< Matthew 10 >

1 And having called his twelve disciples together, he gave them power over unclean spirits, to cast them out, and to heal all manner of diseases, and all manner of infirmities.
ଜିସୁ ତାର୍‌ ବାର୍‌ଟା ପେରିତ୍‌ମନ୍‌କେ ଲଗେ ଡାକି ଡୁମା କେଦ୍‌ବାକେ, ସବୁ ରକାମର୍‌ ରଗ୍‌ ଆରି ଜର୍‌ଦୁକା ନିମାନ୍‌ କର୍‌ବାକେ ଅଦିକାର୍‌ ଦେଲା ।
2 And the names of the twelve apostles are these: The first, Simon who is called Peter, and Andrew his brother,
ସେ ବାର୍‌ଟା ପେରିତ୍‌ମନର୍‌ ନାଉଁ ଅଇଲାନି, ସିମନ୍‌ ଜାକେକି ପିତର୍‌ ବଲି ଡାକ୍‌ବାଇ, ଆରି ତାର୍‌ ବାଇ ଆନ୍ଦ୍‌ରିୟ, ଜେବଦିର୍‌ ପଅ ଜାକୁବ୍‌ ଆରି ତାର୍‌ ବାଇ ଜଅନ୍‌,
3 James the son of Zebedee, and John his brother, Philip and Bartholomew, Thomas and Matthew the publican, and James the son of Alpheus, and Thaddeus,
ପିଲିପ୍‌ ଆରି ବାର୍‌ତଲମି, ତମା ଆରି ସିସ୍‌ତୁମାଙ୍ଗୁମନ୍‌ ମାତିିଉ, ଆଲ୍‌ପିର୍‌ ପଅ ଜାକୁବ୍‌ ଆରି ତଦିୟ,
4 Simon the Cananean, and Judas Iscariot, who also betrayed him.
କିଣାନିୟ ସିମନ୍‌ ଜେ କି ଇସ୍‌ରାଏଲ୍‌ ଲକ୍‌ମନର୍‌ ମୁକ୍‌ତିର୍‌ ପାଇ ଚେସ୍‌ଟା କର୍‌ତେରଇଲା । ଆରି ଇସ୍‌କାରିୟତ୍‌ ଜିଉଦା, ଜେ ଜିସୁକେ ସତ୍‌ରୁମନ୍‍କେ ସର୍‌ପିଦେଇ ରଇଲା ।
5 These twelve Jesus sent: commanding them, saying: Go ye not into the way of the Gentiles, and into the city of the Samaritans enter ye not.
ଜିସୁ ବାର୍‌ଟା ସିସ୍‌ମନ୍‌କେ ପାଟାଇଲାବେଲେ କାଇଟା କର୍‌ବାର୍‌ ଆଚେ କାଇଟା ନାଇ ବଲି ଆଦେସ୍‌ ଦେଇ କଇଲା, “ତମେ ଜିଉଦି ନଇଲା ଲକ୍‌ମନର୍‌ କନ୍‌ ଜାଗାଇ ମିସା ଜାଆନାଇ କି ସମିରଣିୟ ଗଡେ ମିସା ପୁରାନାଇ ।
6 But go ye rather to the lost sheep of the house of Israel.
ମାତର୍‍ ଆଜିଗାଲା ମେଣ୍ଡାମନର୍‌ ପାରା ରଇବା ଇସ୍‌ରାଏଲ୍‌ମନର୍‌ ଲଗେ ଜା ।
7 And going, preach, saying: The kingdom of heaven is at hand.
ସେମନର୍‌ ଲଗେ ଜାଇ ଜାନାଇକରି କୁଆ, ସରଗ୍‌ ରାଇଜ୍ ଲଗେ ଆଇଲା ଆଚେ!
8 Heal the sick, raise the dead, cleanse the lepers, cast out devils: freely have you received, freely give.
ଜରର୍‌ ଲକ୍‌ମନ୍‌କେ ନିମାନ୍‌ କରା, ମଲା ଲକ୍‌ମନ୍‌କେ ଉଟାଆ, ବଡ୍‌ ରଗିମନ୍‌କେ ନିମାନ୍‌ କରା, ଡୁମାମନ୍‌କେ କେଦିଦିଆସ୍‌ । ଏ ସବୁ ସରଗର୍‌ ମାପ୍‌ରୁର୍‌ ତେଇଅନି ତିନ୍‌ପଲିଆରେ ମିଲାଇ ଆଚାସ୍‌ । ସେନ୍ତି ବିନ୍‌ ଲକ୍‌ମନ୍‌କେ କାଇଟା ନ ମାଙ୍ଗ୍‌ତେ ଦିଆସ୍‌ ।
9 Do not possess gold, nor silver, nor money in your purses:
ଡାବୁ ମିସା ନିଆନାଇ ।
10 Nor scrip for your journey, nor two coats, nor shoes, nor a staff; for the workman is worthy of his meat.
୧୦ଆରି ବୁଲ୍‌ବା ବେଲେ ମୁନା ଦାରି ବୁଲାନାଇ । ଗଟେକ୍‌ ଉଚ୍‌କା ପିନ୍ଦ୍‌ବା ପଚିଆ, ପାଣ୍ଡଇ, ଡାଙ୍ଗ୍‌ ନିଆ ନାଇ । ପାଇଟି କରୁ ତାର୍‌ ବୁତି ପାଇସିସେ ।”
11 And into whatsoever city or town you shall enter, inquire who in it is worthy, and there abide till you go thence.
୧୧“ଗଟେକ୍‌ ଗଡେ କି ଗାଏଁ କେଟ୍‌ସା ବଇଲେ, ତେଇ କେ ତମ୍‌କେ ନିଜର୍‌ ଗରେ ଡାକ୍‌ସି, ସେ ଲକ୍‌କେ କଜା, ଆରି ବିନେ ଜିବା ଜାକ ତାକର୍‌ ଗରେସେ ରୁଆ ।
12 And when you come into the house, salute it, saying: Peace be to this house.
୧୨ଗରେ କେଟ୍‌ଲା ବେଲେ ତେଇ ରଇଲା ଲକ୍‌ମନ୍‌କେ ଜୁଆର୍‌ କରି କୁଆ, ‘ତମ୍‌କେ ସାନ୍ତି ମିଲ’ ।
13 And if that house be worthy, your peace shall come upon it; but if it be not worthy, your peace shall return to you.
୧୩ସେମନ୍‌ ଜଦି ତମ୍‌କେ ଗତିଆ କରି ଡାକ୍‌ବାଇ, ତମେ କଇଲା ସାନ୍ତିର୍‌ କାତା ପୁରୁନ୍‌ ଅଇସି । ମାତର୍‌ ସେମନ୍‌ ଜଦି ତମ୍‌କେ ଗତିଆ କରି ନ ଡାକତ୍‌ ବଇଲେ, ତମେ କଇଲାଟା ତମର୍‌ ଲଗେ ବାଉଡି ଆଇସି ।
14 And whosoever shall not receive you, nor hear your words: going forth out of that house or city shake off the dust from your feet.
୧୪ଜଦି କେ ମିସା ତମ୍‌କେ ନ ଡାକତ୍‌ କି ତମେ କଇଲା କାତା ନ ସୁନତ୍‌ ବଇଲେ, ‘ଏ ଜାଗା ଚାଡ୍‌ଲୁ’ ବଲି ଗଟେକ୍‌ ଚିନ୍‌ ପାରା ଦେକାଇବାକେ, ପାଦର୍‌ ଦୁଲି ପାପ୍‌ଡି, ସେ ଜାଗା ଚାଡି ଉଟିଜା ।
15 Amen I say to you, it shall be more tolerable for the land of Sodom and Gomorrha in the day of judgment, than for that city.
୧୫ମୁଇ ତମ୍‌କେ ସତ୍‌ କଇଲିନି, ବିଚାର୍‌ନା ଦିନେ ସଦମ୍‌ ଗମରାକେ ପର୍‌ମେସର୍‌ ଅଦିକ୍‌ ଦୟା ଦେକାଇସି ।”
16 Behold I send you as sheep in the midst of wolves. Be ye therefore wise as serpents and simple as doves.
୧୬“ସୁନା, ବାଲିଆଡୁର୍‌କାମନର୍‌ ବିତ୍‌ରେ ମେଣ୍ଡାମନ୍‌କେ ପାଟାଇଲା ପାରା ମୁଇ ତମ୍‌କେ ପାଟାଇଲିିିନି । ସାଁପର୍‌ ପାରା ଚାଲାକି ଅଇ ପରୁଆପାରା ସୁଆଲ୍‌ ଉଆ ।
17 But beware of men. For they will deliver you up in councils, and they will scourge you in their synagogues.
୧୭ମାତର୍‌ ଜାଗ୍‌ରତ୍‌ ଅଇରୁଆ, କାଇକେ ବଇଲେ ଲକ୍‌ମନ୍‌ ସେମନର୍‌ ବିଚାର୍‌ କର୍‌ବା ଜାଗାମନର୍‌ତେଇ ତମ୍‍କେ ସର୍‌ପିଦେବାଇ ଆରି ପାର୍‌ତନା ଗର୍‌ମନ୍‌କେ ତମ୍‌କେ କର୍‌ଡା ମାର୍‌ବାଇ ।
18 And you shall be brought before governors, and before kings for my sake, for a testimony to them and to the Gentiles:
୧୮ଆରି ତମେ ମର୍‌ ସିସ୍‌ ଅଇଲାର୍‌ ଲାଗି, ରାଜା ଆରି ସାସନ୍‌ କର୍‌ବା ଲକ୍‌ମନର୍‌ ଲଗେ ନିଆଅଇ ବିଚାର୍‌ କରାଇଅଇସା । ଇତିଅନି ସେମନ୍‌କେ ଆରି ଜିଉଦି ନଇଲା ଲକ୍‌ମନର୍‌ ତେଇ ମର୍‌ ବିସଇନେଇ କଇବାକେ ତମେ ବେଲା ପାଇସା ।
19 But when they shall deliver you up, take no thought how or what to speak: for it shall be given you in that hour what to speak.
୧୯ତମର୍‌ ବିଚାର୍‌ନା ଅଇବାବେଲେ ‘କାଇଟା କଇବି, କେନ୍ତି କଇବି’ ବଲି ଚିନ୍ତା କରି ତେରେପେତେ ନ ଉଆ । ଟିକ୍ ସେବେଲାଇ ସେଟା ତମ୍‌କେ ଜାନାଇ ଦିଆଅଇସି ।
20 For it is not you that speak, but the Spirit of your Father that speaketh in you.
୨୦କାଇକେ ବଇଲେ ତମେ ନିଜେ କାଇଟା କଇବାକେ ନ ପଡେ । ବାବା ପର୍‌ମେସର୍‌ ସୁକଲ୍‌ ଆତ୍‌ମାଇ ତମର୍‌ ଟଣ୍ଡେଅନି କାତା କଇସି ।”
21 The brother also shall deliver up the brother to death, and the father the son: and the children shall rise up against their parents, and shall put them to death.
୨୧ଲକ୍‌ମନ୍‌ ନିଜର୍‌ ବାଇକେ ମରନର୍‌ ଡଣ୍ଡ୍‌ ବଗ୍‌ବାକେ ଦାରାଇଦେବାଇ । ବାବା ମିସା ନିଜର୍‌ ପିଲାମନ୍‌କେ ସେନ୍ତାରି କର୍‌ସି । ପିଲା ଟକିମନ୍‌ ବାବାମାଆର୍‌ ବିରଦେ ଉଟି ସେମନ୍‌କେ ମରାଇବାଇ ।
22 And you shall be hated by all men for my name’s sake: but he that shall persevere unto the end, he shall be saved.
୨୨ମକେ ବିସ୍‌ବାସ୍‌ କଲାର୍‌ ଲାଗି ତମ୍‌କେ ସବୁ ଲକ୍‌ ଗିନ୍‌ କର୍‌ବାଇ । ମାତର୍‌ ଜନ୍‌ ଲକ୍‌ ସାରାସାରି ଜାକ ସାଆସ୍‌ ଦାରି ରଇସି, ସେ ମୁକ୍‌ତି ପାଇସି ।
23 And when they shall persecute you in this city, flee into another. Amen I say to you, you shall not finish all the cities of Israel, till the Son of man come.
୨୩ଗଟେକ୍‌ ନଅରେ ଦୁକ୍‌ କସ୍‌ଟ ଦେଲେ, ତମେ ଆରି ଗଟେକ୍‌ ନଅରେ ଉଟି ପାଲାଆ । ମୁଇ ତମ୍‌କେ ସତ୍‌କାତା କଇଲିନି, ତମେ ଇସ୍‌ରାଏଲ୍‌ ଦେସେ ରଇବା ସବୁ ଗଡେ ବୁଲି ନ ସାର୍‌ତେ, ନର୍‌ପିଲା ମୁଇ ଆରି ତରେକ୍‌ ବାଉଡି ଆସିରଇବି ।
24 The disciple is not above the master, nor the servant above his lord.
୨୪“କନ୍‌ ସିସ୍‌ ମିସା ଗୁରୁର୍‌ ତେଇଅନି ବଡ୍‌ ନଏଁ । ଗତିଦାଙ୍ଗ୍‌ଡା ସାଉକାରର୍‌ତେଇଅନି ବଡ୍‌ ନଏଁ ।
25 It is enough for the disciple that he be as his master, and the servant as his lord. If they have called the goodman of the house Beelzebub, how much more them of his household?
୨୫ସିସ୍‌ ତାର୍‌ ଗୁରୁର୍‌ ପାରା ଆରି ଗତିଦାଙ୍ଗ୍‌ଡା ନିଜର୍‌ ସାଉକାର୍‌ ପାରା ଅଇଲେ ସେମନ୍‌ ସାର୍‌ଦା ଅଇବାର୍‌ ଆଚେ । ଗଟେକ୍‌ ଗରର୍‌ ମୁକିଆ ମକେ, ବାଲ୍‍ଜିବୁଲ୍‌ ବଲି ଡାକ୍‌ଲାଇନି ବଇଲେ, ଗରର୍‌ ଆରି ଅଦେକ୍‌ ଲକ୍‌ମନ୍‌କେ ବାଇଦରେ ଅଦିକ୍‌ କାରାପ୍‌ ନାଉଁ ଦାରି ଡାକ୍‌ବାଇ ।”
26 Therefore fear them not. For nothing is covered that shall not be revealed: nor hid, that shall not be known.
୨୬“ସେଟାର୍‌ପାଇ ଲକ୍‌ମନ୍‌କେ ଡରାନାଇ । ଜନ୍‌ ବିସଇ କି ଲୁଚ୍‌ତେ ଆଚେ, ସେଟା କେବେ ନଇଲେ କେବେ ଡିସ୍‌ସି ଆରି ସବୁ ଲୁଚ୍‌ଲା କାତାମନ୍‌ ଜାନା ପଡ୍‌ସି ।
27 That which I tell you in the dark, speak ye in the light: and that which you hear in the ear, preach ye upon the housetops.
୨୭ଜନ୍‌ଟା ମୁଇ ତମ୍‌କେ ଆନ୍ଦାର୍‌ ବେଲାଇ କଇଲିନି ସେଟା ତମେ ଉଜ୍‌ଲେ କୁଆ, ଆରି ଜନ୍‌ଟା ଲୁଚ୍‌ତେ ସୁନିଆଚାସ୍‌ ସେଟା ଗରର୍‌ ଚାଉନି ଉପ୍‌ରେ ଟିଆଅଇ କୁଆ ।
28 And fear ye not them that kill the body, and are not able to kill the soul: but rather fear him that can destroy both soul and body in hell. (Geenna g1067)
୨୮ଜନ୍‌ଲକ୍‌ମନ୍‌ ତମର୍‌ ଗାଗଡ୍‌ ନସ୍‌ଟ କର୍‌ବାଇ ମାତର୍‌ ତମର୍‌ ଆତ୍‌ମାକେ କାଇଟା କରିନାପାରତ୍‌ ସେମନ୍‌କେ ଡରାନାଇ । ମାତର୍‌ ଜନ୍‌ ପର୍‌ମେସର୍‌ ତମର୍‌ ଗାଗଡ୍‌ ଆରି ଆତ୍‌ମାକେ ନରକ୍‌ କୁଣ୍ଡେ ପିଙ୍ଗ୍‌ସି, ତାକେ ଡରା । (Geenna g1067)
29 Are not two sparrows sold for a farthing? and not one of them shall fall on the ground without your Father.
୨୯ଡାବୁଦେଇ ଦୁଇଟା ଚେଟିଆ ଚଡଇ ଗେନିପାରାସ୍‌, ମାତର୍‌ ତମର୍‌ ବାବା ପର୍‌ମେସର୍‌ ନାଜାନ୍‌ତେ ସେ ଚଡଇମନର୍‌ତେଇଅନି ଗଟେକ୍‌ ମିସା ନ ମରତ୍‌ ।
30 But the very hairs of your head are all numbered.
୩୦ଆରି ପର୍‌ମେସର୍‌ ତମର୍‌ ମୁଣ୍ଡର୍‌ ଚେଣ୍ଡି ମିସା ଗଟେକ୍‌ ଗଟେକ୍‌ କରି ଏଜିଆଚେ ।
31 Fear not therefore: better are you than many sparrows.
୩୧ଡରାନାଇ, ବେସି ଚେଟିଆ ଚଡଇମନର୍‌ ତେଇ ଅନି ତମର୍‌ ଦାମ୍‌ ଅଦିକ୍‌ ।”
32 Every one therefore that shall confess me before men, I will also confess him before my Father who is in heaven.
୩୨“ଜେ ମକେ ସବୁର୍‌ ମୁଆଟେ ‘ମର୍‌ ଲକ୍‌’ ବଲି ନାମ୍‌ସି, ମୁଇ ମିସା ମର୍‌ ସରଗର୍‌ ବାବାର୍‌ ମୁଆଟେ ସେମନ୍‍କେ ‘ମର୍‌ ଲକ୍‌’ ବଲି କଇବି ।
33 But he that shall deny me before men, I will also deny him before my Father who is in heaven.
୩୩ମାତର୍‌ ଜନ୍‌ ଲକ୍‌ ମକେ ସବୁର୍‌ ମୁଆଟେ ‘ତାକେ ନାଜାନି’ ବଲି କଇସି, ମୁଇ ମିସା ମର୍‌ ସରଗର୍‌ ବାବାର୍‌ ମୁଆଟେ ‘ତାକେ ନାଜାନି’ ବଲି କଇବି ।”
34 Do not think that I came to send peace upon earth: I came not to send peace, but the sword.
୩୪“ମୁଇ ଏ ଦୁନିଆଇ ସାନ୍ତି ଦେବାର୍‌ ଆସିଆଚି ବଲି ତମେ ବାବା ନାଇ । ନାଇ, ସାନ୍ତି ଦେବାକେ ଆସି ନାଇ, କାଣ୍ଡା ଦେବାକେ ଆଇଲିଆଚି ।
35 For I came to set a man at variance against his father, and the daughter against her mother, and the daughter in law against her mother in law.
୩୫ମର୍‌ ଲାଗି ପିଲା ବାବାକେ ବିରଦ୍‌ କର୍‌ସି, ଟକି ଆୟାକେ ବିରଦ୍‌ କର୍‌ସି ଆରି ବୁଆରି ସାତ୍‌ରିର୍‌ ବିରଦେ ଉଟ୍‌ସି ।
36 And as a man’s enemies shall be they of his own household.
୩୬ନିଜର୍‌ ଗରର୍‌ ଲକ୍‌ମନ୍‌ସେ ନିଜର୍‌ ସତ୍‌ରୁ ଅଇବାଇ ।”
37 He that loveth father or mother more than me, is not worthy of me; and he that loveth son or daughter more than me, is not worthy of me.
୩୭“କେମିସା ଜଦି ନିଜର୍‌ ମାବାବାକେ ମର୍‌ତେଇଅନି ଅଦିକ୍‌ ଆଲାଦ୍‌ କର୍‌ସି, ସେ ମର୍‌ ସିସ୍‌ ଅଇନାପାରେ । ଆରି ଜନ୍‌ ଲକ୍‌ ମକେ ଆଲାଦ୍‌ କର୍‌ବାଟାନେ ଅନି ନିଜର୍‌ ପିଲାଟକିକେ ଅଦିକ୍‌ ଆଲାଦ୍‌ କର୍‌ସି ବଇଲେ ସେ ମର୍‌ ସିସ୍‌ ଅଇବାକେ ଅଦିକାର୍‍ ନ ପାଏ ।
38 And he that taketh not up his cross, and followeth me, is not worthy of me.
୩୮ଜନ୍‌ ଲକ୍‌ ନିଜର୍‌ କୁରୁସ୍‌ ବଇ ମର୍‌ ସଙ୍ଗ୍‍ ନ ଆସେ ବଇଲେ ସେ ମର୍‌ ସିସ୍‌ ଅଇବାକେ ଅଦିକାର୍‍ ନ ପାଏ ।
39 He that findeth his life, shall lose it: and he that shall lose his life for me, shall find it.
୩୯ଜନ୍‌ଲକ୍‌ ନିଜର୍‌ ଜିବନ୍‌ ରକିଆ କର୍‌ବାକେ ଚେସ୍‌ଟା କର୍‌ସି ବଇଲେ ସେ ସେଟା ଆରାଇସି । ମାତର୍‌ ଜେ ମର୍‌ ଲାଗି ତାର୍‌ ଜିବନ୍‌ ଆରାଇସି ବଇଲେ, ସେ ସତଇସେ ସେଟା ରକିଆ କର୍‌ସି ।”
40 He that receiveth you, receiveth me: and he that receiveth me, receiveth him that sent me.
୪୦“ଜନ୍‌ ଲକ୍‌ ତମ୍‌କେ ଡାକିନେଇସି, ସେ ମର୍‌ପାଇ ସେଟା କଲାନି । ଆରି ଜନ୍‌ ଲକ୍‌ ମକେ ଡାକିନେଇସି ସେ ମକେ ପାଟାଇଲା ବାବା ପରମେସରର୍‌ ପାଇ ସେଟା କଲାନି ।
41 He that receiveth a prophet in the name of a prophet, shall receive the reward of a prophet: and he that receiveth a just man in the name of a just man, shall receive the reward of a just man.
୪୧ଜେ ମିସା ଗଟେକ୍‌ ବବିସତ୍‌ବକ୍‌ତାକେ ‘ପର୍‌ମେସରର୍‌ କାତା ସୁନାଉ’ ବଲି ଡାକ୍‌ସି, ବବିସତ୍‍ବକ୍‍ତାକେ ମିଲ୍‌ବା ପୁରୁସ୍‌କାର୍‌ତେଇ ସେ ମିସା ମିସ୍‌ସି । ଆରି ଜେ ଦରମ୍‌ ଲକ୍‌କେ ଗରେ ଡାକ୍‌ସି, ଦରମ୍‌ ଲକ୍‌କେ ମିଲ୍‌ବା ପୁରୁସ୍‌କାର୍‌ତେଇ ସେ ମିସା ମିସ୍‌ସି ।
42 And whosoever shall give to drink to one of these little ones a cup of cold water only in the name of a disciple, amen I say to you, he shall not lose his reward.
୪୨ଆରି ଜନ୍‌ ଲକ୍‌ ମର୍‌ ପଚେ ପଚେ ଆଇବା ମୁକିଅ ନଇଲା ଗଟେକ୍‌ ସାନ୍‌ ସିସ୍‌କେ, ଗିଲ୍‍ସେକ୍‍ ପାନି ଦେଇସି, ସେ ମର୍‌ ସିସ୍‌ । ସେ ପୁରୁସ୍‌କାର୍‌ ପାଇସି ଆକା ।”

< Matthew 10 >