< Revelation 4 >
1 After this I looked, and, behold, a door was opened in heaven: and the first voice which I heard was as it were of a trumpet talking with me; which said, Come up here, and I will show you things which must be hereafter.
ଇତାର୍ ହଃଚେ ମୁଁୟ୍ ଦଃକ୍ଲେ, ଆର୍ ଦଃକା, ସଃର୍ଗେ ଗଟେକ୍ ଦୁଆର୍ ଉଗାଳା ଆଚେ; ଆରେକ୍ ତୁରିର୍ ସଃବ୍ଦ୍ ହର୍ ମର୍ ସଃଙ୍ଗ୍ କଃତା ଅଃଉତା ଜୁୟ୍ ଟଣ୍ଡ୍ ମୁୟ୍ଁ ହୁର୍ବେ ସୁଣି ରିଲେ, ସେରି କୟ୍ଲି, “ଇହାକ୍ ଉଟିଆଉ; ଜୁୟ୍ସଃବୁ ଇତାର୍ହଃଚେ ବାୟ୍ଦ୍ରେ ଗଃଟେଦ୍, ସେ ସଃବୁ ମୁଁୟ୍ ତକ୍ ଦଃକାୟ୍ନ୍ଦ୍ ।”
2 And immediately I was in the spirit: (pneuma) and, behold, a throne was set in heaven, and one sat on the throne.
ସେଦାହ୍ରେ ମୁୟ୍ଁ ଆତ୍ମାୟ୍ ହୁର୍ନ୍ ଅୟ୍ଲେ, ଆର୍ ଦଃକା, ସଃର୍ଗେ ଗଟେକ୍ ସିଙ୍ଗାସଣ୍ ସଃଙ୍ଗାୟ୍ଲାର୍ ଆଚେ, ଆରେକ୍ ସଃର୍ଗେ ସିଙ୍ଗାସଣ୍ ଉହ୍ରେ ଗଟେକ୍ ଲକ୍ ବଃସି ଆଚେ ।
3 And he that sat was to look upon like a jasper and a sardine stone: and there was a rainbow round about the throne, in sight like unto an emerald.
ବଃସିରିଲା ଲକାର୍ ରୁହ୍ ହିରା ଆର୍ ମଣି ହର୍, ଜିକ୍ଜିକା ଡିସ୍ତିରିଲି ଆର୍ ସିଙ୍ଗାସଣାର୍ ଚାରିବେଳ୍ତ୍ ଗଟେକ୍ ଲିଙ୍ଗିଲାଟି, ଆର୍ ମରକତ ମଣି ହର୍ ଡିସ୍ତି ରିଲି ।
4 And round about the throne were four and twenty seats: and upon the seats I saw four and twenty elders sitting, clothed in white raiment; and they had on their heads crowns of gold.
ଆରେକ୍ ସିଙ୍ଗାସଣାର୍ ଚାରି ବାଟ୍ୟା ଚାରିଗଟ୍ ସିଙ୍ଗାସଣ୍ ସଃଙ୍ଗା ଅୟ୍ଆଚେ ଆର୍ ସିଙ୍ଗାସଣ୍ମଃନାର୍ ଉହ୍ରେ ଚବିସ୍ଗଟ୍ ପାରାଚିନ୍ ବଃସି ଆଚ୍ତି, ସେମଃନ୍ ଦବ୍ଳା ବଃସ୍ତର୍ ହିନ୍ଦି ଆଚ୍ତି ଆର୍ ସେମଃନାର୍ ମୁଣ୍ଡ୍ ଉହ୍ରେ ସନାର୍ ମୁକୁଟ୍ ।
5 And out of the throne proceeded lightnings and thunderings and voices: and there were seven lamps of fire burning before the throne, which are the seven Spirits (pneuma) of God.
ସିଙ୍ଗାସଣ୍ ତଃୟ୍ହୁଣି ବିଜ୍ଲି, ବିନ୍ବିନ୍ ଟଣ୍ଡ୍ ଆର୍ ମେଗାର୍ ଗଃର୍ଜାଣ୍ ବାରାଉଁଲି, ଆର୍ ସିଙ୍ଗାସଣାର୍ ମୁୟେ ଜୟ୍ଲାଗ୍ତା ସାତ୍ଗଟ୍ କୁପି ଲାଗୁଲି, ଇ ସାତ୍ଗଟ୍ କୁପି ଇସ୍ୱରାର୍ ସାତ୍ଗଟ୍ ଆତ୍ମା ।
6 And before the throne there was a sea of glass like unto crystal: and in the midst of the throne, and round about the throne, were four beasts full of eyes before and behind.
ସିଙ୍ଗାସଣ୍ ମୁୟେ କାଚ୍ ହର୍ ହଃଟିଚ୍ ଗଟେକ୍ ସଃମ୍ନ୍ଦ୍; ସିଙ୍ଗାସଣ୍ ଚାରିବାଟାର୍ ମଃଜାୟ୍ ଚାରିଗଟ୍ ଜଃତୁ ରିଲାୟ୍, ସେମଃନାର୍ ଆଗ୍ବାଟ୍ ଆର୍ ହଃଚ୍ବାଟ୍ ଆକିମଃନ୍ ରିଲି ।
7 And the first beast was like a lion, and the second beast like a calf, and the third beast had a face as a man, and the fourth beast was like a flying eagle.
ହଃର୍ତୁ ଜଃତୁ ସିମାବାଗ୍ ହର୍, ଦୁୟ୍ ଲଃମର୍ ଜଃତୁ ସଃଣ୍ଡ୍ ହର୍, ତିନି ଲଃମ୍ବର୍ ଜଃତୁର୍ ମୁଉଁ ନଃର୍ ମୁଉଁ ହର୍, ଆରେକ୍ ଚାରି ଲଃମ୍ବର୍ ଜଃତୁ ଉଡ୍ତା ରାବଣ୍ ହର୍ ।
8 And the four beasts had each of them six wings about him; and they were full of eyes within: and they rest not day and night, saying, Holy, holy, holy, LORD God Almighty, which was, and is, and is to come.
ହଃତି ଜଃତୁର୍ ଚଅ ଚଅ ଗଟ୍ ଡେଣା, ସେ ଡେଣାମଃନାର୍ ହଃଦାବାଟ୍ ଆର୍ ବିତୁର୍ ବାଟ୍ ଅଃକାୟ୍ ହୁର୍ନ୍ ଆଚେ । ସେମଃନ୍ ଦିନ୍ରାତି ନଃବିସାୟ୍ କଃଉଁଲାୟ୍, “ଜେ ସଃବ୍କେ ସଃକାତ୍, ଜେ ରିଲା, ଆଚେ ଆର୍ ଆସୁକ୍ ଆଚେ, ସେ ମାପ୍ରୁ ଇସ୍ୱର୍ ପବିତ୍ର, ପବିତ୍ର, ପବିତ୍ର ।”
9 And when those beasts give glory and honour and thanks to him that sat on the throne, who lives for ever and ever, (aiōn )
ଜିବ୍ଜଃତୁମଃନ୍ ଜଃଡେବଃଳ୍ ସେ ସିଙ୍ଗାସଣେ ବଃସିରିଲା ସଃବୁବଃଳ୍ ଜିବନ୍ ରେତା ଲକ୍କେ ଜଃଜ୍ମାନ୍, ମାନ୍ତି ଆର୍ ଜୁଆର୍ କଃର୍ତି ରିଲାୟ୍, (aiōn )
10 The four and twenty elders fall down before him that sat on the throne, and worship him that lives for ever and ever, and cast their crowns before the throne, saying, (aiōn )
ସଃଡେବଃଳ୍ ଚବିସ୍ ପାରାଚିନ୍ ସିଙ୍ଗାସଣେ ବଃସିରିଲା ଲକାର୍ ଚଃମେ ମୁଣ୍ଡିଆ ମାରି ସଃବୁବଃଳ୍ ଜିବନ୍ ରେତା ଲକ୍କେ ଜୁଆର୍ କଃଲାୟ୍ ଆର୍ ସିଙ୍ଗାସଣାର୍ ମୁଏଁ ଅଃହ୍ଣା ଅଃହ୍ଣାର୍ ମୁକୁଟ୍ ସଃଙ୍ଗାୟ୍ କଃଉଁଲାୟ୍, (aiōn )
11 You are worthy, O Lord, to receive glory and honour and power: for you have created all things, and for your pleasure they are and were created.
“ଏ ଅଃମିମଃନାର୍ ମାପ୍ରୁ ଇସ୍ୱର୍, ତୁୟ୍ ଜଃଜ୍ମାନ୍, ମାନ୍ତି ଆର୍ ସଃକ୍ତି ହାଉଁକ୍ ଜୟ୍ଗ୍, ତୁୟ୍ ସଃବୁ ଉବ୍ଜାଣ୍ କଃରି ଆଚ୍ସି, ଆର୍ ତର୍ ଇଚାୟ୍ ସେସଃବୁ ଜିବନ୍ ହାୟ୍ ଉବ୍ଜାଣ୍ ଅୟ୍ଆଚେ ।”