< 1 Corinthians 11 >

1 Be ye followers of me, even as I also [am] of Christ.
ମୁଇ ଜେନ୍ତାରି ମାପ୍‌ରୁର୍‌ ପଚେ ପଚେ ଗାଲିନି, ତମେମନ୍‌ ମିସା ସେନ୍ତାରି ମର୍‌ ପଚେ ପଚେ ଆସା ।
2 Now I praise you, brethren, that ye remember me in all things, and keep the ordinances, as I delivered [them] to you.
ତମେ ସବୁ ବିସଇଟାନେ ମକେ ଏତାଇଲାସ୍‌ନି ଆରି ମୁଇ ତମ୍‌କେ ଜନ୍‌ ସବୁ ବିଦିବିଦାନ୍‌ ସିକାଇଆଚି, ସେ ସବୁ ମାନ୍‌ଲାସ୍‌ନି, ସେଟାର୍‌ ପାଇ ମୁଇ ତମ୍‌କେ ଦନିଅବାଦ୍‌ ଦେଲିନି ।
3 But I would have you know, that the head of every man is Christ; and the head of the woman [is] the man; and the head of Christ [is] God.
କିରିସ୍‌ଟ ସବୁ ମୁନୁସ୍‌ ପିଲାମନର୍‌ ନେତା, ଆରି ମୁନୁସ୍‌ ମାଇଜିର୍‌ ନେତା, ଆରି ପର୍‌ମେସର୍‌ କିରିସ୍‌ଟର୍‌ ନେତା । ଏଟା ତମେ ଜାନିରୁଆ ବଲି ମୁଇ ମନ୍‍ କଲିନି ।
4 Every man praying or prophesying, having [his] head covered, dishonoureth his head.
ଜେଡେବେଲେ ତମେ ମଣ୍ଡଲିତେଇ ରୁଣ୍ଡ୍‌ସା, ତେଇ ଗଟେକ୍‌ ମୁନୁସ୍‌ ପିଲା ପାର୍‌ତନା କଲାନି କି ପର୍‌ମେସରର୍‌ କାତା ଜାନାଇଲାନି, ସେ ତାର୍‌ ମୁଣ୍ଡ୍‍ ଡାବ୍‍ବାର୍‍ ନାଇ । ସେନ୍ତାର୍‌ କଲେ ସେ କିରିସ୍‌ଟକେ ଲାଜ୍‌ କରାଇସି ।
5 But every woman that prayeth or prophesieth with [her] head uncovered dishonoureth her head: for that is even all one as if she were shaven.
ସେନ୍ତାରିସେ ଗଟେକ୍‌ ମାଇଜି ପାର୍‌ତନା କଲାନି, କି ପର୍‌ମେସରର୍‌ କାତା ଜାନାଇଲାନି, ସେ ତାର୍‌ ମୁଣ୍ଡେ ଅଡ୍‌ନା ପାକାଇବାର୍‌ ଆଚେ । ସେନ୍ତାର୍‌ ନ କଲେ ସେ ମୁନୁସ୍‌କେ ଲାଜ୍‌ କରାଇସି । ସେ ଗଟେକ୍‍ ମୁଣ୍ଡ୍‌ରି ମାଇଜିର୍‍ ପାରା ରଇସି ।
6 For if the woman be not covered, let her also be shorn: but if it be a shame for a woman to be shorn or shaven, let her be covered.
କାଇକେବଇଲେ ସେ ମାଇଜି ଜଦି ଅଡ୍‌ନା ନ ପାକାଏ, ତାର୍‌ ଚେଣ୍ଡି କାଟିଦେବାଟା ନିକ । ଗଟେକ୍‌ ମାଇଜି ଜଦି ତାର୍‌ ଚେଣ୍ଡି କାଟ୍‌ସି କି ମୁଣ୍ଡ୍‌ କୁରାଇସି, ସେଟା ତାର୍‌ ପାଇ ଲାଜର୍‌ ବିସଇ, ସେଟାର୍‌ପାଇ ସେ ମୁଣ୍ଡେ ଅଡ୍‌ନା ପାକାଇବାର୍‌ ଆଚେ ।
7 For a man indeed ought not to cover [his] head, forasmuch as he is the image and glory of God: but the woman is the glory of the man.
ମାତର୍‌ ଗଟେକ୍‌ ମୁନୁସ୍‌ ପିଲା ପାର୍‌ତନା କଲାବେଲେ ତାର୍‌ ମୁଣ୍ଡେ ଅଡ୍‌ନା ପାକାଇବାର୍‌ ଦର୍‌କାର୍‌ ନାଇ । କାଇକେ ବଇଲେ ସେ ପର୍‌ମେସରର୍‌ ଚାଇଁ ଆରି ତାର୍‌ ଡାକ୍‌ପୁଟା ଦେକାଇସି । ଆରି ମାଇଜି ମୁନୁସର୍‌ ଡାକ୍‌ପୁଟା ଦେକାଇସି ।
8 For the man is not of the woman; but the woman of the man.
କାଇକେବଇଲେ ମୁନୁସ୍‌ ମାଇଜିର୍‍ ତେଇଅନି ତିଆର୍‌ ଅଏନାଇ, ମାତର୍‌ ମାଇଜି ମୁନୁସର୍‌ତେଇ ଅନି ତିଆର୍‌ ଅଇଆଚେ ।
9 Neither was the man created for the woman; but the woman for the man.
ମନସ୍‌ ମାଇଜିର୍‌ ପାଇ ତିଆର୍‌ ଅଏନାଇ । ମାତର୍‌ ମାଇଜି ମୁନୁସର୍‌ ପାଇ ତିଆର୍‌ ଅଇଲାଆଚେ ।
10 For this cause ought the woman to have power on [her] head because of the angels.
୧୦ସେଟାର୍‌ ପାଇ ମାଇଜିମନ୍‌ ମୁଣ୍ଡେ ଅଡ୍‌ନା ପାକାଇବାଟା ନିକ, ଜେନ୍ତିକି ସରଗର୍‌ ଦୁତ୍‌ମନ୍‌ ମିସା ସେ ତାର୍‌ ମୁନୁସର୍‌ ଅଦିକାରେ ଆଚେ ବଲି ଜାନ୍‌ବାଇ ।
11 Nevertheless neither is the man without the woman, neither the woman without the man, in the Lord.
୧୧ମାତର୍‌ ଆମେ ବିସ୍‌ବାସିମନର୍‌ପାଇ ମାଇଜି ନଇତେ ମୁନୁସ୍‌ ରଇ ନାପାରେ କି ମୁନୁସ୍‌ ନଇତେ ମାଇଜି ରଇ ନାପାରେ ।
12 For as the woman [is] of the man, even so [is] the man also by the woman; but all things of God.
୧୨ମାଇଜି ମୁନୁସର୍‌ ଗାଗ୍‌ଡେ ଅନି ଜାତ୍‌ ଅଇଲେମିସା, ମୁନୁସ୍‌ ମିସା ମାଇଜି ଜନମ୍‌ ଦେଲାକେ ଜାତ୍‌ ଅଇଆଚେ । ମାତର୍‌ ସବୁ ବିସଇ ପର୍‌ମେସର୍‌ ଟାନେଅନି ଜାତ୍‌ ଅଇଆଚେ ।
13 Judge in yourselves: is it comely that a woman pray unto God uncovered?
୧୩କନ୍‌ଟା ନିକ ବଲି ତମେ ନିଜେ ନିଜେ ବିଚାର୍‌ କରା । ଜଦି ଗଟେକ୍‌ ମାଇଜି ମଣ୍ଡଲିତେଇ ସବୁର୍‌ ମୁଆଟେ ମୁଣ୍ଡେ ଅଡ୍‌ନା ନ ପାକାଇ ପାର୍‌ତନା କଲେ ସେଟା ସୁନ୍ଦର୍‌ କି? ନାଇ ସୁନ୍ଦର୍‌ ନାଇ ।
14 Doth not even nature itself teach you, that, if a man have long hair, it is a shame unto him?
୧୪ସେନ୍ତାରିସେ ଜଗତର୍‌ ଜାନ୍‌ବା ବିସଇ ନେଇକରି ମୁନୁସ୍‌ ପିଲା ଜଦି ମାଇଜିମନର୍‌ ପାରା ଚେଣ୍ଡି ବଡାଇରଇଲେ ସେଟା ଲାଜର୍‌ କାତା ।
15 But if a woman have long hair, it is a glory to her: for [her] hair is given her for a covering.
୧୫ମାତର୍‌ ମାଇଜିଟକି ଚେଣ୍ଡି ବଡାଇଲେ ତାର୍‌ପାଇ ସୁନ୍ଦର୍‌ ବିସଇ । କାଇକେବଇଲେ ପର୍‌ମେସର୍‌ ତାର୍‌ ଡେଙ୍ଗ୍‌ ଚେଣ୍ଡି ତାର୍‌ ମୁଣ୍ଡେ ଡାବି ଅଇବାକେ ଦେଲା ଆଚେ ।
16 But if any man seem to be contentious, we have no such custom, neither the churches of God.
୧୬ଜଦି ଏ ବିସଇନେଇ କେ ମିସା ମର୍‌ ଆଦେସ୍‌ ମାନ୍‌ବାକେ ମନ୍‌ ନ କରେ, ଆମେ କି ପର୍‌ମେସରର୍‌ ବିନ୍‌ ମଣ୍ଡଲିମନ୍‌କେ ମିସା ଏଟା ଚାଡି ଆରି କାଇ ଅବିଆସ୍‌ ନାଇ ।
17 Now in this that I declare [unto you] I praise [you] not, that ye come together not for the better, but for the worse.
୧୭ଆରି ଗଟେକ୍‌ ବିସଇ ମୁଇ କଇବାର୍‌ ଆଚେ । ତମେ ଉପାସନା କର୍‌ବାକେ ରୁଣ୍ଡ୍‌ଲାବେଲେ ଗଟେକ୍‌ କର୍‌ବା ବିସଇ ମର୍‍ ମନ୍‌କେ ଜାଏନାଇ । କାଇକେବଇଲେ ତମେ ରୁଣ୍ଡ୍‌ଲାର୍‌ ଲାଗି ତମର୍‌ ବିସ୍‌ବାସ୍‌ ଡାଟ୍‌ ଅଏନାଇ, ମାତର୍‌ ଦୁର୍‌ବଲ୍‌ ପାରା ଅଇଗାଲାନି ।
18 For first of all, when ye come together in the church, I hear that there be divisions among you; and I partly believe it.
୧୮ମୁଇ ସୁନିଆଚି ଜେ, ତମେ ଉପାସନା କର୍‌ବାକେ ରୁଣ୍ଡ୍‌ଲାବେଲେ ବାଗ୍‌ ବାଗ୍‌ ଅଇକରି ଗଟେକ୍‌ ବାଟର୍‌ ଲକ୍‌ ଆରି ଗଟେକ୍‌ ବାଟର୍‌ ଲକ୍‌କେ ବିରଦ୍‌ କଲାସ୍‌ନି ଆରି ଏଟା ସତ୍‌ ବଲି ମୁଇ ଜାନି ।
19 For there must be also heresies among you, that they which are approved may be made manifest among you.
୧୯ତମର୍‌ ବିତ୍‌ରେ ଏନ୍ତାରି ଅଇବାଟା ନିକ । ଜେନ୍ତାରି କି ତେଇଅନି ପରିକାଟାନେ ସିଦ୍‌ ଅଇଲା ଲକ୍‌ମନ୍‌ ବାରଇବାଇ ।
20 When ye come together therefore into one place, [this] is not to eat the Lord’s supper.
୨୦ଜେଡେବେଲେ ତମେ ମାପ୍‌ରୁର୍‌ କାଦି କାଇବାକେ ଗଟେକ୍‌ ଜାଗାଇ ଜମ୍‌ଲାସ୍‌ନି, ସେଟା ସତଇସେ ମାପ୍‌ରୁର୍‌ କାଦି ନଏଁ,
21 For in eating every one taketh before [other] his own supper: and one is hungry, and another is drunken.
୨୧କାଇକେ ବଇଲେ, ତମର୍‌ ବାଇମନର୍‌ପାଇ କାଇଟା ଚାଡାସ୍‌ ନାଇ । ଏଟାର୍‌ପାଇ କେତେଲକ୍‌ ବୁକେ ଉଟିଗାଲାଇନି । ଆରି କେତେଲକ୍‌ ମାତ୍‌ଲାସ୍‌ନି ।
22 What? have ye not houses to eat and to drink in? or despise ye the church of God, and shame them that have not? What shall I say to you? shall I praise you in this? I praise [you] not.
୨୨ତମେ କାଇବାକେ କାଇ ନିଜର୍‌ ଗର୍‌ ନାଇ କି? ତମର୍‌ ଲାଗି ତମର୍‌ ଗରିବ୍‌ ବାଇମନ୍‌ ଲାଜ୍‌ ଅଇଗାଲାଇନି । ଆରି ବାକି ବିସ୍‌ବାସିମନ୍‌କେ ଇଜତ୍‌ ଜିକାଇଲାସ୍‌ନି । ଏ ବିସଇ ଆରି ମୁଇ ତମ୍‌କେ କାଇଟା ବଲି କଇବି? ଏନ୍ତାରି ଅ ବଲି କଇବି କି? ନାଇ, ନ କଇ ।
23 For I have received of the Lord that which also I delivered unto you, That the Lord Jesus the [same] night in which he was betrayed took bread:
୨୩କାଇକେବଇଲେ ମାପ୍‌ରୁର୍‌ ସିକିଆ ପାଇଲି ଆଚି, ସେଟାସେ ମୁଇ ତମ୍‌କେ ସିକାଇଆଚି । ଜନ୍‌ ରାତି ଆମର୍‌ ମାପ୍‌ରୁ ଜିସୁ ବିସ୍‌ବାସେ ବିସ୍‌ ଦେଲାପାରା ଅଇଲା, ସେ ରୁଟିନେଇ, ପର୍‌ମେସର୍‌କେ ଦନିଅବାଦ୍‌ ଦେଲା ।
24 And when he had given thanks, he brake [it], and said, Take, eat: this is my body, which is broken for you: this do in remembrance of me.
୨୪ଏଟା ତମର୍‌ ପାଇ ବଲିଅଇରଇବା ମର୍‌ ଗାଗଡ୍‌, ମକେ ଏତାଇବାକେ ଏନ୍ତାର୍‌ କରା ।
25 After the same manner also [he took] the cup, when he had supped, saying, This cup is the new testament in my blood: this do ye, as oft as ye drink [it], in remembrance of me.
୨୫ସେନ୍ତାରିସେ କାଇଲା ପଚେ, ସେ ମୁତା ଦାରିକରି କଇଲା “ଏ ମୁତା ପର୍‌ମେସରର୍‌ ନୁଆ ରାଜିନାମା, ଜନ୍‌ଟା କି ମର୍‌ ନିଜର୍‌ ବନି ଦେଲାକେ, ଟିକ୍ ଅଇଲା ।”
26 For as often as ye eat this bread, and drink this cup, ye do shew the Lord’s death till he come.
୨୬ଆମର୍‌ ମାପ୍‌ରୁ ଜିସୁ ବାଅଡ୍‌ବାଜାକ, ଜେତ୍‌କିତର୍‌ ରୁଟି କାଇସା କି ଏ ମୁତାଇ ଅନି ଡୁକ୍‌ସା, ତମେ ମାପ୍‌ରୁର୍‌ ମରନ୍‌ ବିସଇର୍‌ କବର୍‌ ଜାନାଇସା ।
27 Wherefore whosoever shall eat this bread, and drink [this] cup of the Lord, unworthily, shall be guilty of the body and blood of the Lord.
୨୭ଏଟାର୍‌ ଅରତ୍‌ ଅଇଲାନି, ଜେ ଜଦି ମାପ୍‌ରୁକେ ସନ୍‌ମାନ୍‌ ନ ଦେଇ, ଏ ରୁଟି କାଇସି କି ମୁତାଇ ଅନି ଡୁକ୍‌ସି, ସେ ମାପ୍‌ରୁର୍‌ ଗାଗଡ୍‌ ଆରି ବନିର୍‌ ବିରୁଦେ ପାପ୍‌ କଲାନି ।
28 But let a man examine himself, and so let him eat of [that] bread, and drink of [that] cup.
୨୮ସେଟାର୍‌ପାଇ ତମେ ନିଜ୍‌କେ ପରିକା କରି ଦେକ୍‌ବାର୍‌ଆଚେ, ଦେକି ସାରାଇ ଏ ରୁଟି କାଇଅଇସି ଆରି ମୁତାଇଅନି ଡୁକି ଅଇସି ।
29 For he that eateth and drinketh unworthily, eateth and drinketh damnation to himself, not discerning the Lord’s body.
୨୯କାଇକେବଇଲେ ଜଦି ସେ ରୁଟି କାଇଲାବେଲେ ଜେ ମାପ୍‌ରୁର୍‌ ଗାଗଡ୍‌ ଆରି ମୁତାଇଅନି ଡୁକ୍‌ଲାବେଲେ ସତ୍‌ବିସଇ ନ ବୁଜତ୍‌, ସେମନ୍‌ ନିଜେ ନିଜର୍‌ ଉପ୍‌ରେ ପର୍‌ମେସରର୍‌ ଡଣ୍ଡ୍‌ ଡାକି ଆନ୍‌ଲାଇନି ।
30 For this cause many [are] weak and sickly among you, and many sleep.
୩୦ସେଟାର୍‌ପାଇ ତମର୍‌ ବିତ୍‌ରେ ବେସି ଲକ୍‌ ଦୁର୍‌ବଲ୍‌ ଆଚାସ୍‌ ଆରି ବିନ୍‌ ବିନ୍‌ ଜର୍‌ ଦାରାଇ ଅଇଆଚାସ୍‌ ଆରି ମଲାସ୍‌ନି ମିସା ।
31 For if we would judge ourselves, we should not be judged.
୩୧ମାତର୍‌ ଆମେ ଜଦି ନିଜ୍‌କେ ପରିକା କର୍‍ତା ଆଲେ, ପର୍‌ମେସରର୍‌ ଡଣ୍ଡ୍‌ ଆମର୍‌ ଉପ୍‌ରେ ନ ଆଇତା ।
32 But when we are judged, we are chastened of the Lord, that we should not be condemned with the world.
୩୨ମାତର୍‌ ଜଗତର୍‌ ଲକ୍‌ମନର୍‌ ପଚର୍‌ ଡଣ୍ଡ୍‌ଲଗେ ଅନି ଆମ୍‌କେ ରକିଆ କର୍‌ବାକେ ପର୍‌ମେସର୍‌ ଆମ୍‌କେ ବିଚାର୍‌ କରି ଦେଇସି ।
33 Wherefore, my brethren, when ye come together to eat, tarry one for another.
୩୩ତେବେ ଏ ମର୍‌ ବାଇବଇନିମନ୍‌, ତମେ ଆମର୍‌ ମାପ୍‌ରୁର୍‌ କାଦି କାଇବାକେ ରୁଣ୍ଡ୍‌ଲା ବେଲେ ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକ୍‌କେ ଜାଗା ।
34 And if any man hunger, let him eat at home; that ye come not together unto condemnation. And the rest will I set in order when I come.
୩୪ଜଦି କେ ବୁକେ ଆଚେ, ସେ ନିଜର୍‌ ଗରେ କାଇକରି ଆଇବାର୍‌ ଆଚେ । ଜେନ୍ତିକି ତମେ ରୁଣ୍ଡ୍‌ଲାବେଲେ ପର୍‌ମେସରର୍‌ ଡଣ୍ଡ୍‌ ତମର୍‌ ଉପ୍‌ରେ ନ ଆସେ । ଆରି ରଇଲା ବିନ୍‌ ବିନ୍‌ ବିସଇମନ୍‌ ମୁଇ ଆଇଲେ, ପଚେ ବୁଜାଇ ଦେବି ।

< 1 Corinthians 11 >