< Mark 3 >
1 And he entred againe into ye Synagogue, and there was a man which had a withered had.
୧ପଚେ ଜିସୁ ଆରି ଗଟେକ୍ ତର୍ ଜିଉଦିମନର୍ ପାର୍ତନା ଗରେ ଗାଲା । ତେଇ ଗଟେକ୍ ଲକ୍ ରଇଲା । ତାର୍ ଗଟେକ୍ ଆତ୍ ସୁକିଜାଇରଇଲା ।
2 And they watched him, whether he would heale him on the Sabbath day, that they might accuse him.
୨ଜିସୁ କେଜାନେ ବିସ୍ରାମ୍ ବାରେ ନିମାନ୍ କର୍ସି ବଲି, ସେମନ୍ ଆଁକି ନ ମରାଇତେ ଦେକ୍ତେରଇଲାଇ, କାଇକେବଇଲେ ଜେନ୍ତିକି ତାର୍ ବିରୁଦେ ଦସ୍ ଦାରିପାର୍ବାଇ ।
3 Then he saide vnto the man which had the withered hand, Arise: stand forth in the middes.
୩ଜନ୍ ଲକର୍ ଆତ୍ ସୁକି ଜାଇରଇଲା, ତାକେ ଜିସୁ କଇଲା, “ଆଉ ମଜାଇ ଟିଆ ଅ ।”
4 And he saide to them, Is it lawfull to doe a good deede on the Sabbath day, or to doe euil? to saue the life, or to kill? But they held their peace.
୪ଆରି ଜିସୁ ଲକ୍ମନ୍କେ ପାଚାର୍ଲା, “ବିସ୍ରାମ୍ବାରେ କାଇଟା କର୍ବା ନିଅମ୍? ନିକ କର୍ବାର୍ କି ଆସାର୍ କର୍ବାର୍? ଜିବନ୍ ବଁଚାଇବାର୍ କି ମରାଇଦେବାର୍?” ମାତର୍ ସେମନ୍ କାଇଟା ନ କଇ ଚିମ୍ରାଅଇ ରଇଲାଇ ।
5 Then hee looked rounde about on them angerly, mourning also for the hardnesse of their hearts, and saide to the man, Stretch foorth thine hand. And he stretched it out: and his hande was restored, as whole as the other.
୫ସେବେଲେ ତାକର୍ ମନ୍ ଡାଟ୍ ରଇବାଟା ଦେକିକରି ଜିସୁ ଦୁକ୍ଅଇ ରିସାସଙ୍ଗ୍, ଚାରିବେଡ୍ତି ଦେକ୍ଲା । ଆରି ସେ ଲକ୍କେ କଇଲା, “ଆତ୍ ଲାମା ।” ସେ ଲକ୍ ଆତ୍ ଲାମାଇଲା, ଆରି ତାର୍ ଆତ୍ ନିମାନ୍ ଅଇଗାଲା ।
6 And the Pharises departed, and straightway gathered a councill with the Herodians against him, that they might destroy him.
୬ତେଇଅନି ପାରୁସିମନ୍ ସେ ଜାଗାଇଅନି ଦାପ୍ରେ ବାରଇ ଜାଇ ଜିସୁକେ ମରାଉ ବଲି ତାର୍ ବିରୁଦେ ଏରଦ୍ ରାଜାର୍ ଲକ୍ମନର୍ସଙ୍ଗ୍ ଉପାଇ ପାଁଚ୍ବାର୍ ଦାର୍ଲାଇ ।
7 But Iesus auoided with his disciples to the sea: and a great multitude followed him from Galile, and from Iudea,
୭ସେଡ୍କିବେଲେ ଜିସୁ ସିସ୍ମନର୍ ସଙ୍ଗ୍ ଲକ୍ମନର୍ଟାନେଅନି ବେଗ୍ଲି କରି, ସମ୍ଦୁର୍ କଣ୍ଡିବାଟେ ବାରଇ ଗାଲା । ଆରି ଗାଲିଲି ଅନି ବେସି ଲକ୍ ତାର୍ ପଚେ ପଚେ ଆଇଲାଇ, ଆରି ଜିଉଦା,
8 And from Ierusalem, and from Idumea, and beyonde Iordan: and they that dwelled about Tyrus and Sidon, when they had heard what great things he did, came vnto him in great number.
୮ଜିରୁସାଲାମ୍, ଇଦମ୍, ଜର୍ଦନ୍ର୍ ଉପର୍ ବାଟେ ରଇବା ସର ଆରି ସିଦନର୍ ଚାରିବେଡ୍ତିର୍ ଲକ୍ ସେ କରିରଇବା ସବୁ କାମର୍ କାତା ସୁନି ତାର୍ ଲଗେ ଆଇଲାଇ ।
9 And he commanded his disciples, that a litle shippe should waite for him, because of the multitude, lest they shoulde throng him.
୯ସେଡ୍କିବେଲେ ଚିପାଟେଲା ରଇଲାକେ, ଲକ୍ମନ୍ ଜେନ୍ତିକି ଉପ୍ରେ ଡାବି ନ ଅଅତ୍, ତେବର୍ ପାଇ ଜିସୁ ସିସ୍ମନ୍କେ ତାର୍ପାଇ ଗଟେକ୍ ସାନ୍ଟା ଡଙ୍ଗା ଆନି ଜାଗାଇବାକେ ତିଆର୍ଲା ।
10 For hee had healed many, in so much that they preassed vpon him to touch him, as many as had plagues.
୧୦କାଇକେବଇଲେ ସେ ବେସି ଲକ୍ମନ୍କେ ନିମାନ୍ କଲାଜେ ଜର୍ଦୁକା ଅଇରଇବା ଲକ୍ମନ୍ ତାକେ ଚିଉଁ ବଲି ଉପ୍ରେ ଡାବିଅଇ ଜାଇତେରଇଲାଇ ।
11 And when the vncleane spirits sawe him, they fel downe before him, and cried, saying, Thou art the Sonne of God.
୧୧ଆରି ଜେଡେବେଲେ ଜିସୁକେ କରାପ୍ ଆତ୍ମାମନ୍ ଦେକ୍ତେ ରଇଲାଇ, ସେ ଆତ୍ମାମନ୍ ତାର୍ ମୁଆଟେ ଅଦ୍ରି ଆଉଲିଅଇ କଇତେରଇଲାଇ, “ତୁଇ ଆକା ପର୍ମେସରର୍ ପଅ ।”
12 And he sharply rebuked them, to the ende they should not vtter him.
୧୨ମାତର୍ ଜିସୁ ଡୁମାମନ୍କେ ତାର୍ ବିସଇନେଇ ବିନ୍ ଲକ୍ମନ୍କେ କାଇ ବଲି ନ କୁଆ ବଲି ଡାଟ୍ସଙ୍ଗ୍ ଆଦେସ୍ ଦେଇତେରଇଲା ।
13 Then hee went vp into a mountaine, and called vnto him whome he woulde, and they came vnto him.
୧୩ଜିସୁ ପର୍ବତ୍ ଉପ୍ରେ ଜାଇ, ଜନ୍ ଲକ୍ମନ୍କେ ସେ ମନ୍ କଲା, ସେମନ୍କେ ଲଗେ ଡାକ୍ଲା, ଆରି ସେମନ୍ ତାର୍ ଲଗେ ଆଇଲାଇ ।
14 And hee appoynted twelue that they should be with him, and that he might send them to preache,
୧୪ସେ ବାର ଲକ୍କେ ବାଚ୍ଲା ଆରି ସେମନ୍କେ ତାର୍ କବର୍ ନେଉ ବଲି ଡାକ୍ଲା । ଜେନ୍ତି ସେମନ୍ ତାର୍ ସଙ୍ଗ୍ ରଇପାରତ୍ ଆରି ସେମନ୍ ତାର୍ କବର୍ ଜାନାଇବାଇ,
15 And that they might haue power to heale sicknesses, and to cast out deuils.
୧୫ଆରି ଡୁମାଚାଡାଇବାକେ ଅଦିକାର୍ ଦେଲା ।
16 And the first was Simon, and hee named Simon, Peter,
୧୬ଜିସୁ ବାର ଲକ୍କେ ବାଚ୍ଲା, ଜନ୍ଲକ୍ମନ୍ କି ସିମନ୍, ଜାକେ ସେ ପିତର୍ ବଲି ନାଉଁ ଦେଲା,
17 Then Iames the sonne of Zebedeus, and Iohn Iames brother (and surnamed them Boanerges, which is, the sonnes of thunder, )
୧୭ଜେବଦିର୍ ପ ଜାକୁବ୍ ଆରି ତାର୍ ବାଇ ଜଅନ୍କେ ସେ ବିନେରିଗସ୍ ବଲି ନାଉଁ ଦେଲା, ଆର୍ ଅରତ୍ ଅଇଲାନି ମେଗ୍ନାଦର୍ ପଅମନ୍,
18 And Andrew, and Philippe, and Bartlemew, and Matthewe, and Thomas, and Iames, the sonne of Alpheus, and Thaddeus, and Simon the Cananite,
୧୮ଆନ୍ଦ୍ରିୟ, ପିଲିପ୍, ବାର୍ତଲମି, ମାତିଉ, ତମା, ଆଲ୍ପିର୍ ପଅ ଜାକୁବ୍, ତଦିୟ, କିଣାନିୟ ସିମନ୍, ଜେ କି ରମିୟ ସର୍କାରର୍ ବିରୁଦେ ଉଟିରଇଲା ।
19 And Iudas Iscariot, who also betraied him, and they came home.
୧୯ଆରି ଇସ୍କାରିୟତିୟ ଜିଉଦା, ଜେ କି ଜିସୁକେ ସତ୍ରୁକେ ସର୍ପି ଦେଇରଇଲା ।
20 And the multitude assembled againe, so that they could not so much as eate bread.
୨୦ପଚେ ଜିସୁ ଗଟେକ୍ ଗରେ ପୁର୍ଲା । ସେଡ୍କି ବେଲେ ଲକ୍ମନ୍ ଆରି ତରେକ୍ ଏତେକ୍ ରୁଣ୍ଡ୍ଲାଇ ଜେ, ସେ ଆରି ତାର୍ ସିସ୍ମନ୍ କାଇବାର୍ ମିସା ନାପାର୍ଲାଇ ।
21 And when his kinsfolkes heard of it, they went out to laie hold on him: for they sayde that he was beside himselfe.
୨୧“ଜିସୁକେ କାଇବାକେ ମିସା ବେଲା ନାଇ ।” ବଲି କଇ ତାକର୍ ଗରର୍ ଲକ୍ ସୁନି, ତାକେ ଗରେ ଡାକିନେବାକେ ଆଇଲାଇ । କାଇକେବଇଲେ ସେମନ୍ କଇଲାଇ, “ତାର୍ ବୁଦି ବାନାଅଇଗାଲାନି ।”
22 And the Scribes which came downe from Hierusalem, saide, He hath Beelzebub, and through the prince of the deuils he casteth out deuils.
୨୨ଆରି, ଜିରୁସାଲାମ୍ ଅନି ଆସିରଇବା ସାସ୍ତର୍ ସିକାଉମନ୍ କଇଲାଇ, “ଆକେ ଡୁମାମନର୍ ନେତା ବାଲ୍ଜିବୁଲ୍ ଦାରିଆଚେ, ଆରି ଡୁମାମନର୍ ନେତାର୍ ବପୁସଙ୍ଗ୍ ଡୁମା ଚାଡାଇଲାନି ।”
23 But he called them vnto him, and said vnto them in parables, How can Satan driue out Satan?
୨୩ସେଡ୍କିବେଲେ ଜିସୁ ସାସ୍ତର୍ ସିକାଉମନ୍କେ ଲଗେଡାକି ଉଦାଅରନ୍ ଦେଇ କଇଲା, “ସଇତାନ୍ କେନ୍ତି ସଇତାନ୍କେ ଚାଡାଇ ପାର୍ସି?
24 For if a kingdome bee deuided against it selfe, that kingdome can not stand.
୨୪ଜଦି ଗଟେକ୍ ରାଇଜ୍ ଦୁଇ ବାଗ୍ ଅଇ ନିଜର୍ ବିରୁଦେ ଉଟ୍ସି, ତେବେ ସେ ରାଜିଅ ବେସିଦିନ୍ ନ ରଏ ।
25 Or if a house bee deuided against it selfe, that house can not continue.
୨୫ଗଟେକ୍ ଗର୍ ବାଗ୍ ଅଇ ନିଜର୍ ବିରୁଦେ ଉଟ୍ସି, ତେବେ ସେ ଗର୍ ବେସି ଦିନ୍ ନ ରଏ ।
26 So if Satan make insurrection against himselfe, and be deuided, hee can not endure but is at an ende.
୨୬ସେନ୍ତାର୍ସେ ସଇତାନ୍ ଜଦି ବାଗ୍ ଅଇ ନିଜର୍ ବିରୁଦେ ଉଟ୍ସି, ତେବେ ସେ ତବିର୍ ଅଇ ରଇ ନାପାରେ, ମାତର୍ ତାର୍ ବିନାସ୍ ଗଟ୍ସି ।
27 No man can enter into a strong mans house, and take away his goods, except hee first binde that strong man, and then spoyle his house.
୨୭“ମାତର୍ କେ ମିସା ବପୁ ରଇବା ଲକ୍କେ ପର୍ତୁମ୍ ନ ବାନ୍ଦ୍ତେ, ତାର୍ ଗରେ ପୁରିକରି ସେଲକର୍ ନିଜର୍ ସବୁ ଚରାଇ ନେଇ ନାପାରେ, ମାତର୍ ସେ ବପୁ ରଇବା ଲକ୍କେ ଆଗେ ବାନ୍ଦ୍ଲେ ସିନା ସେ ତାର୍ ଗରେ ପୁରି ଚରିପାର୍ସି ।
28 Verely I say vnto you, all sinnes shalbe forgiuen vnto the children of men, and blasphemies, wherewith they blaspheme:
୨୮“ମୁଇ ତମ୍କେ ସତ୍ କଇଲିନି, ଲକ୍ମନର୍ ସବୁ ପାପ୍, ଆରି ସେମନ୍ ଜେତେକ୍ ନିନ୍ଦା କାତା କଇ ପର୍ମେସରର୍ ନିନ୍ଦା କଲେ ମିସା, ସେ ସବୁଜାକ କେମା କରାଅଇସି ।
29 But hee that blasphemeth against the holy Ghost, shall neuer haue forgiuenesse, but is culpable of eternall damnation. (aiōn , aiōnios )
୨୯ଜେକି ସୁକଲ୍ଆତ୍ମାର୍ ବିରୁଦେ ନିନ୍ଦା କାତା କଇସି, ତାକେ କନ୍ କାଲେ ମିସା ପର୍ମେସର୍ କେମା ନ ଦେଏ, ଆରି ସେ ନ ସାର୍ବା ପାପର୍ ଦସି ଅଇସି ।” (aiōn , aiōnios )
30 Because they saide, Hee had an vncleane spirit.
୩୦ତାକେ କାରାପ୍ ଆତ୍ମା ଲାଗିଆଚେ ବଲି ସାସ୍ତର୍ ସିକାଉମନ୍ କଇଲାଇକେ, ଜିସୁ ଏନ୍ତାରି କଇଲା ।
31 Then came his brethren and mother, and stoode without, and sent vnto him, and called him.
୩୧ସେଡ୍କିବେଲେ ଜିସୁର୍ ମା ଆରି ବାଇମନ୍ ଆସି ବାଇରେ ଟିଆ ଅଇ ଜିସୁକେ ଡାକାଇପାଟାଇଲାଇ ।
32 And the people sate about him, and they said vnto him, Beholde, thy mother, and thy brethren seeke for thee without.
୩୨ତେଇ ତାର୍ ଚାରିବେଡ୍ତି ବସି ରଇବା ଲକ୍ମନ୍ ତାକେ କଇଲାଇ, “ଦେକା, ତମର୍ ମାଆ ଆରି ବାଇ ବଇନି ବାଇରେ ରଇ ତମ୍କେ କଜ୍ଲାଇନି ।”
33 But hee answered them, saying, Who is my mother and my brethren?
୩୩ଜିସୁ ସେମନ୍କେ କଇଲା, “କେ ମର୍ ମା ଆରି ବାଇବଇନିମନ୍?”
34 And hee looked rounde about on them, which sate in compasse about him, and saide, Beholde my mother and my brethren.
୩୪ସେ ତାର୍ ଚାରିବେଡ୍ତି ବସିରଇବା ଲକ୍ମନ୍କେ ଦେକିକରି କଇଲା, “ଏମନ୍ ମର୍ ମାଆ ଆରି ମର୍ ବାଇ ବଇନି ।
35 For whosoeuer doeth the will of God, he is my brother, and my sister, and mother.
୩୫ଜନ୍ ଲକ୍ମନ୍ ପର୍ମେସର୍ ମନ୍କଲାଟା ପୁରାପୁରୁନ୍ କର୍ବାଇ, ସେ ମର୍ ବାଇ, ବଇନି ଆରି ମା ।”