< Philippians 4 >
1 THEREFORE, my brethren dearly beloved and longed for, my joy and crown, so stand fast in the Lord, my dearly beloved.
୧ତେବର୍ ପାଇ ଏ ମର୍ ବିସ୍ବାସି ବାଇବଇନିମନ୍, ମୁଇ ତମ୍କେ ଆଲାଦ୍ କରି ଦେକ୍ବାକେ ମନ୍ କଲିନି, ତମେ ମକେ ବେସି ସାର୍ଦା କରାଇଲାସ୍ନି ଆରି ତମେ ଆକା ମର୍ ପୁରୁସ୍କାର୍ । ମର୍ ମଇତର୍ମନ୍, ମୁଇ ତମ୍କେ ଜେତ୍କି ବିସଇ କଇଆଚି, ସେନ୍ତାରିସେ ମାପ୍ରୁର୍ଟାନେ ବିସ୍ବାସେ ଡାଟ୍ ରୁଆ ।
2 I beseech Euodias, and beseech Syntyche, that they be of the same mind in the Lord.
୨ଇୟଦିଆକେ ଆରି ସନ୍ତୁକେ ମୁଇ ବାବୁଜିଆକରି କଇଲିନି, ତମେ ଦୁଇଲକ୍ ଜାକ ମାପ୍ରୁର୍ ଲକ୍ ଅଇଆଚାସ୍ । ତେବର୍ ପାଇ ତମର୍ ବିତ୍ରେ ଗଟେକ୍ ମନ୍ ଅଇ ରାଜିଉଆ ।
3 And I intreat thee also, true yokefellow, help those women which laboured with me in the gospel, with Clement also, and with other my fellowlabourers, whose names are in the book of life.
୩ଆରି ବାଇ ଜେ କି ସବୁବେଲେ ମକେ ସାଇଜ କର୍ସୁ, ଏ ଦୁଇଟା ମାଇଜିମନ୍ ସାନ୍ତି ସଙ୍ଗ୍ ରଇବାକେ ତୁଇ ସାଇଜ କର୍ । କାଇକେବଇଲେ ସୁବ୍କବର୍ ଜାନାଇବା କାମେ ସେମନ୍ ମର୍ସଙ୍ଗ୍ ରଇକରି ବେସି ଆବଡ୍ ଅଇଲାଇ ଆଚତ୍ । ସେନ୍ତାରିସେ କେଲେମେନ୍ଟ ଆରି ବିନ୍ ଲକ୍ମନ୍ ମିସା ମର୍ ସଙ୍ଗ୍ କାମ୍ କର୍ତେରଇଲାଇ । ପର୍ମେସର୍ ତାର୍ ବଇଟାନେ ସେମନର୍ ସବୁ ଲକର୍ ନାଉଁ ଲେକ୍ଲା ଆଚେ । ସେ ସବୁ ଲକ୍ ନ ସାର୍ବା ଜିବନ୍ ପାଇଲାଇ ଆଚତ୍ ।
4 Rejoice in the Lord alway: and again I say, Rejoice.
୪ମାପ୍ରୁର୍ ସଙ୍ଗ୍ ମିସିରଇଲାର୍ପାଇ ସବୁବେଲେ ସାର୍ଦା ଅଇକରି ରୁଆ । ମୁଇ ଆରିତରେକ୍ କଇଲିନି ସାର୍ଦା ଅଇକରି ରୁଆ ।
5 Let your moderation be known unto all men. The Lord is at hand.
୫ଦରମ୍ ଅଇକରି ସବୁ ଲକର୍ ସଙ୍ଗ୍ ଚଲାଚଲ୍ତି କରା । ମାପ୍ରୁ ଆଇବା ଦିନ୍ କେଟି ଆଇଲାନି ବଲି ପାସ୍ରାନାଇ ।
6 Be careful for nothing; but in every thing by prayer and supplication with thanksgiving let your requests be made known unto God.
୬କାଇ ବିସଇ ନେଇକରି ମିସା ଚିନ୍ତା କରି ଦାନ୍ଦା ଉଆନାଇ । ତାର୍ ବାଦୁଲେ ସବୁ ଗଟ୍ନା ଅଇଲା ବେଲେ, ତମ୍କେ ଜାଇଟା ଲଡା ଆଚେ, ସେ ବିସଇ ପର୍ମେସର୍କେ ଗୁଆରି କରା । ଆରି ପାର୍ତନା କଲାବେଲେ, ତାକେ ଦନିଅବାଦ୍ ମିସା ଦିଆସ୍ ।
7 And the peace of God, which passeth all understanding, shall keep your hearts and minds through Christ Jesus.
୭ଏନ୍ତାରି କଲେ, ପର୍ମେସର୍ ତମ୍କେ ସାନ୍ତି ଦେଇସି । ଏ ସାନ୍ତି ଲକ୍ମନ୍ ବୁଜ୍ବା ସାନ୍ତିର୍ପାରା ନାଇ । କିରିସ୍ଟ ଜିସୁର୍ ସଙ୍ଗ୍ ମିସ୍ଲାର୍ପାଇ ଜଦି ଏ ସାନ୍ତି ତମେ ପାଇଲେ, ତମର୍ ଜିବନେ କସ୍ଟ ଆଇଲେ ମିସା ନ ଡରିକରି, ଚିନ୍ତାକରି ଦାନ୍ଦା ନ ଅଇବାକେ ସାଇଜ କର୍ସି ।
8 Finally, brethren, whatsoever things are true, whatsoever things are honest, whatsoever things are just, whatsoever things are pure, whatsoever things are lovely, whatsoever things are of good report; if there be any virtue, and if there be any praise, think on these things.
୮ସାରାସାରି ପଚେ ଏ ମର୍ ବାଇବଇନିମନ୍, ଜେତ୍କି ସବୁ ବିସଇ ନିକ ରଇସି, ଜେତ୍କି ସବୁ ବିସଇ ସନ୍ମାନ୍ ପାଇସି, ଜନ୍ ସବୁ ବିସଇ ସତ୍ ରଇସି, ଜନ୍ ସବୁ ବିସଇ ପାପ୍ ନଇତେ ରଇସି, ଜନ୍ ସବୁ ବିସଇ ଦରମ୍ ରଇସି, ଆରି ଡାକ୍ପୁଟା ରଇସି, ଏ ସବୁ ବିସଇନେଇ ଚିନ୍ତା କରା ।
9 Those things, which ye have both learned, and received, and heard, and seen in me, do: and the God of peace shall be with you.
୯ତମ୍କେ ମୁଇ ଜେତ୍କି ସବୁ ବିସଇ ସିକାଇରଇଲି, ଆରି ତମେ ମାନିରଇଲାସ୍ ସେଟା ସବୁ କର୍ତେରୁଆ । ମୁଇ ଜେତ୍କି ବିସଇ କଇତେରଇଲି, ସେଟା ସୁନ୍ତେରଇଲାସ୍ ଆରି ଜେତ୍କି ବିସଇ କର୍ତେରଇଲି, ସେଟା ଦେକିରଇଲାସ୍, ସେଟା ସବୁ କର୍ତେରୁଆ । ପର୍ମେସର୍ ତମର୍ସଙ୍ଗ୍ ରଇ ତମ୍କେ ସାନ୍ତି ଦେଇସି ।
10 But I rejoiced in the Lord greatly, that now at the last your care of me hath flourished again; wherein ye were also careful, but ye lacked opportunity.
୧୦ମାପ୍ରୁର୍ ସଙ୍ଗ୍ ମିସ୍ଲାର୍ ପାଇ ମୁଇ ବେସି ସାର୍ଦା ଅଇଲିନି । କାଇକେବଇଲେ, ମକେ ଲଡାକେ ଲାଗ୍ବାଟା ପାଟାଇଦେଲାକେ ତମେ ମର୍ ବିସଇ ଚିନ୍ତା କଲାସ୍ନି ବଲି ମୁଇ ଜାନ୍ଲିନି । ତମର୍ ଆଲାଦ୍ ଦେକାଇବାକେ ଏବେସେ ତମ୍କେ ବେଲା ଟିକ୍ ଅଇଲା ।
11 Not that I speak in respect of want: for I have learned, in whatsoever state I am, therewith to be content.
୧୧ମକେ ଲଡାକେ ଲାଗ୍ବା ବିସଇ ମର୍ଲଗେ ନ ରଇଲାକେ ବଲି ଏନ୍ତାରି କଇନାଇ । କାଇକେବଇଲେ ମର୍ ଜିବନର୍ କାଇ ରକାମର୍ ଗଟ୍ନା ଆଇଲେ ମିସା, ସାର୍ଦା ସଙ୍ଗ୍ ରଇବାକେ ସିକ୍ଲିଆଚି ।
12 I know both how to be abased, and I know how to abound: every where and in all things I am instructed both to be full and to be hungry, both to abound and to suffer need.
୧୨ଅଲପ୍କେ ମିସା ସାର୍ଦାସଙ୍ଗ୍ ରଇବାକେ, କି ବୁତେକ୍ ରଇଲେ ମିସା ସାର୍ଦା ସଙ୍ଗ୍ ରଇବାକେ ସିକ୍ଲିଆଚି । ପେଟ୍ ପୁର୍ତେ କାଇଲେମିସା, କି ବୁକେ ରଇଲେ ମିସା, ଲଡାକେ ଆଇବା ସବୁ ବିସଇ ରଇଲେ ମିସା, ନ ରଇଲେ ମିସା, ସାର୍ଦାସଙ୍ଗ୍ ରଇବାକେ ମୁଇ ଜାନି ।
13 I can do all things through Christ which strengtheneth me.
୧୩ଏ ସବୁ ଗଟ୍ନା ଆଇଲେ ମିସା ମୁଇ ମୁର୍ଚିକରି ରଇବାକେ ସିକ୍ଲିଆଚି । କାଇକେବଇଲେ, କିରିସ୍ଟ ମକେ ବପୁ ଦେଲାନି ।
14 Notwithstanding ye have well done, that ye did communicate with my affliction.
୧୪ଏନ୍ତାରି ଅଇଲେ ମିସା ଅବାବ୍ ରଇଲା ବେଲାଇ, ତମେ ମକେ ଦୟାଦେକାଇ ମର୍ପାଇ ସାଇଜ ପାଟାଇଲାସ୍ ।
15 Now ye Philippians know also, that in the beginning of the gospel, when I departed from Macedonia, no church communicated with me as concerning giving and receiving, but ye only.
୧୫ପିଲିପିଅତେଇ ରଇବା ବାଇବଇନିମନ୍, ତମେ ସତଇସେ ଜାନିଆଚାସ୍, ସିଗ୍ ପର୍ତୁମ୍ ସୁବ୍କବରର୍ ବିସଇ ସିକାଇବା ବେଲେ, ମୁଇ ମାକେଦନିଆଇଅନି ଜେଡେବଲ୍ ବାରଇ ଜାଇରଇଲି, । ବିସ୍ବାସି ମନର୍ ଦଲ୍ ବିତ୍ରେ, ତମର୍ ମଣ୍ଡଲିର୍ ବିସ୍ବାସିମନ୍ସେ ମକେ ଡାବୁ ଦାନ୍ କରିରଇଲାସ୍ ।
16 For even in Thessalonica ye sent once and again unto my necessity.
୧୬ତେସଲନିକିଆ ନଅରେ ରଇବାବେଲେ ମିସା ମକେ ଲଡା ରଇଲାବେଲେ, ତମେ ଦୁଇତର୍ ଦାନ୍ ପାଟାଇଲାସ୍ ।
17 Not because I desire a gift: but I desire fruit that may abound to your account.
୧୭ତମ୍କେ ମୁଇ ଦାନ୍ ପାଟାଇତେରଅତ୍ ବଲି ଏନ୍ତାରି କଇନାଇ । ମାତର୍ ମକେ ସାଇଜ କଲାର୍ ପାଇ, ପର୍ମେସର୍ ତମ୍କେ ପୁରୁସ୍କାର ଦେଅ ବଲି ମୁଇ ମନ୍ କଲିନି ।
18 But I have all, and abound: I am full, having received of Epaphroditus the things which were sent from you, an odour of a sweet smell, a sacrifice acceptable, wellpleasing to God.
୧୮ତେବେ ତମେ ମର୍ପାଇ ପାଟାଇଲାଟା ସବୁଜାକ ମର୍ଟାନେ କେଟ୍ଲା ଆଚେ । ଆରି ସେଟା ମର୍ପାଇ ଅଦିକ୍ । ତମେ ପାଟାଇଲା ସବୁ ବିସଇ ଏପାପର୍ଦିସ୍ ମର୍ଲଗେ ଆନ୍ଲାକେ, ମକେ ଲଡାକେ ଆଇବା ସବୁ ମୁଇ ମିଲାଇଆଚି । ଏନ୍ତାରି କଲାକେ ତମେ ପର୍ମେସର୍କେ ସର୍ପି ଦେଲା ନିକ ବାସ୍ନା ଅଇବା ଦାନ୍ ପାରା ଅଇଲା ଆଚେ । ସେ ସେଟା ସଙ୍ଗଇକରି ସାର୍ଦା ଅଇଲାଆଚେ ।
19 But my God shall supply all your need according to his riches in glory by Christ Jesus.
୧୯ଜିସୁକିରିସ୍ଟ କରି ରଇବା କାମର୍ ଲାଗି, ବେସି ରଇବା ତାର୍ ଦନ୍ସଁପତି ଟାନେଅନି ସେ ତକେ ଲଡାକେ ଆଇବା ସବୁ ବିସଇ ଦେଇସି ।
20 Now unto God and our Father be glory for ever and ever. Amen. (aiōn )
୨୦ଆମର୍ ସରଗର୍ ବାବା ପର୍ମେସର୍ କାଲ୍ କାଲ୍ ଜୁଗ୍ଜୁଗ୍ ଡାକ୍ପୁଟା ପାଅ । ଆମେନ୍! (aiōn )
21 Salute every saint in Christ Jesus. The brethren which are with me greet you.
୨୧କିରିସ୍ଟ ଜିସୁକେ ବିସ୍ବାସ୍ କର୍ବା ପର୍ମେସରର୍ ସବୁ ଲକ୍ମନ୍କେ ଜୁଆର୍ କରା । ମର୍ସଙ୍ଗ୍ ରଇବା ଆମର୍ ବିସ୍ବାସି ବାଇବନିମନ୍ ତାକର୍ ଜୁଆର୍ ଜାନାଇଲାଇନି ।
22 All the saints salute you, chiefly they that are of Cæsar’s household.
୨୨ଏ ନଅରେ ରଇବା ବାକି ସବୁ ପର୍ମେସରର୍ ଲକ୍ମନ୍ ତମ୍କେ ଜୁଆର୍ ଜାନାଇଲାଇନି । ଜନ୍ ବିସ୍ବାସିମନ୍, ଜନ୍ଲକ୍ କି ରମିଅ ସାସନ୍କାରିଆର୍ ଗତିଦାଙ୍ଗ୍ଡା ଅଇଲାଇଆଚତ୍, ସେମନ୍ ତାକର୍ ଜୁଆର୍ ଜାନାଇଲାଇନି ।
23 The grace of our Lord Jesus Christ be with you all. Amen. It was written to the Philippians from Rome by Epaphroditus.
୨୩ମାପ୍ରୁ ଜିସୁକିରିସ୍ଟ ତମ୍କେ ଜିବନ୍ ଦୁକାଇ ଦୟା କଲାଟା ତମର୍ ବିତ୍ରେ ରଅ ।