< Galatians 6 >
1 Brethren, if a man be overtaken in a fault, all of you which are spiritual, restore such an one in the spirit (pneuma) of meekness; considering yourself, lest you also be tempted.
ଏ ବାୟ୍ବେଣିମଃନ୍ ଜଦି କେ କାୟ୍ ଦଃସ୍କାମେ ଦଃରା ହଃଳେଦ୍, ଆତ୍ମାର୍ ଜେ, ତୁମିମଃନ୍ ଦିର୍ ବାବେ ସେ ହଃର୍କାର୍ ଲକ୍କେ ସୁଦାରା ଆରେକ୍ କେଜାଣ୍ ନିଜେ ହେଁ କଃଟ୍ହାଳେ ହଃଳୁହାରେ ଇତାର୍ ଗିନେ ଅଃହ୍ଣାର୍ କଃତାୟ୍ ଜଃଗ୍ରାତ୍ ଅଃଉଅ ।
2 Bear all of you one another's burdens, and so fulfill the law of Christ.
ନିଜାର୍ ନିଜାର୍ ବିତ୍ରାର୍ ବଜ୍ ବଃଉଆ; ଇ ହଃର୍କାରେ ତୁମିମଃନ୍ କ୍ରିସ୍ଟର୍ ବିଦି ହୁର୍ଣ୍ଣ୍ କଃରାସ୍ ।
3 For if a man think himself to be something, when he is nothing, he deceives himself.
ଜଦି କୁୟ୍ ଲକ୍ ହଲ୍ୟା ସାନ୍ ଅୟ୍ଲେକ୍ ହେଁ ଅଃହ୍ଣାକ୍ ବଃଡ୍ ବଃଲି ମଃନେ କଃରେଦ୍, ତଃବେ ସେ ନିଜ୍କେ ଟକେଦ୍ ।
4 But let every man prove his own work, and then shall he have rejoicing in himself alone, and not in another.
ମଃତର୍ ହଃତିଲକ୍ ଅଃହ୍ଣାର୍ ଚାଲ୍ଚାତି ପରିକ୍ୟା କଃରି ଦଃକ୍ତା ଲଳା ଜଦି ନିକ ଅୟ୍ ରଃୟ୍ଦ୍ ତଃନ୍ଅଲେ ସେ ବାୟ୍ଗ୍ ବଃଲି ଜାଣ ମଃତର୍ ବିନ୍ଲକାର୍ କାମ୍ ସଃଙ୍ଗ୍ ନିଜାର୍ କାମ୍କେ ତୁଳ୍ନା କଃରି ଗଃର୍ବ୍ ନଃକେର ।
5 For every man shall bear his own burden.
କାୟ୍ତାକ୍ବଃଲେକ୍ ହଃତିଲକ୍ ଅଃହ୍ଣାର୍ ବଜ୍ ବଃଉଁକେ ହଃଳେଦ୍ ।
6 Let him that is taught in the word (logos) communicate unto him that teaches in all good things.
ମଃତର୍ ଜେ ଇସ୍ୱରାର୍ କଃତାୟ୍ ସିକ୍ୟା ହାୟ୍ଦ୍ ସେ ସିକ୍ୟା ଦେତାଲକ୍କେ ନିଜାର୍ ସଃବୁ ନିକ କଃତାୟ୍ ମିସାବିଳା କଃରାଉଆ ।
7 Be not deceived; God is not mocked: for whatsoever a man sows, that shall he also reap.
ବୁଲ୍କା ନାୟ୍ ଇସ୍ୱର୍ ଲିନ୍ଦାର୍ ଜୟ୍ଗ୍ ନାୟ୍; କାୟ୍ତାକ୍ବଃଲେକ୍ ମାନାୟ୍ ଜାୟ୍ରି ବୁଣେଦ୍ ସେରି କାଟେଦ୍ ।
8 For he that sows to his flesh shall of the flesh reap corruption; but he that sows to the Spirit (pneuma) shall of the Spirit (pneuma) reap life everlasting. (aiōnios )
ବଃଲେକ୍ ଜେ ଅଃହ୍ଣାର୍ ଗଃଗାଳ୍ ଗିନେ ବୁଣେଦ୍ ସେ ଗଃଗାଳେ ହୁଣି ଉବୁଜ୍ଲା ନଃସ୍ଟ୍ଅଃଉତା ତାସ୍ କାଟେଦ୍ ମଃତର୍ ଜେ ଆତ୍ମାର୍ ଗିନେ ବୁଣେଦ୍ ସେ ଆତ୍ମାର୍ ତଃୟ୍ ହୁଣି ଉବୁଜ୍ଲା ଅଃମ୍ବର୍ ଜିବନାର୍ ତାସ୍ କାଟେଦ୍ । (aiōnios )
9 And let us not be weary in well doing: for in due season we shall reap, if we faint not.
ଅଃମିମଃନ୍ ନିକ କାମ୍ କଃରୁକେ ତାକି ନଃଜାଉଁ କାୟ୍ତାକ୍ବଃଲେକ୍ ତାକି ନଃଗେଲେକ୍ ଟିକ୍ ବେଳାୟ୍ ତାସ୍ କାଟୁଆଁ
10 As we have therefore opportunity, let us do good unto all men, especially unto them who are of the household of faith.
ବଃଲେକ୍ ଅଃମିମଃନ୍ ସୁବିଦା ହଃର୍କାରେ ସଃବ୍କାର୍ ବଃଲେକ୍ ଗଟ୍ କୁଟୁମ୍ ଅୟ୍ଲା ବିସ୍ୱାସି ସଃବ୍କାର୍ ନିକ କଃରୁଆଁ ।
11 All of you see how large a letter I have written unto you with mine own hand.
ଦଃକା କଃନ୍କଃରି ବଃଡ୍ ବଃଡ୍ ଅଃକରେ ମର୍ ନିଜାର୍ ଆତେ ମୁୟ୍ଁ ତୁମିମଃନ୍କାର୍ ହାକ୍ ଲେକୁଲେ ।
12 As many as desire to make a fair show in the flesh, they constrain you to be circumcised; only lest they should suffer persecution for the cross of Christ.
ଜୁୟ୍ ଲକ୍ମଃନ୍ ଦଃକାଉଁକେ କାମ୍ କଃରି ଡାକ୍ ହୁଟୁକ୍ ମଃନ୍ କଃର୍ତି ସେମଃନ୍ ତୁମିମଃନ୍କେ ସୁନତ୍ ଅଃଉଁକେ ବଃଳ୍ମାଡ୍ କଃର୍ତି; କ୍ରିସ୍ଟର୍ କ୍ରୁସ୍ ଗିନେ ସେମଃନ୍ ଜଃନ୍କଃରି କଃସ୍ଟ୍ ବୟଃଗ୍ ନଃକେର୍ତି ଅଃବ୍କା ସେତାର୍ ଗିନେ ସେରି କଃର୍ତି ।
13 For neither they themselves who are circumcised keep the law; but desire to have you circumcised, that they may glory in your flesh.
କାୟ୍ତାକ୍ବଃଲେକ୍ ଜୁୟ୍ ଲକ୍ମଃନ୍ ସୁନତ୍ ବିଦି ମାନ୍ତି, ସେମଃନ୍ ନିଜେ ହେଁ ମସାର୍ ବିଦି ନଃମାନ୍ତି ଅୟ୍ଲେକ୍ ହେଁ ସେମଃନ୍ ଜଃନ୍କଃରି ତୁମିମଃନ୍କାର୍ ଗଃଗାଳ୍ କଃତାୟ୍ ଗଃର୍ବକଃରୁ ହାର୍ତି, ଇତାର୍ ଗିନେ ସେମଃନ୍ ତୁମିମଃନ୍କେ ସୁନତ୍ କଃରାଉଁକ୍ ମଃନ୍ କଃର୍ତି ।
14 But God forbid that I should glory, save in the cross of our Lord Jesus Christ, by whom the world is crucified unto me, and I unto the world.
ମଃତର୍ ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ କ୍ରୁସ୍ ଚାଡି ଆର୍ କାୟ୍ତି ଗଃର୍ବ୍ କଃର୍ତାର୍ ମର୍ ତଃୟ୍ହୁଣି ଦୁରିକ୍ ରେଅ; ତାର୍ ତଃୟ୍ହୁଣି ଜଃଗତ୍ ମର୍ ଗିନେ ଆର୍ ମୁୟ୍ଁ ଜଃଗତାର୍ ଗିନେ କ୍ରୁସେ ମଃରି ଆଚି ।
15 For in Christ Jesus neither circumcision avails any thing, nor uncircumcision, but a new creature.
କାୟ୍ତାକ୍ବଃଲେକ୍ ସୁନତ୍ କି ଅସୁନତ୍ କାୟ୍ରି ନାୟ୍, ମଃତର୍ ନଃଉଆଁ ଉବୁଜ୍ତାର୍ ସାର୍ ।
16 And as many as walk according to this rule, peace be on them, and mercy, and upon the Israel of God.
ଆର୍ ଜଃତିଲକ୍ ଇ ବିଦି ହଃର୍କାରେ ଚାଲ୍ଚାଲ୍ତି କଃର୍ତି ସେମଃନ୍କାର ଉହ୍ରେ ଆର୍ ଇସ୍ୱରାର୍ ଲକ୍ମଃନାର୍ ଉହ୍ରେ ସୁସ୍ତା ଆର୍ ଦଃୟା ଅଃଉଅ ।
17 From henceforth let no man trouble me: for I bear in my body the marks of the Lord Jesus.
ସଃରାସଃରି ବଃଳ୍ ଅଃତେକ୍ ମୁୟ୍ କଃଉଁଲେ ଆଜିହୁଣି କେ ମକେ ଆରେକ୍ କଃସ୍ଟ୍ ନଃଦେଉଅ, କାୟ୍ତାକ୍ବଃଲେକ୍ ମୁୟ୍ଁ ମର୍ ଗଃଗାଳେ ଜିସୁର୍ ଗାଉ ଚିନ୍ ବଃଉଁଲେ ।
18 Brethren, the grace of our Lord Jesus Christ be with your spirit. (pneuma) Amen.
ଏ ବାୟ୍ମଃନ୍ ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟା ତୁମିମଃନ୍କାର୍ ଆତ୍ମାର୍ ସଃଙ୍ଗ୍ ରେଉଅ । ଆମେନ୍ ।