< Mark 2 >
1 AND again he entered into Capernaum, after some days; and it was noised that he was in the house.
୧କେତେଦିନ୍ ଗାଲା ପଚେ ଜିସୁ ଆରି ତରେକ୍ କପର୍ନାଉମେ ବାଅଡ୍ଲାକେ, ସେ ଗରେ ଆଚେ ବଲି ଆଲା ଅଇଗାଲା ।
2 And straightway many were gathered together, insomuch that there was no room to receive them, no, not so much as about the door: and he preached the word unto them.
୨ସେ ଗରେ ଏତେମାଣ୍ଡ୍ ଲକ୍ ଜମ୍ଲାଇ ଜେ, ଦୁଆରେ ମିସା ଟାନ୍ ଦାରିନାପାର୍ଲା, ଆରି ଜିସୁ ସେମନର୍ ଲଗେ ପର୍ମେସରର୍ ବାକିଅ ସୁନାଇବାର୍ ଦାର୍ଲା ।
3 And they come unto him, bringing one sick of the palsy, which was borne of four.
୩ସେଡ୍କି ବେଲେ କେତେକ୍ ଲକ୍ମନ୍ ଗଟେକ୍ ଚେରେଙ୍ଗ୍ ରଗିକେ ବଇକରି ତାର୍ ଲଗେ ଦାରିଆଇଲାଇ । ତାକର୍ ବିତ୍ରେ ଅନି ଚାର୍ଲକ୍ ରଗିକେ ବଇରଇଲାଇ ।
4 And when they could not come nigh unto him for the press, they uncovered the roof where he was: and when they had broken it up, they let down the bed wherein the sick of the palsy lay.
୪ମାତର୍ ଲକ୍ମନ୍ ଚିପାଟେଲା ଅଇରଇଲାଇକେ, ତାକେ ଜିସୁର୍ ଲଗେ ନେଇ ନାପାର୍ଲାଇ । ନାପାରିକରି, ଜିସୁ ଜନ୍ଟାନେ ରଇଲା, ତେଇର୍ ଚାନି ବଡ୍ଟା କାଣାକରି, ରଗିକେ କଟ୍ ମିସ୍ତେ ତାର୍ ମୁଆଟେ ସିଦା ଉତ୍ରାଇଦେଲାଇ ।
5 When Jesus saw their faith, he said unto the sick of the palsy, Son, thy sins be forgiven thee.
୫ଜିସୁ ସେମନର୍ ବିସ୍ବାସ୍ ଦେକି ଚେରେଙ୍ଗ୍ ରଗିକେ କଇଲା, “ବାବୁରେ ମୁଇ ତର୍ ପାପ୍ କେମା କରିଦେଲି ।”
6 But there were certain of the scribes sitting there, and reasoning in their hearts,
୬ମାତର୍ ସେ ଗର୍ ବିତ୍ରେ କେତେଟା ସାସ୍ତର୍ ସିକାଇବା ଲକ୍ମନ୍ ବସି ନିଜର୍ ନିଜର୍ ମନ୍ ବିତ୍ରେ ବାବିଅଇତେରଇଲାଇ,
7 Why doth this man thus speak blasphemies? who can forgive sins but God only?
୭“ଏ ଲକ୍ ଚେରେଙ୍ଗ୍ ରଗିକେ ‘ତର୍ ପାପ୍ କେମା କରିଦେଲି ।’ ବଲି କେନ୍ତି କଇପାର୍ଲା? ଏ ପର୍ମେସର୍କେ ନିନ୍ଦା କର୍ସିଆଚେ, ସେ ଗଟେକ୍ ମାପ୍ରୁକେ ଚାଡିଦେଲେ, ଆରି କେ ମିସା ପାପ୍ କେମା କରି ପାରତ୍ କି?”
8 And immediately when Jesus perceived in his spirit that they so reasoned within themselves, he said unto them, Why reason ye these things in your hearts?
୮ସେଦାପ୍ରେ ଜିସୁ ସେମନ୍ ମନେ ମନେ ଏନ୍ତାରି ବାବିଅଇଲାଟା, ନିଜର୍ ଆତ୍ମାଇ ଜାନି ସେମନ୍କେ କଇଲା, “ତମେ କାଇକେ ନିଜର୍ ନିଜର୍ ମନେ ଏ ସବୁଜାକ ବାବିଅଇଲାସ୍ନି?
9 Whether is it easier to say to the sick of the palsy, Thy sins be forgiven thee; or to say, Arise, and take up thy bed, and walk?
୯କନ୍ଟା କର୍ବାଟା ସଅଜ୍ ଅଇଲାନି? ବାବୁରେ ‘ମୁଇ ତର୍ ପାପ୍ କେମା କରିଦେଲି ।’ ବଲି କଇବାଟା, କି ‘ଉଟ୍ ତର୍ କଟ୍ ବଇ ଇଣ୍ଡିଜା ।’ ବଲ୍ବାଟା?
10 But that ye may know that the Son of man hath power on earth to forgive sins, (he saith to the sick of the palsy, )
୧୦ମାତର୍ ଗୁଲାଇ ଜଗତର୍ ପାପ୍ କେମା କର୍ବାକେ ପର୍ମେସର୍ ପାଟାଇଲା ନର୍ପିଲା ମର୍ ଅଦିକାର୍ ଆଚେ ବଲି ଏବେ ମୁଇ, ଏ ଲକ୍କେ ନିକ କରି ଦେକାଇବି ।” ସେ ଚେରେଙ୍ଗ୍ ରଗିକେ କଇଲା,
11 I say unto thee, Arise, and take up thy bed, and go thy way into thine house.
୧୧“ମୁଇ ତକେ କଇଲିନି ଉଟ୍, ତର୍ କଟ୍ ବଇ, ନିଜର୍ ଗରେ ବାରିଜା ।”
12 And immediately he arose, took up the bed, and went forth before them all; insomuch that they were all amazed, and glorified God, saying, We never saw it on this fashion.
୧୨ସେଦାପ୍ରେ ସେ ରଗି ଉଟି କଟ୍ ବଇକରି ସବୁ ଲକର୍ ଦେକ୍ତେ ବାରଇ ଗାଲା । ସେବେଲାଇ ସବୁଲକ୍ କାବା ଅଇ ପର୍ମେସରର୍ ମଇମା କରି କରି କଇଲାଇ, “ଆମେ ଏନ୍ତାରିଟା କେବେ ମିସା ଦେକି ନ ରଇଲୁ ।”
13 And he went forth again by the sea side; and all the multitude resorted unto him, and he taught them.
୧୩ସେ ଆରିତରେକ୍ ସମ୍ଦୁରର୍ କଣ୍ଡିବାଟେ ବାରଇଗାଲା । ବେସି ଲକ୍ମନ୍ ତାର୍ ଲଗେ ଆଇଲାକେ, ଜିସୁ ସେମନ୍କେ ସିକିଆ ଦେବାର୍ ଦାର୍ଲା ।
14 And as he passed by, he saw Levi the son of Alphæus sitting at the receipt of custom, and said unto him, Follow me. And he arose and followed him.
୧୪ଆରି ସେ ଜାଉ ଜାଉ ଆଲ୍ପିଅର୍ ପଅ ଲେବିକେ ରମିୟ ସର୍କାରର୍ ପାଇ ସିସ୍ତୁମାଙ୍ଗୁମନ୍ ମାଙ୍ଗ୍ବା ଜାଗାଇ ବସି ରଇବାଟା ଦେକି ତାକେ କଇଲା, “ମର୍ ସଙ୍ଗ୍ ଆଉ ।” ତେଇଅନି ସେ ତାର୍ ସିସ୍ତୁମାଙ୍ଗୁମନ୍ ମାଙ୍ଗ୍ବାଟା ଚାଡି ଉଟିକରି ଜିସୁର୍ ସଙ୍ଗ୍ ଗାଲା ।
15 And it came to pass, that, as Jesus sat at meat in his house, many publicans and sinners sat also together with Jesus and his disciples: for there were many, and they followed him.
୧୫ପଚେ ଜିସୁ ଲେବିର୍ ଗରେ ଜାଇ କାଇବା ବେଲେ ବେସି ସିସ୍ତୁମାଙ୍ଗ୍ବା ଲକ୍ ଆରି ଜନ୍ ଲକ୍ମନ୍କେ ପାପି ବଲି କଇତେରଇଲାଇ, ତାର୍ ସିସ୍ମନ୍ର୍ ସଙ୍ଗ୍ ମିସି କାଇତେରଇଲାଇ । କାଇକେବଇଲେ ଏନ୍ତାରି ବେସି ଲକ୍ ତାର୍ ସଙ୍ଗ୍ ଜାଇତେ ରଇଲାଇ ।
16 And when the scribes and Pharisees saw him eat with publicans and sinners, they said unto his disciples, How is it that he eateth and drinketh with publicans and sinners?
୧୬ଜିସୁ ପାପି ଆରି ସିସ୍ତୁମାଙ୍ଗୁମନର୍ ସଙ୍ଗ୍ କାଇଲାନି, ଏଟା ଦେକିକରି ପାରୁସି ଦଲର୍ ସାସ୍ତର୍ ସିକାଉମନ୍ ତାର୍ ସିସ୍ମନ୍କେ କଇବାର୍ ଦାର୍ଲାଇ, “ସେ କାଇକେ ସିସ୍ତୁମାଙ୍ଗୁମନର୍ ଆରି ପାପିମନର୍ ସଙ୍ଗ୍ କାଇଲାନି?”
17 When Jesus heard it, he saith unto them, They that are whole have no need of the physician, but they that are sick: I came not to call the righteous, but sinners to repentance.
୧୭ସେଟା ସୁନି ଜିସୁ ସାସ୍ତର୍ ସିକାଉମନ୍କେ କଇଲା, “ନିମାନ୍ ଲକ୍ମନର୍ପାଇ ଡାକ୍ଦରର୍ ଲଡା ନାଇ, ମାତର୍ ନିମାନ୍ ନ ରଇଲା ଲକ୍ମନ୍କେ ଲଡା ଆଚେ । ଜେ ନିଜେ ‘ମୁଇ ଦରମ୍ ଲକ୍ ।’ ବଲି ବାବିଅଇବା ଲକର୍ପାଇ ମୁଇ ଆସିନାଇ, ମାତର୍ ପାପିମନ୍କେ ପାପ୍ଟାନେଅନି ବାଉଡାଇବାକେ ଆସିଆଚି ।”
18 And the disciples of John and of the Pharisees used to fast: and they come and say unto him, Why do the disciples of John and of the Pharisees fast, but thy disciples fast not?
୧୮ଡୁବନ୍ ଦେଉ ଜଅନର୍ ସିସ୍ମନ୍ ଆରି ପାରୁସିମନ୍ ଉପାସ୍ କର୍ତେ ରଇଲାଇ । ସେବେଲାଇ କେତେଲକ୍ ଆସି ଜିସୁକେ କଇଲାଇ, “ଡୁବନ୍ ଦେଉ ଜଅନର୍ ସିସ୍ମନ୍ ଆରି ପାରୁସିମନର୍ ସିସ୍ମନ୍ ଉପାସ୍ କର୍ବାଇ, ମାତର୍ ତର୍ ସିସ୍ମନ୍ କାଇକେ ଉପାସ୍ ନ କରତ୍?”
19 And Jesus said unto them, Can the children of the bridechamber fast, while the bridegroom is with them? as long as they have the bridegroom with them, they cannot fast.
୧୯ଜିସୁ ସେମନ୍କେ କଇଲା, “ବଜିଟାନେ ବିବା ଦାଙ୍ଗ୍ଡା ରଇବା ଜାକ ବିବା ଦାଙ୍ଗ୍ଡାର୍ ସଙ୍ଗ୍ ରଇବା ଦାଙ୍ଗ୍ଡାମନ୍ ଉପାସେ ରଇବାଇ କି? ନାଇ ନ ରଅତ୍ । ବିବା ଦାଙ୍ଗ୍ଡା ଜେଡେବେଲାଜାକ ରଇସି, ସେ ବେଲାଜାକ ସେମନ୍ ଉପାସେ ନ ରଅତ୍ ।
20 But the days will come, when the bridegroom shall be taken away from them, and then shall they fast in those days.
୨୦ମାତର୍ ବେଲା ଆଇସି, ଜେଡେବେଲେ ଲକ୍ମନ୍ ଆସି ତାକର୍ ଲଗେ ଅନି ବିବା ଦାଙ୍ଗ୍ଡାକେ ଦାରିଜିବାଇ, ସେଦିନେ ସେମନ୍ ଉପାସ୍ କର୍ବାଇ ।
21 No man also seweth a piece of new cloth on an old garment: else the new piece that filled it up taketh away from the old, and the rent is made worse.
୨୧“କେ ନୁଆ ଲୁଗାର୍ ଗର୍ଣ୍ଡା ପୁର୍ନା ଲୁଗାଇ ନ ସିଲାଏ, ସିଲାଇଲେ ନୁଆ ଗର୍ଣ୍ଡା ପୁର୍ନା ଲୁଗାକେ ଅଦିକ୍ ଚିରି ପାକାଇସି, ଆରି ଅଦିକ୍ ବଡ୍ଟା କାଣା କରିଦେଇସି ।
22 And no man putteth new wine into old bottles: else the new wine doth burst the bottles, and the wine is spilled, and the bottles will be marred: but new wine must be put into new bottles.
୨୨ଆରି କେ ନୁଆ ଅଙ୍ଗୁର୍ ରସ୍ ପୁର୍ନା ଚାମ୍ ସଙ୍ଗ୍ ତିଆର୍ କଲା ମୁନାଇ ନ ସଙ୍ଗଅତ୍, ସଙ୍ଗଇଲେ ସେ ଅଙ୍ଗୁର୍ ରସ୍ ଆରି ଚାମ୍ ମୁନା ନସିଜାଇସି । ନାଇ ନୁଆ ଅଙ୍ଗୁର୍ ରସ୍ ନୁଆ ଚାମ୍ ମୁନାଇ ସଙ୍ଗଇବାର୍ ଆଚେ ।”
23 And it came to pass, that he went through the corn fields on the sabbath day; and his disciples began, as they went, to pluck the ears of corn.
୨୩ଜିସୁ ତରେକ୍ ବିସ୍ରାମ୍ବାରେ ତାସ୍ ରଇବା କେତ୍ ବାଟେ ଜାଇତେ ରଇଲା, ଆରି ଜିବାବେଲେ ତାର୍ ସିସ୍ମନ୍ ଦାନ୍ କେଡ୍ ଚିଡାଇତେ ଗାଲାଇ ।
24 And the Pharisees said unto him, Behold, why do they on the sabbath day that which is not lawful?
୨୪ସେ ଜାଗାଇ ରଇବା ପାରୁସିମନ୍ ଜିସୁକେ କଇଲାଇ, “ଦେକ୍ ବିସ୍ରାମ୍ବାରେ ଜନ୍ଟା କର୍ବାର୍ ଆମର୍ ବିଦି ନଏଁ । ତର୍ ସିସ୍ମନ୍ କାଇକେ ସେଟା କଲାଇନି?”
25 And he said unto them, Have ye never read what David did, when he had need, and was an hungred, he, and they that were with him?
୨୫ଜିସୁ ସେମନ୍କେ କଇଲା, “ଆମର୍ ଡାକ୍ପୁଟା ଆନିଦାଦି ଦାଉଦର୍ ଅବାବ୍ ବେଲେ, ସେ ଆରି ତାର୍ ସଙ୍ଗ୍ର୍ ଲକ୍ମନ୍ ବୁକେ ରଇଲାଇ, ସେଡ୍କିବେଲେ ସେ କାଇଟା କରି ରଇଲା, ସେଟା କାଇ ତମେ କେବେ ପଡାସ୍ ନାଇ କି?
26 How he went into the house of God in the days of Abiathar the high priest, and did eat the shewbread, which is not lawful to eat but for the priests, and gave also to them which were with him?
୨୬ବଡ୍ ପୁଜାରି ଅବିୟାତର୍ ବେଲେ ସେ କେନ୍ତି ପର୍ମେସରର୍ ମନ୍ଦିରେ ପୁରିକରି ମାପ୍ରୁକେ ସର୍ପିଦେଲା ଜନ୍ ଦର୍ସନି ରୁଟି, ପୁଜାରିମନ୍କେ ଚାଡିଦେଲେ ଆରି କେ ମିସା କାଇବାର୍ ବିଦି ନଏଁ, ସେଟା ସେ କାଇଲା, ଆରି ସେ ରୁଟି ନିଜର୍ ସଙ୍ଗର୍ ଲକ୍ମନ୍କେ ମିସା ବାଟାକରି ଦେଇରଇଲା ।”
27 And he said unto them, The sabbath was made for man, and not man for the sabbath:
୨୭ଜିସୁ ସେମନ୍କେ କଇଲା, “ବିସ୍ରାମ୍ବାର୍ ଲକ୍ମନର୍ ସାଇଜର୍ପାଇ ଅଇଲା ଆଚେ, ସେଟା ଲକ୍ମନ୍କେ ବିଜାର୍ କର୍ବାକେ ଅଏନାଇ ।
28 Therefore the Son of man is Lord also of the sabbath.
୨୮ତେବର୍ପାଇ ପର୍ମେସର୍ ପାଟାଇଲା ନର୍ପିଲା ମୁଇ ବିସ୍ରାମ୍ବାରେ ଲକ୍ମନ୍ କାଇଟା କର୍ବାର୍ ଆଚେ, କାଇଟା କର୍ବାର୍ ନାଇ, ସେଟା କଇବାର୍ ମର୍ ଅଦିକାର୍ ଆଚେ ।”