< John 20 >

1 THE first day of the week cometh Mary Magdalene early, when it was yet dark, unto the sepulchre, and seeth the stone taken away from the sepulchre.
ଆଟର୍‌ ପର୍‌ତୁମ୍‌ ଦିନର୍‌ ସାକାଲେ ଜୁଲ୍‌ପୁଲ୍‌ ଉଜଲ୍‌ ବେଲାଇ ମଗ୍‌ଦଲିନି ମରିୟମ୍‌ ଜିସୁକେ ପାକ୍‌ନା ସଙ୍ଗ୍‌ ତିଆର୍‌ କରି ସଙ୍ଗଇଲା ପାଆରେ ଆସିକରି ଡାବିରଇଲା ପାକ୍‌ନା ଗୁଚିରଇଲାଟା ଦେକ୍‌ଲା ।
2 Then she runneth, and cometh to Simon Peter, and to the other disciple, whom Jesus loved, and saith unto them, They have taken away the Lord out of the sepulchre, and we know not where they have laid him.
ସେଟାର୍‌ପାଇ ସେ ପାଲାଇ କରି ସିମନ୍‌ ପିତର୍‌ ଆରି ଜିସୁ ଜନ୍‌ ସିସ୍‌କେ ବେସି ଆଲାଦ୍‌ କର୍‌ତେ ରଇଲା, ସେମନ୍‍କେ ଆସି କଇଲା, “ସେମନ୍‌ ମାପ୍‌ରୁକେ, ସଙ୍ଗଇଲା ଜାଗାଇଅନି ଦାରିଗାଲାଇ ଆଚତ୍‌ । ଆରି ତାକେ କନ୍‌ ଜାଗାଇ ସଙ୍ଗଇଲାଇ ଆଚତ୍‌ ସେଟା ଆମେ ନାଜାନୁ ।”
3 Peter therefore went forth, and that other disciple, and came to the sepulchre.
ସେଡ୍‌କି ବେଲେ ପିତର୍‌ ଆରି ସେ ସିସ୍‌, ଜିସୁକେ ସଙ୍ଗଇଲା ଜାଗାଇ ଜିବାକେ ବାରଇଲାଇ ।
4 So they ran both together: and the other disciple did outrun Peter, and came first to the sepulchre.
ସେମନ୍‌ ଦୁଇ ଲକ୍‌ ମିସ୍‌ତେ ପାଲାଇତେ ରଇଲାଇ । ଆରି ସେ ବିନ୍‌ ସିସ୍‌ ପିତର୍‌କେ ପଚେ କରି ଆଗ୍‌ତୁ ସଙ୍ଗଇ ରଇଲା ଜାଗାଇ କେଟ୍‌ଲା ।
5 And he stooping down, and looking in, saw the linen clothes lying; yet went he not in.
ସେ ପାଆର୍‌ ବିତ୍‌ରେ ଲଇଁକରି ଏରି ଦେକ୍‌ଲାଜେ, ଏଦେ ଦେକା! ତେଇ ଜିସୁର୍‌ ଗାଗ୍‍ଡେ ଗୁଡିଆଇ ଅଇରଇଲା ଲୁଗା ଅଦ୍‌ରିରଇଲାଟା ଦେକ୍‌ଲା । ମାତର୍‌ ସେ ବିତ୍‌ରେ ପୁରେନାଇ ।
6 Then cometh Simon Peter following him, and went into the sepulchre, and seeth the linen clothes lie,
ପଚେ ସିମନ୍‌ ପିତର୍‌ ମିସା ତାର୍‌ ପଚେ ପଚେ ଜାଇ କେଟ୍‌ଲା ଆରି ପାଆର୍‌ ବିତ୍‌ରେ ଜାଇ ତେଇ ଅଦ୍‌ରି ରଇଲା ଲୁଗା ଦେକ୍‌ଲା ।
7 And the napkin, that was about his head, not lying with the linen clothes, but wrapped together in a place by itself.
ଆରି ଜିସୁର୍‌ ମୁଣ୍ଡେ ଜନ୍‌ ଲୁଗା ଗୁଡିଆଇ କରି ବାନ୍ଦିରଇଲାଇ, ସେଟା ପାତଲ୍‌ ଲୁଗା ସଙ୍ଗ୍‌ ନ ଅଇକରି ଗଟେକ୍‌ ବିନ୍‌ଟାନେ ଗୁଡିଆଇଅଇ ରଇଲା ।
8 Then went in also that other disciple, which came first to the sepulchre, and he saw, and believed.
ତାର୍‌ ପଚେ ସେ ବିନ୍‌ ସିସ୍‌ ଜେକି ଆଗ୍‌ତୁ କେଟି ରଇଲା ସେ ପାଆର୍‌ ବିତ୍‌ରେ ଜାଇକରି ସେଟା ସବୁ ଦେକିକରି ବିସ୍‌ବାସ୍‌ କଲା ।
9 For as yet they knew not the scripture, that he must rise again from the dead.
(ସେ ସିସ୍‌ମନ୍‌ ସେ ବେଲା ଜାକ ପର୍‌ମେସରର୍‌ ବଇତେଇ ଲେକା ଅଇଲା ଇସାବେ, ଜିସୁ ମଲାଟାନେଅନି ଆରି ତରେକ୍‌ ଜିବନ୍‌ ଅଇ ଉଟ୍‌ସି ବଲି ବୁଜି ନ ରଇଲାଇ ।)
10 Then the disciples went away again unto their own home.
୧୦ତାର୍‌ ପଚେ ସିସ୍‌ମନ୍‌ ପାଆର୍‌ ଦେକି ସାରାଇ ଗରେ ବାଉଡି ଉଟି ଗାଲାଇ ।
11 But Mary stood without at the sepulchre weeping: and as she wept, she stooped down, and looked into the sepulchre,
୧୧ମାତର୍‌ ମରିୟମ୍‌ ଜିସୁର୍‌ ଗାଗଡ୍‌ ସଙ୍ଗଇରଇଲା ପାଆର୍‌ ଲଗେ ଟିଆଅଇ କାନ୍ଦ୍‌ତେ ରଇଲା । ସେ କାନ୍ଦି କାନ୍ଦି ଲଇଁକରି ପାଆର୍‌ ବିତ୍‌ରେ ଦେକ୍‌ଲା,
12 And seeth two angels in white sitting, the one at the head, and the other at the feet, where the body of Jesus had lain.
୧୨ଆରି ଏଦେ ଦେକା! ତେଇ ଦବ୍‍ପଚିଆ ପିନ୍ଦିରଇବା ଦୁଇଟା ସରଗର୍‌ ଦୁତ୍‌ମନ୍‌ ଜିସୁକେ ଜନ୍‌ ଜାଗାଇ ସଙ୍ଗଇରଇଲାଇ, ଗଟେକ୍‌ ଲକ୍‌ ମୁଣ୍ଡ୍‌ବାଟେ ଆରିଗଟେକ୍‌ ଲକ୍‌ ଗଡ୍‌ବାଟେ ବସିରଇଲାଟା ଦେକ୍‌ଲା ।
13 And they say unto her, Woman, why weepest thou? She saith unto them, Because they have taken away my Lord, and I know not where they have laid him.
୧୩ସେମନ୍‌ ମରିୟମ୍‌କେ ପାଚାର୍‌ଲାଇ, “ତୁଇ କାଇକେ ମା କାନ୍ଦ୍‌ଲୁସ୍‌ନି?” ମରିୟମ୍‌ କଇଲା, “ସେମନ୍‌ ମର୍‌ ମାପ୍‌ରୁର୍‌ ଗାଗଡ୍‌ କେନେକି ଦାରିଗାଲାଇ ଆଚତ୍‌ । ଆରି ସେମନ୍‌ ତାକେ କନ୍ତି ସଙ୍ଗଇଲାଇ ଆଚତ୍‌ ସେଟା ମୁଇ ନାଜାନି ।”
14 And when she had thus said, she turned herself back, and saw Jesus standing, and knew not that it was Jesus.
୧୪ସେ ଏନ୍ତି କଇକରି ପାସଲ୍‌ଲା ବେଲେ, ତେଇ ଜିସୁ ଟିଆଅଇ ରଇଲାଟା ଦେକ୍‌ଲା । ମାତର୍‌ ମରିୟମ୍‌ ତାକେ ଜିସୁ ବଲି ଚିନି ନାପାର୍‌ଲା ।
15 Jesus saith unto her, Woman, why weepest thou? whom seekest thou? She, supposing him to be the gardener, saith unto him, Sir, if thou have borne him hence, tell me where thou hast laid him, and I will take him away.
୧୫ଜିସୁ ତାକେ ପାଚାର୍‌ଲା “ଏ ମାଆ ତୁଇ କାଇକେ କାନ୍ଦ୍‌ଲୁସ୍‌ନି? ତୁଇ କାକେ କଜ୍‌ଲୁସ୍‌ନି?” ମରିୟମ୍‌ ଏ ଲକ୍‌ ବାଡର୍‍ କାମ୍‌ କରୁ ମାଲି ବଲି ବାବିକରି ତାକେ କଇଲା, “ଏ ଆଗିଆଁ, ତୁଇ କାଇ ଜିସୁର୍‌ ଗାଗଡ୍‌ ନେଇ ଆଚୁସ୍‌ କି? ତାକେ ତୁଇ କନ୍ତି ସଙ୍ଗଇ ଆଚୁସ୍‌? ମକେ କଇଦେ, ମୁଇ ଜାଇକରି ତାକେ ଦାରିଜିବି ।”
16 Jesus saith unto her, Mary. She turned herself, and saith unto him, Rabboni; which is to say, Master.
୧୬ଜିସୁ ତାକେ “ମରିୟମ୍‌!” ବଲି ଡାକ୍‌ଲା । ମରିୟମ୍‌ ତାର୍‌ ବାଟେ ପାସ୍‌ଲି କରି “ରାବ୍‌ବୁନି!” ବଲି ଏବ୍‌ରି ବାସାଇ କଇଲା । ଏଟାର୍‌ ଅରତ୍‌ ଅଇଲାନି ଗୁରୁ ।
17 Jesus saith unto her, Touch me not; for I am not yet ascended to my Father: but go to my brethren, and say unto them, I ascend unto my Father, and your Father; and to my God, and your God.
୧୭ଜିସୁ ତାକେ କଇଲା, “ମକେ ଦାରି ର ନାଇ, ଏବେ ଜାକ ମୁଇ ବାବା ପର୍‌ମେସର୍‌ ଲଗେ ଜାଇନାଇ । ମାତର୍‌ ତୁଇ ଜାଇକରି ମର୍‌ ବାଇମନ୍‌କେ କଅ, ମୁଇ, ମର୍‌ ବାବା ଆରି ସେମନର୍‌ ବାବା, ମର୍‌ ପର୍‌ମେସର୍‌ ଆରି ସେମନର୍‌ ପର୍‌ମେସରର୍‌ ଲଗେ ବାଉଡି ଗାଲିନି ।”
18 Mary Magdalene came and told the disciples that she had seen the Lord, and that he had spoken these things unto her.
୧୮ମଗ୍‌ଦଲିନି ମରିୟମ୍‌ ସିସ୍‌ମନର୍‌ ଲଗେ ବାଉଡି ଗାଲା ଆରି କଇଲା “ମୁଇ ମାପ୍‌ରୁକେ ଦେକ୍‌ଲି ଆଚି ।” ଆରି ଜିସୁ କଇଲା ସବୁ କାତା ସିସ୍‌ମନ୍‌କେ କଇଦେଲା ।
19 Then the same day at evening, being the first day of the week, when the doors were shut where the disciples were assembled for fear of the Jews, came Jesus and stood in the midst, and saith unto them, Peace be unto you.
୧୯ସେ ଦିନ୍‌ ଆଟର୍‌ ପର୍‌ତୁମ୍‌ ଦିନ୍‌ ଅଇରଇଲା । ସଞ୍ଜ୍‌ ବେଲା ସବୁ ସିସ୍‌ମନ୍‌ ଗଟେକ୍‌ ତେଇ ରୁଣ୍ଡ୍‌ଲାଇ । ସେମନ୍‌ ଜିଉଦି ନେତାମନ୍‌କେ ଡରିକରି ଗରର୍‌ କାପାଟ୍‌ ସବୁ ଡାବିଅଇଦେଇ ରଇଲାଇ । ସେ ବେଲା, ଏଦେ ଦେକା! ଜିସୁ ଅଟାତ୍‌ ସେମନ୍‌କେ ଦେକାଇଅଇକରି ସେମନ୍‌ ଟିଆଅଇଲା ଜାଗାଇ “ତମ୍‌କେ ସାନ୍‌ତି ମିଲ!” ବଲି କଇଲା ।
20 And when he had so said, he shewed unto them his hands and his side. Then were the disciples glad, when they saw the Lord.
୨୦ଜିସୁ ଏ କାତା କଇଲା ପଚେ ନିଜର୍‌ ଆତ୍‌ ଆରି ପାଞ୍ଜ୍‍ରା ଦେକାଇଲା । ସିସ୍‌ମନ୍‌ ମାପ୍‌ରୁକେ ଦେକିକରି ବେସି ସାର୍‌ଦା ଅଇଗାଲାଇ ।
21 Then said Jesus to them again, Peace be unto you: as my Father hath sent me, even so send I you.
୨୧ଜିସୁ ଆରି ତରେକ୍‌ ସେମନ୍‌କେ କଇଲା “ତମ୍‌କେ ସାନ୍ତି ମିଲ! ବାବା ପର୍‌ମେସର୍‌ ମକେ ଜେନ୍ତି ପାଟାଇଆଚେ, ସେନ୍ତିସେ ମୁଇ ତମ୍‌କେ ପାଟାଇଲିନି ।”
22 And when he had said this, he breathed on them, and saith unto them, Receive ye the Holy Ghost:
୨୨ତାର୍‌ ପଚେ ଜିସୁ ସେମନର୍‌ ଉପ୍‌ରେ ପୁଣ୍ଡ୍‌ଲା ଆରି “ତମେ ସୁକଲ୍‌ ଆତ୍‌ମାକେ ନାମା!”
23 Whose soever sins ye remit, they are remitted unto them; and whose soever sins ye retain, they are retained.
୨୩“ଜଦି ତମେ ଲକ୍‌ମନର୍‌ ପାପ୍‌ କେମା କର୍‌ସା ବଇଲେ, ପର୍‌ମେସର୍‌ ମିସା ସେମନର୍‌ ପାପ୍‌ କେମା ଦେଲା ଆଚେ । ଜଦି ତମେ ଲକ୍‌ମନର୍‌ ପାପ୍‌ କେମା ନ କରାସ୍‌ ବଇଲେ ପର୍‌ମେସର୍‌ ମିସା ସେମନର୍‌ ପାପ୍‌ କେମା ନ କରେ ।” ବଲି କଇଲା ।
24 But Thomas, one of the twelve, called Didymus, was not with them when Jesus came.
୨୪ଜିସୁର୍‌ ବାର୍‌ଟା ସିସ୍‌ମନର୍‌ ବିତ୍‌ରେଅନି ତମା ଜାକେକି ଜଅଁଲା ବଲି ଡାକ୍‌ବାଇ, ଜିସୁ ସିସ୍‌ମନ୍‌କେ ଦେକାଇଅଇଲା ବେଲେ ସେ ନ ରଇଲା ।
25 The other disciples therefore said unto him, We have seen the Lord. But he said unto them, Except I shall see in his hands the print of the nails, and put my finger into the print of the nails, and thrust my hand into his side, I will not believe.
୨୫ସେଟାର୍‌ ପାଇ ତେଇ ରଇଲା ବିନ୍‌ ସିସ୍‌ମନ୍‌ ତମା ଆଇଲା ପଚେ କଇଲାଇ, ଆମେ ମାପ୍‌ରୁକେ ଦେକ୍‌ଲୁ ଆଚୁ । ମାତର୍‌ ତମା କଇଲା, “ମୁଇ ତାର୍‌ ଆତେ କୁଟିର୍‌ ଚିନ୍‌ ନ ଦେକ୍‌ତେ ଆରି ସେ ଚିନେ ମର୍‌ ଆଙ୍ଗ୍‍ଟି ନ ଚିଙ୍ଗ୍‌ଲାଇବା ଜାକ ଆରି ତାର୍‌ ପାଞ୍ଜ୍‍ରାଇ ଆତ୍‌ ନ ପୁରାଇବା ଜାକ ବିସ୍‌ବାସ୍‌ ନ କରି ।”
26 And after eight days again his disciples were within, and Thomas with them: then came Jesus, the doors being shut, and stood in the midst, and said, Peace be unto you.
୨୬ଗଟେକ୍‌ ଆଟ୍‌ ଗାଲା ପଚେ ସିସ୍‌ମନ୍‌ ଆରି ତରେକ୍‌ ଗର୍‌ ବିତ୍‌ରେ ରଇଲାଇ, ତମା ମିସା ସେମନର୍‌ ସଙ୍ଗ୍‌ ତେଇ ରଇଲା । କାପାଟେ ଗାଡା ଦେଇରଇଲାଇ । ମାତର୍‌ ଏଦେ ଦେକା! ଆଗ୍‌ତୁର୍‌ ପାରା ଜିସୁ ଗର୍‌ ବିତ୍‌ରେ ପୁରିକରି ସେମନର୍‌ ମଜାଇ ଟିଆଅଇକରି କଇଲା, “ତମ୍‌କେ ସାନ୍ତି ମିଲ!”
27 Then saith he to Thomas, Reach hither thy finger, and behold my hands; and reach hither thy hand, and thrust it into my side: and be not faithless, but believing.
୨୭ତାର୍‌ ପଚେ ଜିସୁ ତମାକେ କଇଲା, “ତର୍‌ ଆଙ୍ଗ୍‍ଟି ଇତି ସଙ୍ଗଇ ମର୍‌ ଆତ୍‌ ଦେକ୍‌, ଆରି ମର୍‌ ପାଞ୍ଜ୍‍ରାଇ ଆତ୍‌ ପୁରାଇ ଦେକ୍‌ । ଆରି କେବେ ମିସା ବିସ୍‌ବାସ୍‌ କରିନାଇ ବଲି କ‍ଅ ନାଇ, ମାତର୍‌ ବିସ୍‌ବାସ୍‌ କର୍‌ ।”
28 And Thomas answered and said unto him, My Lord and my God.
୨୮ତମା ଜିସୁକେ କଇଲା, “ଏ ମର୍‌ ମାପ୍‌ରୁ, ଏ ମର୍‌ ପର୍‌ମେସର୍‌!”
29 Jesus saith unto him, Thomas, because thou hast seen me, thou hast believed: blessed are they that have not seen, and yet have believed.
୨୯ଜିସୁ ତାକେ କଇଲା, “ତୁଇ ମକେ ଦେକିକରି ବିସ୍‌ବାସ୍‌ କଲୁସ୍‌ନି କି? ମାତର୍‌ ଜନ୍‌ ଲକ୍‌ମନ୍‌ ମକେ ନ ଦେକିକରି ମିସା ବିସ୍‌ବାସ୍‌ କଲାଇନି, ସେମନ୍‌ କେତେ ସାର୍‌ଦା ପାଇବାଇ!”
30 And many other signs truly did Jesus in the presence of his disciples, which are not written in this book:
୩୦ଜିସୁ ସିସ୍‌ମନର୍‌ ସଙ୍ଗ୍‌ ରଇଲାବେଲେ କେତେକ୍‌ କେତେକ୍‌ କାବାଅଇଜିବା କାମ୍‌ମନ୍‌ କରିରଇଲା । ସେଟା ସବୁ ଏ ବଇତେଇ ଲେକା ଅଏନାଇ ।
31 But these are written, that ye might believe that Jesus is the Christ, the Son of God; and that believing ye might have life through his name.
୩୧ମାତର୍‌ ଏତ୍‌କିସେ ଲେକାଅଇଲା, “ତମେ ଜେନ୍ତିକି ବିସ୍‌ବାସ୍‌ କର୍‌ସା ଜେ, ଜିସୁସେ ପର୍‌ମେସରର୍‌ ପଅ, ଜେକି ମସିଅ, ଆରି ତାକେ ବିସ୍‌ବାସ୍‌ କଲେସେ ତମେ ଜିବନ୍‌ ପାଇସା ।”

< John 20 >