< Matthew 6 >

1 “Take heed not to do your kindness before men, to be seen by them, and if not—you have no reward from your Father who [is] in the heavens;
ଲକ୍‌ମନ୍‌କେ ଦେକାଇଅଇବାକେ ସବୁର୍‌ ମୁଆଟେ ନିକ କାମ୍‌ କରାନାଇ । ସେଟା କଲେ ସର୍‌ଗେ ରଇବା ତମର୍‌ ବାବାର୍‌ ଟାନେଅନି ପୁରୁସ୍‌କାର୍‌ ନ ପାଆସ୍‌ ।
2 whenever, therefore, you may do kindness, you may not sound a trumpet before you as the hypocrites do, in the synagogues, and in the streets, that they may have glory from men; truly I say to you, they have their reward!
ତେବେ ଗଟେକ୍‌ ଗରିବ୍‌ ଲକ୍‌କେ ଦାନ୍‌ ଦେବା ବେଲେ କୁଟିଆଲ୍‌ମନର୍‌ ପାରା ଦେକାଇ ନ ଉଆ । ସେମନ୍‌ ଲକ୍‌ମନର୍‌ତେଇ ଅନି ଡାକ୍‌ପୁଟା ପାଇବାକେ ପାର୍‌ତନା ଗରେ ଆରି ସାଇ ମଜାଇ ଦାନ୍‌ଦରମ୍‌ ଦେକାଇବାଇ । ମୁଇ ସତ୍‌ କଇଲିନି ଜେ, ସେମନ୍‌ ଇତିଅନି ସେମନର୍‌ ବୁତି ପୁରାପୁରୁନ୍‌ ପାଇସାରି ଆଚତ୍‌ ।
3 But you, doing kindness, do not let your left hand know what your right hand does,
ମାତର୍‌ ତମେ ଅବାବେ ରଇଲା ଲକ୍‌କେ ସାଇଜ କଲାବେଲେ, ଏନ୍ତାରି କରା, ଜେନ୍ତିକି ତମର୍‌ ଲଗର୍‍ ମଇତର୍‌ ମିସା ଏ କାତା ନାଜାନ ।
4 that your kindness may be in secret, and your Father who is seeing in secret will reward you Himself.
ତମର୍‌ ଏ ଦାନ୍‌ ଲୁଚ୍‌ତେ ଅଇରଇଲେ ମିସା ସବୁ ଦେକ୍‌ବା ବାବା ପର୍‌ମେସର୍‌ ସେଟା ଦେକି ତମ୍‌କେ ପୁରୁସ୍‌କାର୍‌ ଦେଇସି ।
5 And when you may pray, you will not be as the hypocrites, because they cherish to pray standing in the synagogues and in the corners of the broad places, that they may be seen of men; truly I say to you that they have their reward.
ପାର୍‌ତନା କର୍‌ବା ବେଲେ କୁଟିଆଲ୍‌ ବିସ୍‌ବାସିମନର୍‌ ପାରା ଉଆନାଇ । କାଇକେ ବଇଲେ ସେମନ୍‌ ଲକ୍‌ମନ୍‌କେ ଦେକାଇ ଅଇବାକେ ପାର୍‌ତନା ଗର୍‌ମନ୍‌କେ ଆରି ଗାଉଁର୍‌ ମଜା ଡାଣ୍ଡେ ଟିଆ ଅଇକରି ପାର୍‌ତନା କର୍‌ବାକେ ମନ୍‌ କର୍‌ବାଇ । ମୁଇ ତମ୍‌କେ ସତ୍‌ କଇଲିନି, ସେମନ୍‌ ନିଜର୍‌ ନିଜର୍‌ ପୁରୁସ୍‌କାର୍‌ ପାଇଲାଇବେ ।
6 But you, when you may pray, go into your chamber, and having shut your door, pray to your Father who [is] in secret, and your Father who is seeing in secret will reward you.
ମାତର୍‌ ତମେ ପାର୍‌ତନା କର୍‌ବାକେ ତମର୍‌ ବାକ୍‌ରାଇ ଜାଇ, କାକେ ନ ଦେକାଇଅଇତେ ପୁରିକରି କାପାଟ୍‌ ଡାବିଅଇଦିଆସ୍‌ ଆରି ନ ଡିସାଇ ଅଇବା ତମର୍‌ ସର୍‌ଗର୍‌ ବାବାର୍‌ ଲଗେ ପାର୍‌ତନା କରା । ତମେ ଲୁଚ୍‌ତେ ଜାଇଟା କର୍‌ସା, ସେଟା ଦେକି ତମର୍‌ ବାବା ତମ୍‌କେ ପୁରୁସ୍‌କାର୍‌ ଦେଇସି ।
7 And—praying—you may not use vain repetitions like the nations, for they think that in their speaking much they will be heard,
ପାର୍‌ତନା କର୍‌ବା ବେଲେ ପର୍‌ମେସର୍‌କେ ବିସ୍‌ବାସ୍‌ ନ କର୍‌ବା ଲକ୍‌ମନର୍‌ ପାରା ଅରତ୍‌ ନଇଲା କାତା ତର୍‌କେ ତର୍‌ କଇ ଆଉଲି ନ ଉଆ, ବେସି ପର୍‌ ପାର୍‌ତନା କଲେ ସେ ପର୍‌ମେସର୍‌ ସୁନ୍‌ସି ବଲି, ସେମନ୍‌ ମନେ ବାବ୍‌ବାଇ ।
8 therefore do not be like them, for your Father knows those things that you have need of before your asking Him;
ସେମନର୍‌ ପାରା ଉଆ ନାଇ । ତମେ ମାଙ୍ଗ୍‌ବା ଆଗ୍‌ତୁ ଜାଇଟା ଦର୍‌କାର୍‌, ତମର୍‌ ସରଗର୍‌ ବାବା ପର୍‌ମେସର୍‌ ସେଟା ସବୁ ଜାନ୍‍ସି ।
9 therefore pray thus: Our Father who [is] in the heavens, hallowed be Your Name.
ସେଟାର୍‌ ପାଇ ତମେ ଏନ୍ତାରି ପାର୍‌ତନା କର୍‌ବାର୍‌ ଆଚେ । ଏ ଆମର୍‌ ସରଗର୍‌ ବାବା, ତମର୍‌ ସୁକଲ୍‌ ନାଉଁ ଡାକ୍‍ପୁଟା ପାଅ ।
10 Your kingdom come, Your will come to pass, as in Heaven also on the earth.
୧୦ତମର୍‌ ସାସନ୍‌ ଆସ । ସର୍‌ଗେ ତମର୍‌ ମନ୍‍ କଲାଟା ଜେନ୍ତାରି ସିଦ୍‌ ଅଇଲାନି, ଏ ରାଇଜେ ମିସା ସେନ୍ତାରି ତମେ ମନ୍‍ କଲାଟା ସିଦ୍‌ ଅ ।
11 Give us today our appointed bread.
୧୧ଆଜି ଆମ୍‌କେ ଦର୍‌କାର୍‌ ରଇଲା କାଦି କାଇବାକେ ଦିଆ ।
12 And forgive us our debts, as we also forgive our debtors.
୧୨ଆମର୍‌ ବିରଦେ ଦସ୍‌ କରିରଇବା ଲକ୍‌ମନ୍‌କେ ଆମେ ଜେନ୍ତାର୍‌ କେମା କଲୁନି, ସେନ୍ତାରି ଆମର୍‌ ସବୁ ଦସ୍‌ କେମା କରା ।
13 And may You not lead us into temptation, but deliver us from the evil [one], because Yours is the kingdom, and the power, and the glory—for all ages. Amen.
୧୩ବେସି କସ୍‌ଟ ରଇବା ପରିକା ଆମ୍‍କେ ମୁରଚ୍‍ବାକେ ଦିଆ ନାଇ, ମାତର୍‌ କାରାପ୍‌ କାମେଅନି ରକିଆ କରା ଜେନ୍ତିକି ତମର୍‌ ରାଇଜ୍‌, ତମର୍‌ ବପୁ, ଆରି ଡାକ୍‌ପୁଟା ସବୁ ଜୁଗେଜୁଗେ ତମର୍‌ ଅଇକରି ରଅ । ଆମେନ୍‌!
14 For if you may forgive men their trespasses He also will forgive you—your Father who [is] in the heavens;
୧୪“ତମର୍‌ ବିରଦେ ଦସ୍‌ କରିରଇବା ବିନ୍‌ ଲକ୍‌ମନ୍‌କେ ଜଦି ତମେ କେମା କର୍‌ସା, ତମର୍‌ ସରଗର୍‌ ବାବା ପର୍‌ମେସର୍‌ ମିସା ତମ୍‌କେ କେମା କର୍‌ସି ।
15 but if you may not forgive men their trespasses, neither will your Father forgive your trespasses.
୧୫ମାତର୍‌ ତମେ ଜଦି ବିନ୍‌ ଲକ୍‌ମନ୍‌କେ କେମା ନ କରାସ୍‌, ସରଗର୍‌ ବାବା ମିସା ତମେ କରିରଇବା ପାପ୍‌ଦସ୍‌ କେମା ନ କରେ ।”
16 And when you may fast, do not be as the hypocrites, of sour countenances, for they disfigure their faces, that they may appear to men fasting; truly I say to you that they have their reward.
୧୬“ଉପାସ୍‌ କର୍‌ବା ବେଲେ ଦରମ୍‌ ବଲି ଦେକାଇଅଇଲା ଲକର୍‌ ପାରା ବାଇରେ ସପାସୁତର୍‌ ଅଇବାଟା ଚାଡିଦେବାର୍‌ ନାଇ । ସେମନ୍‌ ଉପାସ୍‌ କଲୁନି ବଲି ଲକର୍‌ ଲଗେ ଦେକାଇ ଅଇବାକେ ସେନ୍ତାରି କର୍‌ବାଇ । ମୁଇ ତମ୍‌କେ ସତ୍‌ କଇଲିନି, ସେମନ୍‌ ଏନ୍ତି କର୍‌ବାର୍‌ ଲାଗି ନିଜର୍‌ ପୁରୁସ୍‌କାର୍‌ ସବୁ ପାଇଲାଇବେ ।
17 But you, fasting, anoint your head, and wash your face,
୧୭ମାତର୍‌ ତମେ ଉପାସ୍‌ କର୍‌ବା ବେଲେ, ମୁଣ୍ଡେ ଚିକନ୍‌ଲାଗାଇ ଅଇ ସପା ସୁତ୍‌ରା ରୁଆ ।
18 that you may not appear to men fasting, but to your Father who [is] in secret, and your Father, who is seeing in secret, will reward you.
୧୮ଜେନ୍ତିକି ଉପାସ୍‌ କଲାସ୍‌ନି ବଲି ବିନ୍‌ ଲକ୍‌ମନ୍‌ ନାଜାନତ୍‌ । ମାତର୍‌ ତମର୍‌ ନ ଡିସ୍‌ବା ବାବା ସବୁ କାତା ଜାନେ । ତମେ ଲୁଚ୍‌ତେ ଜାଇଟା କର୍‌ସା, ସେଟା ଦେକି ତମ୍‌କେ ପୁରୁସ୍‌କାର୍‌ ଦେଇସି ।” ।
19 Do not treasure up to yourselves treasures on the earth, where moth and rust disfigure, and where thieves break through and steal,
୧୯“ଏ ଦୁନିଆଇ ନିଜର୍‌ପାଇ ଦନ୍‌ ଅର୍‌ଜା ନାଇ । ଇତି ସଙ୍ଗଇଲା ଦନ୍‌ ଅଲ୍‌ମା କାଇ ଚିଲମ୍‌ ଦାର୍‌ସି ଆରି ଚର୍‌ମନ୍‌ କତି କାଣା କରି ଚରାଇନେବାଇ ।
20 but treasure up to yourselves treasures in Heaven, where neither moth nor rust disfigure, and where thieves do not break through nor steal,
୨୦ସର୍‌ଗେ ତମର୍‌ ପାଇ ଏନ୍ତାରି ଦନ୍‌ ଅର୍‌ଜି ସଙ୍ଗୁଆ । ତେଇ ଅଲ୍‌ମା ଆରି ଚିଲମ୍‌ ନ ଦାରେ । ଆରି ଚର୍‌ମନ୍‌ ମିସା କତି କାଣାକରି ଚରାଇ ନେଇ ନାପାରତ୍‌ । ଜାଗ୍‌ରତ୍‌!
21 for where your treasure is, there will your heart be also.
୨୧କାଇକେବଇଲେ ଜନ୍‌ଟାନେ ତମର୍‌ ଦନ୍‌, ତେଇସେ ତମର୍‌ ମନ୍‌ ।”
22 The lamp of the body is the eye, if, therefore, your eye may be perfect, all your body will be enlightened,
୨୨“ତମର୍‌ ଆଁକି ଅଇଲାନି ଗାଗଡର୍‌ ବତି । ଜେଡେବେଲା ଆଁକି ନିର୍‌ମଲ୍‌ ରଇସି, ତେବେ ତମର୍‌ ଗୁଲାଇ ଗାଗଡ୍‌ ମିସା ଉଜଲ୍‌ ବର୍‌ତି ଅଇରଇସି ।
23 but if your eye may be evil, all your body will be dark; if, therefore, the light that [is] in you is darkness—the darkness, how great!
୨୩ମାତର୍‌ ଜେବେ ତମର୍‌ ଆଁକି ନସିରଇସି, ତେବେ ସବୁ ଗାଗଡ୍‌ ଆନ୍ଦାର୍‌ ଅଇସି । ତେବର୍‌ପାଇ ତମର୍‌ ମନ୍‌ ବିତ୍‌ରର୍‌ ଉଜଲ୍‌ ଜେବେ ଆନ୍ଦାର୍‌ ଅଇସି, ତେବେ ସେ ଆନ୍ଦାର୍‌ କେଡେକ୍‌ ବଡ୍‌ ବିପଦ୍‌ ।”
24 None is able to serve two lords, for either he will hate the one and love the other, or he will hold to the one, and despise the other; you are not able to serve God and wealth.
୨୪“କେ ମିସା ଗଟେକ୍‌ ଲକ୍‌ ଦୁଇଟା ସାଉକାରର୍‌ ସେବାକରି ନାପାରେ । ସେ ଗଟେକ୍‌ ଲକ୍‌କେ ମାନ୍‌ସି ଆରି ଗଟେକ୍‍ ଲକ୍‌କେ ଗିନ୍‌ କର୍‌ସି । ନଇଲେ ଗଟେକ୍‌ ଲକ୍‌କେ ବିସ୍‌ବାସ୍‌ କର୍‌ସି ଆରି ଗଟେକ୍‍ ଲକ୍‌କେ ବିସ୍‌ବାସ୍‌ ନ କରେ । ତମେ ଏକାତର୍‌ ପର୍‌ମେସର୍‌କେ ଆରି ଡାବୁକାସୁକେ ସେବାକରି ନାପାରାସ୍‌ ।”
25 Because of this I say to you, do not be anxious for your life, what you may eat, and what you may drink, nor for your body, what you may put on. Is not life more than nourishment, and the body than clothing?
୨୫ଏଟାର୍‌ପାଇ ମୁଇ ତମ୍‌କେ କଇଲିନି, ବଁଚ୍‌ବାକେ କାଇଟା କାଇବୁବେ? ଆରି ଗାଗଡର୍‌ ପାଇ କାଇଟା ପିନ୍ଦ୍‌ବୁ? ବଲି ବାବି ଚିନ୍ତା କରାନାଇ । କାଦିର୍‌ତେଇଅନି ଜିବନ୍‌, ଆରି ବସ୍‌ତର୍‌ ତେଇଅନି ଗାଗଡ୍‌ ମୁକିଅ ଆଚେ ।
26 Look to the birds of the sky, for they do not sow, nor reap, nor gather into storehouses, and your heavenly Father nourishes them; are you not much better than they?
୨୬ଚଡଇମନ୍‌କେ ଦେକା, ସେମନ୍‌ ନ ବୁନତ୍‌ କି ନ କାଟତ୍‌, କି କଲ୍‌କିତେଇ ନ ସଙ୍ଗଅତ୍‌, ଅଇଲେ ମିସା ସରଗର୍‌ ବାବା ସେମନ୍‌କେ କାଇବାପାଇ ଜାଗାଇଲାନି । ତମେ କାଇ ସେମନର୍‌ତେଇଅନି ମୁକିଅ ନୁଆସ୍‌ କି?
27 And who of you, being anxious, is able to add to his age one cubit?
୨୭ବଁଚ୍‌ବା ପାଇ ବଲି ନିଜେ ଚିନ୍ତାକରି ବିକଲ୍‌ ଅଇ ଜେ ତାର୍‌ କଣ୍ଡେକ୍‌ ମିସା ବଁଚ୍‍ବା ଦିନ୍‍ ପାର୍‌ସି କି? ନାଇ ନାପାରେ ।
28 And why are you anxious about clothing? Consider well the lilies of the field; how do they grow? They do not labor, nor do they spin;
୨୮ବସ୍‌ତର୍‌ ପାଇ କାଇକେ ବିକଲ୍‌ ଅଇଲାସ୍‌ନି? ଦେକା, ବନର୍‌ ପୁଲ୍‌ମନ୍‌ କେନ୍ତି ବଡ୍‌ଲାଇନି, ସେମନ୍‌ କାମ୍‌ଦାମ୍‌ କରତ୍‌ ନାଇ କି ନିଜର୍‌ ପାଇ ବସ୍‌ତର୍‌ ତିଆର୍‌ କରତ୍‌ ନାଇ,
29 and I say to you that not even Solomon in all his glory was clothed as one of these.
୨୯ମାତର୍‌ ମୁଇ ତମ୍‌କେ କଇଲିନି, ରାଜା ସଲ୍‌ମନ୍‌ ତାର୍‌ ସବୁ ଦନ୍‌ ସଁପତି ସଙ୍ଗ୍‍ ମିସା ଏ ପୁଲ୍‌ ପାରା ସୁନ୍ଦର୍‌ ବସ୍‌ତର୍‌ କେବେ ପିନ୍ଦି ନ ରଇଲା ।
30 And if the herb of the field, that today is, and tomorrow is cast into the furnace, God so clothes—not much more you, O you of little faith?
୩୦ଆଜି ପଦାଇ ରଇଲା ଗାଁସ୍‌ କାଲିକେ ନ ମିସା ରଏ । କାଟିକରି ଜଇଟାନେ ପଡାଇଦେବାଇ । ଏଲେମିସା ତାକେ ପର୍‌ମେସର୍‌ ଏନ୍ତି ସୁନ୍ଦର୍‌ ବେସ୍‌ ଦେଇସି, ତେବେ ଏ ଅଲପ୍‌ ବିସ୍‌ବାସିମନ୍‌, ସେ ବାଇଦରେ ତମ୍‌କେ ଅଦିକ୍‌ ନିମାନ୍‌ ବସ୍‌ତର୍‌ ନ ଦେଏ କି? ଦେଇସିସେ ।
31 Therefore you may not be anxious, saying, What may we eat? Or, What may we drink? Or, [With] what may we be clothed?
୩୧ଏଟାର୍‌ ପାଇ କାଇଟା କାଇବି? ଆରି କାଇଟା ପିଇବି? ଆରି କାଇଟା ଅଡ୍‌ବି ବଲି ଚିନ୍ତା କରାନାଇ ।
32 For the nations seek for all these, for your heavenly Father knows that you have need of all these;
୩୨କାଇକେବଇଲେ ପର୍‌ମେସର୍‌କେ ନାଜାନ୍‌ଲା ଲକ୍‌ମନ୍‌ ଏ ସବୁ କଜିବୁଲ୍‌ବାଇ । ଆରି ଏ ସବୁ ବିସଇ ଜେ ତମ୍‌କେ ଲଡା, ସେଟା ତମର୍‌ ସରଗର୍‌ ବାବା ଜାନେ ।
33 but seek first the Kingdom of God and His righteousness, and all these will be added to you.
୩୩ମାତର୍‌ ତମେ ତାର୍‌ ରାଇଜ୍‌ ଆରି ସେ ତମର୍‌ଟାନେଅନି କାଇଟା ମନ୍‍ କଲାନି, ସେ ବିସଇ କଜା । ସେନ୍ତାର୍‌ କଲେ, ସେ ତମ୍‌କେ ଲଡାକେ ଆଇବା ସବୁ ବିସଇ ଜାଗାଇ ଦେଇସି ।
34 Therefore do not be anxious for tomorrow, for tomorrow will be anxious for its own things; sufficient for the day [is] the evil of it.”
୩୪ଆରି, କାଲିକର୍‌ ପାଇ ଚିନ୍ତା କରାନାଇ, କାଇକେବଇଲେ କାଲିିକର୍‌ ଚିନ୍ତା କାଲିକେ କରା । ଜନ୍‌ ଦିନର୍‌ କସ୍‌ଟ, ସେଦିନର୍‌ପାଇ ଅଦିକ୍‌ ଅଇସି ।

< Matthew 6 >