< Philippians 2 >
1 If, then, any exhortation [is] in Christ, if any comfort of love, if any fellowship of [the] Spirit, if any yearnings and mercies,
୧ଜଦି କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ ପାଇ ତମର୍ ମନ୍ ସାର୍ଦା ଅଇଲାଆଚେ, ଆରି ତାର୍ ଆଲାଦର୍ ଲାଗି ସାନ୍ତି ପାଇଆଚାସ୍, ଜଦି ସୁକଲ୍ଆତ୍ମାର୍ ସଙ୍ଗ୍ ମିସିବିଡିକରି ଆଚାସ୍, ଆରି ଜଦି କିରିସ୍ଟ ତମ୍କେ ଜିବନ୍ ଦୁକାଇ ଦୟା ଦେକାଇଆଚେ,
2 fulfill my joy, that you may mind the same thing—having the same love—of one soul—minding the one thing,
୨ସେନ୍ତାର୍ଆଲେ, ମୁଇ ତମ୍କେ ଜୁଆର୍ କରି କଇଲିନି, ତମର୍ ତମର୍ ବିତ୍ରେ ଗଟେକ୍ ମନ୍ ଉଆ । ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ସମାନ୍ ଇସାବେ ଆଲାଦ୍ କରା । ଗଟେକ୍ ଚିନ୍ତା କରା ଆରି ତମର୍ ଆତ୍ମାଇ ଗଟେକ୍ ଅଇକରି ତମର୍ ବାବ୍ବାଟା ଗଟେକ୍ ଅ । ଏନ୍ତାରି କରି ମକେ ପୁରାପୁରୁନ୍ ସାର୍ଦା କରାଆ ।
3 nothing in rivalry or vainglory, but in humility of mind counting one another more excellent than yourselves—
୩ବିନ୍ ଲକ୍ମନର୍ ଟାନେଅନି ନିଜେ ବଡ୍ ଅଇବାକେ ଚେସ୍ଟା କରାନାଇ । ଅବ୍କା ବଡ୍ପନ୍ କାତା କଇବାକେ କାଇ ବିସଇ ମିସା କରାନାଇ । ତାର୍ ବାଦୁଲେ ନିଜ୍କେ ସାନ୍ କରା । ବିନ୍ ଲକର୍ ଟାନେଅନି, ନିଜେ ମୁଇ ବଡ୍ ବଲି ବାବାନାଇ ।
4 do not each look to your own, but each also to the things of others.
୪ମର୍ ନିଜର୍ପାଇ କାଇଟାକଲେ ଅଦିକ୍ ନିକ ରଇସି ବଲି ଅବ୍କା ସେଟାସେ ବାବି ବାବି ରୁଆନାଇ । ବିନ୍ ଲକର୍ପାଇ ଜନ୍ ବିସଇ ନିକ ରଇସି, ସେଟାମିସା ଏତାଇରୁଆ ।
5 For let this mind be in you that [is] also in Christ Jesus,
୫କିରିସ୍ଟ ଜିସୁର୍ ମନ୍ ଜେନ୍ତି ରଇଲା, ତମର୍ ମନ୍ମିସା ସେ ରକାମ୍ ଅ ।
6 who, being in the form of God, thought [it] not something to be seized to be equal to God,
୬ସେ ପର୍ମେସରର୍ ପାରା ସବୁ ରକାମ୍ ରଇଲେ ମିସା, ତାର୍ ସଙ୍ଗ୍ ସମାନ୍ଅଇ ରଇବା ଅଦିକାର୍ ନିଜର୍ପାଇ ଦାରିକରି ରଇବି ବଲି ମନ୍ କରେ ନାଇ ।
7 but emptied Himself, having taken the form of a servant, having been made in the likeness of men,
୭ତାର୍ ବାଦୁଲେ ସେ ନିଜେ ମନ୍କରି, ତାକେ ରଇଲା ସବୁଟା ଚାଡିଦେଇ ଗଟେକ୍ ଗତିଦାଙ୍ଗ୍ଡାର୍ ରୁପ୍ ଦାରିଆଇଲା । ନର୍ ଲକ୍ ପାରା ଅଇକରି ନର୍ ଲକର୍ ବାନିମୁର୍ତି ଦାରି ଜାତ୍ଅଇଲା ।
8 and having been found in appearance as a man, He humbled Himself, having become obedient to death—even death of a cross,
୮ନର୍ଲକ୍ ପାରା ଅଇ ଆଇଲାପଚେ, ସେ ପର୍ମେସରର୍ ଆଦେସ୍ ମାନିକରି, ନିଜ୍କେ ଆରି ଅଦିକ୍ ସାନ୍କଲା । ଲକ୍ମନ୍ ମରାଅତ୍ବଲି ସର୍ପାଇଅଇଲା । ଅବ୍କା ମର୍ବାକେ ନାଇ, ମାତର୍ କୁରୁସ୍ କାଟେ କୁଟିମାରାଇଅଇ ଚଗାଇଅଇବାକେ ମିସା ।
9 for this reason, also, God highly exalted Him, and gave to Him a Name that [is] above every name,
୯ତେବର୍ପାଇ ପର୍ମେସର୍ ତାକେ ସବୁର୍ତେଇଅନି ଉପ୍ରେ ଉଟାଇଲା । ଆରି ସବୁର୍ ନାଉଁଟାନେଅନି ଅଦିକ୍ ଡାକ୍ପୁଟା ଆରି ଅଦିକାର୍ ରଇବା ନାଉଁ ତାକେ ଦେଲା ।
10 that in the Name of Jesus every knee may bow—of heavenlies, and earthlies, and what are under the earth—
୧୦ଜେନ୍ତିକି ସରଗ୍ପୁରେ, ମଚ୍ପୁରେ ଆରି ପାତାଲେ ରଇବା ସବୁ, ଜିସୁକେ ମାଣ୍ଡିକୁଟା ଦେଇ ଜୁଆର୍ କର୍ବାଇ । ସେଟାର୍ପାଇ ପର୍ମେସର୍ ଏ ସବୁ କଲାଆଚେ ।
11 and every tongue may confess that Jesus Christ [is] LORD, to the glory of God the Father.
୧୧ଆରି ସବୁ ଲକ୍ ଜିସୁକିରିସ୍ଟସେ ମାପ୍ରୁ ବଲି ମାନିଅଇବାଇ । ଏନ୍ତାରି ଅଇଲେ ବାବା ପର୍ମେସର୍ ଡାକ୍ପୁଟା ପାଇସି ।
12 So that, my beloved, as you always obey, not as in my presence only, but now much more in my absence, work out your own salvation with fear and trembling,
୧୨ତେବର୍ ପାଇ, ଏ ମର୍ ଆଲାଦର୍ ମଇତର୍ମନ୍, ତମେ ଜେନ୍ତାରିକି, ମାପ୍ରୁର୍ ଆଦେସ୍ ମାନିକରି ରଇଆଚାସ୍, ଜାଗିରଇ ଡରିକରି ତମର୍ ମୁକ୍ତିର୍ କାମ୍ ପୁରାପୁରୁନ୍ କରା । ମୁଇ ରଇଲାବେଲେସେ ନାଇ, ମାତର୍ ମୁଇ ଦୁରିକେ ରଇଲେ ମିସା ଏଟା କରା ।
13 for it is God who is working in you both to will and to work for His good pleasure.
୧୩ପର୍ମେସର୍ ନିଜେ ତମର୍ ବିତ୍ରେ ଏ କାମ୍ କଲାର୍ପାଇ ତମେ ଏଟା କରିପାର୍ସା । ତମ୍କେ ଜାଇଟା କରତ୍ ବଲି ସେ ମନ୍ କଲାନି, ସେ ସମାନ୍ ମନ୍ କର୍ବାଟା, ତମ୍କେ ମିସା ଦେଇସି । ଆରି ସେଟା କର୍ବାକେ ବପୁ ମିସା ଦେଇସି ।
14 Do all things without murmurings and deliberations,
୧୪ମୁର୍ମୁରା ଆରି କିରଜାଟି ନ ଅଇକରି ସବୁ ଲକ୍ଜାକ କାମ୍ କରା ।
15 that you may become blameless and pure children of God, unblemished in the midst of a crooked and perverse generation, among whom you appear as luminaries in the world,
୧୫ଏନ୍ତାରିକଲେ, ତମେ କାରାପ୍ କାମ୍ କଲାସ୍ନି ବଲି ବିନ୍ଲକ୍ କାଇ ଦସ୍ ନ ଦାରତ୍ ଆରି ତମେ ସୁକଲ୍ ଅଇସା । ପାପ୍କରି କାରାପ୍ କାମ୍ କର୍ବା ଲକ୍ମନର୍ ମଜାଇ ପର୍ମେସରର୍ ସିଦ୍ ପିଲାଟକି ଇସାବେ ତମେ ରଇସା । ତାକର୍ ବିତ୍ରେ ଆନ୍ଦାର୍ ଜଗତେ ଉଜଲ୍ ଜଟକ୍ଲା ପାରା ତମର୍ ଚଲାଚଲ୍ତି ଡିସ୍ସି ।
16 holding forth the word of life, for rejoicing to me in regard to [the] Day of Christ, that I did not run in vain, nor did I labor in vain;
୧୬ନ ସାର୍ବା ଜିବନର୍ କବର୍ ସବୁ ଲକ୍କେ ଜାନାଆ । ଏନ୍ତାରିକଲେ, କିରିସ୍ଟ ବାଅଡ୍ବା ଦିନେ ମୁଇ ତମର୍ ବିସଇର୍ ଲାଗି ବଡ୍ପନ୍ ଅଇବି । ତମର୍ ବିତ୍ରେ ଆବଡ୍ ଅଇକରି କରିରଇବା କାମ୍ ଚୁଚାଇ ଅଏ ନାଇ ବଲି ସେ ଦିନେ ଡିସ୍ସି ।
17 but if I also am poured forth on the sacrifice and service of your faith, I rejoice and am glad with you all,
୧୭ସୁବ୍କବର୍ ବିସ୍ବାସ୍ କଲାର୍ପାଇ, ତମେ ଜେନ୍ତାରି ଦୁକ୍ କସ୍ଟ ପାଇକରି ମୁରଚ୍ଲାସ୍ନି, ସେନ୍ତାରିସେ ମୁଇ ମିସା ସୁବ୍କବର୍ ଜାନାଇଲାର୍ ପାଇ ଦୁକ୍ କସ୍ଟ ପାଇକରି ମରିମିସା ଜିବି । ସେନ୍ତାରିଅଇଲେ ମିସା ମୁଇ ନିଜେ ସାର୍ଦା ଅଇ ତମର୍ସଙ୍ଗ୍ ସାର୍ଦା କର୍ବି ।
18 because of this you also rejoice and are glad with me.
୧୮ସେନ୍ତାରିସେ ତମେମିସା ସାର୍ଦା ଅଇକରି ମର୍ସଙ୍ଗ୍ ସାର୍ଦା କର୍ବାର୍ ଆଚେ ।
19 And I hope, in the Lord Jesus, to send Timotheus to you quickly, that I also may be of good spirit, having known the things concerning you,
୧୯ଜଦି ମାପ୍ରୁ ମନ୍କଲେ, ତିମତିକେ ତମର୍ଟାନେ ଦାପ୍ରେ ପାଟାଇବାକେ ମନ୍ କଲିନି । ତାର୍ଟାନେଅନି ତମେ ନିକ ଆଚାସ୍ ବଲି ସୁନ୍ଲେ, ମୁଇ ମିସା ସାର୍ଦା ଅଇବି ।
20 for I have no one like-minded, who will sincerely care for the things concerning you,
୨୦ତିମତିକେ ଚାଡିଦେଲେ ଆରି ତମର୍ ବିସଇ କେ ମିସା, ଅଦିକ୍ ଚିନ୍ତା କର୍ବା ଲକ୍ ମର୍ ଲଗେ ନାଇ । ସେ ତମର୍ ଦୁକ୍ ସୁକ୍ ବିସଇନେଇ ସତଇସେ ଚିନ୍ତା କର୍ସି ।
21 for the whole seek their own things, not the things of Christ Jesus,
୨୧ମୁଇ କାଇକେ ଏନ୍ତାରି କଇଲିନି ବଇଲେ, ସବୁ ଲକ୍ ନିଜର୍ ନିଜର୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ମନ୍ କର୍ବାଇ । ଜିସୁକିରିସ୍ଟ ମନ୍ କଲାଟା ପୁରାପୁରୁନ୍ କର୍ବାକେ ମନ୍ କରତ୍ ନାଇ ।
22 and you know his proof, that as a child [serves] a father, he served with me in regard to the good news;
୨୨ତମେତା ଜାନିଆଚାସ୍, ତିମତି ନିଜ୍କେ ସତ୍ବାବେ କାମ୍ କର୍ବା ଲକ୍ ପାରା ଦେକାଇଅଇଆଚେ । ସେ ଜେନ୍ତିକି ଗଟେକ୍ ପଅ, ତାର୍ ବାବା ସଙ୍ଗ୍ ସେବା କର୍ସି, ସେନ୍ତାରିସେ ସେ ମର୍ସଙ୍ଗ୍ ସୁବ୍କବର୍ ଜାନାଇବା କାମେ ମିସିଆଚେ ।
23 I indeed hope to send him, when I may see through the things concerning me—immediately;
୨୩ତେବର୍ ପାଇ, ମକେ କାଇଟା ଗଟ୍ସି, ସେଟା ଜାନ୍ଲା ଦାପ୍ରେ, ତାକେ ତମର୍ ଲଗେ ପିଲିପିତେଇ ପାଟାଇବି ବଲିକରି ଆସା କଲିନି ।
24 and I trust in the LORD that I will also come quickly myself.
୨୪ମୁଇ ମାପ୍ରୁର୍ ଲଗେ ବିସ୍ବାସ୍ କଲିନିଜେ, ମୁଇ ନିଜେ ମିସା ଦାପ୍ରେ ତମ୍କେ ଦେକ୍ବାକେ ଆଇବି ।
25 And I thought [it] necessary to send to you Epaphroditus—my brother and fellow-workman and fellow-soldier, and your apostle and servant to my need,
୨୫ମାତର୍ ଆମର୍ ବାଇ ଏପାପର୍ଦିତକେ ତମର୍ଟାନେ ପାଟାଇବି ବଲି ମୁ ମନେ ମନେ ବାବ୍ଲିନି । ସେ ମର୍ ସଙ୍ଗ୍ କାମ୍ କରି ସୁବ୍କବରର୍ ଦେକାରକା ପାଇ ଆବଡ୍ କଲା । ତମର୍ ବାଦୁଲେ ମର୍ ସବୁ ବିସଇ ପୁରାପୁରୁନ୍ କର୍ବାକେ ତାକେ ତମେ ପାଟାଇରଇଲାସ୍ ।
26 seeing he was longing after you all, and in heaviness, because you heard that he ailed,
୨୬କାଇକେ ବଇଲେ ସେ ତମ୍କେ ଦେକ୍ବାକେ ବେସି ମନ୍ କଲାନି । ଆରି ତାକେ ବେମାର୍ ଦାରାଇ ଅଇଆଚେ ବଲିକରି ତମେ ସୁନିକରି ଦାନ୍ଦାପାନ୍ଦା ଅଇରଇଲାସ୍ ବଲି ସେ ଜାନିରଇଲା ।
27 for he also ailed near to death, but God dealt kindly with him, and not with him only, but also with me, that I might not have sorrow on sorrow.
୨୭ଉଁ, ସେ ମର୍ବା ଉପ୍ରେ ରଇଲା । ଆରି ପର୍ମେସର୍ ତାକେ ଦୟାକଲା । ଅବ୍କା ତାକେସେ ନାଇ, ମାତର୍ ଜେନ୍ତିକି ମର୍ପାଇ ଦୁକ୍ଉପ୍ରେ ଦୁକ୍ ନ ଆସ ବଲି ମକେ ମିସା ଦୟାକଲା ।
28 The more eagerly, therefore, I sent him, that having seen him again you may rejoice, and I may be less sorrowful;
୨୮ତେବର୍ପାଇ ମୁଇ ତାକେ ଆରିତରେକ୍ ବେସି ସାର୍ଦା ସଙ୍ଗ୍ ପାଟାଇଲିନି । ଜେନ୍ତିକି ତମେ ତାକେ ଆରିତରେକ୍ ଦେକି ସାର୍ଦା ଅଇସା ଆରି ମୁଇ ମିସା ଦୁକ୍ ନ କରି ।
29 receive him, therefore, in the LORD, with all joy, and hold such in honor,
୨୯ତେବର୍ପାଇ ତାକେ ଗଟେକ୍ ବିସ୍ବାସି ବାଇ ଇସାବେ ସାର୍ଦା ସଙ୍ଗ୍ ଡାକିନିଆ । ତାର୍ପାରା ଲକ୍ମନ୍କେ ସନ୍ମାନ୍ ଦିଆସ୍ ।
30 because on account of the work of the Christ he drew near to death, having hazarded life that he might fill up your deficiency of service to me.
୩୦କାଇକେବଇଲେ କିରିସ୍ଟର୍ ଲାଗି ବଲିକରି ସେ ତାର୍ ଜିବନ୍ ବିପଦେ ପାକାଇଲା । ଆରି ତମେ ମର୍ଲାଗି ବଲିକରି ସେବାକାମେ ଜାଇଟାସବୁ ଉନା ଅଇଲାଆଚେ, ସେଟା ସବୁଜାକ ସେ ପୁରାପୁରୁନ୍ କଲା ।