< Philippians 1 >
1 Paul and Timotheus the seruants of IESVS CHRIST, to all the Saintes in Christ Iesus which are at Philippi, with the Bishops, and Deacons:
ପିଲିପି ମଣ୍ଡ୍ଳିର୍ ମୁଳିକାମଃନ୍କେ, ସାଦୁମଃନ୍କେ ଆର୍ ସଃବୁ କ୍ରିସ୍ଟ ବିସ୍ୱାସିମଃନ୍କେ କ୍ରିସ୍ଟ ଜିସୁର୍ ସେବାକାରି ପାଉଲ୍ ଆର୍ ତିମତିର୍ ଚିଟି ।
2 Grace be with you, and peace from God our Father, and from the Lord Iesus Christ.
ଅଃମାର୍ ଉବା ଇସ୍ୱର୍ ଆର୍ ମାପ୍ରୁ ଜିସୁ କ୍ରିସ୍ଟର୍ ତଃୟ୍ହୁଣି ଦଃୟା ଆର୍ ସୁସ୍ତା ତୁମିମଃନାର୍ ଉହ୍ରେ ଅଃଉଅ ।
3 I thanke my God, hauing you in perfect memorie,
ମୁୟ୍ ତୁମିମଃନ୍କେ ଜଃତି ତର୍ ଏତାୟ୍ନ୍ଦ୍, ସଃତି ତର୍ ମର୍ ଇସ୍ୱର୍କେ ଦନ୍ୟବାଦ୍ ଦେଉଁଲେ ।
4 (Alwayes in all my praiers for all you, praying with gladnesse)
ତୁମିମଃନାର୍ ସଃବାର୍ ଗିନେ ସଃବୁବଃଳ୍ ମୁୟ୍ଁ ସଃର୍ଦାଅୟ୍ ପାର୍ତନା କଃରି ଗଃଉଆରି କଃରୁଲେ
5 Because of the fellowship which ye haue in the Gospel, from the first day vnto nowe.
ତୁମିମଃନାର୍ ହଃର୍ତୁମ୍ ଦିନ୍ ତଃୟ୍ ହୁଣି ଆଜି ହଃତେକ୍ ନିକ କବୁର୍ ବାଟ୍ୟା ତୁମିମଃନ୍ ଉହ୍କାର୍ କଃରି ଆସୁଲାସ୍;
6 And I am persuaded of this same thing, that he that hath begunne this good worke in you, wil perfourme it vntill the day of Iesus Christ,
କାୟ୍ତାକ୍ବଃଲେକ୍ ଜେ ତୁମିମଃନାର୍ ମଃନ୍ବିତ୍ରେ ନିକ କାମ୍ କଃରି ଆଚ୍ତି, ସେ କ୍ରିସ୍ଟ ଜିସୁର୍ ଆସ୍ତା ଦିନ୍ ହଃତେକ୍ ସେରି ସାଦୁନ୍ କଃରି ସିଦ୍ କଃରେଦ୍, ଇରି ତ ମୁୟ୍ ଅଃଟୁଆ ବାବେ ବିସ୍ୱାସ୍ କଃରୁଲେ;
7 As it becommeth me so to iudge of you all, because I haue you in remembrance that both in my bands, and in my defence, and confirmation of the Gospell you all were partakers of my grace.
ଆର୍ ତୁମିମଃନାର୍ ବିସୟେ ମର୍ ଇବାନ୍ୟା ବାବ୍ତା କଃତା, ତୁମିମଃନ୍ ସଃବୁ ମର୍ ବାନ୍ଦୁଣେ ଜଃନ୍କାର୍, ନିକ କବୁରାର୍ ବାଟ୍ୟା ଆର୍ ସେତାର୍ ଟିକ୍ ହଃର୍ମାଣ୍ କଃର୍ତାର୍ ସେବାନ୍ୟା ମର୍ ସଃଙ୍ଗ୍ ଦଃୟାର୍ ବାଗିଦାରି, ଇତାର୍ ଗିନେ ମୁୟ୍ ତୁମିମଃନ୍କ୍ ମଃନ୍ ବିତ୍ରେ ଦଃରିଆଚି ।
8 For God is my recorde, howe I long after you all from the very heart roote in Iesus Christ.
କାୟ୍ତାକ୍ବଃଲେକ୍ କ୍ରିସ୍ଟଜିସୁର୍ ହୁରା ଲାଡାର୍ ଦଃୟାୟ୍ ମୁୟ୍ଁ ତୁମିମଃନ୍କେ ସଃବ୍କେ ଦଃକୁକ୍ କଃଡେକ୍ ମଃନ୍କଃରୁଲେ, ମାପ୍ରୁ ଇ କଃତା ଜାଣୁଲା ।
9 And this I pray, that your loue may abound, yet more and more in knowledge, and in all iudgement,
ଆର୍ ମର୍ ପାର୍ତ୍ନା ଇରି, ତୁମିମଃନାର୍ ଲାଡ୍, ଗିଆନ୍ ଆର୍ ସଃବୁ ନିକ ବୁଜ୍ତା ସଃକ୍ତିଏ ଜଃବର୍ ଅଃଉଆ,
10 That ye may alowe those things which are best, that ye may be pure, and without offence vntill the day of Christ,
ଜଃନ୍କଃରି ତୁମିମଃନ୍କେ ଅଃଦିକ୍ ନିକ ବିସୟ୍ମଃନ୍ ସଃବୁ ମଃନ୍ କଃରୁ ହାରାସ୍, ସେ ତଃନ୍ ଅୟ୍ଲେକ୍ ତୁମିମଃନ୍ କ୍ରିସ୍ଟର୍ ଆସ୍ତାର୍ ଦିନେ ନିର୍ମୁଳ୍ ଆର୍ ଲିନ୍ଦା ନଃହାୟ୍ ରିଆସ୍ ।
11 Filled with the fruites of righteousnesse, which are by Iesus Christ vnto the glorie and praise of God.
ଆର୍ ଇସ୍ୱରାର୍ ଜଃଜ୍ମାନ୍ ଆର୍ ଗୁଣ୍ ଗିତ୍ ଗିନେ ତୁମିମଃନାର୍ ଜିବନ୍ ଜିସୁ କ୍ରିସ୍ଟର୍ ଦିଲାର୍ ସଃବୁ ଦଃର୍ମ୍ ଗୁଣେ ହୁରୁଣ୍ ଅଃଉଆସ୍ ।
12 I would ye vnderstood, brethren, that the things which haue come vnto me, are turned rather to the furthering of the Gospell,
ଏ ବାୟ୍ବେଣିମଃନ୍ ମର୍ ଗିନେ ଜାୟ୍ ଜାୟ୍ରି ଗଃଟିଆଚେ ସେରି ସଃବୁ ତ ନିକ କବୁର୍ ବାଡୁକେ ଅୟ୍ଆଚେ ଇରି ତୁମିମଃନ୍କେ ଜାଣାଉଁକେ ମୁୟ୍ ମଃନ୍କଃରୁଲେ;
13 So that my bandes in Christ are famous throughout all the iudgement hall, and in all other places,
ଜୁୟ୍ତାର୍ ଗିନେ ମକେ ବାନ୍ଦୁଣେ ବାନ୍ଦା ଜାୟ୍ଆଚେ ଇରି କ୍ରିସ୍ଟର୍ ଗିନେ, ରଃଜାର୍ କୁଆଳ୍ ବିତ୍ରାର୍ ସଃବୁ ସଃଇନ୍ ଦଃଳ୍ ଆର୍ ବିନ୍ବିନ୍ ସଃବ୍କାର୍ ତଃୟ୍ ଜାଣାହଃଳ୍ଲି ।
14 In so much that many of the brethren in the Lord are boldened through my bandes, and dare more frankely speake the word.
ଆରେକ୍ ହେଁ ଅଃଦିକ୍ ବାୟ୍ବେଣିମଃନ୍ ମର୍ ବାନ୍ଦୁଣ୍ ତଃୟ୍ ହୁଣି ମାପ୍ରୁର୍ ତଃୟ୍ ଆସା କଃରି ନଃଡିରିକଃରି ଇସ୍ୱରାର୍ କଃତା କଃଉଁକେ ବେସି ସାସ୍ କଃରି ଆଚ୍ତି ।
15 Some preache. Christ euen through enuie and strife, and some also of good will.
କେକେ ଅଃକାର୍ ଆର୍ ଲାଗାଜଳା ଅୟ୍ କ୍ରିସ୍ଟକେ ପର୍ଚାର୍ କଃରୁଲାୟ୍ ସଃତ୍ ମଃତର୍ ଆର୍ କେକେ ସଃତ୍କଃରି ସେରି କଃରୁଲାୟ୍ ।
16 The one part preacheth Christ of contention and not purely, supposing to adde more affliction to my bandes.
ମୁୟ୍ ନିକ କବୁରାର୍ ବାଟ୍ୟା ଅୟ୍ କଃଉଁକେ ମକେ କୁଦାଜାୟ୍ ଆଚେ, ଇରି ଜାଣି ଜାଣି ଲାଡେ କଃରୁଲେ ।
17 But the others of loue, knowing that I am set for the defence of the Gospell.
ମଃତର୍ ବିନ୍ ଲକ୍ମଃନ୍ କୁଟ୍ବାବେ ନିଜାର୍ ଲାବ୍ ହାୟ୍ଁ କ୍ରିସ୍ଟକେ ପର୍ଚାର୍ କଃରୁଲାୟ୍ । ମୁଁୟ୍ ଜଃଇଲ୍ ଗଃରେ ରିଲା ବଃଳ୍ ମର୍ ମଃନେ ଅଃଦିକ୍ ଦୁକ୍ ଦେଉଁକେ ସେମଃନ୍ ସିକ୍ଳି ସଃଙ୍ଗ୍ ବାନ୍ଦୁଲାୟ୍ ।
18 What then? yet Christ is preached all maner wayes, whether it be vnder a pretence, or syncerely: and I therein ioye: yea and will ioye.
ସେତାକ୍ କୁଟ୍ମଃନେ ଅଃଉଅ କି ସଃତ୍ମଃନେ ଅଃଉଅ, ଜଃନ୍କଃରିହେଁ ଅଃଉଅ, କ୍ରିସ୍ଟ ପର୍ଚାର୍ ଅଃଉଁଲା, ଇତାକ୍ ମୁୟ୍ଁ ସଃର୍ଦା ଅଃଉଁଲେ ହେଁ ସଃର୍ଦା କଃରିନ୍ଦ୍ ।
19 For I knowe that this shall turne to my saluation through your prayer, and by the helpe of the Spirit of Iesus Christ,
କାୟ୍ତାକ୍ବଃଲେକ୍ ମୁୟ୍ଁ ଜାଣି, ତୁମିମଃନାର୍ ପାର୍ତନା ଆର୍ ଜିସୁ କ୍ରିସ୍ଟର୍ ଆତ୍ମାର୍ ଉହ୍କାରେ ଇ ସଃବୁ ମର୍ ମୁକ୍ତିର୍ ହାଁୟ୍ ନିକ ଅୟ୍ଦ୍ ।
20 As I feruently looke for, and hope, that in nothing I shalbe ashamed, but that with all confidence, as alwayes, so nowe Christ shalbe magnified in my body, whether it be by life or by death.
ଇ କଃତାୟ୍ ମର୍ ଗଟେକ୍ ଆସା ଆର୍ ବଃର୍ସା ଆଚେ, ମୁୟ୍ଁ କାୟ୍ କଃତାୟ୍ ହେଁ ଲାଜ୍ ନଃୟ୍, ମଃତର୍ ସଃବୁବଃଳ୍ ଜଃନ୍କଃରି, ଅଃବେ ହେଁ ସେନ୍କଃରି ବଃଡେ ସାସ୍ କଃରି ଜିବନେ ଅଃଉଅ ମଃର୍ନେ ଅଃଉଅ, କ୍ରିସ୍ଟକେ ମର୍ ଗଃଗାଳେ ଜଃଜ୍ମାନ୍ କଃରିନ୍ଦ୍ ।
21 For Christ is to me both in life, and in death aduantage.
ସଃତ୍କଃରି ମର୍ ଜିବନେ ବାଚ୍ଲାବଃଳ୍ କ୍ରିସ୍ଟ ହଃକା ହଃର୍ତୁ, ତଃବେ ମର୍ଗିନେ ମଃର୍ନ୍ବୟ୍ଗ୍ ଲାବାର୍କଃତା ।
22 And whether to liue in the flesh were profitable for me, and what to chuse I knowe not.
ମଃତର୍ ଜଦି ଗଃଗାଳେ ବାଚି ରଃୟ୍ ମୁଁୟ୍ ଅଃଦିକ୍ ନିକ କାମ୍ କଃରୁ ହାରିନ୍ଦ୍, ତଃବେ ଜିବନ୍ କି ମଃର୍ନ୍ କାକେ ବାଚିନ୍ଦ୍, ଇରି ମୁଁୟ୍ ଜାଣୁ ନଃହାରୁଲେ ।
23 For I am distressed betweene both, desiring to be loosed and to be with Christ, which is best of all.
ମୁୟ୍ଁ ଜଳେକ୍ କଃତାୟ୍ ବଃଡେ ଜଃଞ୍ଜାଳେ ହଃଳିଆଚି, ଇ ହୁରେ ହୁଣି ଜାୟ୍କଃରି କ୍ରିସ୍ଟର୍ ସଃଙ୍ଗ୍ ରେଉଁକେ ମର୍ ମଃନ୍, କାୟ୍ତାକ୍ବଃଲେକ୍ ସେରି ବଃଡେ ଲାବ୍ ।
24 Neuerthelesse, to abide in the flesh, is more needefull for you.
ମଃତର୍ ତୁମାର୍ ଗିନେ ମୁୟ୍ଁ ଗଃଗାଳେ ବାଚି ରେତାର୍ ନିକ ।
25 And this am I sure of, that I shall abide, and with you all continue, for your furtherance and ioy of your faith,
ମୁୟ୍ଁ ନିକକଃରି ଇରି ଜାଣି ଆଚି, ମୁୟ୍ଁ ରଃୟ୍ନ୍ଦ୍, ହେଁ, ବିସ୍ୱାସେ ତୁମିମଃନାର୍ ଜଃବର୍ ଅଃଉତାର୍ ଆର୍ ସଃର୍ଦାର୍ ଗିନେ ତୁମାର୍ ସଃବୁଲକାର୍ ସଃଙ୍ଗ୍ ରଃୟ୍ଁନ୍ଦ୍
26 That ye may more aboundantly reioyce in IESVS CHRIST for me, by my comming to you againe.
ଜଃନ୍କଃରି ତୁମିମଃନାର୍ ବିତ୍ରେ ମର୍ ଆରେକ୍ ରେତାର୍ ଗିନେ ମର୍ଗିନେ କ୍ରିସ୍ଟର୍ ତଃୟ୍ ମିସି ତୁମିମଃନାର୍ ଗଃର୍ବ ଅଃଦିକ୍ ଅଃଉଁ ହାରେଦ୍ ।
27 Onely let your conuersation be, as it becommeth the Gospel of Christ, that whether I come and see you, or els be absent, I may heare of your matters that ye continue in one Spirit, and in one mind, fighting together through the faith of the Gospel.
ମର୍ ଇରି ଗଟେକ୍ ମଃନ୍, କ୍ରିସ୍ଟର୍ ନିକ କବୁରେ ଜୟ୍ଗ୍ ଲକ୍ ହର୍ ବେବାର୍ କଃରା, ଜଃନ୍କଃରି ମୁୟ୍ଁ ଆସି ତୁମିମଃନ୍କେ ଦଃକ୍ଲେକ୍ କି ନଃରେୟ୍କଃରିହେଁ ତୁମିମଃନାର୍ ବିସୟେ ସୁଣ୍ଲେକ୍ ଜାଣୁହାରି, ତୁମିମଃନ୍କେ ଗଟେକ୍ ଆତ୍ମାୟ୍ ତିର୍ ରଃୟ୍ ନିକ କବୁରାର୍ ବିସ୍ୱାସାର୍ ଗିନେ ଏକ୍ମଃନେ ଅଃକା ସଃଙ୍ଗ୍ ଚେସ୍ଟା କଃରୁଲାସ୍ ।
28 And in nothing feare your aduersaries, which is to them a token of perdition, and to you of saluation, and that of God.
ଆରେକ୍ କାୟ୍ହେଁ ବିସୟେ ବିରଦି ମଃନ୍କାର୍ ଗିନେ ଡିରା ନାୟ୍; ସେରି ସେମଃନାର୍ ଗିନେ ନାସ୍ ଅଃଉତାର୍, ମଃତର୍ ତୁମାର୍ ମୁକ୍ତି ଅଃଉତାର୍ ଇସ୍ୱର୍ ଦିଲାର୍ ଗଟ୍ ଚିନ୍,
29 For vnto you it is giuen for Christ, that not onely ye should beleeue in him, but also suffer for his sake,
କାୟ୍ତାକ୍ବଃଲେକ୍ କ୍ରିସ୍ଟର୍ ତଃୟ୍ ହଃକା ବିସ୍ୱାସ୍ କଃରୁକେ ତୁମିମଃନ୍କେ ଦଃୟା କଃରା ଅୟ୍ଆଚେ ସେରି ନାୟ୍, ମଃତର୍ ତାର୍ ଗିନେ ଦୁକ୍ବୟ୍ଗ୍ ହେଁ କଃରୁକେ ତୁମିମଃନକେ ଦଃୟା କଃରା ଅୟ୍ଆଚେ ।
30 Hauing the same fight, which ye sawe in me, and nowe heare to be in me.
ଆର୍ ମକେ ଜଃନ୍କଃରି ଜୁଜ୍ କଃର୍ତାର୍ ଦଃକି ରିଲାସ୍, ଆରେକ୍ ଅଃବେ କଃରୁଲେ ବଃଲି ସୁଣୁଲାସ୍ ତୁମିମଃନ୍ ସେରଃକମ୍ ଜୁଜ୍ କଃରୁଲାସ୍ ।