< 1 Timothy 2 >

1 I exhort therefore, that, first of all, supplications, prayers, intercessions, and giving of thanks, be made for all men;
ପର୍‌ତୁମ୍‌ ବିସଇ ତମ୍‌କେ ଡାଟ୍‌ସଙ୍ଗ୍‍ କଇଲିନି, ସେଟା ଅଇଲାନି ସବୁର୍‌ଟାନେଅନି ମୁକିଅ ବିସଇ । ସବୁ ଲକ୍‌ମନର୍‌ପାଇ ପର୍‌ମେସର୍‌କେ ଗୁଆରି କରା । ସେମନର୍‌ପାଇ ପାର୍‌ତନା କରି ମଜାଇ ଉଆ ଆରି ସେମନର୍‌ ପାଇ ତାକେ ଦନିଅବାଦ୍‌ ଦିଆସ୍‌ ।
2 For kings, and for all that are in authority; that we may lead a quiet and peaceable life in all godliness and honesty.
ରାଜା ମନ୍‌କେ ଆରି ଅଦିକାରେ ରଇକରି ସାସନ୍‌ କର୍‌ବା ଲକ୍‌ମନର୍‌ପାଇ ପାର୍‌ତନା କରା । ସେନ୍ତାରି କଲେ କାଇଟା ନ ଅଇତେ ସାନ୍ତିସଙ୍ଗ୍‍ ରଇପାର୍‌ସା । ଆରି ଆମେ କାକେ ନ ଡର୍‌ତେ ପର୍‌ମେସର୍‌କେ ପାର୍‌ତନା କରି ତାର୍‌ ମନ୍‍ କଲା ଇସାବେ ଚଲାଚଲ୍‌ତି କରିପାର୍‌ବୁ ।
3 For this is good and acceptable in the sight of God our Saviour;
ଲକ୍‌ମନର୍‌ ପାଇ ଏନ୍ତାରି ପାର୍‌ତନା କର୍‌ବାର୍‌ ଦର୍‌କାର୍‌ ଆକା । କାଇକେବଇଲେ ଏ ରକାମର୍‌ ପାର୍‌ତନା ଆମର୍‌ ଉଦାର୍‌କାରିଆ ପର୍‌ମେସର୍‌କେ ସାର୍‌ଦା କରାଇସି ।
4 Who will have all men to be saved, and to come unto the knowledge of the truth.
ସବୁଲକ୍‌ ଜେନ୍ତାର୍‌ କି ରକିଆ ପାଅତ୍‌ ଆରି ସତ୍‌ ବିସଇ ଜାନତ୍‌ ବଲି ପର୍‌ମେସର୍‌ ମନ୍‍ କଲାନି ।
5 For there is one God, and one mediator between God and men, the man Christ Jesus;
କାଇକେବଇଲେ ଗଟେକ୍‌ ସେ ପର୍‌ମେସର୍‌ ଆଚେ । ଆରି ଗଟେକ୍‌ସେ ଲକ୍‌ ଆଚେ, ଜେ କି ପର୍‌ମେସର ଆରି ଲକ୍‌ମନର୍‌ ବିତ୍‌ରେ ସାନ୍ତି ଆନିପାର୍‌ସି । ସେ ଲକ୍‌ ଅଇଲାନି ଜିସୁ କିରିସ୍‌ଟ ।
6 Who gave himself a ransom for all, to be testified in due time.
ସବୁଲକ୍‌କେ ମୁକ୍‌ଲାଇବାକେ ସେ ନିଜେ ସର୍‌ପି ଅଇଲା । ସମାନ୍‌ ବେଲାଇ ପର୍‌ମେସର୍‌ ତାକେସେ ବାଚ୍‌ଲା । ସେ ସବୁକେ ରକିଆ କର୍‌ବି ବଲି ମନ୍‍ କଲାଟା ଏନ୍ତାରି ଜାନାଇଲା ।
7 Unto which I am ordained a preacher, and an apostle, (I speak the truth in Christ, and lie not; ) a teacher of the Gentiles in faith and verity.
ତେବର୍‌ପାଇ ପର୍‌ମେସର୍‌ ତାର୍‌ ସୁବ୍‌ କବର୍‌ ଜାନାଇବାକେ ଆରି ତାର୍‌ ପେରିତ୍‌ ଅଇବାକେ ମକେ ବାଚ୍‌ଲା । ମୁଇ ମିଚ୍‌ କଇନାଇ, ସତ୍‌ସେ କଇଲିନି । ଜିଉଦି ନ ଅଇଲା ଲକ୍‌ମନ୍‌କେ ମିସା ସୁବ୍‌ କବରର୍‌ ସତ୍‌ ବିସଇ ଜାନାଇବାକେ ମକେ ବାଚିରଇଲା ।
8 I will therefore that men pray every where, lifting up holy hands, without wrath and doubting.
ମୁଇ ମୁନୁସ୍‌ ପିଲାମନ୍‌କେ କଇଲିନି, ସେମନ୍‌ ଜେଡେବେଲେ ପାର୍‌ତନା କର୍‌ବାକେ ରୁଣ୍ଡ୍‌ବାଇ, ସୁକଲ୍‌ ଚଲାଚଲ୍‌ତି ଅଇକରି ତାକର୍‌ ଆତ୍‌ ଟେକି ପାର୍‌ତନା କରତ୍‌ । ଜଦି ଏବେ ମିସା ସେମନ୍‌ ଦଦାପେଲା ଅଇରଇଲେ କି ଲାଗାଲାଗି ଅଇରଇଲେ, ସେଟା ରାଜିନାମା କର୍‌ବାର୍‌ ଆଚେ ।
9 In like manner also, that women adorn themselves in modest apparel, with reverence and sobriety; not with braided hair, or gold, or pearls, or costly array;
ସେନ୍ତାରିସେ ମାଇଜିମନ୍‌ ମିସା ଜାଗ୍‌ରତ୍‌ ରଇକରି ସୁଆଲ୍‌ସୁତର୍‌ ଉଆ । ମୁଣ୍ଡର୍‌ ଚେଣ୍ଡିତେଇ ଚିକ୍‌ଚାକ୍‌ ନ କରି, ସୁନା କି ମୁକ୍‌ତା କି ଅଦିକ୍‌ ଦାମ୍‌ ଦେଇରଇବା ଲୁଗା ନ ପିନ୍ଦିକରି, ନିକ ବୁଦିସଙ୍ଗ୍‍ ମର୍‌ଜିତା ସଙ୍ଗ୍‌ ନିଜ୍‌କେ ମାନ୍‌ଲାପାରା ତିଆର୍‌ ଉଆ ।
10 But (which becomes women professing godliness) with good works.
୧୦ତାର୍‌ ବାଦୁଲେ ବିନ୍‌ଲକ୍‌ମନ୍‌କେ ଦୟା ଦେକାଅତ୍‌ । ପର୍‌ମେସର୍‌କେ ଜୁଆର୍‌ କଲୁନି ବଲି କଇବା ମାଇଜିମନର୍‌ପାଇ ସେଟା ନିକ ଚଲାଚଲ୍‌ତି ଅଇସି ।
11 Let the woman learn in silence with all subjection.
୧୧ମାଇଜିମନ୍‌ ଚିମ୍‌ରାଇଅଇ ରଇ ସୁଆଲ୍‌ସୁତର୍‌ ଅଇକରି ବସତ୍‌ ।
12 But I suffer not a woman to teach, nor to usurp authority over the man, but to be in silence.
୧୨ମୁଇ ମାଇଜିମନ୍‌କେ ସିକାଇବା ଅଦିକାର୍‌ କି ମୁନୁସର୍‌ ଉପ୍‌ରେ ସାସନ୍‌ କର୍‌ବା ଅଦିକାର୍‌ ଦେଇନାଇ । ତାର୍‌ ବାଦୁଲେ ସେମନ୍‌ ଚିମ୍‌ରାଇଅଇ ରଅତ୍‌ ।
13 For Adam was first formed, then Eve.
୧୩କାଇକେ ବଇଲେ ପର୍‌ମେସର୍‌ ପର୍‌ତମେ ଆଦମ୍‌କେ ତିଆର୍‌ କଲା । ତାର୍‌ ପଚେ ଅବାକେ ।
14 And Adam was not deceived, but the woman being deceived was in the transgression.
୧୪ପର୍‌ତମେ ଆଦମ୍‌ ସଇତାନର୍‌ଟାନେ ନାଡାଇ ଅଏନାଇ, ମାତର୍‌ ମାଇଜି ନାଡାଇ ଅଇ ପର୍‌ମେସରର୍‌ ଆଦେସ୍‌ ନ ମାନିକରି ପାପି ଅଇଲା ।
15 Notwithstanding she shall be saved in childbearing, if they continue in faith and love (agape) and holiness with sobriety.
୧୫ମାତର୍‌ ମାଇଜିମନ୍‌ ପିଲାଟକିମନ୍‌କେ ଜନମ୍‌ ଦେଇକରି ଉଦାର୍‌ ପାଇବାଇ । ସେମନ୍‌ କିରିସ୍‌ଟକେ ବିସ୍‌ବାସ୍‌ କରି ବିନ୍‌ ଲକ୍‌ମନ୍‌କେ ଆଲାଦ୍‌ କରି ସୁଆଲ୍‌ ସୁକଲ୍‌ ସଙ୍ଗ୍‍ ଚଲାଚଲ୍‌ତି କରତ୍‌ ।

< 1 Timothy 2 >