< 1 John 4 >

1 Dearely beloued, beleeue not euery spirit, but trie the spirits whether they are of God: for many false prophets are gone out into this worlde.
ଏ ଆଲାଦର୍‌ ବାଇବଇନିମନ୍‌, ଜଦି କେ ମିସା ପର୍‌ମେସରର୍‌ ଆତ୍‌ମା ମର୍‌ଟାନେ ଆଚେ, ବଲି କଇବା ଲକ୍‌ମନର୍‌ କାତା ବିସ୍‌ବାସ୍‌ କର୍‌ବାର୍‌ ନାଇ । ମାତର୍‌ ସେନ୍ତାରି ଲକର୍‌ଟାନେ ସତଇସେ ପର୍‌ମେସରର୍‌ ଆତ୍‌ମା ଆଚେ କି ନାଇ ଜାନ୍‌ବାକେ ମନ୍‌ଦିଆନ୍‌ ଦେଇ ସେ କଇବା କାତା ପରିକା କର୍‌ବାର୍‌ ଆଚେ । କାଇକେବଇଲେ ମିଚ୍‌ କାତା ସିକାଉମନ୍‌ ବେସି ଲକ୍‌ ବାରଇଆଚତ୍‌ । ପର୍‌ମେସରର୍‌ ଟାନେଅନି ମିଲାଇଲା କବର୍‌ ବଲି ସବୁବାଟେ ଗାଲାଇ ଆଚତ୍‌ ।
2 Hereby shall ye know the Spirit of God, Euery spirit which confesseth that Iesus Christ is come in the flesh, is of God.
ଗଟେକ୍‌ ଲକର୍‌ଟାନେ ପର୍‌ମେସରର୍‌ ଆତ୍‌ମା ଆଚେ କି ନାଇ ବଲି ଏନ୍ତାରି ତମେ ଜାନ୍‌ସା । ଜେ ଜିସୁକିରିସ୍‌ଟ ନର୍‌ରୁପ୍‌ ଦାରି ଏ ଜଗତେ ଆଇଲା ବଲି କଇଲେ, ତାର୍‌ଟାନେ ପର୍‌ମେସରର୍‌ ଆତ୍‌ମା ଆଚେ ।
3 And euery spirit that confesseth not that Iesus Christ is come in the flesh, is not of God: but this is the spirit of Antichrist, of whome ye haue heard, how that he should come, and nowe already he is in this world.
ମାତର୍‌ ଜେ କି ଏ କାତା ନ ମାନେ, ତାର୍‌ଟାନେ ପର୍‌ମେସରର୍‌ ଆତ୍‌ମା ନାଇ । ସେନ୍ତାରି ଲକ୍‌ମନର୍‌ଟାନେ କିରିସ୍‌ଟର୍‌ ବିରଦିର୍‌ ଆତ୍‌ମା ଆଚେ । ଏ ଆତ୍‌ମା ଜଗତେ ଆଇସି ବଲି ତମେ ସୁନିଆଚାସ୍‌ । ସେନ୍ତାରି ସେ ଆତ୍‌ମା ଆଇଲାଆଚେ । ଆରି ଏବେ ମିସା ସେଟା ଜଗତେ ଆଚେ ।
4 Litle children, ye are of God, and haue ouercome them: for greater is he that is in you, then he that is in this world.
ମାତର୍‌ ତମେ ପର୍‌ମେସରର୍‌ ଲକ୍‌ । ଏ ଆଲାଦର୍‌ ପିଲାମନ୍‌, ସେନ୍ତାରି ବୁଲ୍‌ ସିକିଆ ଦେଉମନର୍‌ କାତା ମାନା ନାଇ । କାଇକେବଇଲେ ତମର୍‌ଟାନେ ରଇବା ଆତ୍‌ମା ଏ ଜଗତର୍‌ ଲକ୍‌ମନର୍‌ ଆତ୍‌ମାତେଇଅନି ଅଦିକ୍‌ ବପୁଟା ।
5 They are of this worlde, therefore speake they of this world, and this world heareth them.
ସେମନ୍‌ ଏ ଜଗତର୍‌ ଲକ୍‌ । ଆରି ଏ ଜଗତର୍‌ ଲକ୍‌ମନ୍‌ ତାକର୍‌ କାତା ସୁନ୍‌ବାଇ । କାଇକେବଇଲେ ସେମନର୍‌ ସିକିଆ ଆରି ଏ ଜଗତର୍‌ ଲକ୍‌ମନର୍‌ ସିକିଆ ସମାନ୍‌ଆଚେ ।
6 We are of God, he that knoweth God, heareth vs: he that is not of God, heareth vs not. Heereby knowe wee the spirit of trueth, and the spirit of errour.
ମାତର୍‌ ଆମେ ପର୍‌ମେସରର୍‌ ଲକ୍‌ । ଆରି ଜେତ୍‌କି ଲକ୍‌ ପର୍‌ମେସର୍‌କେ ଜାନିଆଚତ୍‌, ସେମନ୍‌ ସବୁ ଆମର୍‌ ସିକିଆ ମାନ୍‌ବାଇ । ମାତର୍‌ ଜେତ୍‌କି ପର୍‌ମେସରର୍‌ ଲକ୍‌ ନଅତ୍‌, ଆମର୍‌ ସିକିଆ ନ ମାନତ୍‌ । ଏଟାର୍‌ଲାଗି ଗଟେକ୍‌ ଲକ୍‌କେ ସତ୍‌ ଆତ୍‌ମା ଆଚେ କି ସଇତାନର୍‌ ଆତ୍‌ମା ଆଚେ ବଲି ଜାନିଅଇସି ।
7 Beloued, let vs loue one another: for loue commeth of God, and euery one that loueth, is borne of God, and knoweth God.
ଏ ମର୍‌ ଆଲାଦର୍‌ ମଇତର୍‌ମନ୍‌, ଆମେ ଗଟେକ୍‌ ଲକ୍‌ ଆରିଗଟେକ୍‌ ଲକ୍‌କେ ଆଲାଦ୍‌ କରାକରି ଅଉଁ । କାଇକେବଇଲେ ଆଲାଦ୍‌ କର୍‌ବାକେ ପର୍‌ମେସର୍‌ ଆମ୍‌କେ ସାଇଜ କର୍‌ସି । ଜେ ଜଦି ବିନ୍‌ ଲକ୍‌ମନ୍‌କେ ଆଲାଦ୍‌ କର୍‌ସି, ସେ ପର୍‌ମେସରର୍‌ ପିଲା ଆରି ପର୍‌ମେସର୍‌କେ ଜାନେ ।
8 Hee that loueth not, knoweth not God: for God is loue.
ଜେ ବିନ୍‌ ଲକ୍‌ମନ୍‌କେ ଆଲାଦ୍‌ ନ କରେ, ସେ ପର୍‌ମେସର୍‌କେ ନାଜାନେ । କାଇକେବଇଲେ ପର୍‌ମେସର୍‌ ସବୁବେଲେ ଆଲାଦ୍‌କାରିଆ ।
9 Herein was that loue of God made manifest amongst vs, because God sent that his onely begotten sonne into this world, that we might liue through him.
ପର୍‌ମେସର୍‌ ଏନ୍ତାରି ଆମର୍‌ପାଇ ତାର୍‌ ଆଲାଦ୍‌ ଦେକାଇଲା । ସେ ଗଟେକ୍‌ ବଲି ତାର୍‌ ପିଲାକେ ଏ ଜଗତେ ପାଟାଇଲା । ଜେନ୍ତାରିକି ତାର୍‌ଲାଗି ଆମେ ନ ସାର୍‌ବା ଜିବନ୍‌ ପାଇବୁ ।
10 Herein is that loue, not that we loued God, but that he loued vs, and sent his Sonne to be a reconciliation for our sinnes.
୧୦ଏନ୍ତାରି ନଏଁଜେ, ଆମେ ପର୍‌ମେସର୍‌କେ ଆଲାଦ୍‌ କଲୁ, ମାତର୍‌ ସେ ଆମ୍‌କେ ଆଲାଦ୍‌ କଲା । ଆରି କୁରୁସ୍‌କାଟେ ମଲାର୍‌ପାଇ ଆମର୍‌ ଡଣ୍ଡ୍‌ ପାଇବାକେ ତାର୍‌ ପଅକେ ପାଟାଇଲା । ଏଟା ଅଇଲାନି ସତ୍‌ସଙ୍ଗ୍ ଆଲାଦ୍‌ କର୍‌ବାଟା ।
11 Beloued, if God so loued vs, we ought also to loue one another.
୧୧ଏ ମର୍‌ ଆଲାଦର୍‌ ମଇତର୍‌ମନ୍‌, ଜେନ୍ତିକି ପର୍‌ମେସର୍‌ ଆମ୍‌କେ ଏତେକ୍‌ ଆଲାଦ୍‌ କଲାର୍‌ପାଇ, ଆମେମିସା ଗଟେକ୍‌ ଲକ୍‌ ଆରିଗଟେକ୍‌ ଲକ୍‌କେ ସେନ୍ତାରି ଆଲାଦ୍‌ କର୍‌ବାର୍‌ ଆଚେ ।
12 No man hath seene God at any time. If we loue one another, God dwelleth in vs, and his loue is perfect in vs.
୧୨କେ ମିସା ପର୍‌ମେସର୍‌କେ ଦେକତ୍‌ ନାଇତା । ମାତର୍‌ ଆମେ ଜଦି ଗଟେକ୍‌ ଲକ୍‌ ଆରିଗଟେକ୍‌ ଲକ୍‌କେ ଆଲାଦ୍‌ କଲେ, ପର୍‌ମେସର୍‌ ଆମର୍‌ ସଙ୍ଗ୍ ମିସିଆଚେ । ସେ ଆମର୍‌ଟାନେ ତାର୍‍ ଆଲାଦ୍‌ ସିଦ୍‍ କର୍‌ସି ।
13 Hereby know we, that we dwell in him, and he in vs: because he hath giuen vs of his Spirit.
୧୩ପର୍‌ମେସରର୍‌ ସଙ୍ଗ୍ ମିସିଆଚୁ ବଲି ଆମେ ଜାନୁ । ଆରି ସେ ମିସା ଆମର୍‌ ସଙ୍ଗ୍ ମିସିଆଚେ । କାଇକେବଇଲେ ସେ ତାର୍‌ ଆତ୍‌ମା ଆମ୍‌କେ ଦେଲାଆଚେ ।
14 And we haue seene, and doe testifie, that the Father sent that Sonne to be ye Sauiour of the world.
୧୪ଆରି ଆମେ ଦେକିଆଚୁ ପାପର୍‌ ଡଣ୍ଡେଅନି ଲକ୍‌ମନ୍‌କେ ରକିଆ କର୍‌ବାକେ ବାବା ପର୍‌ମେସର୍‌ ତାର୍‌ ପଅକେ ଏ ଜଗତେ ପାଟାଇଲା । ଏଟା ସତ୍‌ କାତା ବଲି ବିନ୍‌ ଲକ୍‌ମନ୍‌କେ କଇଲୁନି ।
15 Whosoeuer confesseth that Iesus is the Sone of God, in him dwelleth God, and he in God.
୧୫ଜେ ମିସା ଜିସୁକେ ପର୍‌ମେସରର୍‌ ପଅ ବଲି ନାମ୍‌ଲେ, ପର୍‌ମେସର୍‌ ସେ ଲକର୍‌ ସଙ୍ଗ୍ ମିସିରଇସି । ଆରି ସେ ମିସା ପର୍‌ମେସରର୍‌ ସଙ୍ଗ୍ ରଇସି ।
16 And we haue knowen, and beleeued ye loue that God hath in vs. God is loue, and he that dwelleth in loue, dwelleth in God, and God in him.
୧୬ପର୍‌ମେସର୍‌ ଜନ୍‌ ଆଲାଦ୍‌ ଆମର୍‌ପାଇ ଦେକାଇଆଚେ, ସେଟା ଆମେ ଜାନ୍‌ଲୁନି ଆରି ବିସ୍‌ବାସ୍‌ କଲୁନି । ସେ ସବୁବେଲେ ଲକ୍‌ମନ୍‌କେ ଆଲାଦ୍‌ କର୍‌ସି । ଜେତ୍‌କି ଲକ୍‌ ପର୍‌ମେସର୍‌କେ ଆରି ବିନ୍‌ ଲକ୍‌ମନ୍‌କେ ଆଲାଦ୍‌ କର୍‌ବାଇ, ସେମନ୍‌ ପର୍‌ମେସରର୍‌ ସଙ୍ଗ୍ ମିସିଆଚତ୍‌ । ଆରି ସେ ମିସା ତାକର୍‌ ସଙ୍ଗ୍ ଆଚେ ।
17 Herein is that loue perfect in vs, that we should haue boldnes in the day of iudgement: for as he is, euen so are we in this world.
୧୭ପର୍‌ମେସର୍‌ ଆମ୍‍କେ ଦେଇ ବିନ୍‌ ଲକ୍‌ମନ୍‌କେ ଆଲାଦ୍‌ କର୍‌ବା କାମ୍‌ କଲାଆଚେ । ଜେନ୍ତିକି ସେ ସବୁକେ ବିଚାର୍‌ନା କର୍‌ବା ଦିନେ ଆମେ ଡରିକରି ନ ରଉଁ । କିରିସ୍‌ଟ ଏ ଜଗତେ ରଇଲାବେଲେ, ଜେନ୍ତି ଚଲାଚଲ୍‌ତି କର୍‌ତେରଇଲା, ସେନ୍ତାରିସେ ଆମେମିସା ଚଲାଚଲ୍‌ତି କରୁ । ଆରି ଆମେ ଡରିକରି ନ ରଉଁ ।
18 There is no feare in loue, but perfect loue casteth out feare: for feare hath painefulnesse: and he that feareth, is not perfect in loue.
୧୮ଜେ ପର୍‌ମେସର୍‌କେ ଆଲାଦ୍‌ କର୍‌ସି, ସେ ତାକେ ନ ଡରେ । ତାର୍‌ ଆଲାଦ୍‌ ଆମର୍‌ ବିତ୍‌ରେ କାମ୍‌ କର୍‌ସି, ଆମେ ତାକେ ଡରିନଏଁ । ସେ ସେମନ୍‌କେ ଡଣ୍ଡ୍‌ ଦେଇସି ବଲି ଲକ୍‌ମନ୍‌ ତାକେ ଡର୍‌ଲାଇନି । ଜଦି କେ ମିସା ପର୍‌ମେସର୍‌କେ ଡର୍‌ସି, ତାର୍‌ ଆଲାଦ୍‌ ସେ ଲକର୍‌ଟାନେ କାମ୍‌ କରେନାଇ ବଲି ଜାନାପଡ୍‌ସି ।
19 We loue him, because he loued vs first.
୧୯ଆମେ ତାକେ ଆଲାଦ୍‌ କର୍‌ବା ଆଗ୍‌ତୁ ପର୍‌ମେସର୍‌ ଆମ୍‌କେ ଆଲାଦ୍‌ କଲା । ସେଟାର୍‌ପାଇ ଆମେ ତାକେ ଆଲାଦ୍‌ କଲୁନି ।
20 If any man say, I loue God, and hate his brother, he is a liar: for how can he that loueth not his brother whom he hath seene, loue God whom he hath not seene?
୨୦ଜଦି କେ ମିସା ମୁଇ ପର୍‌ମେସର୍‌କେ ଆଲାଦ୍‌ କଲିନି ବଲି କଇସି, ମାତର୍‌ ନିଜର୍‌ ବିସ୍‌ବାସି ବାଇବଇନିକେ ଗିନ୍‌ କର୍‌ସି, ସେନ୍ତାର୍‌ଆଲେ ସେ ମିଚ୍‌ କଇଲାନି । କାଇକେବଇଲେ ଦୁଇଟା ଆଁକିତେଇ ଡିସ୍‌ବା ବାଇବଇନିମନ୍‌କେ ଆଲାଦ୍‌ ନ କର୍‌ବା ଗଟେକ୍‌ ଲକ୍‌, ନ ଡିସ୍‌ବା ପର୍‌ମେସର୍‌କେ ଆଲାଦ୍‌ କରିନାପାରେ ।
21 And this commandement haue we of him, that he that loueth God, should loue his brother also.
୨୧ଆରି ସେ ଆମ୍‌କେ ଏ ଆଦେସ୍‌ ଦେଇ ତିଆର୍‌ଲାଆଚେ, ଜେ ପର୍‌ମେସର୍‌କେ ଆଲାଦ୍‌ କର୍‌ସି, ତାର୍‌ ମିସିବିଡି ରଇବା ବିସ୍‌ବାସି ବାଇବଇନିମନ୍‌କେ ମିସା ଆଲାଦ୍‌ କର୍‌ବାର୍‌ ଆଚେ ।

< 1 John 4 >