< Luke 20 >
1 And it came to passe, that on one of those dayes, as he taught the people in the Temple, and preached the Gospel, the hie Priests and the Scribes came vpon him with the Elders,
୧ଦିନେକ୍ ଜିସୁ ମନ୍ଦିରେ ଲକ୍ମନ୍କେ ମାପ୍ରୁର୍ ନିମାନ୍ କାତାର୍ ସିକିଆ ଦେଇତେରଇଲା । ସେବେଲାଇ ମୁକିଅ ପୁଜାରିମନ୍, ନିୟମ୍ ସିକାଇଦେବା ଲକ୍ମନ୍ ଆରି ପାର୍ଚିନ୍ମନ୍ ଜିସୁର୍ ଲଗେ ଆସି ପାଚାର୍ଲାଇ ।
2 And spake vnto him, saying, Tell vs by what authoritie thou doest these things, or who is hee that hath giuen thee this authoritie?
୨“ତୁଇ କାର୍ ଅଦିକାର୍ ମିଲାଇକରି ଏସବୁ ବିସଇ କଲୁସ୍ନି? କେ ତକେ ଏ ଅଦିକାର୍ ଦେଲା? ଆମ୍କେ କ ।”
3 And he answered, and sayde vnto them, I also will aske you one thing: tell me therefore:
୩ମାତର୍ ଜିସୁ କଇଲା, “ମୁଇ ମିସା ତମ୍କେ ଗଟେକ୍ କାତା ପାଚାର୍ବି, ତମେ ମକେ କୁଆ ।
4 The baptisme of Iohn, was it from heauen, or of men?
୪ଜଅନ୍ କାର୍ ଅଦିକାର୍ ମିଲାଇ ଲକ୍ମନ୍କେ ଡୁବନ୍ ଦେଇତେ ରଇଲା? ସରଗର୍ ପର୍ମେସର୍ ଦେଲାଟାନେ ଅନି କି, ଲକ୍ମନର୍ଟାନେ ଅନି?”
5 And they reasoned within themselues, saying, If we shall say, From heauen, he will say, Why then beleeued ye him not?
୫ସେବେଲାଇ ସେମନ୍ ନିଜର୍ ନିଜର୍ ବିତ୍ରେ ଦଦାପେଲା ଅଇଲାଇ । ଜଦି ଜଅନର୍ ଡୁବନ୍ ସର୍ଗେଅନି ବଲି କଇଲେ, କାଇକେ ତାକେ ବିସ୍ବାସ୍ କରାସ୍ ନାଇ? ବଲି କଇବାଇ ।
6 But if we shall say, Of men, all the people will stone vs: for they be perswaded that Iohn was a Prophet.
୬ମାତର୍ ଆମେ ଲକ୍ମନର୍ତେଇଅନି ବଲି କଇଲେ ସବୁ ଲକ୍ ଆମ୍କେ ପାକ୍ନା ମାର୍ବାଇ । କାଇକେ ବଇଲେ, ଜଅନ୍ ସତଇସେ ପର୍ମେସରର୍ତେଇ ଅନି ଆଇଲା ବବିସତ୍ବକ୍ତା ବଲି ଆମର୍ ଜିଉଦି ଲକ୍ମନ୍ ବିସ୍ବାସ୍ କଲାଇନି ।
7 Therefore they answered, that they could not tell whence it was.
୭ଏଟା ବାବିକରି ସେମନ୍ “ଆମେ ନାଜାନୁ ।” ବଲି କଇଲାଇ ।
8 Then Iesus sayd vnto them, Neither tell I you, by what authoritie I doe these things.
୮ଆରି ଜିସୁ ସେମନ୍କେ କଇଲା, “ଏନ୍ତି ବଇଲେ ମୁଇ ମିସା କାର୍ ଅଦିକାର୍ ମିଲାଇକରି ଏସବୁ ବିସଇ କଲିନି, ସେଟା ତମ୍କେ ନ କଇ ।”
9 Then began he to speake to ye people this parable, A certaine man planted a vineyarde, and let it forth to husbandmen: and went into a strange countrey, for a great time.
୯ତାର୍ ପଚେ ଜିସୁ ଲକ୍ମନ୍କେ ବୁଜାଇବାକେ ଗଟେକ୍ କାତାନି କଇଲା । “ଗଟେକ୍ ଲକ୍ ତାର୍ ପଦାଇ ଅଙ୍ଗୁର୍ ତାସ୍ କରି, କେତେଟା ତାସିକେ ଆଦିବାଗ୍ କର୍ବାକେ ଦେଲା । ଦେଇକରି ସେ ବେସି ଦିନର୍ ପାଇ ଗଟେକ୍ ଦୁର୍ ଦେସେ ରଇବାକେ ଉଟିଗାଲା ।
10 And at the time conuenient he sent a seruant to the husbandmen, that they should giue him of the fruite of the vineyard: but the husbandmen did beate him, and sent him away emptie.
୧୦ଆରି ଅଙ୍ଗୁର୍ ତଲ୍ବାବେଲା କେଟ୍ଲାକେ ସାଉକାର୍ ତାର୍ ଗଟେକ୍ ଦାଙ୍ଗ୍ଡାକେ ତାର୍ ବାଗ୍ ମାଙ୍ଗି ଆନ୍ବାକେ ପାଟାଇଲା । ମାତର୍ ସେ ଲକ୍ମନ୍ ତାର୍ ବାଗ୍ ନ ଦେଇ ତାର୍ ଦାଙ୍ଗ୍ଡାକେ କୁଟ୍କୁଟା ମାରି ଚୁଚା ଆତେ ପାଟାଇଦେଲାଇ ।
11 Againe he sent yet another seruant: and they did beate him, and foule entreated him, and sent him away emptie.
୧୧ତାର୍ ପଚେ ସେ ଆରି ଗଟେକ୍ ଦାଙ୍ଗ୍ଡାକେ ପାଟାଇଲା । ସେମନ୍ ତାକେ ମିସା ମାରିକରି ନିନ୍ଦା କାତା କଇ, ଲାଜ୍ କରାଇକରି ଚୁଚା ଆତେ ପାଟାଇ ଦେଲାଇ ।
12 Moreouer he sent the third, and him they wounded, and cast out.
୧୨ତାର୍ ପଚେ ସାଉକାର୍ ଆରି ଗଟେକ୍ ଦାଙ୍ଗ୍ଡାକେ ସେମନର୍ ଲଗେ ପାଟାଇଲା । ମାତର୍ ସେ ଦାଙ୍ଗ୍ଡାକେ ମିସା ରଗ୍ରଗା ଅଇତେ ମାରି କେଦିଦେଲାଇ ।”
13 Then sayd the Lord of the vineyard, What shall I doe? I will send my beloued sonne: it may be that they will doe reuerence, when they see him.
୧୩ତାର୍ ପଚେ ସାଉକାର୍ ମନେ ମନେ ବାବ୍ଲା, “ଏବେ ମୁଇ କାଇଟା କର୍ବି? ମୁଇ ବେସି ଆଲାଦ୍ କର୍ବା ମର୍ ପିଲାକେ ପାଟାଇବି । ବାଇଦରେ ସେମନ୍ ତାକେ ମାନ୍ବାଇ ।”
14 But when the husbandmen sawe him, they reasoned with themselues, saying, This is the heire: come, let vs kill him, that the inheritance may be ours.
୧୪ମାତର୍ ସେମନ୍ ସେ ପିଲା ଆଇବାଟା ଦେକିକରି ତାକର୍ ବିତ୍ରେ କାତାଅଇଲାଇ, “ଏଟାସେ ସେ ସାଉକାରର୍ ପିଲା, ଆମେ ଆକେ ମରାଇଦେଲେ ଏ ସବୁ ଦନ୍ ଆମର୍ ଅଇଜାଇସି ।
15 So they cast him out of the vineyarde, and killed him. What shall the Lord of the vineyarde therefore doe vnto them?
୧୫ଆରି ସେମନ୍ ସାଉକାରର୍ ପିଲାକେ ବାଇରେ ନେଇ ମାରି ମରାଇଦେଲାଇ । ଏନ୍ତି ବଇଲେ ସାଉକାର୍ ସେ ଲକ୍ମନ୍କେ କାଇଟା କରିରଇସି?
16 He will come and destroy these husbandmen, and wil giue out his vineyard to others. But when they heard it, they sayd, God forbid.
୧୬ମୁଇ ତମ୍କେ କଇଲିନି, ସେ ଆସିକରି ସେ ଲକ୍ମନ୍କେ ମରାଇ ଦେଇସି । ଆରି ବଡ୍ ବିନ୍ଲକ୍ମନ୍କେ ଆଦିବାଗ୍ କର୍ବାକେ ଦେଇସି ।” ମାତର୍ କାତାନି ସୁନ୍ତେ ରଇଲା ଲକ୍ମନ୍ କଇଲାଇ, “ଏନ୍ତାର୍ କେବେ ମିସା ନଅ ।”
17 And he beheld them, and said, What meaneth this then that is written, The stone that the builders refused, that is made the head of the corner?
୧୭ମାତର୍ ଜିସୁ ଲକ୍ମନ୍କେ ନିକ ଦେକିକରି କଇଲା, “ଏନ୍ତି ବଇଲେ ପର୍ମେସରର୍ ସାସ୍ତରେ ଲେକାଅଇଲା ଅରତ୍ କାଇଟା? ଗର୍ବାନ୍ଦ୍ବା ଲକ୍ମନ୍ ଜନ୍ ପାକ୍ନା ‘ନଏଁ’ ବଲି ଚାଡି ଦେଇରଇଲାଇ ସେ ପାକ୍ନାସେ ଗର୍ କନର୍ ମୁଲ୍ ପାକ୍ନା ଅଇଲା ।
18 Whosoeuer shall fall vpon that stone, shall be broken: and on whomsoeuer it shall fall, it will grinde him to pouder.
୧୮ଜନ୍ ଲକ୍ମନ୍ ସେ ପାକ୍ନା ଉପ୍ରେ ଅଦର୍ବାଇ, ସେମନ୍ କଣ୍ଡ୍ କଣ୍ଡ୍ ଅଇଜିବାଇ, ଆରି ସେ ପାକ୍ନା ଜାର୍ ଉପ୍ରେ ଅଦର୍ସି, ସେ ବିଲି ଆଜିଜାଇସି ।”
19 Then the hie Priests, and the Scribes the same houre went about to lay hands on him: (but they feared the people) for they perceiued that he had spoken this parable against them.
୧୯ସେବେଲା ସାସ୍ତର୍ ସିକାଉମନ୍ ଆରି ମୁକିଅ ପୁଜାରିମନ୍ ଜିସୁର୍ କାତାନି ସୁନି, ତାକେ ଦାପ୍ରେ ବନ୍ଦି କର୍ବାକେ ବାଟ୍ କଜ୍ତେ ରଇଲାଇ । କାଇକେ ବଇଲେ ଜିସୁ କଇବା ଅଙ୍ଗୁର୍ ବାଡର୍ କାତା, ସେମନର୍ ବିସଇନେଇ କଇଲାନି ବଲି ବୁଜ୍ଲାଇ । ମାତର୍ ସେମନ୍ ଲକ୍ମନ୍କେ ଡର୍ତେ ରଇଲାଇ ।
20 And they watched him, and sent forth spies, which should faine themselues iust men, to take him in his talke, and to deliuer him vnto the power and authoritie of the gouernour.
୨୦ସେଟାର୍ପାଇ ସେମନ୍ ତାର୍ ବୁଲ୍ ଦାର୍ବାକେ ଗଟେକ୍ ସୁଜଗ୍ କଜ୍ତେ ରଇଲାଇ । ସେମନ୍ କେତେଟା ଚର୍ମନ୍କେ ଲାଁଚ୍ଦେଇ ଦରମ୍ ଲକ୍ପାରା ଦେକାଇ ଅଇବାକେ ପାଟାଇଲାଇ । କାଇକେ ବଇଲେ ଜିସୁର୍ ଟଣ୍ଡେଅନି ବୁଲ୍କାତା ବାର୍କରାଇ, ଦସ୍ ଦାରି, ରମିୟ ସାସନ୍କାରିଆକେ ସର୍ପି ଦେବାକେ ମନ୍କର୍ତେ ରଇଲାଇ ।
21 And they asked him, saying, Master, we know that thou sayest, and teachest right, neither doest thou accept mans person, but teachest the way of God truely.
୨୧ସେଟାର୍ପାଇ ସେ ଚର୍ମନ୍ ଜିସୁକେ ପାଚାର୍ଲାଇ, “ଏ ଗୁରୁ, ତମେ ଟିକ୍ କଇଲାସ୍ନି ଆରି ଟିକ୍ ସିକାଇଲାସ୍ନି ବଲି ଆମେ ଜାନିଆଚୁ । କାର୍ବାଟେ ନ ଅଇ ଲକ୍ମନର୍ ଜିବନର୍ପାଇ ପର୍ମେସରର୍ ସତ୍ ବିସଇସେ ସିକାଇଲୁସ୍ନି ।
22 Is it lawfull for vs to giue Cesar tribute or no?
୨୨ଏବେ ତୁଇ ଆମ୍କେ କଅ, ରମିୟ ସର୍କାରର୍ ରାଜା କାଇସର୍କେ ସିସ୍ତୁ ଦେବାଟା ଆମର୍ ନିୟମ୍ ଇସାବେ ଟିକ୍ କି ନାଇ?”
23 But he perceiued their craftines, and sayd vnto them, Why tempt ye me?
୨୩ମାତର୍ ଜିସୁ ସେମନର୍ ମନ୍ବିତ୍ରର୍ କାତା ଜାନିକରି କଇଲା,
24 Shew me a penie. Whose image and superscription hath it? They answered, and sayd, Cesars.
୨୪“ମକେ ଗଟେକ୍ ରମିୟ ସର୍କାରର୍ ଅଦ୍ଲି ଡାବୁ ଦେକାଆ । ତେଇ କାର୍ ମୁର୍ତି ଆରି କାର୍ ନାଉଁ ଆଚେ?” “କାଇସରର୍ ମୁର୍ତି ଆରି ନାଉଁ ଆଚେ ।” ବଲି ସେମନ୍ କଇଲାଇ ।
25 Then he sayd vnto them, Giue then vnto Cesar the things which are Cesars, and to God those which are Gods.
୨୫“ସେନ୍ତାର୍ ରଇଲେ ଜନ୍ଟା କାଇସରର୍ଟା ସେଟା କାଇସର୍କେ ଦିଆସ୍, ଜନ୍ଟା ପର୍ମେସରର୍ଟା ସେଟା ପର୍ମେସର୍କେ ଦିଆସ୍ ।” ବଲି କଇଲା ।
26 And they could not reproue his saying before the people: but they marueiled at his answere, and helde their peace.
୨୬ଏ କାତା ସୁନି ସବୁଲକର୍ ମୁଆଟେ ସେମନ୍ ଜିସୁର୍ ବୁଲ୍ ଦାର୍ବାର୍ ନାପାର୍ଲାଇ । ଆରି ଜିସୁର୍ କାତା ସୁନି ସେମନ୍ କାବାଅଇଜାଇ, ଚୁପ୍ଅଇ ରଇଲାଇ ।
27 Then came to him certaine of the Sadduces (which denie that there is any resurrection) and they asked him,
୨୭ତାର୍ ପଚେ କେତେଟା ସାଦୁକି ଲକ୍ମନ୍ ଜିସୁର୍ ଲଗେ ଗାଲାଇ । ସେମନ୍, ମଲା ଲକ୍ମନ୍ ଆରି ତରେକ୍ ଜିବନ୍ଅଇ ଉଟ୍ବା ବିସଇ ବିସ୍ବାସ୍ ନ କର୍ତେ ରଇଲାଇ ।
28 Saying, Master, Moses wrote vnto vs, If any mans brother die hauing a wife, and hee die without children, that his brother should take his wife, and raise vp seede vnto his brother.
୨୮ସେମନ୍ ଜିସୁକେ ପାଚାର୍ଲାଇ, “ଏ ଗୁରୁ, ମସା ଆମର୍ ପାଇ ଏନ୍ତି ନିୟମ୍ ଲେକିଆଚେ ଜେ, ଗଟେକ୍ ଲକ୍ ବିବାଅଇ ପିଲାଟକି ନ ଅଇତେ ମରିଗାଲେ ତାର୍ ବାଇ ସେ ରାଣ୍ଡିମାଇଜିକେ ସଙ୍ଗଇସି । ଆରି ପିଲାଟକି ଅଇଲେ ତାର୍ ବଡ୍ବାଇର୍ କୁଟୁମ୍ ରକିଆ ଅଇସି ।
29 Now there were seuen brethren, and the first tooke a wife, and he dyed without children.
୨୯ଏନ୍ତି ସାତ୍ବାଇ ରଇଲାଇ । ପର୍ତୁମ୍ ବାଇ ବିବା ଅଇ ପିଲାଟକି ନଇତେ ମରିଗାଲା ।
30 And the second tooke the wife, and he dyed childelesse.
୩୦ତାର୍ ପଚେ ବଡ୍ମଜିଆ ରାଣ୍ଡିମାଇଜିକେ ସଙ୍ଗଇଲା । ମାତର୍ ସେ ମିସା ପିଲାଟକି ନଇତେ ମରିଗାଲା ।
31 Then the third tooke her: and so likewise the seuen dyed, and left no children.
୩୧ତାର୍ ପଚେ ମଜିଆବାଇ ରାଣ୍ଡିମାଇଜିକେ ସଙ୍ଗଇଲାକେ ପିଲାଟକି ନଇତେ ମରିଗାଲା । ସେନ୍ତି ସେ ରାଣ୍ଡିମାଇଜିକେ ସାତ୍ ବାଇ ଜାକ ସଙ୍ଗଇ ପିଲାଟକି ନଇତେ ମରିଗାଲାଇ ।
32 And last of all the woman dyed also.
୩୨ସାରାସାରି ପଚେ ସେ ମିସା ମରିଗାଲା ।
33 Therefore at the resurrection, whose wife of them shall she be? for seuen had her to wife.
୩୩ଏନ୍ତି ବଇଲେ ମଲାତେଇଅନି ଉଟ୍ଲା ପଚେ ସେ କାର୍ ମାଇଜି ଅଇସି? କାଇକେ ବଇଲେ ସେମନ୍ ସାତ୍ ଲକ୍ଜାକ ତାକେ ସଙ୍ଗଇ ରଇଲାଇ ।”
34 Then Iesus answered, and sayd vnto them, The children of this world marry wiues, and are married. (aiōn )
୩୪ଜିସୁ ସେମନ୍କେ କଇଲା, “ଏ ଜୁଗର୍ ମାଇଜି ମନସ୍ ବିବା ଅଇବାଇ, (aiōn )
35 But they which shalbe counted worthy to enioy that world, and the resurrection from the dead, neither marry wiues, neither are married. (aiōn )
୩୫ମାତର୍ ଜନ୍ ମାଇଜିମନସ୍ ମଲାଟାନେଅନି ଉଟି, ଆଇବା ଜଗତେ ଜିଇବା କାଇବାକେ ବାଚିଅଇଆଚତ୍, ସେମନ୍ ବିବା ନ ଅଅତ୍ । (aiōn )
36 For they can die no more, forasmuch as they are equall vnto the Angels, and are the sonnes of God, since they are the children of the resurrection.
୩୬ସେମନ୍ ପର୍ମେସରର୍ ଦୁତ୍ମନର୍ପାରା ଅଇ ଆରି କେବେମିସା ନ ମରତ୍ । ପଚେ ମଲାଟାନେଅନି ଉଟି ପର୍ମେସରର୍ ପିଲାଟକି ଅଇ ରଇବାଇ ।
37 And that the dead shall rise againe, euen Moses shewed it besides the bush, when he said, The Lord is the God of Abraham, and the God of Isaac, and the God of Iacob.
୩୭ମସା ବଲ୍ କରି ବୁଜାଇ ଦେକାଇଦେଇ ଆଚେ । ମଲା ଲକ୍ମନ୍ ଜିବନ୍ ଅଇ ଉଟ୍ବାଇ । ଲାଗ୍ତେ ରଇବା ବୁଟାର୍ କାତାଇ, ମସା ଅବ୍ରାଆମର୍ ପର୍ମେସର୍, ଇସାକର୍ ପର୍ମେସର୍ ଆରି ଜାକୁବର୍ ପର୍ମେସର୍ ବଲି ପର୍ମେସର୍କେ ଜାନାଇ ଆଚେ ।
38 For he is not the God of the dead, but of them which liue: for all liue vnto him.
୩୮ପର୍ମେସର୍ ମଲା ଲକ୍ମନର୍ ମାପ୍ରୁ ନଏଁ, ଜିବନ୍ ରଇଲା ଲକ୍ମନର୍ ମାପ୍ରୁ । ପର୍ମେସରର୍ ଦେକ୍ବା ଇସାବେ ତେଇ ସେମନ୍ ସବୁ ଲକ୍ ଜିବନ୍ ଅଇଆଚତ୍ ।”
39 Then certaine of the Scribes answered, and sayd, Master, thou hast well sayd.
୩୯ତାର୍ ପଚେ କେତେଟା ସାସ୍ତର୍ ସିକାଉମନ୍ “ଏ ଗୁରୁ ତୁଇ ବଡେ ନିକସଙ୍ଗ୍ ଉତର୍ ଦେଇଆଚୁସ୍!” ବଲି ଜିସୁକେ କଇଲାଇ ।
40 And after that, durst they not aske him any thing at all.
୪୦କାଇକେବଇଲେ ଜିସୁକେ ଆରି କେ ମିସା ପର୍ସନ୍ ପାଚାର୍ବାକେ ସାଆସ୍ କରତ୍ ନାଇ ।
41 Then sayd he vnto them, Howe say they that Christ is Dauids sonne?
୪୧ତାର୍ ପଚେ ଜିସୁ ତାର୍ କାତା ସୁନ୍ବା ଲକ୍ମନ୍କେ ପାଚାର୍ଲା, “ପର୍ମେସର ବାଚିପାଟାଇଲା କିରିସ୍ଟ ଦାଉଦ୍ ରାଜାର୍ ନାତିତିତି ବଲି ଲକ୍ମନ୍ କାଇକେ କଇଲାଇନି?”
42 And Dauid himselfe sayth in the booke of the Psalmes, The Lord sayd vnto my Lord, Sit at my right hand,
୪୨କାଇକେ ବଇଲେ ଦାଉଦ୍ ରାଜା ଗିତ୍ସଙ୍ଗିତା ବଇତେଇ ନିଜେ ଏନ୍ତି ଲେକି ଆଚେ, ପର୍ମେସର୍ ମର୍ ମାପ୍ରୁକେ କଇଲା,
43 Till I shall make thine enemies thy footestoole.
୪୩ମୁଇ ତର୍ ବିରଦିମନ୍କେ ଆରାଇକରି ତର୍ ପାଦ୍ତଲେ ସଙ୍ଗଇବା ପିଡାପାରା ନ କର୍ବା ଜାକ, ତୁଇ ମର୍ ଉଜାବାଟେସେ ବସି ର ।
44 Seeing Dauid called him Lord, howe is he then his sonne?
୪୪ଜଦି ଦାଉଦ୍ ରାଜା କିରିସ୍ଟକେ ମାପ୍ରୁ ବଲି ଡାକି ରଇଲେ ଆରି କିରିସ୍ଟ କେନ୍ତି ଦାଉଦ୍ ରାଜାର୍ ନାତିତିତି ଅଇସି? ବଲି ପାଚାର୍ଲା ।
45 Then in the audience of all the people he sayd vnto his disciples,
୪୫ସେବେଲା ସବୁ ଲକ୍ମନ୍ ଜିସୁ ସିକାଇବା ବିସଇ ସୁନ୍ତେ ରଇଲାବେଲେ, ସେ ତାର୍ ସିସ୍ମନ୍କେ କଇଲା,
46 Beware of the Scribes, which willingly go in long robes, and loue salutations in the markets, and the highest seates in the assemblies, and the chiefe roomes at feastes:
୪୬“ନିୟମ୍ ସିକାଇବା ଲକ୍ମନର୍ତେଇଅନି ଜାଗ୍ରତ୍ ରୁଆ । ସେମନ୍ ନିମାନ୍ ପଚିଆ ପିନ୍ଦି ବୁଲ୍ବାକେ ମନ୍ କର୍ବାଇ । ଆଟେବାଟେ ଜୁଆର୍ ପାଇବାକେ, ପାର୍ତନା ଗରର୍ ମୁକିଆ ଜାଗାଇ ବସ୍ବାକେ, ଆରି ବଜିତେଇ ସବୁ ଲକର୍ଟାନେଅନି ଆଗ୍ତୁ ବସ୍ବାକେ ମନ୍ କର୍ବାଇ ।
47 Which deuoure widowes houses, and in shewe make long prayers: These shall receiue greater damnation.
୪୭ସେମନ୍ ଲାଜ୍ ନଅଇ ରାଣ୍ଡି ମାଇଜିମନ୍କେ ନାଡାଇକରି ସେମନର୍ ଦନ୍ସଁପତି ଜୁରି ନେବାଇ । ମାତର୍ ସେମନ୍ ନିମାନ୍ ଲକର୍ପାରା ଦେକାଇଅଇବାଇ । ଆରି ଲକ୍ମନର୍ ମୁଆଟେ ବେସି ଲମାଇକରି ପାର୍ତନା କର୍ବାଇ । ଏନ୍ତାରି ଲକ୍ମନ୍କେ ପର୍ମେସର ବେସି ବଡ୍ ଡଣ୍ଡ୍ ଦେଇସି ।”