< John 17 >

1 These things spake Iesus, and lift vp his eyes to heauen, and saide, Father, that houre is come: glorifie thy Sonne, that thy Sonne also may glorifie thee,
ଜିସୁ ଏ ସବୁ କାତା କଇସାରାଇଲା ପଚେ, ସରଗ୍‌ ବାଟେ ଦେକି କଇଲା, “ଏ ସରଗର୍‌ ବାବା, ଏବେ ବେଲା କେଟ୍‌ଲା ଆଚେ । ତମର୍‌ ପିଲା ମକେ ଡାକ୍‌ପୁଟା କରା । ଜେନ୍ତିକି ତମର୍‌ ପିଲା ମୁଇ ତମ୍‌କେ ଡାକ୍‌ପୁଟା କର୍‌ବି ।
2 As thou hast giuen him power ouer all flesh, that he shoulde giue eternall life to all them that thou hast giuen him. (aiōnios g166)
ତମେ ମକେ ସବୁ ମୁନୁସ୍‌ ଜାତି ଉପ୍‌ରେ ଅଦିକାର୍‌ ଦେଇଆଚାସ୍‌ । ଆରି ଜନ୍‌ଲକ୍‌ମନ୍‌କେ ମକେ ସର୍‌ପି ଦେଇଆଚାସ୍‌, ସେମନ୍‌କେ ମୁଇ ନ ସାର୍‌ବା ଜିବନ୍‌ ଦେବି । (aiōnios g166)
3 And this is life eternall, that they knowe thee to be the onely very God, and whom thou hast sent, Iesus Christ. (aiōnios g166)
ତମେସେ ଗଟେକ୍‌ ପର୍‌ମେସର୍‌, ତମ୍‌କେ ଆରି ତମେ ପାଟାଇରଇବା ଜିସୁ କିରିସ୍‌ଟକେ ଜାନ୍‌ବାଟା ଅଇଲାନି ନ ସାର୍‌ବା ଜିବନ୍‌ । (aiōnios g166)
4 I haue glorified thee on the earth: I haue finished the worke which thou gauest me to doe.
ତମେ ମକେ ଜନ୍‌ କାମ୍‌ମନ୍‌ କର୍‌ବାକେ ଦେଇଆଚାସ୍‌, ସେଟା ମୁଇ ସାରାଇ କରି, ଏ ଦୁନିଆଇ ତମ୍‌କେ ଡାକ୍‌ପୁଟା କରିଆଚି ।
5 And nowe glorifie me, thou Father, with thine owne selfe, with the glorie which I had with thee before the world was.
ଏ ବାବା, ଏ ଦୁନିଆ ତିଆର୍‌ ନ ଅଇତେ, ତମର୍‌ ସଙ୍ଗ୍‌ ରଇଲାବେଲେ, ମର୍‌ ଜନ୍‌ ଡାକ୍‌ପୁଟା ରଇଲା, ଏବେ ତମେ ରଇତେ ଆକା, ମକେ ଡାକ୍‌ପୁଟା କର୍‍ ।
6 I haue declared thy Name vnto the men which thou gauest me out of the world: thine they were, and thou gauest them me, and they haue kept thy worde.
“ଏ ଜଗତର୍‌ ଜନ୍‌ ଲକ୍‌ମନ୍‌କେ ତମେ ମକେ ସର୍‌ପି ଦେଇରଇଲାସ୍‌, ସେମନର୍‌ ଲଗେ ମୁଇ ତମ୍‌କେ ଜାନାଇଆଚି । ସେମନ୍‌ ତମର୍‌ ଅଇରଇଲାଇ, ଆରି ମକେ ସେମନ୍‌କେ ସର୍‌ପିଦେଲୁସ୍‌ । ସେମନ୍‌ ତମର୍‌ ବାକିଅ ମାନ୍‌ଲାଇନି ।
7 Nowe they knowe that all things whatsoeuer thou hast giuen me, are of thee.
ତମେ ମକେ ଜନ୍‌ ଜନ୍‌ଟା ସର୍‌ପି ଦେଇ ଆଚାସ୍‌, ସେଟାମନ୍‌ ସବୁ ତର୍‌ଟାନେଅନି ଆକା ଅଇଲାଆଚେ, ବଲି ଏବେ ସେମନ୍‌ ବୁଜିଆଚତ୍‌ ।
8 For I haue giuen vnto them the wordes which thou gauest me, and they haue receiued them, and haue knowen surely that I came out from thee, and haue beleeued that thou hast sent me.
ତମେ ମକେ ଦେଇରଇବା କବର୍‌ ମୁଇ ସେମନ୍‌କେ ସୁନାଇଆଚି, ସେମନ୍‌ ସେଟା ମାନି ଆଚତ୍‌ । ମୁଇ ତମର୍‌ଟାନେଅନି ଆସିଆଚି ଆରି ତମେ ମକେ ପାଟାଇଆଚାସ୍‌, ସେମନ୍‌ ଏ କାତା ସତ୍‌ ବଲି ଜାନିକରି ବିସ୍‌ବାସ୍‌ କଲାଇ ଆଚତ୍‌ ।”
9 I pray for them: I pray not for the worlde, but for them which thou hast giuen me: for they are thine.
ମୁଇ ସେମନର୍‌ଲାଗି ପାର୍‌ତନା କଲିନି, ଦୁନିଆର୍‌ ଲକ୍‌ମନର୍‌ ପାଇ ପାର୍‌ତନା କରିନାଇ । ମାତର୍‌ ତମେ ମକେ ଜନ୍‌ ଲକ୍‌ମନ୍‌କେ ଦେଇଆଚାସ୍‌, ସେ ଲକ୍‌ମନର୍‌ ପାଇ ପାର୍‌ତନା କଲିନି । କାଇକେ ବଇଲେ ସେମନ୍‌ ତମର୍‌ ଲକ୍‌ମନ୍‌ ।
10 And al mine are thine, and thine are mine, and I am glorified in them.
୧୦ଜେତ୍‌କି ମର୍‌ଟା, ସେ ସବୁ ତମର୍‌ଟା । ଆରି ଜେତ୍‌କି ତମର୍‌ଟା ସେ ସବୁ ମର୍‌ଟା । ଆକର୍‌ଲାଗି ଆକା ମର୍‌ ଡାକ୍‌ପୁଟା ଅଇଆଚେ ।
11 And nowe am I no more in the world, but these are in the worlde, and I come to thee. Holy Father, keepe them in thy Name, euen them whome thou hast giuen mee, that they may bee one, as we are.
୧୧ଏବେ ମୁଇ ତମର୍‌ ଲଗେ ଆଇଲିନି, ମୁଇ ଏ ଦୁନିଆଇ ରଇନାଇ । ମାତର୍‌ ଏମନ୍‌ ରଇଲାଇନି । ସୁକଲ୍‌ ରଇବା ବାବା! ତମେ ଜନ୍‌ ଲକ୍‌ମନ୍‌କେ ମକେ ସର୍‌ପି ଦେଇଆଚୁସ୍‌, ତମେ ଦେଇରଇବା ନାଉଁର୍‌ ବପୁର୍‌ ଲାଗି ସେମନ୍‌କେ ରକିଆ କରା । ଜେନ୍ତାରି ତମେ ଆରି ମୁଇ ଗଟେକ୍‌ । ସେନ୍ତାରିସେ ସେମନ୍‌ ଗଟେକ୍‌ ଅଇରଇବାକେ ସାଇଜ କରା ।
12 While I was with them in the worlde, I kept them in thy Name: those that thou gauest me, haue I kept, and none of them is lost, but the childe of perdition, that the Scripture might be fulfilled.
୧୨ମୁଇ ସେମନର୍‌ ସଙ୍ଗ୍‌ ରଇଲା ବେଲେ ତମର୍‌ ନାଉଁର୍‌ ବପୁସଙ୍ଗ୍‌ ସେମନ୍‌କେ ରକିଆ କରିରଇଲି । ଜେନ୍ତି କି ସେମନ୍‌ କାଲ୍‌କାଲ୍‌ ଜୁଗ୍‌ଜୁଗ୍‌ ପର୍‌ମେସରର୍‌ଟାନେ ଅନି ବିନେ ଅଇ ନସ୍‌ଟ ନ ଅଅତ୍‌ । ଗଟେକ୍‌ ଲକ୍‌କେ ଚାଡି ସବୁଲକ୍‌କେ ରକିଆ କରିଆଚି । ସେ ଗଟେକ୍‌ ଲକ୍‌ ନସ୍‌ଟ ଅଇସି ଆକା । ଜେନ୍ତିକି ଦରମ୍‌ ସାସ୍‌ତରେ ଲେକା ଅଇଲାଟା ସିଦ୍‌ ଅଇବାର୍‌ ରଇଲା ।
13 And now come I to thee, and these things speake I in the worlde, that they might haue my ioy fulfilled in themselues.
୧୩ଏବେ ମୁଇ ତମର୍‌ ଲଗେ ଆଇଲିନି । ଏ ଦୁନିଆଇ ରଇଲା ବେଲେ ସେମନ୍‌କେ, ସେମନର୍‌ ମନେ ରଇବା ମର୍‌ ସାର୍‌ଦା ପୁରାପୁରୁନ୍‌ ଅଇବାକେ, ଏ ବିସଇ କଇରଇଲି ।
14 I haue giuen them thy word, and the world hath hated them, because they are not of the world, as I am not of the world.
୧୪ମୁଇ ସେମନ୍‌କେ ତମର୍‌ ବାକିଅ ସୁନାଇଆଚି । ତେବର୍‌ପାଇ ଏ ଦୁନିଆ ସେମନ୍‌କେ ଗିନ୍‌ କଲାନି । କାଇକେ ବଇଲେ ମୁଇ ଜେନ୍ତି ଏ ଦୁନିଆଇ ଅନି ଜାତ୍‌ ଅଇଲାଟା ନଇ, ସେନ୍ତି ସେମନ୍‌ ମିସା ଏ ଦୁନିଆର୍‌ ନଅତ୍‌ ।
15 I pray not that thou shouldest take them out of the world, but that thou keepe them from euill.
୧୫ତମେ ସେମନ୍‌କେ ଏ ଦୁନିଆଇଅନି ଦାରିଜା ବଲି ମୁଇ ପାର୍‌ତନା କରିନାଇ । ମାତର୍‌ ସଇତାନର୍‌ ପାନ୍ଦେ ଅନି ରକିଆ କରା ବଲି ଗୁଆରି କଲିନି ।
16 They are not of the worlde, as I am not of the world.
୧୬ମୁଇ ଜେନ୍ତିକି ଏ ଦୁନିଆର୍‌ ନଇ, ସେନ୍ତି ସେମନ୍‌ ମିସା ଏ ଦୁନିଆର୍‌ ନଅତ୍‌ ।
17 Sanctifie them with thy trueth: thy word is trueth.
୧୭ତମର୍‌ ସତ୍‌ସଙ୍ଗ୍‌ ସେମନ୍‌କେ ସୁକଲ୍‌ କରା, ତମର୍‌ ବାକିଅ ତା ସତ୍‌ ।
18 As thou diddest send me into the world, so haue I sent them into the world.
୧୮ତମେ ମକେ ଜେନ୍ତି ଏ ଦୁନିଆଇ ପାଟାଇ ଆଚାସ୍‌, ସେନ୍ତାରି ମୁଇ ମିସା ସେମନ୍‌କେ ଏ ଦୁନିଆଇ ପାଟାଇଲିନି ।
19 And for their sakes sanctifie I my selfe, that they also may bee sanctified through the trueth.
୧୯ଜେନ୍ତିକି ସେମନ୍‌ ତମର୍‌ଟାନେ ସର୍‌ପି ଅଇବାଇ । ସେଟାର୍‌ପାଇ ମୁଇ ନିଜ୍‌କେ ତମର୍‌ତେଇ ସୁକଲ୍‌ ଅଇଲିନି ।
20 I praie not for these alone, but for them also which shall beleeue in mee, through their woorde,
୨୦“ମୁଇ ଅବ୍‌କା ଏ ସିସ୍‌ମନର୍‌ ଲାଗିସେ ପାର୍‌ତନା କରିନାଇ, ମାତର୍‌ ଏ ଲକ୍‌ମନ୍‌ ଜାନାଇବା କାତାଇଅନି ଜନ୍‌ ଲକ୍‌ମନ୍‌ ମକେ ବିସ୍‌ବାସ୍‌ କର୍‌ବାଇ, ସେ ଲକ୍‌ମନର୍‌ ପାଇ ମିସା ପାର୍‌ତନା କଲିନି ।
21 That they all may bee one, as thou, O Father, art in me, and I in thee: euen that they may be also one in vs, that the worlde may beleeue that thou hast sent me.
୨୧ଏ ବାବା ତମେ ଜେନ୍ତାରି ମର୍‌ଟାନେ ମିସି ଗଟେକ୍‌ ଅଇଆଚାସ୍‌, ଆରି ମୁଇ ତମର୍‌ଟାନେ ମିସିକରି ଗଟେକ୍‌ ଅଇଆଚି । ସେନ୍ତାରିସେ ସେମନ୍‌ ମିସା ସେମନର୍‌ ବିତ୍‌ରେ ମିସିକରି ଗଟେକ୍‌ ଅଇ ରଇବାକେ ମୁଇ ପାର୍‌ତନା କଲିନି । ଜେନ୍ତିକି ତମେସେ ମକେ ପାଟାଇ ଆଚାସ୍‌ ବଲି ଏ ଦୁନିଆ ବିସ୍‌ବାସ୍‌ କର ।
22 And the glory that thou gauest me, I haue giuen them, that they may be one, as we are one,
୨୨ଜେନ୍ତି ତମର୍‌ ଡାକ୍‌ପୁଟା ମକେ ଦେଇଆଚାସ୍‌, ସେନ୍ତି ସେଟା ମୁଇ ସେମନ୍‌କେ ଦେଇଆଚି । ତେବେ ଆମେ ଗଟେକ୍‌ ଅଇରଇଲାପାରା, ସେମନ୍‌ମିସା ସେମନର୍‌ ବିତ୍‌ରେ ଗଟେକ୍‌ ଅଇରଇବାଇ ।
23 I in them, and thou in mee, that they may be made perfect in one, and that the worlde may knowe that thou hast sent mee, and hast loued them, as thou hast loued me.
୨୩ତମେ ଜେନ୍ତି ମର୍‌ଟାନେ ଆଚାସ୍‌, ସେନ୍ତି ମୁଇ ମିସା ତାକର୍‌ ଟାନେ ରଇବି । ସେନ୍ତି ରଇଲେ ଆକା ସେମନ୍‌ ପୁରାପୁରୁନ୍‌ ଗଟେକ୍‌ ଅଇ ରଇବାଇ । ଏନ୍ତି ଅଇଲେ ଦୁନିଆ ଜାନ୍‌ସି ଜେ, ତମେ ମକେ ପାଟାଇ ଆଚାସ୍‌, ଆରି ମକେ ଜେନ୍ତି ଆଲାଦ୍‌ କଲାସ୍‌ନି, ସେମନ୍‌କେ ମିସା ସେନ୍ତିସେ ଆଲାଦ୍‌ କଲାସ୍‌ନି ।”
24 Father, I will that they which thou hast giuen me, be with me euen where I am, that they may beholde that my glorie, which thou hast giuen mee: for thou louedst me before the foundation of the world.
୨୪ଏ ବାବା, ତମେ ମକେ ଜନ୍‌ ଲକ୍‌ମନ୍‌କେ ଦେଇଆଚାସ୍‌, ମୁଇ ଜନ୍‌ ଜାଗାଇ ରଇବି, ସେମନ୍‌ ମିସା ମର୍‌ ସଙ୍ଗ୍‌ ରଅତ୍‌ ବଲି ମନ୍‍ କଲିନି । ତେବେ ମକେ ଦେଇରଇବା ଡାକ୍‌ପୁଟା ସେମନ୍‌ ଦେକ୍‌ବାଇ । କାଇକେ ବଇଲେ ତମେ ଏ ଦୁନିଆ ତିଆର୍‌ କର୍‌ବା ଆଗ୍‌ତୁସେ ମକେ ଆଲାଦ୍‌ କରିଆଚାସ୍‌ ।
25 O righteous Father, the worlde also hath not knowen thee, but I haue knowen thee, and these haue knowen, that thou hast sent me.
୨୫ଏ ଦରମର୍‌ ବାବା, ଏ ଦୁନିଆ ତମ୍‌କେ ନାଜାନେ, ମାତର୍‌ ମୁଇ ତମ୍‌କେ ଜାନିଆଚି । ଆରି ତମେସେ ମକେ ପାଟାଇଆଚାସ୍‌ ବଲି ସିସ୍‌ମନ୍‌ ଜାନିଆଚତ୍‌ ।
26 And I haue declared vnto the thy Name, and will declare it, that the loue wherewith thou hast loued me, may be in them, and I in them.
୨୬ମୁଇ ସେମନ୍‌କେ ତମର୍‌ ବିସଇ ଜାନାଇ ଆଚି, ଆରି ସବୁ ବେଲେ ଜାନାଇତେରଇବି । ତେବେ ମର୍‌ଲାଗି ସେମନ୍‌ ତମର୍‌ ଆଲାଦ୍‌ ଏତାଇବାଇ ଆରି ମୁଇ ସେମନର୍‌ ମନ୍‌ ବିତ୍‌ରେ ରଇବି ।

< John 17 >