< Ephesians 4 >

1 I THEREFORE, the prisoner of the Lord, beseech you that ye walk worthy of the vocation wherewith ye are called,
ଏ ସବୁର୍‌ଲାଗି ମାପ୍‌ରୁର୍‌ ସେବାକାରିଆ ମୁଇ ବନ୍ଦିଗରେ ଆଚି । ମାପ୍‌ରୁ ତମ୍‌କେ କେନ୍ତାରି ଚଲାଚଲ୍‌ତି କର୍‌ବାକେ ଡାକ୍‌ଲାଆଚେ, ସେନ୍ତାରିସେ କରାବଲି ମୁଇ ତମ୍‌କେ ବାବୁଜିଆ କଲିନି ।
2 With all lowliness and meekness, with longsuffering, forbearing one another in love;
ତମେ ଲକ୍‌ମନର୍‌ ସଙ୍ଗ୍‍ ମିସାବିଡା ଅଇଲାବେଲେ, ପୁରାପୁରୁନ୍‌ ଦରମ୍‌ ଅଇ ସୁଆଲେ ରୁଆ । ତମେ ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକ୍‌କେ ଆଲାଦ୍‌ କଲାର୍‌ପାଇ ସାଆସ୍‌ ଅଇ, ମୁର୍‌ଚିକରି ରୁଆ ।
3 Endeavouring to keep the unity of the Spirit in the bond of peace.
ଜନ୍‌ଟା କି ଗଟେକ୍‌ ମନ୍‍ ଅଇକରି ର‍ଇବାକେ ସୁକଲ୍‌ଆତ୍‌ମା ଆମ୍‌କେ ବାନ୍ଦିଆଚେ, ସେନ୍ତାରି ସାନ୍ତି ଅଇକରି ରୁଆ ।
4 There is one body, and one Spirit, even as ye are called in one hope of your calling;
ଆମେ ସବୁ ବିସ୍‌ବାସି ବାଇବ‍ଇନିମନ୍‌ ଗଟେକ୍‌ ଗାଗଡ୍‌ ପାରା ଆରି ସବୁଲକ୍‌ ସମାନ୍‌ ଆତ୍‌ମା ମିଲାଇଆଚୁ । ସେନ୍ତାରିସେ ସମାନ୍‌ ଆସିର୍‌ବାଦ୍‌ ମିଲାଇବାକେ ସେ ଆମ୍‌କେ ଡାକ୍‌ଲାଆଚେ ।
5 One Lord, one faith, one baptism,
ଆମ୍‌କେ ଗଟେକ୍‌ ମାପ୍‌ରୁ ଆଚେ, ସମାନ୍‌ ସିକିଆଇ ବିସ୍‌ବାସ୍‌ କଲୁନି ଆରି ସମାନ୍‌ ଡୁବନ୍‌ ନେଲୁ ଆଚୁ।
6 One God and Father of all, who is above all, and through all, and in you all.
ଗଟେକ୍‌ ପର୍‌ମେସର୍‌କେ ଆମେ ଉପାସନା କଲୁନି । ଜେ କି ସବୁର୍‌ ବାବା ଅଇଆଚେ । ସେ ଆମର୍‌ ବିତ୍‌ରେ ର‍ଇକରି ଆରି ଆମ୍‌କେ ଦେଇକରି ସବୁର୍‌ ଉପ୍‌ରେ ସାସନ୍‌ କଲାନି ।
7 But unto every one of us is given grace according to the measure of the gift of Christ.
ମାତର୍‌ କିରିସ୍‌ଟ ଆମେ ବିନ୍‌ ବିନ୍‌ ଲକ୍‌କେ ବିନ୍‌ ବିନ୍‌ ଦାନ୍‌ ଦେଲାଆଚେ । ସେଟା କାକେ କେନ୍ତାରି ବାଟା କର୍‌ବାର୍‌ ଆଚେ, ସେ ସେ ଟିକ୍‌ କଲାଆଚେ ।
8 Wherefore he saith, When he ascended up on high, he led captivity captive, and gave gifts unto men.
ତେବର୍‌ ପାଇ ସାସ୍‌ତରେ ଲେକାଅଇଲା ଆଚେ, “ସେ ତାର୍‌ ସତ୍‌ରୁମନ୍‌କେ ଆରାଇକରି ଜେଡେବେଲେ ଉଁଚ୍‌ ର‍ଇବା ଜାଗାଇ ଗାଲା, ତାର୍‌ ଆରାଇ ର‍ଇବା ସତ୍‌ରୁମନ୍‌କେ ବାନ୍ଦିକରି ନେଲା ଆରି ତାର୍‌ ଦାନ୍‌ ବିନ୍‌ ବିନ୍‌ ଲକ୍‌କେ ଦେଲା ।
9 (Now that he ascended, what is it but that he also descended first into the lower parts of the earth?
“ସେ ଗଟେକ୍‌ ଉଁଚ୍‌ ଜାଗାଇ ଗାଲା ।” ଏନ୍ତାରି ଲେକ୍‌ବା ଅରତ୍‌ କାଇଟା? ଏଟାର୍‌ ଆରତ୍‌ ଅଇଲାନି, କିରିସ୍‌ଟ ଉତ୍‌ରି କରି ଏ ଜଗତେ ଆସି ସାରି ଆଚେ ।
10 He that descended is the same also that ascended up far above all heavens, that he might fill all things.)
୧୦ଜେ କି ଏ ଜଗତେ ଉତ୍‌ରି ଆଇଲା, ସେ ସମାନ୍‌ ଲକ୍‌ସେ, ସର୍‌ଗେ ଅନି ଉପ୍‌ରେ ର‍ଇବା ଜାଗାଇ ଚଗି ଗଲା । ଜେନ୍ତାରି କି ସେ ଗୁଲାଇ ଜଗତ୍‌କେ ପୁରାପୁରୁନ୍‌ କର୍‌ସି ।
11 And he gave some, apostles; and some, prophets; and some, evangelists; and some, pastors and teachers;
୧୧ସେ ଆକା କେତେ ଲକ୍‌ମନ୍‌କେ ପେରିତ୍‌ ଅଇବାକେ, କେତେଲକ୍‌କେ ବବିସତ୍‌ କାତା କ‍ଇବାକେ, କେତେଲକ୍‌କେ ସୁବ୍‌କବର୍‌ ଜାନାଇବାଟା ଅଇବାକେ, କେତେଲକ୍‌କେ ମଣ୍ଡଲି ଚାଲାଇବାକେ ଆରି କେତେଲକ୍‌କେ ସିକାଇବାକେ ବପୁ ଦେଇ ବାଚ୍‌ଲାଆଚେ ।
12 For the perfecting of the saints, for the work of the ministry, for the edifying of the body of Christ:
୧୨ପର୍‌ମେସରର୍‌ ଲକ୍‌ମନ୍‌ ଜେନ୍ତାରି କି ତାକେ ସେବା କରିପାରତ୍‌, ତାର୍‌ଲାଗି ଏ ସବୁ ଦାନ୍‌ ତାର୍‌ ଲକ୍‌ମନ୍‌କେ ଦେଲା । ଏନ୍ତାରି ଅଇ କିରିସ୍‌ଟର୍‌ ଗାଗଡ୍‌ ପାରା ଅଇବା ବିସ୍‌ବାସିମନ୍‌ ବପୁ ଅଇ ସିଦ୍‌ ଅ‍ଅତ୍‌ ।
13 Till we all come in the unity of the faith, and of the knowledge of the Son of God, unto a perfect man, unto the measure of the stature of the fulness of Christ:
୧୩ଏନ୍ତାରି ଅଇ ଆମେ ସବୁ ବିସ୍‌ବାସେ ବଡିକରି ଆରି ପର୍‌ମେସରର୍‌ ପ‍ଅକେ ଜାନିକରି, ସିଦ୍‌ ଅଇବୁ । ଆମେ ଜେନ୍ତାରିକି ପୁରାପୁରୁନ୍‌ କିରିସ୍‌ଟର୍‌ ପାରା ଅଇବୁ । ସେ ପୁରାପୁରୁନ୍‌ ସିଦ୍‌ ଆଚେ ।
14 That we henceforth be no more children, tossed to and fro, and carried about with every wind of doctrine, by the sleight of men, and cunning craftiness, whereby they lie in wait to deceive;
୧୪ତେବେ ଆମେ ସାନ୍‌ ପିଲାମନର୍‌ ପାରା ନ ଅଇ କରି, ଜଗତର୍‌ ମନସ୍‌ମନର୍‌ ସିକିଆଇ ଆରି ତାକର୍‌ ଦଦାପେଲା ଅଇବା ପାରା ବିଚାର୍‌ନା ଇସାବର୍‌ ବିନ୍‌ ବିନ୍‌ ସିକିଆଇ, ଗାଡର୍‌ ଲ‍ଅଡି ଆରି ମାର୍‌ବା ପବନ୍‌ ଜେନ୍ତାରି ଡଙ୍ଗାକେ ଏନେତେନେ କର୍‌ସି, ସେନ୍ତାରି ତାକର୍‌ ସିକିଆ ସୁନିକରି ଏନେତେନେ ନ ଅଉଁ ।
15 But speaking the truth in love, may grow up into him in all things, which is the head, even Christ:
୧୫ତାର୍‌ ବାଦୁଲେ ଆମେ ପର୍‌ମେସରର୍‌ ସତ୍‌ ବିସ‍ଇର୍‍ ଆଲାଦ୍‌ ଜାନାଉଁ । ସେନ୍ତାରି ମୁଣ୍ଡ୍‌ ଇସାବେ ରଇବା କିରିସ୍‌ଟର୍‌ ପାରା ଆମେ ସବୁ ବିସ‍ଇତେଇ ସିଦ୍‌ ଅଇ, ତାର୍‌ ପାରା ଅଇବୁ ।
16 From whom the whole body fitly joined together and compacted by that which every joint supplieth, according to the effectual working in the measure of every part, maketh increase of the body unto the edifying of itself in love.
୧୬କାଇକେବ‍ଇଲେ କିରିସ୍‌ଟ ତାର୍‌ ସବୁ ଲକ୍‌ମନ୍‌କେ ମିସାଇକରି ସଙ୍ଗ‍ଇ ଆଚେ । ଗଟେକ୍‌ ଗାଗଡର୍‌ ସନ୍ଦି ଜେନ୍ତିକି ସେ ଗାଗଡର୍‌ ସବୁ ବାଗ୍‌କେ ମିସାଇକରି ସଙ୍ଗ‍ଇସି, ସେନ୍ତାରିସେ ଗାଗଡର୍‌ ଗଟେକ୍‌ ଗଟେକ୍‌ ବାଗ୍‌ ନିଜର୍‌ ନିଜର୍‌ କାମ୍‌ କଲେ, ଗୁଲାଇ ଗାଗଡ୍‌ ବଡିକରି ବପୁ ଅଇସି ।
17 This I say therefore, and testify in the Lord, that ye henceforth walk not as other Gentiles walk, in the vanity of their mind,
୧୭ତେବର୍‌ ପାଇ ମାପ୍‌ରୁର୍‌ ନାଉଁଦାରି ମୁଇ ତମ୍‌କେ ଜାଗର୍‌ତା କରିଦେଲିନି । ତମେ ଆରି ପର୍‌ମେସର୍‌କେ ନାଜାନ୍‌ଲା ଲକର୍‌ପାରା ଚଲାଚଲ୍‌ତି କରା ନାଇ ।
18 Having the understanding darkened, being alienated from the life of God through the ignorance that is in them, because of the blindness of their heart:
୧୮ସେମନ୍‌ ଚିନ୍ତାକର୍‌ବାଟା ଚୁଚାଇସେ । ସେମନ୍‌ ପର୍‌ମେସରର୍‌ ବିସ‍ଇ ବୁଜି ନାପାରତ୍‌ । ଆରି ସେ ଦେଇର‍ଇବା ଜିବନେ ଅନି ଦୁରିକେ ଆଚତ୍‌ । ସେମନ୍‌ ତାକର୍‌ ମନ୍‌ ଡାଟ୍‌ କଲାର୍‌ପାଇ ତାକେ ନାଜାନତ୍‌ ।
19 Who being past feeling have given themselves over unto lasciviousness, to work all uncleanness with greediness.
୧୯ସେମନ୍‌ ପାପ୍‌ କାମ୍‌ କଲେ ମିସା, ବୁଲ୍‌ କଲି ବଲି ଲାଜ୍‌ କି ଦୁକ୍‌ ନ ଅ‍ଅତ୍‌ । ତେବର୍‌ପାଇ ସବୁରକାମର୍‌ ବେସିଆ କାମ୍‌ କର୍‌ବାଟାନେ ସର୍‌ପିଅଇ ଆଚତ୍‌ । ଏନ୍ତାରି କାମ୍‌ କରି କରି ଆରି କର୍‌ବାକେସେ ଲାଲ୍‌ସା ଅଇ ଆଚତ୍‌ ।
20 But ye have not so learned Christ;
୨୦ମାତର୍‌ ତମେ କିରିସ୍‌ଟର୍‌ ଟାନେଅନି ସେନ୍ତାରି ସିକିଆ ସିକାସ୍‌ ନାଇ ।
21 If so be that ye have heard him, and have been taught by him, as the truth is in Jesus:
୨୧ତମେ ଜେଡେବେଲେ ତାର୍‌ ବିସ‍ଇ ସୁନିକରି ସିକ୍‌ଲାସ୍‌, ସେଟା ତାର୍‌ ସତ୍‌ ସିକିଆଇଅନି ସିକ୍‌ଲାସ୍‌ ।
22 That ye put off concerning the former conversation the old man, which is corrupt according to the deceitful lusts;
୨୨ଆଗ୍‌ତୁ ଜନ୍‌ ପୁର୍‌ନା ଚଲାଚଲ୍‌ତି କରି ତମେ ଜିଉନା କାଉନା କର୍‌ତେ ରଇଲାସ୍‌, ସେଟା ଚାଡ୍‌ବାକେ ତମ୍‌କେ ସିକାଇ ର‍ଇଲାଇ । ତମର୍‌ ମନେ କାରାପ୍‌ ଚିନ୍ତା ଆଇବାଟା, ତମ୍‌କେ ନାଡାଇକରି ତମର୍‌ ଜିବନ୍‌ ନସାଇ ଦେଲାଇ ।
23 And be renewed in the spirit of your mind;
୨୩ତମେ ଚିନ୍ତା କର୍‌ବାଟା ପର୍‌ମେସର୍‌ ନୁଆକରି ବାଦ୍‌ଲାଇବାକେ ତାକେ ସର୍‌ପି ଦିଆସ୍‌ ବଲି ସିକାଇଲାଇ ଆଚତ୍‌ ।
24 And that ye put on the new man, which after God is created in righteousness and true holiness.
୨୪ପର୍‌ମେସର୍‌ ତମ୍‌କେ ତାକର୍‌ ଗୁନ୍‌ଚଲନ୍‌ ପାରା ର‍ଇବା ନୁଆ ଗୁନ୍‌ଚଲନ୍‌ ଦେଲାଆଚେ । ତେବର୍‌ପାଇ ସେ ରକାମ୍‌ ଚଲାଚଲ୍‌ତି କରା । ପୁରାପୁରୁନ୍‌ ଦରମ୍‌ ଅଇକରି ସୁକଲ୍‌ ଅଇରୁଆ ।
25 Wherefore putting away lying, speak every man truth with his neighbour: for we are members one of another.
୨୫ତମର୍‌ ବିତ୍‌ରେ ମିଚ୍‌ କ‍ଇବାଟା ଚାଡିଦିଆସ୍‌, ନିଜର୍‌ ନିଜର୍‌ ବିତ୍‌ରେ ସତ୍‌ କୁଆକୁଇ ଉଆ । କାଇକେବ‍ଇଲେ ଆମେ ସବୁଲକ୍‌ ଗଟେକ୍‌ ଗାଗଡର୍‍ ବିନ୍‌ ବିନ୍‌ ବାଗ୍‌ ଅଇଲୁଆଚୁ ।
26 Be ye angry, and sin not: let not the sun go down upon your wrath:
୨୬ଜେଡେବେଲେ ରିସା ଆଇଲେ, ସେଡେବେଲେ ପାପ୍‌କରା ନାଇ । ବେଲ୍‌ ନ ବୁଡ୍‌ତେ ତମର୍‌ ରିସା ଚାଡି ଦିଆସ୍‌ ।
27 Neither give place to the devil.
୨୭ତମ୍‌କେ ପାପ୍‌ କରାଇବା ସଇତାନ୍‌କେ ଜାଗା ଦିଆସ୍‌ନାଇ ।
28 Let him that stole steal no more: but rather let him labour, working with his hands the thing which is good, that he may have to give to him that needeth.
୨୮ଜେ ଚରାଇତେ ର‍ଇଲା, ସେ ଆରି ନ ଚର୍‌ ଅଅ । ମାତର୍‌ ନିଜେ ତାର୍‌ ଜିଉନା କାଉନାର୍‌ ପାଇ କାଇଆଲେ ନିକ କାମ୍‌ କର । ସେନ୍ତାର୍‌ଆଲେ ଅର୍‌କିତ୍‌ ଲକ୍‌ମନ୍‌କେ ଦେବାକେ ତାର୍‌ଟାନେ କାଇଟା ମିସା ର‍ଇସି ।
29 Let no corrupt communication proceed out of your mouth, but that which is good to the use of edifying, that it may minister grace unto the hearers.
୨୯ଜନ୍‌ କାତା ବିନ୍‌ଲକ୍‌ମନ୍‌କେ ଲଡାକେ ନ ଆସେ, ସେନ୍ତାରି କାତା ତମର୍‌ ଟଣ୍ଡେ ଅନି ନ ବାରଅ । ତାର୍‌ବାଦୁଲେ ସେମନ୍‌କେ ସାର୍‌ଦା କରାଇ ବପୁ ଆଇବା କାତା କୁଆ । ଜେନ୍ତାରିକି ସୁନ୍‌ବା ଲକ୍‌ମନ୍‌ ତାକର୍‌ ଲଡାକେ ଆଇବା ବେଲାଇ ସେଟା ସୁନିକରି ସାର୍‌ଦା ଅଇବାଇ ।
30 And grieve not the holy Spirit of God, whereby ye are sealed unto the day of redemption.
୩୦ପର୍‌ମେସରର୍‌ ସୁକଲ୍‌ ଆତ୍‌ମାକେ ଦୁକ୍‌ ଦିଆସ୍‌ ନାଇ । ତାକେ ମୁକଲ୍‌ବା ଦିନ ଜାକ ଗଟେକ୍‌ ଚିନ୍‌ ଇସାବେ ସେ ତମ୍‌କେ ଦେଲାଆଚେ ।
31 Let all bitterness, and wrath, and anger, and clamour, and evil speaking, be put away from you, with all malice:
୩୧ସବୁ ରକାମର୍‌ କୁଟ୍‌ କାତା ଚିନ୍ତା କର୍‌ବାଟା, ରିସା ଅଇବାଟା, କିରଜାଟି କର୍‌ବାଟା, ନିନ୍ଦା କାତା କ‍ଇବାଟା, ଇଁସା ତଲା ଅଇବାଟା, ଏ ସବୁଜାକ ତମର୍‌ଟାନେ ଅନି ଦୁରିକେ ସଙ୍ଗୁଆ ।
32 And be ye kind one to another, tenderhearted, forgiving one another, even as God for Christ’s sake hath forgiven you.
୩୨ତାର୍‌ ବାଦୁଲେ ତମର୍‌ ତମର୍‌ ବିତ୍‌ରେ ମାନାମାନି ଅଇକରି ଆଲାଦ୍‌ ସଙ୍ଗ୍‍ ଦରମ୍‌ ଅଇ ରୁଆ । ଜେନ୍ତିକି କିରିସ୍‌ଟର୍‌ ଲାଗି ପର୍‌ମେସର୍‌ ତମ୍‌କେ କେମା କରିଦେଲା ଆଚେ । ତମେମନ୍‌ ମିସା ସେ ରକାମ୍‌ ନିଜର୍‌ ନିଜର୍‌ ବିତ୍‌ରେ କେମା କରାକରି ଉଆ ।

< Ephesians 4 >