< Acts 15 >

1 Then came downe certaine from Iudea, and taught the brethren, saying, Except ye be circumcised after the maner of Moses, ye cannot be saued.
ଜିଉଦାଇଅନି କେତେକ୍‌ ଲକ୍‌ ଆନ୍‌ଟିଅକ୍‍ ନଅରେ ଆଇଲାଇ । ସେମନ୍‌ ଆନ୍‌ଟିଅକର୍‌ ବିସ୍‌ବାସି ବାଇମନ୍‌କେ ଏନ୍ତି କଇକରି ସିକାଇଲାଇ, “ମସାର୍‌ ନିୟମ୍‌ ଇସାବେ ଜଦି ତମେ ସୁନତ୍‌ ନ ଉଆସ୍‌, ତମର୍‌ ପାପର୍‌ ଡଣ୍ଡେଅନି ମୁକ୍‌ତି ନ ପାଆସ୍‌ ।”
2 And when there was great dissension, and disputation by Paul and Barnabas against them, they ordeyned that Paul and Barnabas, and certaine other of them, should goe vp to Hierusalem vnto the Apostles and Elders about this question.
ଏ ବିସଇ, ସେମନର୍‌ ସଙ୍ଗ୍‍ ପାଉଲ୍‌ ଆରି ବର୍‌ନବା ବେସି ଦଦାପେଲା ଅଇଲାଇ । ତେବର୍‌ପାଇ ଆନ୍‌ଟିଅକର୍‌ ବିସ୍‌ବାସିମନ୍‌ ରାଜି ଅଇଲାଇଜେ, ପାଉଲ୍‌ ଆରି ବର୍‌ନବା ଆରି ଆନ୍‌ଟିଅକ୍‍ ମଣ୍ଡଲିଅନି କେତେ ଲକ୍‌ ଜିରୁସାଲାମେ ଜାଅତ୍‌ ଆରି ତେଇର୍‌ ପାର୍‌ଚିନ୍‌ ଆରି ପେରିତ୍‌ ସିସ୍‌ମନର୍‌ ସଙ୍ଗ୍‍ ଏ ବିସଇ କାତା ଅଅତ୍‌ ।
3 Thus being brought forth by ye Church, they passed through Phenice and Samaria, declaring the conuersion of the Gentiles, and they brought great ioy vnto all the brethren.
ଆନ୍‌ଟିଅକର୍‌ ମଣ୍ଡଲି ସେମନ୍‌ ଜିବାଟା ସୁବିଦା କରିଦେଇ ପାଟାଇଲାଇ । ସେମନ୍‌ ପିନିସିଆ ଆରି ସମିରଣ୍‌ ବାଟ୍‌ ଦେଇ ଜିବାବେଲେ, ଜିଉଦି ନଇଲା ଲକ୍‌ମନ୍‌ କେନ୍ତି ମନ୍‌ ବାଦ୍‌ଲାଇକରି ପରମେସର୍‌କେ ନାମ୍‍ଲାଇ, ସେ ବିସଇ ଜାନାଇଲାଇ । ଏ କାତା ସୁନି ବିସ୍‌ବାସି ବାଇମନ୍‌ ବେସି ସାର୍‌ଦା ଅଇଲାଇ ।
4 And when they were come to Hierusalem, they were receiued of the Church, and of the Apostles and Elders, and they declared what things God had done by them.
ସେମନ୍‌ ଜିରୁସାଲାମ୍‌ କେଟ୍‌ଲା ପଚେ ମଣ୍ଡଲିର୍‌ ଲକ୍‌, ପେରିତ୍‌ ସିସ୍‌ମନ୍‌ ଆରି ମଣ୍ଡଲିର୍‌ ପାର୍‌ଚିନ୍‌ମନ୍‌କେ ବେଟ୍‌ଅଇଲାଇ । ଆରି ପରମେସର୍‌ ତାକର୍‌ଲଗେ କରିରଇବା କାମ୍‌ ବିସଇ ପାଉଲ୍‌ ଆରି ବର୍‌ନବାକେ ଜାନାଇଲାଇ ।
5 But said they, certaine of the sect of the Pharises, which did beleeue, rose vp, saying, that it was needefull to circumcise them, and to commaund them to keepe the lawe of Moses.
ମାତର୍‌ ପାରୁସି ଦଲର୍‌ କେତେଟା ବିସ୍‌ବାସିମନ୍‌ ଟିଆଅଇ କଇଲାଇ, “ଜିଉଦି ନଇଲା ଲକ୍‌ମନ୍‌ ସୁନତ୍‌ ଅଇବାର୍‌ ଆଚେ ଆକା ଆରି ମସାର୍‌ ବିନ୍‌ ନିୟମ୍‌ମନ୍‌ ମାନ୍‌ବାକେ ମିସା ସେମନ୍‌କେ ସିକାଇବାର୍‌ ଆଚେ ।”
6 Then the Apostles and Elders came together to looke to this matter.
ଏ ବିସଇ ଆଲ୍‍ଚନା କର୍‌ବାକେ ପେରିତ୍‌ ସିସ୍‌ମନ୍‌ ଆରି ମଣ୍ଡଲିର୍‌ ପାର୍‌ଚିନ୍‌ ରୁଣ୍ଡ୍‌ଲାଇ ।
7 And when there had bene great disputation, Peter rose vp, and said vnto them, Ye men and brethren, ye know that a good while ago, among vs God chose out me, that the Gentiles by my mouth should heare the worde of the Gospel, and beleeue.
ବେସି ପର୍‌ ଦଦାପେଲା ଅଇଲା ପଚେ ପିତର୍‌ ଟିଆଅଇ କଇଲା, “ମର୍‌ ବାଇବଇନିମନ୍‌ ଜିଉଦି ନଇଲା ଲକ୍‌ମନ୍‌, ସୁନିକରି ବିସ୍‌ବାସ୍‌ କର୍‌ବାକେ ସେମନର୍‌ଟାନେ ସୁବ୍‌କବର ଜାନାଇବାକେ, ଆଗେଅନି ମକେସେ ବାଚ୍‌ଲାଆଚେ । ଏଟା ତମେ ଜାନାସ୍‌ ।
8 And God which knoweth the heartes, bare them witnesse, in giuing vnto them ye holy Ghost euen as he did vnto vs.
ସବୁ ଲକ୍‌ମନର୍‌ କାତା ଜାନ୍‌ବା ପରମେସର୍‌ ଆମ୍‌କେ ଜେନ୍ତି ସୁକଲ୍‌ ଆତ୍‌ମା ଦାନ୍‌ କଲା ଆଚେ, ସମାନ୍‍ ସେନ୍ତି ବିସ୍‌ବାସ୍‌ କର୍‌ବା ଜିଉଦି ନଇଲା ଲକ୍‌ମନ୍‌କେ ମିସା ଦାନ୍‌ଦେଇ ସେମନ୍‌କେ ବାଚ୍‌ଲା ଆଚେ ।
9 And he put no difference betweene vs and them, after that by faith he had purified their heartes.
ସେମନର୍‌ ଆରି ଆମର୍‌ ବିତ୍‌ରେ, ସେ କାଇମିସା ବଡ୍‌ସାନ୍‌ ଦେକେ ନାଇ । ସେମନ୍‌ ଜିସୁକେ ବିସ୍‌ବାସ୍‌ କଲାର୍‌ପାଇ, ସେ ସେମନ୍‌କେ ସୁକଲ୍‌ କଲାଆଚେ ।
10 Nowe therefore, why tempt ye God, to lay a yoke on the disciples neckes, which neither our fathers, nor we were able to beare?
୧୦ସେନ୍ତି ଆଲେ ଗଟେକ୍‌ ବଡ୍‌ ବଜ୍‌ ପିଟିତେଇ ଲାଦିଦେଲାପାରା, ଆମର୍‌ ସବୁ ନିୟମ୍‌ ମାନ୍‌ବାର୍‌ ଆଚେ ବଲି କଇକରି ପର୍‌ମେସର୍‌କେ କାଇକେ ପରିକା କଲାସ୍‌ନି? ଆଜି ଜନ୍‌ ବଜ୍‌ ବଇବାକେ, ଆମର୍‌ ଆନିଦାଦିମନ୍‌ କି ଆମେ ମିସା ବଇ ନାପାର୍‌ତେ ରଇଲୁ।
11 But we beleeue, through the grace of the Lord Iesus Christ to be saued, euen as they doe.
୧୧ନାଇ, ମନେ ଏତାଇଦେକା, ଆମେ ଜେନ୍ତି ବିସ୍‌ବାସ୍‌ କରି ମାପ୍‌ରୁ ଜିସୁ ଜିବନ୍‌ଦୁକାଇଲାକେ ମୁକ୍‌ତି ପାଇଆଚୁ, ସେମନ୍‌ ମିସା ସେନ୍ତାରିସେ ।”
12 Then all the multitude kept silence, and heard Barnabas and Paul, which told what signes and wonders God had done among the Gentiles by them.
୧୨ତାର୍‌ପଚେ ପାଉଲ୍‌ ଆରି ବର୍‌ନବାଟାନେଅନି ଜିଉଦି ନଇଲା ଲକ୍‌ମନର୍‌ତେଇ ପରମେସର୍‌ ଜନ୍‌ ସବୁ କାବା ଅଇଜିବା କାମ୍‌ମନ୍‌ ଆରି ଚକିତ୍‌ ବିସଇ କରି ରଇଲା, ସେ ସବୁ କାତା ସୁନି ଦଲର୍‌ ସବୁ ଲକ୍‌ ଚିମ୍‌ରାଅଇ ରଇଲାଇ ।
13 And when they helde their peace, Iames answered, saying, Men and brethren, hearken vnto me.
୧୩ସେମନ୍‌ କଇସାରାଇଲା ପଚେ ଜାକୁବ୍‌ କଇଲା, ଏ ମର୍‌ ବାଇବଇନିମନ୍‌ ମର୍‌ କାତା ସୁନା!
14 Simeon hath declared, howe God first did visite the Gentiles, to take of them a people vnto his Name.
୧୪ପରମେସର୍‌ ପର୍‌ତମେ ଜିଉଦି ନଅଇଲା ଲକ୍‌ମନ୍‌କେ ଆଲାଦ୍‌ କରି, ତାର୍‌ ନିଜର୍‌ ଲକ୍‌ ଅଅତ୍‌ ବଲି, ତାକର୍‌ ବିତ୍‌ରେ ଅନି, ଲକ୍‌ମନ୍‌କେ ବାଚ୍‌ଲାଇ । ଏ କାତା ସିମନ୍‌ ବୁଜାଇ ଦେଇଆଚେ ।
15 And to this agree the woordes of the Prophets, as it is written,
୧୫ପର୍‌ମେସର୍‌ କରିରଇବା ଏ କାମ୍‌ ବବିସତ୍‌ବକ୍‌ତାମନ୍‌ କଇରଇବାଟା ସଙ୍ଗ୍‍ ସମାନ୍‌ ଆଚେ ।
16 After this I will returne, and will builde againe the tabernacle of Dauid, which is fallen downe, and the ruines thereof will I build againe, and I will set it vp,
୧୬ମାପ୍‌ରୁ କଇଲା, “ତାର୍‌ ପଚେ ମୁଇ ନିଜେ ଦିନେକ୍‌ ବାଉଡି ଆଇବି, ଆରି ଦାଉଦର୍‌ ବାଙ୍ଗିଜାଇରଇବା ରାଇଜ୍‌ ଆରିତରେକ୍‌ ତିଆର୍‌ କର୍‌ବି । ଜେନ୍ତିକି ସେଟା ପୁରାପୁରୁନ୍‌ ଡାଟ୍‌ ରଇସି ।
17 That the residue of men might seeke after the Lord, and all the Gentiles vpon whom my Name is called, saith the Lord which doeth all these things.
୧୭ତେଇଅନି ସବୁଜାକ ମନସ୍‌ ଜାତି ମର୍‌ ଲଗେ ଆଇବାଇ, ଜନ୍‌ ଜିଉଦି ନଇଲା ଲକ୍‌ମନ୍‌କେ ମାପ୍‌ରୁ ନିଜର୍‌ କର୍‌ବାକେ ଡାକ୍‌ଲାଆଚେ ସେମନ୍‌ ସବୁ ଲକ୍‌ ମକେ ନାମ୍‌ବାଇ ।
18 From the beginning of the worlde, God knoweth all his workes. (aiōn g165)
୧୮ମାପ୍‌ରୁ ଏ କାତା କଇଲାନି, ଜେ କି ବେସି ଆଗ୍‌ତୁ ଏ କାତା କଇରଇଲା ।” (aiōn g165)
19 Wherefore my sentence is, that we trouble not them of the Gentiles that are turned to God,
୧୯ଏବେ ଜାକୁବ୍‌ କଇବାକେ ଆରାମ୍‌କଲା । ସେ କଇଲା, “ମର୍‌ ବିଚାର୍‌ ଇସାବେ, ଜନ୍‌ ଜିଉଦି ନଇଲା ଲକ୍‌ମନ୍‌ ପରମେସରର୍‌ ବାଟେ ବାଅଡ୍‌ଲାଇ ଆଚତ୍‌, ଆମେ ଆରି ସେମନ୍‌କେ ଅଇରାନ୍‌ ନ କରୁ ।
20 But that we send vnto them, that they abstaine themselues from filthinesse of idoles, and fornication, and that that is strangled, and from blood.
୨୦ଏଲେ ସେମନ୍‌ ଆରି ଜେନ୍ତିକି ପୁତ୍‌ଲା ଦେବ୍‌ତାମନ୍‌କେ ସର୍‌ପିଦେଲା କାଇମିସା ଅସୁକଲ୍‌ କାଦି ନ କାଆ, ବିନ୍‌ ଲକର୍‌ ମାଇଜି କି ମୁନୁସର୍‌ ସଙ୍ଗ୍‍ ମିସ୍‌ବାଟାନେଅନି ଦୁରିକେ ରଅତ୍‌, ଟଟ୍‌ରି ପିଚ୍‌କି ମରାଇରଇବା ପସୁର୍‌ ମାଉଁସ୍‌ କି ବନି, ନ କାଅତ୍‌ ଏ ସବୁ ବିସଇଟାନେ ସେମନ୍‌କେ ଉପ୍‌ଦେସ୍‌ ଦେଇ, ସେମନର୍‌ ଲଗେ ଗଟେକ୍‌ ଚିଟି ଲେକୁ ।
21 For Moses of olde time hath in euery citie them that preache him, seeing he is read in the Synagogues euery Sabbath day.
୨୧କାଇକେବଇଲେ ବେସି ଦିନେଅନି ସବୁ ବିସ୍‌ରାମ୍‌ବାରେ ଆମର୍‌ ପାର୍‌ତନା ଗର୍‌ମନ୍‌କେ ମସାର୍‌ ନିୟମ୍‌ ପଡ୍‌ଲାଇନି, ଆରି ସବୁ ଗଡେ ସେ ନିୟମ୍‌ମନ୍‌ ଜାନାଇଲାଇନି ।”
22 Then it seemed good to the Apostles and Elders with the whole Church, to sende chosen men of their owne companie to Antiochia with Paul and Barnabas: to wit, Iudas whose surname was Barsabas and Silas, which were chiefe men among the brethren,
୨୨ପଚେ ପେରିତ୍‌ ସିସ୍‌ମନ୍‌, ମଣ୍ଡଲିର୍‌ ପାର୍‌ଚିନ୍‌ମନ୍‌, ଆରି ସବୁ ମଣ୍ଡଲିର୍‌ ବାଇମନ୍‌ ରୁଣ୍ଡ୍‌ଲାଇ । ସେମନ୍‌ ରାଜିଅଇରଇବା କାତା ଆନ୍‌ଟିଅକର୍‌ ବିସ୍‌ବାସିମନ୍‌କେ ଜାନାଇବାକେ ପାଉଲ୍‌ ଆରି ବର୍‌ନବା ସଙ୍ଗ୍‍ ଜିବାକେ କେତେଲକ୍‌କେ ବାଚ୍‌ଲାଇ । ବର୍‌ସବା ନାଉଁର୍‌ ଜିଉଦା ଆରି ସିଲାକେ ବାଚ୍‌ଲାଇ । ଏ ଦୁଇଲକ୍‌କେ ସବୁ ବିସ୍‌ବାସିମନ୍‌ ସନ୍‌ମାନ୍‌ ଦେଇତେରଇଲାଇ ।
23 And wrote letters by them after this maner, THE APOSTLES, and the Elders, and the brethren, vnto the brethren which are of the Gentiles in Antiochia, and in Syria, and in Cilicia, send greeting.
୨୩ବିସ୍‌ବାସିମନ୍‌ ଏ ତଲେ ଲେକାଅଇଲା ଚିଟି, ସେ ଦୁଇ ଲକର୍‌ ଆତେ ପାଟାଇଲାଇ । “ଆନ୍‌ଟିଅକ, ସିରିଆ ଆରି ସିଲିସିଆ ରଇବା ଜିଉଦିନଇଲା ଆମର୍‌ ବାଇମନ୍‌, ଜୁଆର୍‌! ଜିରୁସାଲମର୍‌ ପେରିତ୍‌ମନ୍‌, ପାର୍‌ଚିନ୍‌ମନ୍‌ ଆରି ତମର୍‌ ବାଇମନ୍‌, ଏ ଚିଟି ପାଟାଇଲୁନି ।
24 Forasmuch as we haue heard, that certaine which went out from vs, haue troubled you with wordes, and cumbred your mindes, saying, Ye must be circumcised and keepe the Lawe: to whom we gaue no such commandement,
୨୪ଆମେ ସୁନ୍‌ଲୁନି ଜେ, ଆମର୍‌ ଦଲେଅନି କେତେ ଲକ୍‌ ତମର୍‌ଟାନେ ଆସି, ଜାଇଜାଇଟା ସିକାଇଆଚତ୍‌, ତେଇଅନି ସେମନ୍‌ ତମ୍‌କେ କଚପଚ ଆରି ତେରେପେତେ କଲାଇଆଚତ୍‌ । ମାତର୍‌ ଆମେ ସେମନ୍‌କେ ସେନ୍ତାରି କର୍‌ବାକେ, କାଇମିସା ଆଦେସ୍‌ ଦେଉନାଇ ।
25 It seemed therefore good to vs, when we were come together with one accord, to send chosen men vnto you, with our beloued Barnabas and Paul,
୨୫ସେଟାର୍‌ ପାଇ ଆମେ ସବୁ ଲକ୍‌ ଗଟେକ୍‌ ଅଇକରି କେତେଟା କବର୍‌ କଉମନ୍‌କେ ବାଚି, ତମର୍‌ ଲଗେ ପାଟାଇବାକେ ଟିକ୍‌ କଲୁ । ସେମନ୍‌ ଆମର୍‌ ଆଲାଦର୍‌ ମଇତର୍‌ମନ୍‌, ବର୍‌ନବା ଆରି ପାଉଲର୍‌ ସଙ୍ଗ୍‍ ଜିବାଇ ।
26 Men that haue giuen vp their liues for the Name of our Lord Iesus Christ.
୨୬ଏ ମଇତର୍‌ମନ୍‌ ମାପ୍‌ରୁ ଜିସୁର୍‌ ସେବାତେଇ ନିଜର୍‌ ଜିବନ୍‌ ସର୍‌ପିଦେଇ ଆଚତ୍‌ ।
27 We haue therefore sent Iudas and Silas, which shall also tell you ye same things by mouth.
୨୭ସେଟାର୍‌ ପାଇ ଜିଉଦା ଆରି ସିଲାକେ ତମର୍‌ ଲଗେ ପାଟାଇଲୁନି । ଆମେ ଜାଇଟା ଲେକିଆଚୁ, ସେଟା ତମ୍‌କେ ସେମନ୍‌ ନିଜେ ବାତାଇଦେବାଇ ।
28 For it seemed good to the holy Ghost, and to vs, to lay no more burden vpon you, then these necessary things,
୨୮କେତେଟା ଦର୍‌କାର୍‌ ରଇଲା ନିୟମ୍‌ ଚାଡି, ତମର୍‌ ଉପ୍‌ରେ ଆରି କାଇମିସା ବଜ୍‌ ନ ଲାଦ୍‌ବାକେ ଆମେ ସୁକଲ୍‌ଆତ୍‌ମାଇ ଅନି ଚାଲ୍‌ନା ପାଇଲୁଆଚୁ ।
29 That is, that ye abstaine from things offered to idoles, and blood, and that that is strangled, and from fornication: from which if ye keepe your selues, ye shall doe well. Fare ye well.
୨୯ସେ କେତେଟା ନିୟମ୍‌ ଅଇଲାନି ପୁତ୍‌ଲା ଦେବ୍‌ତାମନ୍‌କେ ପୁଜା କରିରଇବା କାଇମିସା କାଦି କାଇବାର୍‌ ନାଇ । ଟଟ୍‌ରି ପିଚ୍‌କି ମରାଇଲା କନ୍‌ ମିସା ପସୁର୍‌ ବନି କି ମାଉଁସ୍‌ କାଇବାର୍‌ ନାଇ । ଆରି ବିନ୍‌ ମାଇଜି କି ମୁନୁସର୍‌ ମିଲାମିସା ଟାନେଅନି ଦୁରିକେ ରଇବାର୍‌ । ଏ ସବୁ କାମ୍‌ ନ କର୍‌ବାକେ ତମେ ଜାଗ୍‍ରତ୍‌ ରଇଲେ, ଅଇଜାଇସି । ଏତ୍‌କିକେ ରଇଲୁନି ।”
30 Nowe when they were departed, they came to Antiochia, and after that they had assembled the multitude, they deliuered the Epistle.
୩୦ଜନ୍‌ କବର୍‌ କଉମନ୍‌କେ ପାଟାଇ ରଇଲାଇ, ସେମନ୍‌ ଆନ୍‌ଟିଅକ୍‍ତେଇ ଜାଇ ବିସ୍‌ବାସିମନର୍‌ ସବୁ ଦଲ୍‌କେ ରୁଣ୍ଡାଇକରି ସେ ଚିଟି ଦେଲାଇ ।
31 And when they had read it, they reioyced for the consolation.
୩୧ତେଇର୍‌ ବିସ୍‌ବାସିମନ୍‌ ସେ ଚିଟି ପଡିକରି ବେସି ସାର୍‌ଦା ଅଇଗାଲାଇ ।
32 And Iudas and Silas being Prophets, exhorted the brethren with many wordes, and strengthened them.
୩୨ଜିଉଦା ଆରି ସିଲା ନିଜେ ଦୁଇ ଲକ୍‌ ବବିସତ୍‌ବକ୍‌ତା ରଇଲାଇ । ସେମନ୍‌ ଆନ୍‌ଟିଅକର୍‌ ବିସ୍‌ବାସି ବାଇମନ୍‌କେ ବେସିଦିନ୍‌ ରଇକରି, କବର୍‌ ଜାନାଇ, ସେମନର୍‌ ବିସ୍‌ବାସ୍‌ ଡାଟ୍‌ କଲାଇ ।
33 And after they had taried there a space, they were let goe in peace of the brethren vnto the Apostles.
୩୩ତେଇ କେତେ ଦିନ୍‌ ରଇଲା ପଚେ, ଜନ୍‌ଲକ୍‌ମନ୍‌ ସେମନ୍‌କେ ପାଟାଇରଇଲାଇ, ସେମନର୍‌ ଲଗେ ବାଉଡି ଜିବାକେ, ବିସ୍‌ବାସି ବାଇମନ୍‌ ସେମନ୍‌କେ ସାନ୍ତି ସଙ୍ଗ୍‍, ପାଟାଇ ଦେଲାଇ ।
34 Notwithstanding Silas thought good to abide there still.
୩୪ମାତର୍‌ ସିଲା ତେଇସେ ରଇବାଟା ଟିକ୍‌ ବଲି ତେଇ ରଇବାକେ ମନ୍‌ କଲା ।
35 Paul also and Barnabas continued in Antiochia, teaching and preaching with many other, the worde of the Lord.
୩୫ପାଉଲ୍‌ ଆରି ବର୍‌ନବା ଆନ୍‌ଟିଅକ୍‍ତେଇ କେତେ ଦିନ୍‌ ରଇକରି ବେସି ଲକ୍‌ମନର୍‌ ସଙ୍ଗ୍‍, ମିସିବିଡି ମାପ୍‌ରୁର୍‌ ବାକିଅ ଜାନାଇଲାଇ ଆରି ସିକିଆ ଦେଲାଇ ।
36 But after certaine dayes, Paul said vnto Barnabas, Let vs returne, and visite our brethren in euery citie, where we haue preached the worde of the Lord, and see how they doe.
୩୬କେତେ ଦିନ୍‌ ପଚେ ପାଉଲ୍‌ ବର୍‌ନବାକେ କଇଲା, “ଜୁ, ଆମେ ବାଉଡି ଜୁ, ସବୁ ଗଡ୍‌ମନ୍‌କେ, ଆମର୍‌ ଜନ୍‌ ବାଇମନ୍‌କେ ମାପ୍‌ରୁର୍‌ ବାକିଅ ଜାନାଇ ରଇଲୁ, ସେମନ୍‌କେ ବେଟ୍‌ ଅଉଁ ଆରି ସେମନ୍‌ ବିସ୍‌ବାସେ କେନ୍ତି ଆଚତ୍‌ ବୁଜି ଦେକୁ ।”
37 And Barnabas counselled to take with them Iohn, called Marke.
୩୭ଜଅନ୍‌ ମାର୍‌କକେ ମିସା ତାକର୍‌ ସଙ୍ଗ୍‍ ନେବାକେ ବର୍‌ନବା ମନ୍‌ କଲା ।
38 But Paul thought it not meete to take him vnto their companie, which departed from them from Pamphylia, and went not with them to the worke.
୩୮ମାତର୍‌ ପାଉଲ୍‌ କଇଲା “ନିଚୁ, କାଇକେ ବଇଲେ, ପପୁଲିଆଇ ଜନ୍‌ ଦିନେ ଆମର୍‌ କାମ୍‌ ସାରି ନ ରଇଲା, ସେ ଆମ୍‌କେ ଚାଡି ବାଉଡି ଉଟିଆଇଲା ।”
39 Then were they so stirred, that they departed asunder one from the other, so that Barnabas tooke Marke, and sailed vnto Cyprus.
୩୯ଏ ବିସଇ, ବେସି କୁଆବଲା ଅଇଲାଇ ଆରି ସେମନ୍‌ ବିନେ ଅଇଲାଇ । ବର୍‌ନବା ଜଅନ୍‌ମାରକକେ ନେଇ ସାଇପରସେ ଜିବା ପାନିଜାଜେ ଚଗ୍‌ଲାଇ ।
40 And Paul chose Silas and departed, being commended of the brethren vnto the grace of God.
୪୦ମାତର୍‌ ପାଉଲ୍‌ ତାର୍‌ସଙ୍ଗ୍‍ ଜିବାକେ ସିଲାକେ ବାଚ୍‌ଲା । ଆରି ମାପ୍‌ରୁର୍‌ ଜିବନ୍‌ଦୁକାନି ତେଇ ସେମନ୍‌କେ ସର୍‌ପିଦେଇ, ବିସ୍‌ବାସିମନ୍‌ ପାଟାଇ ଦେଲାଇ ।
41 And he went through Syria and Cilicia, stablishing the Churches.
୪୧ପାଉଲ୍‌ ଆରି ସିଲା, ସିରିଆ ଆରି ସିଲିସିଆଇ ବୁଲି ବୁଲି କରି ତେଇର୍‌ ମଣ୍ଡଲିମନ୍‌କେ ଡାଟ୍‌ କରାଇଲାଇ ।

< Acts 15 >