< Luke 18 >
1 AND he spake a parable unto them to this end, that men ought always to pray, and not to faint;
୧ଜିସୁ ଦିନେକ୍ ତାର୍ ସିସ୍ମନ୍କେ ପର୍ମେସର୍କେ ମାଙ୍ଗ୍ବାବେଲେ ନ ତାକି ପାର୍ତନା କରିକରି ରଇବାକେ, ଗଟେକ୍ କାତାନି ବୁଜାଇ କଇଲା,
2 Saying, There was in a city a judge, which feared not God, neither regarded man:
୨ଗଟେକ୍ ଗଡେ ଗଟେକ୍ ବିଚାର୍ କାରିଆ ଲକ୍ ରଇଲା । ସେ ପର୍ମେସର୍କେ ନ ଡର୍ତେ ରଇଲା, କି ଲକ୍ମନ୍କେ ନ ନାମ୍ତେ ରଇଲା ।
3 And there was a widow in that city; and she came unto him, saying, Avenge me of mine adversary.
୩ସେ ଗଡେ ଗଟେକ୍ ରାଣ୍ଡି ମାଇଜି ମିସା ରଇଲା । ସେ ସବୁ ବେଲେ ବିଚାର୍ କାରିଆର୍ ଲଗେ ଜାଇ ଏନ୍ତି କଇତେ ରଇଲା, ଗଟେକ୍ ଲକ୍ ମର୍ ବିରଦି ଅଇଲା ଆଚେ । ଏ ବିସଇନେଇକରି ତମେ ମର୍ ବିରଦିକେ ବିଚାର କରା । ଜେନ୍ତିକି, ସେ ମକେ ନିଆଇ ଇସାବେ ଚଲାଚଲ୍ତି କର୍ସି ।
4 And he would not for a while: but afterward he said within himself, Though I fear not God, nor regard man;
୪ଏନ୍ତି ବେସି ଦିନ୍ ସେ ବିଚାର୍କାରିଆ ନିଆଇ କର୍ବାକେ ମନ୍ ନ କଲେ ମିସା, ସେ ଦିନ୍କେ ଆସି ବେମ୍ଜା କର୍ତେରଇଲା । ମାତର୍ ସେ ବିଚାର୍କାରିଆ ଲକ୍ ମନେ ମନେ ବାବ୍ଲା, “ମୁଇ ପର୍ମେସର୍କେ ଡରି ନାଇକି ଲକ୍ମନ୍କେ ନାମି ନାଇ ।
5 Yet because this widow troubleth me, I will avenge her, lest by her continual coming she weary me.
୫ମାତର୍ ଏ ରାଣ୍ଡିମାଇଜି ସବୁ ବେଲା ଆସି ବେମ୍ଜା କଲାନି । ସେଟାର୍ପାଇ ତାକେ ନିଆଇ ମିଲ୍ଲା ପାରା ବିଚାର୍ କର୍ବି । କାଇକେ ବଇଲେ ଏନ୍ତି ବିଚାର୍ ନ କଲେ ସେ ସବୁଦିନ୍ ଆସି ମକେ ବେମ୍ଜା କର୍ତେ ରଇସି ।”
6 And the Lord said, Hear what the unjust judge saith.
୬ତେଇ ମାପ୍ରୁ କଇଲା, “ଏ ଅନିଆଇ ବିଚାର୍କାରିଆ କାଇଟା କର୍ବାକେ ବାଚ୍ଲା, ସେଟା ତମେ ସିକା ।
7 And shall not God avenge his own elect, which cry day and night unto him, though he bear long with them?
୭ସେନ୍ତି ଲାଚୁଆଁ ବିଚାର୍କାରିଆ ସେ ରାଣ୍ଡିମାଇଜିର୍ ବିଚାର୍ କଲା । ସେନ୍ତାର୍ ଆଲେ, ତାର୍ତେଇଅନି କେତେ ନିମାନ୍ ଇସାବେ ପର୍ମେସର୍ ସେ ବାଚ୍ଲା ଲକ୍ମନର୍ ଦିନ୍ରାତିର୍ ପାର୍ତନା ସୁନି ନିମାନ୍ ନିଆଇ ବିଚାର୍ କର୍ସି । ସେମନ୍କେ ସାଇଜ କର୍ବାକେ ସେ ଅଲ୍ସମ୍ ନ କରେ ।
8 I tell you that he will avenge them speedily. Nevertheless when the Son of man cometh, shall he find faith on the earth?
୮ମୁଇ ତମ୍କେ କଇଲିନି, ସେ ଦାପ୍ରେସେ ତାର୍ ଲକ୍ମନର୍ପାଇ ନିମାନ୍ ନିଆଇବିଚାର୍ କର୍ସି । ମାତର୍ ପର୍ମେସର୍ ଟାନେଅନି ଆଇଲା ନର୍ପିଲା ମୁଇ ଆରିତରେକ୍ ଆଇବାବେଲେ ଏ ଦୁନିଆଇ, ମକେ ବିସ୍ବାସ୍ କର୍ବା ଲକ୍ମନ୍କେ ଦେକ୍ବି କି ନାଇ?”
9 And he spake this parable unto certain which trusted in themselves that they were righteous, and despised others:
୯ତେଇ ରଇଲା କେତେକ୍ ଲକ୍ମନ୍ ନିଜ୍କେ ମୁଇ ନିକ ଆଚି ବଲି ବାବିଅଇ ବିନ୍ଲକ୍କେ ଗିନ୍ କର୍ତେ ରଇଲାଇ । ସେନ୍ତି ଲକ୍ମନର୍ ବିସଇ ବୁଜାଇବାକେ ଜିସୁ ସେମନ୍କେ ଏ କାତାନି କଇଲା ।
10 Two men went up into the temple to pray; the one a Pharisee, and the other a publican.
୧୦ଦିନେକ୍ ଦୁଇଲକ୍ ପାର୍ତନା କର୍ବାକେ ଗଟେକ୍ ମନ୍ଦିରେ ଗାଲାଇ । ଗଟେକ୍ ଲକ୍ ପାରୁସି ଦଲର୍ ଲକ୍ ଆରି ଗଟେକ୍ ସିସ୍ତୁମାଙ୍ଗୁ ।
11 The Pharisee stood and prayed thus with himself, God, I thank thee, that I am not as other men are, extortioners, unjust, adulterers, or even as this publican.
୧୧ପାରୁସି ଲକ୍ ନିଜେ ଅଲପ୍ ଦୁରିକେ ଟିଆଅଇ ଏନ୍ତି ପାର୍ତନା କର୍ବାର୍ ବସ୍ଲା, “ଏ ପର୍ମେସର୍ ମୁଇ ତମ୍କେ ଦନିଅବାଦ୍ ଦେଲିନି । ମୁଇ ବିନ୍ଲକର୍ପାରା ଲବ୍ରା ନାଇ କି ମିଚ୍ମାୟା ନାଇ କି ବେସିଆ କାମ୍ କରି ନାଇ । ଆରି ତକେ ଜୁଆର୍ କଲିନି ମୁଇ ଏ ସିସ୍ତୁମାଙ୍ଗୁ ପାରା ନଇ ।”
12 I fast twice in the week, I give tithes of all that I possess.
୧୨ଆରି ସେ କଇଲା, “ମୁଇ ଜିଉଦିମନର୍ ନିୟମ୍ ଇସାବେ ଆଟ୍କେ ଦୁଇ ଦିନ୍ ଉପାସ୍ ରଇ ପାର୍ତନା କଲିନି । କାମାଇଲାଟାନର୍ ଦସ୍ବାଗର ବାଗେକ୍ ତମ୍କେ ଦେଲିନି ।” ବଲି ପାର୍ତନା କଲା ।
13 And the publican, standing afar off, would not lift up so much as his eyes unto heaven, but smote upon his breast, saying, God be merciful to me a sinner.
୧୩ମାତର୍ ସେ ସିସ୍ତୁମାଙ୍ଗୁ ଦୁରିକେ ଟିଆଅଇ ପାର୍ତନା କର୍ବା ବେଲେ ସରଗ୍ବାଟେ ଦେକ୍ବାକେ ମିସା ମନ୍ ନକରି ନିଜର୍ ବୁକେ ମାରିଅଇ ଏନ୍ତି ପାର୍ତନା କଲା । “ଏ ପର୍ମେସର୍ ମୁଇ ଗଟେକ୍ ପାପି ଲକ୍ ମକେ ଦୟା କରା!”
14 I tell you, this man went down to his house justified rather than the other: for every one that exalteth himself shall be abased; and he that humbleth himself shall be exalted.
୧୪ଜିସୁ ତାର୍ ସିସ୍ମନ୍କେ କଇଲା, “ସେ ଦୁଇଲକ୍ ପାର୍ତନା ସାରାଇ ବାଅଡ୍ଲାକେ, ସିସ୍ତୁମାଙ୍ଗୁସେ ପର୍ମେସର୍ ଦେକ୍ବା ଇସାବେ ଦରମ୍ ରଇଲା । ପାରୁସି ନାଇ । ଜେ ବଡ୍ପନ୍ ଦେକାଇ ଅଇସି ଆରି ବଡ୍ ବଲି ବାବ୍ସି, ତାକେ ପର୍ମେସର୍ ସାନ୍ ଲକ୍ କର୍ସି । ମାତର୍ ଜେ ନିଜ୍କେ ସାନ୍ ଲକ୍ପାରା ବାବ୍ସି ତାକେ ପର୍ମେସର୍ ବଡ୍ ଲକ୍ କର୍ସି, ଏ କାତା ଏତାଇ ରୁଆ ।”
15 And they brought unto him also infants, that he would touch them: but when his disciples saw it, they rebuked them.
୧୫ଆରି ଗଟେକ୍ ଦିନେ ଲକ୍ମନ୍ ତାକର୍ ସାନ୍ସାନ୍ ପିଲାମନ୍କେ “ଜିସୁ ଚି କରି ଆସିର୍ବାଦ୍ କର ।” ବଲି ଆନ୍ତେ ରଇଲାଇ । ସିସ୍ମନ୍ ସେଟା ଦେକି ଲକ୍ମନ୍କେ ଲାଗ୍ଲାଇ ।
16 But Jesus called them unto him, and said, Suffer little children to come unto me, and forbid them not: for of such is the kingdom of God.
୧୬ମାତର୍ ଜିସୁ ପିଲାମନ୍କେ ଲଗେ ଡାକି, ସିସ୍ମନ୍କେ କଇଲା, “ପିଲାମନ୍କେ ମର୍ ଲଗେ ଆନ୍ବାକେ ମନାକରା ନାଇ । କାଇକେ ବଇଲେ ସରଗ୍ ରାଇଜ୍ ଏନ୍ତି ସାନ୍ ସାନ୍ ପିଲାମନର୍ ପାରା ବିସ୍ବାସ୍ କର୍ବା ଲକ୍ମନର୍ପାଇସେ ।
17 Verily I say unto you, Whosoever shall not receive the kingdom of God as a little child shall in no wise enter therein.
୧୭ଏତାଇ ରୁଆ! ମୁଇ ତମ୍କେ ସତ୍କାତା କଇଲିନି । କେ ମିସା ଏ ସାନ୍ଲକ୍ ବିସ୍ବାସ୍ କଲାପାରା ମକେ ବିସ୍ବାସ୍ ନ କଲେ, ସେ ପର୍ମେସରର୍ ରାଇଜେ ଜାଇ ନାପାରେ ।”
18 And a certain ruler asked him, saying, Good Master, what shall I do to inherit eternal life? (aiōnios )
୧୮ଦିନେକ୍ ଗଟେକ୍ ଜିଉଦି ନେତା ଜିସୁକେ ପାଚାର୍ଲା, “ଏ ନିମାନ୍ ଗୁରୁ! ନ ସାର୍ବା ଜିବନ୍ ମିଲାଇବାକେ ମୁଇ କାଇଟା କର୍ବାର୍ ଆଚେ?” (aiōnios )
19 And Jesus said unto him, Why callest thou me good? none is good, save one, that is, God.
୧୯ଜିସୁ ତାକେ କଇଲା, ମକେ କାଇକେ ନିମାନ୍ ବଲି କଇଲୁସ୍ନି? କାଇକେ ବଇଲେ ପର୍ମେସର୍ ଗଟେକ୍ ଲକ୍ସେ ନିମାନ୍ ।
20 Thou knowest the commandments, Do not commit adultery, Do not kill, Do not steal, Do not bear false witness, Honour thy father and thy mother.
୨୦ମାତର୍ ମୁଇ ତମ୍କେ କଇଲିନି “ବେସିଆ କାମ୍ କରା ନାଇ, କାକେ ମରାଆ ନାଇ, ବିନ୍ ଲକର୍ ଦିନ୍ସୁ ଚରାଆ ନାଇ, ମିଚ୍ ସାକି କୁଆ ନାଇ, ଆରି ତମର ମାଆବାବାର୍ କାତା ମାନା । ପର୍ମେସର୍ ମସାକେ ଏନ୍ତି ନିୟମ୍ ଦେଲାଆଚେ ଜାନି ଆଚୁସ୍ ।”
21 And he said, All these have I kept from my youth up.
୨୧ସେ ଲକ୍ ଜିସୁକେ କଇଲା, “ଏ ସବୁ ନିୟମ୍ ତା ମୁଇ ପିଲାବେଲେ ଅନି ମାନ୍ଲିନି । ମୁଇ ଆରି କାଇଟା କର୍ବାର୍ ଆଚେ?”
22 Now when Jesus heard these things, he said unto him, Yet lackest thou one thing: sell all that thou hast, and distribute unto the poor, and thou shalt have treasure in heaven: and come, follow me.
୨୨ଜିସୁ ଏଟା ସୁନି ତାକେ କଇଲା, ତର୍ଟାନେ ଆରି ଗଟେକ୍ ବିସଇ ଉନା ଆଚେ । ତର୍ ସବୁ ଦନ୍ ସଁପତି ବିକି ଗରିବ୍ ଲକ୍ମନ୍କେ ବାଟାକରିଦେସ୍ । ଏନ୍ତି କଲେ ତକେ ସର୍ଗେ ଦନ୍ ରଇସି । ଏଟା ସବୁ କଲା ପଚେ ତୁଇ ମର୍ ସଙ୍ଗ୍ ଆଉ ।
23 And when he heard this, he was very sorrowful: for he was very rich.
୨୩ମାତର୍ ସେ ଲକ୍ ଏ କାତା ସୁନି ମନ୍ ଦୁକ୍ ଅଇ ଉଟିଗାଲା । କାଇକେ ବଇଲେ ସେ ବେସି ସାଉକାର୍ ରଇଲା ।
24 And when Jesus saw that he was very sorrowful, he said, How hardly shall they that have riches enter into the kingdom of God!
୨୪ସେ ଲକ୍ ମନ୍ଦୁକ୍ ଅଇଲାଟା ଦେକି ଜିସୁ ତାର୍ ସିସ୍ମନ୍କେ କଇଲା, “ସାଉକାର୍ ଲକ୍ମନ୍ ସରଗ୍ ରାଇଜେ ଜିବାଟା କେଡେ କସ୍ଟର୍ ବିସଇ!
25 For it is easier for a camel to go through a needle’s eye, than for a rich man to enter into the kingdom of God.
୨୫ସେ ଲକ୍ମନ୍ ସରଗ୍ ରାଇଜେ ଜିବାଟାନେଅନି ଗଟେକ୍ ବଡ୍ ଜଁତ୍ ସୁଜିକାଣାବାଟେ ଚିଙ୍ଗ୍ଲି ଜିବାକେ ସଅଜ୍ ଅଇସି ।”
26 And they that heard it said, Who then can be saved?
୨୬ଏକାତା ସୁନ୍ତେ ରଇଲା ଲକ୍ମନ୍ କଇଲାଇ, “ଏନ୍ତି ବଇଲେ କେ ତେବେ ଉଦାର୍ ପାଇସି?”
27 And he said, The things which are impossible with men are possible with God.
୨୭ଜିସୁ କଇଲା, “ପର୍ମେସରର୍ ଟାନେ ନାପାର୍ଲା ବିସଇ କାଇଟା ନାଇ ।”
28 Then Peter said, Lo, we have left all, and followed thee.
୨୮ପିତର୍ ଜିସୁକେ କଇଲା, “ଦେକା ଆମର୍ ଗରର୍ ସବୁ ଚାଡିକରି ତମର୍ ସଙ୍ଗ୍ ଆଇଲୁଆଚୁ ।”
29 And he said unto them, Verily I say unto you, There is no man that hath left house, or parents, or brethren, or wife, or children, for the kingdom of God’s sake,
୨୯ଜିସୁ ସେମନ୍କେ କଇଲା, “ଉଁ ମୁଇ ତମ୍କେ ସତ୍କାତା କଇଲିନି । ଜନ୍ ଲକ୍ ପର୍ମେସରର୍ ରାଇଜ୍ ପାଇ ନିଜର୍ ଗର୍ଦୁଆର୍, ମାଇଜିପିଲା, ବାଇବଇନି, ମାଆବାବା ଆରି ପିଲାଟକିକେ ଚାଡି ଆଚେ ବଇଲେ,
30 Who shall not receive manifold more in this present time, and in the world to come life everlasting. (aiōn , aiōnios )
୩୦ତାକେ ଏ ଦୁନିଆର୍ ଜିବନେ, ସେ ଜେତ୍କି ଚାଡି ରଇଲା ତାର୍ ତେଇ ଅନି ଅଦିକ୍ ମିଲ୍ସି । ଆରି ପଚେ ତାକେ ନ ସାର୍ବା ଜିବନ୍ ମିଲ୍ସି ।” (aiōn , aiōnios )
31 Then he took unto him the twelve, and said unto them, Behold, we go up to Jerusalem, and all things that are written by the prophets concerning the Son of man shall be accomplished.
୩୧ତାର୍ ପଚେ ଜିସୁ ତାର୍ ବାର୍ଟା ସିସ୍ମନ୍କେ ବିନେ ଡାକିନେଇ କଇଲା, “ସୁନା! ଆମେ ଜିରୁସାଲମେ ଗାଲୁନି, ଜନ୍ବେଲା ଆମେ କେଟ୍ବୁ ସେବେଲା ପର୍ମେସର୍ ଟାନେଅନି ଆଇଲା ନର୍ପିଲା, ମର୍ ବିସଇ ନେଇ ବବିସତ୍ବକ୍ତାମନ୍ ଲେକି ରଇଲା ସବୁ ବିସଇ ପୁରାପୁରୁନ୍ ଅଇସି ।
32 For he shall be delivered unto the Gentiles, and shall be mocked, and spitefully entreated, and spitted on:
୩୨ସେଟା କାଇଟା ବଇଲେ, ଜିରୁସାଲମେ ମକେ ରମିୟ ଲକ୍ମନ୍କେ ସର୍ପିଦେବାଇ ଆରି ସେମନ୍ ମକେ କିଜାଇବାଇ ଆରି ଲାଜ୍ କରାଇ, ମର୍ ଉପ୍ରେ ତୁକ୍ବାଇ ।
33 And they shall scourge him, and put him to death: and the third day he shall rise again.
୩୩ତାର୍ପଚେ କର୍ଡା ସଙ୍ଗ୍ ମାର୍ବାଇ, ପଚେ ମକେ ମରାଇବାଇ । ମାତର୍ ତିନ୍ଦିନ୍ ପଚେ ମୁଇ ଆରି ତରେକ୍ ଜିବନ୍ ଅଇ ଉଟ୍ବି ।”
34 And they understood none of these things: and this saying was hid from them, neither knew they the things which were spoken.
୩୪ମାତର୍ ସିସ୍ମନ୍ ଏ ସବୁ କାତା ଅଲପ୍ ମିସା ବୁଜିନାପାର୍ଲାଇ, ସେ ବିସଇ ସେମନର୍ଟାନେଅନି ଲୁଚିରଇଲା ।
35 And it came to pass, that as he was come nigh unto Jericho, a certain blind man sat by the way side begging:
୩୫ଜିସୁ ଜିରିଅ ଗଡେ କେଟାକେଟି ଅଇଲାବେଲେ ଗଟେକ୍ କାଣା ବାଟ୍ପାଲି ବସି ବିକ୍ ମାଙ୍ଗ୍ତେ ରଇଲା ।
36 And hearing the multitude pass by, he asked what it meant.
୩୬ଜିସୁର୍ ସଙ୍ଗ୍ ଜିବା ଲକର୍ କାତା ସୁନି, “ଏଟା କାଇଟା ଅଇଲାନି?” ବଲି ତେଇ ରଇଲା ଲକ୍ମନ୍କେ ପାଚାର୍ଲା ।
37 And they told him, that Jesus of Nazareth passeth by.
୩୭ସେ ଲକ୍ମନ୍ କାଣାକେ କଇଲାଇ, “ନାଜରିତ୍ ଗାଉଁର୍ ଜିସୁ ଏ ବାଟେ ଗାଲାନି ।”
38 And he cried, saying, Jesus, thou Son of David, have mercy on me.
୩୮ତେଇ ସେ ଆଉଲିଅଇ କଇଲା, “ଏ ଦାଉଦ୍ ରାଜାର୍ କୁଟୁମର୍ ପିଲା ଜିସୁ! ତମେ ମକେ ଦୟା କରା ।”
39 And they which went before rebuked him, that he should hold his peace: but he cried so much the more, Thou Son of David, have mercy on me.
୩୯ଆଗେ ଜିବା ଲକ୍ମନ୍ କାଣାକେ ଦମ୍କାଇ କରି ଚୁପ୍ଅଇ ରଇବାକେ କଇଲାଇ । ମାତର୍ ସେ ଅଦିକ୍ ଅଦିକ୍ ଆଉଲି ଅଇ “ଏ ଦାଉଦ୍ ରାଜାର୍ କୁଟୁମର୍ ପିଲା ଜିସୁ! ମକେ ଦୟା କରା!” ବଲି କଇଲା ।
40 And Jesus stood, and commanded him to be brought unto him: and when he was come near, he asked him,
୪୦ଜିସୁ ତାର୍ କାତା ସୁନି ଟିଆ ଅଇଲା ଆରି, “ତାକେ ମର୍ ଲଗେ ଆନା” ବଲି ଆଦେସ୍ ଦେଲା ।
41 Saying, What wilt thou that I shall do unto thee? And he said, Lord, that I may receive my sight.
୪୧କାଣା ବିକାରି ଜିସୁର୍ ଲଗେ ଆଇଲାଜେ, ଜିସୁ ତାକେ ପାଚାର୍ଲା, “ମୁଇ ତର୍ପାଇ କାଇଟା କର୍ବି ବଲି ମନ୍ କଲୁସ୍ନି?” ସେ ଜିସୁକେ “ଏ ମାପ୍ରୁ, ମକେ ଦେକ୍ବା ବପୁ ଦିଆ । ସେନ୍ତି ମକେ ନିମାନ୍ କରିଦେ ।” ବଲି କଇଲା ।
42 And Jesus said unto him, Receive thy sight: thy faith hath saved thee.
୪୨ତେବେ ଜିସୁ ତାକେ କଇଲା, “ତୁଇ ଦେକ୍ବାକେ ପାଆ! ମୁଇ ତର୍ ଆଁକି ନିକ କର୍ବି କାଇକେ ବଇଲେ, ତୁଇ ମର୍ତେଇ ବିସ୍ବାସ୍ କରି ଆଚୁସ୍ ।”
43 And immediately he received his sight, and followed him, glorifying God: and all the people, when they saw it, gave praise unto God.
୪୩ସେ ଦାପ୍ରେ, ସେ କାଣା ଦେକି ପାର୍ଲା । ଆରି ପର୍ମେସର୍କେ ଦନିଅବାଦ୍ କରିକରି ଜିସୁର୍ ସଙ୍ଗ୍ ଗାଲା । ଏ ଗଟ୍ନା ଦେକ୍ଲା ସବୁ ଲକ୍ମନ୍ ପର୍ମେସରର୍ ଡାକ୍ପୁଟା କଲାଇ ।