌ମାପ୍‌ରୁ ଆମ୍‌କେ ସାନ୍ତି ଦେଲାନି, ସେ ତମ୍‌କେ ସବୁବେଲେ ଆରି ସବୁରକାମ୍‌ ସାନ୍ତିଦେଅ । ମାପ୍‌ରୁ ତମର୍‌ ସବୁର୍‌ଲଗେ ରଅ ।
17 The salutation of Paul, with my own hand, which is the token in every epistle: thus I write.
୧୭ମୁଇ ମର୍‌ ନିଜର୍‌ ଆତେ ଏଟା ଲେକ୍‌ଲିନି । ପାଉଲର୍‌ ଜୁଆର୍‌ ଜାନାଇଲୁନି । ମୁଇ ଲେକିରଇବା ସବୁ ଚିଟିପତର୍‌ ଲଗେ ମୁଇ ଏନ୍ତାରି ଦସ୍‌ତକତ୍‌ କରି ଲେକିରଇବି ।
18 The favor of our Lord Jesus Christ be with you all. Amen.
୧୮ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ଜିବନ୍‌ ଦୁକାନି ତମ୍‌କେ ସବୁକେ ମିଲ ।

< 2 Thessalonians 3 >