< Ephesians 2 >

1 And you hath he quickened, that were dead in trespasses and sinnes,
ଆଗ୍‌ତୁ ତମର୍‍ ପାପର୍‍ ଲାଗି, ତମେ ଆତ୍‌ମାଇ ମରି ରଇଲାସ୍‌ ।
2 Wherein, in times past ye walked, according to the course of this world, and after the prince that ruleth in the aire, euen the spirite, that nowe worketh in the children of disobedience, (aiōn g165)
ସେବେଲେ ଜଗତର୍‌ ସତ୍‌ ନଇଲା ବାଟେ ଇଣ୍ଡ୍‌ତେରଇଲାସ୍‌ ଆରି ଆକାସର୍‌, ଗାଗଡ୍‌ ଦାରି ନ ରଇବା, ସାସନ୍‌କାରିଆର୍‌ ତଲେ ରଇଲାସ୍‌ । ସେ ସାସନ୍‌କାରିଆ ଏବେ ପର୍‌ମେସରର୍‌ ଆଦେସ୍‌ ନ ମାନ୍‌ବା ଲକ୍‌ମନ୍‍କେ ସାସନ୍‌ କଲାନି । (aiōn g165)
3 Among whom we also had our conuersation in time past, in the lustes of our flesh, in fulfilling the will of the flesh, and of the minde, and were by nature the children of wrath, as well as others.
ସତ‍ଇସେ ଆମେ ସବୁଜାକ, ସେ ରକାମ୍‌ ରଇଲୁ ଆରି ଗାଗଡର୍‌ ଆରି ମନର୍‌ ଲାଲ୍‌ସା ଇସାବେ ଜିଉନା କାଉନା କର୍‌ତେ ରଇଲୁ । ଆରି ଅଲ୍‌ଗା ଲକ୍‌ମନର୍‌ ପାରା ଆମେମିସା ପର୍‌ମେସରର୍‌ ରିସାର୍‌ ଡଣ୍ଡ୍‌ ପାଇବାକେ ଜାଇତେ ରଇଲୁ ।
4 But God which is rich in mercie, through his great loue wherewith he loued vs,
ମାତର୍‌ ଏ ରକାମ୍‌ ରଇଲେମିସା ଦୟାଦେକାଇବା ପର୍‌ମେସର୍‌, ଆମ୍‌କେ ଜନ୍‌ ବଡ୍‍ ଆଲାଦ୍‍ ସଙ୍ଗ୍‍ ଆଲାଦ୍‍ କଲା,
5 Euen when we were dead by sinnes, hath quickened vs together in Christ, by whose grace ye are saued,
ସେଟାର୍‌ପାଇ ଆମ୍‌କେ କିରିସ୍‌ଟର୍‌ ସଙ୍ଗ୍‍ ଜିବନ୍‌ କଲାଆଚେ, ସେ ଜିବନ୍‌ ଦୁକାଇଲାକେ ତମେ ମୁକ୍‌ତି ପାଇ ଆଚାସ୍‌ ।
6 And hath raysed vs vp together, and made vs sit together in the heauenly places in Christ Iesus,
ପର୍‌ମେସର୍‌ କିରିସ୍‌ଟର୍‍ ସଙ୍ଗ୍‍ ଆମ୍‍କେ ଉଟାଇଲା ଆଚେ, ଆରି ତାର୍‍ ସଙ୍ଗ୍‍ ଗଟେକ୍‌ ଅଇବାର୍‌ ଲାଗି, ସରଗ୍‌ ଉପ୍‌ରେ ସାସନ୍‌ କର୍‌ବାପାଇ ବଲିକରି, ତାର୍‍ ସଙ୍ଗ୍‍ ବସାଇଲା ଆଚେ ।
7 That he might shewe in the ages to come the exceeding riches of his grace, through his kindnesse toward vs in Christ Iesus. (aiōn g165)
ଜେନ୍ତିକି ଆଇବା ଦିନ୍‍ମନ୍‍କେ ଜିସୁ କିରିସ୍‍ଟର୍‍ ଲାଗି ରଇବା ତାର୍‌ ବଡ୍‍ ଜିବନ୍‌ଦୁକାଇଲାଟା, ସବୁକେ ଦେକାଇ ଅଇସି । (aiōn g165)
8 For by grace are ye saued through faith, and that not of your selues: it is the gift of God,
କାଇକେବଇଲେ ପର୍‌ମେସର୍‌ ଜିବନ୍‌ ଦୁକାଇଲାର୍‌ପାଇ, ତମେ ମୁକ୍‌ତି ପାଇ ଆଚୁସ୍‌, ସେଟା ତମେ ବିସ୍‌ବାସ୍‍ କଲାର୍‍ ଲାଗି, । ତମେ କରିରଇବା କାଇ ନିକ କାମର୍‍ ଲାଗି ନାଇ, ସେଟା ପର୍‌ମେସରର୍‌ ଦାନ୍‌ ।
9 Not of workes, least any man should boast himselfe.
ଜେନ୍ତିକି ଏ ବିସଇନେଇ କେ ମିସା ନିଜେ ବଡ୍‌ପନ୍‌ ଅଇ ନାପାରେ ।
10 For we are his workemanship created in Christ Iesus vnto good workes, which God hath ordeined, that we should walke in them.
୧୦ପର୍‌ମେସର୍‌ସେ ଆମ୍‍କେ ତିଆର୍‍ କଲା ଆଚେ । ତମେ କିରିସ୍‌ଟର୍‍ ସଙ୍ଗ୍‍ ମିସ୍‌ଲାର୍‌ପାଇ, ନିକ କାମ୍‍ କର୍‍ବାକେ ସେ ଆମ୍‍କେ ନୁଆ କଲା ଆଚେ । ଏଟା ଆଗ୍‍ତୁଆନି ସେ ଆମର୍‍ ପାଇ ମନ୍‍ କରି ରଇଲା ।
11 Wherefore remember that ye being in time past Gentiles in the flesh, and called vncircumcision of them, which are called circumcision in the flesh, made with hands,
୧୧ତମେ, ଜିଉଦି ନ ଅଇଲା ଲକ୍‍ମନ୍‍, ଆଗେ କେନ୍ତାର୍‌ ରଇଲାସ୍‌ ଏତାଇ ଦେକା । ନିଜେ ସୁନତ୍‌ ବଲାଇଅଇତେ ରଇବା ଜିଉଦିମନ୍‌ ତମ୍‌କେ ସୁନତ୍‌ ନ ଅଇଲା ଲକ୍‍ ବଲି କଇତେ ରଇଲାଇ । ମାତର୍‍ ସୁନତ୍‌ ଅଇବାଟା ଗାଗଡେ କର୍‍ବା କାମ୍‍ ।
12 That ye were, I say, at that time without Christ, and were alients from the common wealth of Israel, and were strangers from the couenants of promise, and had no hope, and were without God in the world.
୧୨ଆଗେ ତମେ କିରିସ୍‌ଟର୍‌ ଲଗେ ଅନି ଦୁର୍‌କେ ରଇଲାସ୍‌ । ଆରି ପର୍‌ମେସର୍‌ ବାଚିରଇବା ଲକ୍‌ମନର୍‌ଟାନେ ମିସି ନ ରଇଲାସ୍‌ । ତାର୍‌ ଲକ୍‌ମନ୍‌କେ କାତା ଦେଇ, ତିଆର୍‌ କରିରଇବା ନିୟମ୍‌ଟାନେ, ତମର୍‌ କାଇ ମିସା ଅଦିକାର୍‌ ନ ରଇଲା । ତମେ ଜଗତେ ବାସାକରି, କାଇ ଆସା ନ ରଇକରି ପର୍‌ମେସରର୍‌ ଲକ୍‌ ନ ଅଇ ରଇଲାସ୍‌ ।
13 But nowe in Christ Iesus, ye which once were farre off, are made neere by the blood of Christ.
୧୩ଗଟେକ୍‌ ବେଲାଇ ଦୁରିକେ ରଇଲାସ୍‌ । ଏବେ ଜିସୁର୍‌ ସଙ୍ଗ୍‍ ମିସିକରି କିରିସ୍‌ଟ ବନି ଦେଇ ମଲାର୍‌ପାଇ ତାର୍‌ ଲଗେ ଅଇଆଚାସ୍‌ ।
14 For he is our peace, which hath made of both one, and hath broken the stoppe of the partition wall,
୧୪କାଇକେ ବଇଲେ ଜିଉଦି ଆରି ଜିଉଦି ନଇଲା ଲକ୍‌କେ ଗଟେକ୍‌ କରି, କିରିସ୍‌ଟ ନିଜେ ଆମର୍‌ ବିତ୍‌ରେ ସାନ୍ତି ଆନିଦେଇ ଆଚେ । ସେମନ୍‌କେ ବେଗ୍‌ଲାଇକରି ନିଜର୍‌ ନିଜର୍‌ ସତ୍‌ରୁ ପାରା କରି ସଙ୍ଗଇଅଇରଇବା ପାଚୁରି, ସେ ତାର୍‌ ଗାଗଡ୍‌ସଙ୍ଗ୍‍ ବାଙ୍ଗାଇଲା ଆଚେ ।
15 In abrogating through his flesh the hatred, that is, the Lawe of commandements which standeth in ordinances, for to make of twaine one newe man in himselfe, so making peace,
୧୫ସେ ଜିଉଦିମନ୍‌ ମାନିଆଇତେରଇବା ସବୁ ରିତିନିତି ନିୟମ୍‌ ବାଙ୍ଗାଇକରି, ଜିଉଦି ଆରି ଜିଉଦି ନଇଲା ଲକ୍‌ମନର୍‌ଟାନେଅନି ତାର୍‌ ସାଇଜ ପାଇତେରଇବା ଗଟେକ୍‌ ନୁଆ ମୁନୁସ୍‌ଜାତି ତିଆର୍‌ କଲାଆଚେ । ଏନ୍ତାରି କରି ଦୁଇ ଦଲ୍‍ ବିତ୍‍ରେ ସେ ସାନ୍ତି ଆନିଦେଇ ଆଚେ ।
16 And that he might reconcile both vnto God in one body by his crosse, and slay hatred thereby,
୧୬ସେ କୁର୍‌ସେ ମଲାର୍‌ପାଇ ବଲି ତାକର୍‌ ତାକର୍‌ ବିତ୍‌ରେ ସତ୍‌ରୁ ଅଇ ରଇବାଟା, ଲିବାଇଦେଇଆଚେ । କୁରୁସର୍‌ ଲାଗି ସେ ଦୁଇଟାଜାକ ମିସାଇକରି ଗଟେକ୍‌ ଗାଗଡ୍‌ ପାରା କଲାଆଚେ । ଆରି ସେମନ୍‌କେ ପର୍‌ମେସରର୍‌ ଲଗେ ବାଉଡାଇ ଆନ୍‌ଲାଆଚେ ।
17 And came, and preached peace to you which were afarre off, and to them that were neere.
୧୭ସେଟାର୍‌ ପାଇ କିରିସ୍‌ଟ ଆଇଲା ଆରି ପର୍‌ମେସର୍‌ତେଇଅନି ଦୁରିକେ ଜାଇ ରଇବା ଜିଉଦି ନଇଲା ଲକ୍‌ମନ୍‌କେ ଆରି ତାର୍‌ ଲଗର୍‌ ଜିଉଦିମନ୍‌କେ ସୁବ୍‍କବର୍‌ ସୁନାଇଲା ।
18 For through him we both haue an entrance vnto the Father by one Spirit.
୧୮କିରିସ୍‌ଟର୍‌ ଲାଗିସେ ଜିଉଦି ଆରି ଜିଉଦି ନଇଲା ସବୁଲକ୍‌ ଗଟେକ୍‌ ଆତ୍‌ମାଇ, ବାବାର୍‌ ମୁଆଟେ ଆସି ପାର୍‌ଲୁ ।
19 Nowe therefore ye are no more strangers and forreiners: but citizens with the Saintes, and of the houshold of God,
୧୯ତେବର୍‌ ପାଇ ଏ ଜିଉଦି ନଇଲା ଲକ୍‌ମନ୍‌, ତମେ ଆରି ବିନ୍‌ ଦେସେ ବାସା ଅଇରଇବାଲକ୍‌ ନୁଆସ୍‌ । ଏବେ ପର୍‌ମେସରର୍‌ ଲକ୍‌ମନର୍‌ସଙ୍ଗ୍‍ ତମେମିସା ତାର୍‌ ରାଇଜେ ମିସ୍‌ବା ଲକ୍‌ ଆରି ତାର୍‌ ଜାତିର୍‍ କୁଟୁମର୍‌ ଲକ୍‌ ।
20 And are built vpon the foundation of the Apostles and Prophets, Iesus Christ himselfe being the chiefe corner stone,
୨୦ତମେ ମିସା ପେରିତ୍‌ ସିସ୍‌ମନ୍‌ ଆରି ବବିସତ୍‌ବକ୍‌ତାମନ୍‌ କରିରଇବା କୁନାଦି ଉପ୍‌ରେ, ତିଆର୍‌ ଅଇଲା ଗର୍‌ ପାରା । ସେ ଗର୍‌ କନର୍‌ ମୁଲ୍‌ ପାକ୍‌ନା ଅଇଲାନି କିରିସ୍‌ଟ ଜିସୁ ।
21 In whom all the building coupled together, groweth vnto an holy Temple in the Lord.
୨୧ସେ ଆକା ଗର୍‌କେ ସମାନ୍‌କରି ସଙ୍ଗଇଲା ଆଚେ ଆରି ମାପ୍‌ରୁର୍‌ପାଇ ଗଟେକ୍‌ ସର୍‌ପିଦେଲା ସୁକଲ୍‌ ମନ୍ଦିର୍‌ପାରା କଲାଆଚେ ।
22 In whom ye also are built together to be the habitation of God by the Spirit.
୨୨କିରିସ୍‍ଟର୍‍ ସଙ୍ଗ୍‌ ମିସ୍‍ଲାର୍‍ ପାଇ, ଗଟେକ୍‌ ଗର୍‍ ପାରା ତମେ ସବୁକେ ମିସିକରି ତିଆର୍‌ କଲାନି । ଜେନ୍ତାରିକି ତମେ ପର୍‌ମେସର୍‌ ତାର୍‍ ଆତ୍‍ମାଇ ରଇବା ଗଟେକ୍‍ ବାସା ଅଇବା ଗର୍‍ ପାରା ଅଇସା ।

< Ephesians 2 >