< Acts 3 >

1 Nowe Peter and Iohn went vp together into the Temple, at the ninth houre of prayer.
ଗଟେକ୍‌ ଦିନେ ପିତର୍‌ ଆରି ଜଅନ୍‌ ପାର୍‌ତନା କର୍‌ବାକେ ମନ୍ଦିରେ ଗାଲାଇ, ଜେଡେବେଲେ କି ପାର୍‌ତନା କର୍‌ବା ବେଲା ମୁଇଦାନିଆ ତିନ୍‌ ଗଁଟା ଅଇରଇଲା ।
2 And a certaine man which was a creeple from his mothers wombe, was caried, whom they layde dayly at the gate of the Temple called Beautifull, to aske almes of them that entred into ye Temple.
ତେଇ ଗଟେକ୍‌ ଲକ୍‌ ରଇଲା । ସେ ଜନମେଅନି ଚଟା । ତାକେ ସବୁଦିନ୍‌ ଲକ୍‌ମନ୍‌ ବଇକରି ସୁନ୍ଦର୍‌ ବଲି କଇବା ମନ୍ଦିରର୍‌ ଡିଆଗଡି, ନିଆ ଆନା କର୍‌ତେରଇଲାଇ । ସେ ଜେନ୍ତିକି ମନ୍ଦିରେ ଆଇଲା ଲକ୍‌ମନ୍‌କେ ବିକ୍‌ ମାଙ୍ଗି ପାର୍‌ସି ।
3 Who seeing Peter and Iohn, that they would enter into the Temple, desired to receiue an almes.
ପିତର୍‌ ଆରି ଜଅନ୍‌ ମନ୍ଦିର୍‌ ବିତ୍‌ରେ ପୁର୍‌ବାଟା ଦେକି ସେ ସେମନ୍‌କେ କାଇଟା ମିସା ଦିଆ, ବଲି ବିକ୍‌ମାଗ୍‌ଲା ।
4 And Peter earnestly beholding him with Iohn, said, Looke on vs.
ପିତର୍‌ ଆରି ଜଅନ୍‌ ତାକେ ନିମାନ୍‌କରି ତିରିଆଇ ଦେକ୍‌ଲାଇ ଆରି ପିତର୍‌ କଇଲା, “ଆମର୍‌ ବାଟେ ଦେକ୍‌!”
5 And hee gaue heede vnto them, trusting to receiue some thing of them.
ସେ କାଇଟାଆଲେ ପାଇବା ଆସାଇ ସେମନର୍‌ ବାଟେ ମୁ ବୁଲାଇ ଦେକ୍‌ଲା ।
6 Then said Peter, Siluer and gold haue I none, but such as I haue, that giue I thee: In the Name of Iesus Christ of Nazareth, rise vp and walke.
ମାତର୍‌ ପିତର୍‌ ତାକେ କଇଲା, “ମର୍‌ଲଗେ ସୁନା କି ରୁପା ନାଇ, ମକେ ଜାଇଟା ଆଚେ ସେଟା ତକେ ଦେଲିନି । ନାଜରିତର୍‌ ଜିସୁର୍‌ ନାଉଁଦାରି ମୁଇ ଆଦେସ୍‌ ଦେଲିନି, ଉଟ୍‌ ଆରି ଇଣ୍ଡ୍!”
7 And hee tooke him by the right hand, and lift him vp, and immediately his feete and ankle bones receiued strength.
ଏନ୍ତି କଇକରି ପିତର୍‌ ତାକେ ଉଜା ଆତ୍‌ ଦାରି ଉଟାଇଲା, ସେ ଦାପ୍‌ରେ ସେ ଲକର୍‌ ପାଦ୍‌ ଆରି ଗଡ୍‌ ସବୁ ଡାଟ୍‌ ଅଇଲା ।
8 And he leaped vp, stoode, and walked, and entred with them into the Temple, walking and leaping, and praysing God.
ସେ ଚିକାଲ୍‌ନା ଡେଗଇକରି ଉଟ୍‌ଲା ଆରି ଇଣ୍ଡ୍‌ବାର୍‌ ଦାର୍‌ଲା । ସେ ଇଣ୍ଡି ଇଣ୍ଡି ଡେଗଇ ଡେଗଇ ପର୍‌ମେସରର୍‌ ଡାକ୍‌ପୁଟା କରିକରି ତାକର୍‌ ସଙ୍ଗ୍‍ ମନ୍ଦିରେ ଗାଲା ।
9 And all the people sawe him walke, and praysing God.
ତେଇ ରଇବା ଲକ୍‌ମନ୍‌ ତାକେ ଇଣ୍ଡ୍‌ବାଟା ଆରି ପର୍‌ମେସର୍‌କେ ଡାକ୍‌ପୁଟା କର୍‌ବାଟା ଦେକ୍‌ଲାଇ ।
10 And they knewe him, that it was he which sate for the almes at the Beautifull gate of the Temple: and they were amased, and sore astonied at that, which was come vnto him.
୧୦ମନ୍ଦିରର୍‌ ସୁନ୍ଦର୍‌ ନାଉଁର୍‌ ଡିଆଗଡି ବସି ରଇଲା ମାଙ୍ଗ୍‌ତିଆ ବଲି ଚିନ୍‌ଲାଇ । ଆରି ତାକେ ଜାଇଟା ଗଟି ରଇଲା ସବୁ ଜାନି କାବାଅଇଜାଇ କାନାବାନା ଅଇଲାଇ ।
11 And as the creeple which was healed, held Peter and Iohn, all the people ranne amased vnto them in the porch which is called Salomons.
୧୧ସେ ଲକ୍‌ ପିତର୍‌କେ ଆରି ଜଅନ୍‌କେ ନ ଚାଡ୍‌ତେରଇଲା । ସଲ୍‌ମନର୍‌ ପିଣ୍ଡାଇ ତାକର୍‌ ସଙ୍ଗ୍‌ ରଇବାଟା ଦେକି, ଲକ୍‌ମନ୍‌ କାବାଅଇଗାଲାଇ । ପଚେ ପାଲାଇ ଆଇଲାଇ ।
12 So when Peter saw it, he answered vnto the people, Ye me of Israel, why marueile ye at this? or why looke ye so stedfastly on vs, as though by our owne power or godlines, we had made this man go?
୧୨ପିତର୍‌ ସେମନ୍‌କେ ଦେକି କଇଲା, “ଏ ଇସ୍‌ରାଏଲର୍‌ ବାଇମନ୍‌, ତମେ କାଇକେ କାବାଅଇଜାଇ ଆମର୍‌ ବାଟେ ଏନ୍ତାର୍‌ ଦେକ୍‌ଲାସ୍‌ନି? କାଇଟା ବାବ୍‌ଲାସ୍‌ନି? ଆମର୍‌ ନିଜର୍‌ ବପୁସଙ୍ଗ୍‍ କି ଦରମ୍‌ସଙ୍ଗ୍‍ ଏ ଲକ୍‌କେ ଇଣ୍ଡ୍‌ବା ବପୁ ଦେଲୁଆଚୁ?
13 The God of Abraham, and Isaac, and Iacob, the God of our fathers hath glorified his Sonne Iesus, whom ye betrayed, and denied in the presence of Pilate, when he had iudged him to be deliuered.
୧୩ଆମର୍‌ ଆନିଦାଦିମନର୍‌ ପର୍‌ମେସର୍‌ ଅବ୍‌ରାଆମର୍‌, ଇସାକର୍‌ ଆରି ଜାକୁବର୍‌ ପରମେସର୍‌ ତାର୍‌ ସେବାକାରିଆ ଜିସୁକେ ଡାକ୍‌ପୁଟା କଲାଆଚେ । ମାତର୍‌ ତମେ ତାକେ ସାସନ୍‌କାରିଆମନର୍‌ ଆତେ ସର୍‌ପିଦେଲାସ୍‌ । ଏନ୍ତି କି ପିଲାତ୍‌ ତାକେ ଚାଡିଦେବାକେ ମନ୍‌କରି ରଇଲେ ମିସା ତାର୍‌ ମୁଆଟେ ଚାଡ୍‌ନାଇ ବଲି କଇଲାସ୍‌ ।
14 But ye denied the Holy one and the Iust, and desired a murtherer to be giuen you,
୧୪ସେ ଆକା ଗଟେକ୍‌ସେ ସୁକଲ୍‌ ଆରି ଦରମ୍‌ ଲକ୍‌ ରଇଲା । ମାତର୍‌ ତମେ ତାକେ ନାମାସ୍‌ ନାଇ ଆରି ତାର୍‌ ବାଦୁଲେ ଗଟେକ୍‌ ନର୍‌ମାରୁକେ ମୁକ୍‌ଲାଇବାକେ ପିଲାତ୍‌କେ ଗୁଆରି କଲାସ୍‌ ।
15 And killed the Lord of life, whome God hath raised from the dead, whereof we are witnesses.
୧୫ଜେ ଜିବନର୍‌ ବାଟ୍‌ ଦେକାଉ, ତାକେ ତମେ ମାର୍‌ଲାସ୍‌, ମାତର୍‌ ପର୍‌ମେସର୍‌ ତାକେ ମଲାଟାନେଅନି ଆରି ତରେକ୍‌ ଜିବନ୍‌ କରି ଉଟାଇଲା । ଆମେ ଅଇଲୁନି ତାର୍‌ ସାକି ।
16 And his Name hath made this man sound, whom ye see, and know, through faith in his Name: and the faith which is by him, hath giuen to him this perfite health of his whole body in the presence of you all.
୧୬ତାର୍‌ ନାଉଁର୍‌ ବପୁ ସଙ୍ଗ୍‍ ଏ ଚଟା ନିମାନ୍‌ ଅଇଲାଆଚେ । ଜନ୍‌ ଗଟ୍‍ନା ଏବେ ତମେ ନିଜେ ଦେକି ସତ୍‌ ବଲି ଜାନ୍‌ଲାସ୍‌, ସେଟା ଅବ୍‌କା ତାର୍‌ ନାଉଁଦାରି ବିସ୍‌ବାସ୍‌ କଲାକେସେ ମିଲ୍‌ଲା ଆଚେ । ଜିସୁକେ ବିସ୍‌ବାସ୍‌ କଲାକେ ସେ ନିମାନ୍‌ ଅଇଲା ଆଚେ, ଏଟା ତମେ ଦେକ୍‌ଲାସ୍‌ ।”
17 And now brethren, I know that through ignorance ye did it, as did also your gouernours.
୧୭“ସେଟାର୍‌ ପାଇ ଏ ଇସ୍‌ରାଏଲର୍‌ ବାଇମନ୍‌, ତମେ ଆରି ତମର୍‌ ନେତାମନ୍‌ ଜିସୁକେ ଜାଇଟା କଲାସ୍‌, ସେଟା ନାଜାନିକରି କଲାସ୍‌, ଏଟା ମୁଇ ଜାନି ।
18 But those thinges which God before had shewed by the mouth of all his Prophets, that Christ should suffer, he hath thus fulfilled.
୧୮ବେସି ବରସ୍‌ ଆଗ୍‌ତୁ ତାର୍‌ ବବିସତ୍‌ବକ୍‌ତା ମନର୍‌ଟାନେ ଅନି ଜାନାଇରଇବା କାତା ଇସାବେ ଏବେ ସିଦ୍‌ ଅଇଲା ଜେ, ସେ ମସିଅ ଦୁକ୍‌ପାଇବାକେ ଅଇସି ।
19 Amend your liues therefore, and turne, that your sinnes may be put away, whe the time of refreshing shall come from the presence of the Lord.
୧୯ସେନ୍ତିଆଲେ ତମେ ମନ୍‌ବାଦ୍‌ଲାଇ କରି ପରମେସରର୍‌ ବାଟେ ବାଉଡି ଆସା । ତେବେ ସେ ତମର୍‌ ପାପ୍‌ କେମା କର୍‌ସି ।”
20 And he shall sende Iesus Christ, which before was preached vnto you,
୨୦ଆରି ମାପ୍‌ରୁର୍‌ଟାନେଅନି ଆତ୍‌ମାଇ ବପୁ ପାଇସା, ପରମେସର୍‌ ତମର୍‌ପାଇ ସେ ଆଗେଅନି ବାଚ୍‌ଲା, ମସିଅ ଜିସୁକେ ପାଟାଇସି ।
21 Whome the heauen must containe vntill the time that all thinges be restored, which God had spoken by the mouth of all his holy Prophets since the world began. (aiōn g165)
୨୧ପର୍‌ମେସର୍‌ ସବୁ ବିସଇ ନୁଆ କର୍‌ବା ବେଲା ଜାକ ସେ ସର୍‌ଗେ ରଇସି । ଏଟା ପର୍‌ମେସର୍‌ ପୁର୍‌ବେ ରଇଲା ତାର୍‌ ସୁକଲ୍‌ ବବିସତ୍‌ବକ୍‌ତାମନ୍‌କେ ସପତ୍‌ କରିରଇଲା । (aiōn g165)
22 For Moses said vnto the Fathers, The Lord your God shall raise vp vnto you a Prophet, euen of your brethren, like vnto me: ye shall heare him in all things, whatsoeuer he shall say vnto you.
୨୨ସେ ବିସଇ ମସା କଇରଇଲା, ତମର୍‌ ମାପ୍‌ରୁ ପରମେସର୍‌ ତମର୍‌ ଲଗେ ମର୍‌ପାରା ବବିସତ୍‌ବକ୍‌ତାକେ ପାଟାଇସି । ତମର୍‌ ବାଇମନର୍‌ ବିତ୍‌ରେ ଅନି ଗଟେକ୍‌ ଲକ୍‌କେ ପାଟାଇସି । ସେ ଜେତ୍‌କି ବିସଇ କଇସି, ସେଟା ସବୁ ତମେ ମାନ୍‌ବାର୍‌ ଆଚେ ।
23 For it shalbe that euery person which shall not heare that Prophet, shall be destroyed out of the people.
୨୩କେ ଜଦି ସେ ବବିସତ୍‌ବକ୍‌ତାର୍‌ କାତା ନ ନାମେ ତାକେ ପରମେସରର୍‌ ଲକ୍‌ମନର୍‌ଟାନେଅନି ଅଲ୍‌ଗା କରି କୁରୁପ୍‌ନାସ୍‌ କରିପାକାଇସି ।
24 Also all the Prophets from Samuel, and thencefoorth as many as haue spoken, haue likewise foretolde of these dayes.
୨୪ଜେତ୍‌କି କବର୍‌ ସୁନିରଇବା ବବିସତ୍‌ବକ୍‌ତା ରଇଲାଇ, ସାମୁଏଲ୍‌ ଆରି ଜେ ଜେ ତାର୍‌ ପଚେ ଆଇଲାଇ ଆରି ଏବେ ଜାଇଟା ଗଟ୍‌ଲା, ସେ ବିସଇ କଇରଇଲାଇ ।
25 Ye are the children of the Prophets, and of the couenant, which God hath made vnto our fathers, saying to Abraham, Euen in thy seede shall all the kindreds of the earth be blessed.
୨୫ପର୍‌ମେସର୍‌ ବବିସତ୍‌ବକ୍‌ତାମନର୍‌ ଟଣ୍ଡେଅନି ଜନ୍‍ସବୁ କାତା ଦେଲାଆଚେ ସେଟା ତମର୍‌ ପାଇସେ ଟିକ୍‌ । ତମର୍‌ ଆନିଦାଦିମନର୍‌ ସଙ୍ଗ୍‍ ଜନ୍‌ ରାଜିନାମା କଲାଆଚେ, ତମେ ମିସା ତେଇ ମିସିଆଚାସ୍‌ । ପର୍‌ମେସର୍‌ ଅବ୍‌ରାଆମ୍‍କେ କଇରଇଲା, “ମୁଇ ତମର୍‌ ନାତିତିତି ମନର୍‌ଟାନେଅନି ଜଗତର୍‌ ସବୁ ଲକ୍‌କେ ଆସିର୍‌ବାଦ୍‌ କର୍‌ବି ।
26 First vnto you hath God raysed vp his Sonne Iesus, and him hee hath sent to blesse you, in turning euery one of you from your iniquities.
୨୬ସେଟାର୍‌ପାଇ ପରମେସର୍‌ ତାର୍‌ ସେବାକାରିଆକେ ବାଚ୍‌ଲା ଆରି ତମ୍‌କେ ସବୁ ଲକ୍‌କେ ବାନିଆ ବାଟେଅନି ବାଉଡାଇଆନ୍‌ବାକେ ଆରି ଆସିର୍‌ବାଦ୍‌ କର୍‌ବାକେ ପର୍‌ତୁମ୍‌ ତାକେ ତମର୍‌ ଲଗେ ପାଟାଇଲା ।”

< Acts 3 >