< Hebrews 9 >

1 Then the first Testament had also ordinances of religion, and a worldly Sanctuarie.
ପର୍‌ମେସରର୍‌ ପର୍‌ତୁମ୍‌ ରାଜିନାମାତେଇ, ତାକେ କେନ୍ତାରି ଉପାସନା କର୍‌ବାର୍‌ ଆଚେ ବଲି ନିୟମ୍‌ ରଇଲା । ତାକେ ଏ ଜଗତେ ଉପାସନା କର୍‌ବାକେ ଗଟେକ୍‌ ତୁମ୍‌ ଉଟାଇରଇଲା ।
2 For the first Tabernacle was made, wherein was the candlesticke, and the table, and the shewebread, which Tabernacle is called the Holy places.
ଏ ତୁମ୍‌ଟାନେ ଦୁଇଟା ଜାଗା ରଇଲା । ପର୍‌ତୁମ୍‌ ଜାଗାକେ ସୁକଲ୍‌ ଜାଗା ବଲି ନାଉଁ ରଇଲା । ସେ ବିତ୍‌ରେ ବତିସଙ୍ଗଇବା କୁଦ୍‌ରା ଆରି ପର୍‌ମେସର୍‌କେ ସର୍‌ପିଦେବାକେ ରୁଟି ସଙ୍ଗଇବା ଗଟେକ୍‌ ଟେବୁଲ୍‌ ରଇଲା ।
3 And after the seconde vaile was the Tabernacle, which is called the Holiest of all,
ସେ ଜାଗାଇ ପୁର୍‌ବା ବାଟେ ଗଟେକ୍‌ ପାର୍‌ଦା ରଇଲା । ପାର୍‌ଦାର୍‍ ପଚ୍‌ବାଟେ ଜନ୍‌ ଜାଗା ରଇଲା, ତାକେ ବଡ୍‌ ସୁକଲ୍‌ ଜାଗା ବଲି କଇତେ ରଇଲାଇ ।
4 Which had the golden censer, and the Arke of the Testament ouerlayde rounde about with golde, wherein the golden pot, which had Manna, was, and Aarons rod that had budded, and the tables of the Testament.
ସେ ବଡ୍‌ ସୁକଲ୍‌ ଜାଗାଇ ଗଟେକ୍‌ ଦୁପ୍‌ ପଡାଇବା ସୁନାର୍‌ ବେଦି ଆରି ସୁନାର୍‌ ନିୟମ୍‌ ପେଡି ରଇଲା । ଏ ନିୟମ୍‌ ପେଡି ବିତ୍‌ରେ, ମାନା ରଇବା ଗଟେକ୍‌ ସୁନାର୍‌ ଆଣ୍ଡି ରଇଲା । ତେଇ ପତର୍‌ କଅଁଲି ରଇବା ଆରଣ୍‌ ଦାରି ଇଣ୍ଡ୍‌ବା ଡାଙ୍ଗ୍‌ ରଇଲା । ଆରି ପରମେସରର୍‌ ଆଦେସ୍‌ ଲେକାଅଇରଇଲା ଦୁଇ କଣ୍ଡ୍ ଚାଚଡା ପାକ୍‌ନା ମିସା ରଇଲା ।
5 And ouer the Arke were the glorious Cherubims, shadowing the mercie seat: of which things we will not nowe speake particularly.
ପେଡିର୍‌ ଡାବ୍‌ନା ଉପ୍‌ରେ ପର୍‌ମେସର୍‌ ଆଚେ ବଲି ଚିନ୍‌ ଇସାବେ କେରୁବିନ୍‌ ବଲି ଡାକ୍‌ବା ଦୁଇଟା ଡେନା ରଇଲା ଜଁତୁର୍‌ ମୁର୍‌ତି ରଇଲା । ତାକର୍‌ ଉଗାଡିଅଇରଇବା ଡେନା ପେଡିର୍‌ ଡାବ୍‌ନା ଉପ୍‌ରେ ଡାବିଅଇଜାଇରଇଲା । ତାର୍‌ ଉପ୍‌ରେ ବନି ଚିଚିଅଇରଇଲା । ଜେନ୍ତାରିକି ଲକ୍‌ମନର୍‌ ପାପ୍‌କେମା ଅଇଜିବାକେ । ମାତର୍‌ ଏ ଟିକିନିକି ବିସଇ ବୁଜାଇବାକେ ଲଡାନାଇ ।
6 Nowe when these things were thus ordeined, the Priestes went alwayes into the first Tabernacle, and accomplished the seruice.
ତୁମ୍‌ ବିତ୍‌ରେ ଏ ସବୁ ବିସଇ ସାଜାଡିଅଇରଇଲା । ପୁଜାରିମନ୍‌ ସବୁଦିନ୍‌ ତାମୁ ଗରର୍‌ ବାଇରର୍‌ ଜାଗାଇ ପୁରି, ସେମନର୍‌ କାମ୍‌ କର୍‌ବାଇ ।
7 But into the second went the hie Priest alone, once euery yere, not without blood which hee offered for himselfe, and for the ignorances of the people.
ମାତର୍‌ ବିତ୍‌ରର୍‌ ଜାଗାଇ ବଡ୍‌ ପୁଜାରିସେ ଜିବାକେ ଅଦିକାର୍‌ ରଇଲା । ସେ ସିତି ବର୍‌ସେକ୍‌କେ ତରେକ୍‌ ସେ ଜାଇତେରଇଲା । ସେ ନିଜର୍‌ ପାଇ ଆରି ଲକ୍‌ମନ୍‌ ନ ଜାନିକରି କରିରଇବା ପାପ୍‌ ପାଇ ବନି ନେଇକରି ଜଦି ନ ପୁର୍‌ଲେ ସେ ଜାଇନାପାର୍‌ତେ ରଇଲା ।
8 Whereby the holy Ghost this signified, that the way into ye Holiest of all was not yet opened, while as yet the first tabernacle was standing,
ଏ ସବୁ ବିସଇର୍‌ଲାଗି ସୁକଲ୍‌ ଆତ୍‌ମା ଜାନାଇଲାନି ଜେ, ପର୍‌ମେସରର୍‌ ଅଦିକ୍‌ ସୁକଲ୍‌ ଜାଗାଇ ପୁର୍‌ବାକେ ଲକ୍‌ମନ୍‌କେ ଅଦିକାର୍‌ ନ ରଇଲା । କାଇକେବଇଲେ ସୁକଲ୍‌ ଜାଗା ଆରି ଅଦିକ୍‌ ସୁକଲ୍‌ ଜାଗା ବିସଇନେଇ ରଇବା ଆଗ୍‌ତୁର୍‌ ଆଦେସ୍‌ ସବୁ ଲକ୍‌ମନ୍‌ ମାନିଆଇତେ ରଇଲାଇ ।
9 Which was a figure for that present time, wherein were offred gifts and sacrifices that could not make holy, concerning the conscience, him that did the seruice,
ସେ ସବୁ ବିସଇ ଗଟେକ୍‌ ବାନା ପାରା । ଜନ୍‌ଟା ସବୁ ଏବର୍‌ ଦିନେ ସିଦ୍‌ ଅଇଲା ଆଚେ । କାଇକେବଇଲେ ଜନ୍‌ ପସୁମନ୍‌କେ ଉପାସନା ଇସାବେ ଲକ୍‌ମନ୍‌ ପର୍‌ମେସର୍‌କେ ସର୍‌ପି ଦେଇତେ ରଇଲାଇ, ସେଟା ସବୁ ଲକ୍‌ମନର୍‌ ବିବେକ୍‌ ଦ‍ଇ ନାପାର୍‌ଲା ।
10 Which only stood in meates and drinkes, and diuers washings, and carnal rites, which were inioyned, vntill the time of reformation.
୧୦କାଇକେବଇଲେ ସେଟା ସବୁ ଗାଗଡର୍‌ ଲାଗି ରଇବା ନିୟମ୍‌ ରଇଲା । ଜେନ୍ତାରି କି, କାଇଟା କାଇଅଇସି, କାଇଟା ପିଇ ଅଇସି ଆରି ସେ ସବୁ ନିକ ସଙ୍ଗ୍‍ ଦଇବା ବିସଇ, ବାଇରେ ଦେକାଅଇବା ରିତିନିତି ସେ । ପରମେସରର୍‌ ନୁଆ ନିୟମ୍‌ ଟିକ୍‌ ଅଇବାଜାକ, ଏ ସବୁ କର୍‌ବାଟା ରଇଲା ।
11 But Christ being come an high Priest of good things to come, by a greater and a more perfect Tabernacle, not made with handes, that is, not of this building,
୧୧ମାତର୍‌ ଆମେ ଜେତ୍‌କିଲକ୍‌ ସବୁର୍‌ତେଇଅନି ବଡିଆ ବିସଇ ପାଇଆଚୁ, କିରିସ୍‌ଟ ଆମର୍‌ ବଡ୍‌ ପୁଜାରି ଅଇ ଆଇଲା ଆଚେ । ସେ ସେବା କର୍‌ବା ଜାଗାର୍‌ ତୁମ୍‌ ଲଗେ ରଇବା ଅଦିକ୍‌ ସୁକଲ୍‌ ଜାଗାଇଅନି ଅଦିକ୍‌ ମୁଲିଅ ରଇଲାଟା ଆରି ଅଦିକ୍‌ ସିଦ୍‌ ଆଚେ । କାଇକେବଇଲେ ସେଟା ଲକ୍‌ମନ୍‌ ତିଆର୍‌ କଲାଟା ନଏଁ, କି ଏ ନସିଜିବା ଜଗତର୍‌ଟା ମିସା ନଏଁ ।
12 Neither by the blood of goates and calues: but by his owne blood entred he in once vnto the holy place, and obteined eternall redemption for vs. (aiōnios g166)
୧୨କିରିସ୍‌ଟ ସେ ତାମୁ ବାଟେଜାଇ ଏକାତରେକ୍‌ ସେ ବଡ୍‌ ସୁକଲ୍‌ ଜାଗାଇ ପୁର୍‌ଲା । ସେ ତେଇ ପୁର୍‌ବା ବେଲେ ବଲି କର୍‌ବାକେ ଚେଲି କି ପସୁ ବନି ନେଇ ନ ଜାଇରଇଲା । ମାତର୍‌ ସେ ନିଜର୍‌ ବନି ନେଇକରି ଜନ୍‌ ଜନ୍‌ଟା କର୍‌ବାର୍‌ ରଇଲା, ସେଟା ପୁରାପୁରୁନ୍‌ କଲା । ଜେନ୍ତାରି କି ଆମ୍‌କେ ମୁକ୍‌ଲାଇକରି କାଲ୍‌ କାଲ୍‌ ଜୁଗ୍‌ଜୁଗର୍‌ ପାଇ ମୁକ୍‌ତି ଦେଲା । (aiōnios g166)
13 For if the blood of bulles and of goates, and the ashes of an heifer, sprinkling them that are vncleane, sanctifieth as touching the purifying of the flesh,
୧୩ଆଗର୍‌ କାଲେ ଚେଲି ଆରି ବଲଦ୍‌ମନର୍‌ ବନି ଆରି ପଡାଇଲା ବାଚିପିଲାର୍‌ ଚାର୍‌ ଚିଚ୍‌ବାଟା, ଏସବୁ ଅସୁକଲ୍‌ ଅଇରଇବା ଲକ୍‌ମନର୍‌ ଗାଗଡ୍‌ ଦଇବା କାମ୍‌କେସେ ଆଇଲା ।
14 How much more shall the blood of Christ which through the eternall Spirit offered himselfe without fault to God, purge your conscience from dead workes, to serue the liuing God? (aiōnios g166)
୧୪ଏଟା ଜଦି ଲକ୍‌ମନର୍‌ ଗାଗଡ୍‌ ଦଇପାର୍‌ଲା, ସେନ୍ତାର୍‌ଆଲେ କିରିସ୍‌ଟର୍‌ ବନିସଙ୍ଗ୍‍ ଆରି କେତେକ୍‌ ଅଦିକ୍‌ କରିଅଇସି? ନ ସାର୍‌ବା ଆତ୍‌ମାର୍‌ପାଇ ସେ ନିଜେ ପରମେସରର୍‌ ସାଇଜ ନେଇ, କାଇ ପାପ୍‌ଦସ୍‌ ନ ଅଇତେ ବିରୁ ଇସାବେ ନିଜ୍‌କେ ପୁରାପୁରୁନ୍‌ ସର୍‌ପି ଦେଲାଆଚେ । ତାର୍‌ ବନିର୍‌ଲାଗି ବାନିଆ ରିତିନିତି କାମେଅନି ଜିତି କରି ଆମର୍‌ ବିବେକ୍‌ ସୁକଲ୍‌ ଅଇସି । ଆରି ଆମେ ସତଇସେ ଜିବନ୍‌ ରଇଲା ପରମେସରର୍‌ ସେବା କର୍‌ବା ଅଦିକାର୍‌ ପାଇଆଚୁ । (aiōnios g166)
15 And for this cause is he the Mediatour of the newe Testament, that through death which was for the redemption of the transgressions that were in the former Testament, they which were called, might receiue the promise of eternall inheritance. (aiōnios g166)
୧୫ଏଟାର୍‌ପାଇ କିରିସ୍‌ଟସେ ନୁଆ ନିୟମ୍‌ ସାଦନ୍‌ କଲାଆଚେ । ଜେନ୍ତାରି କି, ଜେତ୍‌କି ଲକ୍‌ମନ୍‌କେ ପରମେସର୍‌ ଡାକିଆଚେ, ସେମନ୍‌ ପରମେସର୍‌ ସପତ୍‌ କରି କଇରଇବା ନ ସାର୍‌ବା ଆସିର୍‌ବାଦ୍‌ ପାଇବାଇ । କିରିସ୍‌ଟ ମଲାର୍‌ପାଇ ଆଗର୍‌ ରାଜିନାମାତେଇ କରିରଇବା ସବୁ ପାପେଅନି ସେମନ୍‌ ମୁକଲ୍‌ଲାଇ । (aiōnios g166)
16 For where a Testament is, there must be the death of him that made the Testament.
୧୬ଗଟେକ୍‌ ଲକ୍‌ ଜଦି ତାର୍‌ ଦନ୍‌ ସଁପତି ବାଗ୍‌ ବାଟା କର୍‌ବା ବିସଇର୍‌ ଚିଟି କରିରଇସି । ସେଟା ଜାନାଇବାକେ ସେ ଲକର୍‌ ନାଉଁଦାରି ରାଜିନାମା ପାଆଟା ପତର୍‌ ରଇବାର୍‌ ଆଚେ । ସେ ମରିଗାଲାପଚେ ତାର୍‌ଟା ଜାନାପଡ୍‌ବାର୍‌ ଆଚେ ।
17 For the Testament is confirmed when men are dead: for it is yet of no force as long as he that made it, is aliue.
୧୭କାଇକେ ବଇଲେ ବାଗ୍‌ବାଟା ଲେକିରଇଲା ଲକ୍‌ ବଁଚି ରଇଲା ଜାକ, ବାଗ୍‌ବାଟାର୍‌ କାଗଜ୍‌ ପତରର୍‌ କିଚି ମୁଲିଅ ନାଇ । ସେଟା ତାର୍‌ ମରିଗାଲା ପଚେ ସେ କାମ୍‌ ଦେଇସି ।
18 Wherefore neither was the first ordeined without blood.
୧୮ସେନ୍ତାରିସେ, ପର୍‌ତୁମ୍‌ ରାଜିନାମା ମିସା ବନି ଜରାଇଲାକେସେ ସେଟାର୍‌ ମୁଲିଅ ରଇଲା ।
19 For when Moses had spoken euery precept to the people, according to the Law, he tooke the blood of calues and of goates, with water and purple wooll and hyssope, and sprinckled both the booke, and all the people,
୧୯ମସା ପର୍‌ତୁମ୍‌ ନିୟମର୍‌ ଆଦେସ୍‌ ଲକ୍‌ମନର୍‌ ଲଗେ କଇଲା । ତାର୍‌ପଚେ ସେ ବଲଦ୍‌ ଆରି ଚେଲିମନର୍‌ ବନି ନେଇ ପାନି ସଙ୍ଗ୍‌ ମିସାଇଲା । ତାର୍‌ପଚେ ଅଲପ୍‌ ମେଣ୍ଡାର୍‌ ବାଲେ ଏସୁବ୍‌ ନାଉଁର୍‌ ଗଚର୍‌ କେନ୍ଦିତେଇ ଗୁଡାଇଲା । ପଚେ ସେଟା ବନିଟାନେ ବୁଡାଇ ନିୟମର୍‌ ବଇତେଇ ଆରି ଲକ୍‌ମନର୍‌ ଉପ୍‌ରେ ଚିଚ୍‌ଲା ।
20 Saying, This is the blood of the Testament, which God hath appointed vnto you.
୨୦ସେ କଇଲା, ଜନ୍‌ ନିୟମ୍‌ ମାନ୍‌ବାକେ ପରମେସର୍‌ ତମ୍‌କେ ଆଦେସ୍‌ ଦେଲାଆଚେ, ଏ ବନି ସେ ନିୟମ୍‌କେ ଚିନ୍‌ ମାରିଆଚେ ।
21 Moreouer, he sprinkled likewise the Tabernacle with blood also, and all the ministring vessels.
୨୧ତାର୍‌ପଚେ ମସା ସେ ବନିନେଇ ତମୁ, ମନ୍ଦିର୍‌ ଆରି ପର୍‌ମେସର୍‌କେ ପାର୍‌ତନା କର୍‌ବାବେଲେ କାମେ ଆଇବା ସବୁ ଜିନିସ୍‌ ପତର୍‌ ଉପ୍‌ରେ ଚିଚ୍‌ଲା ।
22 And almost all things are by the Law purged with blood, and without sheading of blood is no remission.
୨୨କାଇକେବଇଲେ ମସାର୍‌ ନିୟମ୍‌ ଇସାବେ ସବୁ ବିସଇ ସୁକଲ୍‌ କର୍‌ବାକେ, ବନି ଦର୍‌କାର୍‌ । ବନି ନ ଜରାଇଲେ ପାପ୍‌ କେମା ନ ଅଏ ।
23 It was then necessary, that the similitudes of heauenly things should be purified with such things: but the heauenly things them selues are purified with better sacrifices then are these.
୨୩ତେବର୍‌ପାଇ ଏ ସବୁ ବିସଇ ଜନ୍‌ଟା ସର୍‌ଗେ ରଇବା ବିସଇ ଚୁଚାଇସେ ଆଚେ । ଏଟା ସବୁ ପସୁମନର୍‌ ବନିସଙ୍ଗ୍‌ ସୁକଲ୍‌ କରାଇବାକେ ଦର୍‌କାର୍‌ ରଇଲା । ମାତର୍‌ ସରଗର୍‌ ବିସଇମନ୍‌କେ ସୁକଲ୍‌ କର୍‌ବାକେ ସର୍‌ପି ଅଇବାଟା ଅଦିକ୍‌ ନିକ ଅଇରଇବାର୍‌ ରଇଲା ।
24 For Christ is not entred into ye holy places that are made with hands, which are similitudes of ye true Sanctuarie: but is entred into very heauen, to appeare now in ye sight of God for vs,
୨୪କାଇକେବଇଲେ ଲକ୍‌ମନର୍‌ ଆତେ ତିଆର୍‌ ଅଇଲା ସୁକଲ୍‌ ଜାଗାଇ କିରିସ୍‌ଟ ଜାଏନାଇ । ସେଟା ସତ୍‌ ଜାଗାର୍‌ ଚାୟାସେ ରଇଲା । ମାତର୍‌ ସେ ସତ୍‌ରେ ସର୍‌ଗେ ଗାଲା । ଆରି ସେ ଏବେ ତେଇ ଆଚେ । ପର୍‌ମେସରର୍‌ ମୁଆଟେ ଆମର୍‌ ପାଇ ଗୁଆରି କଲାନି ।
25 Not that he should offer himselfe often, as the hie Priest entred into the Holy place euery yeere with other blood,
୨୫ଜିଉଦିମନର୍‌ ବଡ୍‌ ପୁଜାରି ଜେନ୍ତିକି ବରସ୍‍କେ ତରେକ୍‌ ପସୁର୍‌ ବନି ନେଇ ବଡ୍‌ ସୁକଲ୍‌ ଜାଗାଇ ଜାଇସି, ସେନ୍ତାରି କିରିସ୍‌ଟ ନିଜ୍‌କେ ତର୍‌କେ ତର୍‌ ସର୍‌ପିଅଇକରି ତେଇ ଜାଏନାଇ ।
26 (For then must he haue often suffred since the foundation of the world) but now in the end of the world hath he bene made manifest, once to put away sinne by the sacrifice of him selfe. (aiōn g165)
୨୬କାଇକେବଇଲେ, ସେ ଜଦି ସେନ୍ତାରି କର୍‌ତା ଏ ଜଗତ୍‌ ତିଆର୍‌ ଅଇଲା ଦିନେଅନି ସେ ବେସି ତର୍‌ ଦୁକ୍‌ପାଇବାକେ ଅଇତା । ମାତର୍‌ ସେ ଏ ସାରାସାରି ଦିନ୍‌ ମନ୍‌କେ ତରେକ୍‌ସେ ଏ ଜଗତେ ଆଇଲା ଆରି ନିଜ୍‌କେ ସର୍‌ପିଦେଇକରି ସବୁ ପାପ୍‌ ଦାରିଗାଲା । (aiōn g165)
27 And as it is appointed vnto men that they shall once die, and after that commeth the iudgement:
୨୭ଆମେ ସବୁ ଲକ୍‌ ତରେକ୍‌ ମର୍‌ବୁ ଆରି ତାର୍‌ପଚେ ପରମେସରର୍‌ ମୁଆଟେ ବିଚାର୍‌ ଦିନେ ଟିଆଅଇବୁ ।
28 So Christ was once offered to take away the sinnes of many, and vnto them that looke for him, shall he appeare the second time without sinne vnto saluation.
୨୮ସେନ୍ତାରିସେ କିରିସ୍‌ଟ ମିସା ସବୁ ଲକର୍‌ ପାପ୍‌ ନିଜେ ନେବାକେ ବଲି ଇସାବେ ତରେକ୍‌ ସେ ସର୍‌ପାଇ ଅଇଲା । ସେ ଆରି ତରେକ୍‌ ଆଇଲାବେଲେ, ଆମର୍‌ ପାପର୍‌ପାଇ ସେ ନ ଆସେ । ମାତର୍‌ ତାକେ ଜାଗି ରଇଲା ଲକ୍‌ମନ୍‌କେ ଉଦାର୍‌ କର୍‌ବାକେ ଆଇସି ।

< Hebrews 9 >