< Romans 1 >
1 PAUL, a servant of Jesus Christ, a called apostle, set apart for the Gospel of God,
ପାଉଲ୍, କ୍ରିସ୍ଟ ଜିସୁର୍ ଗତିଦଃଙ୍ଗ୍ଳା ଆର୍ କୁଦ୍ଲାର୍ ଗଟ୍ ପେରିତ୍, ଆର୍ ଅଃହ୍ଣାର୍ ହୟ୍ସି ଅଃମାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ବିସୟେ ନିଜାର୍ ଜୁୟ୍ ନିକ କବୁର୍ ଦଃର୍ମସାସ୍ତରେ ଅଃହ୍ଣାର୍ ବାବ୍ବାଦି ମଃନ୍କାର୍ ତଃୟ୍ ହୁର୍ବେ ସଃୟ୍ତ୍ କଃରିରିଲା, ସେ ନିକ କବୁର୍ ।
2 (which he had promised before by his prophets in the holy scriptures, )
ଦର୍ମ୍ ସାସ୍ତର୍ ତଃୟ୍ଁ ଜୁୟ୍ ତାର୍ ପବିତ୍ର ବାବ୍ବାଦି ମଃନ୍କେ ଦଃୟ୍ ନିକ କବୁର୍ ସଃୟ୍ତ୍ କଃରି ଆଚେ ।
3 concerning his Son Jesus Christ our Lord; made from the seed of David after the flesh,
ସେ ଜିସୁ କ୍ରିସ୍ଟ ଗଃଗାଳ୍ କଃତାୟ୍ ଦାଉଦାର୍ ବଃଉଁସେ ଜଃଲମ୍ ।
4 definitively marked out as the Son of God by miracle, according to the spirit of holiness, by the resurrection of the dead:
ମଃତର୍ ଦଃର୍ମାର୍ ପବିତ୍ର ଆତ୍ମା ବିସୟେ ମଃଲା ଲକାର୍ ବିତ୍ରେ ଆରେକ୍ ଉଟ୍ତାର୍ ତଃୟ୍ ଇସ୍ୱରାର୍ ହୟ୍ସି ବଃଲି ସଃକ୍ତି ସଃଙ୍ଗ୍ ଦଃକାୟ୍ ଅୟ୍ଲା, ସେ ଜିସୁ କ୍ରିସ୍ଟ ଅଃମାର୍ ମାପ୍ରୁ ।
5 through whom we have received grace and apostolic mission among all nations for his name, to bring them to the obedience of faith:
ଆର୍ ସଃବୁ ଅଜିଉଦି ଲକ୍ମଃନାର୍ ବିତ୍ରେ ତୁମିମଃନ୍ ଜିସୁ କ୍ରିସ୍ଟର୍ ଦଃୟାୟ୍ ସଃତ୍ ପେରିତ୍ ଅୟ୍ ଆଚାସ୍ ।
6 among whom are ye also the called of Jesus Christ.
ତାର୍ ନାଉଁଆର୍ ଜଃଜ୍ମାନାର୍ ଗିନେ ସେ ଅଜିଉଦିମଃନ୍ ସଃବୁ ଜଃନ୍କଃରି ବିସ୍ୱାସ୍ କଃରି ଜିସୁ କ୍ରିସ୍ଟର୍ ବଲ୍ ମାନୁକାର୍ ଅଃଉତି, ଇତାର୍ ଗିନେ ଅଃମିମଃନ୍ ତାର୍ ତଃୟ୍ ହୁଣି ଦଃୟା ଆର୍ ପେରିତ୍ ହଃଦ୍ ଦଃୟ୍ଆଚେ ।
7 To all that are at Rome, beloved of God, called saints, grace unto you, and peace from God our Father, and the Lord Jesus Christ.
ଆର୍ ଇସ୍ୱରାର୍ ଲାଡାର୍ ରମ୍ଗଃଳେ ରିଲା ତାର୍ ନିଜାର୍ ହୟ୍ସି ଅଃଉଁକେ ଡାକ୍ ହାୟ୍ ଆୟ୍ଲା ସଃବ୍କେ ଲେକୁଲେ । ଅଃମିମଃନାର୍ ଉବା ଇସ୍ୱର୍ ଆର୍ ମାପ୍ରୁ ଜିସୁ କ୍ରିସ୍ଟର୍ ତଃୟ୍ହୁଣି ଦଃୟା ଆର୍ ସୁସ୍ତା ତୁମିମଃନ୍କେ ଅଃଉଆ ।
8 First then I give thanks to my God, through Jesus Christ, for you all, because your faith is proclaimed through the whole world.
ହଃର୍ତୁ ତୁମାର୍ ସଃବାର୍ ଗିନେ ମାପ୍ରୁ ଜିସୁ କ୍ରିସ୍ଟର୍ ନାଉଁଏ ମୁୟ୍ଁ ଇସ୍ୱର୍କେ ଦନ୍ୟବାଦ୍ ଦେଉଁଲେ ବଃଲେକ୍ ତୁମିମଃନାର୍ ବିସ୍ୱାସାର୍ ନିକ କବୁର୍ ହୁର୍ତିୟେ ସୁଣାଜଃଉଁଲି ।
9 For God is my witness, whom I serve with my spirit in the Gospel of his Son, how incessantly I make mention of you,
ମଃନ୍ ଆତ୍ମା ଦଃୟ୍କଃରି ମୁୟ୍ଁ ଜୁୟ୍ ଇସ୍ୱର୍କେ ସେବା କଃରୁଲେ, ଆର୍ ଜୁୟ୍ ଇସ୍ୱରାର୍ ହୟ୍ସିର୍ ବିସୟେ ନିକ କବୁର୍ ପର୍ଚାର୍ କଃରୁଲେ, ସେ ସଃତ୍ ଇସ୍ୱର୍ ମର୍ ସାକି ।
10 always in my prayers entreating that haply now at last I may have a prosperous journey by the will of God, to come to you.
ପାର୍ତ୍ନା କଃର୍ତାବଃଳ୍ ମୁୟ୍ଁ ସଃବୁବଃଳ୍ ତୁମିମଃନ୍କେ ଏତାଉଁଲେ, ଆର୍ ତୁମିମଃନାର୍ ହାକ୍ ଆସ୍ତାର୍ ଗିନେ ମକ୍ ସୁଜଗ୍ ମିଳ ବଃଲି ଇସ୍ୱରାର୍ ତଃୟ୍ ଗଃଉଆରି କଃରି ଆସୁଲେ ।
11 For I long to see you, that I may impart unto you some spiritual gift, in order that you may be established;
ତୁମିମଃନାର୍ ହାକ୍ ଆସି, ମୁୟ୍ଁ ହାୟ୍ରିଲା ଆତ୍ମିକ୍ ଦାନ୍ ବିସୟ୍ ତୁମିମଃନ୍କେ ଜାଣାୟ୍ କଃରି ତୁମିମଃନାର୍ ବିସ୍ୱାସ୍କେ ଅଃଟୁଆ କଃରିନ୍ଦ୍, ଇରି ମର୍ ବଃଡେ ମଃନ୍ ।
12 and that so I may be comforted together with you, by the mutual faith both of you and of me.
ଇତାର୍ ଗିନେ ଅଃମି ଏକ୍ଆରେକାର୍ ବିସ୍ୱାସ୍କେ ଅଃଟୁଆ କଃରୁ ହାରୁଆଁ ।
13 But I would not that ye should be unacquainted, brethren, that oftentimes I have been purposing to come to you (and have been prevented until now), that I might have some fruit among you also, even as among the other Gentile nations.
ଏ ବାୟ୍ବେଣିମଃନ୍ ତୁମିମଃନାର୍ ହାକ୍ ଜଃଉଁକେ ମୁୟ୍ଁ ଅଃନେକ୍ ତର୍ ମଃନ୍ କଃରି ଆଚି, ମଃତର୍ ବାଦା ହାୟ୍କଃରି ଅଃବେ ହଃଚେ ଆସୁକ୍ ନଃହାର୍ଲେ ଆଚି । ବାକି ଅଜିଉଦିମଃନାର୍ ବିତ୍ରେ ପର୍ଚାର୍ କଃରି ଜଃନ୍କଃରି ନିକ ହଃଳ୍ ହାୟ୍ଆଚି, ତୁମିମଃନାର୍ ବିତ୍ରେ ହେଁ ସେରି କଃରୁକେ ମର୍ ମଃନ୍ ।
14 Both to the Greeks and barbarians, both to the wise and the ignorant am I a debtor.
ଗ୍ରିକ୍ କି ବିଦେସିଆ ସିକିତ୍ କି ଅସିକିତ୍ ସଃବାର୍ ତଃୟ୍ ମୁୟ୍ଁ ରିଣ୍ୟା ଅୟ୍ ଆଚି ।
15 So, as far as is in my power, I am desirous to preach the Gospel to you that are at Rome also.
ତଃବେ ରମ୍ ଗଃଳାର୍ ଲକମଃନ୍ ଜେ ତୁମିମଃନ୍, ତୁମିମଃନାର୍ ତଃୟ୍ ହେଁ ନିକ କବୁର୍ ପର୍ଚାର୍ କଃରୁକେ ମୁୟ୍ଁ ମଃନ୍ କଃରୁଲେ ।
16 For I am not ashamed of the Gospel of Christ: for it is the power of God for salvation to every one who believeth; to the Jew first, and also to the Greek.
ସେ ନିକ କବୁର୍ ଉହ୍ରେ ମର୍ ହୁରା ବିସ୍ୱାସ୍ ଆଚେ । ସେରି ହଃର୍ତୁକଃରି ଜିଉଦି ଆର୍ ତାର୍ ହଃଚେ ଅଜିଉଦି ବିସ୍ୱାସିମଃନାର୍ ମୁକ୍ତି ସାଦୁନ୍ ହାଁୟ୍ ଇସ୍ୱରାର୍ ସଃକ୍ତି ।
17 For the righteousness of God by faith is therein revealed for belief; as it is written, “Now the just by faith shall live.”
ନଃର୍ମାନାୟ୍ ଇସ୍ୱରାର୍ ତଃୟ୍ କଃନ୍କଃରି ଦଃର୍ମି ଗଃଣା ଅଃଉଁ ହାରେଦ୍, ଇତିର୍ ଉପାୟ୍ ସେତି ଜାଣାୟ୍ ଦିଆଅୟ୍ ଆଚେ । ଆରୁମେ ହୁଣି ସେସ୍ ହଃତେକ୍ ମୁକ୍ତି ହାଉତାର୍ ଗଟେକ୍ ମଃତର୍ ଉପାୟ୍ ଅଃଉଁଲି, ବିସ୍ୱାସ୍ । ସାସ୍ତର୍ ହଃର୍କାରେ, “ଜେ ବିସ୍ୱାସ୍ ଗିନେ ଇସ୍ୱରାର୍ ତଃୟ୍ ଦଃର୍ମି ଗଃଣା ଅୟ୍ଦ୍ ସେ ବଚେଦ୍ ।”
18 For the wrath of God is revealed from heaven against all impiety and unrighteousness of men, holding back the truth in unrighteousness.
କାୟ୍ତାକ୍ବଃଲେକ୍ ଜୁୟ୍ ଲକ୍ମଃନ୍ ଅଃଦଃର୍ମେ ସଃତ୍କେ ବିରଦ୍ କଃର୍ତି ସେମଃନାର୍ ସବୁ ବିଟାଳ୍ ଆର୍ ଅଃଦଃର୍ମ୍ ବିରଦେ ସଃର୍ଗେ ହୁଣି ଇସ୍ୱରାର୍ ରିସା ସେମଃନାର୍ ଉହ୍ରେ ହଃଳୁଲି ।
19 Because that which is capable of being known relative to God, is evident among them; for God hath manifested it to them.
ଇସ୍ୱର୍ ସେମଃନ୍କେ ଡଃଣ୍ଡ୍ ଦଃୟ୍ଦ୍, ବଃଲେକ୍ ଇସ୍ୱରାର୍ ବିସୟେ ଜାୟ୍ରି ଜାଣ୍ତାର୍ କଃତା, ସେମଃନ୍ ସେରି ଜାଣି ଆଚ୍ତି, ଇସ୍ୱର୍ ନିଜେ ସେରି ନିକକଃରି ଜାଣାଇ ଆଚେ ।
20 For from the creation of the world his invisible perfections, discoverable in the works that are made, are clearly seen, even his eternal power and deity; so that they are inexcusable: (aïdios )
ଇସ୍ୱର୍ ଜଃଗତ୍କେ ଉବ୍ଜାଣ୍ କଃଲା ତଃୟ୍ହୁଣି ତାର୍ ଦଃକାୟ୍ ନଃଉତା ଗୁଣ୍ ସଃବୁ, ବଃଲେକ୍ ତାର୍ ନଃସେର୍ତା ସଃକ୍ତି ଆର୍ ଇସ୍ୱରାର୍ ଗୁଣ୍ ନିକକଃରି ଜାଣାହଃଳି ଆଚେ, ଇସ୍ୱର୍ ଉବ୍ଜାୟ୍ଲା ବିସୟ୍ମଃନାର୍ ଦଃୟ୍ ସେରି ଜାଣୁ ଅୟ୍ଦ୍ । ତଃବେ ସେମଃନ୍ ନଃଜାଣୁ ବଃଲି ଉତୁର୍ ଦେଉଁକେ ବାଟ୍ ନଃରେୟ୍ । (aïdios )
21 because though they knew there was a God, they glorified him not as God, nor gave him thanks, but became triflers in their disputations, and their stupid heart was darkened.
କାୟ୍ତାକ୍ବଃଲେକ୍ ସେମଃନ୍ ଇସ୍ୱର୍କେ ଜାଣ୍ଲେକ୍ ହେଁ ତାକେ ଇସ୍ୱର୍ ବଃଲି ଜଃଜ୍ମାନ୍ ନଃକେଲାୟ୍ କି ଦନ୍ୟବାଦ୍ ନଃକେଲାୟ୍, ମଃତର୍ ଅଃହ୍ଣା ଅଃହ୍ଣାର୍ ତିନିହଲ୍ୟା କଃତାବାର୍ତାୟ୍ ବିଳ୍ଲାୟ୍ ଆର୍ ସେମଃନାର୍ ନଃଜାଣ୍ତା ମଃନ୍ ଅଃନ୍ଦାର୍ ଅୟ୍ଲି ।
22 Affecting to be sophists, they turned idiots,
ସେମଃନ୍ ନିଜ୍କେ ଗ୍ୟାନି ବଃଲି ମଃନେ ବାବ୍ତି ମଃତର୍ ସଃତ୍କଃରି ସେମଃନ୍ ଅଗ୍ୟାନି ।
23 and changed the glory of the incorruptible God into the likeness of an image of a corruptible man, and of birds, and of quadrupeds, and of reptiles.
ଆରେକ୍ ଅଃମାର୍ ଇସ୍ୱରାର୍ ସେବା ନଃକେରି ସେମଃନ୍ ନଃସ୍ଟ୍ ଅଃଉତା ମାନାୟ୍, ଚେଳେ, ଚାରିଗଡିଆ ଜଃତୁ ବୁୟେଁ ରାଙ୍ଗ୍ତା ଜିବ୍ମଃନାର୍ ହର୍ ମୁର୍ତି ହାଜି ସେରିମଃନ୍କେ ଜଃଜ୍ମାନ୍ ସଃଙ୍ଗ୍ ହୁଜା କଃରୁଲାୟ୍ ।
24 Wherefore God abandoned them, through the lusts of their own hearts, unto impurity, to dishonour their own bodies by themselves:
ସେତାକ୍ ଇସ୍ୱର୍ ସେମଃନ୍କେ ଚାଡି ଦଃୟ୍ ଆଚେ ଆର୍ ସେମଃନ୍ ନିଜାର୍ ନିଜାର୍ ମଃନ୍ ବିତ୍ରାର୍ କଃରାବ୍ ଇଚା ହଃର୍କାରେ ବିଟାଳ୍ କାମେ ବୁଡି ରେଉଁଲାୟ୍ ଆର୍ ସେମଃନ୍ ଏକ୍ଆରେକ୍ ସଃଙ୍ଗ୍ ଗଃଗାଳାର୍ ଲାଜ୍ କାମ୍ କଃରୁଲାୟ୍ ।
25 who perverted the truth of God by falsehood, and worshipped and paid divine honours to the thing created instead of the Creator, who is blessed for evermore. Amen. (aiōn )
ସେମଃନ୍ ଇସ୍ୱରାର୍ ବିସୟେ ସଃତ୍ ବାଦୁଲେ ମିଚ୍କେ ଆସ୍ର ନଃୟ୍ ଆଚ୍ତି । ଜୁଗ୍ଜୁଗ୍ ଜଃଜ୍ମାନ୍ ହାଉତା ଇସ୍ୱର୍କେ ସେବା ନଃକେରି, ଇସ୍ୱର୍ ତିଆର୍କଃଲା ଆସ୍ତିମଃନାର୍ ହୁଜା ଆର୍ ସେବା କଃରୁଲାୟ୍; ସେ ଇସ୍ୱରାର୍ ଜୁଗେଜୁଗେ ଜଃଜ୍ମାନ୍ ଅଃଉଅ । ଆମେନ୍ । (aiōn )
26 For this cause God gave them up to dishonourable passions. For even their women did change the natural use into that which was contrary to nature;
ସେମଃନ୍ ଲାଜାର୍ ହାହ୍ କାମେ ଲାଗି ଆଚ୍ତାର୍ ଗିନେ ଇସ୍ୱର୍ ସେମଃନ୍କେ ସେ ଲାଜାର୍ କାମ୍ କଃରୁକେ ଚାଡିଦିଲା ଆଚେ, ସେମଃନାର୍ ଡକୁର୍ସିମଃନ୍ ନିଜାର୍ ଡକ୍ରାସିମଃନାର୍ ସଃଙ୍ଗ୍ ସଃଉଆବଃସା ନଃକେରି ହସୁମଃନାର୍ ହର୍ ଅଃଉଁଲାୟ୍ ।
27 and likewise the men also, leaving the natural use of the woman, burned in their lewdness one towards another; men with men committing indecency, and receiving in themselves the recompence of their delusion, which was meet.
ଅଃଣ୍ଡ୍ରାମଃନ୍ ହେଁ ତାକାର୍ ଡକୁର୍ସି ମଃନାର୍ ସଃଙ୍ଗ୍ ସଃଉଆବଃସା ନଃକେରି ହସୁମଃନାର୍ ହର୍ ଅଃଉଁଲାୟ୍ ଅଃଣ୍ଡ୍ରାମଃନ୍ ତାକାର୍ ତାକାର୍ ବିତ୍ରେ କଃରାବ୍ କାମ୍ସଃବୁ କଃରୁଲାୟ୍ ଆର୍ ତାକାର୍ ଉହ୍ରେ ଡଃଣ୍ଡ୍ ଆଣୁଲାୟ୍ ।
28 And since they thought not fit to hold the Deity in acknowledgment, God abandoned them to a reprobate mind, to practise deeds unbecoming;
ଇ ଲକ୍ମଃନ୍ ଇସ୍ୱରାର୍ ବିସୟେ ସଃତ୍ ଗିଆନ୍ ହାଉଁକ୍ ମଃନ୍ ନଃକେଲାର୍ ଗିନେ, ଇସ୍ୱର୍ ସେମଃନ୍କେ ଚାଡି ଦିଲାଆଚେ ଆର୍ ସେମଃନ୍ ବିଟାଳ୍ମଃନାର୍ ଲକ୍ ଅୟ୍ ମାନାୟ୍ ମଃନାର୍ ହର୍ ଜିବନ୍ ନଃକାଟୁଲାୟ୍ ।
29 replete with all injustice, whoredom, wickedness, covetousness, villany; full of envy, murder, contention, deceit, evil habits; whisperers,
ସେମଃନ୍ ସଃବୁ ରଃକମାର୍ ଅଃଦଃର୍ମ୍, ଦୁସ୍ଟ୍କାମ୍, ଲଃବ୍, ଡାରା, ଅଃକାର୍ ନଃର୍ଅଃତ୍ୟା, ଗଃଣ୍ଡ୍ଗଳ୍ୟା, ଟକୁଆ, ମଃନ୍ଦ୍କାମେ ହୁର୍ନ୍ ସେମଃନ୍ ବିନ୍ ଲକାର୍ ଗାଣେଞ୍ଜ୍ କାତି;
30 backbiters, God-haters, contumelious, insolent, boasters, inventors of wicked practices, disobedient to parents,
ସେମଃନ୍ ଚଣ୍ଡିଲାଗାଉ, ଲିନ୍ଦା କଃର୍ତି, ସେମଃନ୍ ଇସ୍ୱର୍କେ ଗିଣ୍ କଃର୍ତି, ଅଃତ୍ୟାକାରି, ଗଃର୍ବିଆ, ଆକାରିଆ ଆର୍ ସେମଃନ୍ କଃରାବ୍ କାମ୍ କଃର୍ତା ଗିନେ ବାଟ୍ କଜ୍ତି ରେତି ଆର୍ ସେମଃନ୍ ଆୟା ଉବାକେ ନଃମାନ୍ତି ।
31 unintelligent, unfaithful to engagements, unnatural, implacable, unmerciful:
ସେମଃନ୍ ନିର୍ବୁଦିଆ, ଜଃବାଉ ରକିନଃକେର୍ତି, ଆର୍ ବିନ୍ ଲକ୍ମଃନ୍କେ ସେମଃନାର୍ କଃଣ୍ଡେକ୍ ହେଁ ଦଃୟା ନାୟ୍,
32 who, though they know the righteous judgment of God, that they who live in such practices are worthy of death, not only do the same, but also find pleasure in the company of those who live in these practices.
ସେମଃନ୍ ଜାଣ୍ତି ଜେ, ଇସ୍ୱରାର୍ ବିଦି ହଃର୍କାରେ ଇହର୍ ଲକ୍ମଃନ୍ ମଃର୍ନ୍ ଡଃଣ୍ଡ୍ ହାଉତା ଜୟ୍ଗ୍ । ଇରି ଜାଣିକଃରି ହେଁ ସେମଃନ୍ ସେ ରଃକମ୍ କଃରାବ୍ କାମ୍ କଃର୍ତିସେ ରେତି ଆର୍ ଜୁୟ୍ ଲକ୍ମଃନ୍ ଇ ରଃକମ୍ କାମ୍ କଃର୍ତି ସେମଃନ୍କେ ହେଁ ଟେକି ଦେତି ।