< Acts 17 >
1 After Paul and Silas had passed through Amphipolis and Apollonia they arrived at Thessalonica, where there was a Jewish synagogue.
୧ପାଉଲ୍ ଆରି ସିଲା ଅମ୍ପିପଲି ଆରି ଆପଲନିଆ ବାଟ୍ଦେଇ ତେସ୍ଲନି ଜାଗାଇ କେଟ୍ଲାଇ । ତେଇ ଜିଉଦିମନର୍ ଗଟେକ୍ ପାର୍ତନା ଗର୍ ରଇଲା ।
2 As usual, Paul went into the synagogue and over the course of three Sabbaths he debated with them using the Scriptures.
୨ପାଉଲ୍ ତାର୍ ରିତିନିତି ଇସାବେ, ପାର୍ତନା ଗରେ ଗାଲା । ତେଇ ସେ ଲାଗି ଲାଗି ତିନ୍ଟା ବିସ୍ରାମ୍ବାରେ ଲକ୍ମନର୍ ସଙ୍ଗ୍ କାତାବାର୍ତା କଲା ।
3 He explained what the Scriptures meant, proving that the Messiah had to die and rise from the dead. “This Jesus I'm telling you about—he is the Messiah,” he told them.
୩ଦରମ୍ ସାସ୍ତର୍ ପଡିକରି ବୁଜାଇଲା ଜେ, ମସିଅ ଦୁକ୍ ପାଇବାର୍ ରଇଲା ଆରି ପର୍ମେସର୍ ତାକେ ମଲାତେଇଅନି ଉଟାଇବାର୍ ରଇଲା । ପାଉଲ୍ କଇଲା, “ଜନ୍ ଜିସୁର୍ ବିସଇ ମୁଇ ଜାନାଇଲି, ସେ ଅଇଲାନି ମସିଅ ।”
4 Some of them were convinced and joined Paul and Silas, along with many Greek-speaking worshipers and some leading women of the town.
୪ସେମନର୍ ବିତ୍ରେଅନି କେତେ ଲକ୍ ଏଟା ବିସ୍ବାସ୍ କଲାଇ । ପାଉଲ୍ ଆରି ସିଲାର୍ ସଙ୍ଗ୍ ମିସ୍ଲାଇ । ସେନ୍ତି ଡାକ୍ପୁଟା ରଇବା ମାଇଜିମନ୍ ଆରି ପରମେସର୍କେ ପାର୍ତନା କର୍ବା ଗିରିକ୍ ମନର୍ ଗଟେକ୍ ବଡ୍ ଦଲ୍ ମିସା ସେମନର୍ ସଙ୍ଗ୍ ମିସ୍ଲାଇ ।
5 But the Jews became jealous and with some rabble-rousers they gathered from the marketplace they formed a mob. They rioted in the town, and attacked Jason's house. They tried to find Paul and Silas so they could bring them before the people.
୫ମାତର୍ କେତେଟା ଜିଉଦିମନ୍ ପାଉଲ୍ ଆରି ସିଲାକେ କୁଟ୍ କରି, କାଇ କାମ୍ ନ କର୍ବା ଅଲ୍ସିଆ ଲକ୍ମନ୍କେ ଏକ୍ଜୁଟ୍ କଲାଇ, ଆରି ଟୁଲିଆଇ, ଗୁଲାଇ ଗଡ୍ ଜାକର୍ ଲକ୍କେ ଉସ୍କାଇ ରିସା କରାଇଲାଇ । ସେମନ୍ ପାଉଲ୍ ଆରି ସିଲାକେ କଜି ଆନ୍ବାକେ ଗଟେକ୍ ଜେସନ୍ ନାଉଁର୍ ଗରେ ଜାଇ, ତାର୍ ଗର୍ ଚପିପାକାଇଲାଇ ।
6 When they couldn't find them they dragged Jason and some of the other believers before the town leaders, shouting, “These people are famous for causing trouble, turning the world upside down. Now they've come here,
୬ମାତର୍ ତେଇ ପାଉଲ୍ ଆରି ସିଲା ଡିସତ୍ ନାଇଜେ, ସେମନ୍ ଜେସନ୍ ଆରି ବିନ୍ କେତେଟା ବିସ୍ବାସି ବାଇମନ୍କେ, ଗଡର୍ ନେତାମନର୍ ଲଗେ ଜିକିନେଇ ଆଉଲିଅଇ କଇଲାଇ, “ଏ ଲକ୍ମନ୍ ଚାରିବେଟ୍ତି ଗଣ୍ଡ୍ଗଲ୍ କଲାଇନି! ଏବେ ଆମର୍ ଗଡେ ମିସା ଆଇଲାଇ ଆଚତ୍
7 and Jason has made them welcome in his house. They all defy Caesar's decrees, committing treason by saying there is another king called Jesus.”
୭ଆରି ଏସନ୍ ସେମନ୍କେ ତାର୍ ଗରେ ରକିରଇଲା । ଜିସୁ ନାଉଁ ଦାରି ଆରି ଗଟେକ୍ ରାଜା ଆଚେ ବଲି କଇକରି ସେମନ୍ ଆମର୍ ବଡ୍ ସାସନ୍କାରିଆର୍ ନିୟମ୍ ବାଙ୍ଗ୍ଲାଇନି ।”
8 The people and the leaders of the town were very disturbed when they heard this.
୮ଏ କାତା କଇ ସେମନ୍, ଲକ୍ମନ୍କେ ଆରି ସାସନ୍କାରିଆର୍ ବିରଦେ ଆଉଲି ଅଇକରି ବେସି ରିସା କରାଇଲାଇ ଆରି ଗଣ୍ଡ୍ଗଲ୍ କରାଇଲାଇ ।
9 So they made Jason and the others post bail before they let them go.
୯ସାସନ୍ କରୁମନ୍ ଜେସନ୍ ଆରି ବିସ୍ବାସିମନର୍ତେଇଅନି ଚାଡ୍ବାକେ, ଜେତ୍କି ଡାବୁ ବାନ୍ଦ୍ବାକେ ରଇଲା, ଲାଁଚ୍ ନେଇକରି ସେମନ୍କେ ଜାମିଲେ ଚାଡିଦେଲାଇ ।
10 The believers had Paul and Silas leave for Berea that very night. When they arrived in Berea they went to the Jewish synagogue.
୧୦ରାତି ଅଇଲା ଦାପ୍ରେ, ବିସ୍ବାସି ବାଇମନ୍ ପାଉଲ୍ ଆରି ସିଲାକେ ବେରିଆ ନାଉଁର୍ ଜାଗାଇ ପାଟାଇଦେଲାଇ । ସେମନ୍ ତେଇ କେଟି, ଜିଉଦି ଲକ୍ମନର୍ ପାର୍ତନା ଗରେ ଗାଲାଇ ।
11 The people there had a better attitude than those in Thessalonica in that they were very quick to accept the word, and every day they examined the Scriptures to make sure what they were told was right.
୧୧ତେସଲନିର୍ ଜିଉଦିମନର୍ ଟାନେଅନି ବେରିଆର୍ ଜିଉଦିମନ୍ କୁଲାକୁଲି ମନ୍ ରଇବା ଲକ୍ ରଇଲାଇ । ସେମନ୍ ଅଦିକ୍ ମନ୍ଦିଆନ୍ ଦେଇ ସିସ୍ମନର୍ ସିକିଆ ସୁନ୍ଲାଇ । ଆରି ପାଉଲ୍ କଇଲା କାତା, ସତ୍ କି ନାଇ ବଲି ଜାନ୍ବାକେ ସବୁ ଦିନ୍ ଦରମ୍ ସାସ୍ତର୍ ପଡ୍ତେରଇଲାଇ ।
12 As a result many of them became believers, along with some highly-placed Greek women and men.
୧୨ସେମନର୍ ବିତ୍ରେଅନି ବେସି ଲକ୍ ବିସ୍ବାସ୍ କଲାଇ । ବେସି ସାଉକାର୍ ଅଇ ସନ୍ମାନ୍ ପାଇବା ଗିରିକ୍ ମାଇଜି ଆରି ଗିରିକ୍ ଲକ୍ମନ୍ ମିସା ବିସ୍ବାସିମନର୍ ସଙ୍ଗ୍ ମିସ୍ଲାଇ ।
13 But when the Jews in Thessalonica heard that Paul was also spreading the word of God in Berea, they went there and caused the same kind of trouble, stirring up the crowds.
୧୩ମାତର୍ ଜେଡେବଲ୍ ତେସ୍ଲନିର୍ ଜିଉଦିମନ୍ ସୁନ୍ଲାଇ ଜେ ବେରିଆତେଇ ମିସା ପାଉଲ୍ ପରମେସରର୍ ବାକିଅ ଜାନାଇଲାନି, ସେମନ୍ ତେଇ ଆସି ପାଉଲର୍ ବିରଦେ ଗଣ୍ଡ୍ଗଲ୍ କର୍ବାକେ ଲକ୍ମନ୍କେ ଉସ୍କାଇଲାଇ ।
14 Immediately the believers sent Paul to the coast, while Silas and Timothy remained behind.
୧୪ସେ ଦାପ୍ରେ ବିସ୍ବାସି ବାଇମନ୍ ପାଉଲ୍କେ ସମ୍ଦୁର୍ ପାଲିବାଟେ ପାଟାଇଦେଲାଇ, ମାତର୍ ସିଲା ଆରି ତିମତି ଦୁଇ ଲକ୍ ବେରିଆଇ ରଇଲାଇ ।
15 Those escorting Paul took him as far as Athens, and then returned with instructions from Paul to Silas and Timothy that they should join him there as soon as possible.
୧୫ପାଉଲ୍କେ ଡାକିନେବା ଲକ୍ମନ୍, ତାର୍ ସଙ୍ଗ୍ ଆତେନସ୍ ଜାକ ଗାଲାଇ । ତେଇଅନି ସେମନ୍ ବେରିଆଇ ବାଉଡି ଆସି, ସିଲା ଆରି ତିମତିକେ କଇଲାଇ, “ତମ୍କେ ପାଉଲ୍ ବେଗି ମିସ୍ବାକେ କବର୍ ପାଟାଇ ଆଦେସ୍ ଦେଲାଆଚେ ।”
16 While Paul was waiting for them in Athens he was very troubled to see all the idolatry in the city.
୧୬ସିଲା ଆରି ତିମତିକେ ଆତେନେସ୍ତେଇ ଜାଗି ରଇଲା ବେଲେ, ଗଡ୍ଜାକର୍ ଲକ୍ ପୁଜା କର୍ବା ଦେବ୍ତାମନର୍ ମୁର୍ତିମନ୍ ଦେକି, ପାଉଲର୍ ମନ୍ ବେସି ଉଡୁକ୍ଦୁଡୁକ୍ ଅଇଗାଲା ।
17 He debated in the synagogue with the Jews and those who worshiped God, as well as in the marketplace with those he happened to meet from day to day.
୧୭ସେଟାର୍ପାଇ ସେ ଜିଉଦିମନର୍ ପାର୍ତନା ଗରେ ସେମନର୍ ସଙ୍ଗ୍, ଆରି ପରମେସର୍କେ ପାର୍ତନା କର୍ବା ଜିଉଦି ନଇଲା ଲକ୍ମନର୍ ସଙ୍ଗ୍, ଏ ବିସଇ ସବୁ ଦିନ୍ ଆଲ୍ଚନା କର୍ବାର୍ ଦାର୍ଲା । ଆଟେବାଟେ ଜିବାଆଇବା କର୍ବା ଲକ୍ମନର୍ ସଙ୍ଗ୍ ସେ ବିସଇ ଆଲ୍ଚନା କଲା ।
18 Some Epicurean and Stoic philosophers also argued with him. “What is he going on about?” they wondered. Others concluded, “He seems to be teaching about some foreign gods,” because he was speaking about Jesus and the resurrection.
୧୮କେତେଟା ଏପିକିଉରିଆନ୍ ଆରି ଟଇକ୍ ସିକିଆ ଦେବା ଗୁରୁମନର୍ ସଙ୍ଗ୍ ଦଦାପେଲା ଅଇଲାଇ । ସେମନର୍ ବିତ୍ରେଅନି କେତେ ଲକ୍ କଇଲାଇ, “ଏ ବକୁଆ ବଡ୍ପନିଆ, କାଇଟା କଇବାକେ ଚେସ୍ଟା କଲାନି?” ବିନ୍ ଲକ୍ମନ୍ କଇଲାଇ, “ବିନ୍ ଦେସେ ରଇବା ଦେବ୍ତାମନର୍ ବିସଇ, ସେ ଜାନାଇଲାନି ପାରା ଲାଗ୍ଲାନି ।” ଜିସୁ ଆରି ତରେକ୍ ଜିବନ୍ ଅଇ ଉଟ୍ଲା ବିସଇ ପାଉଲ୍ ଜାନାଇବାଟା ସୁନି ସେମନ୍ ଏନ୍ତି କଇଲାଇ ।
19 So they took him to the Areopagus, and asked him, “Please tell us about this new teaching that you're promoting.
୧୯ସେଟାର୍ପାଇ ସେମନ୍ ପାଉଲ୍କେ ଦାରି ସେ ନଅରର୍ ବିଚାର୍ କର୍ବା ଜାଗା, ଜନ୍ଟା କି ଏରିଅପାଗସ୍ ତେଇ ଆନ୍ଲାଇ । ଆରି ତେଇ କଇଲାଇ, “ତୁଇ ଜନ୍ ନୁଆ ସିକିଆ ବିସଇ କଇଲୁସ୍ନି, ସେ ବିସଇ ଆମେ ଜାନ୍ବାକେ ମନ୍ କଲୁନି ।”
20 We're hearing from you things that sound odd to us, so we'd like to know what they mean.”
୨୦ତୁଇ କଇବା କେତେଟା କାତା ଆମେ ଆଗ୍ତୁ କେବେ ସୁନି ନ ରଇଲୁ । ଆମେ ତାର୍ ଅରତ୍ ଜାନ୍ବାକେ ମନ୍ କଲୁନି ।
21 (All the Athenians, including foreigners who lived there, spent their whole time doing nothing except explaining or listening to something new.)
୨୧କାଇକେବଇଲେ ଆତେନେସର୍ ଲକ୍ ଆରି ତେଇ ରଇବା ବିନ୍ ଦେସର୍ ଲକ୍ମନ୍ ନୁଆ ବିସଇ ସୁନ୍ବାକେ ଆରି କଇବାକେ ବଲ୍ପାଇତେ ରଇଲାଇ । ତେଇ ସେମନ୍ ବେସି ବେଲା ଦେଇତେ ରଇଲାଇ ।
22 Paul stood up right in the middle of the Areopagus and said, “People of Athens, I notice you are very religious about everything.
୨୨ପାଉଲ୍ ସେ ଗଡର୍ ସବା ମୁଆଟେ ଟିଆ ଅଇ କଇଲା, ଆତେନିଅର୍ ଲକ୍ମନ୍, ତମେ ସବୁ ଦରମ୍ ଲକ୍ ବଲି ଜାନାପଡ୍ଲାନି ।
23 As I was walking along, looking at your shrines, I found an altar that had the inscription, ‘To an Unknown God.’ This unknown God whom you worship is the one I'm describing to you.
୨୩କାଇକେବଇଲେ, ମୁଇ ତମର୍ ନଅରେ ବୁଲି ଦେକ୍ଲା ବେଲେ, ତମର୍ ପୁଜା କର୍ବା ଜାଗାମନ୍ ଦେକ୍ଲି । ତେଇ ଗଟେକ୍ ବେଦି ରଇଲା । ଗଟେକ୍ ନ ଜାନ୍ଲା ଦେବ୍ତାକେ, ଲେକାରଇଲାଟା ମିସା ଦେକ୍ଲି । ତମେ ଜାକେ ନାଜାନି ପୁଜାକଲାସ୍ନି । ଏବେ ତାର୍ ବିସଇ ତମ୍କେ ଜାନାଇଲିନି ।
24 The God who created the world and everything in it, the Lord of heaven and earth, doesn't live in temples we make.
୨୪ପରମେସର୍ ଦୁନିଆ ଆରି ତେଇ ରଇଲା ସବୁ ବିସଇ ତିଆର୍ କଲା । ସେ ସରଗ୍ ଆରି ଜଗତର୍ ମାପ୍ରୁ । ଲକ୍ମନ୍ ତିଆର୍ କଲା ମନ୍ଦିରେ ରଇବାକେ ମନ୍ ନ କରେ ।
25 He doesn't need to be served by us as if he needed anything, since he is the source of all life for every living being.
୨୫ଆମେ ତାର୍ ପାଇ କାମ୍ କରି ତାକେ ଦେଇପାର୍ବୁ ପାରା କାଇଟା ମିସା ସେ ମନ୍ କରେ ନାଇ । କାଇକେବଇଲେ ସେ ସବୁକେ ଜିବନ୍, ପବନ୍ ଆରି ସବୁ ଦର୍କାର୍ ରଇଲାଟା ଦେଲାଆଚେ ।
26 From one man he made all the peoples who live on the earth, and decided beforehand when and where they should live.
୨୬ଗଟେକ୍ ଲକ୍ଅନି ସେ ସବୁ ମୁନୁସ୍ ଜାତିକେ ତିଆର୍ କଲା । ଆରି ତାର୍ ଆଦେସ୍ ଇସାବେ ସେମନ୍ ଦୁନିଆର୍ ବିନ୍ ବିନ୍ ଜାଗାଇ ବାସା ଅଇଲାଇ ଆଚତ୍, ସେଟା ପୁର୍ବେଅନି ପରମେସର୍ ଟିକ୍ କଲାଆଚେ ।
27 God's purpose was that they should seek him, hoping they would reach out for him and find him—though he isn't far from any one of us.
୨୭ତାକର୍ ଆଦେସ୍ ରଇଲା ଜେ ସବୁ ଲକ୍ ତାକେ କଜି କରି ବେଟ୍ ଅଅତ୍ । ମାତର୍ ସତଇସେ ପର୍ମେସର୍ କାର୍ଟାନେଅନି ମିସା ଦୁରିକେ ନାଇ ।
28 In him we live, move, and exist. Just as one of your own poets wrote, ‘We are his family.’
୨୮ଏ ବିସଇ କେକି ଗଟେକ୍ ଲକ୍ କଇଲା ଆଚେ, “ତାର୍ ଲଗେ ଆକା ଆମର୍ ଜିବନର୍ କୁଚିକାଡି ଆଚେ ।” ତମର୍ ବିତ୍ରେଅନି କେତେଲକ୍ କଇଆଚତ୍, ଆମେ ମିସା ତାର୍ ପିଲାଜିଲା ।
29 Since we are his family we shouldn't think that God is like gold, or silver, or stone, shaped by human artistry and thinking.
୨୯ଆମେ ପର୍ମେସରର୍ ପିଲାଜିଲା ଅଇଲାର୍ ପାଇ ମୁନୁସ୍ ତିଆର୍ କଲା ସୁନା, ରୁପା ନଇଲେ ପାକ୍ନା ସଙ୍ଗ୍ ତିଆର୍ କଲା ପୁତ୍ଲା, ପରମେସର୍ ରୁପ୍ ବଲି ବାବି ନାପାରୁ ।
30 God disregarded people's ignorance in the past, but now he commands everyone everywhere to repent.
୩୦ଲକ୍ମନ୍ ପରମେସର୍କେ ଜାନି ନ ରଇଲା ବେଲେ, ସେ ଦସ୍ ଦାରି ନ ରଇଲା, ମାତର୍ ଏବେ ସବୁ ଜାଗାର୍ ସବୁ ଲକ୍ମନ୍କେ, ସେମନର୍ ପାପ୍ ବାଟେଅନି ବାଅଡ୍ବାକେ ଆଦେସ୍ ଦେଲାନି ।
31 For he has set a time when he will rightly judge the world by the man he has appointed, and he proved to everyone that he is the one by raising him from the dead.”
୩୧ସେ ଗଟେକ୍ ଦିନ୍ ଟିକ୍ କଲା ଆଚେ । ସେ ଦିନେ, ସେ ବାଚିରଇବା ଲକର୍ ସଙ୍ଗ୍ ଗୁଲାଇ ଦୁନିଆର୍ ବିଚାର୍ କର୍ସି । ସେ ଲକ୍ ମଲାଟାନେଅନି ଉଟି ଏ କାତା ସତ୍ ବଲି, ସବୁକେ ଜାନାଇଲା ଆଚେ ।
32 Some of them laughed when they heard about the resurrection of the dead, while others said, “Please come back so we can hear more about this later.”
୩୨ପାଉଲର୍ଟାନେ, ମଲାଟାନେଅନି ଉଟ୍ଲା ବିସଇ ସୁନି ସେମନର୍ ବିତ୍ରେଅନି କେତେ ଲକ୍ ତାକେ କିଜାଇଲାଇ, ମାତର୍ ବିନ୍ ଲକ୍ମନ୍ କଇଲାଇ, “ତମର୍ତେଇଅନି ଆମେ ଆରିତରେକ୍ ଏ ବିସଇ ସୁନ୍ବାକେ ମନ୍ କଲୁନି ।”
୩୩ପାଉଲ୍ ସେ ଦିନର୍ ସବାଇ ଅନି ଉଟି ବାରିଗାଲା ।
34 A few men joined him and trusted in God, including Dionysius, a member of the Areopagus, as well as a woman called Damaris, and some others.
୩୪ଡାୟନିସିଅସ୍ ନାଉଁର୍ ସବାର୍ ଗଟେକ୍ ମେମର୍, ଦାମାରି ନାଉଁର୍ ଗଟେକ୍ ମାଇଜି ଆରି କେତେଟା ଲକ୍, ବିସ୍ବାସ୍ କରି ତାର୍ ସଙ୍ଗ୍ ମିସ୍ଲାଇ ।