< Romans 12 >

1 I beseech you therefore, brethren, by the mercies of God, that ye present your bodies a living sacrifice, holy, acceptable unto God, [which is] your reasonable service.
ସେଟାର୍‌ ପାଇ ଏ ବାଇବଇନିମନ୍‌, ଆମର୍‌ ଉପ୍‌ରେ ପରମେସରର୍‌ ବଡ୍‌ ଜିବନ୍‌ଦୁକାନିର୍‌ ଲାଗି, ତମ୍‌କେ ମୁଇ ବାବୁଜିଆ କଲିନି, ପରମେସରର୍‌ ଲଗେ ଗଟେକ୍‌ ବଲି ଇସାବେ ନିଜର୍‌ ଜିବନ୍‌ ସର୍‌ପିଦିଆସ୍‌ । ଏନ୍ତାରି ବଲି ଅଇବାଟା ମର୍‌ବାକେ ନଏଁ, ମାତର୍‌ ତାର୍‌ ସେବାକର୍‌ବାକେ ନିଜେ ସର୍‌ପି ଅଇବାଟା । ସେନ୍ତି ଅଇଲେ ପର୍‌ମେସର୍‌ ସାର୍‌ଦା ଅଇସି । ପର୍‌ମେସର୍‌କେ ଏ ରକାମ୍‌ ଉପାସନା କର୍‌ବାର୍‌ ଆଚେ ।
2 And be not conformed to this world: but be ye transformed by the renewing of your mind, that ye may prove what [is] that good, and acceptable, and perfect, will of God. (aiōn g165)
ଏ ଜଗତେ ରଇବା ଲକ୍‌ମନର୍‌ ପାରା ଚଲାଚଲ୍‌ତି ଇସାବେ ଜିଉନା କାଉନା କରାନାଇ । ପରମେସର୍‌ ତମର୍‌ ମନ୍‌ ନୁଆକରି ବାଦ୍‌ଲାଅ । ସେନ୍ତି ଅଇଲେ ସେ ମନ୍‍ କର୍‍ବାଟା ବୁଜିପାର୍‌ସା । ଆରି ଜନ୍‌ ଚଲାଚଲ୍‌ତି ତାର୍‌ ମୁଆଟେ ନିକ, ସିଦ୍‌ ଆରି ତାକେ ସାର୍‌ଦା କରାଇସି, ସେଟା ଜାନି ପାର୍‌ସା । (aiōn g165)
3 For I say, through the grace given unto me, to every man that is among you, not to think [of himself] more highly than he ought to think; but to think soberly, according as God hath dealt to every man the measure of faith.
ପରମେସର୍‌ ମକେ ଜିବନ୍‌ଦୁକାଇକରି ଅଦିକାର୍‌ ଦେଲାକେ ତମ୍‌କେ ସବୁ ଲକ୍‌କେ କଇଲିନି, । କେ ମିସା ମୁଇ ବିନ୍‌ ଲକର୍‌ଟାନେଅନି ବଡ୍‌ ବଲି ବାବାନାଇ । ପରମେସର୍‌ ତମ୍‌କେ ଜେତ୍‌କି ବିସ୍‌ବାସ୍‌ ଦେଲାଆଚେ, ସେତ୍‌କି ନିଜ୍‌କେ ବିଚାର୍‌ କରା ।
4 For as we have many members in one body, and all members have not the same office:
ଆମ୍‌କେ ସବୁଲକ୍‌କେ ଗାଗ୍‍ଡେ ବିନ୍‌ ବିନ୍‌ ବାଗ୍‌ ଆଚେ । ସେ ଗାଗଡର୍‌ ବିନ୍‌ ବିନ୍‌ ବାଗର୍‌, ବିନ୍‌ ବିନ୍‌ କାମ୍‌ ଆଚେ ।
5 So we, [being] many, are one body in Christ, and every one members one of another.
ସେନ୍ତାରିସେ ଆମେ ଜେତ୍‌କି ଲକ୍‌ କିରିସ୍‌ଟତେଇ ମିସ୍‌ଲୁଆଚୁ, ଆମେ ତାର୍‌ ଗାଗଡ୍‌ ଅଇଲୁଆଚୁ । ଗାଗଡର୍‌ ଆତ୍‌ ଗଡ୍‌ ପାରା ଆମେ ସବୁ ଲକ୍‌ ମିସିଆଚୁ ।
6 Having then gifts differing according to the grace that is given to us, whether prophecy, [let us prophesy] according to the proportion of faith;
ସେଟାର୍‌ ପାଇ ପରମେସର୍‌ ଆମ୍‌କେ ଜିବନ୍‌ ଦୁକାଇ ଜେତ୍‌କି ବିନ୍‌ ବିନ୍‌ ବପୁର୍‌ ଦାନ୍‌ ଦେଲା ଆଚେ, ସେ ସବୁ ବପୁ ଆମର୍‌ କାମେ ଲାଗାଇବାର୍‌ ଆଚେ । ଜଦି ଆମ୍‌କେ ପର୍‌ମେସରର୍‌ ବାକିଅ ଜାନାଇବା ବପୁ ଦେଲାଆଚେ, ସେନ୍ତାର୍‌ଆଲେ ଆମେ ପାଇରଇବା ବିସ୍‌ବାସ୍‌ ଇସାବେ ସେଟା କର୍‌ବାର୍‌ ଆଚେ ।
7 Or ministry, [let us wait] on [our] ministering: or he that teacheth, on teaching;
ଜଦି ଆମର୍‌ ସଙ୍ଗର୍‌ ଲକ୍‌କେ ସାଇଜ କର୍‌ବା ବପୁ ଦେଲାଆଚେ, ତେବେ ସେଟା କର୍‌ତେ ରଇବାର୍‌ ଆଚେ । ଜଦି ପର୍‌ମେସରର୍‌ ବାକିଅ ସିକାଇବାଟା ଦେଲାଆଚେ, ତେବେ ସେଟା ଜତନ୍‌ ସଙ୍ଗ୍‌ କର୍‌ବାର୍‌ ଆଚେ ।
8 Or he that exhorteth, on exhortation: he that giveth, [let him do it] with simplicity; he that ruleth, with diligence; he that sheweth mercy, with cheerfulness.
ବିନ୍‌ ଲକ୍‌ମନ୍‌କେ ସାର୍‌ଦା କରାଇବାକେ ବପୁ ଦେଇରଇଲେ, ସେଟା କର୍‌ତେ ରଉଁ । ଅର୍‌କିତ୍‌ ଲକ୍‌ମନ୍‌କେ ଦାନ୍‌ କର୍‌ବା ବପୁ ଦେଇରଇଲେ, କାଇଟା ନ ବାବିକରି ଦାନ୍‌ କରୁ । ବିନ୍‌ ଲକର୍‌ କାମ୍‌କେ ଦେକାରକା କର୍‌ବା ଅଦିକାର୍‌ ଦେଇରଇଲେ, ନିଜେ ବେସି କାମ୍‌ କର୍‌ବାର୍‌ଆଚେ । ଜଦି ବିନ୍‌ ଲକ୍‌ମନ୍‌କେ ଦୟା ଦେକାଇବା ବପୁ ଦେଲାଆଚେ, ବିଜାର୍‌ ନ ଅଇ ସାର୍‌ଦା ସଙ୍ଗ୍‍ କର୍‌ବାର୍‌ ଆଚେ ।
9 [Let] love be without dissimulation. Abhor that which is evil; cleave to that which is good.
ବିନ୍‌ ଲକ୍‌ମନ୍‌କେ ଆଲାଦ୍‌ କର୍‌ବାର୍‌ ଆଲେ କାଇ କପଟ୍‌ ରଇବାର୍‌ ନାଇ । କାରାପ୍‌ ଚଲାଚଲ୍‌ତି ଗିନ୍‌ କରି, ସତ୍‌ ଚଲାଚଲ୍‌ତି ଚାଡ୍‌ବାର୍‌ ନାଇ ।
10 [Be] kindly affectioned one to another with brotherly love; in honour preferring one another;
୧୦ତମେ କିରିସ୍‌ଟର୍‌ଟାନେ ବାଇବଇନି ଅଇଲାର୍‌ ପାଇ, ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକ୍‌କେ ଆଲାଦ୍‌ କରି ସନ୍‌ମାନ୍‌ କରା ।
11 Not slothful in business; fervent in spirit; serving the Lord;
୧୧ନିସତ୍‌ ନଅଇକରି ଲାଗିରୁଆ । ଜିବନ୍‌ ପରାନ୍‌ ଦେଇକରି ପର୍‌ମେସର୍‌କେ ସେବା କରା ।
12 Rejoicing in hope; patient in tribulation; continuing instant in prayer;
୧୨ଆମ୍‍କେ ରଇବା ଆସାର୍‌ ଲାଗି ଆମେ ସାର୍‌ଦା ଅଉଁ । ଦୁକ୍‌ କସ୍‌ଟ ଆଇଲେ ମୁର୍‌ଚିକରି ରଉଁ । ସବୁବେଲା ପର୍‌ମେସର୍‌କେ ପାର୍‌ତନା କର୍‌ତେ ରଉଁ ।
13 Distributing to the necessity of saints; given to hospitality.
୧୩ଆମର୍‌ ଟାନେ ରଇବା ଅର୍‌କିତ୍‌ ବାଇବଇନିମନ୍‌କେ ସାଇଜ କରୁ । ନ ଜାନ୍‌ବା ଲକ୍‌ମନ୍‌ ଆମର୍‌ ଗରେ ଆଇଲେ ଗତିଆ କରି ଡାକିନେଉଁ ।
14 Bless them which persecute you: bless, and curse not.
୧୪ଜନ୍‌ଲକ୍‌ମନ୍‌ ତମ୍‌କେ ନିନ୍ଦା କର୍‌ବାଇ, ସେମନ୍‌କେ ପରମେସର୍‌ ଆସିର୍‌ବାଦ୍‌ କରବଲି ପାର୍‌ତନା କରା । ସେମନ୍‌କେ ଆସିର୍‌ବାଦ୍‌ କରା, ସାଇପ୍‌ ଦିଆସ୍‌ ନାଇ ।
15 Rejoice with them that do rejoice, and weep with them that weep.
୧୫ଜଦି ଗଟେକ୍‌ ଲକ୍‌କେ ସାର୍‌ଦାର୍‌ ଦିନ୍‌ ଆଇଲାଆଚେ, ତେବେ, ତାର୍‌ ସଙ୍ଗ୍‌ ମିସି ସାର୍‌ଦା କରା, ଜଦି ଦୁକର୍‌ ଦିନ୍‌ ଆସିରଇଲେ, ସେ ଲକର୍‌ ସଙ୍ଗ ମିସି ଦୁକ୍‌ କରା ।
16 [Be] of the same mind one toward another. Mind not high things, but condescend to men of low estate. Be not wise in your own conceits.
୧୬ସବୁ ଲକ୍‌କେ ସମାନ୍‌ ଇସାବେ ଆଲାଦ୍‌ ଦେକାଆ । ଆଁକାର୍‌ ବୁଦି ଚାଡିକରି ସଲଦ୍‌ ଅଇ ସାନ୍‌ ସାନ୍‌ କାମ୍‌ କର୍‌ବାକେ ମିସା ରାଜି ଉଆ । ନିଜ୍‌କେ ଗିଆନ୍‍ ରଇବାଲକ୍‍ ବଲି ଦେକାଇ ଉଆନାଇ ।
17 Recompense to no man evil for evil. Provide things honest in the sight of all men.
୧୭କେ ତମ୍‌କେ ଅନିଆଇ କଲେ, ତାକେ ବେର୍‌ ଦାର୍‌ବାର୍‌ ନାଇ, ଜନ୍‌ ଚଲାଚଲ୍‌ତି ସବୁର୍‌ ମନ୍‌କେ ଜାଇସି, ସେଟା କର୍‌ତେରଇବାର୍‌ ।
18 If it be possible, as much as lieth in you, live peaceably with all men.
୧୮ସବୁ ଲକର୍‌ ସଙ୍ଗ୍‌ ସୁସାରେ ଜିଇବାକେ ଜେତେକ୍‌ ପାରାସ୍‌, ସେତେକ୍‌ ଚେସ୍‌ଟା କରା ।
19 Dearly beloved, avenge not yourselves, but [rather] give place unto wrath: for it is written, Vengeance [is] mine; I will repay, saith the Lord.
୧୯ମର୍‌ ଆଲାଦର୍‌ ବାଇବଇନିମନ୍‌, ଜଦି କେ ତମ୍‌କେ ଅନିଆଇ କଲେ, ତମେ ବେର୍‌ ଦାରାନାଇ, କାଇକେବଇଲେ, ପର୍‌ମେସର୍‌ସେ ଡଣ୍ଡ୍‌ ଦେଇସି । କାଇକେ ବଇଲେ ସାସ୍‌ତରେ ଲେକା ଆଚେ । ମାପ୍‌ରୁ କଇଲାନି, “ମୁଇ ବେର୍‌ ଦାର୍‌ବି । ମୁଇ ଡଣ୍ଡ୍‌ ଦେବି ।”
20 Therefore if thine enemy hunger, feed him; if he thirst, give him drink: for in so doing thou shalt heap coals of fire on his head.
୨୦ଏଲେ ସାସ୍‌ତରର୍‌ ଲେକା ଇସାବେ “ତମର୍‌ ସତ୍‌ରୁ ବୁକେ ରଇଲେ, ତାକେ କାଇବାକେ ଦିଆସ୍‌, ସସେ ରଇଲେ, ପାନି କୁଆ । ଏନ୍ତାର୍‌କଲେ ସେ ତମ୍‌କେ କରିରଇବା ଅନିଆଇର୍‌ ଲାଗି ବେସି ଲାଜ୍‌ ଅଇଜାଇସି ।”
21 Be not overcome of evil, but overcome evil with good.
୨୧ମିଚ୍‌ କାମ୍‌ କରି ଆରିଜାଆ ନାଇ, ସବୁ ବିସଇ ସତ୍‌ ବାବେ କରି ଜିତିକରି ରୁଆ ।

< Romans 12 >