< 2 Corinthians 11 >
1 Would that ye could bear with me a little in my folly: and indeed bear with me.
୧ଜଦି ମୁଇ ବକୁଆ ଲକର୍ପାରା କାତା କଇଲେ ମିସା ତମେ ସେଟା ସୁନି ଚିମ୍ରା ଅଇରୁଆ ।
2 For I am jealous over you with a jealousy of YHWH: for I have espoused you to one husband, that I may present you as a chaste virgin to the Messiah.
୨ମାପ୍ରୁ ତମର୍ ବିସଇନେଇ ମର୍ ଲକ୍ମନ୍ ମକେସେ ନାମିକରି ରଅତ୍ ବଲି ଦାରିଆଚେ । ସେନ୍ତିସେ ମୁଇ ମିସା ତମ୍କେ ପର୍ମେସର୍କେସେ ମନ୍ କରା ବଲି ଆସା କଲିନି । ସୁକଲ୍ ଅଇରଇବା ଗଟେକ୍ ଦାଙ୍ଗ୍ଡିପାରା ମୁଇ ତମ୍କେ ଗଟେକ୍ ଦାଙ୍ଗ୍ଡାର୍ ପାଇ ମାଙ୍ଗ୍ନି କଲିଆଚି । ସେ ଅଇଲାନି ନିଜେ କିରିସ୍ଟ ।
3 But I fear, lest by any means, as the serpent beguiled Eve through his subtilty, so your minds should be corrupted from the simplicity that is in the Messiah.
୩ମୁଇ ତମର୍ ବିସଇନେଇ ବାବି ବାବି ଆଚି । କେଡେବେଲେ ତମର୍ ମନର୍ ଚିନ୍ତା କିରିସ୍ଟତେଇ ଅନି ବିନ୍ ବାଟେ ଜାଇସି ଆରି ତାର୍ପାଇ ରଇବା ତମର୍ ଆଲାଦ୍ ପୁରାପୁରୁନ୍ ମନ୍ ସଙ୍ଗ୍ ନ ରଏ । ଅବା ପାରା ତମେ ନାଡାଇଅଇସା ମିସା । ଜେନ୍ତିକି ସେ ଗଟେକ୍ ଚତୁର୍ ସାଁପର୍ କାତା ଦାରି ନାଡାଇଅଇଲା ।
4 For if he that cometh preacheth another Yahushua, whom we have not preached, or if ye receive another spirit, which ye have not received, or another evangel, which ye have not accepted, ye might well bear with him.
୪କାଇକେବଇଲେ, ଜଦି କେ ମିସା ତମର୍ ଲଗେ ଆସି କରି ଆମେ ତମ୍କେ ଜାନାଇରଇବା ଜିସୁର୍ ବିସଇକେ ଚାଡି, ବିନ୍ ସିକିଆ ଦେଲେ ତମେ ସାର୍ଦା ଅଇସା । ସୁକଲ୍ ଆତ୍ମାକେ ନ ପାଇକରି ବିନ୍ ଆତ୍ମାକେ ପାଇଲାସ୍ନି । ଆରି ସେମନ୍ ଜନ୍ ସୁବ୍କବର୍ ଜାନାଇଲାଇନି, ସେଟା ଆମେ ଜାନାଇବା ସୁବ୍କବର୍ ନଏଁ ।
5 For I suppose I was not a whit behind the very chiefest apostles.
୫ତମର୍ ଟାନେ ଜେତ୍କି ସିକାଉମନ୍ ଆଚତ୍ । ଜଦି ସେମନ୍ ଆମେ ସବୁର୍ଟାନେଅନି ମୁକିଅ ପେରିତ୍ମନ୍ ବଲି ନିଜେ କଇଅଇଲେ ମିସା, ସେମନ୍ ମର୍ଟାନେଅନି ବଡ୍ ବଲି ମୁଇ ବାବି ନାଇ ।
6 But though I be rude in speech, yet not in knowledge; but we have been throughly made manifest among you in all things.
୬ମୁଇ ଅଦିକ୍ କାତା କଇ ନାପାର୍ଲେ ମିସା, ସତ୍ ସିକିଆ ଜାନିଆଚି । ଆରି ମୁଇ ତମ୍କେ ଜେଡେବେଲେ ଜାକ ଏ ସିକିଆ ଦେଇତେରଇଲି, ଏଟା ତମ୍କେ ଜାନାଇଆଚି ।
7 Have I committed an offence in abasing myself that ye might be exalted, because I have preached to you the glad tidings of YHWH freely?
୭ତମ୍କେ ମୁଇ ଜେଡେବେଲେ ସୁବ୍କବର୍ ଜାନାଇରଇଲି, କେବେ ମିସା ମର୍ ବୁତି ମାଙ୍ଗି ନାଇ । ତମ୍କେ ମୁକିଅ ଲକ୍ କରାଇବାକେ ମୁଇ ନିଜେ ତଲ୍କେ ଅଇଲି । ମୁଇ କରିରଇଲାଟା ବୁଲ୍ ରଇଲା କି?
8 I robbed other assemblies, taking wages of them, to do you service.
୮ମୁଇ ତମର୍ ବିତ୍ରେ ସେବା କାମ୍ କଲାବେଲେ, ବିନ୍ ମଣ୍ଡଲିର୍ ଲକ୍ମନ୍ ମର୍ପାଇ କର୍ଚ ଅଇଲାଟା ଦେଲାଇ । ତମ୍କେ ସାଇଜ କର୍ବାକେ ତାର୍ଟାନେଅନି ମୁଇ ଚରାଇକରି କଲାପାରା ଅଇଲା ।
9 And when I was present with you, and wanted, I was chargeable to no man: for that which was lacking to me the brethren which came from Macedonia supplied: and in all things I have kept myself from being burdensome unto you, and so will I keep myself.
୯ମୁଇ ତମର୍ଟାନେ ରଇଲାବେଲେ ମକେ ଲଡା ରଇଲାବେଲେ, ତମର୍ଟାନେଅନି ମାଙ୍ଗିନାଇ । କାଇକେବଇଲେ ମାକିଦନିଆର୍ ବାଇବଇନିମନ୍ ମକେ ଜାଇଟା ଲଡା ରଇଲା, ସେଟା ସବୁ ଆନିଦେଲାଇ । ପୁର୍ବେ ଜେନ୍ତି ରଇଲା, ପଚ୍କେ ମିସା ମୁଇ ତମର୍ଟାନେଅନି କାଇଟା ନ ମାଙ୍ଗି ।
10 As the truth of the Messiah is in me, no man shall stop me of this boasting in the regions of Achaia.
୧୦ମୁଇ ବଡ୍ପନ୍ ଅଇକରି ଏନ୍ତାରି କଇବାଟା ଆକାୟାର୍ କେ ମିସା ମର୍ ବିରୁଦେ କଇନାପାରତ୍ । ମୁଇ କଇବାଟା ସତ୍ । କାଇକେବଇଲେ କିରିସ୍ଟ ମର୍ସଙ୍ଗ୍ ଆଚେ ।
11 Wherefore? because I love you not? YHWH knoweth.
୧୧ମକେ ଆଲାଦ୍ ନାଇକେ ମାଙ୍ଗେ ନାଇ ବଲି ବାବ୍ଲାସ୍ନି କି? ମାତର୍ ମୁଇ ତମ୍କେ ସତଇସେ ଆଲାଦ୍ କର୍ବାଟା ପର୍ମେସର୍ ଜାନେ ।
12 But what I do, that I will do, that I may cut off occasion from them which desire occasion; that wherein they glory, they may be found even as we.
୧୨ମୁଇ ତମର୍ଟାନେ ଅନି କାଇକେ ବୁତି ନେଇନାଇ ବଇଲେ, ଜେନ୍ତାରିକି ତମର୍ ଟାନେ ରଇବା ବିନ୍ ପେରିତ୍ମନ୍ ବଡ୍ପନ୍ ଅଇକରି, ଆମେ ପର୍ମେସର୍ ପାଇ କର୍ବା କାମ୍ ସମାନ୍ ଆଚେ ବଲି କଇନାପାରତ୍ ।
13 For such are false apostles, deceitful workers, transforming themselves into the apostles of the Messiah.
୧୩ସେମନ୍ ସତ୍ ପେରିତ୍ମନ୍ ନଅତ୍ । ସେମନ୍ ମିଚୁଆଟାମନ୍ । ଜେ କି ନିଜର୍ ନିଜର୍ କାମ୍ ବିସଇନେଇ ମିଚ୍ କଇବାଇ । ଆରି ସେମନ୍ ମିଚ୍ ବେସ୍ ଦାରିକରି ଆମେ ସତ୍ ପେରିତ୍ ବଲି ଦେକାଇଅଇବାଇ ।
14 And no marvel; for Satan himself is transformed into an angel of light.
୧୪ଏଟା ଦେକି କାବାଅଇ ଜାଆ ନାଇ । କାଇକେବଇଲେ, ସଇତାନ୍ ମିସା ନିଜେ ବାଦ୍ଲାଇଅଇ ଉଜଲର୍ ଦୁତ୍ ପାରା ଦେକାଇ ଅଇସି ।
15 Therefore it is no great thing if his ministers also be transformed as the ministers of righteousness; whose end shall be according to their works.
୧୫ସେନ୍ତାର୍ ଆଲେ ତାର୍ ସେବାକାମ୍ କରୁମନ୍ ମିସା ବାଦ୍ଲାଇଅଇ ଦରମ୍ କାମ୍କରୁମନର୍ ପାରା ଦେକାଇଅଇଲେ, ସେଟା କାବା ଅଇଜିବା ବିସଇ ନଏଁ । ସାରାସାରି ସେମନ୍କେ ତାକର୍ କରିରଇବା କାରାପ୍ କାମ୍ ଇସାବେ ଡଣ୍ଡ୍ ମିଲ୍ସି ।
16 I say again, Let no man think me a fool; if otherwise, yet as a fool receive me, that I may boast myself a little.
୧୬ମୁଇ ଏ କାତା ଆରିତରେକ୍ କଇଲିନି ଜେ, ଏଟା ଗଟେକ୍ ବକୁଆଟା, ବଲି ବାବାନାଇ । ଜଦି ତମେ ମକେ ବକୁଆ ବଲି ମାନ୍ଲାସ୍ନି, ମୁଇ କଇବା ଏ ବଡ୍ପନର୍ କାତା ଆରି ଅଲପ୍ ସୁନାତା । ସେନ୍ତାର୍ କଲେ ମୁଇ ବଡ୍ପନ୍ ଅଇ କାତା ଅଇବି ।
17 That which I speak, I speak it not according to YHWH, but as it were foolishly, in this confidence of boasting.
୧୭ମୁଇ ଏ କଇବା କାତାମନ୍ ମାପ୍ରୁ ମକେ କଅ ବଲି ମନ୍ କରେନାଇ । ମାତର୍ ଏ କାତା ଗଟେକ୍ ବକୁଆ ଲକର୍ପାରା ବଡ୍ପନ୍ ଅଇକରି କଇଲିନି ।
18 Seeing that many glory after the flesh, I will glory also.
୧୮କାଇକେବଇଲେ, ଏ ଜଗତେ ତାକର୍ ନିଜର୍ କାମ୍ ବିସଇନେଇ ବଡ୍ପନ୍ ଅଇ କଇବାଲକ୍ ବେସି ଆଚତ୍ । ମୁଇ ମିସା ମର୍ ବିସଇନେଇ ବଡ୍ପନ୍ ଅଇକରି କଇବି ।
19 For ye suffer fools gladly, seeing ye yourselves are wise.
୧୯ତମେ ସବୁ ବୁଦି ରଇବା ଲକ୍ ବଲି ବଲାଇ ଅଇଲାସ୍ନି । ମାତର୍ ବକୁଆ ମନର୍ କାମ୍ ଦେକ୍ଲେ ଚୁପ୍ ଅଇଆଚାସ୍ ।
20 For ye suffer, if a man bring you into bondage, if a man devour you, if a man take of you, if a man exalt himself, if a man smite you on the face.
୨୦ତେବର୍ପାଇ ସେମନ୍ ଜଦି ତମ୍କେ ଗତିଦାଙ୍ଗ୍ଡା କରି ସଙ୍ଗଇଲେ, କି ତମର୍ ଦନ୍ ସଁପତି ନେଲେ, କି ତମ୍କେ କାଇଆଲେ ପାନ୍ଦେ ପାକାଇଲେ, କି ଆମର୍ ତଲେ ରୁଆ ବଲି କରି କଇଲେ କି ଏନ୍ତାରି କି କେ ତମର୍ ଗାଲେ ଚାପଡ୍ ମାର୍ଲେ ମିସା ତମେ ମୁର୍ଚି କରି ରଇସା ।
21 I speak as concerning reproach, as though we had been weak. Howbeit whereinsoever any is bold, (I speak foolishly, ) I am bold also.
୨୧ସେ ସବୁ କାରାପ୍ ବିସଇ କର୍ବାକେ ଆମ୍କେ ସାଆସ୍ ନ ରଇଲା । ଏଟା ସତ୍ ବଲି କଇବାକେ ମୁଇ ଲାଜ୍ ଅଇନାଇ । ମାତର୍ ସେମନ୍ କାଇ ବିସଇନେଇ ବଡ୍ପନ୍ ଅଇ କାତା ଅଇବାକେ ସାଆସ୍ କର୍ବାଇ, ସେନ୍ତି ମୁଇ ମିସା ସାଆସ୍ କର୍ବି । ଦେକା! ମୁଇ ଏଟା ଗଟେକ୍ ବକୁଆ ଲକର୍ପାରା କାତା ଅଇଲିନି ।
22 Are they Hebrews? so am I. Are they Israelites? so am I. Are they the seed of Abraham? so am I.
୨୨ସେମନ୍ ଜଦି ଆମେ ଏବ୍ରି ବଁସର୍ ଲକ୍ ବଇଲେ, ମୁଇ ମିସା ତେଇର୍ଟାସେ, ଜଦି ଆମେ ଇସ୍ରାଏଲର୍ ନାତିତିତି ବଇଲେ, ମୁଇ ମିସା ତେଇର୍ ଗଟେକ୍ । ଅବ୍ରାଆମ୍ ଆମର୍ ଆନିଦାଦି ବଇଲେ, ସେ ମର୍ ମିସା ଆନିଦାଦି ।
23 Are they ministers of the Messiah? (I speak as a fool) I am more; in labours more abundant, in stripes above measure, in prisons more frequent, in deaths oft.
୨୩ସେମନ୍ ଜଦି ଆମେ କିରିସ୍ଟର୍ ଦାଙ୍ଗ୍ଡା ବଇଲେ, ମୁଇ ମିସା ଗଟେକ୍ ଦାଙ୍ଗ୍ଡା । ମାତର୍ ସେମନର୍ ଟାନେ ଅନି ମୁଇ ଅଦିକ୍ ନିକ ଦାଙ୍ଗ୍ଡା । ନିଜ୍କେ ବଡ୍ କରାଇ ମୁଇ ଗଟେକ୍ ବାୟାଲକର୍ ପାରା କାତା ଅଇଲିନି ବଲି ଜାନିଆଚି । ମୁଇ ତାକର୍ଟାନେ ଅନି ଅଦିକ୍ ଆବଡ୍ କାମ୍ କରିଆଚି, ଅଦିକ୍ ତର୍ ବନ୍ଦିଗରେ ରଇଆଚି, ଅଦିକ୍ ତର୍ ମାଡ୍ କାଇଆଚି, ଅଦିକ୍ ତର୍ ମଲାସମାନ୍ ଅଇଜାଇରଇଲି ।
24 Of the Jews five times received I forty stripes save one.
୨୪ମୁଇ ଜିଉଦି ଲକ୍ମନର୍ଟାନେଅନି ପାଁଚ୍ପାଲି ତିରିସ୍ ନ ଡାଙ୍ଗ୍ ମାଡ୍କାଇ ଆଚି ।
25 Thrice was I beaten with rods, once was I stoned, thrice I suffered shipwreck, a night and a day I have been in the deep;
୨୫ରମିଅମନର୍ଟାନେ ତିନ୍ତର୍ କର୍ଡା ସଙ୍ଗ୍ ମାଡ୍କାଇ ଆଚି । ଗଟେକ୍ତର୍ ସେମନ୍ ମକେ ପାକ୍ନା ମାର୍ଲାଇ । ମୁଇ ଜନ୍ ଜାଜେ ଜାଇତେରଇଲି, ସେ ଜାଜ୍ ତିନ୍ତର୍ ବୁଡି ଜାଇରଇଲା । ତରେକ୍ ମର୍ ଜାଜ୍ ନସିଗାଲାକେ ମୁଇ ଗଟେକ୍ ଦିନ୍ ଆରି ଗଟେକ୍ ରାତି, ସମ୍ଦୁରେ ଉପ୍କି ଅଇ ରଇଲି ।
26 In journeyings often, in perils of waters, in perils of robbers, in perils by mine own countrymen, in perils by the heathen, in perils in the city, in perils in the wilderness, in perils in the sea, in perils among false brethren;
୨୬ମୁଇ ଜିବାବେଲେ ବାଟେ, ମର୍ ମୁଆଟେ କେତେକ୍ କେତେକ୍ ବିପଦ୍ ଆଇଲା । ଜେନ୍ତିକି, ବନିଆର୍ ବିପଦେ, ଚର୍ମନର୍ ବିପଦେ, ମର୍ ଜିଉଦି ବାଇମନର୍ ବିପଦେ, ଜିଉଦି ନ ଅଇଲା ଲକ୍ମନର୍ ବିପଦେ, ସଅରେ ଅଇରଇବା ବିପଦେ, କିନରା ଜାଗା ମନର୍ ବିପଦେ, ଡଙ୍ଗରର୍ ଜଁତ୍ ଜିଆଦ୍ ମନର୍ ବିପଦେ, ସମ୍ଦୁରେ ବନିଆ ଆଇଲାବେଲର୍ ବିପଦେ ଆରି କିରିସ୍ଟର୍ ବିସ୍ବାସିମନ୍ ବଲି ନାଡାଇ ଅଇରଇବା ଲକ୍ମନର୍ ବିପଦେ ।
27 In weariness and painfulness, in watchings often, in hunger and thirst, in fastings often, in cold and nakedness.
୨୭ମର୍ କାମ୍ ଆବଡ୍ କାମ୍ ଆରି ମୁଇ ସବୁବେଲେ ଆବଡ୍ କାମ୍ କଲିଆଚି । ବେସି ତର୍ ରାତିଆ ସଇ ନାପାର୍ଲି, ବୁକେ ସସେ ରଇଆଚି, ବେସି ତର୍ ମକେ କାଦି କେଟେ ନାଇ, ପିନ୍ଦ୍ବାକେ ବସ୍ତର୍ ନାଇ, କି ରଇବାକେ ଗର୍ ନ ରଇଲା ।
28 Beside those things that are without, that which cometh upon me daily, the care of all the assemblies.
୨୮ସେ ସବୁ ବିସଇ ମର୍ପାଇ ଅଇରଇଲା । ମାତର୍ ଆରି ମର୍ ବିନ୍ ବିନ୍ ଦୁକ୍ କସ୍ଟ ଆଚେ । ସବୁ ମଣ୍ଡଲିର୍ ପାଇ ଚିନ୍ତା କରି ମୁଇ ଦୁକ୍ କସ୍ଟ ପାଇଲିନି ।
29 Who is weak, and I am not weak? who is offended, and I burn not?
୨୯ଜଦି କିରିସ୍ଟର୍ ଲଗେ ରଇବା କାର୍ ବିସ୍ବାସ୍ ଉନା ଅଇସି ବଇଲେ ମକେ ମିସା ଦୁର୍ବଲ୍ ଲାଗ୍ସି । କେ ଜଦି ପାପ୍ କଲେ, ତାର୍ ଲାଗି ମୁଇ ବେସି ଦୁକ୍ କସ୍ଟ ପାଇଲିନି ।
30 If I must needs glory, I will glory of the things which concern mine infirmities.
୩୦ମୁଇ ବଡ୍ପନ୍ ଅଇ କାତା ଅଇବାକେ ମନ୍ କରିନାଇ । ଜଦି ସେନ୍ତି କର୍ବାର୍ ଆଲେ, ମକେ ଗଟିରଇବା, ଦୁକ୍ କସ୍ଟ ବିସଇନେଇ ମୁଇ ବଡ୍ପନ୍ ଅଇବି । ସେନ୍ତାର୍ଆଲେ ମୁଇ କେତେ ଦୁର୍ବଲ୍ ଆଚି ବଲି ତମେ ଜାନ୍ସା ।
31 The Elohim and Father of our Master Yahushua the Messiah, which is blessed for evermore, knoweth that I lie not. (aiōn )
୩୧ମୁଇ ତମ୍କେ ଜେତ୍କି ବିସଇ କଇଲି, ସେଟା ସବୁ ସତ୍ । ଗଟେକ୍ ମିସା ମିଚ୍ ନଏଁ । ଆମର୍ ମାପ୍ରୁ ଜିସୁର୍ ବାବା ପର୍ମେସର୍ ଏଟା ଜାନେ । ସେ ଜୁଗ୍ ଜୁଗ୍ ଡାକ୍ପୁଟା ପାଅ । (aiōn )
32 In Damascus the governor under Aretas the king kept the city of the Damascenes with a garrison, desirous to apprehend me:
୩୨ପୁର୍ବେ ମୁଇ ଦାମାସ୍କାସେ ରଇଲା ବେଲେ ରାଜା ଆରେତାସରର୍ ତଲେ ଗଟେକ୍ ସାସନ୍ କାରିଆ ରଇଲା । ସେ ସଅର୍ ସନ୍ଦି ଜାଗ୍ବାକେ ତାର୍ ସନିଅମନ୍କେ କଇଲା । ଜେନ୍ତାରି କି ଜେଡେବେଲେ ମୁଇ ସେ ସଅରେ ବାରଇତି, ସେମନ୍ ମକେ ଦାର୍ତାଇ ।
33 And through a window in a basket was I let down by the wall, and escaped his hands.
୩୩କେନ୍ତି ବଇଲେ ତେଇର୍ ପାକ୍ନା ପାଚୁରିର୍ କାଣାବାଟେ ମକେ ଚାଟ୍ନାଇ ପୁରାଇ ଉତ୍ରାଇ ଦେଲାଇ । ଆରି ତାର୍ ଟାନେ ଅନି ବଁଚିଗାଲି ।