< Luke 10 >
1 After these thinges, the Lord appointed other seuentie also, and sent them, two and two before him into euery citie and place, whither he himselfe should come.
୧ତାର୍ପଚେ ମାପ୍ରୁ ଆରି ସତୁରିଦୁଇ ଲକ୍କେ ମିସାଇଲା ଆରି ସେ ଜନ୍ ଜନ୍ ଜାଗାଇ ଆରି ଜନ୍ ଜନ୍ ନଅରେ ଜିବାକେ ମନ୍ କରିରଇଲା, ସେ ଜାଗାମନ୍କେ ଦୁଇ ଦୁଇ ଲକ୍କରି, ସେ ଜିବା ଆଗ୍ତୁ ପାଟାଇଲା ।
2 And he said vnto them, The haruest is great, but the labourers are fewe: pray therefore the Lord of the haruest to sende foorth labourers into his haruest.
୨ଆରି ଜିସୁ ସେମନ୍କେ କଇଲା, ଜମିତେଇ ପସଲ୍ ସିନା ଅଦିକ୍, ମାତର୍ କାମ୍କରୁମନ୍ ଉନା । ତେବର୍ପାଇ ତାର୍ ଚାସ୍କେତେ, ଅଦିକ୍ ଲକ୍ମନ୍କେ ପାଟାଇ ଦେବାକେ ଜମି ସାଉକାର୍ଟାନେ ଜାନାଆ ।
3 Goe your wayes: beholde, I send you foorth as lambes among wolues.
୩ତମେ ଜାଆ । ଦେକା, ବାଲିଆଡୁର୍କାମନର୍ ବିତ୍ରେ ମେଣ୍ଡାମନ୍କେ ପାଟାଇଲା ପାରା ମୁଇ ତମ୍କେ ପାଟାଇଲିନି ।
4 Beare no bagge, neither scrippe, nor shoes, and salute no man by the way.
୪ତାଲା, ମୁନା କି ପାଣ୍ଡଇ ମିସା ନିଆନାଇ, ଆରି ବାଟେ କାକେ ଜୁଆର୍ କରାନାଇ ।
5 And into whatsoeuer house ye enter, first say, Peace be to this house.
୫ଜାର୍ ଗରେ ତମେ କେଟ୍ଲେ, ପର୍ତୁମ୍ କରା, ଏ ଗରେ ସାନ୍ତି ମିଲ ।
6 And if the sonne of peace be there, your peace shall rest vpon him: if not, it shall turne to you againe.
୬ଜଦି ସେ ଜାଗାଇ ଗଟେକ୍ ସାନ୍ତିର୍ ଲକ୍ ରଇସି, ସେନ୍ତାର୍ଆଲେ ତମର୍ ଆସିର୍ବାଦ୍ ତାକେ ମିଲ୍ସି ।
7 And in that house tary still, eating and drinking such things as by them shall be set before you: for the labourer is worthy of his wages. Goe not from house to house.
୭ତାକର୍ଲଗେ ଜନ୍ଟା ରଇସି, ସେଟା କାଇକରି, ସେ ଗରେ ରୁଆ । କାଇକେବଇଲେ, ପାଇଟିକରୁ ନିଜର୍ ବୁତି ପାଇବାଇଆକା । ଗର୍ ଗର୍କେ ଜାଆନାଇ ।
8 But into whatsoeuer citie ye shall enter, if they receiue you, eate such things as are set before you,
୮ଜନ୍ ନଅରେ ତମେ କେଟ୍ଲେ, ଆରି ଲକ୍ମନ୍ ତମ୍କେ ଡାକିନେଲେ, ତେଇ ତମ୍କେ ଜନ୍ଟା କାଇବାକେ ଦେଲେ ସେଟା କାଆ ।
9 And heale the sicke that are there, and say vnto them, The kingdome of God is come neere vnto you.
୯ସେ ଜାଗାଇ ଜର୍ ଦୁକା ଅଇରଇଲା ଲକ୍ମନ୍କେ ନିକ କରା, ଆରି ସେମନ୍କେ କୁଆ ପର୍ମେସରର୍ ରାଇଜ୍ ତମର୍ଲଗେ ସେ ।
10 But into whatsoeuer citie ye shall enter, if they will not receiue you, goe your wayes out into the streetes of the same, and say,
୧୦ମାତର୍ ଜନ୍ ନଅରେ ତମେ କେଟ୍ସା, ତେଇର୍ ଲକ୍ ତମ୍କେ ନ ଡାକିନେଲେ, ସେ ଡାଣ୍ଡେଅନି, ସେ ସାଇ ଅନି ବାରଇ କୁଆ,
11 Euen the very dust, which cleaueth on vs of your citie, we wipe off against you: notwithstanding knowe this, that the kingdome of God was come neere vnto you.
୧୧ତମର୍ ନଅରର୍ ଜନ୍ ଦୁଲି ଆମର୍ ପାଦେ ଲାଗିଆଚେ, ସେଟାମିସା ତମର୍ପାଇ ପାପ୍ଡିଦେଲୁନି, ଅଇଲେମିସା ପର୍ମେସରର୍ ରାଇଜ୍ ଲଗେସେ, ଏଟା ତମେ ଜାନିରୁଆ ।
12 For I say to you, that it shall be easier in that day for them of Sodom, then for that citie.
୧୨ମୁଇ ତମ୍କେ ସତ୍ କଇଲିନି, ବିଚାର୍ ଅଇବାଦିନେ ସେ ନଅରର୍ ଦସା, ଡଣ୍ଡର୍ଲାଗି ସଦମର୍ ଦସାତେଇଅନି ଅଦିକ୍ ରଇସି ।
13 Woe be to thee, Chorazin: woe be to thee, Beth-saida: for if the miracles had bene done in Tyrus and Sidon, which haue bene done in you, they had a great while agone repented, sitting in sackecloth and ashes.
୧୩ଅଇରେ ଡଣ୍ଡ୍ପାଇବାକେ ଜାଗିରଇବା କରାଜିନ୍! ଅଇରେ ଡଣ୍ଡ୍ପାଇବାକେ ଜାଗିରଇବା ବେତ୍ସାଇଦା! ତମର୍ଟାନେ ବପୁର୍ସଙ୍ଗ୍ ଜନ୍ ଜନ୍ ନ ଅଇବା କାମ୍ମନ୍ ଅଇଲାଆଚେ, ସେ ସବୁ ସର ଆରି ସିଦନେ ଅଇରଇତା ବଇଲେ, ସେମନ୍ କେତେକାଲ୍ ପୁର୍ବେ ବାସ୍ତା ପିନ୍ଦି, ଚାରେ ବସି, ମାପ୍ରୁର୍ଟାନେ ମନ୍ ବାଉଡାଇତାଇ ।
14 Therefore it shall be easier for Tyrus, and Sidon, at the iudgement, then for you.
୧୪ଅଇଲେମିସା ବିଚାର୍ଦିନେ ତମର୍ ଦସା ସର ଆରି ସିଦନର୍ ଦସାଟାନେଅନି ଅଦିକ୍ ଅଇସି ।
15 And thou, Capernaum, which art exalted to heauen, shalt be thrust downe to hell. (Hadēs )
୧୫ଆରି ଏ କପର୍ନାଉମ୍, ସରଗ୍ ଜେତ୍କି ଉଁଚ୍, ତୁଇ କାଇ ସେତ୍କିଜାକ ଉଁଚ୍ ଅଇସୁ କି? ପାତାଲ୍ ଜେତ୍କି ତଲେ ଆଚେ, ସେତ୍କି ତଲେ ତକେ ଆନାଅଇସି । (Hadēs )
16 He that heareth you, heareth me: and he that despiseth you, despiseth me: and he that despiseth me, despiseth him that sent me.
୧୬ଜେଡେବେଲେ ଜନ୍ ଲକ୍ମନ୍ ତମର୍ କାତା ସୁନ୍ବାଇ, ସେମନ୍ ମର୍ କାତା ସୁନ୍ବାଇ । ଜନ୍ ଲକ୍ମନ୍ ତମ୍କେ ନ ମାନତ୍, ସେମନ୍ ମକେ ନ ମାନତ୍, ଆରି ଜନ୍ ଲକ୍ମନ୍ ମକେ ନ ମାନତ୍, ସେମନ୍ ମକେ ପାଟାଇରଇବା ପର୍ମେସର୍କେ ମିସା ନ ମାନତ୍ ।
17 And the seuentie turned againe with ioy, saying, Lord, euen the deuils are subdued to vs through thy Name.
୧୭ତାର୍ପଚେ ସେ ସତୁରି ଲକ୍ ବାଉଡି ଆଇଲାଇ ଆରି ସାର୍ଦାଅଇକରି କଇଲାଇ, “ମାପ୍ରୁ, ତମର୍ ନାଉଁ ଦାରି ଆଦେସ୍ ଦେଲେ ଡୁମାମନ୍ମିସା ଆମର୍ କାତା ମାନ୍ଲାଇନି ।”
18 And he said vnto them, I sawe Satan, like lightening, fall downe from heauen.
୧୮ମାତର୍ ଜିସୁ ସେମନ୍କେ କଇଲା, “ସଇତାନ୍ ବାଦ୍ଲେଅନି ବିଜ୍ଲି ପାରା ଅଇ ଅଦର୍ବାଟା ମୁଇ ଦେକ୍ଲି ।
19 Beholde, I giue vnto you power to treade on Serpents, and Scorpions, and ouer all the power of the enemie, and nothing shall hurt you.
୧୯ଦେକା, ମୁଇ ତମ୍କେ ସାଁପ୍ ଆରି ବିସ୍କାକ୍ଡା ଉପ୍ରେ ଇଣ୍ଡ୍ବାକେ ବପୁ ଦେଲିଆଚି, ଆରି ସତ୍ରୁର୍ ଉପ୍ରେ ରଇବା ବପୁ ମିସା ଦେଲିଆଚି । ତମ୍କେ କେ ମିସା କାଇଟା କରିନାପାରତ୍ ।
20 Neuerthelesse, in this reioyce not, that the spirits are subdued vnto you: but rather reioyce, because your names are written in heauen.
୨୦ଏଲେମିସା ଆତ୍ମାମନ୍ ଆମର୍ କାତା ମାନ୍ଲାଇନି ବଲି ସାର୍ଦା ଉଆନାଇ । ତମର୍ ନାଉଁମନ୍ ସର୍ଗେ ଲେକାଅଇଆଚେ ବଲି ସାର୍ଦାଉଆ ।”
21 That same houre reioyced Iesus in the spirit, and said, I confesse vnto thee, Father, Lord of heauen and earth, that thou hast hid these things from the wise and vnderstanding, and hast reueiled them to babes: euen so, Father, because it so pleased thee.
୨୧ଜିସୁ ସେ ଡାଣ୍ଡେ ସୁକଲ୍ଆତ୍ମାଇ ପୁରୁନ୍ଅଇ କଇଲା, “ଏ ବାବା! ସରଗ୍ ଆରି ମଚ୍ପୁରର୍ ମାପ୍ରୁ! ତୁଇ ଗିଆନି ଆରି ବୁଦିରଇବା ଲକ୍ମନର୍ଟାନେଅନି ଏ କାତା ଲୁଚାଇରଇଲେ ମିସା, ସାନ୍ ପିଲାମନର୍ ପାରା ଲକର୍ଟାନେ ଜାନାଇଲାସ୍ । ଏଟାର୍ପାଇ ତମ୍କେ ସୁମର୍ନା କଲିନି । ଉଁ ବାବା, କାଇକେବଇଲେ ତମେ ଏନ୍ତାଟା ଦେକ୍ବାକେ ମନ୍କର୍ତେ ରଇଲାସ୍ ।
22 All things are giuen me of my Father: and no man knoweth who the Sonne is, but the Father: neither who the Father is, saue the Sonne, and he to whom the Sonne will reueile him.
୨୨ମର୍ ବାବାର୍ ସବୁ ବିସଇ ମକେ ସର୍ପି ଅଇଲାଆଚେ, ଆରି ପଅ କେ, ଏଟା ବାବାକେ ଚାଡି ଆରି କେ ନାଜାନତ୍, ଆରି ବାବା କେ, ଏଟା ପଅକେ ଚାଡି କେ ନାଜାନତ୍ । ପଅ ଜାର୍ଲଗେ ମର୍ ବାବାକେ ଜାନାଇବି ବଲି ମନ୍କରିରଇସି, ସେସେ ଜାନିରଇସି ।”
23 And he turned to his disciples, and said secretly, Blessed are the eyes, which see that ye see.
୨୩ଜିସୁ ସିସ୍ମନର୍ବାଟେ ମୁ ବୁଲାଇ ସେମନ୍କେ କଇଲା, “ତମେ ଜନ୍ ଜନ୍ଟା ଦେକ୍ଲାସ୍ନି, ସେ ସବୁ ଜେ ଦେକ୍ସି, ସେଟା ନିକ ।
24 For I tell you that many Prophets and Kings haue desired to see those things, which ye see, and haue not seene them: and to heare those things which ye heare, and haue not heard them.
୨୪କାଇକେବଇଲେ ମୁଇ ତମ୍କେ କଇଲିନି, ତମେ ଜନ୍ ଜନ୍ଟା ଦେକ୍ଲାସ୍ନି, ସେ ସବୁଜାକ ଦେକ୍ବାକେ କେତେ କେତେ ରାଜାମନ୍ ଆରି ମାପ୍ରରୁ କବର୍ ଜାନାଉମନ୍ ମନ୍କଲାଇ, ମାତର୍ ଦେକିନାପାର୍ଲାଇ । ଆରି ତମେ ଜନ୍ ଜନ୍ଟା ସୁନ୍ଲାସ୍ନି, ସେ ସବୁ ସୁନ୍ବାକେ ସେମନ୍ ମନ୍କଲାଇ, ମାତର୍ ସୁନିନାପାର୍ଲାଇ ।”
25 Then beholde, a certaine Lawyer stoode vp, and tempted him, saying, Master, what shall I doe, to inherite eternall life? (aiōnios )
୨୫ତାର୍ପଚେ ଗଟେକ୍ ଦରମ୍ ସାସ୍ତର୍ ସିକାଉ ତାକେ ପରିକାକରି ପାଚାର୍ଲା, “ଏ ଗୁରୁ କେବେ ନ ସାର୍ବା ଜିବନ୍ ମିଲାଇବାକେ ଆଲେ ମୁଇ କାଇଟା କର୍ବାର୍ ଆଚେ?” (aiōnios )
26 And he saide vnto him, What is written in the Lawe? howe readest thou?
୨୬ଜିସୁ ତାକେ କଇଲା, “ନିୟମ୍ ସାସ୍ତରେ କାଇଟା ଲେକାଆଚେ? ତୁଇ କେନ୍ତାରି ପଡ୍ଲୁସ୍ନି?”
27 And he answered, and saide, Thou shalt loue thy Lord God with all thine heart, and with all thy soule, and with all thy strength, and with all thy thought, and thy neighbour as thy selfe.
୨୭ସେ କଇଲା, “ତମେ ନିଜର୍ ସବୁ ଗାଗଡ୍, ମନ୍, ଆତ୍ମା ଆରି ବପୁ ଦେଇ ପର୍ମେସର୍କେ ଆଲାଦ୍ କରା । ଆରି ପଡିସାର୍ ଲକ୍ମନ୍କେ ନିଜର୍ ସମାନ୍ ଆଲାଦ୍ କରା ।”
28 Then he said vnto him, Thou hast answered right: this doe, and thou shalt liue.
୨୮ତାର୍ପଚେ ଜିସୁ ତାକେ କଇଲା, “ତମେ ଟିକ୍ କଇଲାସ୍ । ଏନ୍ତାର୍ କର୍, ତେବେ ଜିବନ୍ ମିଲାଇସୁ ।”
29 But he willing to iustifie himselfe, said vnto Iesus, Who is then my neighbour?
୨୯ମାତର୍ ସେ ନିଜେ ଦରମ୍ଲକ୍ ବଲି ଦେକାଇବାକେ ମନ୍କରି ଜିସୁକେ ପାଚାର୍ଲା, “ତେବେ କେ ମର୍ ପଡିସାର୍ ଲକ୍?”
30 And Iesus answered, and saide, A certaine man went downe from Hierusalem to Iericho, and fell among theeues, and they robbed him of his raiment, and wounded him, and departed, leauing him halfe dead.
୩୦ଜିସୁ ତାକେ କଇଲା, ଗଟେକ୍ ଲକ୍ ଜିରୁସାଲମେଅନି ଜିରିଅ ଜିବାବେଲେ ଚର୍ମନର୍ ମୁଆଟେ ପଡ୍ଲା । ଚର୍ମନ୍ ତାର୍ ଲୁଗାପଚିଆ ଚାଡାଇ, ତାକେ ମାର୍ଲାଇ ଆରି ମରିଗାଲାପାରା ଅଇଲାକେ ଚାଡି ଉଟିଗାଲାଇ ।
31 Nowe so it fell out, that there came downe a certaine Priest that same way, and when he sawe him, he passed by on the other side.
୩୧ସେଟା ଅଇସାରି କେତେପର୍ ଜିବାକେ ଗଟେକ୍ ପୁଜାରି ସେ ବାଟେ ଜାଇତେରଇଲା ଆରି ତାକେ ଦେକି, ବାଟ୍ ପିଟାଇଅଇ ଉଟିଗାଲା ।
32 And likewise also a Leuite, when he was come neere to the place, went and looked on him, and passed by on the other side.
୩୨ସେନ୍ତାରିସେ ଗଟେକ୍ ଲେବିୟ ଲକ୍ ମିସା ସେ ଜାଗାଇ ଆସି ତାକେ ଦେକି ବାଟ୍ ପିଟାଇଅଇ ଉଟିଗାଲା ।
33 Then a certaine Samaritane, as he iourneyed, came neere vnto him, and when he sawe him, he had compassion on him,
୩୩ମାତର୍ ସମିରଣିୟର୍ ଗଟେକ୍ ଲକ୍ ତାର୍ଲଗେ ଆସି, ଦେକ୍ଲା ଆରି ବେସି ମନ୍ଦୁକ୍ କଲା ।
34 And went to him, and bound vp his wounds, and powred in oyle and wine, and put him on his owne beast, and brought him to an Inne, and made prouision for him.
୩୪ଆରି ତାର୍ଲଗେ ଜାଇ ମାଡ୍ଅଇ କଣ୍ଡିଆ ବଣ୍ଡିଆ ଅଇଲାଟାନେ, ଚିକନ୍ ଆରି ଆମଟ୍ ଅଙ୍ଗୁର୍ରସ୍ ଲାଗାଇଦେଲା । ତାକେ ଗର୍ଣ୍ଡା ବାନ୍ଦି, ଗଦଉପ୍ରେ ବସାଇ, ଲକ୍ମନ୍ ବସି ମିଟିଙ୍ଗ୍ କର୍ବା ଗରେ ନେଇ ସେବାଜତନ୍ କଲା ।
35 And on the morowe when he departed, he tooke out two pence, and gaue them to the hoste, and said vnto him, Take care of him, and whatsoeuer thou spendest more, when I come againe, I will recompense thee.
୩୫ତାର୍ ଆର୍କର୍ ଦିନେ ସିମରଣିୟ ଲକ୍ ଦୁଇଟା ରୁପାଟାଙ୍ଗା ବାର୍କରାଇ, ମିଟିଙ୍ଗ୍ ଗରର୍ ମୁକିଆକେ ଦେଇ କଇଲା, “ଆର୍ ସେବା ଜତନ୍ କରା, ଆରି ଅଦିକ୍ କର୍ଚ ଅଇଲେ, ସେଟା ମୁଇ ବାଉଡିଆଇବା ବେଲେ ତମ୍କେ ସୁଜିଦେବି ।”
36 Which nowe of these three, thinkest thou, was neighbour vnto him that fell among the theeues?
୩୬ଏ ତିନ୍ଲକର୍ ବିତ୍ରେଅନି କେ ଚର୍ମନର୍ ଟାନେ ମାଡ୍କାଉ ଲକର୍ ପଡିସାର୍ ଲକ୍ ବଲି ବାବ୍ଲୁସ୍ନି?
37 And he saide, He that shewed mercie on him. Then said Iesus vnto him, Goe, and do thou likewise.
୩୭ସାସ୍ତର୍ ସିକାଉ କଇଲା, “ଜନ୍ ଲକ୍ ତାକେ ଦୟାକଲା, ସେ ଆକା ।” ଜିସୁ ତାକେ କଇଲା, “ଜା ତୁଇ ମିସା ସେନ୍ତାରି କର୍ ।”
38 Nowe it came to passe, as they went, that he entred into a certaine towne, and a certaine woman named Martha, receiued him into her house.
୩୮ଜିସୁ ଆରି ତାର୍ ସିସ୍ମନ୍ ଜିବାବେଲେ ଗଟେକ୍ ଗାଏଁ କେଟ୍ଲାଇ । ତେଇ ମାର୍ତା ନାଉଁର୍ ଗଟେକ୍ ମାଇଜି ଜିସୁକେ ତାର୍ ଗରେ ଡାକି ବସାଇଲା ।
39 And she had a sister called Marie, which also sate at Iesus feete, and heard his preaching.
୩୯ମାର୍ତାକେ ମରିୟମ୍ ନାଉଁର୍ ଗଟେକ୍ ବଇନି ରଇଲା । ସେ ମାପ୍ରୁର୍ ପାଦେ ବସି ତାର୍ ବାକିଅ ସୁନ୍ତେରଇଲା ।
40 But Martha was combred about much seruing, and came to him, and saide, Master, doest thou not care that my sister hath left me to serue alone? bid her therefore, that she helpe me.
୪୦ମାତର୍ ମାର୍ତାକେ ବେସି ପାଇଟି ରଇଲାଜେ ଦାନ୍ଦା ଅଇଜାଇତେ ରଇଲା । ତେବର୍ପାଇ ସେ ଜିସୁର୍ଲଗେ ଆସି କଇଲା, “ଏ ମାପ୍ରୁ, ମର୍ ବଇନି ଗରର୍ ସବୁ ପାଇଟି ମକେ ସେ କରାଇଲାନି, ସେବାଟେ କାଇ ତମର୍ ମନ୍ ନାଇ କି? ସେଟାର୍ପାଇ ତାକେ କୁଆ, ସେ ମକେ ଆସି ସାଇଜ କର ।”
41 And Iesus answered, and said vnto her, Martha, Martha, thou carest, and art troubled about many things:
୪୧ମାତର୍ ମାପ୍ରୁ ତାକେ କଇଲା, “ଏ ମାର୍ତା, ତୁଇ ବେସି ବିସଇ ଚିନ୍ତା କରି, ଦାନ୍ଦାଅଇଗାଲୁସ୍ନି,
42 But one thing is needefull, Marie hath chosen the good part, which shall not be taken away from her.
୪୨ମାତର୍, ଗଟେକ୍ ବିସଇ ଆକା ସବୁର୍ଟାନେଅନି ମୁକିଅ । ସେଟା ମରିୟମ୍ ବାଚିକରି ନେଇଆଚେ । ସେଟା ତାର୍ଟାନେଅନି କେ ନେଇ ନାପାରତ୍ ।”