< 2 Timothy 3 >
1 And know this, that in the last days there will come perilous times,
୧ମାତର୍ ଜାନିର । ଜଗତର୍ ସାରାସାରି ଦିନ୍ମନ୍କେ ବେସି ଦୁକ୍ କସ୍ଟ ବେଲା ଆଇସି ।
2 for men will be lovers of themselves, lovers of money, boasters, proud, slanderous, disobedient to parents, unthankful, unkind,
୨କାଇକେବଇଲେ ଲକ୍ମନ୍ ନିଜେ ଆଲାଦ୍ ଅଇକରି ବିନ୍ ଲକ୍କେ ଆଲାଦ୍ ନ କରତ୍ । ସେମନ୍ ଡାବୁକାସୁ ଆସାକର୍ବା ଲକ୍, ନିଜର୍ ବିସଇଟାନେ ବଡ୍ପନ୍ ଅଇବା ଲକ୍, ବିନ୍ ଲକ୍କେ ନିନ୍ଦା କର୍ବା ଲକ୍, ତାକର୍ ଆୟା ବାବାର୍ କାତା ନ ମାନ୍ବା ଲକ୍, ଦନିଅବାଦ୍ ଦେବାଟା ପାସର୍ବା ଲକ୍, ପର୍ମେସରର୍ ବିସଇକେ ସନ୍ମାନ୍ ନ ଦେବା ଲକ୍,
3 without natural affection, implacable, false accusers, without control, barbaric, not lovers of those who are good,
୩ବିନ୍ ଲକ୍ମନ୍କେ କେମା ନ ଦେବା ଲକ୍, ବିନ୍ ଲକର୍ ବିସଇ ମିଚ୍ କଇବା ଲକ୍, ନିଜେ ଜାଗ୍ରତ୍ ନ ରଇବା ଲକ୍, କିରଜାଟି ଅଇବା ଲକ୍, ନିକ ବିସଇ ଗିନ୍ କର୍ବା ଲକ୍,
4 traitors, reckless, lofty, lovers of pleasure more than lovers of God,
୪ବିସ୍ବାସେ ବିସ୍ ଦେବା ଲକ୍, ବକୁଆ ବିସଇ କର୍ବା ଲକ୍, ବିନ୍ ଲକର୍ଟାନେଅନି ବଡ୍ ବଲାଇଅଇବା ଲକ୍, ପର୍ମେସର୍କେ ଆଲାଦ୍ କର୍ବା ବାଦୁଲେ ନିଜ୍କେ ସାର୍ଦା କରାଇବା ଲକ୍ ।
5 having a form of piety, but having denied its power; and be turning away from these,
୫ପର୍ମେସର୍କେ ସେବା କଲିନି ବଲି ଦେକାଇବାଇ, ମାତର୍ ତାର୍ ବପୁ ତାକର୍ ଜିବନ୍ ବାଦ୍ଲାଇବାକେ ନ ଦେଅତ୍ । ସେନ୍ତାରି ଲକ୍ମନର୍ଟାନେଅନି ଦୁରିକେ ର ।
6 for of these there are those coming into the houses and leading captive the weak women, loaded with sins, led away with manifold desires,
୬କାଇକେବଇଲେ ଏନ୍ତାରି ଲକ୍ ବିନ୍ ଗର୍ମନ୍କେ ପୁରିଦେଇ ତେଇ ରଇବା ମାଇଜିମନ୍କେ ନାଡାଇଲାଇନି । ଏ ମାଇଜିମନ୍ ତାକର୍ ପାପର୍ ଲାଗି ନିଜ୍କେ ଦସ୍ ଦେଇ ବିନ୍ ବିନ୍ ରକାମର୍ କରାପ୍ ମନ୍କର୍ବାଟାସଙ୍ଗ୍ ପୁରାପୁରୁନ୍ ଅଇଲାଇଆଚତ୍ ।
7 always learning, and never able to come to a knowledge of truth,
୭ସେମନ୍ ସବୁବେଲେ ବିନ୍ ବିନ୍ ରକାମର୍ ସିକିଆ ସିକ୍ବାକେ ମନ୍ କଲାଇନି । ମାତର୍ ତେଇର୍ ସତ୍ ବିସଇ ନାଜାନ୍ଲାଇନି ।
8 and even as Jannes and Jambres stood against Moses, so these also stand against the truth, men corrupted in mind, disapproved concerning the faith;
୮ଆଗର୍ କାଲେ ଜେନ୍ତାରିକି, ଜୁନସ୍ ଆରି ଜମ୍ବିରିସ୍ ମସାର୍ ବିରୁଦେ ଉଟ୍ଲାଇ, ସେନ୍ତାରିସେ ଏ ସିକାଉମନ୍ ମିସା ସତ୍କେ ବିରଦ୍ କଲାଇନି । ସେମନର୍ ମନ୍ କରାପ୍ ଅଇଆଚେ । ଆରି ବିସ୍ବାସର୍ କାତା ଉଟ୍ଲେ ତାକର୍ଟା ଚୁଚାଇସେ ।
9 but they will not advance any further, for their folly will be evident to all, as theirs also became.
୯ମାତର୍ ସେମନ୍ ନିଜେ ପାଁଚିରଇବାଟା ସବୁବେଲର୍ପାଇ ନ ରଏ । କାଇକେବଇଲେ ଜାନାସ୍ ଆରି ଜିମିରସ୍ ବକୁଆଟାମନ୍ ବଲି ଆଗ୍ତୁର୍ ଲକ୍ ଜାନ୍ଲାଇ, ସେନ୍ତାରିସେ ଏବର୍ ଲକ୍ମନ୍ ମିସା ସେମନ୍ ବକୁଆ ବଲି ଜାନ୍ବାଇ ।
10 And you have followed after my teaching, manner of life, purpose, faith, long-suffering, love, endurance,
୧୦ମାତର୍ ତିମତି ତୁଇ ମର୍ ସବୁ ବିସଇ ଜାନିଆଚୁସ୍ । ମୁଇ ଲକ୍ମନ୍କେ କେନ୍ତାରି ସିକାଇଲିନି, କେନ୍ତାରି ଚଲାଚଲ୍ତି କଲିନି, ମର୍ ଆଦେସ୍ କାଇଟା, ମର୍ ବିସ୍ବାସ୍ କେନ୍ତିଟା, ମୁଇ କେନ୍ତି ମୁର୍ଚିକରି ରଇଲିଆଚି, ବିନ୍ ବିନ୍ ଲକ୍ମନ୍କେ କେନ୍ତି ଆଲାଦ୍ କରିଆଚି ଆରି ମକେ ଆଇଲା ଦୁକ୍ କସ୍ଟ ମିସା ଜାନୁସ୍ ।
11 the persecutions, the afflictions, that befell me in Antioch, in Iconium, in Lystra; what persecutions I endured! And the LORD delivered me out of all.
୧୧ଲକ୍ମନ୍ ମକେ ଦୁକ୍ କସ୍ଟ ଦେଲାଟା ଆନ୍ଟିକିୟ, ଇକନିୟ ଆରି ଲୁସ୍ତା ନଅର୍ମନ୍କେ କାଇ କାଇଟା ଅଇରଇଲା ଆରି କେତେକ୍ ଅଦିକ୍ କସ୍ଟ ପାଇରଇଲି, ସେ ସବୁ ବିସଇ ତୁଇ ଜାନୁସ୍ । ମାତର୍ ମାପ୍ରୁ ଜିସୁ ମକେ ସବୁ ଦୁକ୍ କସ୍ଟ ଟାନେଅନି ରକିଆ କଲା ।
12 And all who will to live piously in Christ Jesus will also be persecuted,
୧୨ଦେକ୍ବାକେଗାଲେ ଜେତ୍କି ଲକ୍ ଜିସୁକିରିସ୍ଟକେ ବିସ୍ବାସ୍ କରି ପର୍ମେସର୍ ଦେକ୍ବା ଇସାବେ ଦରମ୍ ଚଲାଚଲ୍ତି କର୍ବାକେ ମନ୍ କଲାଇନି, ସେମନ୍ ସବୁ ବିସ୍ବାସ୍ ନ କଲା ଲକ୍ମନର୍ଟାନେଅନି ଦୁକ୍ କସ୍ଟ ପାଇବାଇ ।
13 and evil men and impostors will advance to the worse, leading astray and being led astray.
୧୩ମାତର୍ କରାପ୍ ଲକ୍ମନ୍ ଆରି ନାଡାଉମନ୍ ଅଦିକ୍ ଅଦିକ୍ କରାପ୍ ଅଇଜିବାଇ । ସେମନ୍ ଲକ୍ମନ୍କେ ନାଡାଇକରି ନିଜେ ନାଡାଇଅଇବାଇ ।
14 And you—remain in the things which you learned and were entrusted with, having known from whom you learned,
୧୪ମାତର୍ ତୁଇ ଜେତ୍କି ବିସଇ ସିକିଆଚୁସ୍, ଆରି ସେଟା ସବୁ ସତ୍ ବଲି ବିସ୍ବାସ୍ କରିଆଚୁସ୍, ସେଟା ସବୁ ଡାଟ୍ ସଙ୍ଗ୍ ଦାରି ର । କାଇକେବଇଲେ, ନିକ ସିକାଇବା ଲକ୍ମନର୍ ଟାନେଅନି ଏ ସବୁ ସିକିଆଚୁସ୍ ।
15 and because you have known the Holy Writings from infancy, which are able to make you wise—to salvation, through faith that [is] in Christ Jesus.
୧୫ଆରି ତୁଇ ପିଲାବେଲେ ଅନି ସୁକଲ୍ ସାସ୍ତର୍ ଜାନିଆଚୁସ୍ । କିରିସ୍ଟ ଜିସୁକେ ବିସ୍ବାସ୍ କଲାର୍ ପାଇ ପର୍ମେସର୍ ତକେ ରକିଆ କର୍ସି ବଲି ତୁଇ ଜାନ୍ଲୁସ୍ନି ।
16 Every Writing [is] God-breathed, and profitable for teaching, for conviction, for correction, for instruction that [is] in righteousness,
୧୬ସବୁ ସାସ୍ତର୍ ପର୍ମେସରର୍ ଟାନେଅନି ଆଇଲା ଆଚେ, ଆରି ସେଟା ଲକ୍ମନ୍କେ ସିକାଇବାକେ, ବୁଲ୍ ଅଇଲାଟା ଟିକ୍ କର୍ବାକେ, ଟିକ୍ ବିସଇ କର୍ବାକେ, ଆରି ଲକ୍ମନ୍କେ ସିକାଇବାକେ ଆମ୍କେ ସାଇଜ କର୍ସି ।
17 that the man of God may be fitted—having been completed for every good work.
୧୭ଜେନ୍ତାରି କି, ପର୍ମେସର୍କେ ସେବା କର୍ବା ଗଟେକ୍ ଲକ୍ ପୁରାପୁରୁନ୍ ତିଆର୍ ଅଇ, ସବୁ ଦରମ୍ କାମ୍ କର୍ବାକେ ବପୁ ପାଇସି ।