< Matthew 7 >

1 Judge not, that ye be not iudged.
ବିନ୍‌ ଲକର୍‌ ଦସ୍‌ କଜି ବୁଲାନାଇ । ତାକର୍‌ ବିଚାରର୍‌ ଦସ୍‌ ନ ଦାର୍‌ଲେ, ପର୍‌ମେସର୍‌ ତମର୍‌ ଦସ୍‌ ନ ଦାରେ ।
2 Eor with what iudgement ye iudge, ye shall be iudged, and with what measure ye mete, it shall be measured to you againe.
କାଇକେବଇଲେ ତମେ ବିନ୍‌ ଲକର୍‌ ଦସ୍‌ ଜେନ୍ତି ବିଚାର୍‌ କର୍‌ତେରଇସା, ସେନ୍ତାରିସେ ପର୍‌ମେସର୍‌ ତମର୍‌ ବିଚାର୍‌ କର୍‌ସି । ତମେ ବିନ୍‌ ଲକ୍‌ମନ୍‌କେ ଜନ୍‌ ନିୟମ୍‌ କର୍‌ସା, ପର୍‌ମେସର୍‌ ତମ୍‌କେ ସେ ନିୟମ୍‌ କର୍‌ସି ।
3 And why seest thou the mote, that is in thy brothers eye, and perceiuest not the beame that is in thine owne eye?
ତମର୍‌ ଆଁକିତେଇ ବଡ୍‌ କାଚ୍‌ରା ରଇଲେ ମିସା, କାଇକେ ତମର୍‌ ବାଇର୍‌ ଆଁକିଟାନେ ରଇବା କାଚ୍‌ରା, ନିକସଙ୍ଗ୍‍ ଦେକ୍‌ଲାସ୍‌ନି?
4 Or howe sayest thou to thy brother, Suffer me to cast out the mote out of thine eye, and beholde, a beame is in thine owne eye?
ନିଜର୍‌ ଆଁକିତେଇ ବଡ୍‌ କାଚ୍‌ରା ରଉରଉ ତମେ କାଇ ସାଆସେ ତମର୍‌ ବାଇର୍‌ ଆଁକିତେଇ ରଇବା କାଚ୍‌ରା ବାର୍‌କରାଇ ଦେବି ବଲି କଇଲାସ୍‌ନି?
5 Hypocrite, first cast out that beame out of thine owne eye, and then shalt thou see clearely to cast out the mote out of thy brothers eye.
ଏରେ କୁଟିଆଲ୍‌ମନ୍‌! ଆଗେ ନିଜର୍‌ ଆଁକିତେଇ ରଇଲା କାଚ୍‌ରା ବାର୍‌କରାଇ ପାକା, ତାର୍‌ ପଚେ ନିଜର୍‌ ବାଇର୍‌ ଆଁକିତେଇ ରଇବା କାଚ୍‌ରା ବାର୍‌କରାଇବାକେ ନିମାନ୍‌ କରି ଦେକି ପାରାସ୍‌ ।
6 Giue ye not that which is holy, to dogges, neither cast ye your pearles before swine, lest they treade them vnder their feete, and turning againe, all to rent you.
ସୁକଲ୍‌ ଦିନ୍‌ସୁ କୁକୁର୍‌ମନ୍‌କେ ଦିଆସ୍‌ ନାଇ, ସେମନ୍‌ ପାସ୍‌ଲିକରି ତମ୍‌କେ ଚାବିପାକାଇବାଇ । ଗୁସ୍‌ରି ମନର୍‌ ମୁଆଟେ ମୁକ୍‌ତା ପାକାଆ ନାଇ, ସେମନ୍‌ ମୁକ୍‌ତାର୍‌ ମୁଲିଅ ନ ବୁଜିକରି ମାଣ୍ଡିପାକାଇବାଇ ।
7 Aske, and it shall be giuen you: seeke, and ye shall finde: knocke, and it shall be opened vnto you.
ମାଙ୍ଗା, ତେବେ ତମ୍‌କେ ଦିଆଅଇସି । କଜା, ତେବେ ମିଲାଇସା, କାପାଟେ ମାରା କାପାଟ୍‌ ଉଗାଡି ଅଇସି ।
8 For whosoeuer asketh, receiueth: and he, that seeketh, findeth: and to him that knocketh, it shall be opened.
ଜେ ମାଙ୍ଗ୍‌ସି, ତାକେ ଦିଆଅଇସି, ଜେ କଜ୍‍ସି, ସେ ମିଲାଇସି, ଜେ କାପାଟେ ମାର୍‌ସି ତାର୍‌ପାଇ କାପାଟ୍‌ ଉଗାଡି ଦିଆଅଇସି ।
9 For what man is there among you, which if his sonne aske him bread, woulde giue him a stone?
ତମର୍‌ ବିତ୍‌ରେ ଏନ୍ତାରି ବାବା କେ ଆଚେ କି? ତମର୍‌ ପିଲା ଜଦି ରୁଟି ମାଙ୍ଗ୍‌ଲେ, ତାକେ ପାକ୍‌ନା ଦେଇସା?
10 Or if he aske fish, wil he giue him a serpent?
୧୦ନଇଲେ ସେ ମାଚ୍‌ ମାଙ୍ଗ୍‌ଲେ ତାକେ ସାଁପ୍‌ ଦେଇସା?
11 If ye then, which are euill, can giue to your children good giftes, howe much more shall your Father which is in heauen, giue good thinges to them that aske him?
୧୧ତମେ କାରାପ୍‌ ଲକ୍‌ ଅଇରଇଲେ ମିସା ନିଜର୍‌ ପିଲାମନ୍‌କେ ନିକନିକ ଜିନିସ୍‌ ଦେଇସା । ସେନ୍ତାରିସେ ଜନ୍‌ ଲକ୍‌ମନ୍‌ ସରଗର୍‌ ବାବାକେ ମାଙ୍ଗ୍‌ବାଇ ସେ ସେମନ୍‌କେ ଆରି କେତେ ନିକନିକ ଜିନିସ୍‌ ଦେଇସି ।
12 Therefore whatsoeuer ye woulde that men should doe to you, euen so doe ye to them: for this is the Lawe and the Prophets.
୧୨“ତମର୍‌ ପାଇ ବିନ୍‌ ଲକ୍‌ମନ୍‌ ଜାଇଟା କରତ୍‌ ବଲି ମନ୍‍ କଲାସ୍‌ନି, ସେନ୍ତାରି ତମେ ବିନ୍‌ ଲକର୍‌ ପାଇ କରା । ଏଟା ଅଇଲାନି ମସା ଦେଇରଇବା ନିୟମ୍‌ ଆରି ବବିସତ୍‌ବକ୍‌ତାମନର୍‌ ସିକିଆର୍‌ ଅରତ୍‌ ।”
13 Enter in at the streight gate: for it is the wide gate, and broade way that leadeth to destruction: and many there be which goe in thereat,
୧୩“ଚିପଙ୍ଗା ଦୁଆର୍‌ ବାଟେ ଜାଆ । କାଇକେବଇଲେ ବିନାସ୍‌ କର୍‌ବାକେ ନେବା ନର୍‌କେ ଜିବା ବାଟ୍‌ ଅସାର୍‌ ଆରି ସୁବିଦାର୍‍ଟା । କେତେ କେତେ ଲକ୍‌ ସେ ବାଟେ ଜିବାଇ ।
14 Because the gate is streight, and the way narowe that leadeth vnto life, and fewe there be that finde it.
୧୪ମାତର୍‌ ନ ସାର୍‌ବା ଜିବନେ ମିସି ରଇଲା ବାଟ୍‌, ଚିପଙ୍ଗା ଆରି ଜିବାଟା ବେସି କସ୍‌ଟ । ଉନା ଲକ୍‌ ସେ ବାଟ୍‌ କଜି କଜି ମିଲାଇବାଇ ।”
15 Beware of false prophets, which come to you, in sheepes clothing, but inwardly they are rauening wolues.
୧୫“ଟକାବଣ୍ଡା କର୍‌ବା ବବିସତ୍‌ବକ୍‌ତାମନର୍‌ ତେଇଅନି ଜାଗର୍‌ତା ଅଇରୁଆ, ସେମନ୍‌ ବାଇରେ ମେଣ୍ଡା ପାରା ଡିସ୍‌ବାଇ ମାତର୍‌ ତାକର୍‌ ମନ୍‌ ବିତ୍‌ରେ ବାଲିଆଡୁର୍‌କାମନର୍‌ ପାରା ।
16 Ye shall know them by their fruites. Doe men gather grapes of thornes? or figges of thistles?
୧୬ସେମନର୍‌ କର୍‌ବା କାମ୍‌ ଦେକି ତମେ ସେମନ୍‌କେ ଚିନିପାରାସ୍‌ । କାଟା ବୁଟାଇ ଅଙ୍ଗୁର୍‌ ନ ପଲେ କି କାଟାକଲି ବୁଟାଇ ଡୁମ୍‌ରି ପଲ୍‌ ନ ଦାରେ ।
17 So euery good tree bringeth foorth good fruite, and a corrupt tree bringeth forth euill fruite.
୧୭ନିକ ଗଚେ ନିକ ପଲ୍‌ ଦାର୍‌ସି, ବାନିଆ ଗଚର୍‌ ପଲ୍‌ ବାନିଆ ସେ ।
18 A good tree can not bring forth euil fruite: neither can a corrupt tree bring forth good fruite.
୧୮ନିକ ଗଚେ ବାନିଆ ପଲ୍‌ ନ ପଲେ କି ବାନିଆ ଗଚେ ନିକ ପଲ୍‌ ଅଇନାପାରେ ।
19 Euery tree that bringeth not forth good fruite, is hewen downe, and cast into the fire.
୧୯ନିକ ପଲ୍‌ ନ ଦାର୍‌ଲେ ସେ ଗଚ୍‌ କାଟି କରି ଜଇଟାନେ ପାକାଇଅଇସି ।
20 Therefore by their fruites ye shall knowe them.
୨୦ସେନ୍ତାରି ସେ ଟକାବଣ୍ଡା କର୍‌ବା ବବିସତ୍‌ବକ୍‌ତାମନର୍‌ କାମ୍‌ କର୍‌ବାଟାନେ ଅନି ତମେ ସେମନ୍‌କେ ଚିନିପାରାସ୍‌ ।”
21 Not euery one that sayeth vnto me, Lord, Lord, shall enter into the kingdome of heauen, but he that doeth my Fathers will which is in heauen.
୨୧ମକେ ମାପ୍‌ରୁ, ମାପ୍‌ରୁ ବଲି ଡାକ୍‌ବା ଲକ୍‌ମନର୍‌ତେଇ ଅନି ସବୁ ଲକ୍‌ ସରଗ୍‌ ରାଇଜେ କେଟିନାପାରତ୍‌ । ମାତର୍‌ ଜନ୍‌ ଲକ୍‌ମନ୍‌ ସରଗର୍‌ ବାବା ମନ୍ କଲା ଇସାବେ ଚଲାଚଲ୍‍ତି କର୍‌ବାଇ, ସେମନ୍‍ସେ ସରଗ୍‌ ରାଇଜେ କେଟ୍‍ବାଇ ।
22 Many will say to me in that day, Lord, Lord, haue we not by thy Name prophecied? and by thy name cast out deuils? and by thy name done many great workes?
୨୨ମାପ୍‌ରୁର୍‌ ବିଚାର୍‌ କର୍‌ବା ଦିନ୍‌ କେଟ୍‌ଲେ କେତେ କେତେ ଲକ୍‌ ମକେ କଇବାଇ, ଏ ମାପ୍‌ରୁ, ତମର୍‌ ନାଉଁ ଦାରି ଆମେ ପର୍‌ମେସରର୍‌ ସୁବ୍‌କବର୍‌ ଜାନାଇ ଆଚୁ । ତମର୍‌ ନାଉଁ ଦାରି ଡୁମାମନ୍‌କେ କେଦି ଆଚୁ ଆରି କେତେକ୍‌ କାବାଅଇଜିବା କାମ୍‌ମନ୍‌ କରିଆଚୁ ।
23 And then will I professe to them, I neuer knewe you: depart from me, ye that worke iniquitie.
୨୩ସେଡ୍‌କି ବେଲେ ମୁଇ ସେମନ୍‌କେ କଇବି, ନାଇ, ମୁଇ ତମ୍‌କେ ନାଜାନି । କରାପ୍‍କାମ୍‍ କର୍‍ବା ଲକ୍‍ମନ୍‍, ମର୍‌ଲଗେ ରୁଆନାଇ ।
24 Whosoeuer then heareth of mee these words, and doeth the same, I will liken him to a wise man, which hath builded his house on a rock:
୨୪“ଜେ ମର୍‌ କାତା ସୁନି, ସେ ଇସାବେ ଚାଲ୍‌ସି, ସେ ବଡ୍‌ ରାଙ୍ଗ୍‌ନି ପାକ୍‌ନା ଉପ୍‌ରେ ଗର୍‌ କର୍‌ବା ଗିଆନ୍‌ଲକର୍‌ ପାରା ।
25 And the raine fell, and the floods came, and the windes blewe, and beat vpon that house, and it fell not: for it was grounded on a rocke.
୨୫ଅପର୍‌ବଲ୍‌ ବର୍‌ସା ମାର୍‌ଲାକେ ଗାଡ୍‌ ଉଚ୍‌ଲି ଗାଲା ଆରି ସେ ଗର୍‌ ଉପ୍‌ରେ ବେସି ପବନ୍‌ ଦାର୍‌ଲା । ମାତର୍‌ ସେ ଗର୍‌ ବସ୍‌ଲେ ନାଇ । କାଇକେ ବଇଲେ ସେଟା ପାକ୍‌ନା ଉପ୍‌ରେ ତିଆର୍‌ ଅଇରଇଲା ।”
26 But whosoeuer heareth these my wordes, and doeth them not, shall be likened vnto a foolish man, which hath builded his house vpon the sand:
୨୬“ମାତର୍‌ ଜନ୍‌ ଲକ୍‌ମନ୍‌ ମର୍‌ କାତା ସୁନିକରି ମିସା ସେ ଇସାବେ ଚଲାଚଲ୍‌ତି ନ କରତ୍‌, ସେମନ୍‌ ବାଲି ଗାଦି ଉପ୍‌ରେ ଗର୍‌ ତିଆର୍‌ କରି ରଇବା ବକୁଆ ଲକ୍‍ ପାରା ।
27 And the raine fell, and the floods came, and the windes blewe, and beat vpon that house, and it fell, and the fall thereof was great.
୨୭ଅପର୍‌ବଲ୍‌ ବର୍‌ସା ଅଇଲାକେ ଗାଡ୍‌ ପୁରି ଉଚଲ୍‌ଲା, ଜବର୍‌ ବାଉଦୁକା ଆଇଲା ଆରି ଗର୍‌ କୁରୁପ୍‌ନାସ୍‌ ଅଇଗାଲା । ସେ କୁରୁପ୍‌ନାସ୍‌ ଅଇଲାଟା କେଡେ ଇନସ୍‌ତା ରଇଲା!”
28 And it came to passe, when Iesus had ended these wordes, the people were astonied at his doctrine.
୨୮ସାରାସାରି ଜାକ ଜିସୁ ସିକିଆ ଦେବାଟାନେ ଏ ସବୁ କାତା ସୁନିକରି ଲକ୍‌ମନ୍‌ କାବା ଅଇଗାଲାଇ ।
29 For he taught them as one hauing authoritie, and not as the Scribes.
୨୯ସେ ବିନ୍‌ବିନ୍‌ ସାସ୍‌ତର୍‌ ସିକାଉମନର୍‌ ପାରା ନ ସିକାଇକରି ନିଜର୍‌ ଅଦିକାର୍‌ ସଙ୍ଗ୍‍ ସିକାଇତେ ରଇଲା ।

< Matthew 7 >