< John 14 >
1 “Do not let your heart be troubled, believe in God, believe also in Me;
୧ଆରି ଜିସୁ କଇଲା, “ତମେ କିଲ୍ବିଲ୍ ନ ଉଆ, ପର୍ମେସରର୍ଟାନେ ବିସ୍ବାସ୍ କରା । ଆରି ମର୍ଟାନେ ମିସା ବିସ୍ବାସ୍ କରା ।
2 in the house of My Father are many rooms; and if not, I would have told you; I go on to prepare a place for you;
୨ମର୍ ବାବାର୍ ଗରେ ରଇବାକେ ବେସି ବାକ୍ରା ଆଚେ । ଆରି ତେଇ ମୁଇ ତମର୍ ପାଇ ଜାଗା ଟିକ୍ କର୍ବାର୍ ଗାଲିନି । ଜଦି ଏଟା ସତ୍ ନଇତା ଆଲେ, ମୁଇ ତମ୍କେ ଏନ୍ତି ବଲି ନ କଇତି ।
3 and if I go on and prepare a place for you, I come again, and will receive you to Myself, that where I am you also may be;
୩ଆରି ମୁଇ ଜାଇ ତମର୍ ପାଇ ଜାଗା ଟିକ୍ କଲା ପଚେ, ଆରି ତରେକ୍ ବାଉଡି ଆସି ତମ୍କେ ମର୍ ସଙ୍ଗ୍ ଡାକିନେବି । ମୁଇ ଜନ୍ ଜାଗାଇ ରଇବି, ସେ ଜାଗାଇ ତମେ ମର୍ ସଙ୍ଗ୍ ରଇସା ।
4 and to where I go away you have known, and the way you have known.”
୪ମୁଇ ଜନ୍ ଜାଗାଇ ଗାଲିନି, ତମେ ସେ ଜାଗାଇ ଜିବା ବାଟ୍ ଜାନିଆଚାସ୍ ।”
5 Thomas says to Him, “Lord, we have not known to where You go away, and how are we able to know the way?”
୫ତମା ଜିସୁକେ କଇଲା, “ଏ ମାପ୍ରୁ ତମେ କନ୍ ଜାଗାଇ ଗାଲୁସ୍ନି, ସେଟା ଆମେ ନାଜାନୁ, ଆରି ତେଇ ଜିବା ବାଟ୍ କେନ୍ତି ଜାନ୍ବୁ?”
6 Jesus says to him, “I AM the way, and the truth, and the life, no one comes to the Father, if not through Me;
୬ଜିସୁ ତାକେ କଇଲା, “ମୁଇ ସତ୍, ବାଟ୍ ଆରି ଜିବନ୍ । ମର୍ବାଟେ ନ ଗାଲେ ବାବା ପର୍ମେସର୍ ଲଗେ କେ ମିସା ଜାଇନାପାରେ ।”
7 if you had known Me, you would also have known My Father, and from this time you have known Him, and have seen Him.”
୭ସେ କଇଲା, “ଜଦି ତମେ ମକେ ଜାନିରଇତାସ୍ ବଇଲେ, ମର୍ ବାବାକେ ମିସା ଜାନ୍ତାସ୍ । ଏବେ ମିସା ତମେ ତାକେ ଜାନ୍ଲାସ୍ନି ଆରି ଦେକ୍ଲାସ୍ନି ।”
8 Philip says to Him, “Lord, show to us the Father, and it is enough for us”;
୮ପିଲିପ୍ ଜିସୁକେ କଇଲା, “ଏ ମାପ୍ରୁ ଆମ୍କେ ବାବାକେ ଦେକାଇ ଦେ, ସେତ୍କିସେ ଆମର୍ପାଇ ବେସି ।”
9 Jesus says to him, “Such [a] long time am I with you, and you have not known Me, Philip? He who has seen Me has seen the Father; and how do you say, Show to us the Father?
୯ଜିସୁ ତାକେ କଇଲା, “ପିଲିପ୍ ଏତ୍କି ଦିନ୍ ମୁଇ ତମର୍ ସଙ୍ଗ୍ ରଇଲି, ତୁଇ ମକେ ଚିନି ନାପାର୍ଲୁସ୍ କି?” ଜେ ମକେ ଦେକ୍ଲା ଆଚେ ସେ ମର୍ ବାବା ପର୍ମେସର୍କେ ଦେକ୍ଲା ଆଚେ । କେନ୍ତି ଆମ୍କେ ତର୍ ବାବାକେ ଦେକାଇ ଦେ ବଲି କଇଲୁସ୍ନି?
10 Do you not believe that I [am] in the Father, and the Father is in Me? The sayings that I speak to you, I do not speak from Myself, and the Father who is abiding in Me does the works Himself;
୧୦ତୁଇ ବିସ୍ବାସ୍ କୁରୁସ୍ ନାଇ କି ପିଲିପ୍? ମୁଇ ବାବାର୍ ତେଇ ଆଚି ଆରି ବାବା ମର୍ଟାନେ ଆଚେ । ମୁଇ ତମ୍କେ ଜନ୍ କାତା ସବୁ କଇଲିଆଚି, ସେ ସବୁ କାତା ମର୍ ନିଜର୍ତେଇଅନି କଇନାଇ । ମାତର୍ ବାବା ମର୍ତେଇ ରଇକରି ତାର୍ କାମ୍, ମର୍ଟାନେଅନି କଲାନି ।
11 believe Me, that I [am] in the Father, and the Father in Me; and if not, because of the works themselves, believe Me.
୧୧ମୁଇ ବାବାର୍ତେଇ ଆଚି ଆରି ବାବା ମର୍ଟାନେ ଆଚେ ବଲି ମୁଇ କଇବା ଏ କାତା ବିସ୍ବାସ୍ କରା । ନଇଲେ ମୁଇ କର୍ବା କାମ୍ ଦେକି ବିସ୍ବାସ୍ କରା ।
12 Truly, truly, I say to you, he who is believing in Me, the works that I do—that one will also do, and greater than these he will do, because I go on to My Father;
୧୨ମୁଇ ତମ୍କେ ସତ୍ କଇଲିନି, ଜେ ମକେ ବିସ୍ବାସ୍ କର୍ସି ସେ, ମୁଇ କର୍ବା ଏନ୍ତି କାମ୍ମନ୍ କର୍ସି ଆରି ମର୍ତେଇଅନି ଅଦିକ୍ ବଡ୍ ବଡ୍ କାମ୍ମନ୍ ମିସା କର୍ସି । କାଇକେ ବଇଲେ ମୁଇ ମର୍ ବାବାର୍ ଲଗେ ଗାଲିନି ।
13 and whatever you may ask in My Name, I will do, that the Father may be glorified in the Son;
୧୩ତମେ ମର୍ ନାଉଁଦାରି ଜାଇଟା ମାଙ୍ଗ୍ସା ସେଟା ସବୁ ମୁଇ ତମ୍କେ ଦେବି । ଇତିଅନି ବାବାର୍ ଡାକ୍ପୁଟା ମର୍ତେଇ ଜାନାପଡ୍ସି ।
14 if you ask anything in My Name I will do [it].
୧୪ତମେ ଜଦି କାଇ ବିସଇ ମିସା ମର୍ ନାଉଁଦାରି ମାଙ୍ଗ୍ସା ବଇଲେ ମୁଇ ସେଟା ଦେବି ।
15 If you love Me, keep My commands,
୧୫ତମେ ଜଦି ମକେ ଆଲାଦ୍ କର୍ସା, ମର୍ ଆଦେସ୍ ମିସା ମାନ୍ସା ।
16 and I will ask the Father, and He will give to you another Comforter, that He may remain with you throughout the age: (aiōn )
୧୬ମୁଇ ମର୍ ବାବାକେ ଗୁଆରି କର୍ବି । ଆରି ତମର୍ ସଙ୍ଗ୍ ସବୁବେଲା ରଇବା ପାଇ, ସେ ଗଟେକ୍ ସାଇଜକାରିଆକେ ପାଟାଇସି । (aiōn )
17 the Spirit of truth, whom the world is not able to receive, because it does not see nor know [this] One, and you know [this] One, because [this] One remains with you, and will be in you.
୧୭ସେ ଅଇଲାନି ସତ୍ ଆତ୍ମା, ଜେକି ସତ୍ସଙ୍ଗ୍ ପର୍ମେସରର୍ ବିସଇ ଦେକାଇସି । ଏ ଦୁନିଆର୍ ଲକ୍ମନ୍ ତାକେ ନ ନାମତ୍, କାଇକେ ବଇଲେ ତାକେ ଦେକତ୍ ନାଇ କି ଜାନତ୍ ନାଇ । ମାତର୍ ତମେ ତାକେ ଜାନି ଆଚାସ୍ । କାଇକେ ବଇଲେ ସେ ତମର୍ ସଙ୍ଗ୍ ଆଚେ ଆରି ତମର୍ ମନ୍ ବିତ୍ରେ ରଇସି ।
18 I will not leave you bereaved, I come to you;
୧୮ମୁଇ ଜେଡେବଲ୍ ଜିବି, ତମ୍କେ ଟୁରା ପିଲାମନର୍ ପାରା କରି ଚାଡି ନ ଜାଇ । ଆରିତରେକ୍ ତମର୍ ଲଗେ ବାଉଡି ଆଇବି ।
19 yet a little [while] and the world beholds Me no more, and you behold Me, because I live, and you will live;
୧୯ଚନେକ୍ ଗାଲେ ଦୁନିଆ ଆରି ମକେ ଦେକିନାପାରେ । ମାତର୍ ତମେ ଦେକ୍ସା, କାଇକେ ବଇଲେ ମୁଇ ସବୁବେଲେ ଜିବନ୍ ରଇବି, ଆରି ତମେ ମିସା ଜିବନ୍ ରଇସା ।
20 in that day you will know that I [am] in My Father, and you in Me, and I in you;
୨୦ସେ ଦିନ୍ ଆଇଲେ ତମେ ଜାନ୍ସା, ମୁଇ ବାବାର୍ ଲଗେ, ତମେ ମର୍ ଲଗେ, ଆରି ମୁଇ ତମର୍ ଲଗେ ସବୁବେଲେ ରଇବି ।
21 he who is having My commands, and is keeping them, that one it is who is loving Me, and he who is loving Me will be loved by My Father, and I will love him, and will manifest Myself to him.”
୨୧“ଜେ ମର୍ ଆଦେସ୍ ମାନ୍ସି, ସେ ଆକା ମକେ ଆଲାଦ୍ କର୍ସି । ଜେ ମକେ ଆଲାଦ୍ କର୍ସି, ମର୍ ବାବା ତାକେ ଆଲାଦ୍ କର୍ସି । ମୁଇ ମିସା ତାକେ ଆଲାଦ୍ କରି ନିଜ୍କେ ତାର୍ଟାନେ ଦେକାଇଅଇବି ।”
22 Judas says to Him (not the Iscariot), “Lord, what has come to pass, that You are about to manifest Yourself to us, and not to the world?”
୨୨ତାର୍ ପଚେ ଜିଉଦା, ଇସ୍କାରିୟତ୍ ଜିଉଦା ନଏଁ, କଇଲା “ଏ ମାପ୍ରୁ ଏଟା କେନ୍ତି ଅଇସି? ତମେ ନିଜ୍କେ ଦୁନିଆଇ ଦେକାଇ ନ ଅଇ ଆମର୍ ଲଗେ କେନ୍ତି ଦେକାଇଅଇସା?”
23 Jesus answered and said to him, “If anyone may love Me, he will keep My word, and My Father will love him, and We will come to him, and We will make [an] abode with him;
୨୩ଜିସୁ ତାକେ କଇଲା, “ଜନ୍ ଲକ୍ ମକେ ଆଲାଦ୍ କର୍ସି ସେ ମୁଇ ସିକାଇବା ବାକିଅ ମାନ୍ସି । ସେନ୍ତି କଲେ ମର୍ ବାବା ପର୍ମେସର୍ ତାକେ ଆଲାଦ୍ କର୍ସି । ବାବା ଆରି ମୁଇ ଆସି ସେ ଲକର୍ ଟାନେ ରଇବୁ ।
24 he who is not loving Me does not keep My words; and the word that you hear is not Mine, but the Father’s who sent Me.
୨୪ଜେ ମକେ ଆଲାଦ୍ ନ କରେ, ସେ ମର୍ ବାକିଅ ନ ମାନେ । ଆରି ମୁଇ କଇବା ଏ କାତା ସବୁ ମର୍ତେଇ ଅନି ନଏଁ, ମାତର୍ ମକେ ପାଟାଇଲା ମର୍ ବାବାର୍ ତେଇଅନି କଇଲିନି ।”
25 These things I have spoken to you, remaining with you,
୨୫ମୁଇ ତମର୍ ଲଗେ ରଇକରିସେ ଏ ସବୁ କାତା କଇଲିନି ।
26 and the Comforter, the Holy Spirit, whom the Father will send in My Name, He will teach you all things, and remind you of all things that I said to you.
୨୬ମାତର୍ ପର୍ମେସର୍ ଜନ୍ ସାଇଜକାରିଆ ସୁକଲ୍ ଆତ୍ମାକେ ମର୍ ନାଉଁ ଦାରି ତମର୍ ଲଗେ ପାଟାଇସି, ସେ ତମ୍କେ ସବୁ ବିସଇ ସିକାଇଦେଇସି ଆରି ମୁଇ ଜନ୍ ଜନ୍ କାତା କଇଲିଆଚି ସେଟା ସବୁ ତମ୍କେ ଏତାଇ ଦେଇସି ।
27 Peace I leave to you; My peace I give to you. Not according as the world gives do I give to you. Do not let your heart be troubled, nor let it be afraid.
୨୭“ମୁଇ ତମ୍କେ ସାନ୍ତି ଦେଇକରି ଗାଲିନି । ମର୍ ନିଜର୍ ସାନ୍ତି ତମ୍କେ ଦାନ୍ ଦେଇକରି ଗାଲିନି । ଏଟା ଦୁନିଆ ଦାନ୍ ଦେଲାପାରା ସାନ୍ତି ନଏଁ । ସେଟାର୍ ପାଇ ଚିନ୍ତା କରା ନାଇ କି କିଲ୍ବିଲ୍ ଅଇ ଡରା ନାଇ ।
28 You heard that I said to you, I go away, and I come to you. If you loved Me, you would have rejoiced that I said, I go on to the Father, because My Father is greater than I.
୨୮ମୁଇ ଜାଇଟା କଇରଇଲି, ସେଟା ସୁନିଆଚାସ୍ । ମୁଇ ଗାଲିନି ମାତର୍ ଆରି ତରେକ୍ ବାଉଡି ଆଇବି । ମକେ ଜଦି ଆଲାଦ୍ କର୍ତାସ୍ ବଇଲେ, ମୁଇ ବାବାର୍ ଲଗେ ଗାଲିନି ବଲି ସୁନି ସାର୍ଦା ଅଇତାସ୍, କାଇକେ ବଇଲେ ମର୍ ବାବା ମର୍ତେଇଅନି ବଡ୍ ।
29 And now I have said [it] to you before it comes to pass, that when it may come to pass, you may believe.
୨୯ଜାଇଟା ସବୁ ଗଟ୍ବାର୍ ଆଚେ ସେଟା ସବୁ ମୁଇ ତମ୍କେ ଆଗ୍ତୁ ଜାନାଇଦେଲି । ଜେନ୍ତିକି ସେଟା ସବୁ ଗଟ୍ଲେ, ତମେ ମକେ ବିସ୍ବାସ୍ କର୍ସା ।
30 I will no longer talk much with you, for the ruler of this world comes, and he has nothing in Me;
୩୦ମୁଇ ତମର୍ ସଙ୍ଗ୍ ଆରି ଅଦିକ୍ ପର୍ କାତାବାର୍ତା କରି ନାପାରି । କାଇକେ ବଇଲେ, ଏ ଦୁନିଆର୍ ସାସନ୍କାରିଆ ଆଇଲାନି । ଆରି ମର୍ଟାନେ ତାର୍ କାଇ ଅଦିକାର୍ ନାଇ ।
31 but that the world may know that I love the Father, and according as the Father gave Me command, so I do; arise, we may go from here.”
୩୧ମୁଇ ମର୍ ବାବାକେ ଆଲାଦ୍ କଲିନି ଆରି ବାବାର୍ ଆଦେସ୍ ଇସାବେ କାମ୍ କଲିନି, ଏଟା ଦୁନିଆର୍ ଲକ୍ମନ୍ ଜାନତ୍ ବଲି ଏନ୍ତି ଗଟ୍ନା ଅଇଲାନି । ଜୁ, ଆମେ ଏ ଜାଗାଇଅନି ବାରଇ ଉଟି ଜୁ ।”