< Matthew 10 >
1 And hee called his twelue disciples vnto him, and gaue them power against vncleane spirits, to cast them out, and to heale euery sickenesse, and euery disease.
୧ଜିସୁ ତାର୍ ବାର୍ଟା ପେରିତ୍ମନ୍କେ ଲଗେ ଡାକି ଡୁମା କେଦ୍ବାକେ, ସବୁ ରକାମର୍ ରଗ୍ ଆରି ଜର୍ଦୁକା ନିମାନ୍ କର୍ବାକେ ଅଦିକାର୍ ଦେଲା ।
2 Nowe the names of the twelue Apostles are these. The first is Simon, called Peter, and Andrew his brother: Iames the sonne of Zebedeus, and Iohn his brother.
୨ସେ ବାର୍ଟା ପେରିତ୍ମନର୍ ନାଉଁ ଅଇଲାନି, ସିମନ୍ ଜାକେକି ପିତର୍ ବଲି ଡାକ୍ବାଇ, ଆରି ତାର୍ ବାଇ ଆନ୍ଦ୍ରିୟ, ଜେବଦିର୍ ପଅ ଜାକୁବ୍ ଆରି ତାର୍ ବାଇ ଜଅନ୍,
3 Philippe and Bartlemewe: Thomas, and Matthewe that Publicane: Iames the sonne of Alpheus, and Lebbeus whose surname was Thaddeus:
୩ପିଲିପ୍ ଆରି ବାର୍ତଲମି, ତମା ଆରି ସିସ୍ତୁମାଙ୍ଗୁମନ୍ ମାତିିଉ, ଆଲ୍ପିର୍ ପଅ ଜାକୁବ୍ ଆରି ତଦିୟ,
4 Simon the Cananite, and Iudas Iscariot, who also betraied him.
୪କିଣାନିୟ ସିମନ୍ ଜେ କି ଇସ୍ରାଏଲ୍ ଲକ୍ମନର୍ ମୁକ୍ତିର୍ ପାଇ ଚେସ୍ଟା କର୍ତେରଇଲା । ଆରି ଇସ୍କାରିୟତ୍ ଜିଉଦା, ଜେ ଜିସୁକେ ସତ୍ରୁମନ୍କେ ସର୍ପିଦେଇ ରଇଲା ।
5 These twelue did Iesus send forth, and commanded them, saying, Goe not into the way of of the Gentiles, and into the cities of the Samaritans enter yee not:
୫ଜିସୁ ବାର୍ଟା ସିସ୍ମନ୍କେ ପାଟାଇଲାବେଲେ କାଇଟା କର୍ବାର୍ ଆଚେ କାଇଟା ନାଇ ବଲି ଆଦେସ୍ ଦେଇ କଇଲା, “ତମେ ଜିଉଦି ନଇଲା ଲକ୍ମନର୍ କନ୍ ଜାଗାଇ ମିସା ଜାଆନାଇ କି ସମିରଣିୟ ଗଡେ ମିସା ପୁରାନାଇ ।
6 But goe rather to the lost sheepe of the house of Israel.
୬ମାତର୍ ଆଜିଗାଲା ମେଣ୍ଡାମନର୍ ପାରା ରଇବା ଇସ୍ରାଏଲ୍ମନର୍ ଲଗେ ଜା ।
7 And as ye goe, preach, saying, The kingdome of heauen is at hand.
୭ସେମନର୍ ଲଗେ ଜାଇ ଜାନାଇକରି କୁଆ, ସରଗ୍ ରାଇଜ୍ ଲଗେ ଆଇଲା ଆଚେ!
8 Heale the sicke: cleanse the lepers: raise vp the dead: cast out the deuils. Freely ye haue receiued, freely giue.
୮ଜରର୍ ଲକ୍ମନ୍କେ ନିମାନ୍ କରା, ମଲା ଲକ୍ମନ୍କେ ଉଟାଆ, ବଡ୍ ରଗିମନ୍କେ ନିମାନ୍ କରା, ଡୁମାମନ୍କେ କେଦିଦିଆସ୍ । ଏ ସବୁ ସରଗର୍ ମାପ୍ରୁର୍ ତେଇଅନି ତିନ୍ପଲିଆରେ ମିଲାଇ ଆଚାସ୍ । ସେନ୍ତି ବିନ୍ ଲକ୍ମନ୍କେ କାଇଟା ନ ମାଙ୍ଗ୍ତେ ଦିଆସ୍ ।
9 Possesse not golde, nor siluer, nor money in your girdels,
୯ଡାବୁ ମିସା ନିଆନାଇ ।
10 Nor a scrippe for the iourney, neither two coates, neither shoes, nor a staffe: for the workeman is worthie of his meate.
୧୦ଆରି ବୁଲ୍ବା ବେଲେ ମୁନା ଦାରି ବୁଲାନାଇ । ଗଟେକ୍ ଉଚ୍କା ପିନ୍ଦ୍ବା ପଚିଆ, ପାଣ୍ଡଇ, ଡାଙ୍ଗ୍ ନିଆ ନାଇ । ପାଇଟି କରୁ ତାର୍ ବୁତି ପାଇସିସେ ।”
11 And into whatsoeuer citie or towne ye shall come, enquire who is worthy in it, and there abide till yee goe thence.
୧୧“ଗଟେକ୍ ଗଡେ କି ଗାଏଁ କେଟ୍ସା ବଇଲେ, ତେଇ କେ ତମ୍କେ ନିଜର୍ ଗରେ ଡାକ୍ସି, ସେ ଲକ୍କେ କଜା, ଆରି ବିନେ ଜିବା ଜାକ ତାକର୍ ଗରେସେ ରୁଆ ।
12 And when yee come into an house, salute the same.
୧୨ଗରେ କେଟ୍ଲା ବେଲେ ତେଇ ରଇଲା ଲକ୍ମନ୍କେ ଜୁଆର୍ କରି କୁଆ, ‘ତମ୍କେ ସାନ୍ତି ମିଲ’ ।
13 And if the house be worthy, let your peace come vpon it: but if it be not worthie, let your peace returne to you.
୧୩ସେମନ୍ ଜଦି ତମ୍କେ ଗତିଆ କରି ଡାକ୍ବାଇ, ତମେ କଇଲା ସାନ୍ତିର୍ କାତା ପୁରୁନ୍ ଅଇସି । ମାତର୍ ସେମନ୍ ଜଦି ତମ୍କେ ଗତିଆ କରି ନ ଡାକତ୍ ବଇଲେ, ତମେ କଇଲାଟା ତମର୍ ଲଗେ ବାଉଡି ଆଇସି ।
14 And whosoeuer shall not receiue you, nor heare your woordes, when yee depart out of that house, or that citie, shake off the dust of your feete.
୧୪ଜଦି କେ ମିସା ତମ୍କେ ନ ଡାକତ୍ କି ତମେ କଇଲା କାତା ନ ସୁନତ୍ ବଇଲେ, ‘ଏ ଜାଗା ଚାଡ୍ଲୁ’ ବଲି ଗଟେକ୍ ଚିନ୍ ପାରା ଦେକାଇବାକେ, ପାଦର୍ ଦୁଲି ପାପ୍ଡି, ସେ ଜାଗା ଚାଡି ଉଟିଜା ।
15 Truely I say vnto you, it shall be easier for them of the lande of Sodom and Gomorrha in the day of iudgement, then for that citie.
୧୫ମୁଇ ତମ୍କେ ସତ୍ କଇଲିନି, ବିଚାର୍ନା ଦିନେ ସଦମ୍ ଗମରାକେ ପର୍ମେସର୍ ଅଦିକ୍ ଦୟା ଦେକାଇସି ।”
16 Behold, I send you as sheepe in the middes of the wolues: be yee therefore wise as serpents, and innocent as doues.
୧୬“ସୁନା, ବାଲିଆଡୁର୍କାମନର୍ ବିତ୍ରେ ମେଣ୍ଡାମନ୍କେ ପାଟାଇଲା ପାରା ମୁଇ ତମ୍କେ ପାଟାଇଲିିିନି । ସାଁପର୍ ପାରା ଚାଲାକି ଅଇ ପରୁଆପାରା ସୁଆଲ୍ ଉଆ ।
17 But beware of men, for they will deliuer you vp to the Councils, and will scourge you in their Synagogues.
୧୭ମାତର୍ ଜାଗ୍ରତ୍ ଅଇରୁଆ, କାଇକେ ବଇଲେ ଲକ୍ମନ୍ ସେମନର୍ ବିଚାର୍ କର୍ବା ଜାଗାମନର୍ତେଇ ତମ୍କେ ସର୍ପିଦେବାଇ ଆରି ପାର୍ତନା ଗର୍ମନ୍କେ ତମ୍କେ କର୍ଡା ମାର୍ବାଇ ।
18 And ye shall be brought to the gouernours and Kings for my sake, in witnes to them, and to the Gentiles.
୧୮ଆରି ତମେ ମର୍ ସିସ୍ ଅଇଲାର୍ ଲାଗି, ରାଜା ଆରି ସାସନ୍ କର୍ବା ଲକ୍ମନର୍ ଲଗେ ନିଆଅଇ ବିଚାର୍ କରାଇଅଇସା । ଇତିଅନି ସେମନ୍କେ ଆରି ଜିଉଦି ନଇଲା ଲକ୍ମନର୍ ତେଇ ମର୍ ବିସଇନେଇ କଇବାକେ ତମେ ବେଲା ପାଇସା ।
19 But when they deliuer you vp, take no thought howe or what ye shall speake: for it shall be giuen you in that houre, what ye shall say.
୧୯ତମର୍ ବିଚାର୍ନା ଅଇବାବେଲେ ‘କାଇଟା କଇବି, କେନ୍ତି କଇବି’ ବଲି ଚିନ୍ତା କରି ତେରେପେତେ ନ ଉଆ । ଟିକ୍ ସେବେଲାଇ ସେଟା ତମ୍କେ ଜାନାଇ ଦିଆଅଇସି ।
20 For it is not yee that speake, but the spirite of your father which speaketh in you.
୨୦କାଇକେ ବଇଲେ ତମେ ନିଜେ କାଇଟା କଇବାକେ ନ ପଡେ । ବାବା ପର୍ମେସର୍ ସୁକଲ୍ ଆତ୍ମାଇ ତମର୍ ଟଣ୍ଡେଅନି କାତା କଇସି ।”
21 And the brother shall betray the brother to death, and the father the sonne, and the children shall rise against their parents, and shall cause them to die.
୨୧ଲକ୍ମନ୍ ନିଜର୍ ବାଇକେ ମରନର୍ ଡଣ୍ଡ୍ ବଗ୍ବାକେ ଦାରାଇଦେବାଇ । ବାବା ମିସା ନିଜର୍ ପିଲାମନ୍କେ ସେନ୍ତାରି କର୍ସି । ପିଲା ଟକିମନ୍ ବାବାମାଆର୍ ବିରଦେ ଉଟି ସେମନ୍କେ ମରାଇବାଇ ।
22 And yee shall be hated of all men for my Name: but he that endureth to the end, he shall be saued.
୨୨ମକେ ବିସ୍ବାସ୍ କଲାର୍ ଲାଗି ତମ୍କେ ସବୁ ଲକ୍ ଗିନ୍ କର୍ବାଇ । ମାତର୍ ଜନ୍ ଲକ୍ ସାରାସାରି ଜାକ ସାଆସ୍ ଦାରି ରଇସି, ସେ ମୁକ୍ତି ପାଇସି ।
23 And when they persecute you in this citie, flee into another: for verely I say vnto you, yee shall not goe ouer all the cities of Israel, till the Sonne of man be come.
୨୩ଗଟେକ୍ ନଅରେ ଦୁକ୍ କସ୍ଟ ଦେଲେ, ତମେ ଆରି ଗଟେକ୍ ନଅରେ ଉଟି ପାଲାଆ । ମୁଇ ତମ୍କେ ସତ୍କାତା କଇଲିନି, ତମେ ଇସ୍ରାଏଲ୍ ଦେସେ ରଇବା ସବୁ ଗଡେ ବୁଲି ନ ସାର୍ତେ, ନର୍ପିଲା ମୁଇ ଆରି ତରେକ୍ ବାଉଡି ଆସିରଇବି ।
24 The disciple is not aboue his master, nor the seruant aboue his Lord.
୨୪“କନ୍ ସିସ୍ ମିସା ଗୁରୁର୍ ତେଇଅନି ବଡ୍ ନଏଁ । ଗତିଦାଙ୍ଗ୍ଡା ସାଉକାରର୍ତେଇଅନି ବଡ୍ ନଏଁ ।
25 It is ynough for the disciple to bee as his master is, and the seruaunt as his Lord. If they haue called the master of the house Beel-zebub, howe much more them of his housholde?
୨୫ସିସ୍ ତାର୍ ଗୁରୁର୍ ପାରା ଆରି ଗତିଦାଙ୍ଗ୍ଡା ନିଜର୍ ସାଉକାର୍ ପାରା ଅଇଲେ ସେମନ୍ ସାର୍ଦା ଅଇବାର୍ ଆଚେ । ଗଟେକ୍ ଗରର୍ ମୁକିଆ ମକେ, ବାଲ୍ଜିବୁଲ୍ ବଲି ଡାକ୍ଲାଇନି ବଇଲେ, ଗରର୍ ଆରି ଅଦେକ୍ ଲକ୍ମନ୍କେ ବାଇଦରେ ଅଦିକ୍ କାରାପ୍ ନାଉଁ ଦାରି ଡାକ୍ବାଇ ।”
26 Feare them not therefore: for there is nothing couered, that shall not be disclosed, nor hid, that shall not be knowen.
୨୬“ସେଟାର୍ପାଇ ଲକ୍ମନ୍କେ ଡରାନାଇ । ଜନ୍ ବିସଇ କି ଲୁଚ୍ତେ ଆଚେ, ସେଟା କେବେ ନଇଲେ କେବେ ଡିସ୍ସି ଆରି ସବୁ ଲୁଚ୍ଲା କାତାମନ୍ ଜାନା ପଡ୍ସି ।
27 What I tell you in darkenesse, that speake yee in light: and what yee heare in the eare, that preach yee on the houses.
୨୭ଜନ୍ଟା ମୁଇ ତମ୍କେ ଆନ୍ଦାର୍ ବେଲାଇ କଇଲିନି ସେଟା ତମେ ଉଜ୍ଲେ କୁଆ, ଆରି ଜନ୍ଟା ଲୁଚ୍ତେ ସୁନିଆଚାସ୍ ସେଟା ଗରର୍ ଚାଉନି ଉପ୍ରେ ଟିଆଅଇ କୁଆ ।
28 And feare yee not them which kill the bodie, but are nor able to kill the soule: but rather feare him, which is able to destroy both soule and bodie in hell. (Geenna )
୨୮ଜନ୍ଲକ୍ମନ୍ ତମର୍ ଗାଗଡ୍ ନସ୍ଟ କର୍ବାଇ ମାତର୍ ତମର୍ ଆତ୍ମାକେ କାଇଟା କରିନାପାରତ୍ ସେମନ୍କେ ଡରାନାଇ । ମାତର୍ ଜନ୍ ପର୍ମେସର୍ ତମର୍ ଗାଗଡ୍ ଆରି ଆତ୍ମାକେ ନରକ୍ କୁଣ୍ଡେ ପିଙ୍ଗ୍ସି, ତାକେ ଡରା । (Geenna )
29 Are not two sparrowes sold for a farthing, and one of them shall not fal on the ground without your Father?
୨୯ଡାବୁଦେଇ ଦୁଇଟା ଚେଟିଆ ଚଡଇ ଗେନିପାରାସ୍, ମାତର୍ ତମର୍ ବାବା ପର୍ମେସର୍ ନାଜାନ୍ତେ ସେ ଚଡଇମନର୍ତେଇଅନି ଗଟେକ୍ ମିସା ନ ମରତ୍ ।
30 Yea, and all the heares of your head are nombred.
୩୦ଆରି ପର୍ମେସର୍ ତମର୍ ମୁଣ୍ଡର୍ ଚେଣ୍ଡି ମିସା ଗଟେକ୍ ଗଟେକ୍ କରି ଏଜିଆଚେ ।
31 Feare ye not therefore, yee are of more value then many sparowes.
୩୧ଡରାନାଇ, ବେସି ଚେଟିଆ ଚଡଇମନର୍ ତେଇ ଅନି ତମର୍ ଦାମ୍ ଅଦିକ୍ ।”
32 Whosoeuer therefore shall confesse me before men, him will I confesse also before my Father which is in heauen.
୩୨“ଜେ ମକେ ସବୁର୍ ମୁଆଟେ ‘ମର୍ ଲକ୍’ ବଲି ନାମ୍ସି, ମୁଇ ମିସା ମର୍ ସରଗର୍ ବାବାର୍ ମୁଆଟେ ସେମନ୍କେ ‘ମର୍ ଲକ୍’ ବଲି କଇବି ।
33 But whosoeuer shall denie me before me, him will I also denie before my Father which is in heauen.
୩୩ମାତର୍ ଜନ୍ ଲକ୍ ମକେ ସବୁର୍ ମୁଆଟେ ‘ତାକେ ନାଜାନି’ ବଲି କଇସି, ମୁଇ ମିସା ମର୍ ସରଗର୍ ବାବାର୍ ମୁଆଟେ ‘ତାକେ ନାଜାନି’ ବଲି କଇବି ।”
34 Thinke not that I am come to sende peace into the earth: I came not to send peace, but the sworde.
୩୪“ମୁଇ ଏ ଦୁନିଆଇ ସାନ୍ତି ଦେବାର୍ ଆସିଆଚି ବଲି ତମେ ବାବା ନାଇ । ନାଇ, ସାନ୍ତି ଦେବାକେ ଆସି ନାଇ, କାଣ୍ଡା ଦେବାକେ ଆଇଲିଆଚି ।
35 For I am come to set a man at variance against his father, and the daughter against her mother, and the daughter in law against her mother in lawe.
୩୫ମର୍ ଲାଗି ପିଲା ବାବାକେ ବିରଦ୍ କର୍ସି, ଟକି ଆୟାକେ ବିରଦ୍ କର୍ସି ଆରି ବୁଆରି ସାତ୍ରିର୍ ବିରଦେ ଉଟ୍ସି ।
36 And a mans enemies shall be they of his owne housholde.
୩୬ନିଜର୍ ଗରର୍ ଲକ୍ମନ୍ସେ ନିଜର୍ ସତ୍ରୁ ଅଇବାଇ ।”
37 He that loueth father or mother more then me, is not worthie of me. And he that loueth sonne, or daughter more then mee, is not worthie of me.
୩୭“କେମିସା ଜଦି ନିଜର୍ ମାବାବାକେ ମର୍ତେଇଅନି ଅଦିକ୍ ଆଲାଦ୍ କର୍ସି, ସେ ମର୍ ସିସ୍ ଅଇନାପାରେ । ଆରି ଜନ୍ ଲକ୍ ମକେ ଆଲାଦ୍ କର୍ବାଟାନେ ଅନି ନିଜର୍ ପିଲାଟକିକେ ଅଦିକ୍ ଆଲାଦ୍ କର୍ସି ବଇଲେ ସେ ମର୍ ସିସ୍ ଅଇବାକେ ଅଦିକାର୍ ନ ପାଏ ।
38 And hee that taketh not his crosse, and followeth after me, is not worthie of me.
୩୮ଜନ୍ ଲକ୍ ନିଜର୍ କୁରୁସ୍ ବଇ ମର୍ ସଙ୍ଗ୍ ନ ଆସେ ବଇଲେ ସେ ମର୍ ସିସ୍ ଅଇବାକେ ଅଦିକାର୍ ନ ପାଏ ।
39 He that will finde his life, shall lose it: and he that loseth his life for my sake, shall finde it.
୩୯ଜନ୍ଲକ୍ ନିଜର୍ ଜିବନ୍ ରକିଆ କର୍ବାକେ ଚେସ୍ଟା କର୍ସି ବଇଲେ ସେ ସେଟା ଆରାଇସି । ମାତର୍ ଜେ ମର୍ ଲାଗି ତାର୍ ଜିବନ୍ ଆରାଇସି ବଇଲେ, ସେ ସତଇସେ ସେଟା ରକିଆ କର୍ସି ।”
40 He that receiueth you, receiueth me: and hee that receiueth mee, receiueth him that hath sent me.
୪୦“ଜନ୍ ଲକ୍ ତମ୍କେ ଡାକିନେଇସି, ସେ ମର୍ପାଇ ସେଟା କଲାନି । ଆରି ଜନ୍ ଲକ୍ ମକେ ଡାକିନେଇସି ସେ ମକେ ପାଟାଇଲା ବାବା ପରମେସରର୍ ପାଇ ସେଟା କଲାନି ।
41 Hee that receiueth a Prophet in the name of a Prophet, shall receiue a Prophetes rewarde: and hee that receiueth a righteous man, in the name of a righteous man, shall receiue the rewarde of a righteous man.
୪୧ଜେ ମିସା ଗଟେକ୍ ବବିସତ୍ବକ୍ତାକେ ‘ପର୍ମେସରର୍ କାତା ସୁନାଉ’ ବଲି ଡାକ୍ସି, ବବିସତ୍ବକ୍ତାକେ ମିଲ୍ବା ପୁରୁସ୍କାର୍ତେଇ ସେ ମିସା ମିସ୍ସି । ଆରି ଜେ ଦରମ୍ ଲକ୍କେ ଗରେ ଡାକ୍ସି, ଦରମ୍ ଲକ୍କେ ମିଲ୍ବା ପୁରୁସ୍କାର୍ତେଇ ସେ ମିସା ମିସ୍ସି ।
42 And whosoeuer shall giue vnto one of these litle ones to drinke a cuppe of colde water onely, in the name of a disciple, verely I say vnto you, he shall not lose his rewarde.
୪୨ଆରି ଜନ୍ ଲକ୍ ମର୍ ପଚେ ପଚେ ଆଇବା ମୁକିଅ ନଇଲା ଗଟେକ୍ ସାନ୍ ସିସ୍କେ, ଗିଲ୍ସେକ୍ ପାନି ଦେଇସି, ସେ ମର୍ ସିସ୍ । ସେ ପୁରୁସ୍କାର୍ ପାଇସି ଆକା ।”