< James 3 >
1 My brethren, be not many masters, knowing that we shall receive the greater condemnation.
ଏ ମର୍ ବାୟ୍ବେଣିମଃନ୍, ତୁମିମଃନାର୍ ବିତ୍ରେ ଗାଦେକ୍ ଗୁରୁ ଅଃଉଆ ନାୟ୍; ବଃଲେକ୍ ତୁମିମଃନ୍ ଜାଣିଆଚାସ୍ ଜେ, ଅଃମାର୍ ହର୍ ଗୁରୁମଃନ୍ ବିନ୍ ଲକାର୍ ତଃୟ୍ ହୁଣି ଅଃଦିକ୍ ଜଃବର୍ ଡଃଣ୍ଡ୍ ହାଉତି ।
2 For in many things we offend all. If any man offend not in word, (logos) the same is a perfect man, and able also to bridle the whole body.
ଜଃନ୍କାର୍ ଅଃମିମଃନ୍ ସଃବୁଲକ୍ ଗାଦେକ୍ କଃତାୟ୍ ଜଟ୍ୟାୟ୍ ଅଃଉଁନ୍ଦ୍ । ଜଦି କେ ତାର୍ କଃତାୟ୍ ବୁଲ୍ ନଃକେରେ, ତଃବେ ସେ ବଃଡେ ସିଦ୍ ମାନାୟ୍ ଆର୍ ସଃବୁ ଗଃଗାଳ୍କେ ହେଁ ସେ ଆୟ୍ତ୍ କଃରୁକେ ହାରେ ।
3 Behold, we put bits in the horses' mouths, that they may obey us; and we turn about their whole body.
ଅଃମିମଃନ୍ ଗଳାମଃନ୍କେ ଆୟ୍ତ୍ କଃରୁକେ ସେମଃନାର୍ ଟଣ୍ଡେ ବାକୁର୍ ବାନ୍ଦୁଲୁ, ତଃବାର୍ଗିନେ ସେମଃନାର୍ ସଃବୁ ଗଃଗାଳ୍କେ ହେଁ ଅଃମାର୍ ଇଚାୟ୍ ବୁଲାଉଁ ହାରୁଲୁ ।
4 Behold also the ships, which though they be so great, and are driven of fierce winds, yet are they turned about with a very small helm, anywhere the governor decides.
ଦଃକା, ହାଣିଜାଜ୍ ହେଁ କଃଡେକ୍ ବଃଡ୍ ଅୟ୍ ଜଃବର୍ ବାଉଏ ଚାଲ୍ତି ରିଲେକ୍ ହେଁ ଗଟେକ୍ ସାନ୍ ମଙ୍ଗ୍ ସଃଙ୍ଗ୍ ଡାୟ୍ବର୍ ତାର୍ ଇଚା ହଃର୍କାରେ ବୁଲାୟ୍ଦ୍ ।
5 Even so the tongue is a little member, and boasts great things. Behold, how great a matter a little fire kindles!
ସେବାନ୍ୟା ଜିବ୍ ହେଁ ଗଟେକ୍ ଗଃଗାଳାର୍ ସାନ୍ ଅଃଙ୍ଗ୍, ମଃତର୍ ଇରି ବଃଡେ ଗଃର୍ବାର୍ କଃତା କୟ୍ଦ୍ । ଦଃକା, ଇଡିକଃଣ୍ଡ୍ ଜୟ୍ ତିହ୍ଳାୟ୍ କଃଡେକ୍ ବଃଡ୍ ବଃନେ ଜୟ୍ ଲାଗେଦ୍ ।
6 And the tongue is a fire, a world of iniquity: so is the tongue among our members, that it defiles the whole body, and sets on fire the course of nature; and it is set on fire of hell. (Geenna )
ଜିବ୍ ହେଁ ଜୟ୍ ହର୍; ବେସି ମିଚ୍ ବିସୟାର୍ ଜଃଗତ୍; ଆରେକ୍ ସେରି ଅଃମାର୍ ଗଃଗାଳ୍ ବିତ୍ରେ ରିଲାର୍ ଗିନେ ମିଚ୍ ସଃକ୍ତି ଅଃଦିକାର୍ କଃରି ଅଃମାର୍ ସଃବୁ ଜିବନ୍କେ ବିଟାଳ୍ କଃରେଦ୍ ଆର୍ ନଃର୍କ୍ ଜୟେ ଅଃମାର୍ ଜିବନ୍କେ ହଡାୟ୍ଦ୍ । (Geenna )
7 For every kind of beasts, and of birds, and of serpents, and of things in the sea, is tamed, and has been tamed of mankind:
କାୟ୍ତାକ୍ବଃଲେକ୍ ସଃବୁ ରଃକମାର୍ ଜଃତୁ, ଚେଳେ, ବୁୟେଁ ରାଙ୍ଗ୍ତା ଜିବ୍ ଆର୍ ହାଣାୟ୍ ରେତା ଜିବ୍ଜଃତୁ ମାନାୟ୍ ଆୟ୍ତ୍ କଃରୁକେ ହାରେଦ୍, ଆରେକ୍ ଆୟ୍ତ୍ କଃରି ଆଚେ ।
8 But the tongue can no man tame; it is an unruly evil, full of deadly poison.
ମଃତର୍ ଜିବ୍କେ କେହେଁ ଆୟ୍ତ୍ କଃରୁ ନଃହାରେ, କଃରାବ୍ କାମ୍ କଃରୁକେ କଃବେ ହେଁ ନଃହୁଣ୍ଡେ, ସେରି ମଃର୍ନ୍ ଆଣ୍ତା ବିସେ ହୁର୍ନ୍ ଅୟ୍ଆଚେ ।
9 Therewith bless we God, even the Father; and therewith curse we men, which are made after the embodiment of God.
ଇ ଜିବ୍ ସଃଙ୍ଗ୍ ଅଃମିମଃନ୍ ମାପ୍ରୁ ଆର୍ ଉବାକ୍ ଦନ୍ୟବାଦ୍ କଃରୁଲୁ, ଆରେକ୍ ଇ ଜିବ୍ ସଃଙ୍ଗ୍ ଇସ୍ୱରାର୍ ହର୍ ତିଆର୍ ଅୟ୍ଲା ମାନାୟ୍କେ ସାୟ୍ପ୍ ଦେଉଁଲୁ ।
10 Out of the same mouth proceeds blessing and cursing. My brethren, these things ought not so to be.
ଗଟେକ୍ ଟଣ୍ଡେ ହୁଣି ଦନ୍ୟବାଦ୍ ଆର୍ ସାୟ୍ପ୍ ବାରାଉଁଲି । ଏ ମର୍ ବାୟ୍ବେଣିମଃନ୍ ଇବାନ୍ୟା ଅଃଉତାର୍ ନିକ ନୟ୍ ।
11 Does a fountain send forth at the same place sweet water and bitter?
ଚିଉଆ କାୟ୍ ଗଟେକ୍ ବାଟ୍ ଦଃୟ୍ ମଃଦୁର୍ ଆର୍ ହିତା ଦୁୟ୍ ରଃକମାର୍ ହାଣି ବାର କଃରେଦ୍?
12 Can the fig tree, my brethren, bear olive berries? either a vine, figs? so can no fountain both yield salt water and fresh.
ଏ ମର୍ ବାୟ୍ବେଣିମଃନ୍, ଡୁମ୍ବୁର୍ ଗଃଚେ କାୟ୍ ଜିତ୍ ହଃଳ୍ ହଃଳେଦ୍ ଆର୍ ଅଙ୍ଗୁର୍ ମାଳେ କାୟ୍ ଡୁମ୍ବୁର୍ ହଃଳ୍ ହଃଳୁ ହାରେଦ୍? କଃରିଆ ହାଣି ବାରାଉତା ଚିଉଆ ତଃୟ୍ ହେଁ ମଃଦୁର୍ ହାଣି ନଃବାରେ ।
13 Who is a wise man and imbued with knowledge among you? let him show out of a good conversation his works with meekness of wisdom.
ତୁମାର୍ ବିତ୍ରେ ଗ୍ୟାନି ଆର୍ ବୁଦିଆ ଲକ୍ କେ ଆଚେ? ସେ ଗ୍ୟାନ୍ ଆର୍ ଦିର୍ ସଃଙ୍ଗ୍ ସଃବୁବଃଳ୍ ନିକ କାମ୍ ତଃୟ୍ ଅଃହ୍ଣାର୍ କାମ୍ କଃରି ଦଃକାଅ ।
14 But if all of you have bitter envying and strife in your hearts, glory not, and lie not against the truth.
ମଃତର୍ ଜଦି ତୁମିମଃନାର୍ ମଃନ୍ ବିତ୍ରେ ହିତା ଅଃକାର୍ ଆର୍ ନିଜାର୍ ଇଚା ହୁର୍ନ୍ କଃର୍ତାର୍ ରଃୟ୍ଦ୍, ସେବାନ୍ୟା ଅୟ୍ଲେକ୍ ସଃତ୍ ବିରଦେ ଗଃର୍ବ୍ କଃରା ନାୟ୍ ଆର୍ ମିଚ୍ କଃଉଆ ନାୟ୍ ।
15 This wisdom descends not from above, but is earthly, sensual, devilish.
ଇବାନ୍ୟା ଗ୍ୟାନ୍ ସଃର୍ଗେ ହୁଣି ନାସେ, ମଃତର୍ ସେରି ଜଃଗତାର୍, ଗଃଗାଳାର୍ ଆର୍ ସୟ୍ତାନାର୍ ତଃୟ୍ହୁଣି ଆସି ରଃୟ୍ଦ୍ ।
16 For where envying and strife is, there is confusion and every evil work.
କାୟ୍ତାକ୍ବଃଲେକ୍ ଜୁୟ୍ତି ଡାରା ଆର୍ ନିଜେ ହଃକା ବଃଲ୍ ଅଃଉତା ଇଚା ରଃୟ୍ଦ୍, ସେ ଟାଣେ ସଃବୁ ରଃକମାର୍ ଗଃଣ୍ଡ୍ଗଳ୍ ଆର୍ କଃରାବ୍ କାମ୍ ରଃୟ୍ଦ୍ ।
17 But the wisdom that is from above is first pure, then peaceable, gentle, and easy to be implored, full of mercy and good fruits, without partiality, and without hypocrisy.
ମଃତର୍ ସଃର୍ଗେ ହୁଣି ଆୟ୍ଲା ଗ୍ୟାନ୍ ହଃର୍ତୁକଃରି ପବିତ୍ର, ତାର୍ହଃଚେ ସୁସ୍ତା, ଦିର୍ମଃନାର୍, କଃତା ମାନ୍ତାର୍, ଦଃୟା ଆର୍ ନିକ ହଃଳେ ହୁର୍ନ୍, ଅଃହ୍ରାତ୍ ନୟ୍ଲାର୍ ଆର୍ କୁଟ୍ ନୟ୍ଲାର୍ ।
18 And the fruit of righteousness is sown in peace of them that make peace.
ଆରେକ୍ ସୁସ୍ତା କଃର୍ତା ଲକ୍ମଃନାର୍ ତଃୟ୍ହୁଣି ସୁସ୍ତାର୍ ମୁଞ୍ଜି ବୁଣା ଅୟ୍ଦ୍ ଆର୍ ଦଃର୍ମ୍ ହର୍ ହଃଳ୍ କାଟ୍ତି ।