< Mark 11 >

1 And when they came neere to Hierusalem, to Bethphage and Bethania vnto the mount of Oliues, he sent forth two of his disciples,
ଜିସୁ ଆରି ତାର୍‌ ସିସ୍‌ମନ୍‌ ଜିରୁସାଲାମ୍‌ ଲଗାଲଗି ଅଇକରି ଜିତ୍‌ ନାଉଁର୍‌ ଡଙ୍ଗର୍‌ଲଗେ ରଇଲା ବେତ୍‌ପାଗି ଆରି ବେତ୍‌ନିଆ ନାଉଁର୍‌ ଗାଏଁ କେଟ୍‌ଲାଇ । ଜିସୁ ସିସ୍‌ମନର୍‌ ବିତ୍‌ରେଅନି ଦୁଇଲକ୍‌କେ ଡାକିକରି ସେମନ୍‌କେ କଇଲା,
2 And sayd vnto them, Goe your wayes into that towne that is ouer against you, and assoone as ye shall enter into it, ye shall finde a colte tied, whereon neuer man sate: loose him, and bring him.
ତମେ ଆମର୍‌ ମୁଆଟେ ରଇଲା ଗାଏଁ ଜା । ତମେ ଗାଉଁ ବିତ୍‌ରେ ଜିବାବେଲେ, ଗଟେକ୍‌ ଗଦ ପିଲା ବାନ୍ଦିରଇଲାଟା ଦେକ୍‌ସା । ସେ ଗଦ ପିଲାର୍‌ ଉପ୍‌ରେ ଏବେଜାକ କେ ମିସା ଚଗତ୍‌ ନାଇ । ତାକେ ମେଲିକରି ମର୍‌ଲଗେ ଦାରିଆସା ।
3 And if any man say vnto you, Why doe ye this? Say that the Lord hath neede of him, and straightway he will send him hither.
ଜଦି କେ ତମ୍‌କେ କାଇକେ ମେଲିକରି ନେଲାସ୍‌ନି? ବଲି ପାଚାର୍‌ଲେ, ମାପ୍‌ରୁକେ ଦର୍‌କାର୍‌ ଆଚେ ଆରି ସେ ତମ୍‌କେ ଦାପ୍‌ରେସେ ବାଉଡାଇଦେଇସି । ବଲି ସେମନ୍‌ ଜିବା ଆଗ୍‌ତୁ ସେମନ୍‌କେ ପାଟାଇଦେଲା ।
4 And they went their way, and found a colt tyed by the doore without, in a place where two wayes met, and they loosed him.
ସେ ଗାଏଁ ଗାଲାଇ ଜେ ଗଟେକ୍‌ ଗରର୍‌ ଡାଣ୍ଡର୍‌ ଡିଆଗଡିଲଗେ ଗଦ ପିଲା ବାନ୍ଦିଅଇ ରଇଲାଟା ଦେକିକରି ତାକେ ଜାଇ ମେଲ୍‌ଲାଇ ।
5 Then certaine of them, that stoode there, sayd vnto them, What doe ye loosing the colt?
ତେଇ ଟିଆଅଇରଇଲା କେତେଲକ୍‌ମନ୍‌ କଇଲାଇ, “ତମେ କାଇଟା କଲାସ୍‌ନି? ଆରି କାଇକେ ଏ ଗଦ ପିଲାକେ ମେଲ୍‌ଲାସ୍‌ନି?”
6 And they sayde vnto them, as Iesus had commanded them: So they let them goe.
ସେମନ୍‌କେ ଜିସୁ ଜେନ୍ତି କଇବାକେ କଇରଇଲା, ସେନ୍ତାରିସେ ସିସ୍‌ମନ୍‌ ଲକ୍‌ମନ୍‌କେ କଇଲାଇ । ତାର୍‌ପଚେ ସେ ଲକ୍‌ମନ୍‌ “ଗଦ ପିଲାକେ ନିଆ ।” ବଲି କଇଲାଇ ।
7 And they brought the colte to Iesus, and cast their garments on him, and he sate vpon him.
ସେମନ୍‌ ଗଦ ପିଲାକେ ଜିସୁର୍‌ ଲଗେ ଆନ୍‌ଲାଇ ଆରି ନିଜର୍‌ ନିଜର୍‌ ପଚିଆମନ୍‌ ଗଦ ପିଲାର୍‌ ପିଟି ଉପ୍‌ରେ ପାକାଇଲାଇ । ଆରି ଜିସୁ ଗଦ ଉପ୍‌ରେ ବସ୍‌ଲା ।
8 And many spred their garments in the way: other cut downe branches off the trees, and strawed them in the way.
ବେସି ଲକ୍‌ମନ୍‌ ଜିସୁକେ ସନ୍‌ମାନ୍‌ ଦେବାକେ ନିଜର୍‌ ନିଜର୍‌ ପଚିଆମନ୍‌ ବାଟେ ଅଚାଇଦେଲାଇ ଆରି ବିନ୍‌ଲକ୍‌ମନ୍‌ ଗଚର୍‌ ଡାଲ୍‌ପତର୍‌ ଆରି କେନ୍ଦାମନ୍‌ କାଟିଆନିକରି ବାଟେ ଅଚାଇଦେଲାଇ ।
9 And they that went before, and they that folowed, cryed, saying, Hosanna: blessed be hee that commeth in the Name of the Lord.
ଜିସୁର୍‌ ଆଗ୍‌ତୁବାଟେ ଆରି ପଚ୍‌ବାଟେ ଜିବା ଲକ୍‌ମନ୍‌ ବେସି ଆଉଲିଅଇ ଏନ୍ତି କଇତେରଇଲାଇ, “ଅସାନା, ପର୍‌ମେସର୍‌କେ ଡାକ୍‌ପୁଟା କରା । ପର୍‌ମେସର୍‌ ତାକେ ଆସିର୍‌ବାଦ୍‌ କଲାଆଚେ ।
10 Blessed be the kingdome that commeth in the Name of the Lord of our father Dauid: Hosanna, O thou which art in the highest heauens.
୧୦ଆମର୍‌ ଆନିଦାଦି ଦାଉଦ୍‌ ରାଜାର୍‌ ରାଇଜ୍‌ ଆଇଲାନି, ତାର୍‌ ରାଇଜ୍‌ ପର୍‌ମେସର୍‌ ଆସିର୍‌ବାଦ୍‌ କର । ସର୍‌ଗେ ରଇବା ବାବା ପର୍‌ମେସର୍‌ ସନ୍‌ମାନ୍‌ ପାଇଲାପାରା କାତା କୁଆ” ବଲି କଇଲାଇ ।
11 So Iesus entred into Hierusalem, and into the Temple: and when he had looked about on all things, and now it was euening, he went forth vnto Bethania with the twelue.
୧୧ତାର୍‌ପଚେ ଜିସୁ ଜିରୁସାଲାମ୍‌ ଆସିକରି ପର୍‌ମେସରର୍‌ ଗର୍‌ ବିତ୍‌ରେ ପୁର୍‌ଲା । ଆରି ଚାରିବେଡ୍‌ତି ରଇଲା ସବୁ ଜିନିସ୍‌ମନ୍‌ ନିମାନ୍‌ କରି ଦେକ୍‌ଲା । ସେ ବେଲା ବେସି ଅଲ୍‌ସମ୍‌ ଅଇଗାଲାଜେ, ସେ ବାର୍‌ଟା ସିସ୍‌ମନର୍‌ ସଙ୍ଗ୍‌ ବେତ୍‌ନିଆ ନାଉଁର୍‌ ଗାଏଁ ଉଟିଜାଇକରି ତେଇ ରଇଲା ।
12 And on the morowe when they were come out from Bethania, he was hungry.
୧୨ତାର୍‌ ଆର୍‌କର୍‌ ଦିନେ ଜିସୁ ଆରି ତାର୍‌ ସିସ୍‌ମନ୍‌ ବେତ୍‌ନିଆଇଅନି ଜିରୁସାଲାମ୍‌ ଆଇବାବେଲେ ଜିସୁକେ ବେସି ବୁକ୍‌ କଲା ।
13 And seeing a fig tree afarre off, that had leaues, he went to see if he might finde any thing thereon: but when he came vnto it, hee found nothing but leaues: for the time of figges was not yet.
୧୩ଜିସୁ ଦୁରିକେ ଅନି ବେସି ପତର୍‌ ରଇବା ଗଟେକ୍‌ ଡୁମ୍‌ରିଗଚ୍‌ ଦେକ୍‌ଲା । ଆରି ସେ ଗଚେ କେତେଟା ପଲ୍‌ ଦାରିରଇସି ବଲି ବାବିକରି ଗଚ୍‌ବୁନ୍ଦେ ଗାଲା । ମାତର୍‌ ଗଚ୍‌ଲଗେ ଜାଇକରି ଦେକ୍‌ଲାଜେ, ଗଟେକ୍‌ ମିସା ପଲ୍‌ ମିଲେ ନାଇ । କାଇକେବଇଲେ, ସେଟା ଡୁମ୍‌ରିପଲ୍‌ ଦାର୍‌ବା ଦିନ୍‌ ନ ରଇଲା ।
14 Then Iesus answered, and sayd to it, Neuer man eate fruite of thee hereafter while the world standeth: and his disciples heard it. (aiōn g165)
୧୪ଜିସୁ ଗଚ୍‌କେ କଇଲା, “ତୁଇ ଆରି କେବେ ମିସା ପଲ୍‌ ନ ଦାରୁସ୍‌ ।” ସେ କାତା ତାର୍‌ ସିସ୍‌ମନ୍‌ ସୁନ୍‌ଲାଇ । (aiōn g165)
15 And they came to Hierusalem, and Iesus went into the Temple, and began to cast out them that solde and bought in the Temple, and ouerthrewe the tables of the money changers, and the seates of them that solde doues.
୧୫ତାର୍‌ପଚେ ଜିସୁ ଜିରୁସାଲାମର୍‌ ଗଡେ ଜାଇ, ମନ୍ଦିରେ ପୁରିକରି ତେଇ ଗେନାବିକା କର୍‌ବା ଲକ୍‌ମନ୍‌କେ ଡାଣ୍ଡେ ବାର୍‌କରାଇଦେଲା । ବିନ୍‌ ଦେସର୍‌ ଡାବୁ ବାଦ୍‌ଲାଇବା ଲକ୍‌ମନର୍‌ ଟେବୁଲ୍‌ ଆରି ବିରୁ କର୍‌ବା ପରୁଆ ବିକ୍‌ବା ଲକ୍‌ମନର୍‌ ବସ୍‌ବା ପିଡା ପାସ୍‌ଲାଇ ପାକାଇଲା ।
16 Neither would hee suffer that any man should cary a vessell through the Temple.
୧୬ମନ୍ଦିରର୍‌ ଡାଣ୍ଡେ ଗେନା ବିକା କର୍‌ବାକେ ସେ କାକେମିସା ଦେଏ ନାଇ ।
17 And he taught, saying vnto them, Is it not written, Mine house shalbe called the house of prayer vnto all nations? but you haue made it a denne of theeues.
୧୭ତାର୍‌ ପଚେ ସେ ଲକ୍‌ମନ୍‌କେ ସିକାଇଦେବାବେଲେ ଏନ୍ତି କଇଲା, “ମର୍‌ ମନ୍ଦିର୍‌ ସବୁ ଜାତିର୍‌ ଲକ୍‌ମନର୍‌ ପାର୍‌ତନା ଗର୍‌ ବଲି ନାମ୍‌ବାଇ ବଲି ପର୍‌ମେସରର୍‌ ବଇଟାନେ ଲେକା ଅଇଆଚେ, ମାତର୍‌ ତମେ ସେ ଗର୍‌ ଚର୍‌ମନର୍‌ ପାଆର୍‌ କରିଆଚାସ୍‌ ।”
18 And the Scribes and hie Priestes heard it, and sought howe to destroy him: for they feared him, because the whole multitude was astonied at his doctrine.
୧୮ତେଇ ମୁକିଅ ପୁଜାରିମନ୍‌ ଆରି ନିୟମ୍‌ ସିକାଉମନ୍‌ ଏ କାତା ସୁନି, ଜିସୁକେ କେନ୍ତି ମରାଇବାର୍‌ ଅଇସି ବଲି ଚେସ୍‌ଟା କର୍‌ତେରଇଲାଇ । ମାତର୍‌ ଲକ୍‌ମନ୍‌କେ ଡର୍‌ତେରଇଲାଇ । କାଇକେବଇଲେ ଲକ୍‌ମନ୍‌ ସେ ସିକାଇଦେବା ବିସଇ କାବା ଅଇକରି ବେସି ମନ୍‍ କରି ସୁନ୍‌ତେରଇଲାଇ ।
19 But when euen was come, Iesus went out of the citie.
୧୯ଆରି ସେଦିନର୍‌ ସଞ୍ଜ୍‌ ଅଇଲାକେ ଜିସୁ ଆରି ତାର୍‌ ସିସ୍‌ମନ୍‌ ଜିରୁସାଲାମ୍‌ ନଅରେଅନି ବାରଇକରି ଉଟିଗାଲାଇ ।
20 And in the morning as they iourneyed together, they saw the figge tree dried vp from the rootes.
୨୦ତାର୍‌ ଆର୍‌କର୍‌ ଦିନର୍‌ ସାକାଲେ ବାଉଡି ଆଇବାବେଲେ, ଏଦେ ଦେକା! ସେ ଡୁମ୍‌ରିଗଚ୍‌ ବୁନ୍ଦେଅନି ଟିପେଜାକ ସୁକି ଜାଇରଇଲାଟା ଦେକ୍‌ଲାଇ ।
21 Then Peter remembred, and said vnto him, Master, beholde, the figge tree which thou cursedst, is withered.
୨୧ସେବେଲା ଜିସୁ ଆଗ୍‌ତୁ କଇରଇଲା କାତା ପିତର୍‌ ଏତାଇକରି ତାକେ କଇଲା, “ଏ ଗୁରୁ ଜନ୍‌ ଡୁମ୍‌ରି ଗଚ୍‌କେ ତମେ ସାଇପ୍‌ ଦେଇରଇଲାସ୍‌, ସେ ଗଚ୍‌ ସୁକିଗାଲା ଆଚେ ।”
22 And Iesus answered, and said vnto them, Haue the faith of God.
୨୨ଜିସୁ ସେମନ୍‌କେ କଇଲା, “ତମେ ପର୍‌ମେସରର୍‌ ତେଇ ବିସ୍‌ବାସ୍‌ କରିରୁଆ ।
23 For verely I say vnto you, that whosoeuer shall say vnto this mountaine, Be thou taken away, and cast into the sea, and shall not wauer in his heart, but shall beleeue that those things which he saieth, shall come to passe, whatsoeuer he saieth, shall be done to him.
୨୩ମୁଇ ତମ୍‌କେ ସତ୍‌ କାତା କଇଲିନି, ଜେ ନିଜର୍‌ ମନେ ଅଇସି କି ନଏ ବଲିକରି ଏନେ ତେନେ ନ ଅଇ, ସେ କଇବା କାତାଇ ବିସ୍‌ବାସ୍‌ କରି, ‘ଏ ଡଙ୍ଗର୍‌ ଉଲ୍‌ଟିକରି ସମ୍‌ଦୁରେ ଜାଇ ଅଦର୍‌ ।’ ବଲି କଇଲେ ସେଟା ସେନ୍ତାରି ଅଇସି ।
24 Therefore I say vnto you, Whatsoeuer ye desire when ye pray, beleeue that ye shall haue it, and it shalbe done vnto you.
୨୪ସେଟାର୍‌ପାଇ ମୁଇ ତମ୍‌କେ କଇଲିନି, ତମେ ପାର୍‌ତନାଇ ଜନ୍‌ଟା ମିଲ୍‌ସି ବଲି ବିସ୍‌ବାସ୍‌ କରି ମାଙ୍ଗ୍‌ଲେ, ସେଟା ତମ୍‌କେ ମିଲ୍‌ସି ।
25 But when ye shall stand, and pray, forgiue, if ye haue any thing against any man, that your Father also which is in heauen, may forgiue you your trespasses.
୨୫ମାତର୍‌ ତମେ ପାର୍‌ତନା କର୍‌ବା ବେଲେ ତମର୍‌ ମନେ କାର୍‌ ବିରଦେ ମିସା କାଇ କାତା ରଇଲେ, ତାକେ କେମା ଦିଆସ୍‌ । ଏନ୍ତି କଲେ ତମର୍‌ ସରଗର୍‌ ବାବା ମିସା ତମ୍‌କେ ତମର୍‌ ପାପେଅନି କେମା ଦେଇସି ।
26 For if you will not forgiue, your Father which is in heauen, will not pardon you your trespasses.
୨୬ମାତର୍‌ ତମେ କେମା ନ କଲେ, ତମର୍‌ ସରଗର୍‌ ବାବା ମିସା ତମ୍‌କେ କେମା ନ ଦେଏ ।”
27 Then they came againe to Hierusalem: and as he walked in the Temple, there came to him ye hie Priestes, and the Scribes, and the Elders,
୨୭ସେମନ୍‌ ଆରିତରେକ୍‌ ଜିରୁସାଲାମେ ଆଇଲାଇ । ଜିସୁ ମନ୍ଦିରର୍‍ ଦୁଆରେ ବୁଲ୍‌ବାବେଲେ ମୁକିଅ ପୁଜାରିମନ୍‌, ନିୟମ୍‌ ସିକାଉମନ୍‌ ଆରି ପାର୍‌ଚିନ୍‌ମନ୍‌ ତାର୍‌ ଲଗେ ଆସି ପାଚାର୍‌ଲାଇ,
28 And said vnto him, By what authoritie doest thou these things? and who gaue thee this authoritie, that thou shouldest doe these things?
୨୮“ତୁଇ କାଇ ଅଦିକାରେ ଏ ସବୁ କାମ୍‌ମନ୍‌ କଲୁସ୍‌ନି? ଆରି ଏ ସବୁ କାମ୍‌ମନ୍‌ କର୍‌ବାକେ ତକେ କେ ଅଦିକାର୍‌ ଦେଲାଆଚେ?”
29 Then Iesus answered, and saide vnto them, I will also aske of you a certaine thing, and answere ye me, and I will tell you by what authoritie I do these things.
୨୯ମାତର୍‌ ଜିସୁ ସେମନ୍‌କେ କଇଲା, “ମୁଇ ମିସା ତମ୍‌କେ ଏକାଇ ଗଟେକ୍‌ ସେ ପର୍‌ସନ୍‌ ପାଚାର୍‌ବି, ସେ ପର୍‌ସନର୍‌ ଉତର୍‌ ତମେ କଇଲେ, ମୁଇ ଏ ସବୁ କାମ୍‌ କନ୍‌ ଅଦିକାରେ କଲିନି, ସେଟା ତମ୍‌କେ କଇବି ।
30 The baptisme of Iohn, was it from heauen, or of men? answere me.
୩୦ଜଅନ୍‌ ଡୁବନ୍‌ ଦେବା ଅଦିକାର୍‌ ସରଗର୍‌ ପର୍‌ମେସରର୍‌ଟାନେଅନି ଆସିରଇଲା କି ଲକ୍‌ମନର୍‌ ଟାନେଅନି ଆସିରଇଲା? ଏଟା ମକେ କୁଆ ।” ବଲି କଇଲା ।
31 And they thought with themselues, saying, If we shall say, From heauen, he will say, Why then did ye not beleeue him?
୩୧ତେଇ ସେମନ୍‌ ନିଜର୍‌ ନିଜର୍‌ ବିତ୍‌ରେ କୁଆବଲା ଅଇଲାଇ, “ଆମେ ଜଦି ସରଗର୍‌ ପର୍‌ମେସରର୍‌ ଟାନେଅନି ବଲି କଇବୁ ବଇଲେ, ସେନ୍ତାର୍‍ ଆଲେ ତମେ ଜଅନ୍‌ ଜନ୍‌ଟା କଇଲା ସେଟା କାଇକେ ବିସ୍‌ବାସ୍‌ କରାସ୍‌ ନାଇ? ବଲିକରି ଜିସୁ ଆମ୍‌କେ କଇସି ।
32 But if we say, Of men, we feare the people: for all men counted Iohn, that he was a Prophet in deede.
୩୨ମାତର୍‌ ଲକ୍‌ମନର୍‌ଟାନେଅନି ବଲି କଇବାକେ ଆମ୍‌କେ ଡର୍‌ ଲାଗ୍‌ଲାନି । କାଇକେ ବଇଲେ ଜଅନ୍‌ ଗଟେକ୍‌ ବବିସତ୍‌ବକ୍‌ତା ବଲି ସେମନ୍‌ ସବୁଲକ୍‌ ବିସ୍‌ବାସ୍‌ କଲାଇନି ।”
33 Then they answered, and saide vnto Iesus, We cannot tell. And Iesus answered, and said vnto them, Neither will I tell you by what authoritie I doe these things.
୩୩ସେଟାର୍‌ପାଇ ସେମନ୍‌ ଆମେ ନାଜାନୁ । ବଲି ଜିସୁକେ କଇଲାଇ । ତାର୍‌ପଚେ ଜିସୁ ସେମନ୍‌କେ କଇଲା, “ଏନ୍ତି ବଇଲେ ମୁଇ ମିସା କନ୍‌ ଅଦିକାରେ ଏସବୁ କାମ୍‌ କଲିନି, ସେଟା ତମ୍‌କେ ନ କଇ ।”

< Mark 11 >