< John 5 >

1 After these things was a festival day of the Jews, and Jesus went up to Jerusalem.
ତାର୍‌ ପଚେ ଜିଉଦିମନର୍‌ ଗଟେକ୍‌ ମୁକିଅ ପରବ୍‌ ରଇଲା । ସେଟାର୍‌ ପାଇ ଜିସୁ ଜିରୁସାଲାମ୍‌ ଗାଲା ।
2 Now there is at Jerusalem a pond, called Probatica, which in Hebrew is named Bethsaida, having five porches.
ଜିରୁସାଲାମର୍‌ ମେଣ୍ଡା ଦୁଆର୍‌ ଲଗେ ଗଟେକ୍‌ ବନ୍ଦ୍‌ ରଇଲା । ସେଟାକେ ଏବ୍‌ରି ବାସାଇ ବେତେସ୍‌ଦା ବଲି କଇବାଇ । ତେଇ ପାଁଚ୍‌ଟା ମଣ୍ଡପ୍‌ ରଇଲା ।
3 In these lay a great multitude of sick, of blind, of lame, of withered; waiting for the moving of the water.
ସେ ମଣ୍ଡପ୍‌ ମନର୍‌ଟାନେ କେତେକ୍‌ କେତେକ୍‌ ଜର୍‌ଦୁକା ଅଇଲା ଲକ୍‌ମନ୍‌ ରଇତେ ରଇଲାଇ । ରଗିମନର୍‌ ବିତ୍‌ରେଅନି କାଣା, ଚଟା, ଆରି କେତେକ୍‌ ଅଦୁଆ ରଗିମନ୍‌ ରଇଲାଇ ।
4 And an angel of the Lord descended at certain times into the pond; and the water was moved. And he that went down first into the pond after the motion of the water, was made whole, of whatsoever infirmity he lay under.
କାଇକେବଇଲେ କେଡେ କେଡେବଲ୍‌ ପର୍‌ମେସରର୍‌ ଗଟେକ୍‌ ଦୁତ୍‌ ଆସିକରି ସେ ବନ୍ଦର୍‌ ପାନି ଅଲ୍‌କା କର୍‌ତେ ରଇଲା । ଆରି ସେ ଅଲ୍‌କା ଅଇଲାପଚେ, ଜନ୍‌ ଲକ୍‌ ପର୍‌ତୁମ୍‌ ଜାଇତେ ରଇଲା, ତାକେ କାଇ ରଗ୍‌ ଅଇରଇଲେ ମିସା ନିମାନ୍‌ ଅଇଜାଇତେରଇଲା ।
5 And there was a certain man there, that had been eight and thirty years under his infirmity.
ତାକର୍‌ ବିତ୍‌ରେ ତିରିସ୍‌ ଆଟ୍‌ ବରସ୍‌ ଜାକ ଡୁଲିରଇବା ଗଟେକ୍‌ ରଗି ଲକ୍‌ ରଇଲା ।
6 Him when Jesus had seen lying, and knew that he had been now a long time, he saith to him: Wilt thou be made whole?
ତେଇ ଜିସୁ ସେ ରଗି ଡୁଲିରଇବାଟା ଦେକି, ଏ ଲକ୍‌ ବେସି ବରସର୍‌ ରଗି ବଲି ଜାନି ତାକେ ପାଚାର୍‌ଲା “ତମେ କାଇ ନିମାନ୍‌ ଅଇବାକେ ମନ୍‍ କଲାସ୍‌ନି କି?”
7 The infirm man answered him: Sir, I have no man, when the water is troubled, to put me into the pond. For whilst I am coming, another goeth down before me.
ସେ ରଗି ଲକ୍‌ ଜିସୁକେ କଇଲା, “ଏ ଆଗିଆଁ ପାନି ଅଲ୍‌କା କଲାବେଲେ, ସେ ବନ୍ଦ୍‌ ବିତ୍‌ରେ ମକେ ନେବାକେ କେ ନାଇ । ଆରି ବନ୍ଦ୍‌ ବିତ୍‌ରେ ଜିବାକେ ଚେସ୍‌ଟା କଲାବେଲେ ବିନ୍‌ ଲକ୍‌ ମର୍‌ ଆଗ୍‌ତୁ ଉଟିଜିବାଇ ।”
8 Jesus saith to him: Arise, take up thy bed, and walk.
ଜିସୁ ତାକେ କଇଲା, “ଉଟି ଟିଆଅ, ଆରି ତର୍‌ ଟାଟି ଦାରି ଇଣ୍ଡିଜା ।”
9 And immediately the man was made whole: and he took up his bed, and walked. And it was the sabbath that day.
ସେ ଦାପ୍‌ରେ ସେ ଲକ୍‌ ନିମାନ୍‌ ଅଇଗାଲା ଆରି ନିଜର୍‌ ଟାଟି ଦାରିକରି ଇଣ୍ଡ୍‌ବାର୍‌ ଦାର୍‌ଲା । ସେ ଦିନ୍‌ ବିସ୍‌ରାମ୍‌ବାର୍‌ ରଇଲା ।
10 The Jews therefore said to him that was healed: It is the sabbath; it is not lawful for thee to take up thy bed.
୧୦ସେଟାର୍‌ପାଇ ଜିଉଦି ନେତାମନ୍‌, ନିମାନ୍‌ ଅଇଲା ରଗିକେ କଇବାର୍‌ ଦାର୍‌ଲାଇ, “ଆଜି ବିସ୍‌ରାମ୍‌ ଦିନେ, ତୁଇ ଟାଟି ଦାରି ଜିବାଟା ଆମର୍‌ ନିୟମ୍‌ ନାଇ ।”
11 He answered them: He that made me whole, he said to me, Take up thy bed, and walk.
୧୧ମାତର୍‌ ସେ ଲକ୍‌ ସେମନ୍‌କେ କଇଲା, “ଜେ ମକେ ନିମାନ୍‌ କଲା ସେ ମକେ ତମର୍‌ ଟାଟିଦାରିକରି ଜା ବଲି କଇଲାଆଚେ ।”
12 They asked him therefore: Who is that man who said to thee, Take up thy bed, and walk?
୧୨ସେମନ୍‌ ତାକେ ପାଚାର୍‌ଲାଇ, “ଜେ ତକେ ଟାଟି ଦାରି ଜା ବଲି କଇଲା, ସେ ଲକ୍‌ କେ?”
13 But he who was healed, knew not who it was; for Jesus went aside from the multitude standing in the place.
୧୩ମାତର୍‌ ସେ ନିମାନ୍‌ ଅଇଲା ଲକ୍‌ ଜିସୁ କେ ବଲି ଚିନି ନରଇଲା, କାଇକେ ବଇଲେ ସେ ଜାଗାଇ ବେସି ଲକ୍‌ମନ୍‌ ରଇଲାଇଜେ, ଜିସୁ ତେଇଅନି ବିନେ ପିସ୍‌ଲି ଉଟିଜାଇରଇଲା ।
14 Afterwards, Jesus findeth him in the temple, and saith to him: Behold thou art made whole: sin no more, lest some worse thing happen to thee.
୧୪ତାର୍‌ ପଚେ ଜିସୁ ସେ ନିକ ଅଇଲା ଲକ୍‌କେ ମନ୍ଦିର୍‌ ବିତ୍‌ରେ ଦେକିକରି କଇଲା, “ଦେକ୍‌ ଏବେ ତୁଇ ନିକ ଅଇଜାଇଆଚୁସ୍‌ । ତୁଇ ଆରି ପାପ୍‌ କାମ୍‌ କର୍‌ନାଇ । ନଇଲେ ତକେ ଆରି ଅଦିକ୍‌ ଦୁକ୍‌ କସ୍‌ଟ ଆଇସି ମିସା ।”
15 The man went his way, and told the Jews, that it was Jesus who had made him whole.
୧୫ତାର୍‌ ପଚେ ସେ ନିକ ଅଇଲା ଲକ୍‌ ଜିଉଦି ନେତାମନର୍‌ ଲଗେ ଜାଇକରି, “ଜେ ତାକେ ନିକ କରିରଇଲା, ସେ ଜିସୁ” ବଲି କଇଲା ।
16 Therefore did the Jews persecute Jesus, because he did these things on the sabbath.
୧୬ଏ ନିମାନ୍‌ କାମ୍‌ କଲାଟା, ବିସ୍‌ରାମ୍‌ ବାରେ ଅଇରଇଲା ଜେ, ଜିଉଦି ନେତାମନ୍‌ ଜିସୁକେ ଦୁକ୍‌କସ୍‌ଟ ଦେବାର୍‌ ବସ୍‌ଲାଇ ।
17 But Jesus answered them: My Father worketh until now; and I work.
୧୭ମାତର୍‌ ଜିସୁ ସେମନ୍‌କେ କଇଲା, “ମର୍‌ବାବା ପର୍‌ମେସର୍‌ ସବୁବେଲା କାମ୍‌କଲାନି, ମୁଇ ମିସା ସେନ୍ତି କାମ୍‌ କଲିନି ।”
18 Hereupon therefore the Jews sought the more to kill him, because he did not only break the sabbath, but also said God was his Father, making himself equal to God.
୧୮ଜିସୁ ଏନ୍ତି କଇରଇଲାଜେ ଜିଉଦି ନେତାମନ୍‌ ତାକେ ମରାଇବାକେ ଅଦିକ୍‌ ଚେସ୍‌ଟା କଲାଇ । କାଇକେ ବଇଲେ ଜିସୁ ବିସ୍‌ରାମ୍‌ ବାରର୍‌ ନିୟମ୍‌ ମାନେ ନାଇ ବଲି ନାଇ, ମାତର୍‌ ସେ ପର୍‌ମେସର୍‌କେ ମର୍‌ ବାବା ବଲି କଇ, ନିଜ୍‌କେ ପର୍‌ମେସର୍‌ ସଙ୍ଗ୍‌ ସମାନ୍‌ କରି ରଇଲା ।
19 Then Jesus answered, and said to them: Amen, amen, I say unto you, the Son cannot do any thing of himself, but what he seeth the Father doing: for what things soever he doth, these the Son also doth in like manner.
୧୯ଜିସୁ ସେମନ୍‌କେ କଇଲା, “ମୁଇ ତମ୍‌କେ ସତ୍‌ କଇଲିନି, ପର୍‌ମେସରର୍‌ ପିଲା ମୁଇ ନିଜେ କାଇଟା ମିସା କରିନାପାରି । ମର୍‌ ବାବା ଜନ୍‌ ଜନ୍‌ଟା ସବୁ କର୍‌ବାଟା ମୁଇ ଦେକ୍‌ଲିନି ସେଟାସେ ମୁଇ କରିପାରି । କାଇକେ ବଇଲେ ବାବା ଜନ୍‌ ଜନ୍‌ଟା ସବୁ କଲାନି ତାର୍‌ପିଲା ମୁଇ ମିସା ସେଟା ସବୁ ସେନ୍ତିସେ କଲିନି ।
20 For the Father loveth the Son, and sheweth him all things which himself doth: and greater works than these will he shew him, that you may wonder.
୨୦ବାବା ମକେ ଆଲାଦ୍‌ କର୍‌ସି ଆରି ନିଜେ ଜନ୍‌ଟା କର୍‌ସି, ସେ ସବୁ ମକେ ଦେକାଇସି । ଆରି ଏବେ ଜାଇଟା ଗଟ୍‌ଲା ଆଚେ, ତାର୍‌ତେଇଅନି ଅଦିକ୍‌ ବଡ୍‌ ବଡ୍‌ କାବାଅଇଜିବା କାମ୍‌ମନ୍‌ ମକେ ଦେକାଇସି । ସେଟା ସବୁ ଦେକି ତମେ ସବୁଲକ୍‌ କାବାଅଇଜାଇସା ।
21 For as the Father raiseth up the dead, and giveth life: so the Son also giveth life to whom he will.
୨୧ବାବା ପର୍‌ମେସର୍‌ ଜେନ୍ତି ମଲାଲକ୍‌ମନ୍‌କେ ଜିବନ୍‌ କରି ଉଟାଇସି, ସମାନ୍‍ ସେନ୍ତି ମୁଇ ମିସା ତାର୍‌ ପିଲା ଜାକେ ଜାକେ ମନ୍‍ କର୍‌ବି, ସେମନ୍‌କେ ମଲାତେଇଅନି ଉଟାଇବି ।
22 For neither doth the Father judge any man, but hath given all judgment to the Son.
୨୨ବାବା ପର୍‌ମେସର୍‌ କାକେ ମିସା ତାର୍‌ ପାପ୍‌ କାମ୍‍ଲାଗି ବିଚାର୍‌ ନ କରେ । ମାତର୍‌ ସବୁ ଲକ୍‌ମନର୍‌ ବିଚାର୍‌ କର୍‌ବା ପୁରାପୁରୁନ୍‌ ଅଦିକାର୍‌ ତାର୍‌ ପିଲା ମକେ, ଦେଲା ଆଚେ ।
23 That all men may honour the Son, as they honour the Father. He who honoureth not the Son, honoureth not the Father, who hath sent him.
୨୩ତେବେ ସବୁ ଲକ୍‌ମନ୍‌ ବାବାକେ ଜେନ୍ତି ସନ୍‌ମାନ୍‌ ଦେଲାଇନି, ସେନ୍ତିସେ ତାର୍‌ ପିଲା ମକେ ମିସା ସନ୍‌ମାନ୍‌ ଦେବାଇ । ଜଦି ଜନ୍‌ ଲକ୍‌ମନ୍‌ ତାର୍‌ ପିଲା ମକେ ସନ୍‌ମାନ୍‌ ଦେଅତ୍‌ ନାଇ, ସେମନ୍‌ ମକେ ପାଟାଇଲା ବାବାକେ ମିସା ସନ୍‌ମାନ୍‌ ଦେଅତ୍‌ ନାଇ ।
24 Amen, amen I say unto you, that he who heareth my word, and believeth him that sent me, hath life everlasting; and cometh not into judgment, but is passed from death to life. (aiōnios g166)
୨୪“ମୁଇ ତମ୍‌କେ ସତ୍‌ କଇଲିନି, ଜେ ମର୍‌ କାତା ସୁନି ମକେ ପାଟାଇଲା ପର୍‌ମେସର୍‌କେ ବିସ୍‌ବାସ୍‌ କର୍‌ସି, ସେ ନ ସାର୍‌ବା ଜିବନ୍‌ ପାଇସି । ଆରି ସେ ବିଚାର୍‌ନା କରାଇ ନ ଅଏ । କାଇକେବଇଲେ ସେ ମରନ୍‌କେ ଜିତି କରି ଜିବନ୍‌ ପାଇଆଚେ । (aiōnios g166)
25 Amen, amen I say unto you, that the hour cometh, and now is, when the dead shall hear the voice of the Son of God, and they that hear shall live.
୨୫ମୁଇ ତମ୍‌କେ ସତ୍‌ କଇଲିନି ଏନ୍ତି ଗଟେକ୍‌ ବେଲା ଆଇଲାନି, ସେ ବେଲା ଏବେ କେଟିଆଚେ । ଜେଡେବେଲା ମଲା ଲକ୍‌ମନ୍‌ ପର୍‌ମେସରର୍‌ ପିଲା ମର୍‌ କଁଟର୍‌ ସର୍‌ ସୁନ୍‌ବାଇ, ସେମନ୍‌ ଜିବନ୍‌ ଅଇ ଉଟ୍‌ବାଇ ।
26 For as the Father hath life in himself, so he hath given the Son also to have life in himself:
୨୬ବାବା ଜେନ୍ତିକି ଜିବନର୍‌ ମୁଲ୍‌, ସେନ୍ତାରିସେ ତାର୍‌ ପିଲା ମୁଇ ମିସା ଜିବନର୍‌ ମୁଲ୍‌ ।
27 And he hath given him power to do judgment, because he is the Son of man.
୨୭ଆରି ମୁଇ ପର୍‌ମେସରର୍‌ ଟାନେଅନି ଆଇଲା ନର୍‌ପିଲା ଅଇଲାର୍‌ଲାଗି, ସବୁ ଲକ୍‌ମନ୍‌କେ ବିଚାର୍‌ କର୍‌ବା ଅଦିକାର୍‌ ସେ ମକେ ଦେଲାଆଚେ ।
28 Wonder not at this; for the hour cometh, wherein all that are in the graves shall hear the voice of the Son of God.
୨୮ତମେ ଏଟାର୍‌ପାଇ କାବା ଉଆନାଇ, ଏନ୍ତି ବେଲା ଆଇଲାନି, ମରିକରି ତପିଅଇଲା ସବୁ ଲକ୍‌ମନ୍‌ ମର୍‌ କଁଟ୍‌ସର୍‌ ସୁନ୍‌ବାଇ ।
29 And they that have done good things, shall come forth unto the resurrection of life; but they that have done evil, unto the resurrection of judgment.
୨୯ଆରି ସେମନ୍‌ ସମାଦି ଅନି ଆରି ତରେକ୍‌ ଉଟ୍‌ବାଇ । କେ କେ ନିକ କାମ୍‌ କରିଆଚତ୍‌, ସେମନ୍‌ ମଲାଟାନେଅନି ଜିବନ୍‌ ଅଇକରି ଉଟ୍‌ବାଇ । କାରାପ୍‌ କାମ୍‌ କରୁମନ୍‌ ମିସା ମଲାଟାନେଅନି ଉଟ୍‌ବାଇ ଆରି ଦସି ବଲାଇଅଇବାଇ ।”
30 I cannot of myself do any thing. As I hear, so I judge: and my judgment is just; because I seek not my own will, but the will of him that sent me.
୩୦ମୁଇ ମର୍‌ ନିଜର୍‌ ଅଦିକାରେ କାଇଟା ମିସା କରିନାଇ, ବାବା ମକେ କେନ୍ତି କଇଲା ଆଚେ, ସେନ୍ତିସେ ବିଚାର୍‌ କର୍‌ବି । ଆରି ମୁଇ କର୍‌ବାଟା ଟିକ୍‌ସେ । କାଇକେବଇଲେ ମୁଇ ନିଜେ ମନ୍‌କଲାଟା ପୁରାପୁରୁନ୍‌ କର୍‌ବାକେ ନାଇ, ମାତର୍‌ ମକେ ପାଟାଇଲା ପର୍‌ମେସର୍‌ ମନ୍‌କଲାଟା ପୁରାପୁରୁନ୍‌ କଲିନି ।
31 If I bear witness of myself, my witness is not true.
୩୧ମର୍‌ ନିଜର୍‌ ପାଇ ଜଦି ମୁଇ ସାକି ଦେବି, ସେଟା ସତ୍‌ ବଲି ଦାରା ନ ଜାଏ ।
32 There is another that beareth witness of me; and I know that the witness which he witnesseth of me is true.
୩୨ମାତର୍‌ ମର୍‌ ପାଇ ଆରି ଗଟେକ୍‌ ଲକ୍‌ ସାକିଦେଲାନି, ଆରି ସେଟା ମୁଇ ଜାନି । ସେ ମର୍‌ ବିସଇ କାଇଟା ସବୁ କଇଲାନି ସେଟା ସବୁ ସତ୍‌ସେ ।
33 You sent to John, and he gave testimony to the truth.
୩୩ତମେ ଜଅନ୍‌ ଲଗେ କବର୍‌ ନେଉମନ୍‌କେ ପାଟାଇ ରଇଲାସ୍‌, ଆରି ସେ ତମ୍‌କେ ସତ୍‌ ବିସଇ ସାକି ଦେଲାଆଚେ ।
34 But I receive not testimony from man: but I say these things, that you may be saved.
୩୪ମର୍‌ ବିସଇ କେ ମିସା ସାକି ଦେଅତ୍‌ ବଲି ମୁଇ ମନ୍‌ କରିନାଇ । ଜେନ୍ତିକି ତମେ ପାପେଅନି ରକିଆ ପାଇସା ସେଟାର୍‌ ପାଇ ମୁଇ ଏ ସବୁ କଇଲିନି ।
35 He was a burning and a shining light: and you were willing for a time to rejoice in his light.
୩୫ଜଅନ୍‌ ଗଟେକ୍‌ ବତିପାରା ଲାଗିକରି ଅଲପର୍‌ ପାଇ ଉଜଲ୍‌ ଦେଇତେରଇଲା । ଆରି ତମେ ସେ ଉଜଲ୍‌, ଅଲପ୍‌ ଦିନର୍‌ ପାଇ ପାଇକରି ସାର୍‌ଦା ଅଇରଇଲାସ୍‌ ।
36 But I have a greater testimony than that of John: for the works which the Father hath given me to perfect; the works themselves, which I do, give testimony of me, that the Father hath sent me.
୩୬ମାତର୍‌ ମର୍‌ଲଗେ, ଜଅନର୍‌ ତେଇଅନି ଅଦିକ୍‌ ବପୁର୍‌ ଗଟେକ୍‌ ସାକି ଆଚେ । ପର୍‌ମେସରର୍‌ ଆଦେସ୍‌ ଇସାବେ ମୁଇ ଜନ୍‌ ସବୁ କାମ୍‌ କଲିନି, ସେଟା ସବୁ ମର୍‌ ପାଇ ନିକ ସାକି । ସେ ସବୁ କଇଲାନିଜେ, ମକେ ପର୍‌ମେସର୍‌ ପାଟାଇଲା ଆଚେ ବଲି ।
37 And the Father himself who hath sent me, hath given testimony of me: neither have you heard his voice at any time, nor seen his shape.
୩୭ଆରି ମକେ ପାଟାଇଲା ବାବା ପର୍‌ମେସର୍‌ ମିସା ମର୍‌ ବିସଇ ସାକି ଦେଲାନି । ତମେ କେବେ ମିସା ତାର୍‌ କଁଟ୍‌ ସୁନାସ୍‌ ନାଇ, କି ସେ କେନ୍ତାଟା ଦେକାସ୍‌ ନାଇ ।
38 And you have not his word abiding in you: for whom he hath sent, him you believe not.
୩୮ଆରି ତାର୍‌ କାତା ତମର୍‌ ମନ୍‌ବିତ୍‌ରେ ର‍ଏନାଇ । କାଇକେବଇଲେ ସେ ଜାକେ ପାଟାଇଲା ଆଚେ ତାକେ ତମେ ବିସ୍‌ବାସ୍‌ କରାସ୍‌ ନାଇ ।
39 Search the scriptures, for you think in them to have life everlasting; and the same are they that give testimony of me. (aiōnios g166)
୩୯ତମେ ଜତନ୍‌ସଙ୍ଗ୍‍ ସାସ୍‌ତର୍‌ମନ୍‌ ପଡି କଜ୍‌ଲାସ୍‌ନି । ତେଇଅନି ନ ସାର୍‌ବା ଜିବନ୍‌ ପାଇଅଇସି ବଲି ସେ ସବୁ ପଡ୍‌ଲାସ୍‌ନି । ସେ ସବୁ ସାସ୍‌ତର୍‌ ମର୍‌ ବିସଇସେ ସାକି ଦେଲାନି । (aiōnios g166)
40 And you will not come to me that you may have life.
୪୦ଏଲେମିସା ତମେ ନ ସାର୍‌ବା ଜିବନ୍‌ ପାଇବାକେ ମର୍‌ ଲଗେ ଆଇବାକେ ନିଚ୍‌ଲାସ୍‌ନି ।
41 I receive glory not from men.
୪୧“ମୁଇ ମୁନୁସ୍‌ ଲକ୍‌ମନର୍‌ ଟାନେଅନି ଡାକ୍‌ପୁଟା କଜି ନାଇ ।
42 But I know you, that you have not the love of God in you.
୪୨ମୁଇ ଜାନି, ତମେ କେନ୍ତି ରକାମର୍‌ ଲକ୍‌, ତମର୍‌ ମନ୍‌ ବିତ୍‌ରେ ପର୍‌ମେସର୍‌କେ ଆଲାଦ୍‌ କର୍‌ବାଟା ନାଇ ।
43 I am come in the name of my Father, and you receive me not: if another shall come in his own name, him you will receive.
୪୩ମୁଇ ମର୍‌ ବାବା ପର୍‌ମେସରର୍‌ ଅଦିକାର୍‌ ପାଇ ଆଇଲିଆଚି । ମାତର୍‌ ତମେ ମକେ ନାମାସ୍‌ ନାଇ । ମାତର୍‌ ଜେଡେବେଲା କେ ମିସା ବିନ୍‌ ଲକ୍‌ ନିଜେ ମନ୍‌କରି ଆଇଲେ ତାକେ ଡାକିନେଲାସ୍‌ନି ।
44 How can you believe, who receive glory one from another: and the glory which is from God alone, you do not seek?
୪୪ତମେ ନିଜର୍‌ ନିଜର୍‌ ବିତ୍‌ରେ ସନ୍‌ମାନ୍‌ ପାଇବାକେ ମନ୍‌କଲାସ୍‌ନି । ମାତର୍‌ ପର୍‌ମେସରର୍‌ ଆଲାଦ୍‌ ପାଇବାକେ ମନ୍‌ କରାସ୍‌ ନାଇ । ସେନ୍ତି ବଇଲେ ତମେ କେନ୍ତି ମକେ ବିସ୍‌ବାସ୍‌ କରିପାରାସ୍‌?
45 Think not that I will accuse you to the Father. There is one that accuseth you, Moses, in whom you trust.
୪୫ମୁଇ ତମର୍‌ ବିରଦେ ପର୍‌ମେସର୍‌ତେଇ ଦସି କର୍‌ବି ବଲି ତମେ ବାବାନାଇ । ତମେ ଜନ୍‌ଟା ମସାର୍‌ ତେଇ ଆସା କରିଆଚାସ୍‌ ସେ ସେ ତମର୍‌ ବିରଦେ ଦସି କଲାନି ।
46 For if you did believe Moses, you would perhaps believe me also; for he wrote of me.
୪୬ଜଦି ତମେ ମସାକେ ସତ୍‌ବଲି ବିସ୍‌ବାସ୍‌ କଲାସ୍‌ନି ବଇଲେ ମକେ ମିସା ବିସ୍‌ବାସ୍‌ କର୍‌ତେ ରଇସା । କାଇକେବଇଲେ ମସା ମର୍‌ ବିସଇସେ ଲେକିଆଚେ ।
47 But if you do not believe his writings, how will you believe my words?
୪୭ମାତର୍‌ ସେ ଜନ୍‌ଟା ଲେକିଆଚେ, ତେଇ ଜଦି ତମର୍‌ ବିସ୍‌ବାସ୍‌ ନାଇ ବଇଲେ, ମୁଇ ଜନ୍‌ଟା କଇଲିନି, ସେଟା କେନ୍ତି ବିସ୍‌ବାସ୍‌ କର୍‌ସା?”

< John 5 >