< Jude 1 >
1 Judas, a servant of Jesus Christ, and brother of James, to those called, having been loved in God [the] Father, and having been kept in Jesus Christ,
୧ମୁଇ ଜିଉଦା । ଜିସୁ କିରିସ୍ଟର୍ ଗଟେକ୍ ଗତିଦାଙ୍ଗ୍ଡା ଆରି ଜାକୁବର୍ ବାଇ । ଜନ୍ ଲକ୍ମନ୍କେ ପର୍ମେସର୍ ବାଚ୍ଲାଆଚେ, ସେମନର୍ପାଇ ମୁଇ ଏ ଚିଟି ଲେକ୍ଲିନି । ବାବା ପର୍ମେସର୍ ତମ୍କେ ଆଲାଦ୍ କଲାନି । ଆରି ତମ୍କେ ଜିସୁକିରିସ୍ଟ ଦେକାରକା କର୍ବାକେ ସଙ୍ଗଇଆଚେ ।
2 mercy and peace and love be multiplied to you!
୨ପର୍ମେସର୍ ତମ୍କେ ଦୟା ଦେକାଅ, ତାର୍ ସାନ୍ତି ଆରି ଆଲାଦ୍ ତମ୍କେ ଜବର୍ ଅଇତେ ମିଲ ।
3 Beloved, using all diligence to write to you concerning our common salvation, I had necessity to write to you, exhorting [you] to fight for the faith once delivered to the holy ones,
୩ଏ ମର୍ ଆଲାଦର୍ ମଇତର୍ମନ୍, ଆମେ ପାଇରଇବା ମୁକ୍ତିର୍ ବିସଇ ତମ୍କେ ଲେକ୍ବି ବଲି ମନ୍ କଲିନି ମିସା, ସତ୍ ବିସଇର୍ପାଇ ଟିଆ ଅଇବାକେ ତମ୍କେ ସାର୍ଦା କରାଇବି ବଲି ମନ୍କଲି । ତାର୍ ସୁକଲ୍ ଲକ୍ମନର୍ପାଇ ପର୍ମେସର୍ ଏ ସତ୍ ସିକିଆ ଗଟେକ୍ ବେଲେ ସବୁଲକର୍ପାଇ ଦେଲାଆଚେ ।
4 for there came in certain men stealthily, having been written beforehand to this judgment long ago, impious, perverting the grace of our God to licentiousness, and denying our only Master and Lord—Jesus Christ.
୪କାଇକେବଇଲେ ବିସ୍ବାସି ବଲି କେତେକ୍ ନାଡାଇବା ଲକ୍ କେ ନାଜାନ୍ତେ ପୁରିଆଚତ୍ । ଏ ଲକ୍ମନ୍ ପାଇବା ଡଣ୍ଡ୍ ଆଗର୍ କାଲେଅନି ସାସ୍ତରେ ଲେକାଅଇଆଚେ । ଏ ଲକ୍ମନ୍ ପର୍ମେସରର୍ ଅଦିକାର୍ ନାମତ୍ନାଇ । ଆମର୍ ପର୍ମେସର୍ ଦରମ୍ଟା ବଲି ଲକ୍ମନ୍ ଜେନ୍ତାର୍ ସେନ୍ତାର୍ ବେସିଆ କାମ୍ କଲେମିସା କାଇଟା ନଏଁ ବଲି କଇଲାଇନି । ମାପ୍ରୁ ଜିସୁକିରିସ୍ଟସେ ଆମର୍ ମାଲିକ୍ ବଲି ସେମନ୍ ନାମତ୍ନାଇ ।
5 Now I intend to remind you, you once having known all this, that Jesus, having saved a people out of the land of Egypt, He secondly destroyed those not having believed;
୫ଏ ସବୁ ବିସଇ ତମେ ଜାନିରଇଲେ ମିସା ମାପ୍ରୁ ଇସ୍ରାଏଲର୍ ଲକ୍ମନ୍କେ ମିସର୍ ଦେସେଅନି ମୁକ୍ଲାଇକରି ଆନ୍ଲା ବିସଇ ତମ୍କେ ଏତାଇଦେବାକେ ମୁଇ ମନ୍ କଲିନି । ମାତର୍ ପଚେ ଜେତ୍କି ଲକ୍ ବିସ୍ବାସ୍ କରତ୍ନାଇ, ସେମନ୍କେ ସବୁକେ କୁରୁପ୍ନାସ୍ କଲା ।
6 messengers also, those who did not keep their own principality, but left their proper dwelling, He has kept in eternal bonds under darkness until [the] judgment of [the] great day, (aïdios )
୬ସେତ୍କିସେ ନଏଁ ସେ ଦୁତ୍ମନ୍କେ ମିସା ଡଣ୍ଡ୍ ଦେଇରଇଲା । ପର୍ମେସର୍ ସେମନ୍କେ ଜେତ୍କି ଅଦିକାର୍ ସର୍ପି ଦେଇରଇଲା, ସେମନ୍ ତାର୍ତେଇଅନି ଅଦିକ୍ ନେଲାଇ । ଆରି ତାକର୍ ଦେଇରଇବା ଜାଗା ଚାଡ୍ଲାଇ । ସେ ସେମନ୍କେ ବିଚାର୍ କର୍ବା ଦିନ୍ ଜାକ, ଗଟେକ୍ ଆନ୍ଦାରର୍ ଜାଗାଇ, କେ ବାଙ୍ଗାଇ ନାପାର୍ଲା ପାରା, ସିକ୍ଲି ସଙ୍ଗ୍ ବାନ୍ଦିଆଚେ । (aïdios )
7 as Sodom and Gomorrah, and the cities around them, in like manner to these [messengers], having given themselves to whoredom, and having gone after other flesh, have been set before [as] an example, undergoing the justice of continuous fire. (aiōnios )
୭ସଦମ୍ ଗମ୍ରା ଆରି ତାର୍ ଚାରିବେଟ୍ତି ରଇବା ନଅର୍ମନର୍ ବିସଇ ଏତାଇଦେକା । ନ ଲିବ୍ବା ଜଇଟାନେ ଡଣ୍ଡ୍ ଇସାବେ ସେମନ୍ ଜେତ୍କି ଦୁକ୍ କସ୍ଟ ପାଇଲାଇ, ସେଟା ସବୁଲକର୍ପାଇ ଗଟେକ୍ ଜାଗ୍ରତ୍ ଅଇରଇବା ବିସଇ । ସେମନ୍ ଅବ୍କା ପାଦ୍ରା ପାଦ୍ରି କାମ୍ସେ କରତ୍ନାଇ ମାତର୍ ମନସ୍ ମନସ୍ ବିତ୍ରେ ମାଇଜି ମାଇଜି ବିତ୍ରେ ବେସିଆ କାମ୍ କର୍ତେ ରଇଲାଇ । (aiōnios )
8 In like manner, nevertheless, those dreaming indeed defile the flesh, and they disregard lordship, and they speak evil of glorious [ones],
୮ସେନ୍ତାରିସେ ଏ ଲକ୍ମନ୍ ନିଜେ ଦର୍ସନ୍ ପାଇକରି ମିସା ପାଦ୍ରା ପାଦ୍ରି କାମ୍ କରି ନିଜର୍ ଗାଗଡ୍ ଅସୁକଲ୍ କଲାଇନି । ମାପ୍ରୁର୍ ଅଦିକାର୍ ସେମନ୍ ଗିନ୍ କରି ସର୍ଗେ ରଇବାଟାମନ୍କେ ନିନ୍ଦା କଲାଇନି ।
9 yet Michael, the chief messenger, when disputing with the Devil, reasoning about the body of Moses, did not dare to bring against [him] a judgment of slander, but said, “The LORD rebuke you!”
୯ମୁକିଅ ଦୁତ୍ ମିକାଏଲ୍ ମିସା ମସାର୍ ମଲା ଗାଗଡ୍ ନେଇକରି ତପ୍ବାକେ କାର୍ ଅଦିକାର୍ ଆଚେ ବଲିକରି ସଇତାନର୍ ସଙ୍ଗ୍ ଦଦାପେଲା କର୍ତେରଇଲା । ସେଡ୍କିବେଲେ ପର୍ମେସରର୍ ଜାଗାଇ ରଇ, ସଇତାନ୍କେ ବିଚାର୍ କର୍ବା ଅଦିକାର୍ ନେବାକେ ସେ ସାଆସ୍ କରେନାଇ । ତାର୍ ବାଦୁଲେ ମାପ୍ରୁ ତକେ ଡଣ୍ଡ୍ ଦେଇସି ବଲି କଇଲା ।
10 But these, indeed, whatever [things] they have not known, they speak evil of; and whatever [they know], like the irrational beasts, they understand naturally—in these they are corrupted;
୧୦ଏଲେମିସା ଏ ଲକ୍ମନ୍ ନ ବୁଜ୍ବା ବିସଇ ନେଇ ନିନ୍ଦା କାତା କଲାଇନି । ସେମନ୍ ଜେତ୍କି ବିସଇ ବୁଜ୍ଲାଇନି, ସେଟା ସେମନ୍କେ ଅଦିକ୍ ବାବ୍ବାକେ ନ ପଡେ । ଜେନ୍ତାରି, କି ପସୁମନ୍ କାଇ ବିସଇ ନ ବାବତ୍ । ଏ ସମାନ୍ ବିସଇ ଆକା ସେମନ୍କେ କୁରୁପ୍ନାସ୍ କର୍ସି ।
11 woe to them! Because they went on in the way of Cain, and they rushed to the deceit of Balaam for reward, and in the controversy of Korah they perished.
୧୧ସେମନ୍ କେତେକ୍ ଡଣ୍ଡ୍ ପାଇବା ଲକ୍ ସେମନ୍ କଇନର୍ ବାଟ୍ ଦାର୍ଲାଇ ଆଚତ୍ । ବିଲିଆମ୍ ପାପ୍ କଲାପାରା ସାର୍ଦା ସଙ୍ଗ୍ ପାପ୍ କଲାଇଆଚତ୍ । କରା ବିରଦ୍ କଲାପାରା ସେମନ୍ ବିରଦ୍ କରି କୁରୁପ୍ନାସ୍ ଅଇବାଇ ।
12 These are stains at your love-feasts, feasting together with you without fear, shepherding themselves; waterless clouds, being carried away by winds; autumnal trees without fruit, having died twice, having been uprooted;
୧୨ତମେ ଗଟେକ୍ତେଇ ରୁଣ୍ଡିକରି ମିସି କାଇଲାବେଲେ, ତମର୍ ସଙ୍ଗ୍ ସେମନ୍ ଲାଜ୍ ଲାଗ୍ବା କାମ୍ କଲେ ମିସା ସେମନ୍ ତମର୍ ମୁଆଟେ ଲାଜ୍ ନ ଅଇକରି ସାଆସ୍ ସଙ୍ଗ୍ କାଇଲାଇନି । ମେଣ୍ଡାମନ୍କେ ନ ଚାରାଇ ନିଜେ ଚାରାଇଅଇଲା ଗଉଡ୍ ପାରା ଅଇଲାଇନି । ପବନ୍ ଆଇଲେ ଉଡାଇନେବା ପାନି ନ ମାର୍ବା ବାଦଲ୍ପାରା ଏମନ୍ ଆଚତ୍ । ପଲ୍ ଦେବା ବେଲାଇ କାଇପଲ୍ ନ ରଇବା ଗଚ୍ ଜେନ୍ତାରି ଉପାଡିକରି ସୁକ୍ବାକେ ଚାଡ୍ଲାପାରା, ସେନ୍ତାରି ଅଇ ସେମନ୍ ଆଚତ୍ ।
13 wild waves of a sea, foaming up their own shameful [deeds]; stars going astray, for whom the gloom of the darkness throughout the age has been kept. (aiōn )
୧୩ସେମନ୍ ସମ୍ଦୁରର୍ ଲଅଡି ଜେନ୍ତି ପେପୁଲ୍ ବାର୍କର୍ସି, ସେ ପେପୁଲ୍ପାରା ତାକର୍ ଲାଜର୍ ଚଲାଚଲ୍ତି ଡିସ୍ସି । ଆକାସର୍ କେତେକ୍ କେତେକ୍ ତାରାମନ୍ ଜେନ୍ତି ତାକର୍ ପାଇ ରଇବା ଜାଗାଇ ନ କିନ୍ଦ୍ରିକରି ବିନ୍ବାଟେ ବୁଲ୍ତେରଇବାଇ, ସେମନ୍ ସମାନ୍ ସେନ୍ତାରିସେ । ପର୍ମେସର୍ ସେମନର୍ପାଇ ଗଟେକ୍ ବଡ୍ ଗଇରି ରଇବା ଆନ୍ଦାରର୍ ଜାଗା ସଙ୍ଗଇଆଚେ । ଜନ୍ତିକି ସେମନ୍ ସବୁଦିନର୍ପାଇ ରଇବାଇ । (aiōn )
14 And Enoch, the seventh from Adam, also prophesied to these, saying, “Behold, the LORD has come with myriads of His holy ones,
୧୪ଅନକର୍ ବିସଇ ବାବିଦେକା । ସେ ଆଦମର୍ଟାନେ ଅନି ଆଇବା ସାତ୍ ଲମର୍ ନାତିତିତି । ଏନ୍ତାରିଲକ୍ମନର୍ ବିସଇନେଇ ସେ ବବିସତ୍ବକ୍ତା ଏନ୍ତାରି କଇଲା, ଦେକା ମାପ୍ରୁ ତାର୍ ଅଜାର୍ ଅଜାର୍ ସୁକଲ୍ ଦୁତ୍ମନର୍ ସଙ୍ଗ୍ ଆଇସି ।
15 to do judgment against all, and to convict all their impious ones, concerning all their works of impiety that they did impiously, and concerning all the harsh [words] that impious sinners spoke against Him.”
୧୫ସେ ସବୁଲକ୍କେ ବିଚାର୍ କର୍ସି । ଆରି ଜେତ୍କି ଲକ୍ ତାକେ ନାମତ୍ନାଇ, ସେମନ୍ ସବୁଲକ୍କେ ଦସି କର୍ସି । ସେମନ୍ କରିରଇବା ସବୁ କାରାପ୍ କାମର୍ ଲାଗି ମିସା ଦସିଅଇବାଇ ।
16 These are discontented grumblers, walking according to their own lusts; and their mouth speaks swollen words, giving admiration to persons for the sake of profit;
୧୬ଏ ଲକ୍ମନ୍ ମୁର୍ମୁରା ଅଇକରି ବିନ୍ ଲକ୍ମନ୍କେ ନିନ୍ଦା କର୍ବାଇ । ନିଜର୍ କାରାପ୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ମନ୍ କର୍ବାଇ, ନିଜର୍ ବିସଇନେଇ ବଡ୍ପନ୍ ଅଇବାଇ ଆରି ନିଜର୍ ଲାବ୍ ପାଇବାକେ ବିନ୍ଲକ୍କେ ନିକ କାତା କଇ ସୁତ୍ରାଇବାଇ ।
17 but you, beloved, remember the sayings spoken before by the apostles of our Lord Jesus Christ,
୧୭ମାତର୍ ଏ ମର୍ ଆଲାଦର୍ ମଇତର୍ମନ୍, ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ପେରିତ୍ ସିସ୍ମନ୍ କାଇଟା ଅଇସି ବଲି କଇଲାଟା ତମର୍ ମନେ ରଅ ।
18 that they said to you, that in the last time there will be scoffers, following after their own lusts of impieties,
୧୮“ସାରାସାରି ଦିନ୍ ମନ୍କେ ମାପ୍ରୁକେ କିଜାଇକରି ନିଜର୍ କାରାପ୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ମନ୍ କର୍ବା ଲକ୍ମନ୍ ରଇବାଇ ।” ସେମନ୍ ତମ୍କେ ଏନ୍ତି କଇରଇଲାଇ ।
19 these are those causing divisions, natural men, not having the Spirit.
୧୯ଏନ୍ତାରି ସେମନ୍ ଲକ୍ମନ୍କେ ବେଗ୍ଲାଇବାଇ, ନିଜର୍ କାରାପ୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ମନ୍ କର୍ବାଇ । ସେମନ୍ ସୁକଲ୍ଆତ୍ମା ପାଅତ୍ନାଇ ।
20 But you, beloved, building yourselves up on your most holy faith, praying in the Holy Spirit,
୨୦ମାତର୍ ତମେ ମର୍ ଆଲାଦର୍ ମଇତର୍ମନ୍, ଆମର୍ ବେସି ସୁକଲ୍ ରଇବା ବିସ୍ବାସେ ନିଜେ ଡାଟ୍ ଅଇତେରୁଆ । ସୁକଲ୍ଆତ୍ମାର୍ ସାଇଜ ନେଇ ପାର୍ତନା କର୍ତେରୁଆ ।
21 keep yourselves in the love of God, waiting for the mercy of our Lord Jesus Christ [resulting] in continuous life; (aiōnios )
୨୧ମାପ୍ରୁ ଜିସୁକିରିସ୍ଟ ବାଉଡି ଆଇବା ଦିନ୍କେ ଜାଗ୍ତେରୁଆ ଆରି ପର୍ମେସରର୍ ଆଲାଦେ ବଡିଆସା । ସେନ୍ତାର୍ଆଲେ ତମେ ତାର୍ସଙ୍ଗ୍ କାଲ୍କାଲ୍ ଜୁଗ୍ଜୁଗ୍ ରଇସା । କାଇକେବଇଲେ ସେ ଆମ୍କେ ଦୟା ଦେକାଇଲା ଆଚେ । (aiōnios )
22 and, indeed, show mercy to those who are doubting,
୨୨ଦୁଇମନିଆ ଅଇବା ଲକ୍ମନ୍କେ ଦୟା ଦେକାଆ ।
23 and rescue others by snatching [them] out of fire; but show mercy to others in fear, hating even the coat having been stained from the flesh.
୨୩କେବେ ନ ଲିବ୍ବା ଜଇଟାନେଅନି ଚାଡାଇକରି ସେମନ୍କେ ରକିଆ କରା । ଡରିକରି ପାପ୍କର୍ବା ଲକ୍ମନ୍କେ ଦୟା ଦେକାଆ । ମାତର୍ ତାକର୍ ପାପ୍କାମେ ମୁର୍କି ରଇବା ବସ୍ତର୍ ମିସା ଗିନ୍ କରା ।
24 And to Him who is able to guard you without stumbling, and to set [you] in the presence of His glory unblemished, in gladness,
୨୪ତମେ ଜେନ୍ତାରିକି ନ ଅଦର୍ତେ, ପର୍ମେସର୍ ତମ୍କେ ଦେକାରକା କର୍ସି । ସେ ଅଇଲାନି ମଇମା ପାଇବା ପର୍ମେସର୍ । କାଇ ଦସ୍ ନ ଦାରି ସାର୍ଦାସଙ୍ଗ୍ ତମ୍କେ ତାର୍ ମୁଆଟେ ଟିଆକରାଇବାକେ ତାର୍ ବପୁଆଚେ ।
25 to the only wise God our Savior, [is] glory and greatness, power and authority, both now and forever! Amen. (aiōn )
୨୫ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଲାଗି ସେ ଗଟେକ୍ ସେ ପର୍ମେସର୍, ଜେ କି ଆମ୍କେ ରକିଆ କଲାଆଚେ । ସବୁ ଡାକ୍ପୁଟା, ମଇମା, ବପୁ ଆରି ସାସନ୍ କାଇଟା ନ ଅଇତେ ତାର୍ଟାସେ ରଇଲା, ଏବେ ତାର୍ଟାସେ ଆଚେ ଆରି କାଲ୍ କାଲ୍ ଜୁଗ୍ ଜୁଗ୍ ତାର୍ଟାସେ ରଇସି । ଆମେନ୍! (aiōn )