< 1 Corinthians 2 >

1 AND I, brethren, when I came to you, came not with excellency of speech or of wisdom, declaring unto you the testimony of God.
ଏ ବାଇବଇନିମନ୍‌, ଜେଡ୍‌କିବେଲେ ମୁଇ ତମର୍‌ ଲଗେ ପର୍‌ମେସରର୍‌ ଟିକିନିକି କାତା ସୁନାଇବାକେ ଆସି ରଇଲି ପଣ୍ଡିତ୍‌ମନର୍‌ ପାରା କି ବାସଣ୍‌ ଦେବା ଲକର୍‌ପାରା ବଡ୍‌ ବଡ୍‌ କାତା କଇ ନ ରଇଲି ।
2 For I determined not to know any thing among you, save Jesus Christ, and him crucified.
କାଇକେବଇଲେ କୁରୁସ୍‌ କାଟେ ମରିରଇବା ଜିସୁ କିରିସ୍‌ଟକେ ଚାଡି ଆରି ବିନ୍‌ ବିସଇ ତମ୍‌କେ ନ କଇ ବଲି ମୁଇ ଟିକ୍‌ କଲି ।
3 And I was with you in weakness, and in fear, and in much trembling.
ସେବେଲେ ମୁଇ ତମର୍‌ ଲଗେ ଦୁର୍‌ବଲ୍‌ ଅଇ ଡରିକରି ରଇଲି ଆରି ତର୍‌ତରି ଗଜ୍‌ଗଜି ରଇଲି ।
4 And my speech and my preaching was not with enticing words of man’s wisdom, but in demonstration of the Spirit and of power:
ଜେନ୍ତିକି ତମର୍‌ ବିସ୍‌ବାସ୍‌ ମୁନୁସର୍‌ ଗିଆନ୍‌ ଉପ୍‌ରେ ନ ରଇକରି ପର୍‌ମେସରର୍‌ ବପୁ ଉପ୍‌ରେ ବାନ୍ଦିଅଇ ରଅ ।
5 That your faith should not stand in the wisdom of men, but in the power of God.
ତେବର୍‌ପାଇ ମର୍‌ ସିକିଆ ଆରି ମୁଇ ସୁନାଇବା ବାକିଅ, ମର୍‌ ନିଜର୍‌ ଗିଆନେ ଅନି ନ ରଇଲା । ଚାଲାକି କାତା କଇକରି ମୁଇ ସୁନାଇଲାଟା ତମ୍‌କେ ବିସ୍‌ବାସ୍‌ କରାଇନାଇ । ମାତର୍‌ ପର୍‌ମେସରର୍‌ ଆତ୍‌ମା ଆରି ତାର୍‌ ବପୁ ସଙ୍ଗ୍‍ ମୁଇ କଇଲା ବିସଇ ସତ୍‌ ବଲି ଜାନାପଡ୍‌ଲା ।
6 Howbeit we speak wisdom among them that are perfect: yet not the wisdom of this world, nor of the princes of this world, that come to nought: (aiōn g165)
ଏଲେମିସା ଆମେ ଜେଡେବଲ୍‌ ଆତ୍‌ମାଇ ବଡିରଇବା ବିସ୍‌ବାସିମନର୍‌ ସଙ୍ଗ୍‌ ରଇଲାବେଲେ ଗିଆନର୍‌ କାତା କଇଲୁନି । ମାତର୍‌ ସେଟା ଏ ଜୁଗର୍‌ ଗିଆନ୍‌ ନଏଁ କି ଏ ଜୁଗର୍‌ ନସ୍‌ଟ ଅଇଜାଇରଇବା ନେତାମନର୍‌ ଗିଆନ୍‌ ନଏଁ । (aiōn g165)
7 But we speak the wisdom of God in a mystery, even the hidden wisdom, which God ordained before the world unto our glory: (aiōn g165)
ନାଇ, ଜନ୍‌ ଗିଆନର୍‌ ବିସଇ ଆମେ କଇଲୁନି, ସେଟା ପର୍‌ମେସରର୍‌ ଟିକିନିକି ଗିଆନର୍‌ କାତା । ପୁର୍‌ବେ ପର୍‌ମେସର୍‌ ତାର୍‌ ଜଜ୍‌ନା କାକେ ମିସା ଜାନାଏ ନାଇ । ସେ ଜଜ୍‌ନା ଇସାବେ, ପଚ୍‌କେ ଆମର୍‌ ମଇମାର୍‌ପାଇ ସେ ବାଚିରଇଲା । (aiōn g165)
8 Which none of the princes of this world knew: for had they known it, they would not have crucified the Lord of glory. (aiōn g165)
ଏ ଜୁଗର୍‌ ଅଦିକାରିମନ୍‌କେ ମିସା ସେଟା ବୁଜତ୍‌ନାଇ । କାଇକେବଇଲେ ସେମନ୍‌ ସେଟା ଜାନିରଇଲେ ଡାକ୍‌ପୁଟା ମାପ୍‌ରୁକେ କୁର୍‌ସେ ମାରି ନ ରଇତାଇ । (aiōn g165)
9 But as it is written, Eye hath not seen, nor ear heard, neither have entered into the heart of man, the things which God hath prepared for them that love him.
ଜେନ୍ତାରି କି ସାସ୍‌ତରେ ଲେକା ଆଚେ, ଜନ୍‌ଟାକି କାର୍‌ ଆଁକି କେବେ ଦେକେନାଇ, କାର୍‌ କାନ୍‌ କେବେ ସୁନେ ନାଇ ଆରି କେ ମିସା କେବେ ବାବି ନ ରଅତ୍‌, ସେ ସବୁ ବିସଇ, ପର୍‌ମେସର୍‌ ଜନ୍‌ ଲକ୍‌ମନ୍‌କେ ଆଲାଦ୍‌ କଲାନି, ତାକର୍‌ପାଇ ତିଆର୍‌ କଲାଆଚେ ।
10 But God hath revealed them unto us by his Spirit: for the Spirit searcheth all things, yea, the deep things of God.
୧୦ମାତର୍‌ ଆମ୍‌କେସେ ପର୍‌ମେସର୍‌ ତାର୍‌ ଟିକିନିକି ବିସଇ ଜାନାଇଆଚେ । ସେ ସୁକଲ୍‌ ଆତ୍‌ମାସେ ସବୁ ବିସଇ ସିକାଇସି ଆରି ତାର୍‌ ବିତ୍‌ରେ ରଇବା ଟିକିନିକି ଚିନ୍ତା ମିସା କର୍‌ସି ।
11 For what man knoweth the things of a man, save the spirit of man which is in him? even so the things of God knoweth no man, but the Spirit of God.
୧୧ମୁନୁସ୍‌ କର୍‌ବା ଚିନ୍ତା ସବୁ ତାର୍‌ ବିତ୍‌ରେ ରଇବା ଆତ୍‌ମାକେ ଚାଡ୍‌ଲେ ଆରି କେ ମିସା ନାଜାନତ୍‌ । ସେନ୍ତିସେ ପର୍‌ମେସରର୍‌ ସବୁ ଚିନ୍ତା କଲାଟା ତାର୍‌ ଆତ୍‌ମାକେ ଚାଡିଦେଲେ ଆରି କେ ମିସା ନାଜାନତ୍‌ ।
12 Now we have received, not the spirit of the world, but the spirit which is of God; that we might know the things that are freely given to us of God.
୧୨ଏ ଜଗତର୍‌ ଲକ୍‌ମନ୍‌ ପାଇରଇବା ଆତ୍‌ମା ପାରା ଆମେ ପାଉନାଇ । ମାତର୍‌ ପର୍‌ମେସରର୍‌ ଆତ୍‌ମା ପାଇଆଚୁ । ଜେନ୍ତାରିକି ଜନ୍‌ ସବୁ ବିସଇ ଆମ୍‌କେ ସେ ଦେଲାଆଚେ, ସେଟା ସବୁ ଆମେ ଜାନ୍‌ବୁ ।
13 Which things also we speak, not in the words which man’s wisdom teacheth, but which the Holy Ghost teacheth; comparing spiritual things with spiritual.
୧୩ତେବେ ସେ ସବୁ ବିସଇ ମିସା ଆମେ ଜଗତର୍‌ ଗିଆନ୍‌ ଇସାବେ ସିକାଉନାଇ, ମାତର୍‌ ଜନ୍‌ ବିସଇ ଆମ୍‌କେ ପର୍‌ମେସରର୍‌ ସୁକଲ୍‌ ଆତ୍‌ମା ସିକାଇଲା ଆଚେ, ସେ ବିସଇ ଆକା ସିକାଇଲୁନି । ଜନ୍‌ ଲକ୍‌ମନ୍‌ ସୁକଲ୍‌ ଆତ୍‌ମା ପାଇଆଚତ୍‌, ସେ ଲକ୍‌ମନ୍‌କେ ଏ ଆତ୍‌ମାର୍‍ ବିସଇ ସିକାଇଲୁନି ।
14 But the natural man receiveth not the things of the Spirit of God: for they are foolishness unto him: neither can he know them, because they are spiritually discerned.
୧୪ମାତର୍‌ ସୁକଲ୍‌ଆତ୍‌ମା ନ ପାଇ ରଇବା ଲକ୍‌, ଆତ୍‌ମାର୍‌ ବିସଇ ନ ମାନେ, ମାତର୍‌ ସେଟାମନ୍‌ ତାର୍‌ପାଇ ଗଟେକ୍‌ କାଇଟା ନାଜାନ୍‌ବା ବକୁଆ ପାରା, ଆରି ସେ ସେଟା ବୁଜି ନାପାରେ, କାଇକେବଇଲେ ସେ ସବୁ ବିସଇ ସୁକଲ୍‌ ଆତ୍‌ମା ସିକାଇଲେ ସେ ବୁଜିଅଇସି ।
15 But he that is spiritual judgeth all things, yet he himself is judged of no man.
୧୫ମାତର୍‌ ଜନ୍‌ଲକ୍‌ମନ୍‌ ଆତ୍‌ମା ପାଇଆଚତ୍‌, ସେ ସବୁ ବିସଇର୍‌ ମୁଲିଅ, ସତ୍‌ ବାବେ ବିଚାର୍‌ କର୍‌ସି । ଏଲେ ମିସା ତାକେ କେ ବିଚାର୍‌ ନ କରତ୍‌ ।
16 For who hath known the mind of the Lord, that he may instruct him? But we have the mind of Christ.
୧୬ସାସ୍‌ତରେ ଲେକା ଅଇଲାପାରା କେ ମିସା ମାପ୍‌ରୁର୍‌ ମନର୍‌ କାତା ଜାନି ନାପାରତ୍‌, କି କେ ମିସା ତାକେ ସିକାଇ ନାପାରତ୍‌ । ମାତର୍‌ ଆମେ କିରିସ୍‌ଟର୍‌ ମନ୍‌ ପାଇଆଚୁ ।

< 1 Corinthians 2 >