< 1 Peter 4 >

1 FORASMUCH then as Christ hath suffered for us in the flesh, arm yourselves likewise with the same mind: for he that hath suffered in the flesh hath ceased from sin;
କିରିସ୍‌ଟ ନିଜର୍‌ ଗାଗ୍‌ଡେ ଦୁକ୍‌କସ୍‌ଟ ମୁର୍‌ଚିକରି ଜେନ୍ତାରି ଚିନ୍ତା କର୍‌ତେ ରଇଲା, ତମେମିସା ସେନ୍ତାରି ଚିନ୍ତାକରି ଡାଟ୍‌ ଉଆ । କାଇକେବଇଲେ ଜେ ଗାଗ୍‌ଡେ ଦୁକ୍‌କସ୍‌ଟ ମୁରଚ୍‌ସି, ସେ ଆରି ପାପ୍‌ କର୍‌ବାକେ ମନ୍‌ ନ କରେ ।
2 That he no longer should live the rest of his time in the flesh to the lusts of men, but to the will of God.
ତେବର୍‌ପାଇ ତମର୍‌ ମନ୍‌କେ ଜାଗରତ୍‌ କରା । ଜେନ୍ତାରିକି, ଏବେ ଅନି ତମର୍‌ ମରନ୍‌ ଜାକ, ପର୍‌ମେସର୍‌ ମନ୍‌ କଲା ଇସାବେ ଚଲାଚଲ୍‌ତି କର୍‌ସା । ତମର୍‌ ପାପର୍‌ ଗୁନ୍‌ ଚଲନ୍‌ ଇସାବେ କରାନାଇ ।
3 For the time past of our life may suffice us to have wrought the will of the Gentiles, when we walked in lasciviousness, lusts, excess of wine, revellings, banquetings, and abominable idolatries:
କାଇକେବଇଲେ ପର୍‌ମେସର୍‌କେ ନାଜାନ୍‌ଲା ଲକ୍‌ ଜନ୍‌ଟା କର୍‌ବାକେ ମନ୍‍ କର୍‌ବାଇ, ସେନ୍ତାରି ତମେମିସା କର୍‌ତେ ରଇଲାସ୍‌ । ଆରି ସେନ୍ତାରି କରି କରି ଚୁଚାଇ ଚୁଚାଇ ଦିନ୍‌ ଗାଲା । ତମର୍‌ ଗାଗଡର୍‌ ପାପେରଇବା ଗୁନ୍‌ଚଲନ୍‌ ଇସାବେ ଲାଜର୍‌ ବିସଇ, ପାଦ୍‌ରା କାମ୍‌ କର୍‌ବାକେ ମନ୍‌ କର୍‌ବା ବିସଇ, ମାତିରଇବା ବିସଇ, କରାପ୍‌ ବିସଇଟାନେ ମଜାମଜ୍‌ଲିସ୍‌ କର୍‌ବା ବିସଇ ଆରି ପର୍‌ମେସର୍‌ ଗିନ୍‌କର୍‌ବା ପୁତ୍‍ଲା ପୁଜା କର୍‌ବାଟାମନ୍‌ କର୍‌ତେରଇଲାସ୍‌ ।
4 Wherein they think it strange that ye run not with them to the same excess of riot, speaking evil of you:
ମାତର୍‌ ଏବେ, ବିସ୍‌ବାସ୍‌ ନ କଲା ଲକ୍‌ମନ୍‌ କାବାଅଇଗାଲାଇନି ଆରି ତମ୍‌କେ ନିନ୍ଦାର୍‌ କାତା କଇଲାଇନି । କାଇକେବଇଲେ ସେମନ୍‌ କରିରଇବା କାରାପ୍‌ ମଜାମଜ୍‌ଲିସ୍‌ ବିସଇତେଇ ତମେ ମିସାସ୍‌ ନାଇ ।
5 Who shall give account to him that is ready to judge the quick and the dead.
ମାତର୍‌ ସେମନ୍‌ ନିଜେ ପର୍‌ମେସର୍‌କେ ଇସାବ୍‌ ଦେବାକେ ପଡ୍‌ସି । ସେ ବଁଚିରଇବା ଆରି ମରିରଇବା ସବୁକେ ବିଚାର୍‌ କର୍‌ବାକେ ଜାଗିଆଚେ ।
6 For for this cause was the gospel preached also to them that are dead, that they might be judged according to men in the flesh, but live according to God in the spirit.
ସେଟାର୍‌ପାଇ ସୁବ୍‌କବର୍‌ ମରିରଇବା ଲକ୍‌ମନ୍‌କେ ମିସା ଜାନାଇରଇଲାଇ । କାଇକେବଇଲେ ସବୁଲକ୍‌ମନ୍‌ ପାଇବା ଡଣ୍ଡ୍‌ ସେମନ୍‌ ପାଇରଇକରି ମରିରଇଲେ ମିସା ତାକର୍‌ ଆତ୍‌ମା ପର୍‌ମେସରର୍‌ ପାରା ବଁଚ୍‌ବାକେ ସୁବ୍‌ କବର୍‌ ଜାନାଇରଇଲାଇ ।
7 But the end of all things is at hand: be ye therefore sober, and watch unto prayer.
ମାତର୍‌ ସବୁ ବିସଇ ସାର୍‌ବା ବେଲା ଲଗେ କେଟ୍‌ଲାବେ । ତେବର୍‌ପାଇ ନିଜେ ଜାଗରତ୍‌ ରୁଆ ଏନ୍ତାରି କଲେ ତମେ ନିକସଙ୍ଗ୍‍ ପାର୍‌ତନା କରିପାରାସ୍‌ ।
8 And above all things have fervent charity among yourselves: for charity shall cover the multitude of sins.
ସବୁର୍‌ଟାନେଅନି ମୁକିଅ ବିସଇ ଅଇଲାନି ତମର୍‌ ତମର୍‌ ବିତ୍‌ରେ ଆଲାଦ୍‌ କରାକରି ଅଇବାଟା । କାଇକେବଇଲେ, ସେନ୍ତାରି ଆଲାଦ୍‌ କଲେ, ତମର୍‌ ତମର୍‌ ପାପ୍‌ ବିସଇ ଚିନ୍ତା ନ କରି ମୁର୍‌ଚିକରି କେମା ଦିଆଦିଇ ଅଇସା ।
9 Use hospitality one to another without grudging.
ତମର୍‌ ବିତ୍‌ରେ ମୁର୍‌ମୁରା ନଅଇ ଗଟେକ୍‍ ଲକ୍‌ ଆରି ଗଟେକ୍‍ ଲକ୍‌କେ ଗତିଆ କରି ଡାକାଡାକି ଉଆ ।
10 As every man hath received the gift, even so minister the same one to another, as good stewards of the manifold grace of God.
୧୦ତାକେ ବିସ୍‌ବାସ୍‌ କର୍‌ବା ସବୁଲକ୍‌କେ ପର୍‌ମେସର୍‌ ବିନ୍‌ ବିନ୍‌ ଦାନ୍‌ ସର୍‌ପିଦେଲା ଆଚେ । ଗଟେକ୍‌ ବିସ୍‌ବାସ୍‌ ରଇବା ଗତିଦାଙ୍ଗ୍‌ଡା ପାରା ସେ ଦେଇରଇବା ଦାନ୍‌ ବିନ୍‌ ଲକର୍‌ ମଙ୍ଗଲ୍‌ ଅଇବାକେ ଦିଆସ୍‌ ।
11 If any man speak, let him speak as the oracles of God; if any man minister, let him do it as of the ability which God giveth: that God in all things may be glorified through Jesus Christ, to whom be praise and dominion for ever and ever. Amen. (aiōn g165)
୧୧ଜନ୍‌ ଲକ୍‌ମନ୍‌ କବର୍‌ ଜାନାଇଲାଇନି, ଆମେ ପର୍‌ମେସରର୍‌ କବର୍‌ ଜାନାଇଲୁନି, ବଲି ଜାଗ୍‌ରତ୍‌ ରଇବାର୍‌ ଆଚେ । ଜନ୍‌ ଲକ୍‌ମନ୍‌ ତାକର୍‌ ବାଇବଇନିମନ୍‌କେ ସେବା କଲାଇନି, ଆମେ ପର୍‌ମେସର୍‌ ବପୁ ଦେଲାକେସେ, ସେବାକଲୁନି ବଲି ଏତାଅତ୍‌ । ତମେ କରିରଇବା ସବୁ କାମେ ଜିସୁକିରିସ୍‌ଟର୍‌ଟାନେଅନି ପର୍‌ମେସର୍‌ ଡାକ୍‌ପୁଟା ପାଅ । ସେ ଆକା କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ମଇମା ଆରି ବପୁ ପାଇସି । ଆମେନ୍‌! (aiōn g165)
12 Beloved, think it not strange concerning the fiery trial which is to try you, as though some strange thing happened unto you:
୧୨ଏ ମର୍‌ ମଇତର୍‌ମନ୍‌, ତମେ ବେସି ଦୁକ୍‌ କସ୍‌ଟ ମୁର୍‌ଚିକରି ରଇବାବେଲେ କାବାଅଇଜିବାର୍‌ ନାଇ । ନ ଅଇବା ବିସଇ ମକେ କେନ୍ତାରି ଗଟ୍‌ଲାନି ବଲି ବାବ୍‌ବାର୍‌ ନାଇ ।
13 But rejoice, inasmuch as ye are partakers of Christ’s sufferings; that, when his glory shall be revealed, ye may be glad also with exceeding joy.
୧୩ତାର୍‌ ବାଦୁଲେ, କିରିସ୍‌ଟ ଦୁକ୍‌ କସ୍‌ଟ ମୁର୍‌ଚିକରି ରଇଲାର୍‍ ପାରା ତମ୍‌କେ ମୁରଚ୍‌ବାକେ ଆଇଲେ, ସାର୍‌ଦା ଉଆ । ଜନ୍‌ ଦିନେ ସେ ତାର୍‌ ଡାକ୍‌ପୁଟା ଦେକାଇସି, ସେ ଦିନେ ତମେ ଅଦିକ୍‌ ସାର୍‌ଦା ଅଇସା ।
14 If ye be reproached for the name of Christ, happy are ye; for the spirit of glory and of God resteth upon you: on their part he is evil spoken of, but on your part he is glorified.
୧୪କିରିସ୍‌ଟର୍‌ ସିସ୍‌ ଅଇଲାର୍‌ ପାଇ ଲକ୍‌ମନ୍‌ ତମ୍‌କେ ନିନ୍ଦା କଲେ, ତମେ କେଡେକ୍‌ କରମର୍‌ ଲକ୍‌! କାଇକେବଇଲେ ବେସି ମଇମା ରଇବା ପର୍‌ମେସରର୍‌ ଆତ୍‌ମା ତମର୍‌ଟାନେ ଆଚେ ବଲି ଜାନିପାର୍‌ସା ।
15 But let none of you suffer as a murderer, or as a thief, or as an evildoer, or as a busybody in other men’s matters.
୧୫ତମର୍‌ ବିତ୍‌ରେ ଜଦି କେ ମିସା ନର୍‌ ମାର୍‌ଲାର୍‌ ପାଇ ନଇଲେ ଚର୍‌ ଅଇଲାର୍‌ ପାଇ କି ନିୟମ୍‌ ନ ମାନ୍‌ଲାର୍‌ପାଇ କି ବିନ୍‌ ଲକର୍‌ ବିସଇତେଇ ମୁଣ୍ଡ୍‌ ପୁରାଇଲାର୍‌ପାଇ ଦୁକ୍‌ କସ୍‌ଟ ପାଆନାଇ ।
16 Yet if any man suffer as a Christian, let him not be ashamed; but let him glorify God on this behalf.
୧୬ମାତର୍‌ କିରିସ୍‌ଟକେ ବିସ୍‌ବାସ୍‌କରି ଜଦି ଦୁକ୍‌ କସ୍‌ଟ ପାଇଲେ ଲାଜ୍‌ ନ ଅଇ ପର୍‌ମେସର୍‌କେ ଡାକ୍‌ପୁଟା କରା । କାଇକେବଇଲେ ତମ୍‌କେ କିରିସ୍‌ଟର୍‌ ଲକ୍‌ ଇସାବେ ଲେକାଅଇଲା ଆଚେ ।
17 For the time is come that judgment must begin at the house of God: and if it first begin at us, what shall the end be of them that obey not the gospel of God?
୧୭କାଇକେବଇଲେ ପର୍‌ମେସର୍‌ ସବୁ ଲକ୍‌କେ ବିଚାର୍‌ କର୍‌ବାଦିନ୍‌ ଲଗେ କେଟ୍‌ଲା ଆଚେ । ଆରି ସେ ତାର୍‌ ନିଜର୍‌ ଲକ୍‌କେ ପର୍‌ତୁମ୍‌ ବିଚାର୍‌ କର୍‌ସି । ଜଦି ସେଟା ଆମର୍‌ ସଙ୍ଗ୍‍ ଆରାମ୍‌ ଅଇଲେ, ତାର୍‌ ସୁବ୍‌ କବର୍‌ ଚାଡିଦେଲା ଲକ୍‌ମନର୍‌ ଦସା କେନ୍ତାର୍‍ ଅଇସି?
18 And if the righteous scarcely be saved, where shall the ungodly and the sinner appear?
୧୮ଦରମ୍‌ ସାସ୍‌ତରେ ଲେକାଅଇଲାପାରା, “ଜଦି ଦରମ୍‌ ଲକ୍‌ ମୁକ୍‌ତି ପାଇବାଟା ଆବଡ୍‌ ପର୍‌ମେସରର୍‌ ବିସଇ କାଇ ଚିନ୍ତା ନ କର୍‌ବା ପାପିମନର୍‌ ବିସଇ କେନ୍ତାର୍‍ ରଇସି?”
19 Wherefore let them that suffer according to the will of God commit the keeping of their souls to him in well doing, as unto a faithful Creator.
୧୯ତେବର୍‌ପାଇ ପର୍‌ମେସର୍‌ ମନ୍‌ କଲାକେ ତମେ ଜଦି ଦୁକ୍‌ କସ୍‌ଟ ମୁର୍‌ଚିକରି ଆଚାସ୍‌, ସେନ୍ତାର୍‍ ଆଲେ ନିକ କାମ୍‌ କର୍‌ବାକେ ଲାଗିରୁଆ ଆରି ନିଜେ ତାକେ ସର୍‌ପିଉଆ । ସେ କାତା ଦେଇରଇଲାଟା ସିଦ୍‌ କର୍‌ସିଆକା ।

< 1 Peter 4 >