< Romans 2 >

1 Wherefore thou art inexcusable, O man, whosoever thou art that judgest. For wherein thou judgest another, thou condemnest thyself. For thou dost the same things which thou judgest.
ତେବେ ଏ ମର୍‍ ମଇତର୍‍ମନ୍‍, ତମେ କାଇ ବିନ୍‌ ଲକର୍‌ ବିଚାର୍‌ କଲାସ୍‌ନି କି? ତମେ ଜେ ଅଇରଇଲେ ମିସା, ଏନ୍ତି କର୍‌ବାଟା ଟିକ୍‌ ନଏଁ । ବିନ୍‌ ଲକର୍‌ ଦସ୍‌ଦାରି ତମେ ଜଦି ନିଜେ ସେ ଦସ୍‌ କର୍‌ତେ ରଇସା ବଇଲେ, ତମେ ନିଜେ, ନିଜ୍‌କେ ଦସି ବଲାଇ ଅଇଲାସ୍‌ନି ।
2 For we know that the judgment of God is, according to truth, against them that do such things.
ଆମେ ଜାନୁ, ପରମେସର୍‌ ଏନ୍ତି କର୍‌ତେ ରଇବା ଲକ୍‌ମନ୍‌କେ ଟିକ୍‌ ସଙ୍ଗ୍‌ ବିଚାର୍‌ କର୍‌ସି ।
3 And thinkest thou this, O man, that judgest them who do such things, and dost the same, that thou shalt escape the judgment of God?
ଜନ୍‌ କାରାପ୍‌ କାମର୍‍ ଲାଗି ତମେ ବିନ୍‌ ଲକ୍‌ମନର୍‍ ଦସ୍‍ ଦାର୍‌ଲାସ୍‌ନି, ସେଟା ତମେ ନିଜେ କର୍‌ତେ ରଇସା, ସେଟାର୍‌ ପାଇ ତମେ ପରମେସରର୍‌ ବିଚାର୍‌ ଜାଗାଇ ଟିଆ ନଉଁ ବଲି ବାବ୍‌ଲାସ୍‌ନି କି?
4 Or despisest thou the riches of his goodness, and patience, and longsuffering? Knowest thou not, that the benignity of God leadeth thee to penance?
ସେନ୍ତି ବଇଲେ ତା, ତମେ ପରମେସରର୍‌ ବେସି ଜିବନ୍‌ ଦୁକାଇଲାଟା, ଉଦାର୍‌ କର୍‌ବାଟା ଆରି ମୁରଚ୍‌ବାଟାକେ ନାମାସ୍‌ ନାଇ । ତମେ ସତଇସେ ଜାନିଆଚାସ୍‌ ଜେ, ତମର୍‌ ମନେ କାରାପ୍‌ କାମ୍‌ ଅଇଲାଟା ମାନିଅଇବାକେ ପରମେସର୍‌ ଏଡେକ୍‌ ଦୟା କଲାଆଚେ ।
5 But according to thy hardness and impenitent heart, thou treasurest up to thyself wrath, against the day of wrath, and revelation of the just judgment of God.
ମାତର୍‌ ତମେ ବଡ୍‌ପନିଆ ଆରି ମନ୍‌ ଜିଦିଆ । ସେଟାର୍‌ ପାଇ ସାରାସାରି ବିଚାର୍‌ନା ଦିନେ ପରମେସର୍‌ ଟିକ୍‌ ସଙ୍ଗ୍‍ ତାର୍‍ ବିଚାର୍‌ନା ଦେକାଇସି । ସେ ରିସାର୍‌ ଦିନେ ନିଜର୍‌ ପାଇ ରିସା ଟୁଲିଆଇଲାସ୍‌ନି ।
6 Who will render to every man according to his works.
କାଇକେବଇଲେ ପରମେସର୍‌ ସେ ଦିନେ ତାର୍‌ କରମ୍‌ ଇସାବେ ସବୁକେ ପୁରୁସ୍‌କାର୍‌ ଦେଇସି ।
7 To them indeed, who according to patience in good work, seek glory and honour and incorruption, eternal life: (aiōnios g166)
ଜନ୍‌ ଲକ୍‌ମନ୍‌ ଡାକ୍‌ପୁଟା, ସନ୍‌ମାନ୍‌ ଆରି ଅମର୍‌ ଅଇବା ଆସାଇ ମୁର୍‌ଚିକରି ସତ୍‌କାମ୍‌ କରିଜିବାଇ, ସେମନ୍‌କେ ପରମେସର୍‌ ନ ସାର୍‌ବା ଜିବନ୍‌ ଦେଇସି । (aiōnios g166)
8 But to them that are contentious, and who obey not the truth, but give credit to iniquity, wrath and indignation.
ମାତର୍‌ ଜନ୍‌ ଲକ୍‌ମନ୍‌ ନିଜର୍‌ ଲାବ୍‌ ଆରି ସତ୍‌ ରଇବା ବିସଇ ନ ମାନି, ମିଚ୍‌କାତା ମାନ୍‌ବାଇ, ସେମନର୍‌ ଉପ୍‌ରେ ବଡ୍‌ ରିସା ଆଇସି ।
9 Tribulation and anguish upon every soul of man that worketh evil, of the Jew first, and also of the Greek.
ଜନ୍‌ ଲକ୍‌ମନ୍‌ କାରାପ୍‌ କାମେ ବୁଡି ଆଚତ୍‌, ସେମନର୍‌ ପାଇ କସ୍‌ଟ ଆରି ଦୁକର୍‌ ଦିନ୍‌ ଆଇଲାନି । ସବୁକେ ଆଗ୍‌ତୁ ଜିଉଦିକେ ଆରି ତାର୍‌ ପଚେ ଜିଉଦି ନଇଲା ଲକ୍‌ମନର୍‌ ପାଇ ।
10 But glory, and honour, and peace to every one that worketh good, to the Jew first, and also to the Greek.
୧୦ମାତର୍‌ ଜନ୍‌ ଲକ୍‌ମନ୍‌ ସତ୍‌ ଇସାବେ କାମ୍‌ କଲାଇନି, ସେମନ୍‌ ଜିଉଦି ଅଅତ୍‌ କି ଜିଉଦି ନଇଲା ଲକ୍‌ ଅଅତ୍‌, ସେମନ୍‌କେ ପରମେସର୍‌ ଡାକ୍‌ପୁଟାକରି ସନ୍‌ମାନ୍‌ ଆରି ସାନ୍ତି ଦେଇସି ।
11 For there is no respect of persons with God.
୧୧କାଇକେ ବଇଲେ ପରମେସର୍‌ ଗଟେକ୍‌ ତୁଲାଇସେ ସବୁର୍‌ ବିଚାର୍‌ କର୍‌ସି ।
12 For whosoever have sinned without the law, shall perish without the law; and whosoever have sinned in the law, shall be judged by the law.
୧୨ଜିଉଦି ନଇଲା ଲକ୍‌ମନ୍‌, ମସା ଲେକ୍‌ଲା ନିୟମ୍‌ ପାଅତ୍‌ ନାଇ । ନିୟମ୍‌ ନ ପାଇ ପାପ୍‌ କଲାଇ, ସେମନ୍‌ ନିୟମ୍‌ ନ ଅଇତେ କୁରୁପ୍‌ନାସ୍‌ ଅଇବାଇ । ଆରି ଗଟେକ୍‌ବାଟେ ଜିଉଦିମନ୍‌ ନିୟମ୍‌ ଜାନିକରି ମିସା, ପାପ୍‌ କଲାଇ, ସେମନ୍‌ ସେ ନିୟମ୍‌ ଇସାବେ ଡଣ୍ଡ୍ ପାଇବାଇ ।
13 For not the hearers of the law are just before God, but the doers of the law shall be justified.
୧୩କାଇକେବଇଲେ ଲକ୍‌ମନ୍‌ ଉଜେ ନିୟମ୍‌ ସୁନ୍‌ଲେସେ ପରମେସରର୍‌ ମୁଆଟେ ଦରମ୍‌ ଲକ୍‌ ବଲି ଏଜାଇଅଇ ନାପାରତ୍‌, ମାତର୍‌ ନିୟମ୍‌ ନାମ୍‍ଲେସେ ଅଇପାରତ୍‌ ।
14 For when the Gentiles, who have not the law, do by nature those things that are of the law; these having not the law are a law to themselves:
୧୪ଜିଉଦିନଇଲା ଲକ୍‌ମନର୍‌ ନିୟମ୍‌ ନାଇ, ମାତର୍‌ ସେମନ୍‌ ଅବିଆସ୍‌ କରି ନିୟମର୍‌ ବିଦିମନ୍‌ ନାମ୍‌ବାଇ, ସେଟାସେ ସେମନର୍‌ ନିୟମ୍‌ ପାରା ।
15 Who shew the work of the law written in their hearts, their conscience bearing witness to them, and their thoughts between themselves accusing, or also defending one another,
୧୫ସେମନର୍‌ କାମ୍‌ଦାମ୍‌ଟାନେଅନି ଟିକ୍‌ ସଙ୍ଗ୍‍ ଜାନାପଡ୍‌ଲାନି ଜେ, ନିୟମର୍‌ ବିଦିବିଦାନ୍‌ ସେମନର୍‌ ମନେ ଲେକାଅଇଲା ଆଚେ । ଏ କାତା ସତ୍‌, ସେମନର୍‌ ବିବେକ୍‍ ଟିକ୍‍ ବଲି କଇବା ଚଲାଚଲ୍‌ତିଅନି ଜାନାପଡ୍‌ଲା । ଜେନ୍ତାରିକି ସତ୍‌ କାମ୍‍ କଲାବେଲେ ତାକର୍‍ ବିବେକ୍‍, ଉଁ ବଲି କଇସି, ଆରି କାରାପ୍‌ କାମ୍‍ କଲାବେଲେ ବିବେକ୍‍ ସେମନ୍‍କେ ଦସି କରାଇସି ।
16 In the day when God shall judge the secrets of men by Jesus Christ, according to my gospel.
୧୬ଜନ୍‌ ଦିନେ ପରମେସର୍‌ ଜିସୁକିରିସ୍‌ଟର୍‌ ଟାନେଅନି ମୁନୁସର୍‌ ବିତ୍‌ରେ ଲୁଚ୍‌ଲା ବିସଇମନ୍‌ ବିଚାର୍‌ କର୍‌ସି, ସେ ଦିନେ ମୁଇ ଜାନାଇ ରଇଲା ସୁବ୍‌କବର୍‌ ଇସାବେ ଏ ସବୁ ଗଟ୍‌ସି ।
17 But if thou art called a Jew and restest in the law, and makest thy boast of God,
୧୭ତମେମନ୍‌ ତେବେ? ନିଜ୍‌କେ ଜିଉଦି ବଲାଇଅଇଲାସ୍‌ନି, ନିୟମ୍‍କେ ଆସାକରି ଆରି ପରମେସର୍‌ ସଙ୍ଗ୍‌ ମିସାବିଡା କର୍‌ବାଟା ନେଇ ବଡ୍‌ପନ୍‌ ଅଇଲାସ୍‌ନି,
18 And knowest his will, and approvest the more profitable things, being instructed by the law,
୧୮ପରମେସର୍‌ ତମର୍‌ଟାନେଅନି କାଇଟା ମନ୍‍ କଲାନି ସେଟା ତମେ ଜାନିଆଚାସ୍‌ । ଆରି ନିୟମେଅନି ସତ୍‌ ଆରି ସତ୍‌ ନ ଅଇବା ଗିଆନ୍‌ ପାଇଆଚାସ୍‌,
19 Art confident that thou thyself art a guide of the blind, a light of them that are in darkness,
୧୯ସତଇସେ ଜାନିଆଚାସ୍‌ ଜେ, ତମେ କାଣାକେ ବାଟ୍‍ଦେକାଇବା ଲକ୍‌, ଆନ୍ଦାରେ ରଇବା ଲକ୍‌ମନର୍‌ ପାଇ ଉଜଲ୍‌ ପାରା ।
20 An instructor of the foolish, a teacher of infants, having the form of knowledge and of truth in the law.
୨୦ବକୁଆମନ୍‌କେ ନିମାନ୍‌ କାତା କଇବା ଲକ୍‌, ଗିଆନ୍‌ ନ ରଇବା ଲକ୍‌ମନର୍‌ ଗୁରୁ । ତମେ ବିସ୍‌ବାସ୍‌ କଲାସ୍‌ନି ଜେ, ନିୟମ୍‌ ଜାନିକରି ପୁରାପୁରୁନ୍‌ ସତ୍‌ ଆରି ଗିଆନ୍‌ ପାଇଆଚାସ୍‌ ବଲି ।
21 Thou therefore that teachest another, teachest not thyself: thou that preachest that men should not steal, stealest:
୨୧ତମେ ବିନ୍‌ଲକ୍‌ମନ୍‌କେ ସିକାଇଲାସ୍‌ନି, ମାତର୍‌ କାଇକେ ନିଜେ ସିକାସ୍‌ ନାଇ? ଚରାଇବାର୍‌ ନାଇ ବଲି ସିକିଆ ଦେଇ ନିଜେ ଚରାଇଲାସ୍‌ନି କି?
22 Thou that sayest, men should not commit adultery, committest adultery: thou that abhorrest idols, committest sacrilege:
୨୨ପାଦ୍‌ରା କାମ୍‌ କରାନାଇ ବଲି କଇ, ନିଜେ ପାଦ୍‌ରା କାମ୍‌ କଲାସ୍‌ନି କି? ପୁତ୍‌ଲା ପୁଜାକେ ଗିନ୍‌ କରି ଦେଉଲର୍‌ ଦିନ୍‍ସୁ ଚର୍‌ଲାସ୍‌ନି କି?
23 Thou that makest thy boast of the law, by transgression of the law dishonourest God.
୨୩ପରମେସରର୍‌ ନିୟମ୍‌ ମିଲାଇଆଚୁ ବଲି ବଡ୍‌ପନ୍‌ ଦେକାଇଲାସ୍‌ନି, ମାତର୍‌ ସେଟାକେ ଏଡିଦେଇକରି ତାକେ ଲାଜ୍‌ କରାଇଲାସ୍‌ନି କି?
24 (For the name of God through you is blasphemed among the Gentiles, as it is written.)
୨୪ସାସ୍‌ତରେ ଲେକାଅଇଲା ଆଚେ, “ତମର୍‌ଲାଗି ଜିଉଦି ନଇଲା ଲକ୍‌ମନର୍‌ ବିତ୍‌ରେ ପରମେସର୍‌ ନିନ୍ଦା ପାଇଲାନି ।”
25 Circumcision profiteth indeed, if thou keep the law; but if thou be a transgressor of the law, thy circumcision is made uncircumcision.
୨୫ଜଦି ତମେ ନିୟମ୍‌ ମାନ୍‌ଲେ, ତମର୍‌ ସୁନତ୍‌ ଅଇବାଟା ଟିକ୍‌ ଆଚେ । ଜଦି ନିୟମ୍‌ ନ ମାନ୍‌ଲେ ସୁନତ୍‌ ନ ଅଇଲା ଲକ୍‌ମନର୍‌ ସଙ୍ଗ୍‌ ସମାନ୍‌ ।
26 If, then, the uncircumcised keep the justices of the law, shall not this uncircumcision be counted for circumcision?
୨୬ଜଦି ସୁନତ୍‌ ନ ଅଇଲା ଗଟେକ୍‌ ଜିଉଦି ନଇଲା ଲକ୍‌ ନିୟମର୍‌ ବିଦିବିଦାନ୍‌ ସବୁ ନାମ୍‌ତେ ରଇସି, ପରମେସର୍‌ ତାକେ ସୁନତ୍‌ ଲକ୍‌ ଇସାବେ ନ ଡାକେ କି?
27 And shall not that which by nature is uncircumcision, if it fulfill the law, judge thee, who by the letter and circumcision art a transgressor of the law?
୨୭ସେଟାର୍‌ ପାଇ ଗାଗ୍‌ଡେ ସୁନତ୍‌ ନ ଅଇରଇଲା ଜିଉଦି ନ ଅଇଲା ଲକ୍‌ମନ୍‌, ନିୟମ୍‌ ମାନିକରି ତମର୍‌ ବିଚାର୍‌ କର୍‌ବାଇ, କାଇକେ ବଇଲେ ତମେ ଗାଗ୍‌ଡେ ସୁନତ୍‌ ଅଇ ନିୟମ୍‌ ପାଇରଇଲେ ମିସା, ସେଟା ନାମାସ୍‌ ନାଇ ।
28 For it is not he is a Jew, who is so outwardly; nor is that circumcision which is outwardly in the flesh:
୨୮ଉଜେ ଗାଗ୍‌ଡେ ସୁନତ୍‌ ଅଇ ଉପ୍‌ରେ ଉପ୍‌ରେ ଜିଉଦି ବଲି ଚିନାଇଅଇବା ଲକ୍‌ ସତଇସେ ଜିଉଦି ନଅତ୍‌ ।
29 But he is a Jew, that is one inwardly; and the circumcision is that of the heart, in the spirit, not in the letter; whose praise is not of men, but of God.
୨୯ଜେ ମନ୍‌ ବିତ୍‌ରେଅନି ଜିଉଦି, ସେ ଅଇଲାନି ସତଇସେ ଜିଉଦି । ସତଇସେ ସୁନତ୍‌ ମନ୍‌ ବିତ୍‌ରର୍‌ ବିସଇ । ସେଟା ସୁକଲ୍‌ ଆତ୍‌ମାର୍‌ କାମ୍‌ । ଲେକ୍‌ଲା ନିୟମ୍‌ ସେଟା କରିନାପାରେ । ଏନ୍ତାରି ଲକ୍‌ ଲକ୍‌ମନର୍‌ଟାନେଅନି ଡାକ୍‌ପୁଟା ନ ପାଏ, ମାତର୍‌ ପରମେସର୍‌ଅନି ପାଇସି ।

< Romans 2 >